Video není dostupné.
Omlouváme se.

Non-servitor brought down from chariot by SJTA Chief Arabinda Padhee

Sdílet
Vložit
  • čas přidán 19. 08. 2024
  • #ଓହ୍ଲାଇଦେଲେ_ମୁଖ୍ୟ_ପ୍ରଶାସକ
    ଅଣ ସେବାୟତଙ୍କୁ ରଥରୁ ଓହ୍ଲାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଜି ପହଣ୍ଡି ପୂର୍ବରୁ ଦର୍ପଦଳନ ରଥରେ ଜଣେ ବ୍ୟକ୍ତି ସେବାୟତଙ୍କ ଭଳି କପଡ଼ା ପିନ୍ଧି ସେବାୟତ ବେଶରେ ରଥ ଉପରକୁ ଚଢ଼ି ଯାଇଥିଲେ ।
    #BahudaJatra #BahudaYatra #ବାହୁଡ଼ାଯାତ୍ରା #Puri #Odisha #BahudaYatraWithOTV #JayJagannath #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 121

  • @pabitramishra145
    @pabitramishra145 Před měsícem +23

    ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ।ଜୟ ଜଗନ୍ନାଥ।

  • @kshirodchandramall3834
    @kshirodchandramall3834 Před měsícem +39

    ସେବାୟତ ମାନେ ଟଙ୍କା ନେଇ ଲୋକମାନଙ୍କୁ ରଥରେ ଚଢ଼ାଉଛନ୍ତି

  • @prasantasahoo793
    @prasantasahoo793 Před měsícem +38

    ବହୁତ ଭଲ କାମ କରିଛନ୍ତି

  • @sibasaktisatapathy7545
    @sibasaktisatapathy7545 Před měsícem +17

    ସେବାୟତଙ୍କ ହାତ ଏଥିରେ ଅଛି।

  • @sudeepkumardian1548
    @sudeepkumardian1548 Před měsícem +2

    Salute sri Dr Aravindo padhi. ଏମିତି ଟ୍ୟାଲେଣ୍ଟେଡ ଅଫିସରଙ୍କୁ ଜାଣିଶୁଣି ଦାଇତ୍ୱ ଦିଆଯାଉନଥିଲା. ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟ ପ୍ରଶଂସନୀୟ. ସମସ୍ତେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ଉଚିତ. ଜୟ ଜଗନ୍ନାଥ

  • @laxmiprasadmohanty3690
    @laxmiprasadmohanty3690 Před měsícem +37

    ସେବାୟତ ବେଶରେ ଅଣସେବାୟତ ମାନଙ୍କର ରଥ ଉପରେ ଉପସ୍ଥିତି ସମ୍ପୂର୍ଣ୍ଣ ଭାବରେ ନୂଆ ସନ୍ନ୍ୟାସୀଙ୍କ ଦ୍ଵାରା ପ୍ରାୟୋଜିତ
    ଥିଲା ରଥ ଉପରେ ଆଉ ଥରେ ବିଶୃଙ୍ଖଳା ସୃଷ୍ଟି କରି ସରକାରଙ୍କୁ ବଦନାମ୍ କରିବା ପାଇଁ ।
    ମହାପ୍ରଭୁ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।
    ଜୟ ଜଗନ୍ନାଥ।

    • @Stutee24
      @Stutee24 Před měsícem +1

      😂😂😂😂😂Nua sanyasi 😂😂😂😂😂😂

    • @manbodrana5313
      @manbodrana5313 Před měsícem

      ଏମାନେ ସମସ୍ତେ ଟାଉଟର ବା ଲାଭଖୋର ।

    • @Satyajit_Parida.
      @Satyajit_Parida. Před měsícem

      Kea sea?

  • @bhabagrahinayak2815
    @bhabagrahinayak2815 Před měsícem +5

    Mr Arabinda Padhee is a blessing for Odisha.. fortunate to hear him on his vision for Odisha and Millet mission..he is a man with a mission for Odisha development.. we need more Odia beaurcraft like him for Odisha to become number 1 State

  • @sridharpradhan5775
    @sridharpradhan5775 Před měsícem +48

    ଅଶେଷ ଅଶେଷ ନମସ୍କାର ଅରବିନ୍ଦ ବାବୁଙ୍କୁ

  • @prafullakumarbehera7774
    @prafullakumarbehera7774 Před měsícem +4

    ବହୁତ ଭଲ କାମକଲେ ସାର l କିନ୍ତୁ ଦେଖାଯାଉଛି କେତେକ ଅମାନିଆ ସେବାୟତ ମୋବାଇଲ ଫୋନ ରଥ ଉପରେ ଧରିଛନ୍ତି ଓ ଫୋଟୋ ଉତ୍ତଳନ କରୁଛନ୍ତି, ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି

  • @ramakantagopal755
    @ramakantagopal755 Před měsícem +14

    Well-done Padhi Ji.

  • @harekrishnatripathy7344
    @harekrishnatripathy7344 Před měsícem +11

    ପାଳି ବାଲାଙ୍କୁ ଗୋଟେ symbolic card issue କଲେ ପୋଲିସ ମାନେ ବି ଚିନ୍ନି ପାରନ୍ତେ

  • @subashchandradas1638
    @subashchandradas1638 Před měsícem +26

    କୌଣସି ସେବାୟତ ଙ୍କ ବିନା ସାହାଯ୍ୟରେ ଏ କାମ ହେବା ଅସମ୍ଭବ। ଏଣୁ ତାକୁ ଚିହ୍ନଟ କରି ଶାସ୍ତି ଦିଆଯିବା ଆବଶ୍ୟକ।

  • @prakashkumarjena.babusan.n3760

    ଅତି ସୁନ୍ଦର ପଦକ୍ଷେପ 👌👌👌

  • @ashokpadhan4139
    @ashokpadhan4139 Před měsícem

    I salute to Arabinda sir for his drastic action. I am from Gambharipali Attabira , Bargarh.Jai Shree Ram.Jai Jagannath.

  • @SudhakarRoutray
    @SudhakarRoutray Před měsícem +7

    ଅରବିନ୍ଦ ସାରେ ଙ୍କୁ ପ୍ରଣାମ. ପଦଖେପ ପାଇଁ.

  • @dharmendrasahu6008
    @dharmendrasahu6008 Před měsícem

    ମୋଟା ଅଙ୍କର ଟଙ୍କା ମିଳିଛି ସେବାୟତ ମାନଙ୍କୁ ଅଣ ସେବାୟତ ମାନଙ୍କ ପାଖରୁ।❤❤

  • @prabirjena2147
    @prabirjena2147 Před měsícem +8

    Sir, is an expert in this matter, he knows 🙏🏻

  • @lingarajdash8889
    @lingarajdash8889 Před měsícem +3

    ଏଥିରୁ ସ୍ପଷ୍ଟ ପ୍ରମାଣିତ କେତେକ ସେବାୟତ ହିଁ
    ବେଶି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।

  • @bishnuprasadmishra8830
    @bishnuprasadmishra8830 Před měsícem +5

    ପ୍ରଶାସନ ଏବଂ ସେବାୟତ ମାନଙ୍କ ମିଲି ଭଗତ

  • @bhagabanpradhan4787
    @bhagabanpradhan4787 Před měsícem +1

    Jai shree Ram

  • @bijaymohanty2248
    @bijaymohanty2248 Před měsícem +3

    ରଥରେ ଥିବାକିଛି ସେବାୟତଙ୍କର ବିନା ସହାୟତାରେ କେହି କଣ ରଥ ଉପରକୁ ଉଠିପାରେ ?? ଚଳିତ ରଥଯାତ୍ରା କୁ ବିଶୃଙ୍ଖଳିତ କରାଇବାକୁ ପୂର୍ବ ସରକାରର କିଛି କର୍ମକର୍ତ୍ତାଙ୍କ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ନୁହେଁତ ? ବିହିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

  • @dr.tilottamapanda9444
    @dr.tilottamapanda9444 Před měsícem

    Jay jagannath. Bahut badhia.

  • @Jajabara46
    @Jajabara46 Před měsícem +1

    This is power👍👍👍👍👍👌👌👌👌

  • @BimbadharMangaraj
    @BimbadharMangaraj Před měsícem

    ମନ୍ଦିର ପ୍ରଶାଶନକୁ ଅନୁରୋଧ
    ଯେଉଁ ଭକ୍ତ ଦାନ କରୁଛନ୍ତି ସେହି ଅର୍ଥରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତକୁ
    ମହାପ୍ରସାଦ ବିତରଣ କରାଯାଉ

  • @subhasreemohapatra3009
    @subhasreemohapatra3009 Před měsícem

    Best officer mr Arabinda padhee sir❤

  • @user-mg6zn3gc3i
    @user-mg6zn3gc3i Před měsícem +1

    Thanks sir

  • @RahulJena-sc2bs
    @RahulJena-sc2bs Před měsícem

    Jay Jagannath 🙏 Aravind aunckl ku thank s

  • @bijaymunda4612
    @bijaymunda4612 Před měsícem +1

    JAYSRI RAM JAY JAGANATH JAY BAJRANG BALI JAY LAXMI MATA

  • @sandeepsilu7973
    @sandeepsilu7973 Před měsícem

    Dhanyabad arvind sir..... good job

  • @AS-uk7ct
    @AS-uk7ct Před měsícem +2

    Bahut bhala ❤

  • @evenswarpradhan6329
    @evenswarpradhan6329 Před měsícem

    ରଥରେ ଯେକୌଣସି ସେବାୟତ ମାନେ ବି କାହିଁକି ରଥରେ ଵସିବା ଠିକ୍ ନୂହେ

  • @santoshpurohit8540
    @santoshpurohit8540 Před měsícem

    Good Step 👋👍TQ

  • @user-pq9uy5xc3m
    @user-pq9uy5xc3m Před měsícem

    କେବଳ ସେବାୟତ ପଇସା ଲୋଭରେ ଏ କାମ କରିଛନ୍ତି

  • @prasantakar5655
    @prasantakar5655 Před měsícem

    THANK YOU PADHI BABU APANKU KOTIKOTI Namaskar

  • @arunkumarsahoo83
    @arunkumarsahoo83 Před měsícem

    Best odia IAS officer

  • @Savhu1122
    @Savhu1122 Před měsícem

    Very good sir

  • @anitasahoo2443
    @anitasahoo2443 Před měsícem

    Very good sir 🙏

  • @pratapchandradas5757
    @pratapchandradas5757 Před měsícem +1

    ଯେଉଁ ସେବାୟତ ସେ ଲୋକକୁ ରଥ ଉପରକୁ ନେଇଛନ୍ତି ଆଗ ତାକୁ ଗିରଫ କରାଯାଉ

  • @mamalirout4416
    @mamalirout4416 Před měsícem

    Thank. You. Sir

  • @krutibashpanda3916
    @krutibashpanda3916 Před měsícem

    ସୁନାବେଶ ପାଇଁ ଏବେଠାରୁ ପ୍ରଶାସନ ପ୍ରସ୍ତୁତ ରୁହନ୍ତୁ। ସାବାସ ଡ଼ଃ ପାଢ଼ୀ ମହୋଦୟ। ଏହା ଏକ ଉଦାହରଣ ହୋଇ ରହିବ। ଅନେକ ଅନେକ ଧନ୍ୟବାଦ। ଯେଉଁ ସେବାୟତ ମାଧ୍ୟମରେ ସେ ଯାଇଛି,ସେ ସେବାୟତ କୁ ବ୍ୟାନ କରାଯାଉ।

  • @subashsahoo3527
    @subashsahoo3527 Před měsícem

    ସେବାୟତ ମାନେ ଟଙ୍କା ନେଇ ଛାଡ଼ି ଥାଇପାରନ୍ତି ଅରବିନ୍ଦ ଭାଇ ଅଶେଷ ଅଶେଷ ଧନ୍ୟବାଦ୍ ଜୟ ଶ୍ରୀ ଜଗନ୍ନାଥ 🙏🙏🚩

  • @gunanidhinaik3699
    @gunanidhinaik3699 Před měsícem

    ଜୟ ଜଗନ୍ନାଥ

  • @natabaranaik5026
    @natabaranaik5026 Před měsícem

    Koda,padakhepa,neithibaru,collectorku,bahut,dhanyabad.

  • @ashokkumarmishra1193
    @ashokkumarmishra1193 Před měsícem +1

    👏👍

  • @littlequeenrakhi
    @littlequeenrakhi Před měsícem

    Very nice disistion thanks 👍👍👍👍👍👍👍

  • @mohitakumarnayak2316
    @mohitakumarnayak2316 Před měsícem

    Jai jagannath

  • @hrudanandadash917
    @hrudanandadash917 Před měsícem

    Congratulations to Aurobindo sir

  • @hemantapradhan6406
    @hemantapradhan6406 Před měsícem

    Nice Step

  • @santoshbehera1687
    @santoshbehera1687 Před měsícem

    ରଥ ଉପରକୁ ଯିବାକୁ ଗୋଟିଏ limitation କରାଯାଉ । ସର୍ବ ମୋଟ ୨୦ ଜଣ ଭିତରେ ରହିଲେ ଭଲ ହୁଅନ୍ତା ।

  • @subratkumarrautara2460
    @subratkumarrautara2460 Před měsícem +4

    Ethi paain sebayat Mane kichhi ta ansare dayii

  • @tusarkantanayak6084
    @tusarkantanayak6084 Před měsícem

    ଏଇ ଦୁଇଜଣ ନା ଆଉ ଅଛନ୍ତି

  • @HappyBaseballEquipment-dl8ni

    🎉 thik karicanti 🙏👍👍👍

  • @bharatyog10
    @bharatyog10 Před měsícem +2

    Ehi 11jania team ..anek tathya gupta rakhichanti .jadi gupta rakhiba kholuthila kahinki ratnabhandar..eie nischita eka sadayantra...kan video hela kahin cctv ..ehi 11 jania team kan ekadasa rudra ..lovare kimba bhayare emane ratnabhandar tathya gupta rakhichanti...egudika luti nebe sabu...sabu live karajau

  • @biprapriya
    @biprapriya Před měsícem

    Cordon pass system ବନ୍ଦ କରାଯାଉ । ଏ ବର୍ଷ ଗୁଣ୍ଡିଚା ଯାତ୍ରା ଦିନ cordon ଭିତରେ pass ଧାରିଙ୍କ ସଂଖ୍ୟା ଅସମ୍ଭବ ଭାବେ ବଢି ଯାଇଥିବା ର ଦେଖା ଯାଇଥିଲା, ଯେଉଁଥି ପାଇଁ ଭିଡ ଅସମ୍ଭାଳ ହୋଇ ଥିଲା ଏବଂ ଅନେକ ମୃତାହତ ହୋଇ ଥିଲେ। ଦେଖାଯାଉଛି କିଛି ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟବସାୟୀ ଏବଂ ବ୍ୟକ୍ତିବିଶେଷ ନିଜର ଅର୍ଥ ବଳରେ ଏହି cordon pass ହାତେଇବାରେ ସକ୍ଷମ ହେଉଛନ୍ତି ଏବଂ cordon ଭିତରେ ପ୍ରବେଶ କରୁଛନ୍ତି। ଯେଉଁଥିପାଇଁ ସାଧାରଣ ଭକ୍ତ ମାନେ ନାନା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ଏଠି ମନରେ ପ୍ରଶ୍ନ ଉଠେ କି ଭଗବାନ କଣ କେବଳ ଧନୀ ଏବଂ ପ୍ରଭାବଶାଳୀ ମାନଙ୍କ ପାଇଁ। କଣ କେବଳ ସେଇମାନେ ନିଜର ଅର୍ଥ ବଳରେ ଭଗବାନଙ୍କୁ ଦର୍ଶନ କରିବେ ?? ଆଉ ଗରିବ ମଳି ମୁଣ୍ଡିଆ ଟିଏ ଏଥିରୁ ବଞ୍ଚିତ ହେବ । ତେଣୁ ସରକାରଙ୍କୁ ବିନୀତ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ଆଗାମୀ ବର୍ଷ ମାନଙ୍କରେ ଏହି cordon pass ବ୍ୟବସ୍ଥା ରେ ସୁଧାର ଆଣିବେ ।

  • @madhabanandaswain4695
    @madhabanandaswain4695 Před měsícem

    ରଥ ଉପରେସେବୟତଙ୍କ ସଂକ୍ଷା ହେଇ ଯାଉଛି ଠାକୁରଙ୍କୁ ସାଧାରଣ ଲୋକ ଦର୍ଶନ କରି ପାରୁନାହାନ୍ତି,ଦୟାକରି ଏବିଷୟରେ ଆଲୋଚନା କରି ସଂକ୍ଷ କମାଇ ଦେବା ଦରକାର

  • @harekrishnatripathy7344
    @harekrishnatripathy7344 Před měsícem +1

    ପ୍ରଶାସକ କଣ ସବୁ ଚିନ୍ନି ପରିବେକି. ଯେଉଁ ପାର୍ଟିହାରୀ scope ଦେଉଛନ୍ତି ତାଙ୍କୁ punishment ଦରକାର

  • @AlinaDas-wg1ht
    @AlinaDas-wg1ht Před měsícem

    Jay balabhadra Jay jagannath Jay maa subhadara 🙏🙏🙏😭😭😭

  • @harekrishnatripathy7344
    @harekrishnatripathy7344 Před měsícem +1

    ପ୍ରତିହାରୀ କାହିଁକି ଦୋଷୀ ହେବେ ନାହିଁ

  • @BharatiBeura
    @BharatiBeura Před měsícem

    🙏🙏

  • @shyampaligudia3550
    @shyampaligudia3550 Před měsícem

    Good step ନେଇଛନ୍ତି ଅରବିନ୍ଦ ବାବୁ

  • @subhambhanja187-xg3ii
    @subhambhanja187-xg3ii Před měsícem +2

    Hlw otv 🎉

  • @PradipkumarRoutray-yr9ic
    @PradipkumarRoutray-yr9ic Před měsícem

    DHANYABAD ARAVIND PADHI SIR

  • @manoranjanmullick3487
    @manoranjanmullick3487 Před měsícem

    🙏🏿 uchit padakhep 🙏🏿

  • @ChandramaniSethi-fk5ei
    @ChandramaniSethi-fk5ei Před měsícem

    Prasasaknkar
    Niti
    Niamku
    Thakur.sahahuantu

  • @manbodrana5313
    @manbodrana5313 Před měsícem

    ସେ କିଏ ନାମ କଣ କେଉଁଠାରେ ଘର କେଉଁ ଥି ପାଇଁ ରଥ ପଢିଥିଲେ କିଏ ସୁଯୋଗ ଦେଇଥିଲେ ।

  • @raghunathmohanty6929
    @raghunathmohanty6929 Před měsícem

    ଏହି ଦୁଇଟା ସରକାରୀ ଚାକିରିଆ.

  • @pravakarbehera3618
    @pravakarbehera3618 Před měsícem

    IDENTYCARD INSEVAYAT

  • @RajeshSahu-yi8ik
    @RajeshSahu-yi8ik Před měsícem

    Nama kaha

  • @rabindranathmishra7809
    @rabindranathmishra7809 Před měsícem

    Dr padhi sir nku🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️🌹🌹🌹🌹🌹🌹🌹🌹🌹🙏🙏

  • @bhabagrahidas2385
    @bhabagrahidas2385 Před měsícem

    Jeal ଦଣ୍ଡ ଦିଆଯାଉ

  • @harprasadsenapati3945
    @harprasadsenapati3945 Před měsícem

    Baas sasana yemiti heba darakara heuchi tahahele sabu thik hoijiba

  • @user-rx2he3kd3y
    @user-rx2he3kd3y Před měsícem +1

    🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞

  • @sudhirkumarjena8508
    @sudhirkumarjena8508 Před měsícem

    Hata kn total sebayat jie neithibe tanka tanka pakhare thibe ma

  • @arunsinha9089
    @arunsinha9089 Před měsícem

    Kehi jane Sebayata ethire involve thiba

  • @user-sf1zl3hn8s
    @user-sf1zl3hn8s Před měsícem +1

    Sia..Salaku..Baliki..pita

  • @user-dx2zj5jh7v
    @user-dx2zj5jh7v Před měsícem

    Ana sebayat ku pass dela kie

  • @Satyajit_Parida.
    @Satyajit_Parida. Před měsícem +1

    ITS A SECURITY THREAT YOU DONT KNOW WHO IS HE
    PLEASE AWARE OTHERWISE THIS IS A SERIOUS CONDITIONS YOU NEVER KNOW WHO COME NEAR TO THE IDOL ITS REALLY CONCERNED BECAUSE YOU KNOW WHAT I WANT TO SAY

  • @BabulaKarna-yl3lp
    @BabulaKarna-yl3lp Před měsícem

    Tadanta karajau

  • @user-ym6dw2ow9e
    @user-ym6dw2ow9e Před měsícem +2

    ଏ ଆଦିମ କୋ ଢୁକାଦୋ, ଓ ଦେଶ ଦ୍ରୋହୀ ଅଛେ l

    • @rajkapoor9830
      @rajkapoor9830 Před měsícem

      ଓଡ଼ିଆରେ କଣ ବାଧୁଛି?

    • @Anonymous-so7ju
      @Anonymous-so7ju Před měsícem

      ଇଏ କି ବାଳ ଭାଷା । 😂😂

  • @satyabratasahoo1856
    @satyabratasahoo1856 Před měsícem

    Chadheila kie,sevayat bhai maane kn bhanga khaai ki rahuchnti,janiparunhnti tanka nija bhai mamaku

  • @rakeshnayak9174
    @rakeshnayak9174 Před měsícem

    Right thik karichanti Jay Jagannath

  • @RajeshSahu-yi8ik
    @RajeshSahu-yi8ik Před měsícem

    Takka Dele Sebajata Mane
    Sabu Aniya karanti

  • @HukumiSabar-wd8xq
    @HukumiSabar-wd8xq Před měsícem

    Sebayata,ku chapala re piti bahara kara

  • @user-iv7xp3ji5l
    @user-iv7xp3ji5l Před měsícem

    I card kara sebayata manakara

  • @satyakantabehera7889
    @satyakantabehera7889 Před měsícem +1

    Give id card

  • @user-zo9bu4wu2e
    @user-zo9bu4wu2e Před měsícem

    Jea sangareacchi kahedea nahele jail jeba

  • @NirupamaJani-yb1vm
    @NirupamaJani-yb1vm Před měsícem

    Phone no nebaku pai lagukale bhal heba

  • @gangotridassahu9308
    @gangotridassahu9308 Před měsícem

    A sabu sabayat manako kamo ......

  • @user-zl8cj2sx2v
    @user-zl8cj2sx2v Před měsícem

    Mala elok sabu dosha ladidebe
    Janiba

  • @arunsinha9089
    @arunsinha9089 Před měsícem

    Sebayata vitare tankara nati au ana nati jaichanti ki mobile dhari

  • @aprameya6623
    @aprameya6623 Před měsícem

    Jail re pasao ei lokaku

  • @devkhara4625
    @devkhara4625 Před měsícem

    Gale to gale tanku kahiki insult karucha bhalare bujheithile heinathanta ki

  • @user-rx2he3kd3y
    @user-rx2he3kd3y Před měsícem +1

    🗼📻🗼📻🗼📻🗼📻🗼📻🗼📻🗼📻🗼

  • @srustidhardey5817
    @srustidhardey5817 Před měsícem +1

    BJD Gunda ହୁଇ ଥିବ

  • @alokpradhan7125
    @alokpradhan7125 Před měsícem

    Ae ta bjp ra chal re dhan😅😅

  • @flackgamer288
    @flackgamer288 Před měsícem

    Sebayat Mane amaniya.

  • @shiharannbehera7097
    @shiharannbehera7097 Před měsícem

    Paisa neiki sebayat mane chaduchanti

  • @flackgamer288
    @flackgamer288 Před měsícem +1

    Nikama police BJP

  • @lalitmohanjena3497
    @lalitmohanjena3497 Před měsícem

    Tame kete paisa khaiki Ratha ku cadoucha

  • @arunsinha9089
    @arunsinha9089 Před měsícem

    Suna besa re 3 ta generation dhari aasantu nahi daita pati mane.