VK Pandian quits 'active' politics : Truth Vs Hype... || Editorial Show(EP-252) || ODISHA PULSE

Sdílet
Vložit
  • čas přidán 10. 07. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #kartikpandian

Komentáře • 129

  • @geetaranisamal6638
    @geetaranisamal6638 Před 20 dny +28

    ସିଏ ଯିବେ ନାହିଁ। ତାକୁ ଧକ୍କା ମାରି ବାହାର କରିବାକୁ ହିଁ ପଡିବ।

  • @bipracharanjena2736
    @bipracharanjena2736 Před 20 dny +20

    ପଣ୍ଡିଆନ ଯୋଗୁ ବିଜେଡି ସରକାର ଗଲା ପୁଣି ବିଜେଡି ଦଳ ବି ଶେଷ ହେବା ନବୀନ ବାବୁ ସ୍ୱେଚ୍ଛାଚାରି ଶାସକ ଥିଲେ ଏବେ କ୍ଷମତା ନାହିଁ ତେଣୁ ଦଳର କର୍ମୀ କ୍ରମେ ଦୁରେଇଯିବେପଣ୍ଡିଆନ ଯୋଗୁ ଦଳରେ କର୍ମୀମାନେ ଦୂରେଇ ଯାଉଛନ୍ତି

  • @khirodhota1440
    @khirodhota1440 Před 20 dny +31

    ପାଣ୍ଡୁ ମୁହଁରେ ପଇସା ଆଉ power ନିଶା ଲାଗିଛି l

    • @banshidharpatra5160
      @banshidharpatra5160 Před 5 dny

      ଆଗକୁ BJP ପାଇଁ ପାଣ୍ଡିଆନ କାଳ ସlଜୀବ

  • @mahakal8756
    @mahakal8756 Před 20 dny +15

    ଚୋର ସବୁବେଳେ ଚୋର ହିଁ ରହିବ

  • @janardanpanda5378
    @janardanpanda5378 Před 20 dny +30

    କିଏ କହିଲା ପାଣ୍ଡିୟାନ ବାବୁ ବିଜେଡି ଛାଡିଦେଲେ ବର୍ତମାନ ପାଣ୍ଡିୟାନ ନବୀନ ନିବାସ ରେ ରହୁଛନ୍ତି ପାଣ୍ଡିୟାନ ନିଜେ ବିଜୁ ଜନତା ଦଳକୁ ଚଳାଉଛନ୍ତି

  • @dayasagardayasagar755
    @dayasagardayasagar755 Před 20 dny +14

    ଜନସାଧାରଣ ଦ୍ଵାରା ଠେଙ୍ଗାପାହାର
    ପାଣ୍ଡିଆନକୁ ହେଲେ ସେ ଓଡିଶାରୁ ବିଦାୟ ହବ.

  • @piyushrajkumar15
    @piyushrajkumar15 Před 20 dny +12

    ସେ ହାରାମି ଥିଲେ କି ଗଲେ ଓଡିଶାର ଯେଉଁ କ୍ଷତି ହେଇଛି କିଏ ଦେବ? ଏ ସରକାର କିଛି କରିପାରିବେ ନାହିଁ ଓଡିଶା ବାସୀ ଜାଣିଗଲେଣି. କେବଳ ଭାଗ୍ୟକୁ ଆଦରି ରହିବେ ନ ହେଲେ ବିରାଟ ବିସ୍ପୋରଣ ହେବ ଯେତେବେଳେ ଅନ୍ଧ ଓଡ଼ିଆ, ପାଦ ଚଟା ଓଡ଼ିଆ ମାନେ ବୁଝିଯିବେ ସେମାନେ ଏବେ ଛଟପଟ ହେଇ ମରିବାକୁ ଯାଉଛନ୍ତି.

  • @ALLINONE-wm3dr
    @ALLINONE-wm3dr Před 20 dny +11

    ପାଣ୍ଡୁ ଅଠା କାଠି ହେଇ ଲାଗିରହିବ ବିଜେଡି ରେ.... ସେ ମହୁ ଖାଇଛି... ପାଟିରେ ଲାଗିଯାଇଛି... ସହଜରେ ଛାଡିବନି.... ଭିତରେ ନ ପଶିଲେ size ହେବନି ପାଣ୍ଡୁ

  • @Brosujit
    @Brosujit Před 20 dny +5

    ଦୁର୍ଗା ବାବୁ ଆପଣଙ୍କ news ମୁଁ ସବୁବେଳେ ଦେଖେ, ବୁହୁତ୍ ଭଲ ଲାଗେ,ଏବେ ଆପଣ ଖାଲି ସେ pandian ଙ୍କ ଉପରେ ଭିଡିଓ କରୁଛନ୍ତି,ଯୋଉ ମାନେ ଚାରି ପାଞ୍ଜିରୁ ଗଲେ ତାଙ୍କରି କଥା ଖାଲି ମଠୁଛନ୍ତି,ସେପଟେ ପୁରୀ ରେ ଏତେବଡ଼ ଘଟଣା ଘଟିଗଲା ତା ଉପରେ କିଛି ନାହିଁ,🎉

  • @samarmohapatra-jr3ne
    @samarmohapatra-jr3ne Před 20 dny +7

    କିଛି ଦିନ ପାଇଁ ଅଜ୍ଞାତବାସ ରେ ଥିବେ, ସମୟ ସୁବିଧା ଦେଖି ପରିପ୍ରକାଶ ପାଇବେ

  • @jayhind6187
    @jayhind6187 Před 20 dny +8

    ନବୀନା ଧୃତରାଷ୍ଟ୍ର । ତଫାତ ଧୃତରାଷ୍ଟ୍ର ସୋମରଷ ପାନ କରନ୍ତି ନାହିଁ, କିନ୍ତୁ ନବୀନା ବିଦେଶୀ ରସ ପାନ କରନ୍ତି । ପାଣ୍ଡିଆ ଯାହା କହିବ ସବୁ ହଁ ।
    ପାଣ୍ଡିୟାନ ଯିବ କୁଆଡେ ଓଡ଼ିଶା ସାରା NH ପାର୍ଶ୍ଵରେ ପାଣ୍ଡିଆର ଲକ୍ଷ ଲକ୍ଷ ଏକ ର ଜମି । ବିଭିନ୍ନ ସହରରେ ବହୁତଳ ଅଟ୍ଟାଳିକା ।CBI ରେଡ଼ କେବେ ଏହି ଦୁର୍ନିତୀ ଗ୍ରସ୍ତ ଅଫିସରକୁ କରିବ ଦେଖିବା ବାକି ରହିଲା । 5:26

  • @pradeepkumarjena4162
    @pradeepkumarjena4162 Před 20 dny +4

    ଆପଣ କଂ ଏ ନିଉଜ ଟି ଉଚ କୋଟିର
    ବହୁତ ସୁଦର କଥା ଏକଦମ ସତ କଥାକୁ
    ପଦା ରେଆଣଛନି ଧନ୍ଯବାଦ

  • @ParabirPanda-to3rh
    @ParabirPanda-to3rh Před 20 dny +5

    The new govt. is afraid to put VKP in jail.

  • @Upcomingvideoworld
    @Upcomingvideoworld Před 20 dny +3

    V.k pandian nka pain all odisha re Bhala Development heichhi, joy jagannath, Nabin odisha

  • @nareshdash3796
    @nareshdash3796 Před 20 dny +4

    ତାକୁ ଆହୁରି ବହୁତ ଧନ ମିଳିବାର ଅଛି ଛାଡ଼ି କି କୁଆଡେ ଯିବ ।

  • @nabakishoresubudhi2647
    @nabakishoresubudhi2647 Před 20 dny +2

    ଏଇଟା ତା ରାଜ୍ୟକୁ ନ ଯାଇ କାହିଁକି ଏତେ ନିନ୍ଦିତ ହୋଇବି ପଡ଼ିରହିଛି....

  • @alokaranjandash9853
    @alokaranjandash9853 Před 20 dny +2

    It is very unfortunate for Odisha.

  • @arunkumarbehera9271
    @arunkumarbehera9271 Před 20 dny +4

    Right. Essement

  • @manojkumardas1991
    @manojkumardas1991 Před 20 dny +3

    He holds Naveen with a vice like grip. He can't escape!

  • @raghumaninayak9593
    @raghumaninayak9593 Před 20 dny +3

    ନବୀନ ବାବୁ ଚେତିବେ ନାହିଁ ତେଣୁ BJD ଦଳର ଅନ୍ୟ ନେତାମାନେ ବିରୋଧ କରିବା ଦରକାର ନ ହେଲେ BJD ଦଳ ତିନି ପାଞ୍ଜିରୁ ଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

  • @user-mi1bt4xz6u
    @user-mi1bt4xz6u Před 20 dny +3

    ସେ ମାଗିହା କଣ ପେଳ ରୁ ଚୋପା ଛଡ଼ାଇ ବା କଥା ଛଡାଉ

  • @dolagobindasahu4917
    @dolagobindasahu4917 Před 20 dny +1

    Thank you Durga Madhab babu.Right information regarding VK PANDIAN with BJD , both are supplimentary to each other just like two sides of a coin.Nabin Pattanaik never dislike the VK Pandian.Vandian will remain with BJD till Nabin Pattanaik alive .No one will dare to raise voice against VK Pandian in front of Nabin Pattanaik.Although some deafed , winner MLA are dissatisfied they will remain silent just like "Salt on the mouth of Joka".

  • @Mahajanagro99
    @Mahajanagro99 Před 20 dny +1

    Pandian is Great visionary and sincere and very hard worker. He has done so many works for the betterment of Odisha. He has done all the works from Puri Jagatsinghpur temple parikrama, Maa Samaleswari temple, Baldev jew temple, maa Biraja, Lord Longaraj Temple, Guoteswar Temple,,,,

  • @DEKU_BAKKA
    @DEKU_BAKKA Před 20 dny +1

    Padian sir bahut bhala great work odissa

  • @dipeshmohanty8428
    @dipeshmohanty8428 Před 20 dny +3

    Kahinki pandian pandian au haucha.

  • @tamannabehera6501
    @tamannabehera6501 Před 20 dny +2

    Odissa ra development pain Pandiyan nka abadan bahut

  • @tirtharajpanda7237
    @tirtharajpanda7237 Před 20 dny +2

    Jai Jagannath

  • @tamannabehera6501
    @tamannabehera6501 Před 20 dny +2

    Odissa ra school ku jai dekhantu..thila kan aji hela kan...kete develope karichanti.

  • @tamannabehera6501
    @tamannabehera6501 Před 20 dny +2

    Puri prakalpa dekhantu

  • @b.c.pradhan8930
    @b.c.pradhan8930 Před 20 dny

    ନିର୍ଦ୍ଦେଶକ ଅଭିନେତାରୁ ଏବେ କେବଳ ନିର୍ଦ୍ଦେଶକ ଭୂମିକା

  • @RasmitaMohanty-dw3sy
    @RasmitaMohanty-dw3sy Před 20 dny +1

    ❤❤❤❤ good panden

  • @quest138
    @quest138 Před 19 dny +2

    ସତ କହିଲ ବନ୍ଧୁ ଦଲାଲ ଗିରି ପାଈଁ କେତେ ନେଇଛ? ଲାଗୁଛି ମୋଟା ଅଙ୍କର କିଛି ପାଇଛ। ନହେଲେ କେହି ଏତେ ଚାତୁକାରିତା କରିପାରିବ ନାହିଁ। ବିଲେଇ ଆଖି ବୁଜି କ୍ଷୀର ପିଉଛ।

  • @tamannabehera6501
    @tamannabehera6501 Před 20 dny +2

    Odissa need Pandiyan sir

  • @arunsinha9089
    @arunsinha9089 Před 20 dny +1

    I will fight for it as said by Pandian.

  • @tamannabehera6501
    @tamannabehera6501 Před 20 dny +2

    Pandiyan is a great leader

  • @tamannabehera6501
    @tamannabehera6501 Před 20 dny +2

    Odissa pain Pandiyan darkar

  • @RajeevkumarNayak-br2fm

    Very nice description 👌

  • @SidharthPrasadDas
    @SidharthPrasadDas Před 20 dny +1

    ବିଜେଡି କୁ କିଏ ଚଳାଉଛି ବିଷୟ ଟି ଭଲ, ଆଉ ବିଜେପି କୁ କିଏ କୋଉଠୁ ଚାଲୁଛି ସେ ବିଷୟ ବି ଟିକେ କର , ତେବେ ଜଣାଯିବ ନିରପକ୍ଷ ସମ୍ବାଦ ସଂସ୍ଥା

  • @RabinarayanaSwain-jh9pf

    Je odisha ku sanabhabe tarchhodihoijai

  • @user-jd8fz4pb3y
    @user-jd8fz4pb3y Před 11 dny

    Pandian sir is a brilliant person
    So we need him again
    All developments were made by Pandian sir
    What is problem about Pandian?
    We need Pandian sir ❤❤❤❤❤❤❤❤❤

  • @alokaranjandash9853
    @alokaranjandash9853 Před 20 dny

    ସେ ରାଜନୀତି କରିପାରିବେ ନାହିଁ । କାରଣ ରାଜନୈତିକ କଥାବାର୍ତ୍ତା କରିପାରୁ ନାହାନ୍ତି ।

  • @rkbehera1241
    @rkbehera1241 Před 20 dny +1

    Good news

  • @BibunaBibhuti
    @BibunaBibhuti Před 20 dny +2

    Pandian bjd re rahiba darkar.pandian ku bjp dari birodhi kathaakahuchhi

  • @prasanta-jg1vd
    @prasanta-jg1vd Před 20 dny

    ରହିଥା ଏବେ ଜେଲ ଯିବୁ

  • @shivdurgaenterprise
    @shivdurgaenterprise Před 20 dny +3

    Vk Pandian great inteligent officer in bjd party odisha, bjp jumla tautor feku danga jatra party

  • @arunsinha9089
    @arunsinha9089 Před 20 dny +1

    Rejoin karibe kahuchhanti

  • @prasantamohanty988
    @prasantamohanty988 Před 20 dny

    ପାଣ୍ଡିଆନ ପ୍ରତି ନବୀନଙ୍କ ଏତେ ପ୍ରେମ କଣ ପାଇଁ, ଏବେ ବି ଓଡିଶାବାସୀ ବୁଝି ପାରୁନାଁହାନ୍ତି l

  • @prabhatsahoo2923
    @prabhatsahoo2923 Před 19 dny

    Pandian will not quit as he has eyes over the party funds raised by him adopting various unfairmeans.

  • @manoranjanpanda5536
    @manoranjanpanda5536 Před 18 dny

    ଏ ପାଣ୍ଡିଆନ ଓ ନବୀନ ଓଡିଶାକୁ ଦୁର୍ନୀତି, ଵେଭିଚାର, କୁଶାସନକରି ଓଡିଶାଵାସୀଙ୍କୁ ବୁଡାଇଦେଲେ, ଏମାନଙ୍କୁ ଓଡିଶାରେ ସ୍ଥାନ ଦେଵା ଉଚିତ୍ ନୁହେଁ, ଜୟ ଜଗନ୍ନାଥ,

  • @sangramkishoredasdas2424

    ସିପାହୀ ଠାରୁ ମାଡ଼ ଖାଇଲା ପରେ ଚେତା ପଶୁନି ଜନତା ଙ୍କ ଠାରୁ ମାଡ଼ ଖାଇଲା ପରେ ତାମିଲନାଡୁ ଯିବ ।

  • @binodsahoo3374
    @binodsahoo3374 Před 20 dny

    Force requires for Baba and party cadres are afraid of tickets for which they are not coming openly .Still so many are there behind his. protection

  • @dharanidharbuswal2760
    @dharanidharbuswal2760 Před 14 dny

    ଓଡ଼ିଆ ଅସ୍ମିତା ଜେଲ୍ ଭିତରକୁ ପ୍ରବେଶ କରି ବାକୁ ବାଧ୍ୟ କରି କରିବା

  • @snigdhabaxipanigrahi3304

    It was known from the day one.

  • @narasinghdas3623
    @narasinghdas3623 Před 20 dny

    First Mohan sarkar V K Pandian ra Z security pratyahar karantu, se ta State ku paleiba.

  • @rameswar3765
    @rameswar3765 Před 20 dny +1

    ନବୀନ ଓ ପାଣ୍ଡୁ ଚୋପ୍ କାଡିଁଆ ଆଏ ଲଟ୍ କି କରି ଅଛନ୍, କେହି କାହାକେ ଛାଡି ନାଇଁ ପାରନ୍।

  • @prakashmahapatra2182
    @prakashmahapatra2182 Před 18 dny

    ରହିଥା. ଝାରପଡା ଯିବାକୁ.

  • @dhanumunda7630
    @dhanumunda7630 Před 8 dny

    Please pandian sir come back in odisha we r waiting you..jai BJD

  • @msasmal-jv6dt
    @msasmal-jv6dt Před 19 dny

    Megh jeade chhata seade Bhai 🌹🌹🌹🌹🌹🌹

  • @sanjibsinger2010
    @sanjibsinger2010 Před 20 dny +2

    EBE LUCHI KAMA KARUCHANTI. ODISHA BASI SABU JANICHANTI. 2029 RE MADHYA BJD PUNI HARIBA, LOKE PANDU KU VOTE DEBE NAHIN.

  • @SanjayaNayak-dn6mu
    @SanjayaNayak-dn6mu Před 20 dny

    Yes......to kn hela.....se PS hele prblm kn?Yes Mr Pattanaik says exactly what he feels......photo neithile ta kn hela.....

  • @sumankar6856
    @sumankar6856 Před 19 dny +1

    We are not interested in this pandu anymore. He is history now

  • @akashpatra6464
    @akashpatra6464 Před 20 dny +3

    ଆପଣ bjd ପଛରେ ଲାଗିଛନ୍ତି।ଥରେ bjp କୁ ପ୍ରଶ୍ନ ପଚାରନ୍ତୁ ଯ୍ୟୋଜନାଭିତ୍ତିକ ଶିକ୍ଷକ ନିଯୁକ୍ତି କାଇଁ କରୁଛନ୍ତି। ବିରୋଧୀ ଦଳରେ ଥିଲା ବେଳେ bjd କୁ କହୁଥିଲେ।ଏବେ ବିଜେପି ମଧ୍ୟ ସେଇ ରାସ୍ତା ଆପଣେଇଛି।11,100 ଟଙ୍କା ରେ ଜଣେ କେମିତି କେବିକେ area re ବଞ୍ଚିବ।
    ଏଇ ଉପରେ ଗୋଟିଏ ବିଶ୍ଳେଷଣ କରି video ବନାନ୍ତୁ।

  • @harihardhal1974
    @harihardhal1974 Před 20 dny +1

    2029 re bjd zero asana paiba

  • @shivarampradhan8049
    @shivarampradhan8049 Před 20 dny +1

    Eguda sabu andha bhakta mananka manare achi 😅😅Odisha bjp ku janigalani 😅

  • @jullysamal6626
    @jullysamal6626 Před 18 dny +1

    ଭଲ କାମ vk କରିଚି କାଈ କହୁନୁ l
    Odisar ଉନ୍ନତିରେ vk ହିଁ ଏକମାତ୍ର ଲୋକ
    ତେଣୁ କଳିଯୁଗ ର ଲୋକ ତୁ ତତେ ଓଲଟ ଲାଗୁଚି
    ଆହୁଜା ବିଷୟରେ କହ
    ବିଜୁଳି ବିଲ300ୟୁନିଟ ଦେବ bjp କହ
    ସୁଭଦ୍ରା ସଭିଙ୍କୁ ମହିଲlଙ୍କୁ ଦେବ କହ
    ବୁଢ଼ା ବୁଢ଼ୀ ବିଧବା ମହିଳା ପେନସନ ଦବ କହ
    ଆହୁଜା ଓଡ଼ିଆ ଅସ୍ମିତା କି ପଚାରେ
    ତୁ ତୋ bopa ମାଆ କୁ ଛାଡ଼ିବୁ କି କହ

  • @pitambernayak4708
    @pitambernayak4708 Před 20 dny

    ODISARE JANE AN ODIYANK SWAPNAPURANHEB NANHI
    SWAPNA SWAPNARE RAHIJIBA

  • @chandrakantsutar2922
    @chandrakantsutar2922 Před 20 dny +1

    Pandu will finish BJD then only he can leave Odisha 😂😂

  • @PrashantKumarNayak-rv3wv

    TV show ku v k Pandu ku anna

  • @bijayalaxmimishra2051
    @bijayalaxmimishra2051 Před 19 dny +1

    Asubidha kan hela

  • @anadicharansamal7033
    @anadicharansamal7033 Před 20 dny

    ମହମ୍ମଦଘୋରି କୁ ହୁସିଆର

  • @santilatapanda1386
    @santilatapanda1386 Před 20 dny +1

    Pandian ku BJP daru chhi

  • @Ramu-hl2gu
    @Ramu-hl2gu Před 14 dny

    ନବୀନ ସ୍ତ୍ରୀ ନ ଥାଇ ଯେତେବେଳେ ତାମିଲ ପାଣ୍ଡୁ ପୁଅ ପାଇଛି ତାକୁ କାହିଁକି ଦୂରେଇବେ ଲାଜ ବିହୀନ ନବୀନ 😭

  • @JogeswarMajhi-lt7hj
    @JogeswarMajhi-lt7hj Před 20 dny

    ଆମ ଓଡ଼ିଆ ମେଣ୍ଢା(କ୍ରୀତଦାସ) ଏବେ ବି ଅଛନ୍ତି,,,ପାଣ୍ଡୁ ର ପାଦ ଧୂଳି ଟିକେ ଚାଟିବା ପାଇଁ ଜଗି ରହିଛନ୍ତି,,,

  • @suryadas1087
    @suryadas1087 Před 19 dny

    Pandian also having protection from section of BJP functional.

  • @RanjanBehera-ge1kf
    @RanjanBehera-ge1kf Před 20 dny

    ❤....Ghaita Ajogya Pane.....Maipa suila Chakunda Bane....❤....Musha Anapurusua Dekhi Bilei Karama Karuchhi Basi...😂😂😂....Dhanyare BJP Sarkar.....?

  • @laxmidharjena2043
    @laxmidharjena2043 Před 4 dny

    Sia service karuchanti. Tu bhai ta pachare chalichali kamera dhari bulichanti

  • @gaganbiharisamantaray1122

    ସେ ପଛ ପଟେ ରହିଲେ ଠିକ stage👌ଚଢିଲେ ଜୋତା ମାଳ ପଡିବ, ପୁଣି bjd ହାରିବ ସମୟକୁ ଅପେକ୍ଷ୍ୟା କର

  • @shototodoroki9055
    @shototodoroki9055 Před 3 dny

    Au dakayat karibara achhi

  • @user-xd1qr8qp7t
    @user-xd1qr8qp7t Před 20 dny

    Rahiki Kana Karibbu

  • @dillipkumarswain524
    @dillipkumarswain524 Před 4 dny

    Nonsense is still present in BJD perhaps to destroy him self, Naveen Pattanaik and BJD.
    Naveen Pattanaik speak himself bad by saying Pandian as a good man.

  • @pranabkhuntia1249
    @pranabkhuntia1249 Před 20 dny

    Tamili Kukura ku thenga pahara.

  • @bidhubhusansamantasinghar4792

    ସତ କଥା ତ , ସେ ମା ଗିହା ଟା ଏବେ କୋଉଠି ? ହଇରେ ପାଣ୍ଡୁ ତୁ ଶଳା ଖାଲି ଲୋକଙ୍କ ପାଖକୁ ଆସୁନୁ , BJP କୁ ଥରେ ଚାନ୍ସ ଦେଇଛୁ, କାମ କଥା କୁ ଦେଖିବା , ଯଦି ଭଲ କଲା ତାହାଲେ ଚାଲିବ ନଚେତ୍ ଭାଙ୍ଗିବ ହେଲେ ତୋତେ ଓଡ଼ିଶା ରେ ବାଡ଼େଇବୁ , ନବୀନ ବାବୁ ଙ୍କୁ ତୁ ଶଳା ପଟି ମାରିଲେ ଓଡ଼ିଆ ଆଖିରେ ଖସି ପାରିବୁନି ।

  • @satyaranbida4592
    @satyaranbida4592 Před 13 dny

    ।ହେତାକେ.ଓଡିଶା.ଆସଲେ.ମାନେ.ଥୁକ୍
    ଚଟାପାଣ୍ଡୁ.ରକଥାକହୁଛେ.ହେତାକେଢୁକି.ନେଇଦେବାରକଥା

  • @SKumar-rb1tz
    @SKumar-rb1tz Před 20 dny

    Pandia jainahi karana BJD nil hela pare odisha ru bida heba.

  • @bijaychoudhury8091
    @bijaychoudhury8091 Před 20 dny

    Still the remote is in his hand

  • @sticky1490
    @sticky1490 Před 20 dny +2

    Apan kahu nahanti, pandian odisre bhala karichanti ki nahi. Maha pravu pandian chanibe. Kia chanu ki n chanu. Doo. Tuma channel besi tharuchi. Next bjd asiba. Nabin CM hebe.

  • @pprabhashpprabhash1883
    @pprabhashpprabhash1883 Před 20 dny +1

    Pandian.ku.tora.ete.dar.kahinki?

  • @BibunaBibhuti
    @BibunaBibhuti Před 19 dny +1

    Joy bjd

  • @satyanaryanpraharaj5840

    ତା ପାଇଂ ନବୀନ ବାବୁ ଜୋଉମାନେ ଖାଇବା

  • @subashpatra6884
    @subashpatra6884 Před 20 dny +1

    Nabina.mariba..pandia.mariba..bjd.budi.mariba.😊

  • @arunsinha9089
    @arunsinha9089 Před 20 dny

    Nabin Patnaik kana 2029 parjyanta banchibe ki

  • @subashchampati282
    @subashchampati282 Před 20 dny

    Se bhalare jiba nahin taku darkar______&.

  • @user-wj3lf4xi7n
    @user-wj3lf4xi7n Před 20 dny

    Boycott Pandiyan

  • @dwarikanathmohanty179
    @dwarikanathmohanty179 Před 20 dny

    Charupani pianku biswas karuntu nahin.

  • @skinvddepartment4207
    @skinvddepartment4207 Před 6 dny

    nahi

  • @pramodjena2534
    @pramodjena2534 Před 20 dny

    Aslongas pandu is in the bjd and the blessing of Nabin with this pandu then bjd will never revive in the near future

  • @suryanshucrazyindia5377

    ଏ ହା ତୁମ ମନ ଗଡ଼ା ଏ ଡି ଟି ଅଙ୍ଗି

  • @duryodhanmahanta7766
    @duryodhanmahanta7766 Před 20 dny

    ଢୋଲରେ ପସିଛି ମୂଷା। ସିଏ ବିଜେଡି କୁ ସାଙ୍ଗରେ ନେଇ ତାମିଲନାଡୁ ଯିବ।😂😂😂

  • @ajayasahoo4702
    @ajayasahoo4702 Před 20 dny +1

    Mind your own busines jentlyman

  • @dillipkumarswain5649
    @dillipkumarswain5649 Před 20 dny

    Power and Paisa moha lagichhi se jibanahin, BJD ra sabu gadhanku nei sia CM heba