ରୋଡ ଶୋ’ ବେଳେ ଉଦବୋଧନ ବନ୍ଦ କରି ଆମ୍ବୁଲାନ୍ସକୁ ବାଟ ଛାଡିଲେ ନବୀନ

Sdílet
Vložit
  • čas přidán 15. 05. 2024
  • #naveenpatnaik #roadshow #bhubaneswar #election2024 #nandighoshatv
    ଦେଶର ଯେକୌଣସି ନେତାଙ୍କ ଠାରୁ ନବୀନ ପଟ୍ଟନାୟକ ଭିନ୍ନ । ଏହା ଆମେ କହୁନାହୁଁ, ଏହା ତାଙ୍କ ବ୍ୟବହାର ଓ ତାଙ୍କ କାମ କହୁଛି । ଆଜି ରାଜଧାନୀରେ ରୋଡ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ମହାନତା ଦେଖାଇଥିଲେ, ତାହା ପୁଣି ଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକ ସମସ୍ତଙ୍କଠାରୁ ଅଲଗା । ରୋଡ ଶୋ’ରେ ନବୀନ ଉଦବୋଧନ ବନ୍ଦ କରି ଏକ ଆମ୍ବୁଲାନ୍ସକୁ ଯିବାକୁ ବାଟ ଦେଇଛନ୍ତି । ଯାହା ତାଙ୍କ ବିଶାଳ ହୃଦୟକୁ ଦର୍ଶାଉଛି ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 532

  • @Mindsetboy23
    @Mindsetboy23 Před 26 dny +55

    ବିଜେଡି ଅଛି ଆଗକୁ ରହିବ 👍ଏଥର ବିଜେଡି ଜିତିବ 100% ଗ୍ୟାରେଣ୍ଟି

    • @manasigiri7278
      @manasigiri7278 Před 19 dny

      Nabin ro Chela 😅😅😅

    • @vabhyansi
      @vabhyansi Před 14 dny

      Kn Rahibo tote to mata mata many asuchi na kn pai 😂

    • @moinuddinkhan5281
      @moinuddinkhan5281 Před 5 dny +2

      Amara kichi darkar nahi bas Naveen sarkar darkar puni thare darkar👍💯👍💯👍💯

    • @vabhyansi
      @vabhyansi Před 4 dny +1

      Bunkin to nehi namunkin hai

  • @monalisajena4924
    @monalisajena4924 Před 26 dny +189

    No 1 chief minister Mr Naveen Pattnaik sir ❤

    • @santoshsethi3860
      @santoshsethi3860 Před 26 dny +7

      Tala adu

    • @Lofi_Girl05
      @Lofi_Girl05 Před 26 dny

      Abhadra ​@@santoshsethi3860

    • @smitasamal460
      @smitasamal460 Před 24 dny +9

      Right👍 no. 1 chief minister naveen pattnaik

    • @BALARAMMURMU
      @BALARAMMURMU Před 21 dnem +4

      Yes NABIN SIR IS NO1

    • @vabhyansi
      @vabhyansi Před 13 dny

      Toma pari lak thau thau ama odisha agaku jaipariba nahi Karan toma jeb full na gariba ra dukha kn janipariba devolment kar tike

  • @madhusudanparida4161
    @madhusudanparida4161 Před 26 dny +74

    Outstanding & great personality of our honourable CM.❤️🙏❤️

  • @smitasamal460
    @smitasamal460 Před 24 dny +55

    ମୋର ଜଗନ୍ନାଥ ଙ୍କୁ ଗୋଟିଏ ପ୍ରାର୍ଥନା କି Bjd ହିଁ ଜିତୁ । ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା ।ଯାହାକୁ ଦେଖିକି ମୋଦି ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ଏଇଟା ଠିକ୍ ସମୟ ଯିଏ ଆମ ରାସ୍ତା ସୁବିଧା କରିଛନ୍ତି , ଯିଏ ଆମର ଏତେ ସହଯୋଗ କରିଛନ୍ତି ତାଙ୍କର ଏବେ ଆମର ଆବଶ୍ୟକତା ରହିଛି ତାଙ୍କୁ ହିଁ ଆମେ ସହାୟତା କରିବା। ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ଆମେ ତାକୁ ଭୋଟ ଦେବା
    ସିଏ ହେଲା Bjd । ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ଯେତେବେଳେ ତାକୁ ସହାୟତା ଆବଶ୍ୟକ ଅଛି ଲୋକ ମାନେ ତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ। ଦୟାକରି କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ଗୋଟିଏ ବାହାର ଲୋକ କୁ ଆମ ଓଡ଼ିଶା କୁ ଟେକି ଦିଅନି । ଆଉ ବୁଢ଼ା ବୁଢ଼ୀ ଙ୍କ ପାଇଁ ଭର୍ତ୍ତା ବ୍ୟବସ୍ଥା bjd karichhi । ତେଣୁ Bjd ଙ୍କୁ ଜିତାନ୍ତୁ । ଜଣଙ୍କ ଠୁ ଏତେ ସହାୟତା ପାଇବା ପରେ ତାକୁ ଭୁଲିବା ଉଚିତ୍ ନୁହେଁ। Bjd ଙ୍କୁ ଜିତାନ୍ତୁ । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।bjd ଙ୍କୁ ଯିତାନ୍ତୁ।ଏତେ ସୁବିଧା କଲା ପରେ ବି ଯାହାକୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।Bjp kahuthile ki rourkela re medical college kholib hele Kain kichhi helani ta।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ ତେଣୁ bjd କୁ ଜିତନ୍ତୁ।bjp ଚାହିଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd❤❤

    • @Biranchi185
      @Biranchi185 Před 22 dny +1

      Kete milichi comments pai

    • @JyotiJyotiprabhajena
      @JyotiJyotiprabhajena Před 21 dnem +3

      Bhala katha te kahichonti apana

    • @vabhyansi
      @vabhyansi Před 14 dny

      Kete poisa neichhu lekhiba pai gariba laka ro bisoya kahiki lekhi nu

    • @User301www
      @User301www Před 13 dny

      Sbuthi paisa kama dieni lekhani o lekhaka nku sanman dia.. Rajaniti re Odisha ra sanskruti ku nasta kara nahin.. Sbu ra bhla ebam manda rahichi...

  • @dillipkumarsahoo4823
    @dillipkumarsahoo4823 Před 26 dny +135

    Our beloved cm, Naveen Pattnaik ❤❤❤❤❤

  • @pareshghadaighadai4421
    @pareshghadaighadai4421 Před 26 dny +79

    Jay Nabini Sir 🙏❤❤❤🙋‍♂️🙋‍♂️🙋‍♂️🙋‍♂️

  • @monalisajena4924
    @monalisajena4924 Před 26 dny +94

    Ghare ghare jodi Sankha ❤❤

  • @monalisajena4924
    @monalisajena4924 Před 26 dny +64

    Aama Odisha Naveen Odisha ❤❤

    • @SrimangalSahu-qj7hw
      @SrimangalSahu-qj7hw Před 26 dny +1

      Modi sarkar

    • @sradhamihir5552
      @sradhamihir5552 Před 26 dny +2

      ​@@SrimangalSahu-qj7hwModi bharat sarakara 😍 Naveen odisha sarakar🎉

    • @vabhyansi
      @vabhyansi Před 14 dny

      Toma Odisha Naveen Odisha na pandyan odisha

    • @monalisajena4924
      @monalisajena4924 Před 14 dny +2

      Odisha ra kana development Jane Odisha basi heiki jadi janiparibani....sethi aau kana kuhajiba...hasyaspada chhada aau kichhi nuhey

    • @monalisajena4924
      @monalisajena4924 Před 14 dny +2

      Definitely Modi Bharat sarkar. But in our state only sadhey charikoti janantanka Jananayak ....AAMA MANYABARA MUKHYAMANTRI MR NAVEEN PATTANAIK SIR

  • @akmjklc5540
    @akmjklc5540 Před 26 dny +25

    ଏ ହେଉଛି ମଣିଷ ପଣିଆ, thank you sir..
    U R a great person

  • @monalisajena4924
    @monalisajena4924 Před 26 dny +42

    Yei heuchi aama Manyabara Mukhyamantri sir nka mahanata

  • @reemanayak3663
    @reemanayak3663 Před 26 dny +39

    BJD 🙏🙏🙏🙏🙏🙏

  • @debasispattanaik2510
    @debasispattanaik2510 Před 26 dny +42

    Jai Naveen sir

  • @Unionpublicservicecommis-fw5el

    Only BJD❤❤❤❤

  • @ritanjalimuduli5195
    @ritanjalimuduli5195 Před 26 dny +27

    ଆମ୍ବୁଲାନ୍ସ ଆସିଲା କେଉଁଠୁ ସେ ରାସ୍ତା ରେ

  • @tapanbag1366
    @tapanbag1366 Před 26 dny +18

    No1 nabin babu jindabad

  • @tapankumar8883
    @tapankumar8883 Před 26 dny +8

    ହେଲେ କଣ ହେବ ତାଳଚେର ରେ ରାସ୍ତାରେ ଘଣ୍ଟା ଘଣ୍ଟା ଆମ୍ବୁଲାନ୍ସ ଅଟକି ରହେ | ଦୁଃଖ ବୁଝିଛି କିଏ

  • @user-js1yj3cn7w
    @user-js1yj3cn7w Před 19 dny +4

    Great person Naveen Patnaik Respect Button ✅

  • @dasarathisethi9721
    @dasarathisethi9721 Před 26 dny +19

    Thanks sir

  • @MunaBhai-qh9fl
    @MunaBhai-qh9fl Před 14 dny +2

    ଜୟ ଜଗନ୍ନାଥ 🙏🏻ଆମ ଓଡ଼ିଶା ସରକାର ଆମ ନବୀନ ପଟ୍ଟନାୟକ ସାର ଜୟ ବିଜେଡି ଶଙ୍ଖରହେବ ଜୟ 🙏🏻

  • @debasispattanaik2510
    @debasispattanaik2510 Před 26 dny +16

    Ati bhadra and honourable CM,..

  • @jharanadas4506
    @jharanadas4506 Před 26 dny +23

    Jay Jagannath Jay bjd ❤❤❤

  • @sreekantajena2490
    @sreekantajena2490 Před 26 dny +31

    JayNaveen❤❤❤❤❤❤

  • @manashkumarparida
    @manashkumarparida Před 19 dny +3

    ଯଦି ରୋଡ ବନ୍ଦ ଥିଲା ଆମ୍ବୁଲାନ୍ସ ଆସିଲା କେମିତି ମୋର ଏଇଟା ପ୍ରଶ୍ନ

  • @debabratabehera6423
    @debabratabehera6423 Před 26 dny +12

    Jay jagannath ❤️❤️❤️❤️❤️ Jay bjd 💚💚💚💚💚 Jay Naveen Patnaik ❤️💚❤️💚❤️🫡🫡🫡🫡🫡 Jay pandian sir ❤️💚❤️💚❤️🫡🫡🫡🫡🫡🫡🫡🫡🫡

  • @manoranjanmaharana9549
    @manoranjanmaharana9549 Před 26 dny +8

    Very nice sir

  • @lovelylipi05
    @lovelylipi05 Před 26 dny +5

    We are proud of you sir 🙏

  • @youtubestar.aditya
    @youtubestar.aditya Před 26 dny +27

    Jay naveen

  • @rajutakri5155
    @rajutakri5155 Před 26 dny +24

    Jay Bjd

  • @susantakumarasethi8164
    @susantakumarasethi8164 Před 26 dny +3

    ଜୟ ନବୀନ

  • @nikibhue411
    @nikibhue411 Před 26 dny +5

    Ama odisha Nabin Odisha... the Great hero... in the world ❤❤❤❤

    • @vabhyansi
      @vabhyansi Před 14 dny

      Odisha has developed very well, that's why you are saying two gate. You should be ashamed.

  • @user-pt6lt9zj6u
    @user-pt6lt9zj6u Před 26 dny +5

    Naveen babu odisa ra relly hero💚💚

  • @BiswalGayatri
    @BiswalGayatri Před 26 dny +4

    Thanku so much Naveen sir for Ambulance 🚑,🙏🙏🙏

  • @user-sj6vw5kw7h
    @user-sj6vw5kw7h Před 26 dny +5

    Jay jaganath sir ❤

  • @jagnathkhara8257
    @jagnathkhara8257 Před 26 dny +3

    ଆମ ନବୀନ ଆମ ଓଡ଼ିଶା 🙏🙏🙏

  • @birendradas8645
    @birendradas8645 Před 25 dny +1

    ନବୀନ sir🙏🙏🙏❤️❤️

  • @jatraduniarangamancha5825

    କୁକୁର ବିଲେଇ ବି Ambulance କୁ ଦେଖିଲେ ବାଟ ଛାଡି ଦେବେ ଏଇଟା ନୂଆ କଥା ନୁହେଁ

  • @mixestain125
    @mixestain125 Před 26 dny +8

    Jay nabin jay bjd🙏🙏🙏🙏🙏🙏🙏🙏🙏🙏🙏🙏

  • @ipsitasatapathy7928
    @ipsitasatapathy7928 Před 24 dny +2

    Naveen sir is the Best C. M.

  • @sasmitasingh3527
    @sasmitasingh3527 Před 26 dny +9

    ❤❤❤❤

  • @pranabaswain9900
    @pranabaswain9900 Před 16 dny +1

    I Love Naveen Sir ❤❤❤❤❤❤❤❤❤🙏🙏🙏🙏🙏🙏

  • @dynaraninayak12
    @dynaraninayak12 Před 15 dny +1

    Our hero ,our pride ❤

  • @subhashreemohanty2354
    @subhashreemohanty2354 Před 23 dny +1

    Great sir ❤❤

  • @Jibanjena-ny2lg
    @Jibanjena-ny2lg Před 26 dny +6

    Semiti vhala kama karu cha ti,boli loka vhala paatni❤ BjD❤❤❤❤❤❤❤❤❤ ❤

  • @shreegourang3787
    @shreegourang3787 Před 26 dny +5

    Naveen Sir Best Kintu Pandian Rain Kehi vote Debapain chahun Nahanti ... But I Love Naveen Sir...!

  • @sahilpatra9369
    @sahilpatra9369 Před 24 dny +1

    I love you navin sir ji❤❤

  • @tarakantabehera2372
    @tarakantabehera2372 Před 26 dny +3

    Thank you Naveen sir👍

    • @vabhyansi
      @vabhyansi Před 14 dny

      How much money did you get for saying thank you, brother Naveen Kasam?

  • @sasmitabehera480
    @sasmitabehera480 Před 23 dny +1

    Great personality everr.. Our beloved cm sir 🙏🏻🙏🏻

  • @sukantamohanty9894
    @sukantamohanty9894 Před 22 dny +1

    Naveen Patnaik hero of odisha

  • @Bahadhulbariha
    @Bahadhulbariha Před 26 dny +1

    ଜୟ ନବୀନ 🙏🙏🙏👍👍👍

  • @rashmidas6288
    @rashmidas6288 Před 26 dny +3

    Mind-blowing hint❤❤

  • @Healthin2791
    @Healthin2791 Před 26 dny +7

    🙏🙏🙏

  • @mamata5846
    @mamata5846 Před 26 dny +4

    ନିହାତି ନିଆରା ହେବେ କାରଣ ତାଙ୍କର ନିଜସ୍ୱ କିଛି ନାହିଁ ସବୁ ତ ତାମିଲ ଏମିତି କି 25 ବର୍ଷ ଶାସନ ପରେ ବି ଓଡ଼ିଆ ରେ ପଦେ କହି ପାରୁନାହାନ୍ତି ତାହାଲେ ନିଆରା ହେବେନି କେମିତି

  • @S.w.e.e.t.v.i.b.e.s
    @S.w.e.e.t.v.i.b.e.s Před 5 dny

    King always king 👑 Naveen patnaik always no.1

  • @bastabkumar05
    @bastabkumar05 Před 14 dny +1

    Naveen Patnaik ❤

  • @sahinperwin1590
    @sahinperwin1590 Před 22 dny +1

    ❤❤❤❤ best luck best

  • @khageswarhansa4948
    @khageswarhansa4948 Před 26 dny +1

    1 No. Ama Navin Babu

  • @omprakasharazz241
    @omprakasharazz241 Před 26 dny +1

    Great sir

  • @NigamRay-lu7tg
    @NigamRay-lu7tg Před 20 dny +1

    He is Honest

  • @bhajaharimalik8172
    @bhajaharimalik8172 Před 26 dny +2

    Naveen Patnaik 🎉

  • @UrmilaKhemundu-tu7yc
    @UrmilaKhemundu-tu7yc Před 4 dny

    No1 Naveen sir

  • @pravakarbarik3158
    @pravakarbarik3158 Před 26 dny +5

    ❤❤❤

  • @worldsbest5880
    @worldsbest5880 Před 25 dny +1

    Not only a good minister but also Naveen is a good debater.

  • @nadebubuyt
    @nadebubuyt Před 26 dny +3

    Kau bada katha kii obviously ate gote samasta kaa kartavya Ambulance ku rasta chaid baa (loko ate chitya nua ahi news dakhi voat debe)❤jay Shri Ram 🚩

  • @sushreesangita798
    @sushreesangita798 Před 26 dny +70

    Sethi ରୋଡ ଶୋ ଚାଲିଥିଲା ମାନେ se side ରେ ରୋଡ ବନ୍ଦ ଥିବ ଆମ୍ବୁଲାନ୍ସ ଆସିଲା କେମିତି କେହି ଟିକେ ଚିନ୍ତା କର ସବୁ ପ୍ଲାନ ଆଉ କିଛି ନୁହଁ....

    • @n.rcreation3399
      @n.rcreation3399 Před 26 dny +4

      Thik kahile bhai e sabu gote gote story au kichi nahi Loko anku vuha buleibaku chesta karuchanti emane

    • @dibyaranjanbehura17
      @dibyaranjanbehura17 Před 26 dny +2

      Yes😅

    • @jcbofficial3993
      @jcbofficial3993 Před 26 dny +14

      ଆରେ ଭାଇ ମୋଦି ନୁହଁ, ୟେ ନବୀନ ପଟ୍ଟନାୟକଙ୍କ ମହାନତା। ଗୋଟେ ରାସ୍ତାରେ ସମସ୍ତେ ଏକ ହୋଇ ଥିଲେ। ନେତା ବି ସେଇଠି, ଜନତା ବି ସେଇ ରାସ୍ତାରେ।

    • @Papureaction490
      @Papureaction490 Před 26 dny +16

      ତତେ ଖାଲି ପ୍ଲାନ ଲାଗୁଚି ଶଳା ବେଈମାନ କୁକୁର ଓଡିଶା ପାଇଁ ତୁ କଳଙ୍କ

    • @josephnayak613
      @josephnayak613 Před 26 dny +27

      ଆରେ କୁକୁର ଶଳା ରାସ୍ତା ଜେତେ ବନ୍ଦ୍ ହେଲେ ମଧ୍ୟ ambulance 🚑 ଗାଡ଼ିକୁ ରାସ୍ତା ଦିଆଯାଏ ଜାଣିନୁ କି ? ସେଥି ପାଇଁ ତ ଆମ Naveen Patnaik ଭାରତର ନମ୍ୱର୍ ୱାନ ମୁଖ୍ୟମନ୍ତ୍ରୀ
      BJD BJD BJD JINDABAAD

  • @Pardip_Raj88
    @Pardip_Raj88 Před 22 dny +1

    I love you nabin ❤❤sir

  • @SureshChandraSahoo-qs4bp
    @SureshChandraSahoo-qs4bp Před 20 dny +2

    Jay jagannath 🙏 athra puni odishare bjd bajimata kariba jay naveen jay bjd ❤❤❤❤❤❤

  • @kartikkartik2385
    @kartikkartik2385 Před 23 dny

    Jay Jagannath

  • @svs5526
    @svs5526 Před 26 dny

    ❤One & Only Naveen❤

  • @sapnanayak2575
    @sapnanayak2575 Před 17 dny +1

    Jay nabini sir 👌👌🙏🙏🙏🙏❤️❤️

  • @nibeditasahoo5122
    @nibeditasahoo5122 Před 26 dny +1

    Hero no 1

  • @Officialmuna15
    @Officialmuna15 Před 16 dny +1

    No 1 chief minister Mr Naveen Pattnaik sir ❤❤❤❤❤❤🙏🙏🙏🙏🙏🙏🙏🙏🙏

  • @SNOdianews
    @SNOdianews Před 26 dny +3

    Jay jid❤

  • @yrojalinachary1158
    @yrojalinachary1158 Před 20 dny +1

    ଜୟ ଵିଜେଡି❤❤❤

  • @adityakumarsahoo99
    @adityakumarsahoo99 Před 23 dny +2

    ଏସବୁ ଗୋଟିଏ ଚକ୍ରାନ୍ତ।

  • @tusharbagudai5945
    @tusharbagudai5945 Před 26 dny +4

    Thik sei 2 min vitare ambulance aasiki cm bus pakhe pahanchi galla
    Ambulance ku ta ta agaru hi police alga corridor re patheiba kattha

  • @user-fx7ye3bz6m
    @user-fx7ye3bz6m Před 25 dny

    Nice sir , great leader

  • @sanjib9501
    @sanjib9501 Před 20 dny +1

    ଆମ ଓଡ଼ିଶା ନବିନ ଓଡ଼ିଶା

  • @manashkumarparida
    @manashkumarparida Před 19 dny +1

    ପୋଲିସ ମାନେ ଜାଣିନଥିଲେ ମୁଖ୍ୟ ମନ୍ତ୍ରୀ ରୋଡ ସୋ ରେ ଅଛନ୍ତି ତାହେଲେ ଆମ୍ବୁଲାନ୍ସ କୁ ଛାଡିଲେ କେମିତି ପୋଲିସ ମାନେ ପାଗଳ ନା କଣ

  • @user-lh3lo2io2k
    @user-lh3lo2io2k Před 22 dny +1

    No1cm

  • @BebinaMandal
    @BebinaMandal Před 26 dny

    Naveen no 1❤❤❤❤❤❤❤❤❤❤

  • @user-kt1ts6hj7x
    @user-kt1ts6hj7x Před 13 dny +1

    Thankyoubjd

  • @anilkumardalai4533
    @anilkumardalai4533 Před 23 dny

    Ethipain se samastanka priya❤❤❤

  • @manashiswain7861
    @manashiswain7861 Před 6 dny

    I really miss you Naveen sir 🙏🙏🙏🙏

  • @santoshsantosh9261
    @santoshsantosh9261 Před 3 dny

    Miss you sri

  • @rinkibiswal730
    @rinkibiswal730 Před 3 dny

    No1 Navin sir

  • @lipshalipsha4944
    @lipshalipsha4944 Před 4 dny

    Always Miss you sir 🙏 😭

  • @jyotishreeroy9479
    @jyotishreeroy9479 Před 26 dny

    Naveen Sir 💯🙏

  • @user-wq4ju4hb4t
    @user-wq4ju4hb4t Před 22 dny +1

    Naveen no 1

  • @dillipbehera4215
    @dillipbehera4215 Před 26 dny

    I love naveen sir

  • @biswajitpanda8888
    @biswajitpanda8888 Před 26 dny +17

    Naveen pattnaik should get the best actor award

  • @sayedabrarsalim1472
    @sayedabrarsalim1472 Před 26 dny +1

    Naveen is good

  • @surajrout3732
    @surajrout3732 Před 23 dny +1

    Jay bjd jay nabin babu jay jagannath jay maa samalei

  • @user-rw6gx1yp8b
    @user-rw6gx1yp8b Před 26 dny

    Naveen is best person 💕🤞🥰

  • @nihardas4958
    @nihardas4958 Před 26 dny +1

    Naveen naveen king 👑

  • @sumantakumar4431
    @sumantakumar4431 Před 26 dny +1

    Nabini Sir ❤🌹🙏 Bjd ❤😭

  • @saiarts4617
    @saiarts4617 Před 26 dny

    ❤🎉 Jay Jagannath

  • @biswamberbhutia3280
    @biswamberbhutia3280 Před 26 dny +1

    ଧର୍ମେନ୍ଦ୍ର ପ୍ରଧାନ ଵି କହିଛି ସେ ଲୋକ ହିସାବରେ ନବିନ ପଟନାୟକ କୁ ଅନୁସରଣ କରନ୍ତି

  • @PapuniMohapatra-yk3ys
    @PapuniMohapatra-yk3ys Před 26 dny

    Our beloved Navin babu❤️

  • @NakulDash-dv6xj
    @NakulDash-dv6xj Před 6 dny

    I love Naveen Patnaik❤

  • @deeptimayeemohanty6480

    Naveen sir nku koti koti 🙏🙏🙏🙏🙏🙏🙏🙏🙏🙏🙏