ନବୀନଙ୍କ ଭଳି ଡୁନ ସ୍କୁଲରେ ପଢି ନାହାନ୍ତି ବୋଲି ମୋହନ ଅଛୁଆଁ କି | Mohan Majhi | Story Dot

Sdílet
Vložit
  • čas přidán 15. 06. 2024
  • Throughout dramatic situation of Odia Mainstream Media, We are dicided to telecast or Publish the Positive Stories and Factual Stories Here. Discovering Inspirational Stories from across and the hidden truths from your core area. We are not running by any Political Leader, Industrialist or Businessman. This Chanel is By The People, Of The People and For The People. Currently we are publishing Both English And Odia Stories. Please Support Us By Subscribe This Chanel.
    Like || Share || Comment || Subscribe

Komentáře • 168

  • @sarojinipal5098
    @sarojinipal5098 Před měsícem +22

    ଜଗନ୍ନାଥ ଚାହିଁଛନ୍ତି ଯେ ମୋହନ ମାଝୀ ମୁଖ୍ୟ ମନ୍ତ୍ରୀ ହୁଅନ୍ତୁ l

  • @lipunbarik5530
    @lipunbarik5530 Před měsícem +23

    ନବୀନ କଣ ସୁନାରେ ତିଆରି କି ,ମୋହନ sir ଙ୍କୁ ପାଇ ଆମେ ବହୁତ୍ ଖୁସି

  • @ranjanmalik044
    @ranjanmalik044 Před měsícem +17

    Mohan maajhi super CM

  • @roshnimohapatra2797
    @roshnimohapatra2797 Před měsícem +9

    ଯାହାର ପାଖରେ ମାନବିକତା ର ସୁନ୍ଦରତା ରହିଥାଏ ସେ ହିଁ ଶ୍ରେଷ୍ଠ ମଣିଷ ଯାହା ଶ୍ରୀଯୁକ୍ତ ମୋହନ ମାଝିଙ୍କ ଚରିତ୍ର ରେ ପ୍ରତିଫଳିତ ହେଉଛି ....

  • @padmini-cz3xt
    @padmini-cz3xt Před měsícem +11

    ଆମ ଦେଶରେ ଭେଦଭାବ ବହୁତ ଅଛି କେବେ ଭେଦଭାବ ର ଅନ୍ତ ଘଟିବ

  • @user-ec9hs7cq7q
    @user-ec9hs7cq7q Před měsícem +14

    ଭାଇ ଏଇମାନେ ଆଦିବାସୀ ମାନଙ୍କୁ ବହୁତ
    ହୀନ ଆଖିରେ ଦେଖନ୍ତି!

  • @MC_Production_
    @MC_Production_ Před měsícem +16

    ନବୀନ କଣ ଭଗବାନ କି?, ସେ କଣ ରାଜ ନୀତି, ଜାଣିଛି, ବୋପା ମାରିଲା, ସେ ଆସିଲା , ମୋହ ନ ମାଝୀ ଜନେ, ନେତା ,ରାଜନୀତି ରେ ପୁରା ଦକ୍ଷ ଅଛନ୍ତି,
    Santal ଲୋକ ବୋଲି କଣ , ଗାଡ଼ି ପାଟୁଚି ସଲା ଙ୍କର ,

  • @hareshchandranaik8065
    @hareshchandranaik8065 Před měsícem +14

    I like Mohan Majhi, he is a good person

  • @sadanandanaik370
    @sadanandanaik370 Před měsícem +14

    ସୁନ୍ଦର କଥା ମନକୁ ଛୁଇଁଲା

  • @duryodhanmahanta7766
    @duryodhanmahanta7766 Před měsícem +15

    ଅନେକ ଲୋକଙ୍କ ଭାବନାକୁ ଆପଣ ବାର୍ତ୍ତା ରେ ରଖିଥିବାରୁ ଧନ୍ୟବାଦ। ବିଚାର କରନ୍ତୁ।👍👍👍

  • @sibapati8437
    @sibapati8437 Před měsícem +3

    Nice cm mohon sir nku mora pranam

  • @ranjansahoo1440
    @ranjansahoo1440 Před měsícem +4

    ମୋହନ ସାର୍ ସବୁଠାରୁ ଭଲ ଲୋକ

  • @subashmurmu753
    @subashmurmu753 Před měsícem +6

    ଯେଉଁମାନେ ମୋହନ ଚରଣ ମାଝୀଙ୍କୁ ଅପମାନ କରୁଛନ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କୁ ସହ୍ୟ କରି ପାରୁ ନାହାନ୍ତି ସେମାନେ ଚାହାଁନ୍ତି ପାଣ୍ଡିଆନ ଭଳି ଚୋର କୁ.. ପାଣ୍ଡିଆନ ଦ୍ୱାରା କିଛି ଖୋଳ ପ୍ରକୃତି ଲୋକ ଫାଇଦା ପାଉଥିଲେ ଏବେ କିନ୍ତୁ ପାଇ ପାରିବେନି ତେଣୁ ଯାହାବି ହଉ ହଜାରେ ଲୋକ ହଜାରେ କଥା କହିବେ ତାଙ୍କ କଥାକୁ କିଏ ବା ଶୁଣେ ଆମକୁ ଦରକାର ଆମ ରାଜ୍ୟର ଉନ୍ନତି ବାସ.. ଜୟ ଜଗନ୍ନାଥ

  • @espaanushya4866
    @espaanushya4866 Před měsícem +5

    I like mohan majhi

  • @soudaminiswain7045
    @soudaminiswain7045 Před měsícem +2

    ଶବର ରାଜା ବିଶ୍ଵବସୁ ନୀଳ ମାଧବଙ୍କୁ ପୂଜାକରିବା କଥା କ'ଣ ଭୁଲି ଗଲେ ହେବ ?
    ଦାସିଆ ବାଉରୀ ହାତରୁ କାଳିଆ ନଡ଼ିଆ ନେବା କଥା କ'ଣ ଭୁଲି ଚାଲ ମୂର୍ଖ ମଣିଷ
    କେହି ଛୋଟ ନୁହେଁ କି କେହି ବଡ ନୁହେଁ
    ଜଣଙ୍କର କର୍ମ ତାଙ୍କୁ ବହୁତ ଆଗକୁ ନେଇ ବହୁତ ବଡ କରିଦିଏ
    ମୋହନ ସାରଙ୍କୁ ତାଙ୍କର ସତ୍ କର୍ମ ର ଫଳ ମିଳିଛି
    ଜୟ ଜଗନ୍ନାଥ🙏🙏🙏🙏🙏🙏🙏
    ସେଥିପାଇଁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି ସଡ଼କର୍ମୀର କେବେ ବି ଆକଲ୍ୟାଣ ହୁଏ ନାହିଁ
    ଦିନକ ଆଗରୁ ବା ଦିନକ ପରେ

  • @alekhabehera3259
    @alekhabehera3259 Před měsícem +7

    Mr Mohan Majhi is the best chief minister of Odisha allmost India'

  • @ramaraonayak3854
    @ramaraonayak3854 Před měsícem +9

    I do like Mr, Mohan Majhi as the best C M in Odisha

  • @user-fz5yl9eo5n
    @user-fz5yl9eo5n Před měsícem +1

    Bahut sundar katha bro

  • @SuradiBaipai
    @SuradiBaipai Před měsícem +1

    Great cm mohan majhi sir

  • @deepakkumarmajhi9478
    @deepakkumarmajhi9478 Před měsícem +1

    ଧନ୍ୟବାଦ୍ ଜଣାଉଛୁ ଭାଇ ଆପଣ ଙ୍କୁ, ଏ ଗୁରୁତ୍ତପୂର୍ଣ୍ଣ ବିବରଣୀ ପାଇଁ

  • @swagatvlog9
    @swagatvlog9 Před měsícem +5

    Great massage to the society 👍

  • @rameshchandrabehera8100
    @rameshchandrabehera8100 Před měsícem +6

    Great leader our C.M.

  • @fagulakra520
    @fagulakra520 Před měsícem +1

    Jay jagannath jay mohan majhi is good CM🎉

  • @santoshnaik3413
    @santoshnaik3413 Před měsícem +3

    Bahut sundar katha,

  • @jagobahujan8520
    @jagobahujan8520 Před měsícem +4

    Han ame ଅଛୁଆଁ,ନୀଚ ହିନ୍ଦୁ ଶାସ୍ତ୍ର ଅନୁଯାୟୀ

  • @jharjhuricreations7524
    @jharjhuricreations7524 Před měsícem +1

    ଧନ୍ୟବାଦ ଭାଇନା ଭଲ କଥାଟେ କହିଲେ 👍👍👍👍👍👍

  • @muralidhardhal2524
    @muralidhardhal2524 Před měsícem +1

    Mohan Babu loard Jagarnth bless to you

  • @harekrushnapagal1405
    @harekrushnapagal1405 Před 27 dny +1

    ❤ଜୟ ଜଗନ୍ନାଥ ଜୟ ❤
    ଯେମିତି ଜଣେ ଗରିବ ଦାସିଆ ବାଉରୀ ଜଗତର ନାଥ ଜୟ ଜଗନ୍ନାଥ ଙ୍କ ବଡ଼ ଭକ୍ତ ରେ କାଳିଆ ସାଆନ୍ତେ ନଡ଼ିଆ ଟେ ନେଇଗଲେ ଛପନ ପ ଉଟି ଖାଈବା ଠାକୁର
    ମୃଖ କାଳିଦାସ ଯେମିତି ମା ସରସ୍ବତୀଙ୍କ ଙ୍କ କୃପାରୁ ଜଣେ ବଡ଼ କଵି ହେଈ ପାରିଲା
    ଠିକ୍ ସେହିପରି ଆଜି ଆମ ଓଡ଼ିଶା ର ସାରା ଜଗତର ନାଥ ଜୟ ଜଗନ୍ନାଥ ଙ୍କ ଅପାର କରୁଣାରୁ
    ଆମ ଓଡ଼ିଶା ର ସଭିଙ୍କ ପ୍ରିଅ ଦୁଃଖୀ ଦରିଦ୍ର ନିଶହୟ ଗରିବ ଖଟିଖିଆ ଦିନ ମଜୁରିଆ ପରିବାରର ମେ।ହନ ଭାଈ ଆମ ମୁଖ୍ୟମନ୍ତ୍ରୀ
    ସାରା ଓଡ଼ିଶା ଵାଶି ଖୁସି ଥୀଵା ବେଳେ
    ଓଡ଼ିଶା ରେ ଥିବା 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ଚାମଚା ମାନେ ନିନ୍ଦା କରୁଛନ୍ତି ବଦନାମ କରୁଛନ୍ତି
    ତୁମେ ତ ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ଅସୁର 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା
    25 ବର୍ଷ ହେଲା ଓଡ଼ିଶା ର ସଵୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ
    ସେଥିପାଇଁ 2024, 4 ଜୁନ୍ ଓଡ଼ିଶା ରୁ ବିଜେଡି ଗେଣ୍ଡା 🐌 ଦଳୀଆ BJD ସୁନ୍ 0

  • @user-ez1et6og9d
    @user-ez1et6og9d Před měsícem

    Supar katha bhai ❤❤❤❤❤❤❤❤❤❤❤❤❤❤DuryodhanNayak

  • @abhirammahanta7179
    @abhirammahanta7179 Před měsícem +1

    Mohan maji is great c m

  • @jaydalai8934
    @jaydalai8934 Před měsícem +2

    I like mohan sir Jay jagannath

  • @dibyaranjansahoo5942
    @dibyaranjansahoo5942 Před měsícem +5

    Sabse great cm

  • @SoniaTudu-le1lv
    @SoniaTudu-le1lv Před měsícem +1

    I like mohan sir amite him lokonka seva koruthantu

  • @bulu-dt8mp
    @bulu-dt8mp Před měsícem +3

    After Biju Mohan is Excellent

  • @udaynathpanda4295
    @udaynathpanda4295 Před měsícem +1

    C M Mr Mohan Majhi has a great personality.

  • @shyamsundar3723
    @shyamsundar3723 Před měsícem +1

    Thank you sir good right satakhatha👍👍👍👍👍

  • @Prasarna
    @Prasarna Před 27 dny

    Very good brother always show the heart of the human.

  • @Smartsattamatka
    @Smartsattamatka Před měsícem +2

    Jaya adibasi 🙏🙏🙏🙏🙏

  • @bhagabanajani-bs7np
    @bhagabanajani-bs7np Před měsícem

    Dhanyabad bhai bahutabhala kahuchha

  • @ratnakarnaik5892
    @ratnakarnaik5892 Před měsícem +1

    Mohan majhi bhola budhiman loka

  • @laxminarayanbehera2467
    @laxminarayanbehera2467 Před měsícem

    Uchachinta dharara upastapana sadhubada.Sradhspurn naman.

  • @rabindrasingh9026
    @rabindrasingh9026 Před měsícem +3

    ଓଡ଼ିଆ ଇତିହାସ ସେମାନେ ପଢିନାଁହାନ୍ତି କପିଳା ରୁ କପିଳେନ୍ଦ୍ର ଦେ ବ ହୋଇ ପାରି ଥିଲେ ଦେବ ହୋଇ p
    ହୋଇ ପାରିଥିଲେ

  • @Lipun-Das-DirectShot
    @Lipun-Das-DirectShot Před měsícem +4

    ଅଛୁଆଁ ନୁହଁନ୍ତି ??? ତମେ କେତେଟା ଭଲ ଭାଷଣ ଦେଇ ଜାଣିଛ । ବାସ୍ତବତା କୁ ଯିଏ ଦେଖିଚି ସିଏ ଜାଣିଚି

  • @bagunsinghjamuda342
    @bagunsinghjamuda342 Před měsícem

    Bahut bahut dhanyabad sir🙏

  • @sureshnaik9238
    @sureshnaik9238 Před 27 dny

    Mohan majhi is best cm of odisha

  • @TaniTanveerTribal
    @TaniTanveerTribal Před měsícem +1

    ❤❤❤great bro

  • @SsPix23
    @SsPix23 Před měsícem

    Mohan sarkar mahan

  • @pramodbhue1986
    @pramodbhue1986 Před měsícem +3

    CM haba lagi jati ranga dakha jai nahi jiea bhala kama kala siea cm

  • @harekrushnapagal1405
    @harekrushnapagal1405 Před 27 dny +1

    ❤ଜୟ ଜଗନ୍ନାଥ ଜୟ ❤
    ମେ।ହନ ସାର ଙ୍କୁ ଯେଉଁ ମାନେ ବଦନାମ କରୁଛନ୍ତି ସେମାନେ ହେଲେ ଅସୁର ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ଜଵନ କଂସେଇ ଚଣ୍ଡାଳ ଘୁସପେଟା ରୁହିଙ୍ଗିଆ ପାପି ଅନ୍ୟାୟ ଅତ୍ୟାଚାରି ଅସୁର କୁକୁର ଘୁଷୁରୀ ଗଧ ସବୁ ଅଖାଦ୍ୟ ଅନାଜ୍ୟ

  • @rajkishornial251
    @rajkishornial251 Před 24 dny

    Mohan charan majhi in future iron man of odisha

  • @nenapradhan7851
    @nenapradhan7851 Před měsícem +1

    ମୋହନ ଭାଇ ମୋର ସାଙ୍ଗ ସେ ଶିଶୁ ମନ୍ଦିର ଗୁରୁଜୀ ଥିବା ବେଳେ ମୁଁ ବିଶ୍ଵ ହିନ୍ଦୁ ପୁର୍ଣ୍ଣ କାଳୀନ ଥିଲି ମୋର ସାଙ୍ଗକୁ ଯିଏ ନିନ୍ଦୁଛି ଜଣା ଯାଉଛି ସିଏମୂର୍ଖର ଗୁରୁ ତଥା ବାପା ବିହୀନ ପୁତ୍ର କାରଣ ସିନା ଏବଂ ପିତଳ କୁ ବାଛିବା କ୍ଷମତା ତାର ନାହି ସମସ୍ତ ଓଡ଼ିଶା ବାଶି ଙ୍କୁ ମୋର ନିବେଦନ ଜ୍ଞାନ ଦୃଷ୍ଟି ରୁ ଦୁହିଁ ଙ୍କୁ ଅତଏବ ମାଝି ବାବୁ ଏବଂ ନବିନ କୁ ତୁଳନା କର ମୋହନ ବାବୁ ର ଚିନ୍ତା ଧାରା ଏବଂ ସରଳତା ସହିତ ଅଭିଜ୍ଞତା ନବୀନ ଠାରୁ ବହୁତ ଉପରେ ମାଝି ବାବୁ ଙ୍କର କାରଣ ମୋହନ ପରିବାର ସଂସ୍କାର ପରିବାର ସାଧୁ ବାରିବାର ୟା ତୁଳନାରେ ନବୀନ କିଛି ନୁହ ଆପଣ ମାନେ ବି ଜାଣିଛନ୍ତି 25.ବର୍ଷ ଶାସନ କ୍ରୀୟକୁ ମୁଁ ତ କହିବି ନବୀନ ଭାବୁ ଜଣେ ମହେଶାସୂର୍ . ହିରଣ୍ୟକଶପୁ ରାବଣ ଆଦି ଭଳି ସମାଜର ନଷ୍ଟ ଭ୍ରଷ୍ଟ କ୍ରୁର ଏବଂ ଟେରା ଥିଲେ ଏବଂ ଶୁକ୍ରଚାର୍ୟ ପରି ଗୁରୁ ରୂପରେ ପଣ୍ଡିଆନ ତାର ସର୍ବଦା ବିଦି ବିଦ୍ୟମାନ ଥିଲେ। କିନ୍ତୁ ମୋହନ ଭାଇ ଙ୍କ ର ଗୁରୁ ଜଗତର ନାଥ ଜଗରନାଥ ସର୍ବ ବ୍ୟାପକ ଗୁରୁ ରୂପରେ ଆସି ଶିକ୍ଷା ଦୀକ୍ଷା ଦେଇ ସାରି ଛନ୍ତି ସେଥିପାଇଁ ମୋହନ ଭାଇ ତାର ନିଜସ୍ଵ ବୁଦ୍ଧି ବିବେକ ଦ୍ଵାରା ଆମ ରାଜ୍ୟକୁ ଚଳାଇବେ ଏହା ସତ୍ୟ ମୁଁ ଜାଣିଛି କାରଣ ସେ ମୋର ସାଙ୍ଗ

  • @MC_Production_
    @MC_Production_ Před měsícem +3

    ୨୫ ବର୍ଷ ରେ କମ କରିଛି,ଦେଖା କୁ ବିକି ଦେଇଛି, ମଦ ପିଇ କି ସୋଇଥିଲା,

  • @Meghanadaranna-hy8ko
    @Meghanadaranna-hy8ko Před 25 dny

    East and West Mohan is best

  • @ranajitjena4668
    @ranajitjena4668 Před 29 dny

    ଏଠି ଛୁଆ ଓ ଅଛୁଆଁ କଥା ଉଠାଇ କାହାକୁ ବଡ଼ ଆଉ କାହାକୁ ସାନ କରି ରାଜନୀତି କରିବାଟା ଠିକ ନୁହେଁ. ନବୀନ ପଟ୍ଟନାୟକ ତାଙ୍କ ଜାଗାରେ ମୋହନ ମାଝୀ ତାଙ୍କ ଜାଗାରେ କିନ୍ତୁ ରାଜନୀତିରେ ମୋହନ ମାଝୀ କେବେହେଲେ ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ସମକକ୍ଷ ହେଇପାରିବେନି କାରଣ ତାଙ୍କ ଦୂରଦୃଷ୍ଟି ତାଙ୍କୁ ମହାନ ରାଜନେତା କରାଇପାରିଛି

  • @SivaMajhi-ub1uo
    @SivaMajhi-ub1uo Před 29 dny

    Very nice video Bro 🎉❤❤❤❤

  • @Jhosp30
    @Jhosp30 Před měsícem +3

    Best ever CM

  • @bajuramsamad9009
    @bajuramsamad9009 Před měsícem +1

    New CM jindabad

  • @user-bw4zp2qy6c
    @user-bw4zp2qy6c Před měsícem +1

    New CM of odisha is real Hero of todays odisha.

  • @alakamohanty7955
    @alakamohanty7955 Před měsícem +2

    Mohan majhi heuchanti sachot manisa tanku sahiparu nahanti

  • @sandhyaranisinghrima3785
    @sandhyaranisinghrima3785 Před měsícem

    ଆପଣଙ୍କୁ ନବୀନ ପଟ୍ଟନାୟକ କହିଥିଲେ କି ଡାକିକି। ନା ପଇସା ପାଇଁ ଭିଡିଓ କରୁଛନ୍ତି।କୋଉ ଫୋଟ କିମ୍ବା କୋଉ ମିଟିଂ ରେ ଏକଥା ଦେଖାଯାଏ ନାହିଁ। ଆପଣମାନେ ହିଁ ଅପ ପ୍ରଚାର କରୁଛନ୍ତି।ପାନ୍ଡିୟାନ୍ କେତେ ଦିନ ହେଲା ରାଜନିତିକୁ ଆସିଥିଲେ। ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇ ଥିଲେ ମୋହନ ମାଝି ଙ୍କୁ। ଶପଥଗ୍ରହଣ ର ଫୋଟୋ ଦେଖି କି ଭିଡିଓ କଲେ ଭଲ ହେବ ବୋଧହୁଏ। ଫାଲତୁ କଥା ସବୁ।ଆରେ ସମସ୍ତେ ରାଜନୀତି କରିପାରିବେ। ନବୀନ ପଟ୍ଟନାୟକ ଅମର ବର ପାଇନାହାନ୍ତି ଯେ ସବୁଦିନ ସେ ହିଁ ଶାସନ କରିବେ। ଗଣତନ୍ତ୍ର ଓଡ଼ିଶା ପରା। ରାଜନୀତି ରେ ଜାତି ଧର୍ମ ବର୍ଣ୍ଣ କିଛି ନ ଥାଏ। ତାହେଲେ ଯାଏଁ ଲୋକପ୍ରିୟ ନେତା ହୋଇ ପାରିବେ।

  • @jemamanibehera6597
    @jemamanibehera6597 Před měsícem

    Manyabar mukhy mantri mohan majhi sir bahuta bhal jo loka kahuchi irsa re sahi paruni

  • @raghunathbadamundi2634
    @raghunathbadamundi2634 Před měsícem

    ସୁନ୍ଦର ବିଚାର

  • @ashokpradhan5497
    @ashokpradhan5497 Před měsícem

    👍👍👍

  • @user-cb9fw9vc2s
    @user-cb9fw9vc2s Před měsícem

    Today c m is better than other in odisha

  • @user-xo5mx4cu1h
    @user-xo5mx4cu1h Před měsícem

    Jie jete vukiba katha vukuthantu mohana sir nku aagaku badhibara achi kaha katha sunikari kichi bibrata habara nahi mora kahiba katha jogi sarakara vali mohana sir nku padakhepa nebaku padiba jogi sarakara nku jie galikare taaku chinhta kari taathi dafa lagajae bhuta kahileni mohan sarnku aau chalibani aruaa chaula nadiaa aama mohana sir vari badhiaa jounane vukusanti semane hele vaduaa susty nakarantu aduaa ,kaaibe sesare taduaa mohana sir jindabata very very good c. M madichala❤

  • @SoniaTudu-le1lv
    @SoniaTudu-le1lv Před měsícem

    Ri8 bhai

  • @dillipswain5778
    @dillipswain5778 Před měsícem

    Jay jagannath daiba daudi manish gai juade tanai siade jai Jay jagannath

  • @megharaymurmu8001
    @megharaymurmu8001 Před měsícem +1

    mohan majhi acha mukha mantree hay

  • @user-ez1et6og9d
    @user-ez1et6og9d Před měsícem

    Supar katha bhai ❤❤❤❤❤❤❤❤❤❤❤❤❤❤❤❤❤2

  • @pabitrabiswal1351
    @pabitrabiswal1351 Před měsícem

    Mohan sir is best cm from nabin pattnayak

  • @alakamohanty7955
    @alakamohanty7955 Před měsícem +1

    Bhai semane hari chanti sahiparunahanti jagannath tanka mindar sunakalasa dhali chanti se bahut bhala manish

  • @saramurmu4063
    @saramurmu4063 Před měsícem

    Ame bohut khusi mahon sir ku

  • @user-xo5mx4cu1h
    @user-xo5mx4cu1h Před měsícem

  • @charancharan4225
    @charancharan4225 Před měsícem

    Manisha -1chehera anek mantri anek jantanko hurdayo bujhiba-1 mohan sir nice cm

  • @bajainaik7430
    @bajainaik7430 Před měsícem

    Right bro

  • @kalingaranjan2074
    @kalingaranjan2074 Před měsícem

    କେହି କହୁ ନାହାଁନ୍ତି ଯେ ସେ ଅସ୍ପୃଶ୍ୟ, ଏଗୁଡ଼ିକ କେବଳ ମିଡିଆ ନ୍ୟୁଜ୍ ଚ୍ୟାନେଲର ପ୍ରୟାସ ପରି ମନେହୁଏ |ପୂରା ନିର୍ବାଚନରେ ​​ବିଜେପି କଣସି CM ଚେହେରା ବିନା ପ୍ରଚାର କରିଥିଲା।ଲୋକଙ୍କର ନିଜର ଧାରଣା ନଥିଲା ଯେ ସେମାନଙ୍କର ଏହି ପ୍ରାର୍ଥୀ ଜଣେ CM ହେବେ ତା’ପରେ ଏହା କିପରି ଲୋକଙ୍କ CM କିମ୍ବା ଲୋକ କ ମୁଖ୍ୟମନ୍ତ୍ରୀ ହୋଇପାରେ l ତେଣୁ ଲୋକମାନେ ସେମାନେମାନଙ୍କର ଲୋକ ପ୍ରତିନିଧୀ ର ଏପରି ଚୟନ ବିଷୟରେ ଆଲୋଚନା କରିବାର ସେମାନଙ୍କର କଣ କଣସି ଅଧିକାର ନାହିଁ ?, ଯାହା ସେମାନଙ୍କ ଧାରଣା ବିନା ଘଟୁଛି |

    • @kalingaranjan2074
      @kalingaranjan2074 Před měsícem

      ଏହା ନୂତନ CM କୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରଚାର ଷ୍ଟଣ୍ଟ ପରି ମନେହୁଏ | ମନେହୁଏ ଏହା ଅନାବଶ୍ୟକ ଏବଂ ଯଥାର୍ଥ |
      ଲୋକମାନେ ସରକାରଙ୍କୁ ଭୋଟ୍ ଦେଇଛନ୍ତି, ଆଲୋଚନା କରିବାର ସେମାନଙ୍କର ସମସ୍ତ ଅଧିକାର ଅଛି

  • @user-ez1et6og9d
    @user-ez1et6og9d Před měsícem

    Supar katha ❤❤❤❤❤❤❤❤❤❤❤❤❤❤❤DuryodhanNayak

  • @sarojinimohapatra2004
    @sarojinimohapatra2004 Před měsícem

    ସାବାସ୍ ଆପଣଙ୍କ ସ୍ପଷ୍ଟବାଦିତାକୁ।

  • @Smartsattamatka
    @Smartsattamatka Před měsícem

    Jai adibasi

  • @parsuramjena7119
    @parsuramjena7119 Před měsícem

    It's wrong who have present and ex inbetween low and high too sad for human society it's too late changeing of govt.I proud of such a man C M of Odisha..

  • @gaganbihariacharya4789
    @gaganbihariacharya4789 Před měsícem +1

    Adibasi kahuthiba loka Gyan Kam achhi mohan ama mukshya mantri sabu dalar loka tanku samman deba

  • @lalitadei953
    @lalitadei953 Před měsícem

    Brother tume thik kahuchha

  • @abhinnakumarsahoo3384
    @abhinnakumarsahoo3384 Před měsícem

    M.Majhi is the best than before.

  • @jemamanibehera6597
    @jemamanibehera6597 Před měsícem

    Adibasi heu ki harijan heu jar dakhyata Achhi sie heipariba mojan majhi sir bahut bhala mu tanku salot maruchi

  • @chandraymurmuchandraymurmu3685

    24year gute gaan ro bikas nai ei ki sarkar

  • @subashswain-ik1yd
    @subashswain-ik1yd Před měsícem

    Mohan sir top cm

  • @niranjanmohapatra7219
    @niranjanmohapatra7219 Před měsícem

    ନବୀନ ପାଖରେ ଏମିତି କ'ଣ ଅଛି? ଯାହା କି ମୋହନ ମାଝୀଙ୍କ ପାଖରେ ନାହିଁ: ଏହା ସତ୍ୟ ଯେ ମୋହନଙ୍କ ପାଖରେ ପାଣ୍ଡୁ ନାହାନ୍ତି।

  • @muralidhardhal2524
    @muralidhardhal2524 Před měsícem

    ଆଦିବାସୀ ହେଲେ ବି ଯାହାଙ୍କର ମଣିଷ ପଣିଆ ଅଛି ଆମର ସେହିବେକ୍ତି ଦରକାର କିଣନ୍ତୁ ନବୀନ ବାବୁ ଙ୍କର୍ ସୋଛତ a ନାହିଁ

  • @judhistirdas1763
    @judhistirdas1763 Před měsícem +1

    Is it a topic to be discussed ?

  • @Jayanti566
    @Jayanti566 Před měsícem

    ମୋହନ ମାଝି ଜଣେ ଦକ୍ଷ ନେତା ଉଚ୍ଚଶିକ୍ଷିତ ଆଗରୁ ବିଧାୟକ ଚାରିଥର ଥିଲେ ତାଙ୍କ ଫିଲୋସୋଫି ଚିନ୍ତାଧାରା ଅତ୍ୟନ୍ତ ଉଚୋକୋଟିର ମୁ ନିଶ୍ଚିନ୍ତ ଭାବରେ କହିବି ତାଙ୍କ ପାଖରେ ଯୋଉ ଦକ୍ଷତା ଅଛି ଆଉ କାହା ପାଖରେ ନାହିଁ ସେ ମୁଖ୍ୟମନ୍ତ୍ରୀ ହେବ ଉଚିତ୍ ଥିଲା ଆଉ ଆଜି ହେଇଛନ୍ତି ମଧ୍ୟ

  • @susantamohapatra6892
    @susantamohapatra6892 Před měsícem

    I like CM mohan Charan majhi from Bharatiya Janata party 🎉

  • @manasranjanpatra5605
    @manasranjanpatra5605 Před měsícem +1

    ୟା ପରେ ଏକ ଦଳିତ ସମାଜ ର ଲୋକ କୁ ମୁଖ୍ୟମନ୍ତ୍ରୀ କରାଯାଉ।

  • @ajaydas6852
    @ajaydas6852 Před měsícem

    Aha bikar mansikata kebe badalib kejani,,???

  • @dibyaranjansahoo5942
    @dibyaranjansahoo5942 Před měsícem +1

    Se chora nuhanti

  • @sureshpadhan2298
    @sureshpadhan2298 Před měsícem

    ପଦ ପଦବୀ ରେ କ'ଣ ଛୁଆଁ ଅଛୁଆଁ କେଉଁ ଅମଣିଷ ଏ ପ୍ରସ୍ତାବକୁ ଲୋକଲୋଚନକୁ ଆଣୁଛି କହିବା ପୂର୍ବରୁ ଟିକେ ଚିନ୍ତା କରିବା ଦରକାର ଯେ ଏଇଟା କହିବା ଯୁକ୍ତିଯୁକ୍ତ କ?

  • @rabindrasingh9026
    @rabindrasingh9026 Před měsícem

    ସେମାନଙ୍କ ଚିନ୍ତା ଚେତନା ଖୁବ ନ୍ୟୁନ

  • @kalingaranjan2074
    @kalingaranjan2074 Před měsícem

    ଲୋକମାନେ ସରକାରଙ୍କୁ ଭୋଟ୍ ଦେଇଛନ୍ତି, ଆଲୋଚନା କରିବାର ସେମାନଙ୍କର ସମସ୍ତ ଅଧିକାର ଅଛି

    • @kalingaranjan2074
      @kalingaranjan2074 Před měsícem

      ଏହା ନୂତନ CM କୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରଚାର ଷ୍ଟଣ୍ଟ ପରି ମନେହୁଏ | ମନେହୁଏ ଏହା ଅନାବଶ୍ୟକ ଏବଂ ଯଥାର୍ଥ |
      ଲୋକମାନେ ସରକାରଙ୍କୁ ଭୋଟ୍ ଦେଇଛନ୍ତି, ଆଲୋଚନା କରିବାର ସେମାନଙ୍କର ସମସ୍ତ ଅଧିକାର ଅଛି

  • @GandarambishiGanda
    @GandarambishiGanda Před měsícem

    Mohan maajisupar cmo

  • @bharatchandradas8195
    @bharatchandradas8195 Před měsícem +1

    l..like.present.cm.verymuch

  • @kamallochannayak9660
    @kamallochannayak9660 Před měsícem

    Mohan Majhi Ra Blood Kana Alaga ?