PUNI KEBE BASIBE BABA || Malika bani

Sdílet
Vložit
  • čas přidán 15. 04. 2024
  • PUNI KEBE BASIBE BABA || Malika bani #taneswaripitha @BHAKTIDEBANANDA
    #MalikaWrittenPlace #MalikaPlace #MalikaBarnitaPitha #malikabachana #2024 #taneswaribana
    #bhaktidebananda
    Support Bhakti Debananda CZcams Channel

Komentáře • 33

  • @pradeepkumarpradhan7004
    @pradeepkumarpradhan7004 Před 2 měsíci

    Jai jagannath jai panchasakha odisha keonjhar barbil

  • @laxmandwibedy2694
    @laxmandwibedy2694 Před 3 měsíci +2

    ୟାଙ୍କର ମୁଁ କାର ଭାବ ପ୍ରବଳ ,ସାଧୁ ସନ୍ନ୍ୟାସୀର କୌଣସି ଲକ୍ଷଣ ନାହିଁ ।ବିଡମ୍ବନା ଏହି ଯେ ଆମେ ସବୁ ତାଙ୍କୁ ଘେରି ରହି ପ୍ରଳାପ ଶୁଣୁଛନ୍ତି ।

  • @BishnukumarBaral-es6gx
    @BishnukumarBaral-es6gx Před 3 měsíci +3

    ସିଦ୍ଧ ସାଧୁ ବା ବିଶିଷ୍ଟ ଜ୍ଞାନୀଗୁଣି ତଥା ମହାପୁରୁଷ ମାନେ ନିଜକୁ କେବେବି ପ୍ରତିଷ୍ଠା କରିବାପାଇଁ ଦେଖେଇ ହୁଅନ୍ତିନାହିଁ ,ଏବାବା କଣ ନିଜକୁ ଏତେ ଜ୍ଞାନୀଗୁଣି ତଥା ସିଦ୍ଧ ପୁରୁଷ ବୋଲି ଦେଖେଇ ହେଉଛନ୍ତି ? ହଉ ସମୟ କହିବ ଏ କିଏ ?

  • @BanamaliBehere
    @BanamaliBehere Před 3 měsíci +3

    😮2024 ଚଇତ୍ର ମାସ ମଙ୍ଗଳବାର କୁ ନେଇ ଭବିଷ୍ୟ ବାଣୀ କରିଥିଲେ ନହେଲେ ତାନେଶ୍ଵରୀ ମନ୍ଦିର ପଥର ଗୋଟେ ଗୋଟେ ବାଡେଇ ଭାଙ୍ଗିବେ କହୁଥିଲେ କିଛି ସତ ହେଲାନି ସେଭିଡିଓ ଅଛି

  • @kailashbehera2350
    @kailashbehera2350 Před 3 měsíci

    ସବୁ ମିଛ

  • @jagnyanarayanbishoyi2160
    @jagnyanarayanbishoyi2160 Před 3 měsíci

    Jay gurudev

  • @BishnukumarBaral-es6gx
    @BishnukumarBaral-es6gx Před 3 měsíci +1

    ବାବା କହିଲେ ବ୍ରହ୍ମୋ ଜାନାତି ବ୍ରାହ୍ମଣ ସେ କଣ ବ୍ରହ୍ମଙ୍କୁ ଜାଣିଲେଣି କି ? ତେଣୁ ନିଜକୁ ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି ,ଆମେ ଦେଖିବା ପାଇଁ ସମୟକୁ ଅପେକ୍ଷାରେ ରହିଲୁ ,

  • @srikant999
    @srikant999 Před 3 měsíci +1

    🙏💓🙏

  • @dasarathimahalik441
    @dasarathimahalik441 Před 3 měsíci

    Hariomtatsat ❤
    We are the best 👌

  • @sridharsahoo1217
    @sridharsahoo1217 Před 3 měsíci

    କାଳେସୀ ନିଜକୁ କହୁଛନ୍ତି ବାବାଜୀ

  • @jiopoint7462
    @jiopoint7462 Před 3 měsíci +3

    ଚୈତ୍ର ମାସ ମଙ୍ଗଳବାର ରେ କଳିଯୁଗ ସେଷ ହେବ ବୋଲି ଏହି ଠକ ଭଣ୍ଡ ବାବାଜୀ କହୁଥିଲା କିନ୍ତୁ କାହିଁ କିଛି ହେଲାନି ତ ( ଏଇଟା ମ୍ଲେଛ ମାନଙ୍କର ସଭାପତି ଇଏ ପ୍ରଥମ ହଣା ଖାଇବ

  • @subhalaxmihota2732
    @subhalaxmihota2732 Před 3 měsíci

    🙏🙏🙏🙏

  • @sureshpradhan5947
    @sureshpradhan5947 Před 3 měsíci

    ମା ତାନେଶ୍ୱୋରି ପିଠା ଧିଶ ଙ୍କ ଚରଣେ
    କୋଟି କୋଟି ପ୍ରଣାମ 🚩🌹💐🌺🌼🍎🪔🙏

  • @jiopoint7462
    @jiopoint7462 Před 3 měsíci +1

    👄 ମୁଖରୁ ଆଜି ପ୍ରକୃତ କଥାଟା ଭୁଲ୍ ରେ ବାହାରି ଗଲା ବୋଧେ ବାବା କ'ଣ କହୁଛନ୍ତି ମୁଁ ୧୦୦୦ ରୁ ଅଧିକ episode କରିସାରିଲାଣି ଇଏ ଧର୍ମ ଆଲୋଚନା କରିବା ପାଇଁ ଆସିଛି ନାଁ episode ବନେଇ midia ରେ ମୁହଁ ଦେଖେଇ ବାକୁ ଆସିଛି

  • @BanamaliBehere
    @BanamaliBehere Před 3 měsíci +2

    ପ୍ରଥମେ ଆପଣଙ୍କ ର ପୁରୁଣା ଭିଡିଓ ଦେଖନ୍ତୁ

  • @santanukumarnayak8233
    @santanukumarnayak8233 Před 3 měsíci

    Baba apana nku pranaam hele apana tahare ama pate asantu bina jhuna re jhuna padibani Agni pura red colour dekha jauthiba au ethi kalisi achanti se Agni re na daoudi kebala chaluchanti au kn hauchi janichanti khajuri gacha ku chadi tara chati kue upadi finganti

  • @namitabisoi2087
    @namitabisoi2087 Před 3 měsíci

    Guna chinhe gunia,suna chinhe bania.amane baba apananku chinhi paribeni.A omnipotent power is with u.Nobody will recognise u

  • @BanamaliBehere
    @BanamaliBehere Před 3 měsíci

    ମାନୁଛି ଆପଣ ପାଖରେ କିଛି ମନ୍ତ୍ରର ଶକ୍ତି ଅଛି

  • @msr922
    @msr922 Před 3 měsíci

    Baba tame danda dekhina mote laguchi sethipai kahucha tame jemiti chaluthila mu amede ashiba dekhiba dekhiba danda kemiti hauchi

  • @BaldevBarik-mp9dc
    @BaldevBarik-mp9dc Před 3 měsíci

    Chaitramangalbarjahakahitiletahahabakinahi

  • @user-fi1pb2zk8o
    @user-fi1pb2zk8o Před 3 měsíci +1

    tame school ku jaina की murkha nka bhali baktabya रखूछा pruthibi mahakarsana sakti balare jhuluchhi kou phana रहूनि tamabhali murkha desha ku andhakara कुठेली deba.

  • @tarakeshwarmohanty9435
    @tarakeshwarmohanty9435 Před 3 měsíci

    bayasa heini kahin ete alapa

  • @rameshswain6451
    @rameshswain6451 Před 3 měsíci +1

    Tume. Kou. Muni

  • @P.ParidaParida
    @P.ParidaParida Před 3 měsíci

    Malika kichi janinahanti

  • @rameshswain6451
    @rameshswain6451 Před 3 měsíci

    Ei. Bhala budhia. Galua

  • @jagadanandadas207
    @jagadanandadas207 Před měsícem

    ଆରେ ତୁ ବାବାଜୀ ଙ୍କୁ ଟେକିକି ନିଆରେ ପକେଇଦବୁ ?ତୋ ଗାଣ୍ଡିରେ ସାଧୁ ସନ୍ଥ ନାଗା ସାଧୁ ର ବଙ୍କା ବଡ଼ି ଗେଞ୍ଜି ଦେବେ,ତୁ କିରେ ,ଆସିଲୁ ସାଧୁ ମେଲିକୁ,ତତେ ନଣ୍ଡା କରି ଚୂନ କଳା ମାରିବେ,ତୁ ସୀମାରେ ରହ,ସାଧୁ ମାନକ ସେବା କରେ ପାପ ରୁ ମୁକ୍ତି ହେବୁ