Village of NDA's presidential candidate Droupadi Murmu in Odisha yet to get electricity

Sdílet
Vložit
  • čas přidán 22. 06. 2022
  • Village of NDA's presidential candidate Droupadi Murmu in Odisha yet to get electricity
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 284

  • @kabirajmandinga8307
    @kabirajmandinga8307 Před 2 lety +60

    ରାଷ୍ଟ୍ରପତି ହେଲେ, କି ପ୍ରଧାନ ମନ୍ତ୍ରୀ ୫ଥର ହେଲେ ବି କିଛି ବଦଳିବା ଅନୁମାନ କରାଯାଉନାହିଁ। କାରଣ, ଦଳୀୟ ନେତାଙ୍କ ଚାପରେ ରହିଯିବେ।

  • @subalkumarswain1457
    @subalkumarswain1457 Před 2 lety +78

    MLA, MINISTER, ତାପରେ GOVERNOR, ହେଲେ ଗାଁ କୁ କରେଣ୍ଟ ନାହିଁ, ଏଠି କାହାକୁ ଦୋଷ ଦେବା ?

  • @trptoneaboveall7627
    @trptoneaboveall7627 Před 2 lety +35

    ଆହା ସବୁ ଉପୁରି ପ୍ରଶଂସା ଭିତରେ ପ୍ରକୃତ ଚିତ୍ର ମିଳିଲା।ମନ୍ତ୍ରୀ,ରାଜ୍ୟପାଳ ହେଲେ ବିଦ୍ୟୁତ୍ ଗାଁ କି ମିଳିନି।ଲୋକ ଭକ୍କୁଆ ହେଲେ କଣ ହେବ???

    • @SRP-creation
      @SRP-creation Před 2 lety

      Bhai line and supply is their
      Why supply is not available it's fault of their own
      They have to take step for their own

    • @SRP-creation
      @SRP-creation Před 2 lety +1

      If one can notice at 01:28 and pause there street light and pole can be seen why supply is not there it's their own fault

    • @bablupadhan794
      @bablupadhan794 Před 3 dny

      P inna NMsz pa😅__​@@SRP-creation

  • @adityabarik2330
    @adityabarik2330 Před 2 lety +17

    ମତେ ବହୁତ୍ ଖୁସୀ ଲାଗିଲା ଲାଇଟ୍ ନ ଥିବାରୁ ଏବେ ଆଉ କେବେ light aasiba ni j ଉପର chair re basila pare aau କାହାକୁ ଚିନୀବେ ନି

  • @Rinkukuni
    @Rinkukuni Před 2 lety +23

    ଯିଏ ଯାହା ହେବ ତାର ଓ ତାଙ୍କ ପରିବାର ର ଉନ୍ନତି ହବ ଅଓ କାହାର ଡେଭଲପମେଣ୍ଟ ନାହିଁ

  • @luckyprabhat4699
    @luckyprabhat4699 Před 2 lety +17

    ନବୀନ ବାବୁ ବିଜେଡି ଦଳ 25 ବର୍ଷ ଶାସନ କାଳରେ ଓଡିଶା କୁ ବହୁତ ଆଗେଇ ନେଲେ ବୋଲି ମୁଁ ଭାବୁଥିଲି ଆମ ଓଡ଼ିଶା ରେ ଆଉ କିଛି ଅସୁବିଧା ନାହିଁ ବୋଲି ବୋଧେ ନବୀନ ବାବୁ ପିଠା ଯୋଜନା କରି ପଇସା ବର୍ ବାଦ୍ କରୁଛନ୍ତି ହେଲେ 2022 ରେ ବି ଲୋକଙ୍କ ପାଖରେ କରେଣ୍ଟ ପହଞ୍ଚେଇ ପାରିନାହାନ୍ତି ଭାଇ ଏ ନିଉଜ୍ ଭିଡିଓ କାହାକୁ ଦେଖେଇ ବ ନାହିଁ ନହେଲେ ପୁଣି କହିବେ ଆଜିବି ଓଡିଶା ବହୁତ ପଛରେ ଅଛି ଆମ ଓଡିଶା ର ଇଜ୍ଜତ ପଳେ ଇ ଇବ ଆମକୁ ଓଡ଼ିଆ କହିବା ପାଇଁ ଲାଜ ଲାଗିବ

  • @jambeswarbhoi2026
    @jambeswarbhoi2026 Před 2 lety +17

    ମନ୍ତ୍ରୀ ଗାଁ ରେ ଲାଇନ୍ ନାହିଁ ଏ ଯାଏଁ ମିଡିଆ କୋଉଠି ଥିଲା

    • @blue_chamaeleon
      @blue_chamaeleon Před 2 lety +2

      ମିଡିଆ ରାଜଧାନୀ ନବୀନ ନିବାସରେ ଡେରା ପକେଇ ରହିଥିଲା, ଆଜ୍ଞା ।

    • @banamalihembram6448
      @banamalihembram6448 Před 2 lety

      Ri8

  • @srikantabiswal7359
    @srikantabiswal7359 Před 2 lety +10

    ବିକାଶର ପ୍ରକୃତ ସ୍ଵରୂପ। ଭଲ ଲାଗିଲା।

  • @chandrasekharkanhar7021
    @chandrasekharkanhar7021 Před rokem +8

    ଯିଏ ମନ୍ତ୍ରୀ ,ରାଜ୍ୟ ପାଳ ହେଇ ବି ଲୋକଙ୍କ ଦୁଃଖ କଣ ଜାଣି ପାରୁ ନ ଥିଲେ ସେ କେମିତି ରାଷ୍ଟ୍ରପତି ହେଲେ । ମନ୍ତ୍ରୀ ,ରାଜ୍ୟପାଳ ହେଇ ନିଜ ଗାଁକୁ ଏବେ ପର୍ଯ୍ୟନ୍ତ ଅନ୍ଧାରରେ ରଖି ଥିଲେ ରାଷ୍ଟ୍ରପତି ହେଇ ରାଷ୍ଟ୍ରକୁ ଅନ୍ଧାରରେ ରଖିବେ ନାହିଁ ତ ।

  • @rrr4162
    @rrr4162 Před 2 lety +18

    ଭାଇ ଆମ ଦେଶରେ ରାଷ୍ଟ୍ରପତି ଖାଲି ଗୋଟେ ପଦ ତା ଛଡା ଆଉ କିଛି ନୁହଁ।ଆପଣଙ୍କ ମତ କଣ?

  • @geetarani_.panua123
    @geetarani_.panua123 Před 2 lety +17

    Good plz show this type of news 👍

  • @byomakeshmishra4287
    @byomakeshmishra4287 Před 2 lety +25

    This is our true Odisha. Odisha Atma is lying here.

  • @chandankumarnaik9899
    @chandankumarnaik9899 Před 2 lety +32

    ରାଜ୍ୟପାଳ ହେଇକି ନିଜ ଗାଁ ରେ କିଛି କଛି କରି ପାରିଲେ ନାହିଁ,ରାଷ୍ଟ୍ରପତି ହେଲେ କରି ପକେଇବେ,ମତେ ଲାଗୁନି

    • @jugurammurmu7628
      @jugurammurmu7628 Před 2 lety

      Watch the video again clearly. Electricity poll beside the road is seeing clearly. Only few people have no connection to their home. Otherwise electricity connection is there. Mostly Odisha News are blind. You people are also blind.

    • @footballdiwana6208
      @footballdiwana6208 Před 2 lety +1

      Bjp ର ଗୁଣ ଗାଉ ଥିବା ଦଳିତ ପଛୁଆ ଆଦିବାସୀ ମାନଂକ ଅବସ୍ତା ଏଇଆ..... bjp ଏକ ବ୍ରାମ୍ହଣ ବାଦୀ party... ଆଉ ବ୍ରାମ୍ହଣ ମାନଂର କଥା ଆଉ ରାଜୁତି ହିଁ ଚାଲେ.....

    • @jugurammurmu7628
      @jugurammurmu7628 Před 2 lety

      @@footballdiwana6208 we are Adivasi, but much better thinking power than you. Hard worker.
      You have such narrow thinking people 😡😡😡😡😡. You can't developed. I know. You are supporting racism. That means only narrow thinking people think such type. Dhik hei ..tumko...

    • @jugurammurmu7628
      @jugurammurmu7628 Před 2 lety

      @@footballdiwana6208 and You are supporting false statements of News Channel. Actually there is electricity connection in her village. Go to ger her village and inspect the village and electricity connection. You are blind person like News Channel.

    • @footballdiwana6208
      @footballdiwana6208 Před 2 lety +1

      @@jugurammurmu7628 ତୁ ତାଂକ ଗାଁ ରୁ ଆଇଛୁ ବୋଧେ... ତୁମେ ବୋଧେ ମୋଦୀ fan ସେଥିପାଇଁ mirchi ଲାଗୁଛି.... ଖାଲି ଏତିକି କହbjp ଭଳିଆ powerful party ରେ ଥାଇ ସାନ୍ତାଳି ସମ୍ପ୍ରଦାୟରୁ ଆସିଥିଲେ ମଧ୍ୟ ସାନ୍ତାଳି ମାନଂକ ଜଲ ଜଂଗଲ ଜାମିନ୍,ଅଧିକାର ପାଇଁ କେତେ କରିଛନ୍ତି.... ଖାଲି ଜେ ଗାଁ କୁ ବିଜୁଳି ଆଉ ପକ୍କା ରାସ୍ତା ଟିଏ ହେଇଗଲେ ହେଲା ନା କଣ..... ସାନ୍ତାଳ ଆଦିବାସୀ ପୁରା ଦେଶ ର ଆଦିବାସୀ ମାନଂକ ମଧ୍ୟରୁ ଏକ ପୁରାତନ ଆଦିବାସି... ହେଲେ କିଛି କରି ପାରିଛନ୍ତି...... bjp ଶାସିତ ସରକାରଙ୍କ ଏସଟୀ,ଏସସୀ,obc ପ୍ରତି ଥିବା ଦରଦ ଆଉ ଦିଆ ଯାଉଥିବା ଅଧିକାର କୁ ଦେଖ....

  • @geniuschild3329
    @geniuschild3329 Před 2 lety +13

    Murmu madam ନିଜ gaon ପ୍ରତି abadan କଣ

    • @bankanidhimishra943
      @bankanidhimishra943 Před 2 lety

      Where our chief minister no..1, It is the progress of Odisha., Wher nothing current after 75 years freedom of our country .

  • @royalrosanbarik1036
    @royalrosanbarik1036 Před 2 lety +8

    Otv ରିପୋଟର ଭାଇ ଅସଲ କଥାଟି ଏଵେ ଜଣାଇଲ,ଵିଜୁଳି ନଥିଵା ଗାଁ

    • @jugurammurmu7628
      @jugurammurmu7628 Před 2 lety

      You are wrong. There is electricity connection in Draupadi Murmu's village. Watch the video again clearly. Electricity poll beside the road is seeing clearly. Only few people have no connection to their home. Odisha News are blind. You people are also blind.

  • @madanmohantudu7413
    @madanmohantudu7413 Před 2 lety +17

    Current nahin dukhara kotha . kintu Droupadi president heinothile OTV Reporter uperbeda village ekotha report korinothante.

    • @blue_chamaeleon
      @blue_chamaeleon Před 2 lety +1

      Bastava re ek bidambana ....

    • @Rmurmu132
      @Rmurmu132 Před 2 lety

      Unfortunately sad..but latest native village is well developed by ..OTV plase report her husband village Pahadpur..

  • @sanjayjena9867
    @sanjayjena9867 Před 2 lety +4

    MLA mp thila bele kan karu thila

  • @santilatanayak8427
    @santilatanayak8427 Před 2 lety +8

    ଭାରତ ର ପ୍ରଥମ ନାଗରିକ କିନ୍ତୁ ସରକାର ଙ୍କ ରବର ଷ୍ଟାମ୍ପ ହେବ କଥା ନୁହେଁ

  • @kunamurmu3177
    @kunamurmu3177 Před rokem

    Thanks🙏❤

  • @user-ss3li9mu7s
    @user-ss3li9mu7s Před 2 lety +19

    ଆଦିବାସୀ ମନ୍ତ୍ରୀ ହୁଅ ବା ରାଷ୍ଟ୍ରପତି ହୁଅ ଆଦିବାସୀ ସେମିତି ହିଁ ରହିବେ ପରିବର୍ତ୍ତନ ର ସୁଜଗ ମିଳିବ ନାହିଁ l

    • @odiamentor7039
      @odiamentor7039 Před 2 lety +1

      Tume sabu swarga Ku jaa.

    • @footballdiwana6208
      @footballdiwana6208 Před 2 lety

      ବର୍ତମାନ ଯୁଗରେ ସୁଯୋଗ କୁ ଅପେକ୍ଷା କରନ୍ତୁ ନାହିଁ... ଜୋର୍ ଜବର୍ ଛଡ଼େଇ ଛଡ଼େଇ ଆଣିବା ପାଇଁ ହେବ...... ଖାଲି ଜେ କେବଳ ଚୌକି ରେ ବସି ଗଲେ କିଛି ହେଇ ଜିବ.. ତାହା ନୁହେଁ... ନିଜର power କୁ ମଧ୍ୟ ଉପଜଗ କରିବା ପାଇଁ ପଡିଥାଏ....

    • @kiskusouth9371
      @kiskusouth9371 Před 2 lety

      To adivasi neta hinn... Kichhi kamo koruni kou sola olga caste bala neta kete kamo korichhi dekhha jau... Samato netanko gaanku jai survey koro... Dekhiba

  • @Subhendu_Vlogs
    @Subhendu_Vlogs Před 2 lety +7

    "ମା" ଏବେ ସବୁ ହେଇଯିବ!! ବ୍ୟସ୍ତ ହୁଅନା। ନ ଚାହିବା ଜିନିଷ ବି ମିଳିଯିବ ତୁମ ଗାଁ କୁ..

  • @ashishmamavlog2241
    @ashishmamavlog2241 Před 2 lety +15

    ଏତେ ଦିନ ହେବ ମିଡ଼ିଆ କୁଆଡେ ଯାଇଥିଲେ

    • @sansarabag2972
      @sansarabag2972 Před 2 lety +1

      Ete Dina heba draupadi murmu kauthi thile

    • @queendeevisha6010
      @queendeevisha6010 Před rokem

      ସମସ୍ତେ political ରାସ୍ତା କୁ bada ପଦବୀ ପାଇଲେ ସେମିତି ହିଁ କୁହନ୍ତି. ଯେମିତି ମୋଦୀ ଚାହା ବିକୁଥିବା କଥା........

    • @queendeevisha6010
      @queendeevisha6010 Před rokem

      ମିଡିଆ bala ପଲିଟିକ୍ସ ଲୋକଙ୍କ ପାଇଁ. ଦୁଃଖର ଜୀବନ ପାଉଥିବା ଲୋକଙ୍କ ପାଇଁ ନୁହେ. ତମେ ଠିକ୍ କହିଛ ପତି g......

    • @queendeevisha6010
      @queendeevisha6010 Před rokem

      @@sansarabag2972 ମୁର୍ମୁ ପା ଶୋଇଥିଲେ. ଏବେ ରାଷ୍ଟ୍ରପତି ହେବେ ବୋଲି ହଠାତ୍ jagi ଉଠିଲେ. ଏମିତି ଲୋକଙ୍କ ପାଇଁ ଦେଶ ta ପୁରା ପଛରେ ରହି ଯାଉଚି....

  • @hemantkumarroutray407
    @hemantkumarroutray407 Před rokem +3

    ଏତେ ପଦ ପଦବୀରେ ରହି ମଧ୍ୟ ମହାଶୟା ନିଜ ଗ୍ରାମକୁ ବିଜୁଳି ଆଲୋକ ପ୍ରଦାନ କରିବାରେ ସଫଳ ନ ହେବାର କାରଣ କ'ଣ ଥାଇପାରେ?

  • @FUNNYVERSION1
    @FUNNYVERSION1 Před 2 lety +11

    MLA MP MINISTER PRESIDENT ସମସ୍ତେ ଗାଣ୍ଡିମରା

    • @adharamishra9173
      @adharamishra9173 Před 2 lety

      Kichi kariba ate sahaja nuhen ,Raja kosa bojha helani

    • @sanjayabehera4355
      @sanjayabehera4355 Před 2 lety

      GST Govt of Odisha Au Govt of India Kan Karuchi...Sabu Road jau karap SEI karap Kan Karuchanti je Raja kosa Khali Heijauchi

  • @romioniosridder8709
    @romioniosridder8709 Před 2 lety +7

    Nijo gaonre electricity koreiparileni mantri heiki ...

    • @manojbiswal7967
      @manojbiswal7967 Před 2 lety +1

      Bhai odisha ku asiba panyee bjp ra master stroke.... dekha jau kete dur kama kariba... sabu neta gote bhai nijara development kariba janichanti... loka katha pachare kiye... Khali politics.... nijara care niya au pakha padoshi ra bi....

  • @ritabarik6952
    @ritabarik6952 Před 2 lety +6

    ଓଡ଼ିଶାରେ ଗୋଟିଏ ଗାଁରେ ଲାଇନ୍ ନାହି ଏଥିପାଇଁ ଓଡ଼ିଶା ସରକାର ଦାଇ

  • @debendranaik1877
    @debendranaik1877 Před 2 lety +5

    Ethu jana paduchi se kete chesta karibe. ...nija gaon re electric te lagei pari nahanti. ..bidhayak Hoe ki. ...se puni minister b thile

  • @bikashbehera6438
    @bikashbehera6438 Před 2 lety +14

    Jia mantri hoi nija gna ku sudhari parilani se rastapati hoi kn ta bala opadiba ,shame draupadi murmu 😡😡😡😡

  • @SumanKumar-vn9qw
    @SumanKumar-vn9qw Před 2 lety +3

    Good reporting

  • @jugurammurmu7628
    @jugurammurmu7628 Před 2 lety +9

    There is electricity connection in Draupadi Murmu's village. See electricity poll beside the road.
    Only few people have no connection to their home. Are you blind news anchor? Go to Murmu's village again . And show whole village.
    Clearly electricity poll beside the road is seeing in this video.

  • @rameshchandrakisan7228
    @rameshchandrakisan7228 Před 2 lety +5

    ଯିଏ ଗାଁ ର ଉନ୍ନତି କରି ପାରିଲା ନାହିଁ ଏ କ'ଣ କରିବ

  • @gopalvlogs7387
    @gopalvlogs7387 Před rokem +6

    ସତକଥା କହିବାକୁ ଗଲେ ଦ୍ରୌପଦୀ ମୁର୍ମୁଙ୍କର ଯୋଗ୍ୟତା ନାଇଁ ରାଷ୍ଟ୍ରପତି ହେବା କାରଣ ଯିଏ ନିଜ ଗାଁର ଉନତି କରିନାହାନ୍ତି ସେ କଣ ଦେଶର ଉନତି କରିବେ ଯିଏ ଗାଁ ର ନୁହେଁ ସେ କାହାର ନୁହେଁ ସେ ନିଜର ସ୍ୱାର୍ଥ ଦେଖୁଛନ୍ତି.

  • @ghasirammajhi9222
    @ghasirammajhi9222 Před 2 lety

    Jay Jagannath...

  • @baidharhansda7741
    @baidharhansda7741 Před 2 lety +4

    Dwipa tala andhara,aha sata katha.otv ku bahut bahut dhanyawad.

  • @biswajitmohanty5900
    @biswajitmohanty5900 Před 2 lety +1

    ଯେ ନିଜ ଗ୍ରାମ ପାଇଁ କିଛି କରିନାହାନ୍ତି ସେ ଦେଶ ପାଇଁ କ'ଣ କରିବ

  • @susantkumar6544
    @susantkumar6544 Před 2 lety +4

    MLA thaiki kichi kari nahanti

  • @hariharnayak3198
    @hariharnayak3198 Před 2 lety +2

    Good news

  • @mangulusantananak6959

    Very nice👍

  • @handsomesatyabhai7569

    This is Proud of Odisha

  • @snbbariha251
    @snbbariha251 Před rokem

    ଆଶା କରୁଛ ବହୁତ୍ ଭଳ ହେବ ଜୟ ହେଉ

  • @satyadash7974
    @satyadash7974 Před 2 lety

    This is what actual development of odisha state.

  • @bijaykumarsahoo5626
    @bijaykumarsahoo5626 Před 2 lety +36

    Please send this video to our beloved
    Prime Minister and chief Minister of odisha. They have deployed thousands of officers to make their country and state developed .Hundred of Ministers are here to develop our land .History will not forgive us for our blind administration.

    • @srikantabiswal7359
      @srikantabiswal7359 Před 2 lety

      ଠିକ୍ କଥା।

    • @jugurammurmu7628
      @jugurammurmu7628 Před 2 lety

      You are wrong. Watch the video clearly again. Electricity poll beside the road is seeing clearly. Only few people have no connection to their home. Odisha News are blind. You people are also blind.

    • @sarojswain7397
      @sarojswain7397 Před rokem

      @@srikantabiswal7359 llllllllllllllllllllllllllllllllllllllllllllllllllllllll

  • @funnyrecationdunia1996
    @funnyrecationdunia1996 Před rokem +1

    MLA, mp, ta pare Governor ta pare b nija village prati kichi chinta nahin... Dhanya.... 🙏🙏🙏🙏

  • @bhartirajhans1863
    @bhartirajhans1863 Před 2 lety +3

    Otv rioter nku thanks. ahi new dekhiba paai.

  • @bankanidhimishra943
    @bankanidhimishra943 Před 2 lety +1

    We know, how much progress in rural areas, where no current,no road ,wher as our odisha No 1.

  • @darkprince5213
    @darkprince5213 Před 2 lety +1

    Odisha is not only Cuttack and Bhubaneswar

  • @bhabanisankardas8641
    @bhabanisankardas8641 Před 2 lety

    ନିର୍ବାଚନ ପରେ ନିର୍ବାଚନ
    ତତ୍ପର ହୁଅନ୍ତି ନେତା ଗଣ
    ଗାଁ ଟା ସାରାସବୁ ଅନ୍ଧକାର
    ପ୍ରତିଶୃତି ଏବେ ପାଣିରେ ଗାର
    କାହାର ନାହିଁ ଏଥିପ୍ରତି ନଜର
    ନିଶ୍ଚୟ ଏବେ ସଭିଏଁ ହୋଇଯିବେ ତତ୍ପର
    🙏ଜୟ ଜଗନ୍ନାଥ 🙏

  • @biswanathbaral2242
    @biswanathbaral2242 Před 2 lety +2

    Draupadi murmu nka gramare samasta nka ghara chaala ghar, Abas jojana jaichhi kuade ? Chandanpur, puri.

  • @dhane139
    @dhane139 Před 2 lety +2

    Bala heba

  • @laxmikantamajhi1342
    @laxmikantamajhi1342 Před 2 lety +5

    Dipa tala andhara

  • @ashwinarya6773
    @ashwinarya6773 Před 2 lety +4

    Shame on you both Naveen Patnaik and draupadi murmu

  • @rajeshagrawal901
    @rajeshagrawal901 Před 2 lety

    Best.heichhee

  • @Dambaru51
    @Dambaru51 Před rokem

    ପୁରା Mayurbhanj ଅନ୍ଧାର

  • @swarnaprabhapattanaik7730

    Nij gaou r improve karini des r kn important keibe

  • @janme.jayanaik2111
    @janme.jayanaik2111 Před 2 lety +1

    Ye hai odisha ka bat president hele bi corrent problem heba

  • @rameshchandrakisan7228
    @rameshchandrakisan7228 Před 2 lety +2

    ଗାଁ ର ବିକାଶ କରିପାରିଲା ନାହିଁ ଇଏ କ'ଣ ବିକାଶ ଦେଶର କରିବ

  • @budhuramhembramofficial.9139

    Anything is nothing only politics kehi chahun nahanti kariba pain only for dala only for ghara not for gariba jadi chahante kete dinaru gan, state, nation badali jai thanta.

  • @narendranathbaskey3673
    @narendranathbaskey3673 Před 2 lety +2

    Nija GA pai kichi Kari parile nahi 😆 .... Desh lagi Kan Kari be...😫

  • @chandrasekharbehera7127

    Oh

  • @puratanjena3311
    @puratanjena3311 Před rokem

    ରାଜେଶ ଶର୍ମା ଆଜ୍ଞା, ମ୍ୟାଡାମ ଦୁଇ ଦୁଇ ଥର ବିଧାୟକ ଏବଂ ଥରେ ରାଜ୍ୟପାଳ ହୋଇ ନିଜ ଗାଁ ରେ ବିଜୁଳି ବ୍ୟବସ୍ଥା କରିନାହାନ୍ତି ବହୁତ ଦୁଃଖ ଲାଗୁଛି । ପଦବୀରେ ରହିଥିଲେ କିନ୍ତୁ କରିନାହାନ୍ତି । ଯଦି ରାଷ୍ଟ୍ରପତି ପ୍ରାର୍ଥୀ ହେଇ ନ ଥିଲେ ସେ ଗାଁ ରେ ବିଜୁଳି ଯାଇ ନ ଥାନ୍ତି, ଆଜି ବି ଗାଁ ଲୋକେ ଅନ୍ଧାରରେ ରହିଥାନ୍ତେ।

  • @pratimabara8758
    @pratimabara8758 Před 2 lety +2

    Murmu mam nija gan proti dhyano diyontu amo side probodo jungle tothapi congress line jogaithila au kichi oncholore kam jari thila but bjp aji soichi

  • @jagameher4129
    @jagameher4129 Před 2 lety +1

    Light nei na bauchhe aaru sate light mane lagichhe

  • @vijayanp5342
    @vijayanp5342 Před 2 lety

    Murmu congrats,from kerala

  • @itsbikram24
    @itsbikram24 Před 2 lety +1

    ସ୍ଵାଧୀନତା 75 ବର୍ଷ ହେଲା ହେଇନି ଏଇ ଗୋଟେ କଥା ୧୦୦ ବର୍ଷ ପାଇଁ ଆହୁରି ୨୫ ବର୍ଷ ଅଛି ହେଇଯିବ ।୨୫ ଅଛି ଆପଣମାନଙ୍କ ହାତରେ ।

  • @prafullakumar321
    @prafullakumar321 Před 2 lety +2

    A neta tahele gaon pani kichhi karini,kebala nijapani karichhi,amiti lokaku rastrapati karajauchhi,desa dhnya heijiba ?

  • @guliatudu4730
    @guliatudu4730 Před rokem

    Bholo katha aau tome supper michhua

  • @umakanta3852
    @umakanta3852 Před 2 lety +1

    Aeithiru Jana paduchii..se gaon pai kete bhabuchantii 😂😂😂

  • @sankarsahu7123
    @sankarsahu7123 Před rokem

    Draupadi murm mantri hoi ganku bahuta subidha deithibaru aneka aneka dhanyabad dhanyare bharat

  • @prafullabarik7085
    @prafullabarik7085 Před 2 lety

    Very sad .

  • @sampattypandey
    @sampattypandey Před 2 lety

    She was former MLA, MINISTER and Governor of a state but she couldn't do this for her village . What can she do ???

  • @premlalsahu6424
    @premlalsahu6424 Před 2 lety +1

    ପୁରା ଭକୁଆ ରାଜ୍ୟପାଳ ଥିଲେ ନହେଲେ ପରିସ୍ଥିତି ଖରାପ ହେବା କଥା ନୁହେଁ ନିଜ ଗାଁ ରେ ଲାଇଟ୍ ନାହିଁ ସିଏକଣ ଅଳଗାଲୋକର ଆଲୋକ କରିବେ

  • @prabhatkumarjena4750
    @prabhatkumarjena4750 Před 2 lety

    Praise the lord

  • @bijaybehera1725
    @bijaybehera1725 Před 2 lety +3

    Droupadi kon karuthila

  • @ashrujagansamantasinghar2558

    😓😓😖😖

  • @jagannathswain4211
    @jagannathswain4211 Před 2 lety +4

    Our honb'le CM shd feel proud by seeing this video nd devlopment work @Odisha!

  • @dhaneswarofficial7468
    @dhaneswarofficial7468 Před 2 lety +2

    ଏ ପର୍ଯ୍ୟନ୍ତ ଲାଇନ ଆସିନାହିଁ

  • @santoshdas959
    @santoshdas959 Před 2 lety +1

    Amiti ka kamika netri ?Samasta powerfull post Modi n Amit saha ki pocket re. Kia hele kana bikasa heba?

  • @sanadabhue4354
    @sanadabhue4354 Před 2 lety +1

    ବିଜୁଳି ନ ଥିଲେ କଣ ହେଲା ସୂର୍ଯ୍ୟ ଆଲୋକ ତ ଅଛି

  • @mungihansda4455
    @mungihansda4455 Před 2 lety +1

    Jiye nija gain ra urnati kariparuni siye phuni Rastra ra urnati kemiti kariba

  • @dillipkumarpatra5017
    @dillipkumarpatra5017 Před 2 lety

    Setebele ganre rahuthile karenta nathila abeto dilhi chalijibe aou kan milibo

  • @skbehera3946
    @skbehera3946 Před 2 lety +1

    Electric pole ta dekha jau chi mausi

  • @tapaswinipradhan1741
    @tapaswinipradhan1741 Před rokem

    Dist name?

  • @avisamalavisamal9179
    @avisamalavisamal9179 Před 2 lety

    After becoming stamp prasident the village will be electrification

  • @yogitharanachandrasekhar4263
    @yogitharanachandrasekhar4263 Před 19 hodinami

    Akka people rashtrawadi rashtra training 15.7.2024

  • @satyaprakashmishra5519
    @satyaprakashmishra5519 Před 2 lety +2

    Jadi nija gaa ku bijuli nahi tahele desha ra kana heba

    • @curiosity9559
      @curiosity9559 Před 2 lety

      Bijuli aachi bhai ...se mahila michha kahuchi

  • @chikusriram3621
    @chikusriram3621 Před 2 lety +1

    Jia nija gna ku line ra bikash karuparuni se desa basi nkara kn seba Kariba😂🤣

  • @isudasmallickcreation

    ରାଜ୍ୟପାଳ ହେଇକି କିଛି କଲେଣି ଏବେ କଣ ଉପାଡିବ ନିଜ ଗାଁ ରେ ବିଜୁଳି ନହିଁ

  • @trilochankhuntia979
    @trilochankhuntia979 Před 2 lety

    ଦେଖନ୍ତୁ ଆମ ରାଜ୍ୟ ର ବିକାଶ । ବିଜୁଳି ବି ନାହିଁ ।

  • @niharjena4099
    @niharjena4099 Před 2 lety +1

    Shame on you both Naveen And Draupadi

  • @satrughnaratai1556
    @satrughnaratai1556 Před rokem

    ଦୟାକରି କେଉ ଗାଁ କୁ light ଲାଗିନି ତାହେଲେ ଭାରତ ର ଭାଷଣ ମାରୁ PM କୁ ଭେଟି ନିଜ ଗାଁ ର ଜଣ ଙ୍କୁ ରାଷ୍ଟ୍ରପତି ପାର୍ଥି କରିବେ ତାହେଲେ ସେ ନିଜ ଗାଁ ଙ୍କୁ light ଆଣି ପାରିବ

  • @prakash.ppillai343
    @prakash.ppillai343 Před rokem

    Jai jai Hindusthan 🌹🌹🌹

  • @sadanandasahusahu6851

    ନବୀନ ସରକାର ତିବା ଏ ପରିସ୍ଥିତି ଲାଗି ରହିବ

  • @kumardeba5823
    @kumardeba5823 Před měsícem

    Ohh god agaru MLA,MP thaiki madya kichi karinahanti so very sad

  • @111-philipjibranthmandal7

    Agar me sach me murmu mam ki jaga hota to mere gaon ko sab log ka ghar new banwa ke dunga ,

  • @ramasir1504
    @ramasir1504 Před 2 lety

    kete thara minister heithile electric connection heithanta.

  • @madanmohanpradhan5173

    ତା ନିଜ ପାଇଁ ସେ ରାଷ୍ଟ୍ରପତି ହୋଇଛନ୍ତି ଗାଁ ପାଇଁ ନୁହେଁ

  • @user-gw1kj9oc2l
    @user-gw1kj9oc2l Před 8 dny

    RAMESH

  • @princeyoutube4506
    @princeyoutube4506 Před 2 lety

    Medam ta kebe chesta kari nahi AC re rahina kiye

  • @babuji2019
    @babuji2019 Před 2 lety +1

    Uparbeda re bijudi nahi media no thile ame jalino thantu mote president bholo lagileni '

  • @satyanarayanmarndi4531

    Uper beda gaon ku 1985 ru electricity supply heichhi