ଦେବୀନଦୀ ଧାରରେ ବସି ଏମିତି କହିଲେ ବାବା || Taneswaribana || Malikabani ||

Sdílet
Vložit
  • čas přidán 7. 05. 2024
  • ଦେବୀନଦୀ ଧାରରେ ବସି ଏମିତି କହିଲେ ବାବା || Taneswaribana || Malikabani || @BHAKTIDEBANANDA
    #endofkaliyug #MalikaWrittenPlace #MalikaPlace #MalikaBarnitaPitha #malikabachana #2024 #taneswaripitha #bhaktidebananda #taneswaribana
    ଆପଣମାନଙ୍କୁ ବିନମ୍ର ନିବେଦନ କି ଆପଣମାନେ ଏହି channel କୁ subscribe କରନ୍ତୁ ଏବଂ ବନ୍ଧୁବାନ୍ଧବଙ୍କ ନିକଟକୁ Share କରନ୍ତୁ।
    Support Bhakti Debananda CZcams Channel

Komentáře • 36

  • @BishnukumarBaral-es6gx
    @BishnukumarBaral-es6gx Před 2 měsíci +8

    କିଛି ବର୍ଷ ପୂର୍ବରୁ ସୁର ବାବା , ସାରଥିବାବାଙ୍କୁ ସାରାଓଡ଼ିଶାର ଲୋକଦେଖିଛନ୍ତି ଏବେ ଆଉକିଛି ଲମ୍ବାକୁହା ମିଛକୁହା ଛଟକିଆ ଚତୁରିଆ ବାହାରି ସମାଜକୁ ବଲବଲହୋଇ ଭ୍ରମିତ କରିବାରେ ଚାଲିଛନ୍ତି ୟାଙ୍କ ବିଚାରବି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦରବାରରେ ଠିକ ଠିକ ବିଚାର ହେବ,

  • @BishnukumarBaral-es6gx
    @BishnukumarBaral-es6gx Před 2 měsíci +8

    କାଠି ମାପର ଟ୍ରିକଏ ବାବାକୁ ବେଶ ଜଣାଅଛି ଏହା କୌଣସି ଆଧ୍ୟାତ୍ମିକ ବା ଦୈବୀ ଶକ୍ତିର କାର୍ଯ୍ୟ ନୁହେଁ ଏହା ଏକ ଭାଣ୍ଡାମି ଚାତୁରୀ , କାରଣ ଆମ ଓଡ଼ିଆଜାତି ସରଳ ବିଶ୍ବାସୀ ତେଣୁ ତାଙ୍କୁ ଭକୁଆ ବନେଇଁବାଟା ବହୁତ ସହଜ ଯୋଗୁ ଏ ପ୍ରହଶନ ,

  • @s.star.sanatan
    @s.star.sanatan Před 2 měsíci +1

    jay Jagannath jay panchasakha⭕❗⭕❤❤❤❤

  • @Rahuljt8ol
    @Rahuljt8ol Před 2 měsíci +5

    ଏଇ କାଠି ମାପ ସମସ୍ତଙ୍କୁ ଜଣା ଅଧିକ କଣ ଦେଖୁଛୁ ବାବୁଲି ଏଇ କାଠି ମାପ ସତ୍ୟ ଭଞ୍ଜ କୁ ଦେଖି ଶିଖି ଗଲୁ ଶେଷରେ ସିଏ ତ ମଲା ତୁ ବି ମରିବୁ କାହିଁକି ମରଣ କୁ ବରଣ କରୁଛ ଧର୍ମ କୁ ବିକି କେତେ ଦିନ ଚଳିବ ଭଣ୍ଡ ତମ କୁ ଲାଜ ସରମ ନାହିଁ

  • @susantasahoo572
    @susantasahoo572 Před 2 měsíci

    Jay baba taneswari pitha

  • @tapuodiyamotivationer1114
    @tapuodiyamotivationer1114 Před 2 měsíci

    Jai shree ram

  • @jagnyanarayanbishoyi2160
    @jagnyanarayanbishoyi2160 Před 2 měsíci

    Jay gurudev

  • @sabitamohapatra3230
    @sabitamohapatra3230 Před 2 měsíci

    ଜୟ ଜଗନ୍ନାଥ🙏

  • @user-ic7ru3mc3c
    @user-ic7ru3mc3c Před 2 měsíci

    ମାଳିକା ସତ ବାବା ମିଛ

  • @rajlaxmipatro4370
    @rajlaxmipatro4370 Před 2 měsíci

    Sadara pranam guruji 🙏

  • @GulshanNaik-yi8lb
    @GulshanNaik-yi8lb Před 2 měsíci

    Jay jagannath🌾🌾🌿🌿🌺🌺🚩🚩🚩🥥🍇🍌🙏🙏🙏

  • @nirakarrana7314
    @nirakarrana7314 Před 2 měsíci

    Jai shree ram 🙏🙏🙏

  • @rameshswain6451
    @rameshswain6451 Před 2 měsíci +1

    Scale. Re. Mapithele. Bhala. Hoi. Thants

  • @rajgamer3304
    @rajgamer3304 Před 2 měsíci

    Baba pranam

  • @skdsingerkumarsaroj655
    @skdsingerkumarsaroj655 Před 2 měsíci

    ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ନାରାୟଣ ରାଘବ କୃଷ୍ଣ ନାରାୟଣ କେଶବ ଜୟ ଜଗନ୍ନାଥ

  • @manasranjanbarikkulu6568
    @manasranjanbarikkulu6568 Před 2 měsíci

    Jay sree jagannath mahaprbhu udhar kara😢😢😢😢😢😢😢😢🙏🙏🙏🙏🙏🪔🪔🪔🪔

  • @IndiraSahu-wz2jy
    @IndiraSahu-wz2jy Před 2 měsíci

    Baba apanku pranm.jay jagannath

  • @nalinikumarpatra4589
    @nalinikumarpatra4589 Před 3 dny

    ବାବା ତମ କ ଥା ମ ନ କୁ ପା ଉନି

  • @binodbiswal7558
    @binodbiswal7558 Před 2 měsíci

    ଫିତା ରେ ମାପିଲେ ଜଣା ପଡିବ

  • @akashbiswal-uc5ho
    @akashbiswal-uc5ho Před 2 měsíci

    Jay shree Ram Jay Hanuman ❤❤❤❤❤🙏🙌⭕‼️⭕🛕🙌🙏🚩🚩🏹🏹🏹

  • @girishsahoo3601
    @girishsahoo3601 Před 2 měsíci

    Hau chalu sabu chalu sansta chalu .benu baba sabu bele nachanti aji kan chup chap basichanti😂

  • @binodbiswal7558
    @binodbiswal7558 Před 2 měsíci

    କାଗଜ ଉପରେ ଋଖି ଚିହ୍ନ ଦେଇ ଦେଖିବାକୁ ଅନୁରୋଧ

  • @overpowergamer5724
    @overpowergamer5724 Před 2 měsíci

    Aapan thiki kahuchhanti

  • @Krishna62624
    @Krishna62624 Před 2 měsíci +1

    Mu jaichi baba nka pakhaku.....no doubt he has devine power

    • @rajlaxmipatro4370
      @rajlaxmipatro4370 Před 2 měsíci

      Kn power Mane kn janile tike anubhuti sankhepare kuhantu bhai mora janibara ichha achi

  • @anant635
    @anant635 Před 2 měsíci

    Baba.ra.nala.chadelani

  • @balaramswain5573
    @balaramswain5573 Před 2 měsíci +2

    Bhai baba nka no debe mu bahuta problem re achhi .

  • @usharaniswain-zk7dp
    @usharaniswain-zk7dp Před 2 měsíci

    Baba michakahucha 9 aguli mapithila badila pare 9 aguli tame lokaku bokabanaucha kana kahucha baba janiparucha

  • @KurupatiPodh-xg8pl
    @KurupatiPodh-xg8pl Před 2 měsíci

    Nomber tk dia baba nkara

  • @puspalatapolai9062
    @puspalatapolai9062 Před 2 měsíci +1

    ଆପଣ ମିଡ଼ିଆ ଭାଇଙ୍କ ଅନୁରୋଧ କରି କହୁଛି କି ? ବାବାଙ୍କୁ ପଚାରନ୍ତୁ ଏ ମେଇ 18 ତାରିଖ ରେ କ'ଣ ଘଟଣା ଘଟିବାକୁ ଯାଉଛି।

    • @khushisatapathy4678
      @khushisatapathy4678 Před 2 měsíci

      Jay bholenatha prabhu 🙏🏻
      Nai kichhi ghatibara nahi aapana besta huantunahi

  • @user-vl6sr4mk2u
    @user-vl6sr4mk2u Před 2 měsíci

    Debananda prasna pain. Na. Aangula. Neithile. Pachariba. Pare. Sei. Na. Aangula. Thila. Kahin. Badhilani ta ta hele. Deba Nanda. Vul pain. Chenel Banda heichhi😊😅

  • @rabindrananda943
    @rabindrananda943 Před měsícem

    Tumra dhanda kichi nahiki