ଦ୍ରୌପଦୀ କେଉଁ କଥା ଲୁଚାଇଥିଲେ। Nilanchala Mishra। BharatLila Bhaliajhola। Odia Bhratlila Gahani Ganthi

Sdílet
Vložit
  • čas přidán 23. 08. 2024
  • ‪@RKstudiopage‬ #rkstudiopage #bharatlila #bharatalila #Nilanchalmishrabharatlila #BhaliajholaBharatalila #Nilanchalmishragahani

Komentáře • 83

  • @user-ey7ry4hd6j
    @user-ey7ry4hd6j Před 26 dny +2

    Bahut dhanya bada dwari mahasaya nku Namaskara.Apana jashswi huantu.prabhu jagannatha krupa karantu.

  • @sulochanarath886
    @sulochanarath886 Před rokem +7

    ଖୁବ୍ ସୁନ୍ଦର ବିଷୟବସ୍ତୁକୁ ଉପସ୍ଥାପନା କରିଥିବାରୁ ମୁଁ ଏବମ୍ ମୋ ପରିବାର ତରଫରୁ କୃତଜ୍ଞତା ଜଣାଉଛି

  • @satyabannayak
    @satyabannayak Před rokem +6

    ଜୟ ଜଗନ୍ନାଥ।
    ସମସ୍ତେ କୁହନ୍ତି "ଭୀମର ବଳ କୁନ୍ତୀଙ୍କୁ ଜଣା" । ମାତା କୁନ୍ତୀ କେବେ ବି ପୁତ୍ର ଭୀମର ଅତ୍ୟଧିକ ଭୋଜନକୁ ନେଇ ବିରକ୍ତ ହୋଇ ନଥିଲେ। ଏହାର କୌଣସି ଶାସ୍ତ୍ରୀୟ ପ୍ରମାଣ ନାହିଁ।
    ଧନ୍ୟବାଦ

  • @biswabhusanrath2814
    @biswabhusanrath2814 Před rokem +2

    Ati sundar lagila ajira video. Samasta Kalakaranku dhanyabad. Jay Jagannath. 🙏

  • @user-nq8yh8rl5f
    @user-nq8yh8rl5f Před rokem +2

    Bahuta valalagila nilanchala. Babu suvkamna. Janeili.

  • @ashalatamahapatra2507
    @ashalatamahapatra2507 Před 29 dny

    Very nicce

  • @sumatirath8559
    @sumatirath8559 Před 3 měsíci

    ଦୌପଦୀଙ୍କ ଗୁପ୍ତ କଥା ଅତି ସୁନ୍ଦର ମହାଭାରତର କଥାକହିଥିବା ରୁ ଦ୍ୱାରୀ ମହାଶୟଙ୍କୁ ଧନ୍ୟବାଦ।

  • @satyabannayak
    @satyabannayak Před rokem +2

    ଜୟ ଜଗନ୍ନାଥ।
    ପ୍ରକୃତରେ ଏହାର ନାମ "ଭାରତ ଲୀଳା" ନ ହୋଇ "ଦ୍ବାରୀ ଲୀଳା" ହେବା କଥା।
    ଧନ୍ୟବାଦ

    • @meerapanda6718
      @meerapanda6718 Před rokem

      ଏହାକୁ ଦୁଆରୀ ନାଟ କୁହାଯାଏ ମହାଶୟ

    • @satyabannayak
      @satyabannayak Před rokem +1

      @@meerapanda6718 ଏହି ଲୋକନୃତ୍ୟର ମୁଖ୍ୟ ସୂତ୍ରଧାର ଦ୍ବାରୀ ସେଥିପାଇଁ ଦ୍ବାରୀ ନାଟ କହନ୍ତି, ଏହାର ପ୍ରକୃତ ନାମ ଭାରତ ଲୀଳା ବା ସୁଭଦ୍ରା ପରିଣୟ ବୋଲି ଆରମ୍ଭରୁ ବିଦିତ।
      ଧନ୍ୟବାଦ

    • @jurianaik1599
      @jurianaik1599 Před 4 měsíci

      Nai sir duari lila nuh gahani lila kahile thhik heb

  • @ramachandra8999
    @ramachandra8999 Před rokem

    Thismetters of our syagat karungi very best good thanks paramaje

  • @satyabannayak
    @satyabannayak Před rokem +2

    ଜୟ ଜଗନ୍ନାଥ
    ଗାୟକ ମହାଶୟ ଯାହା କହିଲେ ଯେ, ଯୁଧିଷ୍ଠିର କହିଲେ ଅର୍ଜୁନଙ୍କୁ ଦ୍ରୌପଦୀଙ୍କୁ ବୁଲେଇ ଆଣିବା ପାଇଁ, ବୁଲି ବୁଲି ମହର୍ଷି ଦୁର୍ବାସାଙ୍କ ଆଶ୍ରମରେ ପହଞ୍ଚିବା ସମ୍ପୂର୍ଣ୍ଣ ବିପରୀତ।
    ଧନ୍ୟବାଦ

    • @meerapanda6718
      @meerapanda6718 Před rokem +1

      ଠିକ୍ ଉପାଖ୍ୟାନଟି ଉପସ୍ଥାପନ କଲେ ଆମେ ଯାଣିବା

    • @sanghamitrapanda3809
      @sanghamitrapanda3809 Před rokem +1

      ଆପଣ ଯାଣିଥିବା ବିଷୟ ଟି ଉପସ୍ଥାପନ କଲେ ବହୁତ ଭଲ ହୁଅନ୍ତୁା । ଲୋକ ମାନେ ବି ଯାଣି ପାରିବେ। ଖାଲି ମତାମତ ଦେଲେ ହେବ ନି। ମୋ ମତରେ ଉଭୟ ଠିକ୍। ମିଶ୍ର ଆଜ୍ଞା ଏବଂ ଆପଣ ।

    • @satyabannayak
      @satyabannayak Před rokem +2

      @@meerapanda6718 ମହାଭାରତର କଥାବସ୍ତୁକୁ ମହାଭାରତରେ ପଢନ୍ତୁ।
      ମୋର ଉପସ୍ଥାପନା କରିବା ଆବଶ୍ୟକ ନୁହେଁ।
      ଧନ୍ୟବାଦ

    • @satyabannayak
      @satyabannayak Před rokem +2

      @@sanghamitrapanda3809 ଆପଣ ମହର୍ଷି ବେଦବ୍ୟାସ ନା ଦେବଗୁରୁ ବୃହସ୍ପତି,
      ଆପଣଙ୍କର ମତରେ ଉଭୟ ଠିକ୍ ତାହା ପ୍ରମାଣିତ କିପରି ହେଲା? ଗାୟକ ମହାଶୟ ଦିନ କହିବେ ମୁଁ କହିବି ରାତି ଆପଣ କହିବେ ଉଭୟ ଠିକ୍, ଏହାର ଅର୍ଥ କ'ଣ? ଯଦି ଦିନ ତେବେ ରାତି କିପରି, ଯଦି ରାତି ତେବେ ଦିନ କିପରି, ବୋଧହୁଏ ଆପଣଙ୍କର ଗାଁରେ ଦିନ ଓ ରାତି ଏକା ସମୟରେ ଭୋଗ ହୁଏ।

    • @sanghamitrapanda3809
      @sanghamitrapanda3809 Před rokem +1

      @@satyabannayak ମୁଁ ନିଜକୁ ଏତେ ବଡ ବୋଲି ଭାବିନି। ଗାୟକ ମହାଶୟ ଯାହା କହିଛନ୍ତି ତାଙ୍କ ମନରୁ କହିନାହାନ୍ତି । ବହୁ ଋଷିଙ୍କର ବହୁ ମତ। ସେ ନିଶ୍ଚିୟ କେଉଁଠୁ ପଢି କି କହିଥିବେ। ସେ କଥା ତାଙ୍କୁ ପଚରା ଯାଉ । ମୁଁ ଏତେ ବି ନିର୍ବୋଧ ନୁହେଁ ଦିନ ରାତି ଭିତ ରେ ପାର୍ଥକ୍ଯ ଯାଣି ପାରିବିନି। ହଁ ଯେତେବେଳେ ଭାରତରେ ଦିନ ଆମେରିକା ରେ ରାତି । ବିଶ୍ବ ରେ ଗୋଟିଏ ସମୟରେ ଦିନ ରାତି ସଂଭବ ସେ ଆଧାର ରେ ଉଭୟ ଠିକ୍ ।

  • @meerapanda6718
    @meerapanda6718 Před rokem +5

    ଶୁଣନ୍ତୁ ହେ ଗୁରୁବର
    ସରସ୍ୱତୀ ଙ୍କ ର ଦୟା ତୁମ ଉପର ହେ
    ବିଷୟ କହୁଛ ଅତି ସୁନ୍ଦର ଗରୁବର ହେ
    ସମସ୍ତ କଳାକାର ଏଠି
    ଚମତ୍କାର ଅଭିନୟ କରନ୍ତି ହେ
    ଅନ୍ୟ ମାନେ ବି କମ୍ ନୁହଁନ୍ତି
    ଗୁରୁବର ହେ ।।

  • @satyabannayak
    @satyabannayak Před rokem +2

    ଜୟ ଜଗନ୍ନାଥ।
    ଯୁଧିଷ୍ଠିରଙ୍କୁ ଧର୍ମରାଜ ବୋଲି କୁହାଯାଏ ଏବଂ ପଶାଖେଳ ଅଧର୍ମର ପରିଚାୟକ, ପଶାଖେଳ ଯଦି ତାଙ୍କର ଦୁର୍ବଳତା ରହିଥିଲା ତେବେ ସେ ଧର୍ମରାଜ କିପରି ହେଲେ?
    ଗାୟକ ମହାଶୟ ଉତ୍ତର ଦେଲେ ଭଲ ହୁଅନ୍ତା।
    ଧନ୍ୟବାଦ

    • @meerapanda6718
      @meerapanda6718 Před rokem

      ସମସ୍ତ ଙ୍କ ର କିଛି ନା କିଛି ଦୁର୍ବଳତା ଅଛି ନା ଆଜ୍ଞା ।

    • @satyabannayak
      @satyabannayak Před rokem +1

      @@meerapanda6718 ଦୁର୍ବଳତାର ପ୍ରକୃତ ଅର୍ଥ କ'ଣ ନ ଜାଣି କହିବା ନିଜର ଦୁର୍ବଳତା ଅଟେ।

  • @sachidanandapatra8304
    @sachidanandapatra8304 Před 2 měsíci

    ବହୁତ ଭଲ

  • @sanghamitrapanda3809
    @sanghamitrapanda3809 Před rokem +5

    very nice topic. Mishra sir please give us new new topic. i know u r very intelligent and u r voice is so sweet. Thx R k studio.

  • @rankanidhipatro1477
    @rankanidhipatro1477 Před rokem +1

    Very nice

  • @satyabannayak
    @satyabannayak Před rokem +5

    ଜୟ ଜଗନ୍ନାଥ
    ଏହିପରି ଯେତେ ସବୁ ଆଖ୍ୟାନ ଉପାଖ୍ୟାନ ରହିଛି ସେସବୁ ପରିବେଷଣ କରିବା ଉଚିତ ନୁହେଁ, ଏହାଦ୍ବାରା ସନାତନ ଧର୍ମର ପତନ ହେବ।
    ଧନ୍ୟବାଦ

    • @meerapanda6718
      @meerapanda6718 Před rokem +1

      ଅସୁବିଧା କଣ ହେଲା ମହାଶୟ କହିବେକି?

    • @satyabannayak
      @satyabannayak Před rokem +2

      @@meerapanda6718 ଆପଣ ଗାୟକ ନୀଳାଚଳ ମିଶ୍ରଙ୍କ ସମ୍ପର୍କରେ କ'ଣ ହେବେ, ଦୟାକରି ଜଣାଇବେ କି?

    • @sanghamitrapanda3809
      @sanghamitrapanda3809 Před rokem +1

      @@satyabannayak ଆପଣ ଙ୍କ ସହିତ ସଂପର୍କ ଯାହା । ସେହି ସଂପର୍କ ।ମୋର ଉଦ୍ଦେଶ୍ଯ ସନାତନ ଧର୍ମ କିପରି ପତନ ହେବ ତାର ଉତ୍ତର ଯାଣିବା। ସଂପର୍କ ରୁ ଆପଣ କଣ ପାଇବେ।

    • @satyabannayak
      @satyabannayak Před rokem +2

      @@sanghamitrapanda3809 ସାରା ସଂସାର କେବଳ ସମ୍ପର୍କର ସୂତ୍ରରେ ହିଁ ବୁଣି ହୋଇଛି, ବିନା ସମ୍ପର୍କରେ ତ ଗୁଣ, ଧର୍ମ, କର୍ମ, କ୍ରିୟା ଓ ପ୍ରତିକ୍ରିୟା କିଛି ବି ନାହିଁ, ସମ୍ପର୍କ ଅଛି ତ ସବୁ ଅଛି, ସମ୍ପର୍କ ନାହିଁ ତ କିଛି ବି ନାହିଁ।ସମ୍ପର୍କରୁ ହିଁ କଥା ହେବାର ଶୈଳୀ ଜଣାପଡ଼ିଥାଏ, ସମ୍ପର୍କ ହିଁ ଆମକୁ କଥା ହେବାର ଶୈଳୀ ଶିଖାଏ ତାହେଲେ ସମ୍ପର୍କରୁ କ'ଣ ନ ପାଇବା, ସମ୍ପର୍କ ଜାଣିଲେ ହିଁ କଥା ଆଗକୁ ବଢ଼େ ସମ୍ପର୍କ ନ ଥିଲେ କିଏ କାହା ସହିତ ବ୍ୟବହାର କରେ କି?

    • @sanghamitrapanda3809
      @sanghamitrapanda3809 Před rokem +1

      @@satyabannayak ମୋର ଆପଣ ଙ୍କ ମତାମତ ର ଉତ୍ତର ଦରକାର । ସନାତନ ଧର୍ମ କିପରି ପତନ ହେବ । ଏଥି ରେ ଗାୟକ ଙ୍କ ର ଭୁଲ କଣ? ସେ ପଢ଼ିଲେ ପରିବେଷଣ କଲେ । ସଂପର୍କ ର ସଂଜ୍ଞା ମୋତେ ଲୋ଼ଡା ନାହିଁ ।

  • @sankarpadhan7832
    @sankarpadhan7832 Před rokem

    Bahut sundar bisaya bastu

  • @bharamarnayak7534
    @bharamarnayak7534 Před rokem +4

    ବହୁତ ସୁନ୍ଦର ଗାଆଣୀ

  • @GaganbihariPanda-pm3pu

    Very nice.

  • @bulupradhanbulu3660
    @bulupradhanbulu3660 Před rokem

    ଜୟ ଶ୍ରୀକୃଷ୍ଣ

  • @iitphd
    @iitphd Před rokem +3

    eha kan satya pauranika kathabastu, eha keun puranaru udhruta.

    • @meerapanda6718
      @meerapanda6718 Před rokem +1

      କଲ କରି ଆଜ୍ଞା ଙ୍କୁ ପଚାର ।

  • @srikantapanda1969
    @srikantapanda1969 Před rokem +23

    ଆଜ୍ଞା ଏ ବିଷୟବସ୍ତୁ ଟି ମୁଁ ଆଗରୁ ଜାଣିଥିଲି । କିନ୍ତୁ କୈଣସି ଦ୍ବାରୀ ଙ୍କ ମୁଖରୁ ଶୁଣିନଥିଲି ଅତ୍ୟନ୍ତ ସୁନ୍ଦର ବିଷୟ ବସ୍ତୁ ପରିବେଷଣ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

  • @priyankasahoosahoo9995

    Sir bhala. Bisaya

  • @pandabapadhi1158
    @pandabapadhi1158 Před rokem +1

    sar ku amara namaskar plese sar kahantu drapudi unkar 5pati kankan ama janiparunahi

    • @RKstudiopage
      @RKstudiopage  Před rokem +1

      ଯୁଧିଷ୍ଟିର, ଭୀମ, ଅର୍ଜୁନ, ନକୁଳ, ସହଦେବ

  • @simanchalplumber.1662
    @simanchalplumber.1662 Před rokem +1

    ସାର୍ 🙏.।ଯୁବତୀ ଝିଅଙ୍କୁ ଶିବ ମନ୍ଦିର ମନା କାହିଁକି ମନା?ଏ ଡାହାଣୀ ଟିକୁ ଲୋକ ଲୋଚନକୁ ଆସିଲେ ଭଲ ହେବ ।

    • @RKstudiopage
      @RKstudiopage  Před rokem

      ଆପଣଙ୍କର ଏହି ଉତ୍ତର ଟି ମୁଁ ଦେଇପାରିବି କି

    • @RKstudiopage
      @RKstudiopage  Před rokem

      ଆପଣ ହିଁ କହିଲେ ମୁ ପ୍ରଶ୍ନ ର ଉତ୍ତର ଦେଇଦେବି

  • @rakeshchandrarout2320

    ମୋ ପ୍ରଶ୍ନ ର ଉତ୍ତର ଦେବେ?
    କର୍ଣ୍ଣ ଭଲ ଯୋଦ୍ଧା ନା ଅର୍ଜୁନ?

  • @jitendranayak-jr5fh
    @jitendranayak-jr5fh Před 10 měsíci

    Aeta ko purana

  • @prasantakumarrath3458

    Pp

  • @a.sankulipatra4860
    @a.sankulipatra4860 Před rokem

    See where re kaeki sanka bajeni

  • @OmmSai-qp1lu
    @OmmSai-qp1lu Před rokem

    I by b f no

  • @sumanpradhan4457
    @sumanpradhan4457 Před rokem

    ଦୋର୍ପଦି.ସଦଜଉବନା.କଣକହୁଛ.ଭାବିକି.କୁହ

    • @sanghamitrapanda3809
      @sanghamitrapanda3809 Před rokem

      ଗାୟକ ମହାଶୟ ଭବିଚିନ୍ତି କହିଛନ୍ତି । ଯଦି ଆପଣ ଙ୍କୁ ଠିକ୍ ଲାଗୁନି ଉପଯୁକ୍ତ ତଥ୍ଯ ପ୍ରଦାନ କରନ୍ତୁ ।ଓଡ଼ିଆ ଭାଷାରେ ପୂର୍ଣ୍ଣଛେଦ ବ୍ଯବହାର କରାଯାଏ ବିନ୍ଦୁ କି ଫୁଲଷ୍ଟପ ନୁହଁ।

  • @sumatirath8559
    @sumatirath8559 Před rokem

    Very nice