ଫିଲ୍ମ କରିବାକୁ ମୋର ଇଚ୍ଛା ନାହିଁ...ମୁଁ ବ୍ରାହ୍ମଣ ଘର ଝିଅ.. ଭଲ ପାଇ ଅନ୍ୟ ଜାତିରେ ବାହା ହୋଇଛି
Vložit
- čas přidán 25. 07. 2024
- Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #odisha #actressnilu #banajapanda #sindurabindu
ଏଇଟା ମିଡ଼ିଆ ଆଗରେ ବାହାନା, ଚିନ୍ତାଧାରା କିନ୍ତୁ ଅଲଗା ଏଇଟା ଦେଖାଣିଆ.
ଉପସ୍ଥାପିକା ଭଉଣୀ ତମେ ଟିକେ ଆଗ ଭଲରେ ଖିଆ ପିଆ କରି ନିଜ ଦେହକୁ ସଜେଇ ରଖ ।
Medam ଆପଣ ଏତେ ଭଲ ପାଉଥିବା ସେ ଭାଇଙ୍କୁ ଥରେ camera📸 ସାମ୍ନା କୁ ଆଣିବା ପାଇଁ ଆପଣଙ୍କୁ ଅନୁରୋଧ 👍
Yes
ସେଇଟା ଅଜାତି ନକହି ଅଲଗା ଜାତି କହିବା ଠିକ ହେବ
Brahmin girls like to marry SC/ST boys,if they are well placed in society.
Ame ajati eye jati
Hna
Ajati ra artha janichha?nija jati ku chhadi Anya sabu jatiku ajati kuhajae. Jadi gote kumbhara dhobi ghare baha hela,seitaku b ajati kuhajae.
@@subarnnapanda5072Right
ହ ବହୁତ ବଡ଼ କାମ କରିଛନ୍ତି କାରଣ ବ୍ରାହ୍ମଣ ଘରର ପୁଅ ଗରିବ ନା କାହିଁକି ତାକୁ ଭଲ ପାଇବ କଣ ପାଇଁ ତାଙ୍କୁ ବାହା ହବ
Se jahaku pasand kala taku baha hela...
ବ୍ରାହ୍ମଣ ଘର ପୁଅ ଧନରେ ସିନା ଗରିବ କିନ୍ତୁ ଗର୍ବରେ
, ଛୁଆଁ ଅଛୁଆଁ, ଭେଦଭାବ କୁ ଦେଖିବା ରେ ସେମାନେ ପୁରା କୋଟିପତି 😊😊😊
Husband ka photo
😊😊😊😊
ଗରିବ ବ୍ରାହ୍ମଣ ଙ୍କୁ ବାହା ହେବନି କିନ୍ତୁ ଧନୀ ପଠାଣ କୁ ବି ଛାଡିବନି
Right
Right sir
@@budhiramlenka4602Hmm.. khusire rahibara achhi kichhi jati fati dekha dekhi nahi..
Tume dekha kete jati
@@Deepakkumar_-4309 hmm Brahman nko chhadiki anya mane dhani bodhe khali.କାହିଁ ସେ ଧନୀ ଲୋକ ଟା ଅନ୍ୟ କୌ ଜାତି ଝିଅ କୁ ନଜର ଦେଲାନି।ଏଠି ଗୋଟେ ହାତ ରେ ତାଲି ବାଜେନି
ଅନ୍ୟ ଜାତିରେ ବାହା ହେଲେ ମୁଁ ବ୍ରାହ୍ମଣ କହିବା ଆବଶ୍ୟକତା କ'ଣ??
ତୁମେ highly thought level ra ମଣିଷ,I appreciate ur question
Bibaha pare jati badali jae nahin..
ତମ ବିଦେଶୀ ଓଡ଼ିଆ ଉଚ୍ଚାରଣ କୁ ଧନ୍ୟ 🙏
ଅଜାତି କାହାକୁ କୁହନ୍ତି..?
ନିମ୍ନ ମାନର କଥା କହିବାର ଅଭ୍ୟାସ ଟିକେ ବଦଳାଇ ଦିଅନ୍ତୁ......
Nombor DEA..please
Emane dana , dakhinare basi basi peta posuchhanti puni ego kete.
Anya cast ku ajaati kahuchhanti.
@@AnjaliDigal-cs5xwhello dude!kete patha padhichha sune tike. Amara ahuri b bahut kama dhanda achhi.democratic country re kehi b magana khaeni. Hospital ku chalijaa, Brahmin doctor paiba, school college ku chalijaa Brahmin teacher,lecturer AAU Brahmin topper paiba. Kahila kn na Dana dakhinare Peta posuchu. Nilakshi ra profession hela j se gote actress,Dana nieni sie. Baki rahila Dana dakshina Katha. Dana loke dianti,seita magajaeni. dakshina,seita ama ku parishramaru mile.dinasara opasa Rahi tanti padiba jaae mantra karmakanda karibu,homa karibu. Tebe jai thalie chaula aau 50 ru 400 tanka bhitare miliba as long as gaon ra pujari ame. Khali bada town/city re tikie adhika mile.
And please, don't create a scene here. Ajati simply means anajati. Jie nija jatira nuha,jie Anya jatire heithiba,taku ajati kuhajae. OBC ra madhya bahut caste achhi, SC ra b bahut caste achhi,St ra b bahut tribe achhi jieki Anya jatiku ajati kahanti. Gote keuta jadi gote dhobi ghare baha heichhi,semane b taku ajatire baha heichhi boli kahanti. Gote gouda jadi Brahmana ghare baha heichhi,semane b taku ajati re baha heichhi boli kahanti,tahele vice versa hele Kain badhuchhi.
କାଇଁ ବଦଳିବ.... ଅଜାତି always ଅଜାତି
@@jayhanuman1789tame ruler nuha j tama Katha samaste manibe.
ମିଡ଼ିଆ କୁ ମୁଁ କହେ କି ଓଡିଶା ଅନେକ ଜାତି ଅଚୋନ୍ତି ହେଲେ ଆପଣ ଏଠି. Nicha dekhauchonti. ଏଇଟା ଠିକ୍ ନୁହେଁ
ଓଡ଼ିଆ ଭାଷା ରେ ଅ ପଦ ଲଗୀକି ହୁଏ ।ଅଜାତି,ଅନାମ,
ତମେ ମାନେ ପଇସା କୁ ଭଲ ପାଅ ମଣିଷ କୁ ନୁହଁ 👍
You are right
@@user-of9ef4ow3c Yesss i know that
ଠିକ କଥା ଭାଇ, ପଇସା ର ଟିକେ ଅଭାବ ପଡିଲେ କୋର୍ଟ କଚେରୀ ମିଡ଼ିଆ ରେ ପ୍ରସାର
@@raghunarhkarjee947 Yess Bro
ଏଇଟା ଗୋଟେ ବହୁତ ବଡ କାମ କରିପକେଇଲା ଭଳି ଫୁଲେଇ ହେଇକି କହିଛି l ଅନେକ ବର୍ଷ ପୂର୍ବରୁ ବ୍ରାହ୍ମଣ ଅନ୍ୟ ଜାତିରେ ବିବାହ କରବା ଆମେ ଦେଖିସାରିଛୁ,ବ୍ରାହ୍ମଣ ଝିଅ ପଠାଣ ବାହା ହବାର ଦେଖିଛୁl ଶେଷରେ "ଣ " ଅଛି ଚଳିବ l ବ୍ରାହ୍ମଣ ହେଇକି ଅନ୍ୟ ଜାତିକୁ ଅଜାତି କହିବାର ଅଧିକାର ତୁମର ନାହିଁ l ତମେ ଅଜାତିରେ ବାହାହବା କଥା କହୁଛ ମାନେ,ତମ ଜାତି ପାଇଁ ତମେ ତାହେଲେ ଗୋଟେ କଳଙ୍କ l ତମେ ଯଦି ଗୋଟେ ନୂଆ କିଛି କରିକି ଦେଖେଇ ଥାନ୍ତ ତାହେଲେ ଆଲୋଚନାର ବିଷୟକୁ ଆସିଥାନ୍ତl ରାଣୀ ପଣ୍ଡା ଗାଣ୍ଡି ହଲେଇ ନାଚୁଛି ସେ ତା ରୋଜଗାର ପଇସା ସାମାଜିକ କାର୍ଯ୍ୟରେ ନିୟୋଜିତ କରୁଛି l ତମେ ଏମିତି କଣକି?
Rani panda to muhan re ghasuchi. To katha ru Jana paduchi tu kete bhadra.
Mate bahut vala laganti Nilu tq for this episode ❤ .
Abe auu thare serial ku aasantu
😮😊😊
Nilu didi my favoliouce actor. Mu sabu bele tama seriel dekhe.. Aau thare nua serial ku asa 😘😘😘🌦🌦🌦🤩🥰🤩
ଯୋଉମାନେ ଜାତି କଥା ଉଠାଉ ଛନ୍ତି ସେମାନେ ଜଣେ ଜଣେ ମାନସିକ ରୋଗୀ
ମାଲଦାର ପାର୍ଟି କୁ ବାହାହେଲେ କୋଉ ବାପା କଣ କହିବ... ଗୋଟେ ଗରିବ ଘରେ ବାହାହେଇଥାନ୍ତ ତା ପରେ ବାପା ଖୁସି ନା ନାହିଁ ଜାଣିଥାନ୍ତ
😂
Absolutely 😊
Are bhai se kan murkha. Gariba berojgar ku kan pai marr kariba.
@@somuhara7739jadi gote berojgar jhia gote income karuthiba pila ku baha heiparuchi ta gote berojgar pua knpi baha heiparibani income karuthiba jhia ku
😅😅😅😅😊👍
ଅନ୍ୟ କୁ ଅଜାତି କହିବା ଆଗୋରୁ ନିଜକୁ ପରଖି ଦେଖ
Byakarana padh
ନିଲୁ ଅପା ତମ ଅଭିନୟ ବହୁତ ସୁନ୍ଦର
ଆଉ ତୁମେ ବି ଅତି ସୁନ୍ଦର ଵିୟୁଟି ଫୁଲ୍
Chandhi
Act tankar😅
But tanka marriage profile tk vul achhi
My favourite actress Nilu ନିଲୁ (ସିନ୍ଦୂର ବିନ୍ଦୁ) ଭାରୀ ସୁନ୍ଦରୀ
ଭାସ୍କର ଟିଭି Mike Problems ହଉଛି Shoppy ରୁ ₹80 mike ଗୋଟେ ଆଣ 😂😂😂
ସେଇଥିପାଇଁ ବ୍ରାହ୍ମଣ ପୁଅ ଝିଅ ପାଉନାହାନ୍ତି
😂😂😂
ଅଧିକାଂଶ ବ୍ରାହ୍ମଣ ଝିଅ sc ପୁଅ ଙ୍କୁ ବାହାଘର ହେଉଛନ୍ତି।
Right
Tanka gandi galu karuchi boli jauchanti gandi mareiba ku😅
Hn right bro 🎉🎉🎉
ଅଧିକାଂଶ ନୁହେଁ ବରଂ ଅଳ୍ପ କେତେଜଣ ଛତର ଖାଇ ମାନେ ଵାପା ମାଆଙ୍କ କଥାରୁ ବାହାରି ଏପରି କରନ୍ତି।
Pua mane b mrg karanti only jhia nuhanti
ଜାତି କଣ ଖାଲି ବ୍ରାହ୍ମଣ ପାଖରେ ଅଛି. ଅଲଗା ଜାତି ପାଖରେ ନାହିଁ
ଆମ ଓଡିଶା ରେ ଆଜିବି ଜାତି ଜୀବିତ, ହେଲେ ଅଲଗା ରାଜ୍ୟ ମାନଙ୍କରେ ଜାତି ନାହାନ୍ତି, ଅଲଗା ରାଜ୍ୟ ମାନଙ୍କରେ ହଣା କଟା ହେଇ ସବୁ ଜାତି ମରିଛନ୍ତି ସଂଘର୍ଷ ରେ, ଦେଶ ଶାସନ ହେବା ବେଳେ କଟା କଟି ହେଇ ମରିଛନ୍ତି ରକ୍ତ ର ନଦି ବୋହି ଥେଲା ଇଂରେଜ ମାନେ ସବୁ ମରୀଛନ୍ତି ଇଣ୍ଡିଆ ରେ (ବମ୍ବେ ଦିଲ୍ଲୀ ରେ ଜାତି ଗୋତ୍ର ନାହିଁ କାହାର, ଖାଲି ଜନସଂଖ୍ୟା କରି ଚାଲିଛନ୍ତି ବମ୍ବେ ଦିଲ୍ଲୀ ରେ) ମତେ ଟିକେ ଗନ୍ଧାଇ ଛୋଟ ଜାତି ଙ୍କ ଘରେ ପାଣି ପିଇଲେ, ଗିଲାସ ବି ତାଙ୍କର ଗନ୍ଧାଇ ଆଇଁଶିଣିଆଁ ଆଇଁଶିଣିଆଁ, (ଇଣ୍ଡିଆ ରେ ହଣା କଟା ହଉଥେଲେ ଆଗରୁ, ସେଇ ହଣା କଟା ରେ ସବୁ ଜାତି ସଫା ଇଣ୍ଡିଆ ରେ, ଖାଲି ଓଡିଶା ରେ ଜାତି ଅଛି, ଅଲଗା ରାଜ୍ୟ ରେ ପାଇବନି ଜାତି)
Right didi
You are wrong ma'am...I have two roommates from Madhya Pradesh and Bihar...semane kuhanti sepate aama odisha thu B aahuri bht jatipratha chaluchi...semane tanka family story ru mte kahithile...
@@JustWellWisherthik kahile Bihar Rajasthan aau MP re bohut jati jati achi odisha thu b
Love u nilu didi....miss sindura Bindu serial
Lvu didi and miss you.. Serial re tama acting bahut badhia lage.. Au ai katha jani khusi lagila je tama baba tama mrd ku support kale jaha heu ai jati pain kichi chintadhara rakhinahanti bahut bhala katha... Jati pain bahut bhala paiba adhare rahijaye 4 ti jiban nasta heijaye... Emti chintadhara ku badaleile kichi jiban banchijiba.. Karan ai jati pain bahut pila suside bi karidianti... Bahut badhia lagila tama katha sabu 🥰❤❤
God bless you sister..
ସମାଜ ଗୋଟେ ପରିବାର,ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ
ସେ ଭଲ ବୋଲି ତୁ ତାକୁ gm ମାରି ଚାଲିଛୁ , ତମେ ସବୁ ଯାହା କହିଲେ କରିଲେ ଫେସନ ଓ ମାଡ଼ର୍ନ , ଆଉ ଯିଏ କଲେ କିଳା ଓ କଳଙ୍କ
Good
🙏 all
😅
Nilu didi my favourite ❤
Nilu is a good girl 0℅ ego ❤❤❤voice bhut sundar ❤❤❤good personality
ଏ ମାନଙ୍କୁ ଭଲ ଝିଅ କହୁଛ 😂😂😂
True love never expects ornaments or dowry Love means you love him or her as ahuman being loves all his or her qualities and his orher parents and relatives
ସମସ୍ତଙ୍କୁ ବାହା ହୁଅ ଭୀମ ଅର୍ତ୍ମୁ ଛୁଆ ଆଉ ପଠାଣ ଙ୍କୁ ଛଡିକି
Good human
ଅତି ଫୁଲେଇ
ମୁଭି କଲେ କାଳେ କୋଉ ଡାଇରେକ୍ଟର ସହିତ ସେଟିଂ ହେଇଯିବ ସେଥିପାଇଁ ସ୍ବାମୀଙ୍କର ଇଚ୍ଛା ନ ଥିବ
ଏ ଭଉଣୀ ତମ ଭଳି ବର୍ଷା ବି କହୁଥିଲା, ଆମ ପ୍ରେମ ଛୋଟ ସମୟରୁ ବୋଲି😂
ଜାତି କିଛି ନାହିଁ , ନିଜକୁ ବ୍ରାହ୍ମଣ କହୁ ଥିବା ବ୍ୟକ୍ତି ଅନ୍ୟ ଉପରକୁ ଆଙ୍ଗୁଠି ଉଠେଇବା ପୂର୍ବରୁ ପ୍ରଥମେ ବୁଝ ଏଇଟା କଳି ଯୁଗ, ବ୍ରାହ୍ମଣ ର ସଂଜ୍ଞା କହି ପାରିବ, ଆଜି କାଲି ର ବ୍ରାହ୍ମଣ ତୋ ମଦ ମାଂସ ରେ ଉଡ଼ିଲେ , ବ୍ରହ୍ମ ଙ୍କୁ ଜାଣିଲେ ନାହି ତେବେ କଣ ବଡ ବଡ କଥା କହି । ଜାତି ଏ ମଣିଷ କରିଛି, ଜନ୍ମ ରୁ ଜାତି ନୁହେ, କର୍ମ ରୁ😢
କିଛି ସୁଭିଲାନି କିଛି ସୁଭିଲାନି ଓଡିଶା ଭାସ୍କର ଗୋଟେ ବାନଝ ଚ୍ୟାନେଲ ପ୍ରମାଣିତ ହୋଇଗଲା
Jati ajati kichhi 😊❤nahni ok i am class in 9th but i always love all society 😊
କିଏ କହିଲା ବାପା ମା ପ୍ରେମ ବିବାହରେ ଖୁସିଥାନ୍ତି ? ଯଦି ବା ଥାନ୍ତି ସେମାନେ ବି ଯୌବନ ରେ ସେମିତ କିଛି ଭୁଲ କରିଥିବେ ଅଥବା ଜ୍ୱାଇଁ ର ଉଚ୍ଚ ରୋଜଗାର ଦେଖି କିମ୍ବା ଅଲିଅଳି ଝିଅର ଭୁଲ କୁ ଘୋଡାଇବାକୁ ଯାଇ କିମ୍ବା କୋଣସି ନା କୋଣସି ପରିସ୍ତିର ପାତ୍ର ହୋଇ ନିଜର ଦୁଃଖ କୁ ହୃଦୟ ରେ ଚାପି ରଖି ଖୁସିହେବାର ଅଭିନୟ ନିଶ୍ଚୟ କରୁଥିବେ । ଏମିତି ଚରିତ୍ର କୁ ପରଦାରେ ଦେଖାଇଲେ ସମାଜ କଣ ଶିଖିବ ? ଏହା କଣ ବ୍ରାହ୍ମଣ ଜାତି କୁ ବଦନାମ କରୁନି ?
Right 👍
Love କରି କଣ ଥୀର ମାରି ଦେଇଛି ଇଏ nice News tama ku au Kam band nahi
Ajati kan kahucha.karan ajati.jati kichhi nuhne.aame helu manisa jati.etiki janina.
Banija panda meim, Odia serial sindura bindu re jou police officer hoithile bahut bhala laguthila puni emiti aau gote serial kale bhala huanta
ଅଜାତି ନ କହି ଅନ୍ୟ ଜାତି କହିଥିଲେ ଭଲ ହେଇଥାନ୍ତା ...
In-law's nku ajati kahi deucha puni love mrg re....wah wah
ଓଡ଼ିଆ ଭାଷା ରେ ଅ ପଦ ଲଗୀକି ହୁଏ ।ଅଜାତି,ଅନାମ,
କରଣ ଅଜାତିରେ ଯାଆନ୍ତି । ସେମାନେ ବ୍ରାହ୍ମଣ ବୈଷ୍ଣବ, କ୍ଷତ୍ରିୟ , ବୈଶ୍ୟ ରେ ଆସନ୍ତନି ।
@@uddhevhm919 tame chopa janicha 😂 karana Kshatriya varna re asanti au vratya kshyatriya kuhanjae
@@mahesh-mohanty ମୋ ନନା ଯଜମାନି କରନ୍ତି ମୋତେ ଶିଖାଅନି । କରଣ ବାହାଘର ସମୟରେ ଭଲସେ ଶୁଣିବ ପୁରୋହିତ ବର୍ଣ୍ଣ କଣ ପଢେ ? ବର୍ଣ୍ଣ ଶୁଦ୍ର ପଢାଯାଏ । କରଣ ମାନଙ୍କ ସବୁ କର୍ମ ଶୁଦ୍ର ରୀତିନୀତି ରେ ହିଁ ହୁଏ । କାରଣ ଏହା ଏକ ମିଶ୍ର ଯାତି । କ୍ଷତ୍ରିୟ ପୁରୁଷ ସହିତ ଶୁଦ୍ର କନ୍ୟା (ମହାଭାରତ) ଓ ବୈଶ୍ୟ ପୁରୁଷ ସହ ଶୁଦ୍ର କନ୍ୟା (ଧର୍ମଶାସ୍ତ୍ର) ର ସନ୍ତାନ ଙ୍କୁ କରଣ କୁହାଗଲା । ତେଣୁ ମିଶ୍ର ଜାତି କ୍ଷତ୍ରିୟ ହବା ସମ୍ଭବ ନୁହେଁ । ସେମାନେ ମିଶ୍ର ଶୁଦ୍ର ।
ଫିଲ୍ମ ଆକ୍ଟର ହରିଜନ
Thank yous dear sister ❤️❤️🙏🏻
ଭାସ୍କର କେନାଲ କୁ ମୋର ଆଉ ଲଭ ୟୁ
ମୋର କିଛି କହିବାର ochi
Mo monara katha Mo voice Mo taelnt please mam help me
Mu gita ଗାଇବାକୁ ଚାହୁଁଚି please help me
Well done mam
ଆମ ଭସ୍କର ନିଉଜ ର ଏଙ୍କର myadam jau asuchhanti interview naita ata alaguka topics kauthi pauchnti
Prema kare jiare tathu khusi kiare
Love is life. True love never die love is a part of life. ❤❤❤❤❤❤
ଅଜାତି କହୁଛ ଜେ ମେମ୍ ଚାରିହାତ ଗୋଡ ଅଛି କି
ସେଇଟା ବ୍ରାହ୍ମଣ english ...
ବ୍ରାହ୍ମଣ ପୁଅ କଣ ମିଳିଲେନି ନା ତୁମେ ବ୍ରାହ୍ମଣବାପର ଝିଅ ନୁହେଁ ସେଥିପାଇଁତ ସୃଷ୍ଟି ବିନାଶଆଡକୁ ଯାଉଛି
ଭାଇ ଶୁଣ, ତୁମରି ମାନଙ୍କ ଭଳିଆ ଚିନ୍ତାଧାରା ଥିବା ଲୋକ ମାନେ କେବେ ଆଗକୁ ଯାଇ ପାରିବେ ନାହିଁ, ତୁମ ମାନଙ୍କ ପାଇଁ ଏଇ ଦୁନିଆ ରେ ଜାତି, ଅଜାତି, ଛୁଆଁ ଅଛୁଆଁ ମନୋଭାବ ଲୋକ ମନଙ୍କର ରହୁଛି, ଆରେ ଭାଇ ମଣିଷ ତ ଗୋଟିଏ, ପୁଣି ଉଚ୍ଚ ନିଚ୍ଚ ଜାତି ଦେଖିବା କଣ ଦରକାର , ତୁମେ ମାନେ ଯେତେଦିନ ପର୍ଯ୍ୟନ୍ତ ଏମିତି Mindset ନେଇକି ବଞ୍ଚିବ, କେବେ ବି ଦୁନିଆ ଆଗକୁ ଯିବ ନାହିଁ, ଆରେ ସ୍ଵୟଂ ଜଗନ୍ନାଥ ମହାପ୍ରଭୁ ଗୋଟେ ମୁସଲିମ ପାଇଁ ତାଙ୍କ ରଥ ଠିଆ କରିଥିଲେ, ଆଉ ତମେ - ବାଦଳିଯାଅ, ସୁଧୁରିଯାଅ
Sabu caste ra kichhi different kama thae au gote caste gote caste Bina exist karibani.
Gote Brahmin ra sudhi kama re dekhiba barik ki dhoba na asile ta kama kemiti heijiba
ଇନ୍ଦିରା ଗାନ୍ଧୀ Firoz Khan ku Kan Pani bahagar ହେଲା? ଫିର ୟୁନିସ ଖାଁ କୁ,???
Jati ojati kn sabu saman eita hnii problem
ବାବା ଭାସ୍କର!!!!! କୋଉଠୁ ଆଣୁଚ ଏମିତି ରିପୋଟର। 😂😂😂
Not Ajati but anyajati
ଭାସ୍କର chenal 🎉 ❤ you ମୋର ଜୀବନର କିଛି ଅଭୁଲା ଶ୍ରୁତି କହିବାର ଅଛି plz help
A seketi reporter ku daka
😂😊😅
🤣🤣
😂😂
@@dehurydillip😂😂😂😂
Bramhana adhika lobhi jati Jeunthi labha seyethi bhaba.
Bhakta salabega ra maa bramhani.
Gariba loka Anya jatira tanku chhuin beni, dhani helay Chhadi beni.
Jhillik and banija has some similar character
Thank you
Please correct the statement....the Barmhin manaka tike "problem"
Hmm society ku bahut bhala lesson miluchhi ..kali juga bahut jaldi sesa hebaku jauchhi
Beautiful ❤
ଯେତେବେଳେ ଆପଣ ମାନେ ପଇସା income କରୁଛନ୍ତି କହୁଛନ୍ତି କି ଅନ୍ୟ ଜାତି ଲୋକ ଫିଲ୍ମ ଦେଖିଲେ ଆମେ ଫିଲ୍ମ କରିବୁ ନାହୁଁ,
ଭାସ୍କର ବି ଗୋଟେ ସୁନ୍ଦରୀ, ସୁକୁଟି ସାହୁ , ରିପୋର୍ଟର କୁ ପାଇଚି
A sukuti Ku neiki nandan kanan re chadidaba katha😮😮
😅😅😅
Brahmin କଣ, ବ୍ରାହ୍ମଣ କହି ହଉନି କି
Bhaskar anchor ku Bhari Maja laguchi, Nije Baha heijaa Bhasiaku
Dear mam Karan ajati nunhe . That is also a higher class cast catagory. Apna alag jati kahithile correct hoithanta.
Right
Nilu didi miss you
Tamaku kasta laguni kahikina tame pakhare sabu kichhi achhi tame jaha chahiba kinipariba,khaipariba,bulipariba samaste se sabu kariparantini
I am a Indian,and a human being,search my cast.Never humiliate other cast by saying your cast as upper limit.
Don't divide humans by nationality 😑
ଅ ପ୍ରାତାୟ
Apnan Nobel prize 🏆🥇🥇🥇🏆 paibe apananka କାର୍ଯ୍ୟ ପାଇଁ 🎉🎉🎉
Bhaskar plese tama reporter madam ku tike horlicks au bornvitta pebaku diaa ate sukuti kan dekha jauchii 🙄
I miss you
I love you nilu didi
ତୁମ ମାନଙ୍କ ପାଇଁ ଆଜି ବ୍ରାହ୍ମଣ ଘରେ ଝିଅ ମିଳୁନାହିଁ
Nilu didi I miss you kebe asibo sasial re💗❤️
ବ୍ରାହ୍ମଣ ଘରେ ଜନ୍ମ ହୋଇ କରଣକୁ ବାହା ହେଲ ଏହାଏକ ଗର୍ବ ର ବିଷୟ ଯାହାହେଉ ତୁମ ବାପାମାଆ ନିଶ୍ଚିତ ଗର୍ବ ରେ ଛାତି କୁଣ୍ଢେମୋଟ ହେଇ ଜାଇଥିବ । ସରକାର ଏବାହାଘରରେ ଖୁସି ହୋଇ ଭାରତ ରତ୍ନ ପୁରସ୍କାର ଦେବା କଥା କାହିକିଁ ନା ଗୋଟିଏ ସୁଂଦର ବାର୍ତ୍ତା ପ୍ରଚାର କରିପାରିଲ ନହେଲେ ଆମ ବ୍ରାହ୍ମଣ ମାନେ ତ ସବୁ ବୋକା ଅଛନ୍ତି ନା।
Right ❤
Kebal Brahman gote Jati,any sabu ajati.stop this mindsets or ready to face upcoming events
ତତେ ଜାତୀ ଗେ......... ବାନ୍ତି ଲାଗେ। ଅଜାତି ରେ ଶାନ୍ତି ଲାଗେ। ଛି ଛି ଛି.........
Haha😊😊
caste is a system which is divided people. So there should be one caste it is called humanity
Sound problem
sethipain ta kalijuga asichi kehi kahaku manu nahanti...
My febaraight actress nilu.small sister
Rishi padhi is my favorite actor
Satre nilu dedi bahut Sundar laguchi apan serial karantu
ଭାସ୍କର ଦିଦି ତମର ବୁମ୍ ଟା ଖରାପ ହେଇଯାଇଛି କି ଠିକ୍ ସେ ଶୁଣା ଯାଉନି
Ajhi kali bharmin jhia maximum love marriage kari inter cast marriage karu thibaru, Bharmin arrange marriage karu thiba pua nku jhia milu nahanti
He jagannath e pruthibi dhansa heu
ହେବ ସମୟ ଆସୁଛି
bhai kahara interview naucha atleast tankara name lekho tagline re, people who dont watch odia serials and odia movies how would they understand whats going on, or its simply for few people who know her.. such an poor editor...@Odisha bhaskar news channel..
Nari gote jaati purusha gote jaati
Super didi❤❤❤❤❤❤❤❤❤❤
Miss you Didi 🙏 😍😍😍
My favourite heroine.karan ajati nuhne.karan nahni baran
Tar taa jati achi poni kemeti ajati hela sister
🎉🎉🎉god bless you didi
ତୋ ଭଳିଆ କେତେ ଟା ବାଜ୍ୟେ ଚରିତ୍ର ର ଝିଅ ଅନ୍ୟ ବ୍ରାହ୍ମଣ ଝିଅ ମାନଂକୁ ବି ନଷ୍ଟ କରୁଛନ୍ତି... ତୋ ଭଳିଆ ବେଧ ନାରୀ ମାନେ ହିଁ ଏ ସମାଜ କୁ ଧ୍ବଂସ କଲେଣି...
Nija ku Brahmin aau Nija Swami nku Ajati kahi News headlines re dekhauchha. Tuma ku kharap laguni ?
Byakarana padh janibu ajati kahaku kuhanti