Cameraman Manas Murder Case: Sharmishtha Rout Cries During Crime Branch Interrogation || KalingaTV

Sdílet
Vložit
  • čas přidán 28. 03. 2022
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We always believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    CZcams: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #COVID19 #Coronavirus #KalingaTV

Komentáře • 352

  • @madhusmitamohanty1882
    @madhusmitamohanty1882 Před 2 lety +74

    କଥା କୁ ଟିକେ ଅଟିରଞ୍ଜିତ କରି କହୁଛନ୍ତି
    ଭୋ ଭୋ ହେଇ କାନ୍ଦିବ ତମେ ଶୁଣିଛ?
    ଯୋଉ ନାରୀ ଜଣେ ନିରୀହ ଲୋକ କୁ ନିଜ ସ୍ବାର୍ଥ ପାଇଁ ହତ୍ୟା କରି ପାରିବ,ସେମିତି ନାରୀ ଭୋ ଭୋ ହେଇ କାନ୍ଦିବ?
    କଥାଟା ବିଶ୍ୱାସ ହେଉ ନାହିଁ

    • @sanjaymahantasp3237
      @sanjaymahantasp3237 Před 2 lety +6

      Semiti ନାରୀ ଭୂ ଭୁ ହେଇ କାନ୍ଦିଲେ ବି ଛାଡ଼ିବା a କଥା ନୁହଁ

    • @shivamkisku519
      @shivamkisku519 Před 2 lety +5

      Se drama karuchi

    • @satyabratasethi444
      @satyabratasethi444 Před 2 lety +3

      @@sanjaymahantasp3237 exactly

    • @srutikantanayak1142
      @srutikantanayak1142 Před 2 lety

      X5 X6 X6 ft

    • @user-sr4dy6uv3f
      @user-sr4dy6uv3f Před 2 lety

      @@sanjaymahantasp3237 ଭୋ ଭୋ ହେଇ କାନ୍ଦିଲେ ବି ଶର୍ମିଷ୍ଠା କୁ କେବଳ non stop xxx ମାଡ଼ ଦରକାର.

  • @arabindam
    @arabindam Před 2 lety +50

    ଆଉ ସେ ବେଧେଇ ସୋନାଲି ନନ୍ଦ, ରାଣ୍ଡି ବିଦ୍ୟା ଭାରତୀ, ତପସ୍ୱିନୀ ପ୍ରତି ଏତେ ଅନୁକମ୍ପା କଣ ପାଇଁ ?? ରାଣ୍ଡି ଗୁଡ଼ାଙ୍କୁ ଗୁଳି କରି ଦେଉନ

    • @jyotshnamohanty8083
      @jyotshnamohanty8083 Před 2 lety +2

      Tapaswani ta swami ku paiba pain chauchi . Any jhia bhali mariba pain nuhe

    • @maheswartudu4617
      @maheswartudu4617 Před 2 lety

      Right bhaai

    • @arabindam
      @arabindam Před 2 lety +2

      @@jyotshnamohanty8083 ଆଗରୁ କୁଆଡେ଼ ସେ ଯାଇ ଥିଲା ?? ସେ viral video ସବୁ ଦେଖୁଛ ?? ସେ ଟୋକି କେମିତି ସୁମିତ କୁ blackmail କରିଛି

    • @jyotshnamohanty8083
      @jyotshnamohanty8083 Před 2 lety

      Bhai mu bujhuchi tuma Katha .but alaga jhia mane ta jibana ta Pura nei jauchanti .se neini naa .

    • @madhusmitamohanty1882
      @madhusmitamohanty1882 Před 2 lety +3

      @@jyotshnamohanty8083
      ଜଣେ ନ ମରି ଭି ସବୁଦିନେ ମରୁଛି
      Sumeet ନିଜେ ହିଁ କହୁଛନ୍ତି, Tapaswini ତାକୁ ଓ ତା ପରିବାର କୁ କେମିତି ଟର୍ଚର କରୁଛି
      ଏଇ ଜନ୍ମ କଣ ସାତ ଜନ୍ମ ରେ ଭି ସେ ତା ସାଙ୍ଗରେ ରହିବେନି

  • @samalsingh522
    @samalsingh522 Před 2 lety +50

    କୁକର୍ମ କରିଥିବା ପେଡିର ରହସ୍ଵ ବର୍ତ୍ତମାନ ଧୀରେ ଧୀରେ ପେଟ ଭିତରୁ ଉଗାଳୀବେ, ପାପ କେବେ ଲୁଚିରହେନ

  • @bichitrasamal1082
    @bichitrasamal1082 Před 2 lety +19

    ଖଜୁରୀ ଗଛର କି ଗୁଣ ଗାଇବି ମୁଳରୁ ପାହାଚ ପାହାଚ

  • @uksvvc4516
    @uksvvc4516 Před 2 lety +20

    କାଇଁ ଭୋ ଭୋ କାନ୍ଦିବାର ଦୃଶ୍ୟ ଟା ତ ଦେଖାଯାଉ ନାହିଁ l 😄😄😄😄😄

    • @sumantakumar1777
      @sumantakumar1777 Před 2 lety

      😃😃😃

    • @madhusmitamohanty1882
      @madhusmitamohanty1882 Před 2 lety +1

      ସେ କାହିଁକି କାନ୍ଦିବ?
      ତାର ହୃଦୟ ରେ feelings ଥିଲା ପରି ଲାଗୁଛି?
      ନାରୀ ଜାତିର କଳଙ୍କ ସେ

  • @mkmusicentertainment4829
    @mkmusicentertainment4829 Před 2 lety +40

    ଏବେ କୁହ ଖାଲି ଫାସୀ କେବେ ହେବ l

    • @user-sr4dy6uv3f
      @user-sr4dy6uv3f Před 2 lety +4

      ଫାଶୀ ନୁହେଁ, କେବଳ non stop xxx ମାଡ଼ ପାଇଁ କୋର୍ଟ ଦଣ୍ଡ ବିଧାନ କଲେ, ଅନ୍ୟ ବେଧେଇ ମାନଙ୍କ ପାଇଁ ଉଚିତ ଶିକ୍ଷା ହେବ.

  • @ratnakarbiswal2264
    @ratnakarbiswal2264 Před 2 lety +63

    ଏମାନଙ୍କୁ ଏନ କାଉଣ୍ଟର କରିଦେବା କଥା ଏମାନଙ୍କ ପାଇଁ ଏତେ ପଇସା gov ର ଖର୍ଚ୍ଚ ହଉଛି

    • @madhusmitamohanty1882
      @madhusmitamohanty1882 Před 2 lety +3

      Goverment ର ନୁହେଁ ସବୁ ଆମ tax ପଇସା
      ଏମାନେ ଲୀଳା କରିବେ ,କାଣ୍ଡ କରିବେ ,ତାଙ୍କୁ ଏତେ ଖାତିର କଣ ପାଇଁ?

    • @nilakantkara6591
      @nilakantkara6591 Před 2 lety +1

      ନା ଭାଇ ଶର୍ମିଷ୍ଠା ର ଵିଆ ରେ ଟଙ୍କା ପୁରାଇ ଦବକଥା

  • @manojsahoo7284
    @manojsahoo7284 Před 2 lety +38

    କ୍ରାଇମବ୍ରାଞ୍ଚ ଏହା ପୂର୍ବରୁ ସୈମ୍ୟ ମହାପାତ୍ର କୁ ମମୀତା କୁ ନ୍ୟାୟ ଦେଇଛନ୍ତି କେମ୍ୟରାମ୍ୟନ କୁ ନ୍ୟାୟ ଦେବେ

  • @annapurnadhal4886
    @annapurnadhal4886 Před 2 lety

    Thanks 👍

  • @khedubaralebadia2426
    @khedubaralebadia2426 Před 2 lety

    Thank God

  • @jayhind2547
    @jayhind2547 Před 2 lety +13

    ଏ ବେଧେଇ ମାନଙ୍କୁ ପୁରୁଷ ଜେଲ ରେ ଛାଡି ଦେବା ବହୁତ ଭଲ ବେଶୀ ଗରମ ହୋଉଛି ନା ଥଣ୍ଡା ପଡ଼ିଯିବ 😡

  • @muodia2002
    @muodia2002 Před 2 lety +29

    କୁମ୍ଭିର କାନ୍ଦଣା

  • @sanjitjena9984
    @sanjitjena9984 Před 2 lety +26

    Besya lady sarmistha ku fasi diajau

    • @justfun3185
      @justfun3185 Před 2 lety +2

      Right

    • @gopalm1135
      @gopalm1135 Před 2 lety

      NAVEEN PATTNAIK JAHA PAKSHA SEMANE HI DOSHO AAU BADMAS HEITHEBE SHARMISTHA AAU MANAS DUI JANA RE JANE

  • @bhabagrahibehera8040
    @bhabagrahibehera8040 Před 2 lety +16

    ସବୁ ମାନିବାକୁ ବାଧ୍ୟ,,,ମନେ ପଡିଯିବ ପିଲାଦିନର କଥା,, ପ୍ରଥମ ବାହାଘରର ଅନୁଭବ ଓ ସ୍ଵାମୀ, ପୁତ୍ର ର ବିଦାୟକାଳୀନ ସମ୍ଭାଷଣ ଏବଂ ନୂଆ ପାଇଲଟ୍ ଙ୍କ ସହିତ ଜାହାଜ ଚଳାଇବା ର ଅନୁଭୂତି,, କେବଳ ଶର୍ମିଷ୍ଠା ନୁହେଁ ଏମିତି ଅନେକ ଶର୍ମିଷ୍ଠା ଲୁକ୍କାୟିତ ଭାବେ ଅଛନ୍ତି,, ସେମାନେ ଏବେଠାରୁ ସୁଧୁରିବା ଉଚିତ୍। ସାବିତ୍ରୀ ବ୍ରତ ଶର୍ମିଷ୍ଠା କରୁଥିଲେ କି,,? କେତେ ଜଣ ସ୍ଵାମୀ ଙ୍କର ଶର୍ମିଷ୍ଠା ଗୋଟିଏ ବୋଲି ଅଲିଅଳି ସ୍ତ୍ରୀ ଥିଲେ ତାହା ସଠିକ ହେଲେ ସବୁ ଭଦ୍ର ମୂଖା ଖୋଲିଯିବ। ଆଇନ୍ ତା ବାଟରେ ଯିବ, ଏଥିରେ ବ୍ୟତିକ୍ରମ ହେବନି।

  • @lakhikantakandi7193
    @lakhikantakandi7193 Před 2 lety

    Thank

    • @knowledgeabouteverythingby3172
      @knowledgeabouteverythingby3172 Před 2 lety

      ଯେଉଁମାନେ କେବେବି ବିଦ୍ୟାଳୟକୁ ଯାଇନାହାନ୍ତି ସେମାନେ ମଧ୍ଯ ଇଂରାଜୀ ଭାଷାରେ କଥାବାର୍ତ୍ତା କରିବେ-czcams.com/video/YkGceZIa09Y/video.html ।Full basic video-czcams.com/video/cRyXj_6EeeQ/video.html.. ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଯାହା ଦ୍ବାରା ସେମାନେ ବି benifits ପାଇପାରିବେ।ଓଡିଆରେ କଥାବାର୍ତ୍ତା କରୁଥିବା କିଛି ବାକ୍ୟ ବର୍ତ୍ତମାନ ଇଂରାଜୀରେ କଥାବାର୍ତ୍ତା କରିବା ସହଜରେ ଶିଖନ୍ତୁ,ଯାହା ଫଳରେ ଆଉ କାହା ଆଗରେ ନରଭସ୍ ହେବେ ନାହିଁ କି ଲଜ୍ଜିତ ହେବାକୁ ପଡିବ ନାହିଁ। ଆପଣଙ୍କ ପିଲାମାନଙ୍କୁ ମଧ୍ଯ ଘରେ ବସି ଫ୍ରୀ ରେ ଇଂରାଜୀ ଶିଖାନ୍ତୁ ଯାହା ଫଳରେ ସେମାନେ ଆଉ ଭବିଷ୍ଯତରେ ହଇରାଣ ହେବେ ନାହିଁ।ବହୁତ ଭିଡିଓ upload ଅଛି ଯାହା ଦ୍ବାରା ଆପଣ ବି ନିଜ ପିଲାମାନଙ୍କ ସହିତ ଇଂରାଜୀ ଭାଷାରେ କଥାବାର୍ତ୍ତା କରିପାରିବେ ସହଜରେ।czcams.com/video/IFKHkexlPtc/video.html ଧନ୍ଯବାଦ🙏

  • @sbmaharana9258
    @sbmaharana9258 Před 2 lety +24

    ଏ ତତ୍ପରତା ସୌମ୍ୟ ଵିଦ୍ୟା case ରେ ହେଇପାରିଲାନି। ବିଗତ କିଛି cases ବି unsolved ହେଇ ରହିଗଲା। ନ୍ୟାୟ ର ଅପେକ୍ଷା ରେ ସମସ୍ତେ ରହିଲେ... 🙏

  • @24WFO
    @24WFO Před 2 lety

    Good👍

  • @madhusmitamohanty1882
    @madhusmitamohanty1882 Před 2 lety +32

    ଏବେ କାନ୍ଦିଲେ କଣ ହେବ?
    ମାନସ ଙ୍କ ମା କାନ୍ଦ ଦେଖା ଯାଉନି?
    ନିଜର ଅନୈତିକ ସମ୍ୱନ୍ଧ ଲୁଚେଇ ବା ପାଇଁ ଜଣେ ନିରୀହ ପିଲା କୁ ମାରି ଦେଲ?
    ତା ବାପା ମା ଙ୍କୁ ସାରା ଜୀବନ ପାଇଁ ଦୁଃଖ ଦେଲ?
    ତାଙ୍କର ଗୋଟିଏ ବୋଲି ରୋଜଗାରିଆ ପୁଅ ଥିଲା,ସେମାନେ ଏବେ କରିବେ କଣ?

  • @uksvvc4516
    @uksvvc4516 Před 2 lety +14

    ତମେ କହୁଛ କଣ ଦେଖାଉଛ କଣ ଆଉ ଲେଖୁଛ କଣ 😂😂ତମର ଟିକେ ବି ବିଶ୍ୱାସ କରି ହେବ ନାହିଁ.... I

  • @rajukuanr4746
    @rajukuanr4746 Před 2 lety

    Good

  • @manojkumarofficial6929

    Super sir 👍👍

  • @ratnimanikisku266
    @ratnimanikisku266 Před 2 lety +6

    କାନ୍ଦ ଶୁଣିବାକୁ ଇଚ୍ଛା ହଉଛିରେ ଭାସ୍କର ନହେଲେ କେମିତି ବିଶ୍ଵାସ କରିବୁ ତମେ ସତ କହୁଛ ବଲି

  • @swarnarekha4195
    @swarnarekha4195 Před 2 lety

    Right

  • @gobindnayak7219
    @gobindnayak7219 Před 2 lety

    Very good News Thank you.Good Morning.🙏

  • @sushantkumarnahak3325
    @sushantkumarnahak3325 Před 2 lety

    Nice video

  • @saraswatimahanta6808
    @saraswatimahanta6808 Před 2 lety +6

    ଗାଲ ଗୁଡା ରେ କୁଚି କୁଚି ତା ପେଟରୁ କଥା ବାହାର କର। ସେ କାନ୍ଦୁ , ପାରୁଚ ହେଲେ ତା ଆଖି ଦୁଇଟି ଫୁଟେଇ ଦିଅ। ସେ ଗୋଟେ ନିରୀହ ପିଲାକୁ ମାରିଚି ତା ଘର ଉଜାଡିଚି ମାନେ ତାକୁ ଛାଡ ନାହିଁ।

  • @debendra1992
    @debendra1992 Před 2 lety

    ଧନ୍ୟବାଦ କ୍ରାଇମବ୍ରାଞ୍ଚ

  • @kshanadamishra3990
    @kshanadamishra3990 Před 2 lety +5

    Crime branch ବାବୁ ମାନେ ଏଇ case ରେ ତ ଏତେ ତତ୍ପରତା ର ସହିତ ତଦନ୍ତ କରିପାରିଲ. Location, ATM transaction ସବୁ... ହେଲେ କିଛି case re ସମ୍ପୂର୍ଣ ପ୍ରମାଣ ଥାଇ ମଧ୍ୟ ଆଖୀ ଥାଇ ଅନ୍ଧ ଭଳି ଅଭିନୟ କରୁଚ କାହିଁକି? କାହା ନିର୍ଦେଶ ରେ ???

    • @arabindam
      @arabindam Před 2 lety

      BJD ସରକାର୍ କୁ ବଞ୍ଚାଇବା ଉଦ୍ୟେଶ ରେ

  • @amrjitbiswal7243
    @amrjitbiswal7243 Před 2 lety +19

    ବେସ୍ୟାନି କୁ ଫାସୀ ହେଉ

  • @tofusingh297
    @tofusingh297 Před 2 lety +14

    Confession before police is not taken as evidence court

  • @BijayKumar-se1ce
    @BijayKumar-se1ce Před 2 lety

    ଏ ମାନଙ୍କୁ ଗୁଳି ମାରିଦିଅ ଗାଡ଼ିରେ ନେଇ ବୁଲେଇ ଜେରାକରୀ ପଇସା ଖରାପେ କରନ୍ତୁ ନାହିଁ

  • @bipinkishorenayak9573
    @bipinkishorenayak9573 Před 2 lety +3

    It has no meaning to cry after creating brutal murder .The society will never forgive her even if she got released by the honorable court due to lack of evidence .

  • @sitaramdhangadabhuyan6845
    @sitaramdhangadabhuyan6845 Před 2 lety +15

    Sarmista ku fasidia ho sarkar

    • @healer278
      @healer278 Před 2 lety +1

      Nai dian ho ethir pachre bad lokar hath thiba

  • @Dailymessageofhope
    @Dailymessageofhope Před 2 lety +25

    ଟିକେ ଧିରେ କୁହୋ । Don't fool the people of Odisha by just shouting.
    Most of the news channels are only shouting along with background music to stimulate the people. It's so irritating.

    • @oramabhisek1419
      @oramabhisek1419 Před 2 lety

      Right

    • @kalkikd8024
      @kalkikd8024 Před 2 lety

      ଗୋଟିଏ ଅପରାଧ ଜନିତ ଖବରକୁ ଆପଣ କୋମଳ କଣ୍ଠ ଓ ମନ୍ଥର ଗତିରେ କିପରି ଉପସ୍ଥାପନ କରିପାରିବେ ?

  • @gitanjalirout9774
    @gitanjalirout9774 Před 2 lety

    😳

  • @gnyanray101
    @gnyanray101 Před 2 lety +16

    Sharmishtha aau niranjan ku aauthare milamisa karibaku dia.

    • @madhusmitamohanty1882
      @madhusmitamohanty1882 Před 2 lety +2

      କଣ ପାଇଁ ଏତେ ଦରଦ?
      ପୁଣି ଆଉ ଏକ ମାନସ ବଳୀ ପଡ଼ିବ , ସେଥିପାଇଁ?

    • @manishanaik1076
      @manishanaik1076 Před 2 lety +1

      Are sea majak re kahu6anti

  • @parsuramnayak4093
    @parsuramnayak4093 Před 2 lety +7

    Satejemiti Newsbala Sabu dekhuthila.kaothi kanduchi phatota chhadilu, Ao kijera karichi Tikia Amaku dekha.

  • @nirmalchandraray4975
    @nirmalchandraray4975 Před 2 lety

    goodmorning s of our suncribrt

  • @avinashbeaura8382
    @avinashbeaura8382 Před 2 lety

    Good job Odisha police salute u guys

  • @frenchwindow65
    @frenchwindow65 Před 2 lety

    Pls

  • @ahuman5934
    @ahuman5934 Před 2 lety +2

    ପୋଲିସ ପ୍ରଶାସନର ଅପାରଗତା କୁ ତ ତମ channel ଏମିତି highlight କରୁନାହିଁ !

  • @radhikaarlia5783
    @radhikaarlia5783 Před 2 lety

    Good job odisha Crime branch 🙏tq so much

  • @odia_pila_creation
    @odia_pila_creation Před 2 lety +2

    ଏଭଳି ଓଡିଶା ପୋଲିସ ଯଦି ଆଗକୁ କାମ ଜାରି ରଖେ ,ତେବେ ଓଡିଶା ଲୋକ ଦୋଷ କରିବାକୁ ଡରିବେ।

  • @satyabratasethi444
    @satyabratasethi444 Před 2 lety +2

    Kandile cameraman feri asi paribani, need severe n strict action against culprits

  • @pramodbehera1374
    @pramodbehera1374 Před 2 lety +15

    ବେକାର କ୍ରାଇମ ବ୍ରାଞ୍ଚ କିଛି ସତ କଥା ମିଳିବନି

  • @gopalkrushna6983
    @gopalkrushna6983 Před 2 lety +2

    But there is no results

  • @050505127
    @050505127 Před 2 lety

    Encounter karajau

  • @satyabhau69
    @satyabhau69 Před 2 lety +5

    ବିଦ୍ୟାଦିଦି ଙ୍କୁ କେବେ ଧରିବ ?

  • @mamymohanty2501
    @mamymohanty2501 Před 2 lety +1

    Samastanku fasi darkar. Kintu habani dhere dhere sabu luchijiba. Aji parjyanta kete jana nyaya paichanti? Jaha kale b kichhi habani.

  • @prasantadas2580
    @prasantadas2580 Před 2 lety

    ହଉ ଦେଖି ବା Crime branch କଣ ଛୋଡିବ

  • @binapanipanda9368
    @binapanipanda9368 Před 2 lety +24

    ଏ ସବୁ ଗୋଟିଏ ଗୋଟିଏ ଫାର୍ସ ଦେଖାଉଛନ୍ତି ଉଭୟ ସରକାର ଓ ପ୍ରଶାସନ ମିଶି। ଏଗୁଡା ଦେଖି ଦେଖି ବିରକ୍ତି ଆସି ଗଲାଣି ମନରେ। ଜୟ ଜଗନ୍ନାଥ 🙏🙏

  • @gopabandhumahapatra6722
    @gopabandhumahapatra6722 Před 2 lety +1

    A-E mananku kana jail heba ? ? ? ? ?
    If Ministers are involved.

  • @animeshrout3686
    @animeshrout3686 Před 2 lety

    Not much expected in this case.

  • @rajathansdah9718
    @rajathansdah9718 Před 2 lety

    Plz encounter

  • @EkBharatiya92
    @EkBharatiya92 Před 2 lety +1

    I am sure after few days this case will be closed without any justice like Moumita Mehar case

  • @srikantakumarhota6134
    @srikantakumarhota6134 Před 2 lety

    Encounter kar na chahiyea

  • @bhasapathana
    @bhasapathana Před 2 lety

    ନୈତିକ ଶିକ୍ଷା ଅଭାବରୁ ମାନବ ଦାନବ ହୋଇ ଯାଉଛି

  • @dinabandhunayak9563
    @dinabandhunayak9563 Před 2 lety

    Tanku kara

  • @kamaleshmoharana8868
    @kamaleshmoharana8868 Před 2 lety

    ଆଶ୍ରମ କୁ ଟଙ୍କା ସରକାର ଦେଉନଥିଲେ ମନକୁ ଲଙ୍ଗଳା ଭୀଡିଓ ବେଧବେପାର କରି ଫୁଲ ତୋଡା ଦିଆନିଆ ହେଉଥିଲେ,ଏବେ ଧରାପଡିବା ପରେ ସରକାର ଦୋଷ ଛଡାଇ ସଫେଇଦେଇ ସୁହାଇଲା ଭଳି ନିଉଜ ଲୋକଙ୍କ ପାଇଁ ପ୍ରସ୍ତୁତି ହେଉଛି,ଧିକ ଏ ଶାସନ

  • @sriaurobindoashram7473

    ତା ବାପ ଘର ଶାଶୁ ଘର ଲୋକଙ୍କୁ ଡାକି କୁହନ୍ତୁ ଭଲ ଲାଗିବ ଘର ଲୋକ ଜାଣିଲେ

  • @rajukuanr4746
    @rajukuanr4746 Před 2 lety

    Police handle case quickly

  • @santosnayak4989
    @santosnayak4989 Před 2 lety +1

    Kichi case solved habani Bhai kai time lose karucha news dekheiki

  • @frenchwindow65
    @frenchwindow65 Před 2 lety

    Kemiti janile apana Mane

  • @rchoudhury4977
    @rchoudhury4977 Před 2 lety

    Bhai answer Kan dele

  • @pradeepsasmal1523
    @pradeepsasmal1523 Před 2 lety

    Give him fasi

  • @aprameya6623
    @aprameya6623 Před 2 lety

    Odisha re ete bhala news , hey prabhu 😳

  • @travelformat5280
    @travelformat5280 Před 2 lety +1

    Sabu kheladi gotay jaga re thilay....camera man bhai ra demand tikye adhika thila bodhay.....settlement bodhay problem haye gala...a news b next Tuesday Bela ku nathiba...Hou chalu

  • @crpkmishra7484
    @crpkmishra7484 Před 2 lety

    ସେଠିର ରକ୍ଷିତା ଥିଲା ଶର୍ମିଷ୍ଠା।

  • @bichitrakumarswain7420

    ବିନ ଲାଦେନ୍ ପରି famous ହେଇଗଲେ ।

  • @jasomatipatra4902
    @jasomatipatra4902 Před 2 lety +2

    Kichi habani emiti hi crime karichalithibe kichi abhadra rich family members mane.... Emiti re bi mamita, Manab premi Aditya Das puri sevayat.and soumya tanka case bi pending heiki achi mate kai laguni e case final heba boli kahikina eithire pa sabu rich family members mane involve achhanti..... Police khali time weast kariki e sabu karuchi...

  • @mrmanuavlogs6852
    @mrmanuavlogs6852 Před 2 lety

    Soumya bhai paiii emiti chesta karajauuu

  • @srujitkumar1204
    @srujitkumar1204 Před 2 lety

    Are kn qs raw ans tk kahuna!!!

  • @satyanarayanjena964
    @satyanarayanjena964 Před 2 lety

    Good news, Police Pari bhali NATAKA rachiba ki?

  • @chandinisabar7797
    @chandinisabar7797 Před 2 lety

    Kebe justice miliboni se

  • @amitabhsahu9362
    @amitabhsahu9362 Před 2 lety

    କିଛି ଲାଭ ନାହିଁ,bail ରେ ଆସି ପୁଣି ଆରାମ୍ ସେ ବୁଲି ବୁଲି ମସ୍ତି କରିବେ

  • @jhillimohanty6931
    @jhillimohanty6931 Před 2 lety

    ବେଧେଇ ଶର୍ମିଷ୍ଠା ଏତେ ଦିନ ଯାଏ police ଆଖିରେ ଧୂଳି ଦେଇ ଖସିଯାଇଥିଲା
    ବେଧେଇ ଶର୍ମିଷ୍ଠା ମିଛ କହୁଛି
    ଏ ବେଧେଇ କୁ ଫାଶୀ ଦିଅ
    ଆଉ ତା ଭାଇ କୁ ଜମା ଛାଡନ୍ତି
    ଶର୍ମିଷ୍ଠା ବେଧ ଧନ୍ଦା କରୁଥିଲା ।
    ତାର ପ୍ରମାଣ ରଖିଥିଲା ମାନସ ସେଥିପାଇଁ ମାନସ କୁ ମାରିଦେଲା
    ଏ ବେଧ କୁ କଲବଲ କରିକି ମାର ।

  • @jayantikumarisethi7730

    Jahar jibana gala ta paribar ra kasta bhagabana Ku Jana,aparadhi Ku emiti punishment Dia jau se sata Janam re auo emiti kama Kariba nahi,jai Jagannath 🙏🙏🙏

  • @jayjagannathswami4619
    @jayjagannathswami4619 Před 2 lety +1

    Sonali Nanda katha polish kebe bujhibe

  • @jambhu5312
    @jambhu5312 Před 2 lety

    Phasi deidia

  • @dillip.khatei232
    @dillip.khatei232 Před 2 lety

    Hello bhai sahab Tumko Ganjam district Chhatarpur

  • @patttnayakbinood6366
    @patttnayakbinood6366 Před 2 lety

    Sata luchena.Jay Jagannath

  • @bibhuranjanmohapatra484

    Test ru jana padiba
    Kea se badaloko ra hata achi

  • @snehasishmohapatra4126

    ମମିତା, ପରି, କୁନ୍ଦୁଲି ପିଡ଼ିତା, ମାଧାବିଲତା, ସସ୍ମିତା, ସୌମ୍ୟରଂଜନ ଙ୍କୁ ଆମେ ନ୍ୟାୟ ମିଳିବାର ଦେଖିଛୁ 😢😢ଏବେ ମାନସ କୁ ଭି ଜଲଦି ମିଳିଯିବ ଆମେ ଜାଣିଛୁ ...ଶଳା ଗୋଟେ ଗପ କହୁଛନ୍ତି

  • @omesindiana3144
    @omesindiana3144 Před 2 lety

    Direct FASI....

  • @pandabchandrahembram9484

    Ping

  • @Rajababu-gk6kp
    @Rajababu-gk6kp Před 2 lety

    ବେଧ କୁ ଏନକାଉଣ୍ଟର କର

  • @rabinarayandas8694
    @rabinarayandas8694 Před 2 lety

    SIR..EHI.CASE.RE.JADI.FASI.NA.HUE..AHURI.ANEK..BADA..CASE..GHATIBA..DHARMA..KAN.BICHAR..KARUCHI..WAIT...........

  • @rashmisahoo291
    @rashmisahoo291 Před 2 lety

    Oho sunile voice ta irritate laguchi.

  • @newsouthmovies3076
    @newsouthmovies3076 Před 2 lety

    Kichi karepareba nahi
    Political is very powerful in odisha

  • @mrmr624
    @mrmr624 Před 2 lety +1

    କିଛି ବି ଲାଭ ନାହିଁ , ଏମିତି soumya ,mamita ,pari ଆଦି ବହୁ ଜଣ ଧାଡ଼ି ରେ ଅଛନ୍ତି ତେଣୁ ମାନସ ର number କେବେ ଆସିବ କେହି କହି ପାରିବେନି , ଗେଣ୍ଡା ଶାସନରେ ଏମିତି ହିଁ ହେବ ...........

  • @ashokkumardas1634
    @ashokkumardas1634 Před 2 lety

    Ria Chakrabarti odisha

    • @madhusmitamohanty1882
      @madhusmitamohanty1882 Před 2 lety

      Reha Chokkroborty ' s case is similar to Sonali Nanda
      Sharmistha is Like Indrani Mukherjee
      Nija sampark dhara padijiba Dara re Nija jhia Sina Bohra ku hatya karithila
      Ta husband Peter Mukherjee au kete Jana nka Saha misi planning karithila

  • @JITUSAHOOYOUTUBER1234
    @JITUSAHOOYOUTUBER1234 Před 2 lety

    Why crime team not identify the ACF- Soumya/Mamita & Pari murder case accused ???

  • @Subrat8544
    @Subrat8544 Před 2 lety

    Tk live telecast hele aame mane dekhantu kie sata kahuchi

  • @balrambarik6814
    @balrambarik6814 Před 2 lety

    Ww

  • @Sambit21
    @Sambit21 Před 2 lety

    4&3 pain emiti pray case ghatuchi

  • @subashchandrachoudhury8279

    Crime branch ସବୁ କ୍ଷେତ୍ରରେ ଯଦି ଏମିତି କରନ୍ତି ତେବେ ବହୁତ ଭଲ ଲାଗନ୍ତା

  • @prafullabarik7085
    @prafullabarik7085 Před 2 lety

    ଯଦି ଶର୍ମିଷ୍ଟାଙ୍କୁ କଣ ସବୂ‌ ପ୍ରନ୍ନ ପଚରା ଗଲା ଟଳିଙ୍ଗ ଟିଭି ଜାଣେ ତେବେ ଶର୍ମିଷ୍ଠା କଣ ସବୁ ଉତ୍ତର ରଖିଲେ ତାହା ମଧ୍ୟ କଳିଙ୍ଗ TV କୁ ଜଣା ଥିବ ।

  • @sumantakumarmalla5653
    @sumantakumarmalla5653 Před 2 lety

    Govt. Penalty code starting to all persons, fasi to all persons

  • @sachitranandanayak5214
    @sachitranandanayak5214 Před 2 lety +1

    ପ୍ରଥମେ ନିରଞ୍ଜନ କୁକୁରକୁ ଫାଶୀ ଦିଆ ଯାଉ.. Public ର demand

    • @madhusmitamohanty1882
      @madhusmitamohanty1882 Před 2 lety +1

      ନିରଞ୍ଜନ କୁ କୁକୁର କହି କୁକୁର କୁ ଅପମାନିତ କରନ୍ତୁ ନାହିଁ
      କୁକୁର ଠୁ ବେଶି ବିଶ୍ବାସୀ ଓ ସ୍ବାମୀ ଭକ୍ତ ଏଇ ସଂସାର ରେ ନାହାନ୍ତି
      ଯୋଉ ମାନେ କୁକୁର posi ଥିବେ ସେମାନେ ହିଁ ଜାଣି ଥିବେ

  • @shradhanjalidandapat1581
    @shradhanjalidandapat1581 Před 2 lety +1

    ସତ୍ୟ ହେଉଛି ଅଗ୍ନି ସଦୃଶ୍ୟ ଯେତେ ଲୁଚା ଇଲେ ବି ହୁ ହୁ ହେଇ ଜଳି ଉଥିବ ଯେତେ ଲୁଚିଲେ ବି sharmita ରାଉତ ଗୋଟି ଗୋଟି କରି ସତ କହିବୁ