Police destroy multiple barrels of country liquor at Saliasahi area in Bhubaneswar

Sdílet
Vložit
  • čas přidán 19. 09. 2022
  • Police destroy multiple barrels of country liquor at Saliasahi area in Bhubaneswar
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 509

  • @contentcT2599
    @contentcT2599 Před rokem +203

    ଏମାନେ କଉଠି କାଁ ଭାଁ ବେପାର କରନ୍ତି
    ତମେ ମାନେ ଏମିତି ହଉଛ ଯେମିତି ବହୁତ ବଡ ଟେରେରିଷ୍ଟକୁ ଧରିଦେଇଛ
    ଏମାନଙ୍କୁ ଧରିଲେ କିଛି କରି ପାରିବେନି ଜାଣିଛ ତେଣୁକରି ଗୋଟେ ଖୁସି ଆଉ
    ଯଦି ଏତେ ପାୱାର ଦେଖଉଛ ଗୋଟେ ଖଣ୍ଡେ ବିଦେଶି ମଦ ଦୋକାନ ବନ୍ଦ କରିକି ଦେଖାଓ

    • @anantakumarsinghsidu107
      @anantakumarsinghsidu107 Před rokem +6

      Right

    • @ks5991
      @ks5991 Před rokem +6

      Pura Ekdum thik

    • @sashibagh5792
      @sashibagh5792 Před rokem

      @@anantakumarsinghsidu107 possible

    • @jitendrabehera4681
      @jitendrabehera4681 Před rokem +4

      Emane paribenii police gote -------------

    • @chhayakant8944
      @chhayakant8944 Před rokem +1

      Han puni kharap mada pi ki jadi Loko maribe rasta agare rakhi ki rasta rok karibe aau sarkar thu paisa demand karibe na !? ..
      Bala katha guda sabu

  • @rakittech8688
    @rakittech8688 Před rokem +47

    ଜେଲ୍ ରୁ କଏଦୀ ପୋଲେଇଯାଉଛି ଦରିପାରୁ ନ, ଏ ମାନଙ୍କୁ ଦରିଲେ ଲାଭ କଣ

  • @friend9449
    @friend9449 Před rokem +46

    ସେମାନଙ୍କୁ ରୋଜଗାର କରିବାର ବ୍ୟବସ୍ଥା କରନ୍ତୁ

  • @pustamsahuofficial683
    @pustamsahuofficial683 Před rokem +27

    ଆରେ ଭାଇ ଏ କାମ ଖାଲି ପଇସା ଵାଲା ମନ୍ତ୍ରୀ ନେତା ପୋଲିସ କରିବେ ଆଉ ଗରିବ ଲୋକ କଲେ ତାକୁ ଧରିବେ ସେମାନେ କଲେ ଲୀଳା ଆଉ ଗରିବ ଲୋକ କଲେ କିଳା ହେ ଭଗବାନ ତମର ଏକି ଲୀଳା 🙏..

  • @j.mbiswal4213
    @j.mbiswal4213 Před rokem +101

    ପୋଲିସ ଓ ମିଡିଆ କେତେ ବାହାଦୁରି ମାରୁଛ। ଦାଦନ ଖଟିବା ଅପେକ୍ଷା ଏଇଟା ଠିକ୍ ଅଛି। ଲୋକଙ୍କୁ ରୋଜଗାର ଦିଅ।

  • @bidyadharaodisha1327
    @bidyadharaodisha1327 Před rokem +132

    ଏ ଗରିବ ଲୋକଙ୍କ ପଛରେ କଣ ପାଇଁ ପଡ଼ୁଛ 😡😡

    • @ayushisharma4150
      @ayushisharma4150 Před rokem +2

      E chot bepara dine bada heba ,jahabi heuchi bhal heuchi samstanku dhara

    • @commonman159
      @commonman159 Před rokem

      Gariba nuhrn ok

    • @odiapua5502
      @odiapua5502 Před rokem +2

      @@commonman159 ଆଉ କଣ କୋଟିପତି 😡ସିଏ କଣ ଦେଶୀ ମଦ ବେପାର କରୁଛି କିରେ ହାଣ୍ଡିଆ କଣ ଜାଣିଚୁ... ସେଇ ଆଦିବାସୀ ଘର ଦେଖିଚୁ... ତୁ ମାଘ୍ୟ ନିଶ୍ଚୟ ମଦ ବେପାରୀ ହେଇଥିବୁ

    • @odiapua5502
      @odiapua5502 Před rokem

      @@ayushisharma4150 ତମେ ଯାଅ bear 🍺🍺🍾ପିଇବ ମାଡାମ ତମେ ହାଣ୍ଡିଆ କଣ ଜାଣିନ 🙏ନେହେଲେ ଏମିତି କହିନାଥନ୍ତ

    • @commonman159
      @commonman159 Před rokem

      @@odiapua5502 Bhai dekhiki Katha kuha ...tu mg ra gandi kn Pai phatuchi ..

  • @shibusoren7073
    @shibusoren7073 Před rokem +41

    ମୁଁ ବି ଆଦିବାସୀ ଆଜ୍ଞା ମୋତେ ବହୁତ ଖରାପ ଲାଗୁଛି
    ଗରବ ଲୋକ ଙ୍କ କଥା ଶୁଣିବ କିଏ

  • @rkkiskucreation3848
    @rkkiskucreation3848 Před rokem +11

    ଗରିବ ଲୋକ ମାନଙ୍କୁ ଲୁଟି ଦେଶରେ ଅନେକ ଅସାଧୁ ବ୍ୟକ୍ତି କୋଟିପତି ହୋଇଛନ୍ତି। ଏମାନେ କେଉଁଠି ହଜାର ଦୁଇ ହଜାର ଟଙ୍କାର ବେପାର ବଣିଜ କରୁଛନ୍ତି । ଗରିବ ଲୋକ ମାନେ କେତେ ଶୋଷଣରେ ଶିକାର ହେଉଛନ୍ତି କେବେ ଚିନ୍ତା କରିଛ ନ୍ତି। ରୋଜଗାର ଗାର ନାହିଁ ଓଡିଶାରେ ।

  • @radhakantabhoi6638
    @radhakantabhoi6638 Před 2 měsíci +2

    ଆପଣ ମାନେ ତାଙ୍କୁ ରୋଜଗାର ସୁଯୋଗ ଦିଅନ୍ତୁ ସେମାନେ ଏ ସବୁ ଛାଡ଼ି ଦେବେ ଅଜଥା ରାଜନୀତି କରନାହିଁ ସରଲ ଲୋକ ନ ଜାଣି କରୁଛନ୍ତି ତାଙ୍କୁ ରୋଜଗାର ଦିଅ ସେ ମାନେ ନିରିହ ❤

  • @pabitradash8651
    @pabitradash8651 Před rokem +22

    ବିଦେଶୀ ମଦ କୁ ଏମିତି ବନ୍ଦ କରା ଯାଉ, ଏଇ କାଣି ଅସରପା ଉପରେ କୁଜି ବିରାଡ଼ି ର ଦାଉ

  • @goutamagoutama4565
    @goutamagoutama4565 Před rokem +33

    ଏମାନେ ନିରୀହ ଲୋକ।ଏମାନଙ୍କ ଟିପଚିନ୍ନ ନେଲାବେଳେ, ତାଙ୍କୁ କୁହା କଣ ପାଇଁ ତୀପଚିନ୍ନ ନେଲ,ସେମିତି ଚୁପ୍ ଚାପ୍ ନୀଅନି।ସେମାନେ ଆଇନ କାନୁନ୍ ଜାଣନ୍ତି ନାହିଁ।ସେ କାଗଜରେ କଣ ଲେଖା ଅଛି ତାଙ୍କୁ ଜଣା ଅ।

  • @thkumarmurmu9076
    @thkumarmurmu9076 Před rokem +31

    ଓଡ଼ିଶାର ମହିଳା ହାଣ୍ଡିଆ ବିକି କରି ଟଙ୍କା ରୋଜଗାର କରୁଛନ୍ତି ପୁରୁଷ ମାନେ TAMILNADU KARNATAK ଯାଇ ରୋଜଗାର କରୁଛନ୍ତି ଓଡ଼ିଶା କେତେ ଗରିବ କିନ୍ତୁ ନବୀନ ସରକାର world ନଂ-୧....

  • @bhagabatabehera332
    @bhagabatabehera332 Před rokem +52

    Odisha police PC chor, tautor

  • @odiapuamuna5578
    @odiapuamuna5578 Před rokem +18

    ଏମାନେ ଗରିବ ଲୋକ ଗୁଡା ଦୁଇ ପଇସା କରି ପେଟ ପାସୁଚନ୍ତି ଏମାନଙ୍କର ଦା ନା କାହିଁକି ମାରୁଛ ବେ ଗଣ୍ଡିମୋରା ମାନେ, ଦମ୍ ଓଛି ତ ବିଦେଶୀ ମଦ ଦୋକାନ କୁ ବନ୍ଧ କରିକି ଦେଖାଅ 🙏🙏

  • @sanatanagochhayat2774
    @sanatanagochhayat2774 Před rokem +61

    ତାଙ୍କୁ ରୋଜଗାର ଦିଅନ୍ତୁ।

  • @golapsahoo3210
    @golapsahoo3210 Před rokem +51

    ଏଇଥି ପାଇଁ ପୋଲିସ କୁ ପବ୍ଲିକ ମାନେ ପିଟନ୍ତି

    • @Itsyourpglu143
      @Itsyourpglu143 Před rokem

      Liscene thile mad bikibe...taha mada hau ki bisa.mghe se mankra kichi ukhadi pribe nahi..garib mnku pet ku lat mruchanti...

    • @anaadeest4032
      @anaadeest4032 Před rokem

      You are right bro.

    • @A_fast
      @A_fast Před rokem

      Chop mqgia

  • @ramakantadash8615
    @ramakantadash8615 Před rokem +6

    Au ta kichhi Kari paribe nahi 😁😁 gariba ku kahibe 😡 mg jauna bar band Kariba kingfisher band kar

  • @rakeshrout1287
    @rakeshrout1287 Před rokem +14

    Are bhai semanku kama dia mada kn darucha se gariba loka kn janichanti

  • @jitendrabehera4681
    @jitendrabehera4681 Před rokem +14

    Police to AAU kichhi kariparunii goribo loka kn Kari peto pasuchhantii setikire bi police ro deho saunii.jadi police Bala ete kadhua sabu jou neta Mane ete black money khauchhantii kichhi karo

  • @jagannathpatra4444
    @jagannathpatra4444 Před rokem +2

    ଓଡ଼ିଶା ରେ ସବୁ ରାଜ୍ୟ ସବୁ ଗାଁ ରେ..ଲାଇସେନ୍ସ ପ୍ରାପ୍ତ ବିଦେଶି ମଦ ଦୋକାନ ଆଗରେ ବୋର୍ଡ଼ ମାରି ମଦ ବିକା ହଉଚି, ସେମାନଙ୍କର ____ଛୋଡ଼ି ପାରୁନା, ଆଉ ଏଠି କିଛି ଗରିବ ଲୋକ ଙ୍କ ଘରେ ପଶି ତଲାଶ ନେଇକି କଣ ସାବିତ କରିବାକୁ ଚାହୁଁଛ

    • @sumitrapatra3119
      @sumitrapatra3119 Před rokem +1

      Athi pain loka maobadi hauchanty.. Badabadia kara t uoadi paruni... Gariba loja tanti chipibaku asile athi

    • @anilswain9960
      @anilswain9960 Před rokem

      sei --- ta mo patiru b baharuchi..mu b kahi paruni..
      eamane gariba upre jor dekhauchanti.
      bada loka nka aagare Katha kahibar b sahasa nai ea mana nkara.

  • @mountain4936
    @mountain4936 Před rokem +52

    The business from which govt don't get revenue is illegal. So simple and clear. Ganjei , handia illegal but foreign liquor is legal.

    • @sonyandvicky
      @sonyandvicky Před rokem

      What a line!!!!

    • @nrusingha1937
      @nrusingha1937 Před rokem

      😄😀

    • @sushantasahu5542
      @sushantasahu5542 Před rokem

      ganjei re rajakiya kara aadaya karuchanti pa sala sarakaranku laja nahi aamaku sarama nahi

    • @sushantasahu5542
      @sushantasahu5542 Před rokem

      Sala aagaru achhi gariba maipa saburi sali. aaini bibhagaku madhya atiki anurodha manaku sapha kara

    • @BanaMajhi-nh7vy
      @BanaMajhi-nh7vy Před 8 měsíci

      ​Ji by my yyyyyyyy tr jy tth

  • @k.kamaleswarighatal7347
    @k.kamaleswarighatal7347 Před rokem +12

    A te bada bada
    Peta
    Police naa au kn🤭

  • @kartikmohanta8992
    @kartikmohanta8992 Před rokem +2

    ପ୍ରତି ବ୍ଲକ୍ hedkutar ରେ iligal ବିଦେଶୀ ମଦ ଦୋକାନ ରେ ରେଡ କରିକି ଦେଖାଓ

  • @technicianRajesh563
    @technicianRajesh563 Před rokem +3

    FL off shop ,ବନ୍ଦକର । ଏଇଟା ନେଚୁରାଲ ଜିନିଷ।

  • @kahijanilekathasundar
    @kahijanilekathasundar Před rokem +2

    ଗରିବ ଲୋକଙ୍କୁ ହଇରାଣ କାହିଁକି କରୁଚ ରେ ମାଆ ଗିହେ, ତମ ଗାଣ୍ଡିରେ ଦମ୍ ଅଛି ଯଦି ପୁରା ଓଡ଼ିଶା ରେ ମଦ ବନ୍ଦ୍ କର ହେଲା, ନାଁ ତମେ ଶଳା ମାଆ ଗିହେ ସେଇଟା କେବେ ବି କରି ପାରିବ ନାହିଁ, କାରଣ ନବୀନ ବା ତମ ଘରେ ପଶି ଗେହିବ, ମଦ ଦୋକାନ ବନ୍ଦ୍ କର ରେ

  • @bhagabatabehera332
    @bhagabatabehera332 Před rokem +27

    Dear PC police, Pls first arrest to Pandyan.

  • @biswajit1165
    @biswajit1165 Před rokem +4

    ଓଡ଼ିଶା ର ସରକାର ଆଉ ସାମ୍ବାଦିକ ଗୋଟେ ଏକା ... ହେଲେ ଗରିବ ଲୋକ ମାନଙ୍କ ଉପରେ ସମସ୍ତେ ରାଜା ଦେଖୋଉଛ 🙈🥺😔🙏

  • @arobindanayak7653
    @arobindanayak7653 Před rokem +3

    Aamor Mayurbhanj re A Sobu Jor Sor re Sale Hue . ROAD Side re Sobu aade mile 🙏

  • @bhagabatabehera332
    @bhagabatabehera332 Před rokem +34

    Pls don't torture to poor people

  • @bidyadharbehera5588
    @bidyadharbehera5588 Před rokem +1

    ନେତା ମନ୍ତ୍ରୀ ମାନେ ଦେଶ ଖାଇଗଲେଣି ସେମାଙ୍କୁ
    କିଛି କରିପାରୁନ . ଏମାନଙ୍କୁ ଧରି କଣ ତୁମେ ସବୁ promasation ପାଇଗଲକି
    ଯଦି ଏତେ ଦେଖେଇ ହେଉଛ ଓଡିଶା ସାରା
    ଯେତେ ମଦ ଦୁକାନ ଅଛି ସବୁ ବନ୍ଧ କର
    କେତେ power ଅଛି ତୁମର ଦେଖିବା

  • @abhisheksahoo5343
    @abhisheksahoo5343 Před rokem +3

    "Mora bhai taku thana ku neijaithila se marigala" Literally broken💔 my heart

  • @bhanjbayar1437
    @bhanjbayar1437 Před rokem +4

    ଆମ ମୟୂରଭଞ୍ଜରେ ଖଲମ୍ ଖୋଲା ହାଣ୍ଡିଆ ବିକ୍ରି ହୁଏ।
    କେହି ମାଇକାଲାଲ ପାଖରେ ଦମ୍ ନାହିଁ ଏଠି ରୋକିବାର। ଏଠି ପ୍ରାୟ ସବୁ ବର୍ଗର ଲୋକ ପିଅନ୍ତି। ତେଣୁ ଭାଙ୍ଗିବା କାଠିକର ପାଠ ନୁହେଁ।

  • @krupasindhunag5499
    @krupasindhunag5499 Před rokem +6

    Police mam mada vati band kara bahut natak karu6a

  • @jagabandhupattanayak5782

    ଭୁବନେଶ୍ୱର ରେ ବୋଲି ଧରିଲ କିନ୍ତୁ କେବଳ ଉପକୂଳ ବର୍ତ୍ତୀ ଜିଲ୍ଲା କେତୋଟି କୁ ଛାଡି ଦେଲେ ଅନ୍ୟ ସବୁ ଜିଲ୍ଲା ରେ ଏଭଳି ଦେଶୀ ଉପାୟ ରେ ମଦ ତିଆରି ହେଉଛି ମହୁଲଫୁଲରୁ ମଦ ଚାଉଳ ରୁ ହାଣ୍ଡିଆ ଯାହାକି ତୋରାଣି ଭଳି ତାକୁ ଦୁଇ କଂସା ପିଇଲେ ନିଶା ଧରିଥାଏ

  • @krushnaguia7912
    @krushnaguia7912 Před rokem +2

    ଆଗ ରୁଜଗାର୍ ଦିଅ ତା ପରେ ବନ୍ଦ କର...

  • @maheshmurmu1165
    @maheshmurmu1165 Před rokem +4

    Athi pai hin odisha police mada khanti public nka tharu bada bada counter mananka ra bala banka kari paruna😠😠😡

  • @rajeshmohapatra3694
    @rajeshmohapatra3694 Před rokem +1

    ସେ media and police ଭାଇଜ୍ଞୁ କୁ ଆମ ଦେଶର ମଦ ର Head office (government ) ଥରେ Question ହେଉ

  • @ratnakarsethi845
    @ratnakarsethi845 Před rokem +40

    justice fr adibasi people

    • @manasranjankar9843
      @manasranjankar9843 Před rokem +2

      Bala justice...sala illigal mada tiari Kariba auu justice magiba

    • @chitrasenasamal1116
      @chitrasenasamal1116 Před rokem +3

      nije alcohol bikuchha tumaku ki prakar nyaya darkar? adibaasi heu ki anya kie heu saman sabu

    • @kanhasing261
      @kanhasing261 Před rokem +1

      Jodi bond karucho sabu alcohol band karajau bidi. Cigarate. Khaini. Safal. Gutkha. Sabu bond Kara jetiki nisadrabya sabu khali desi bond karu6 foreign liquor bi bond hou

    • @St.talking
      @St.talking Před rokem +1

      @@manasranjankar9843 sarkar bikile legal... Maagiha sole

    • @St.talking
      @St.talking Před rokem

      @@chitrasenasamal1116 sarkar bi bikuchi mind it

  • @pitambartudu2437
    @pitambartudu2437 Před rokem +1

    ସଳା ମଡିଆ ମଦ ତିଆରି କରିବାର ପ୍ରଳାଣି ତ ସବୁ ପ୍ରଚାର କରୁଛୁ, ଏହା ଦେଖି ଦେଶର ସବୁ ଲୋକ ମଦ ତିଆରି ଶିଖିବେ । ବାଳ ମିଡିଆ

  • @dusmantanaik1212
    @dusmantanaik1212 Před rokem +1

    ହୋଇ କି ରେ ନାରଣ,ଏ କି ହେଲା। ଗରିବ ଲୋକଙ୍କୁ ଜେରା କରିସାରିଲାଣି । କିନ୍ତୁ ବଡ଼ବଡ଼ିଆ ବାବୁ ଙ୍କୁ ଧରି ବାକୁ ଏ ଅଫିସର୍ ମାନଙ୍କ ଅଣ୍ଟାରେ ଦମ୍ ନାହିଁ । ଧନ୍ୟ କହିବ ଏମିତି ସରକାର ଙ୍କୁ ।

  • @subhrajyotipradhan3759
    @subhrajyotipradhan3759 Před rokem +2

    Ye reporter Bhai jemiti details pacharuchhanti jemiti kouthi research karibe jaiki

  • @ChhabilaMunda
    @ChhabilaMunda Před rokem +5

    ତାଙ୍କୁ ରୋଜଗାର ଦିଆଯାଉ.... ହେଲେ ଏମାନେ ଏ କାମ କରିବେ ନାହିଁ ।

  • @ekhaseenzindagani1
    @ekhaseenzindagani1 Před rokem +3

    Kete masum emane, tk ta daya kara

  • @CH-df5gk
    @CH-df5gk Před rokem +11

    This their traditional food & odisha govt. Sell wines in open market

    • @manmathbehera4663
      @manmathbehera4663 Před rokem +2

      Bhai desi ru kichhi rajswa miluni sethipain chadhou houchhi

  • @papunpadhan8352
    @papunpadhan8352 Před rokem +1

    Gariba lokanku Hairan Karu chanti😭😭😭

  • @VillageMastiAllVideo6947
    @VillageMastiAllVideo6947 Před 2 měsíci

    ପୁଲିସ୍ 2012 ରାତି 2 ଟା ରେ ଆମ ଘରକୁ ଆସିଥିଲେ ସନ୍ଦେହରେ | ଆମ ଘର ପାଖରେ ଗୋଟେ ପିଲା ଚୋରି କରୁଥିଲା ତାକୁ ଧରିକି ନେଲେ ମୋତେ ଧନ୍ୟବାଦ ଜଣାଇଲେ 🎉🎉🎉❤❤❤❤

  • @himansusekharbehera426
    @himansusekharbehera426 Před rokem +1

    Media bala athi police bala bhalia katha kahuchi 😂

  • @msdecoration9205
    @msdecoration9205 Před rokem +27

    The police man is so inteligent

  • @Dhonimsd248
    @Dhonimsd248 Před rokem +3

    Ki kanun byabastha....
    Ete dina hela chalitnila...
    Kaha najara padinathila....
    Aji janaku dharile se ta eia kahiba na...

  • @tecnolenovo7614
    @tecnolenovo7614 Před rokem +3

    Justice adivasi people....

  • @ruralsuccesscentre4208
    @ruralsuccesscentre4208 Před rokem +1

    ଆରେ ଦେଶୀ ମଦ, ଗରିବ ଲକାମନାକୁ କି ପାଇଁ ହଇରାଣ କରୁଛ l

  • @biswajitdas-oh3pm
    @biswajitdas-oh3pm Před rokem +1

    Wine counter bi bhanga...

  • @nabinpradhan3647
    @nabinpradhan3647 Před rokem +1

    Sir semanku rojagar diantu plz.

  • @Funtube364
    @Funtube364 Před rokem

    Media Bhai pura details pacharili bujhuchanty bodhe se e bepar ta arambh karibe

  • @rajibkumarbehera3765
    @rajibkumarbehera3765 Před rokem +1

    Police liquor counter bandha karuna

  • @barshasahu276
    @barshasahu276 Před rokem +1

    A hadiya piki kete luko bharbad houchoti😭😭😭goriba hele kn hela au joumane piuchoti taka life barbad heuchii

  • @lalitahembram3870
    @lalitahembram3870 Před rokem +1

    Kia sunibo goriboro dukho....😭😭😭😭

  • @bhattruhari
    @bhattruhari Před rokem +1

    Handia brand of east Odisha❤️mg sarkar

  • @suryamarndi4686
    @suryamarndi4686 Před rokem +1

    Election time re kate tanka distribution heuchi sate bale police kuade jauchanti

  • @sumitsahu1509
    @sumitsahu1509 Před rokem +1

    Alcohol ku ate strict karucha ta govt permission dauchi kain every panchyat re gote desi vatti

  • @rakeshsethy2714
    @rakeshsethy2714 Před rokem +5

    They r innocent people....🙂🙂

  • @balaitudu2331
    @balaitudu2331 Před rokem

    ଏ ନିରୀହ ଆଦିବାସୀ ମାନଙ୍କୁ ହଇରାଣ କରା ନ ଯାଓ ତାଙ୍କୁ ରୁଜଗାର ଦିଅ ନହେଲେ ତାଙ୍କୁ distrub କର ନାହି

  • @adityatripathy8868
    @adityatripathy8868 Před rokem +6

    why did the policeman take her thumb impression forcibly!! Its illegal

  • @ratnakarsethi845
    @ratnakarsethi845 Před rokem +2

    adimananu atyachara karahauchi

  • @motilalsamad8458
    @motilalsamad8458 Před rokem

    ଚରିକୁ ଧରିପାରୁନ ଏମାନଙ୍କୁ ଧରୁଛ ପୋଲିସର ଲାଜ ଲାଗୁନି 😄😄😄😄🙏🙏🤦

  • @rashmiranjan286
    @rashmiranjan286 Před rokem +1

    Mahila nku na janeiki Finger print neuchi ye police, police wala ra b bhul heuchi . Odisha Police o news wala misiki Odisharu sampurna mada mukta karantu .

  • @mohantycinu1204
    @mohantycinu1204 Před rokem

    Otv gote Bada kam karichi award deba katha

  • @bhabanisankarpradhan4713

    Legalise all the country's old techniques of making alcoholic drinks with proper licence and hygiene standards..

    • @CuriousSchool1
      @CuriousSchool1 Před rokem

      Never all odia have become drunkard

    • @bhabanisankarpradhan4713
      @bhabanisankarpradhan4713 Před rokem

      @@CuriousSchool1 you r right, but current system is making wealthier to political persons having wine contract. And result is same as undesired.

  • @sunilsuren3178
    @sunilsuren3178 Před rokem

    ମା ଲୋ ଯଉ ହାନଡିଆ ବନେଇଛୁ । ପଲିସ୍ ଆଉ ମିଡିଆ ମୁହଁଉପରେ ରେ ଢାଳି ଦେଲୁନି। ସେ ଆଉ ଆସି ନ ତାନଥା।

  • @bireswarbishi7980
    @bireswarbishi7980 Před rokem +1

    ତମେ ସମସ୍ତେ ଠାକୁରକୁ ସାଖିରଖି କାମ କରୁଛ ସମସ୍ତ ମିଡ଼ିଆ ଆଉ ପୋଲିସ ବାଲେ ଠାକୁରକୁ ସାଖିରଖ କଥା କହୁଛ ମିଡ଼ିଆ ପୋଲିସ ଦୁହେଁ ରଣ୍ଡୁଆ କିଏ କା ଠୁ କମ୍ ନୁହ।

  • @banamalipatra514
    @banamalipatra514 Před 8 měsíci +1

    Niriha lakaku kn pai anyai bare jae dhara aeta mada seta kn amruta bandta sabu band

  • @alokranjannayak9656
    @alokranjannayak9656 Před rokem

    ସାର୍ କିଓ ଇଏ ଦେଶୀ ମଦିରା Scientific research କଲେ ଏଥିରୁ ଉପକାର ମିଳିବ...ଆବହମାନ କାଳରୁ ଏହା ଚାଲି ଆସିଛି.... Alcohol ଠାରୁ କଣ ଇଏ ଏତେ ଖରାପ... କାହିଁକି ଗରିବ ଲୋକଙ୍କ ପେଟକୁ ମାରୁଛ .... ଗରିବ ଗରିବ ହେଇ ଯାଉଛି ଧନୀ ଅଧିକ ଧନୀ ।

  • @krushnagaipai4978
    @krushnagaipai4978 Před rokem +2

    ki police amane.alaga aneka upaya achi semananku kahi dele semane au desi mada karibe nahi .gariba lakagula kahiki amananku hairana karucha....

  • @millorofficial1497
    @millorofficial1497 Před rokem +1

    City re bika heouchi kichi kaouni police a manku hairano karuchonti

  • @raghabarana123
    @raghabarana123 Před rokem +1

    Semane Bhala jinisa bikri karuchhanti cheramula ru tiari sura loka mananku bikri Peta patana pai semananku licence deba badalare sarakar mada re chemical byabahar Karu thiba company ku dauchhanti odisha re mada band Kara ta pare amiti gariba lokanku red kale ame bhala sarkar boli janibu

  • @mithunrout3551
    @mithunrout3551 Před rokem +1

    Dear police,
    In our state wines selling openly,all are know that ,Wine very dangerous for health like Handia .but due to some extra money 💰 there is no restriction for wine . Police raid Salia sahi for handia ,its a good step there is no doubt but please try to stop selling wine ......this aslo very dangerous because i am seeing directly in our Village,what bad effect of wine ,and how more no.s of family destroyed

  • @barshasahu276
    @barshasahu276 Před rokem +1

    A mane hu bachi ba pai kam nai ta bhalo diniso bikiri kora . a nisha dinisa bi au jonko paribar ku anaya koruchi . piki nisha heibuli le taka family ku kemiti pusibe this is note a right

  • @sankarmallicksankarmallick4703

    ଓଡ଼ିଶାରେ ନବୀନ ଜେଜେ ତ ମଦ ବିକିବାକୁ କହୁଛି. ବାହୁତ ବଡ ବଡ କମ୍ପାନୀ ର ବ୍ରାଣ୍ଡ ମଦ ବିକ୍ରି ହଉଛି ତାକୁ ତ ବନ୍ଦ କରାଯାନୁନି. ଏ ମାନେ ଯଦି ଦେଶୀ ମଦ ବନାଇ ତାଙ୍କର ପରିବାର ପୋଷଣ କଲେ କଣ ଛୋଡ଼ି ହୋଇଗଲା ଯେ ତାକୁ ମନା କରୁଛ ବିକିବା ପାଇଁ.

  • @nabinpradhan3647
    @nabinpradhan3647 Před rokem +1

    Police babu peta posa nahin doso.

  • @madhusmita3266
    @madhusmita3266 Před rokem

    Mausi emananku tk masikia hatapani kharcha deidianta na au odisha sara ei rule chalichi.

  • @SB-fi9up
    @SB-fi9up Před rokem +2

    Hey god .

  • @subalnayak7698
    @subalnayak7698 Před rokem

    ବିଦେଶୀ କେମିକାଲ ମଦ ଠୁ ଏ ଦେଶୀ ମଦ 100ଗୁଣ ଆହୁରି ଭଲ

  • @djbirapan8249
    @djbirapan8249 Před rokem

    କିଛି କାମ ଧନ୍ଦା ନାହି ମାଗିହଙ୍କର

  • @munnabehera7367
    @munnabehera7367 Před rokem

    ନବିନ ଯଦି ଦମ ଅଛି ତୋ ମଦ ଭାଟି ଆଉ.. ବିଦେଶୀ ମଦ କୁ ବନ୍ଦ କରି ଦେଖା.. ତୋର ପୋଲିଶ ମାନଙ୍କୁ ନେଇ... ଗରିବ ଲୋକଙ୍କ ପେଟ ଲାତ କାହିଁ ମାରୁଛ କୁହ ତମେ.. 25 ବର୍ଷ ଶାସନ କଲ କଣ କଲ ଏବେ.. ଗରିବ ଲୋକଙ୍କୁ ଲାତ ମାରୁଛ... ଭଳ କରୁନ ସେ ମାନଙ୍କୁ କାମ ଯୋଗାଇ ଦିଆ ଯାଉ

  • @budhirambehera7435
    @budhirambehera7435 Před rokem

    Anku dhara ni police sir amene kana kete tanka kamau chanti nki kichi lava nanhi chadi dia

  • @chiranjibising2264
    @chiranjibising2264 Před rokem

    Sir niroho maniso nku nei kn kori be

  • @deepakkumarpurty4367
    @deepakkumarpurty4367 Před rokem

    Malisahire bi emiti kichi pachrajau... Rajagar lutuchi police khulamkhula....

  • @ashokkisan215
    @ashokkisan215 Před 8 měsíci

    ସରକାର ବିକିଲେ ଭଳ ଗରିବ ଲୋକ ବିକିଲେ ତାକ ଧରୁଛ ମାଘିଆସଲେ

  • @gajendardas8126
    @gajendardas8126 Před rokem

    Sir balesore distreet, simulia-thana,,ada-panchyat, purba-ada,ra adibasi sai ra Rabi mahanty,au tar pua ward member cheras,au guda, mahuli ru mada teyari kari bikuchi tahar kehi akson neunahanti, ada ra bahuta mada dokan appna sir asabuku sij kale mu chir upakruta hebi, ada brunda

  • @jitendas6522
    @jitendas6522 Před rokem

    ମହାତ୍ମା ଗାନ୍ଧିଙ୍କ କଥାକୁ ପୋଲିସ୍ ଅବମାନ କରୁଛି !!!
    ସ୍ବଦେଶି ଜିନିଷ ବ୍ଯବହାର କର , ବିଦେଶି ଜିନିଷ ବର୍ଜନ କର !!!! ଗାନ୍ଧି ବିଦେଶି ଲୁଣ ନକିଣି ଦିନେ ନିଜେ ଲୁଣ ମାରିବାକୁ ଦାଣ୍ଡି ଯାଇଥିଲେ !!!!!

  • @mayadharpadhan1686
    @mayadharpadhan1686 Před rokem

    ସରକାର ଯଦି ମାଦ ବିକି ଦେଶ ଚଳାଉଛି
    ତେବେ ଜଣେ ଗରିବ ଲୋକ ମଦ ବେପାର କରି kn ପି ତାର ପରିବାର ପୋଷି ପାରିବନି ?

  • @sushantasahu5542
    @sushantasahu5542 Před rokem

    aare o tv channel news bhai semane kana bhul karuchanti .semane bikuchanti boli tame piyuchha na tame piyuchha boli se biku chhanti.aau rahila aama sarakara sala mada pai laicance aha kemiti

  • @Arabindaroutray123
    @Arabindaroutray123 Před rokem

    କାମ ବୋଲି କନ୍ ଖାଲି ମଦ ରାନ୍ଧିବା ଅଛି ଆଉ କିଛି ନାହିଁ ବାଲି ସିମେଣ୍ଟ କାମ କରୁନ Bbsr ରେ ଭଲ ରୋଜଗାର ହବ

  • @chittaranjankisku9213

    ଶଳା ମାନେ ଏତେ ପଚାରୁଛ। ଯାଇକି ନିଜେ ମଦ ଭାଟି କରିବ ବୋଧେ

  • @kalingaputra3089
    @kalingaputra3089 Před rokem

    ଦମ ଅଛି ଯଦି ଗୋଟେ ବିଦେଶୀ ମଦ ଦୋକାନ ବନ୍ଦ କରିକି ଦେଖାଓ. ତୁମେ କଲେ ନିଳା ଆମେ କଲେ କିଳା.ସରକାର ର ଯେଉ ଦୁର୍ନୀତି କରୁଛି ତାକୁ ଭି ଦେଖାଓ ନା ତାକୁ ଦେଖେଇବାକୁ ସମୟ କାହିଁ.. କିଏ କୋଉଠି ହୋଟେଲ କଲା ଟୁଁଗୁରୁ ଭୋଲ ଭଳି କିଏ କାହା ମାଇକିନା କୁ ନେଇକି ପଳେଇଲା କିଏ ହାଣ୍ଡିଆ ବିକିଲା ଏ ବାଳ ନିୟୁଜ ଦେଖାଓ.

  • @balaramkanhar5062
    @balaramkanhar5062 Před 2 měsíci

    ସେ ପୁଲିସ କହୁ ଯେ,,,କେବେ କାମ ଯୋଗାଇବ,,,,

  • @aksar1608
    @aksar1608 Před rokem +3

    ମା ଘିଆ ସରକାର ଗରିବ ପଛରେ ପଡ଼ିଛ

  • @sangramnayakvillagecreator6850

    କାହା କୁ ଦାନା ଦେଇ ପାରିବନି ତ ଗରିବ ଲୋକଙ୍କ ର ଦାନା କନ ପାଇଁ ଛଡ଼ାଇବା

  • @surendrabag750
    @surendrabag750 Před rokem

    Oh mdm first FLO shop bandh karanty dam achhi bole

  • @lambudarmarndi3022
    @lambudarmarndi3022 Před rokem

    Sir banchibaku diyantu