🔴 LIVE | ରାସନ କାର୍ଡ : କିଏ କଟିବେ , କିଏ ପାଇବେ? | Ration Card | Eligibility | Kanak News

Sdílet
Vložit
  • čas přidán 10. 07. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews

Komentáře • 329

  • @deepakacharya3892
    @deepakacharya3892 Před 22 dny +188

    କେବଳ ଧନୀ ବ୍ୟକ୍ତି ମାନେ ଏବଂ ସରପଞ୍ଚ ଙ୍କ ପାଦ ଚଟା କୁକୁର ମାନେ ପାଇବେ।

  • @mpmpmpmp143
    @mpmpmpmp143 Před 22 dny +50

    ଭୁତ ପ୍ରେତ ନେଉଛନ୍ତି କିନ୍ତୁ ଆମର ନାହିଁ 😢

  • @abhimanyudhal9266
    @abhimanyudhal9266 Před 22 dny +62

    ପ୍ରତେତ୍କ 5 ବର୍ଷରେ ଥରେ ଡିଲାର ଚେଞ୍ଚ ହେବା ଦରକାର

  • @tilakmeher5646
    @tilakmeher5646 Před 22 dny +101

    ବହୁତ୍ ଧନି ଲୋକ ମାନେ ପାଉଛନ୍ତି ତାଙ୍କୁ କଣ କରିବେ

    • @aldrefresh2792
      @aldrefresh2792 Před 22 dny +5

      Tu bi poisa kamaunu tu bi dhoni hei jibu

    • @user-jy2jg8zv2i
      @user-jy2jg8zv2i Před 22 dny +4

      ତଦନ୍ତ କରିବା ଦରକାର

    • @manoranjanpradhan247
      @manoranjanpradhan247 Před 21 dnem

      Tame kahuna kn kale dhani heijibu ame @@aldrefresh2792

    • @pradhanashok5005
      @pradhanashok5005 Před 4 dny +1

      ଅମ୍ବାନୀ ଆଉ ଆଦାନୀ ର ରାସନ୍ କାର୍ଡ କଟା ଯାଉ😂😂😂😂

  • @niranjanswain3328
    @niranjanswain3328 Před 22 dny +56

    କଣ କଣ ଥିଲେ ଯୋଗ୍ୟ ହିତାଧିକାରୀ ସେଇଟା କୁହ

    • @sanjuktabiswal1569
      @sanjuktabiswal1569 Před 22 dny +3

      ଯାହାର ପରିବାର କୁ ନେଇ ଜମି ଅଳ୍ପ କିଛି ଅଛି ଦେଖି ଦିଅନ୍ତୁ,

    • @prasantakumarjena4437
      @prasantakumarjena4437 Před 22 dny +2

      ଯାହାର ନେତା ମନ୍ତ୍ରୀଙ୍କ ସହ ଭଲ ସମ୍ପର୍କ ଥିବ।

    • @binaykumarpradhan2200
      @binaykumarpradhan2200 Před 22 dny +3

      ଆମ ଗାଁ ରେ 75 କ୍ୱେଣ୍ଟାଲ ମଣ୍ଡି ରେ ଧାନ ବିକୁ ଥିବା ଲୋକବି ରାସନ କାର୍ଡ ପାଇଛନ୍ତି।

    • @sandhyaranijethi7168
      @sandhyaranijethi7168 Před 21 dnem +1

      ଠିକ୍ କଥା କହିଛ

    • @user-ee2tk3er3w
      @user-ee2tk3er3w Před 17 dny

      ଆମ ଗାଁ ରେ ଅର୍ମୀ ଚାକିରି ବଲା ପାଉଛି

  • @KuberSahu-nu4xt
    @KuberSahu-nu4xt Před 22 dny +27

    ନୂଆ କାର୍ଡ କେବେହେବ. ଯାହାର ୨ ଏକର୍ଡ ଜମିଥିବ ତାହାର ଚାଉଲକାର୍ଡ ଗରିବ କୁ ୧୦ କେଜି ଚାଉଲ ଦିଆଯାଉ

  • @niranjanswain3328
    @niranjanswain3328 Před 22 dny +24

    କଣ କଣ ଥିଲେ କାର୍ଡ କଟୀବ ସେଇଟା ଆଗ କୁହ

  • @stallionbbr
    @stallionbbr Před 22 dny +16

    ଯୋଉମାନଙ୍କ ଦୁଇଚକିଆ ଗାଡି ଅଛି ଓ କିଛି ବ୍ୟବସାୟ କରୁଛନ୍ତି ସେମାନଙ୍କର ବ୍ୟାଙ୍କ ଖାତା ଯାଞ୍ଚ କରାଯାଉ ଆଧାର କାର୍ଡ ଭିତ୍ତିରେ, ଆଧାର କାର୍ଡରୁ ଦୁଇ ଚକିଆ ଗାଡି ଓ ବ୍ୟାଙ୍କ ଖାତାର ପ୍ରକୃତ ଆୟର ବିବରଣୀ ମିଳିପାରିବ, ମାଗଣା ଚାଉଳ ନେଇଚାଲିଛନ୍ତି

    • @theanimal21
      @theanimal21 Před 22 dny +1

      ଠିକ୍ କହିଛନ୍ତି

    • @iliiinakula5339
      @iliiinakula5339 Před 6 dny

      😂😂kahara 2 chakia nai mate tike kahila

  • @TheLifeVibes
    @TheLifeVibes Před 22 dny +9

    ପ୍ରତି ଦିନ କେତେ ମରୁଛନ୍ତି କେତେ ଜନ୍ମ ହେଉଛନ୍ତି ତୁମେ କେତେ ଦିନ ଖୋଜି ଖୋଜି କାଟିବ

  • @gobindadhua9921
    @gobindadhua9921 Před 22 dny +8

    Sir ଜନଗଣନା କରନ୍ତୁ . ତା ପରେ ରାସନ କାର୍ଡ ଦେଲେ ଭଲ ହୁଅନ୍ତା

  • @mragrncy9144
    @mragrncy9144 Před 22 dny +12

    Good decision. MLA and people representive will get opportunity to be closed to voters.

  • @Prem-bz3tr
    @Prem-bz3tr Před 22 dny +5

    ଧନୀ ଲୋକ ପାଉଛି ଗରିବ ଲୋକଙ୍କ ପାଖରେ ରାସନ କାର୍ଡ ନାହିଁ ବ୍ଲକ୍ ଅଫିସ୍ ସପ୍ଲେଇ ପାଖକୁ ଗଲେ ନା କଟୁ ନାହିଁ ନା କାଟିଲେ ତ ଆମ ପରିବାର ନୂଆ ରାସନ କାର୍ଡ ଅନଲାଇନ୍ ଏପ୍ଲେ କରିବୁ ନୂଆ ପରିବାର କୁ ସରକାର କେବେ ରାସନ କାର୍ଡ ଦେବ

  • @ranjitrana7361
    @ranjitrana7361 Před 22 dny +10

    ପୁଅ,ଝୀଅ,ରନାମ,କେବେ,ଯୋଡିହେବ

  • @santoshkumarmishra2620
    @santoshkumarmishra2620 Před 21 dnem +3

    Bank Account ଦେଖ ଯିଏ 15 G ପ୍ରତିବର୍ଷ ଯିଏ ଦେଉଛି ତାର ରାସନ୍ କାର୍ଡ କାଟନ୍ତୁ. ଅନେକ ଲୋକ ୧୦ ଲକ୍ଷରୁ ଅଧିକ ଟଙ୍କା ବ୍ଯାଙ୍କରେ ରଖିଛନ୍ତି କିନ୍ତୁ ସେ ଲୋକଟି ରାସନ୍ କାର୍ଡ ର ସମସ୍ତ ସୁବିଧା ହାତେଇନଉଛନ୍ତି.

  • @s.mohapatra-i1k
    @s.mohapatra-i1k Před 22 dny +9

    ମଲା ଲୋକ ରାସନ୍ ନେଉଛନ୍ତି /ଯାହା ଘରେ ଯିଏ ମରୁଛନ୍ତି ତାକୁ ସେମାନେ କିମ୍ବା ସରପଞ୍ଚ ୱାର୍ଡ ମେମ୍ବର କେହି ବି ବ୍ଲକ ଅଫିସ କୁ ଯାଇ କଟୁ ନାହାନ୍ତି

  • @rajendrasahu939
    @rajendrasahu939 Před 22 dny +2

    ଗରିବ ଲୋକଙ୍କ ପାଖରେ ରାସନ୍ କାର୍ଡ ନାହି, କିନ୍ତୁ ଧନୀ ଲୋକଙ୍କ ରାସନ୍ କାର୍ଡ ବହୁତ ଅଛି, ଗରିବ ଲୋକଙ୍କୁ ଚିହ୍ନଟ କରି ରାସନ୍ କାର୍ଡ ଦିଅ,

  • @Biswajitpihu
    @Biswajitpihu Před 22 dny +3

    News ରେ ଖାଲି କହୁଚନ୍ତି ହେଲେ କେମିତି ଜଣେ ଯୋଗ୍ୟ ବ୍ୟକ୍ତି କେମିତି ସହଜ ରେ ପାଇବ ସେ ବିଷୟରେ ସହଜ ଉପାୟ କରନ୍ତୁ

  • @lalmohanmajhi9308
    @lalmohanmajhi9308 Před 22 dny +4

    ଭତା କେବେ ୩୦୦୦/- ଟଙ୍କା ଦିଆଯିବ

  • @ullashchandrabarik6979
    @ullashchandrabarik6979 Před 2 dny +1

    ଏକଥା ନିର୍ବାଚନ ଆଗରୁ କହିବାର ଥିଲା

  • @ranjitrouttv2984
    @ranjitrouttv2984 Před 22 dny +4

    Old pension 3000 kebe miliba

  • @ଅଭୟ
    @ଅଭୟ Před 22 dny +3

    ଶୀଘ୍ର ଚିହ୍ନଟ କରନ୍ତୁ ଗରିବ ଲୋକଙ୍କୁ APL ଆଉ ଧନୀ ବ୍ୟକ୍ତିଙ୍କୁ ଅନ୍ତଦୟ ରାସନ କାର୍ଡ ମିଳୁଛି କେବେ inquri ହେବ

  • @bhismadas7687
    @bhismadas7687 Před 22 dny +3

    Historical. Step. Welcome

  • @Odvlogs4s
    @Odvlogs4s Před 22 dny +2

    ଭୂତ ପ୍ରେତ ବି ରାସନ୍ ପାଉଛନ୍ତି କିନ୍ତୁ ଆମକୁ ନାହିଁ😢 ଭୂତ ବି ରାସନ୍ ନେଇ ପଢ଼ାଉଛନ୍ତି😅So funny

  • @narshinghbehera6985
    @narshinghbehera6985 Před 18 dny +1

    ଛୁଆ କୁ ମିଳୁଚି ହେଲେ ବୁଢ଼ା କୁ ନୁହେଁ ଧନୀ କୁ ମିଳୁଚି ହେଲେ ଗରିବ କୁ ନୁହେଁ ହେ ଭଗବାନ ତୁମେ ରକ୍ଷା କର

  • @dillipkumarsatapathy2574
    @dillipkumarsatapathy2574 Před 22 dny +3

    ନିଜ ଦଳର ବହୁ ନେତା ଭୁତ ହିତାଧିକାରୀଙ୍କ ରାସନ

  • @narshinghbehera6985
    @narshinghbehera6985 Před 18 dny +1

    ଆଉ ଧନୀ ଲୋକ ଚାଉଳ ଖାଉ ନାହାନ୍ତି ଦୁକାନରେ 30ଟଙ୍କାରେ ବିକି ଫାଇନ ଚାଉଳ ଖାଉ ଛନ୍ତି ସେମିତିଲୋକ ର card ନ ଥିବା କଥା

  • @BeHappy-fn6qh
    @BeHappy-fn6qh Před 22 dny +2

    ଭଲ କଥା ଭୂତ ରାସନ କାର୍ଡ କଟିବ।
    କିନ୍ତୁ ନୂଆ ଯୋଗ୍ୟ ହିତାଧିକାରୀ ଙ୍କୁ ନୂଆ କାର୍ଡ ଦବ ନାହିଁ।

  • @user-qf4yg6nw1t
    @user-qf4yg6nw1t Před 22 dny +4

    New ration card kebe apply date declaration karibe

  • @bijayraja
    @bijayraja Před 22 dny +1

    Criteria needs to be fixed and reverified strictly.

  • @bkcreation593
    @bkcreation593 Před 21 dnem +1

    Navin sir is always the best cm in odisha❤❤❤

  • @ambarishswain3233
    @ambarishswain3233 Před 22 dny +2

    Very good action

  • @nandakatapalia5706
    @nandakatapalia5706 Před 21 dnem +1

    ନୂଆ ଚାଉଳ କାର୍ଡ କେବେ ଦେବେ ଆମେ 2021ରୁ ଆପ୍ଲାଏ କଲୁ ନା ଏ ପର୍ଯ୍ୟନ୍ତ ମିଳିନି.. ଆମକୁ ନୂଆ କାର୍ଡ ଦେଲେ ବହୁତ ଖୁସି ହେବୁ

  • @jayanta0084
    @jayanta0084 Před 19 dny +1

    ଆମ ଗାଁ ରେ 4ଚକିଆ ଗାଡ଼ି ଥାଇ ଧନୀ ମଧ୍ୟ ରାସନ ପାଉଛନ୍ତି ହେଲେ ମୋ ବାପା ଭିନ୍ନକ୍ଷମ ହୋଇ ମଧ୍ୟ ନାହିଁ ଏ ହେଉଛି BJD ର ନୀତି।

  • @biswaltutorial1522
    @biswaltutorial1522 Před 22 dny +5

    ଆମ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କଣ ନିଷ୍ପତି ନେଲେ

  • @GopalRout-nh8rk
    @GopalRout-nh8rk Před 22 dny

    ଧନ୍ୟବାଦ sir

  • @satyabannaik4539
    @satyabannaik4539 Před 21 dnem

    ପ୍ରତି ଗାଁରେ ଘରକୁ ଘର ବୁଲି ପ୍ରକୃତ ହିତାଧିକାରୀ ମାନଙ୍କୁ ଚି଼ହ୍ନଟ କରାଯାଉ l ମୃତ ଲୋକଙ୍କନାମରେ ମିଳୁ ଥିବା ଚାଉଳ କାର୍ଡ କଟା ଯାଉ ଓ ଚାଉଳ ବନ୍ଦ କରାଯାଉ l ବହୁତ ଧନୀ ଲୋକ ହୋଇ ମଧ୍ୟ ଫ୍ରି ଚାଉଳ ନେଉଛନ୍ତି l ସେଇଥି ପାଇଁ ପୁରୁଣା ସରକାର କୁ ଲୋକେ ଝୁରୁଛନ୍ତି l ଅସଲ କଥାଟା ହେଲା ଭୁତ କାର୍ଡ ରେ ଚାଉଳ ଉଠାଉ ଥିଲେ l ସେଇଥିପାଇଁ ସେଇମାନେ ହିଁ ପୁରୁଣା ସରକାର କୁ ଝୁରି ମରୁଛନ୍ତି l ମୋ ଧନ କୁଆଡେ ଗଲା ଲୋ ଆମେ କେମିତି ବଞ୍ଚିବୁ ବୋଲି ମୁଣ୍ଡ ପିଟି ଦେଉଛନ୍ତି l କୁଜିନେତା ହିଁ ମୂଳ କାରଣ l ନିଜ ଲୋକଙ୍କ ନାମରେ ଫ୍ରି ଚାଉଳ ନେଉଥିଲେ l ଏବେ ସବୁ ଭୁତ କାର୍ଡ ଧାରୀ ଫ୍ରି ଚାଉଳ ପାଇବେ ନାହିଁ l ବଞ୍ଚି ଥିଲେ ତ କାର୍ଡ ନେବେ l

  • @ugresenlenka3495
    @ugresenlenka3495 Před 22 dny +2

    ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ, ସମସ୍ତ ଭୂତ ରେସନ କାର୍ଡ ଧାରୀ ଙ୍କୁ ତଦାରଖ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

  • @KHERWAL_BAZAAR
    @KHERWAL_BAZAAR Před 17 dny

    ଘର ଘର ବୁଲି ବୁଲି ଯଦି ଆଧାର Bio-Matric Varify କରାଯିବ ତେବେ ଜଣାପଡ଼ିବ। ଆଉ ନ ହେଲେ କିଛି ଜାଣି ପାରିବେ ନାହିଁ ।

  • @SandeshTech-ni3zp
    @SandeshTech-ni3zp Před 3 dny

    ରେସନ କାର୍ଡ କାହାପାଇଁ ଜାହାର ଘରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ତାଙ୍କ ପାଇଁ । ଯୋଉ ଚାଷୀ ଭାଈ ମାନେ ମଣ୍ଡି ରେ ଧାନ କୁଣ୍ଟାଲ କୁଣ୍ଟାଲ ଦେଉ ଛନ୍ତି ସେ ଭାଈ ମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କି ? ଉତ୍ତର ସରକାର ଦିଅନ୍ତୂ

  • @LiliNayak-ox2kb
    @LiliNayak-ox2kb Před 19 dny +1

    ଭୁତ ପ୍ରେତକୁ ରାସନ୍ ମିଳୁଛି ଆମକୁ କିଛି ମିଳୁନାହିଁ

  • @AshokDas-ed2ps
    @AshokDas-ed2ps Před 21 dnem

    Tq

  • @user-jy2jg8zv2i
    @user-jy2jg8zv2i Před 22 dny

    👍

  • @bhagabanbehera1354
    @bhagabanbehera1354 Před 15 dny

    ଏଥିପାଇଁ କେବଳ ଡିଲର୍ ମାନେ ହିଁ ଦାୟୀ କାରଣ କିଏ ମଲା କିଏ ଜନ୍ମ ହେଲା ତା ଏରିଆ ରେ ସେ ତ ନିଶ୍ଚୟ ଜାଣିଥିବ, ତେବେ ମଲା ଲୋକ ପାଇଲେ କେମିତି

  • @ranjankanhar5906
    @ranjankanhar5906 Před 15 dny

    ପଞ୍ଚାୟତ ରୁ ଚାଉଳ ନେଇଁ ଦୋକାନ ରେ ବିକୁଛନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ

  • @samarupujari2098
    @samarupujari2098 Před 2 dny +1

    ❤❤❤❤❤

  • @user-fg9oo1jr6w
    @user-fg9oo1jr6w Před 22 dny +1

    ସୁଭଦ୍ରା ଯୋଜନା ୧୦୦ ଦିନ ଭିତରେ କୋଉଦିନ ?

  • @sureshmajhi4280
    @sureshmajhi4280 Před 14 dny

    ଭୂତ ବେତାଳ କୁ ସରକାର ଚାଉଳ ଦେଉଛନ୍ତି କିନ୍ତୁ ଆମକୁ ରାସନ୍ କାର୍ଡ ନାହିଁ ଆଫ୍ଲାୟ କରି କରି କିନ୍ତୁ ୨୦୨୪ .୨୫ ମସିହା ହୋଇଗଲା ନି କିନ୍ତୁ ଆମ ପରିବାରରେ ନାହିଁ,ଜୟ ଜଗନ୍ନାଥ

  • @jitendrapradhan7681
    @jitendrapradhan7681 Před 22 dny +1

    କେମିତି ନା କାଟିବ ତାହା ଚିନ୍ତା କେମିତି ନା ଯୋଡାଯିବ ତାହା ଚିନ୍ତା ନାହିଂ

  • @chandrakantsethi789
    @chandrakantsethi789 Před 22 dny

    Good

  • @brajakishorepadhi4022
    @brajakishorepadhi4022 Před 22 dny +2

    ସବୁ ବିଜେଡି ଲୁଟେରା।

  • @Princesuryakanta-ph6zj

    କେବଳ ଧନୀ ଲୋକ କୁକୁର ଏହା ଯୋଜଣା ଉପକୃତ ହେବେ

  • @sushantbarick3317
    @sushantbarick3317 Před 22 dny +1

    Jai Jagannath 👏
    Apana gote Kama karantu Jau mane ration Agent achanti semanku naiki jail re bharantu,
    Karan se mane sabu Jayanti Kia Jibita achi aau kahara murtu haichi karan se ta gaon loka..agent mane khau chanti seita ku dharantu sabu thik hai jiba..corruption clear karntu plz.

  • @user-fo1fl9ub9e
    @user-fo1fl9ub9e Před 17 dny

    କଣ କଣ ଥିଲେ ଅଯୋଗ୍ୟ ଆଉ କଣ ନଥିଲେ ଯୋଗ୍ୟ ସେକଥା କୁହ

  • @TulasiJenaTulasi
    @TulasiJenaTulasi Před 19 dny

    Right.sir

  • @Basantamallick-l1r
    @Basantamallick-l1r Před 18 dny

    Good Decision Sir

  • @pradeepkumarsinha803
    @pradeepkumarsinha803 Před 22 dny

    ବଡ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ 2022, ଫେବୃଆରି ମାସ ଠାର 5/6 ମାସର ଗହମ ଜାତୀୟ ସୁରକ୍ଷାର। ସମସ୍ତ ହିତାଧିକାରୀମାନେ ପୁରୀ ଜିଲ୍ଲାର ପାଇ ନାହାନ୍ତି। ବାରମ୍ବାର ଅଭିଯୋଗ ଦାଖଲ କରାଯିବା ସତ୍ତ୍ୱେ ନା ଜିଲ୍ଲାପାଳ, ନା ଯୋଗାଣ ବିଭାଗ ମନ୍ତ୍ରୀ ଧ୍ୟାନ ଦେଇଛନ୍ତି।
    ଯଥାଶୀଘ୍ର ଯୋଗାଇ ଦେବାପାଇଁ ଅନୁରୋଧ କରାଯାଉଛି।

  • @Srikant340
    @Srikant340 Před 21 dnem

    Bahut bhala Katha 🎉🎉

  • @rajendramallick4172
    @rajendramallick4172 Před 10 dny

    Bhai jia kahile kahu anubhav is brand.

  • @GAPAL.MARANDI2024
    @GAPAL.MARANDI2024 Před 22 dny

    5kg ଚାଉଳ ପରିବର୍ତ୍ତେ 15କିଲ କରାଯାଉ । କେବଳ 5 କିଲ ଚାଉଳ ଦେବା ଲୋକ ଦେଖଣା ହାରି ଆଉ ଆକାଶ ଛୁଆଁ ଖାଦ୍ୟ ସାମଗ୍ରୀ ପରିବା ଦର । କହିବ କିଏ ଆଉ ଶୁଣିବ କିଏ ।

  • @MirabaiNayak-bj5ff
    @MirabaiNayak-bj5ff Před 22 dny

    👍👍👍👍👍👍👍

  • @kedarsethy3399
    @kedarsethy3399 Před 22 dny

    Correct

  • @kartikhansda8033
    @kartikhansda8033 Před 20 dny

    Right 👍

  • @MalatiBehera-g2n
    @MalatiBehera-g2n Před 21 dnem

    G00d❤

  • @BinayakPatel-ky2xw
    @BinayakPatel-ky2xw Před 18 dny

    Puintala block,malmunda GP re bahut bhuta,(bgr)

  • @saiarts4617
    @saiarts4617 Před 22 dny

    Jay Jagannath❤🎉
    Thankful❤

  • @SunilBehera-vx8jk
    @SunilBehera-vx8jk Před 16 dny

    Very nice👍👍👍👍👍

  • @user-jf6hy3qs2j
    @user-jf6hy3qs2j Před 17 dny

    Every dealer has full knowledge about non eligible person.

  • @nityanandasamal6814
    @nityanandasamal6814 Před 21 dnem

    Good govt odisha

  • @rssandh6397
    @rssandh6397 Před 22 dny +1

    Gariba pauna ha nti sir

  • @sidharthsankarbehera6564

    Good tapick

  • @rahematkhanqadri7866
    @rahematkhanqadri7866 Před 22 dny +3

    Adhar biometric ru Diya hauchi rice bhuta card Asila kauthi

  • @Bs9L9106
    @Bs9L9106 Před 22 dny

    Good Action by New Govt

  • @priyabrataparida7223
    @priyabrataparida7223 Před 22 dny +2

    New ration card kebe ??

  • @rockygouda9086
    @rockygouda9086 Před 21 dnem

    Ok good

  • @sradhamihir5552
    @sradhamihir5552 Před 22 dny +6

    First କଥା ହେଲା ଯେତିକି ରାସନ୍ କାର୍ଡ ଅଛି ସୁଭଦ୍ରା ଟଙ୍କା ଦେଲା ବେଳକୁ ଗା... ଫାଟିଯିବ 😂 ଯଦି ଏମିତି ଚେକିଂ କରି କଟିଦିଆଯିବ ସୁଭଦ୍ରା ଟଙ୍କା ଦେବାକୁ ସରକାରଙ୍କୁ ସୁବିଧା ହେବ 😅 ପୁରୁଣା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଗରୁ ବହୁତ୍ free ଚାଉଳ ଦେଲେ 😂 ଏବେ ସୁଭଦ୍ରା ତାଙ୍କ ଦିଆସରୁ ତା ପରେ କାଟିବ ନା 😂 ଦେବାକୁ ତ ଖାଲି ଫାଟିଲା ଆଉ......😅

  • @bhagiratiamanatya6271
    @bhagiratiamanatya6271 Před 11 dny

    Bhagrathiamanatya❤❤

  • @user-oi6fl9gl6m
    @user-oi6fl9gl6m Před 16 dny

    Okkkkkkkkkk

  • @user-rc8wn1ol2w
    @user-rc8wn1ol2w Před 22 dny

    Good decision

  • @debanandabahinipati2985
    @debanandabahinipati2985 Před 17 dny +1

    Bangali Bangladeshi nku dhar sabu milijiba

  • @prasantakumarpadhan8552
    @prasantakumarpadhan8552 Před 21 dnem

    ଭୂତ ମାନେ ବି ଫିଙ୍ଗର ପ୍ରିରନ୍ଟ ଦେଉଥିଲେ ।

  • @sanjuktabiswal1569
    @sanjuktabiswal1569 Před 22 dny

    ଯାହାର 5ଲକ୍ଷ ଉପରେ ବିଜିନେସ ଅଛି, ତାର ରାସନ କଟାଯାଉ,

  • @BarendraMajhi-tx3fi
    @BarendraMajhi-tx3fi Před 22 dny +1

    New ration crd kebe miliba

  • @Satya1990_
    @Satya1990_ Před 22 dny

    ସବୁ ଠାରୁ ଆଚାର୍ଯ୍ୟ କଥା false ration card ରେ commodity ଖାଉଛି କିଏ pds centre ରେ ତା biometric system ରେ ଜିନିଷ ଦିଆ ଯାଉଚି ଯେ ମଲା ସେ କିପରି finger print ଦେଉଚି,ଆଉ ଗୋଟେ ବଡ଼ କଥା bjp govt କୁ ଅନୁରୋଧ pds ରେ ଗହମ ଦିଆ ଜାଉ

  • @SonuMaharana-lf8pt
    @SonuMaharana-lf8pt Před 22 dny

    ଯେଉଁ ମାନେ ନିଜର ଦୁଇଟି ନାମରେ,ଦୁଇଟି ଆଧାର କାର୍ଡ,ସେଇ ନାମରେ ଦୁଇଟିଭଟର କାର୍ଡ ଏବଂ ରାସନ କାର୍ଡ କରିଛନ୍ତି ସେମାନଙ୍କୁ କିପରି ଧରିବେ?
    ସେ ପୁଣି ଅଲଗା ଅଲଗା ଗାଁ ରେ କରିଛନ୍ତି।

  • @sudiptanarayanbehera8157

    Also take action against bhuta hitadhikari

  • @benudharanti5195
    @benudharanti5195 Před 22 dny

    Big family ଥିଲେ ସେ କାର୍ଡ କୁ ଅଲଗା କରା ହେବ କି ନାହିଁ..

  • @sujit_sahoo
    @sujit_sahoo Před 22 dny +1

    Bhuta, Prata mane paauchanti kintu aame paau nahu

  • @user-jf6hy3qs2j
    @user-jf6hy3qs2j Před 17 dny

    CARD HOLDER MANANK R BANK ACCOUNT check karajau.

  • @govindabhue1953
    @govindabhue1953 Před 21 dnem

    ଜଣେ ବାହା ହେଲା ପରେ ଅଲଗା ରାସନ୍ କାର୍ଡ କେମିତି ହେବ?। ସେଥିପାଇଁ କଣ କରିବାକୁ ପଡ଼ିବ।

  • @kaliajana7857
    @kaliajana7857 Před 22 dny

    Thank you. Sir...10.. Years.. No. Name
    .. Joint.. (B.j.. D).
    Jay. Sri ram

  • @ganeshdalai5094
    @ganeshdalai5094 Před 22 dny

    ମୁଁ ଓଡିଆ ଭାଇ ସୁରାଟ ରେ କାମ କରୁଛି ମୋର ରାସନ୍ କାର୍ଡ ଟା ବଦ ଅଛି 🎉🎉🎉🎉

  • @LilyPradhan-hd3uj
    @LilyPradhan-hd3uj Před 17 dny

    ଭୁତ ଛାଡ ଜୀବିତ ଲୋକ ଙ୍କୁ ଚାଉଳ ମିଳୁ

  • @ganeshmohapatra3479
    @ganeshmohapatra3479 Před 22 dny

    Ghare ghare boli school teacher manku sarve karibaku kuhantu, apona mne totally ransancard band karibaku lagicho.

  • @user-hz2tx5du4i
    @user-hz2tx5du4i Před 17 dny

    ବାଳ କାଡେ ମୁଁ କେତେଦିନରୁ ବାପ ଘରୁ ନାଆ କାଟି ପାରୁଉ ନି ଏଇମାନେ କାଡେ ଦେବେ

  • @bhagiratiamanatya6271
    @bhagiratiamanatya6271 Před 11 dny

    😢😮

  • @nalindrasoy6366
    @nalindrasoy6366 Před 22 dny

    Ration Samastanku milu apon kahiba kotha Jou mane rich semane monisho nuhonti.Hele gote kotha mone rakhantu Country ku pray Service holder and business person mane hin country ku choleichonti

  • @user-zy8hn6mu6h
    @user-zy8hn6mu6h Před 18 dny

    Jay jagannatha swami 😅😅😅😅😅😅😅😅😅😅❤❤❤❤❤❤❤❤❤❤

  • @user-tb3en8jw3t
    @user-tb3en8jw3t Před 18 dny

    Kouthi asabu hoipariba.. kouthi.coperate.karibe...sei.puruna.chorata.block.re.achanti...Bisesa.kari....keonjhar.jilara.sabu.Block...Biseasakari...Hatadihi.block...upare.druthi.dia.gale..bahuta.garibaloka.upakruta.hoiparibe.

  • @w.w.online6920
    @w.w.online6920 Před 21 dnem

    Kanak news ku riquest lebour card ra jhia baha ghara yojna tanka kebbe midiba sarakar ku pachari tikke kuhantu

  • @SantoshSahani-bd8pe
    @SantoshSahani-bd8pe Před 22 dny

    Proper inquiry karajau, jeumane eligible card paeba pae sei mannku diya jau🙏🙏