ସରକାରୀ ଶିକ୍ଷୟତ୍ରୀ ହୋଇବି ୭ ବର୍ଷ ହେବ ମିଳିନି ଦରମା, ବିଧାନସଭା ଆଗରେ ମହିଳା ଦେଲେ ଧାରଣା

Sdílet
Vložit
  • čas přidán 13. 09. 2024
  • ସରକାରୀ ଶିକ୍ଷୟତ୍ରୀ ହୋଇବି ୭ ବର୍ଷ ହେବ ମିଳିନି ଦରମା, ବିଧାନସଭା ଆଗରେ ମହିଳା ଦେଲେ ଧାରଣା
    #SunstarTv
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/...
    ➠CZcams: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

Komentáře • 165

  • @brainlicker5647
    @brainlicker5647 Před 2 lety +110

    ଓଡିଆ ବୁଝି ପାରୁ ନଥିବା ମୂର୍ଖ ମନ୍ତ୍ରୀ ଥିବା ପଯ୍ର୍ୟନ୍ତ ଶାସନ ଦୁର୍ବଳ ହୋଇ ଚାଲିଥିବ ଆଉ ନାରୀ ଅସୁରକ୍ଷିତ ହେବ ଓଡିଶାରେ । ଏଭଳି ମାର ଅଭିଶାପ ନିଶ୍ଚୟ ପଡିବ BJD ଉପରେ,,,,,ଦେଖ ନବୀନା ଦେଖ,,ମାକୁ ସମ୍ମାନ,,ଛି ଥୁ ତମ ନାରା କୁ

  • @trilochanpatnaik6321
    @trilochanpatnaik6321 Před 2 lety +57

    ଆରେ ଗଣ ଶିକ୍ଷା ମନ୍ତ୍ରୀ ଓଡ଼ିଶାର ଅଭ୍ୟନ୍ତର କୁ ବୁଲି ଦେଖ ବିଦ୍ୟାଳୟ ଗୁଡ଼ିକର ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଅବସ୍ଥା କି ଦୈନ୍ୟ ଅବସ୍ଥା ରେ ଅଛି।

  • @sidhitumpuli
    @sidhitumpuli Před 2 lety +20

    ଶିକ୍ଷକ ରାଜରାସ୍ତା ରେ, ଦେଶ ପାଇଁ ବିପଦ। God help her.

  • @isudasmallickcreation
    @isudasmallickcreation Před 2 lety +7

    ମୂର୍ଖ ମନ୍ତ୍ରୀ ଜିନ୍ଦାବାଦ

  • @suryasadhika4157
    @suryasadhika4157 Před 2 lety +14

    ନବୀନ ପଟ୍ଟନାୟକ ଜେଲ୍ ଯିବା ଦରକାର

  • @lipsamahankuda740
    @lipsamahankuda740 Před 2 lety +4

    ଆହାଃ..... ହୃଦୟ ବିଦାରକ ଦୃଶ୍ୟ! ଓଡ଼ିଶା ର ଶିକ୍ଷା ବ୍ୟବସ୍ଥା ସୁଧୁରିବ କେବେ?

  • @sabitaprusty8035
    @sabitaprusty8035 Před 2 lety +34

    ଯଦି ନିଯୁକ୍ତି ମିଳୁଛି। ଦରମା ଟଙ୍କା ମିଳୁନାହିଁ ବଡ଼ ଦୁଃଖ ର ବଷୟ

  • @sudarsandash8042
    @sudarsandash8042 Před 2 lety +14

    ଏହା ଓଡ଼ିଶାର ପ୍ରକୃତି

  • @Trueloveyouth
    @Trueloveyouth Před 2 lety +5

    ଏସବୁ ଠିକ୍‌ ନୁହେଁ ଜଣେ ଶିକ୍ଷୟିତ୍ରୀଙ୍କ ପ୍ରତୀ ଅନ୍ୟାୟ ଆଖିରେ ଲୁହ ଆସିଯାଉଛି କଣ କରୁଛନ୍ତି ସରକାର
    ହେ ନବୀନ ସରକାର ଦୟାକରି ୟାଙ୍କ ଦରମା ଗଣ୍ଡାଙ୍କ ଦିଅନ୍ତୁ😥😥🙏🙏

  • @sarfaroshkitamanna8388
    @sarfaroshkitamanna8388 Před 2 lety +7

    ଶିକ୍ଷକ ଅସୁବିଧାରେ ଅଛନ୍ତି ।। ଆଉ ଛାତ୍ର କଣ କରିବେ।

  • @Sksk-pg3ht
    @Sksk-pg3ht Před 2 lety +1

    ଦରମା ଦିଆଯାଉ

  • @hunnterr_
    @hunnterr_ Před 2 lety +22

    ଓଡିଶା ରେ ଯୋଉ ଭଳି ଭାବରେ ଗୁରୁଙ୍କୁ ଅସମ୍ମାନ କରାଯାଉଛି ଓଡ଼ିଶା ସରକାରଙ୍କ ଦ୍ଵାରା ଦିନେ ଦେଖିବେ ଏଇ ଗୁରୁଙ୍କ ଅଭିଶାପ ନିଶ୍ଚିତ ଭାବରେ ପଡିବ।
    ଯଦି ଶିକ୍ଷକ ମାନକୁ ଆଜିକା ସମୟରେ ମାତ୍ର ୫,୦୦୦ ଟଙ୍କା ଦରମା ଦେଇ ଦୀର୍ଘ ୨୦ବର୍ଷ ଖଟାଇବ ତେବେ ସେମାନେ କିଭଳି ଭାବରେ ନିଜ ପରିବାର ପ୍ରତିପୋସନ କରିବେ l ଆଉ ରହିଲା ନେତା ମନ୍ତ୍ରୀ ଙ୍କ କଥା ସେମାନେ ଲୋକ ଙ୍କ ଦ୍ଵାରା ନିର୍ବାଚିତ ହୋଇ ମଧ୍ୟ ସେମାନେ ଲୋକ ମାନଙ୍କର କଥା ଶୁଣିବାକୁ ନାରାଜ। ତାହେଲେ ତମେ କୋଉ ଭଳି ଲୋକେ ପ୍ରତିନିଧି ହେଲ l ସବୁ ତ Tautri କଲ l ତମ କଲା କର୍ମ ଫଳ ନିଶ୍ଚିତ ଭାବରେ ପାଇବ l କେବଳ ସମୟ କୁ ଅପେକ୍ଷା କର l

    • @kumargauravmohapatra7694
      @kumargauravmohapatra7694 Před 2 lety +1

      40 thousand talaku darama nahi

    • @hunnterr_
      @hunnterr_ Před 2 lety +1

      @@kumargauravmohapatra7694 Are bhai Jou Left Out Gana Sikhyaka Rahigale Semananka Family Katha Thare Chinta Kari Dekhantu Bhai

  • @kurkure3888
    @kurkure3888 Před 2 lety +17

    ଆଉ ଦିଅ ନବୀନ ବାବୁକୁ,,,,, ନବୀନ ବାବୁ ଠିକ କିନ୍ତୁ କେତେ ଚୁଟିଆ ରହିଛନ୍ତି ଆପଣ ମାନେ ଜାଣିପାରିବେନି, ଯୋଉ ଲୋକ ଟି ପଚାରୁଛି ଆପଣ କୁ ସେ ଠିକ ଜାଣିଛି, ଆଉ ଦିଅ କି ମର

  • @singhbabu....1738
    @singhbabu....1738 Před 2 lety +2

    ଧିକ୍ ଏହି ଶିକ୍ଷା ମନ୍ତ୍ରୀ....

  • @kurkure3888
    @kurkure3888 Před 2 lety +7

    ଏଗୁଆ ଙ୍କୁ ମୁଁ ବହୁତ ଦେଖିଛି ରାଜଧାନୀ ରେ ମାଉସୀ 😭

  • @debajanibehera5168
    @debajanibehera5168 Před 2 lety +15

    ଗଣଶିକ୍ଷକମାନେ କ'ଣ ଦୋଷକଲେ Madam ସେମାନଙ୍କ ର କେଉଁ qualification ଆପଣଙ୍କ ଠାରୁ କମ୍ ଅଛି କି, ଆପଣ ସେମାନଙ୍କୁ ଏମିତି ହୀନ ଦୃଷ୍ଟିରେ ଦେଖିଲେ, ସରକାର ଯଦି ଠିକ୍ ନ୍ୟାୟ କରନ୍ତି, ସେମାନେ ବି ସବୁ ସୁବିଧା ସୁଯୋଗ ପାଇ ପାରିବେ, ଆପଣଙ୍କ problem ପାଇଁ ଆପଣ ଲଢନ୍ତୁ,କାରଣ ଅନ୍ୟ ମାନଙ୍କୁ ଛୋଟ ଦୃଷ୍ଟିରେ ଦେଖିଲେ ଆପଣଙ୍କ ର କିଛି ସୁବିଧା ହୋଇ ଯିବ ନାହିଁ , ଆଶାକରେ ମୋ କଥାକୁ ଠିକ୍ ଭାବରେ ବିଚାର କରିବେ,ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏

  • @chakradharranaprajapati7391

    ଖାଲି ଇଲେକ୍ସନ ମଦ ପଇସା ଦେବ ଭୋଟ ନେବା ବି ଯେ ଡି ସରକାର ଦରମା ଦେଇ ନେଇ ପାର

  • @satyajitswain2773
    @satyajitswain2773 Před 2 lety +17

    Odisha re teacher achanti jia retirement heleni but salary painahanti. Shame on odisha government.

  • @dbdas9171
    @dbdas9171 Před 2 lety +10

    ଓଡ଼ିଶାରେ ଏସବୁ କଣ ହେଉଛି ଆଉ ଆମ ଜନତା ଜନାର୍ଦ୍ଦନଙ୍କ କଥା ନକହିବା ଭଲ

    • @rabindrasai6334
      @rabindrasai6334 Před 2 lety +1

      ମାଡାମଙ୍କୁ ଦରମା ଦିଆଯାଉ

  • @sidharthagopal9990
    @sidharthagopal9990 Před 2 lety +8

    Please support her

  • @nirupamasahoo3801
    @nirupamasahoo3801 Před 2 lety +19

    This is not fair .... That lady should get Justice 🙏🙏

  • @moviesmasterrk6030
    @moviesmasterrk6030 Před 2 lety +4

    Right to freedoms

  • @pradipkumardasdas7184
    @pradipkumardasdas7184 Před 2 lety +2

    Really painful

  • @nabaghananaik7953
    @nabaghananaik7953 Před 2 lety +1

    Chalu chalu madi chalo

  • @susantagardia4411
    @susantagardia4411 Před 2 lety +9

    Bhauni Tamar abhisap padib Sameer das ku

  • @raghunathdeep7109
    @raghunathdeep7109 Před 2 lety +7

    Jay Samvidhan 🔥🔥🔥

  • @rashmiranjan286
    @rashmiranjan286 Před 2 lety +4

    International news re publish heu , bideshi b janantu desha ra janatanka dukha .

  • @binapaninaik5932
    @binapaninaik5932 Před 2 lety +1

    He pravu

  • @ashwinisahu6584
    @ashwinisahu6584 Před rokem

    Jay jagannath

  • @papunibhoi8547
    @papunibhoi8547 Před 2 lety +5

    Please help him

  • @prasantnayak4250
    @prasantnayak4250 Před 2 lety +6

    Bhari dukho karuchho

  • @baedharswain6699
    @baedharswain6699 Před 2 lety

    ହେଭଗବାନ ଏସବୁ କଣ ହହୁଛିଓଡିଶା ରେ

  • @Drxdas5656
    @Drxdas5656 Před 2 lety

    Lady should get justice.

  • @nilupadhy6630
    @nilupadhy6630 Před 2 lety +8

    ପିଲା କୁ ପାଠ ପଢେଇଛ ଜଦି ଦରମା ମଳିବ

  • @surenpanda1197
    @surenpanda1197 Před 2 lety +9

    Dhanya re mantri mane, t k ta laja kar,,

  • @nboy9584
    @nboy9584 Před 2 lety +1

    ୟାଙ୍କୁ ମୁଁ ଜାଣିଛି ସେ ଜଣେ ବହୁତ୍ ଭଲ ମଣିଷ ଟିଏ. .... ସେ ବହୁତ୍ ଥର ଏମିତି ନିଜ ପାଇଁ ଲଢେଇ କଲେଣି

  • @manashbarik9693
    @manashbarik9693 Před 2 lety +4

    Shame on 5t

  • @sureshdas7831
    @sureshdas7831 Před 2 lety +5

    Sarkari Kota na hele,sunanti ne.🙏🙏🙏🙏🙏🙏🙏

  • @duryodhannaik7806
    @duryodhannaik7806 Před 2 lety +2

    Education minister kana karuchanti

  • @Debasis-111
    @Debasis-111 Před 2 lety

    ଏ ସବୁ ଠିକ୍ ନୁଂହ ଦ୍ରୁବ ଳ ସରକାର

  • @Puresoulmates
    @Puresoulmates Před 2 lety +1

    Really so sad 🥺🥺

  • @prasannabehera7221
    @prasannabehera7221 Před 2 lety +5

    Wrong Educational palicy of our state govt.The govt should be changed 'as soon as possible.

  • @bikasvyas9692
    @bikasvyas9692 Před 2 lety +2

    Jawab Dio ... Odisha ro education minister.... Samir Das.....

  • @debendrakumarhota9058
    @debendrakumarhota9058 Před 2 lety +1

    Baa baa re Nabin babu , dhanya to CM heba

  • @sureshsahoo1328
    @sureshsahoo1328 Před 2 lety +3

    Shame to the govt

  • @Hh-vm9fz
    @Hh-vm9fz Před 2 lety

    A ବିଜେଡି ସରକାର ହିଟଲର ଶାସନ କରୁଛି

  • @soumyaranjanbehera8322

    Tame thik se,, duty Karibani,,, ଦରମା କେମିତି,,, ପାଇବ

  • @jagadishkand2574
    @jagadishkand2574 Před 2 lety

    ପ୍ରଭୁ ଜଗନ୍ନାଥ

  • @bhismadevbag4103
    @bhismadevbag4103 Před 2 lety

    I requested u go to high court

  • @bishwaranjannaik1258
    @bishwaranjannaik1258 Před 2 lety +4

    Hangamaa nahni se kete kasta re achhii seita ku kahuchii.its not hungama it's a very sad emotions

  • @anandkumar1875
    @anandkumar1875 Před 2 lety

    Ohhh plz action against the education Minister of odisha

  • @sanskriti6750
    @sanskriti6750 Před 2 lety

    ଦୁଃଖ ର କଥା 😭😭😭

  • @biswamitraacharya8415
    @biswamitraacharya8415 Před 2 lety

    Bahut dukha ra katha.... Govt. Should Take action🥲

  • @prasantnayak4250
    @prasantnayak4250 Před 2 lety +2

    Life is biter feel didi

  • @suryapati7069
    @suryapati7069 Před 2 lety +3

    Only freescheme nothing development education industry health hospital govt job...

  • @atalpradhan2956
    @atalpradhan2956 Před 2 lety +3

    ସତରେ bhun

  • @susantamahunta5286
    @susantamahunta5286 Před 2 lety +1

    Bahut dukha laguchi,,,,

  • @lxtandi6267
    @lxtandi6267 Před 2 lety

    I am really sorry for this

  • @supriyakuanr7270
    @supriyakuanr7270 Před 2 lety +2

    By cut odisha govt

  • @sureshsahoo1328
    @sureshsahoo1328 Před 2 lety +2

    Fr this our education system gng twrds destruction

  • @pradeepkumardas4439
    @pradeepkumardas4439 Před 2 lety

    Media is the Fourth pilara of government 1st legislative 2nd exucative 3rd judiciary

  • @bisinag7964
    @bisinag7964 Před 2 lety +1

    Sameer ranjan das nku padmashree upadhi diajibaku anurodha

  • @neelimapanigrahi2832
    @neelimapanigrahi2832 Před 2 lety +2

    Jane jadi kama kauchi, taku salery nihati daba katha.....Shame

  • @lipsaranigiri3685
    @lipsaranigiri3685 Před 2 lety

    Maa tume case kara ..emane kichii sunibeni..

  • @seemamohanty6277
    @seemamohanty6277 Před 2 lety +2

    𝘚𝘢𝘭𝘢 𝘯𝘰𝘯𝘴𝘦𝘯𝘴𝘦 𝘴𝘢𝘭𝘢𝘳𝘺 𝘥𝘦𝘶𝘯𝘢𝘩𝘢𝘵𝘪

  • @ankurapurty7332
    @ankurapurty7332 Před 2 lety +2

    Mental pressure how could he be imparted good teaching ?

  • @jagannathbehuria2106
    @jagannathbehuria2106 Před 2 lety +1

    ମା ତମେ କଣ ପାଇଁ ଏମିତି ହୋଉଛ କଣ ଚାଲିଛି

  • @harishchandrapradhan8637
    @harishchandrapradhan8637 Před 2 lety +4

    For a teacher such behaviour is not justified.There is some limitation that a cultured person should undergo.

  • @pradeepkumarmallick1218
    @pradeepkumarmallick1218 Před 2 lety +1

    Please immediately take action why this women crying?

  • @kulamanirout590
    @kulamanirout590 Před 2 lety +2

    Bjd thiba jahe Amti haba

  • @radhakanta8587
    @radhakanta8587 Před 2 lety +1

    ଏଭଳି ତୁ କାହିଁକି ରହିଛୁ ଏପର୍ଯ୍ୟନ୍ତ..ଆଜି ଯାଏଁ

  • @jemy901
    @jemy901 Před 2 lety

    Plase help you my odisha government 7years no permanent whay

  • @cutegirl3726
    @cutegirl3726 Před 2 lety +1

    ଓଡିଶା ଲୋକ ଏବେ ଏଇ। ଭିଡ଼ିଓ ଭାଇରାଲ କରୁନୋ ଖାଲି ଫାଲତୁ ଭିଡ଼ିଓ ରେ ଧ୍ୟାନ ଆଉ ଯାହା ଭଲ ପାଇଁ ହେବ ସେଇଠି କିଏ ଧ୍ୟାନ ଦିଅନ୍ତି ନାହିଁ ବହୁତ୍ ଭଲ
    ସେଥି ପାଇଁ ମୁ ଓଡିଆ ଲୋକ କୁ ପସନ୍ଦ କରେନି

  • @dhanuswarmarndi6063
    @dhanuswarmarndi6063 Před 2 lety

    Bahut dukhara katha Samir amiti kana Papa karucha bhagiba parabarti samay re Maa nku nyay diya

  • @dharmendrasahu6008
    @dharmendrasahu6008 Před 2 lety

    Opera heroin

  • @dillipbhoi758
    @dillipbhoi758 Před 2 lety

    ପ୍ରତ୍ୟେକ କ୍ଷେତ୍ରରେ ରାଜନୀତି।

  • @latsaheb1947
    @latsaheb1947 Před 2 lety

    Ma'am jaha nama nele tankara kie kichhi karipariba ki?

  • @bulubehera4491
    @bulubehera4491 Před 2 lety

    ଏ ମାଉସୀ ଡୁପିଲିକେଟ କାଗଜପତ୍ର କରି ଚାକିରି କରୁଛି ବୋଲି କହୁଛି ପ୍ରଥମେ ଆଗ ୟାର କାଗଜପତ୍ର ଜାଲିଆତି କରି ଛି ଏୟାର ଜାଂଚ କରାଜାଉ

    • @nboy9584
      @nboy9584 Před 2 lety

      ତୁ ମାଗିହା ଠିକ୍ ରେ ନ ଜାଣି ବାଣ୍ଡ କଥା କହନି ରାଣ୍ଡି ପୁଅ ଭଳି... ସେ ଜଣେ ଭଲ ଶିକ୍ଷୟତ୍ରୀ ଆଉ ସେ ନିଜ ପାଇଁ ଲଢ଼ୁଛନ୍ତି ....

  • @biranchinarayanmohanty331

    Detail enquiry is absolutely necessary asper law.

  • @birupakshyajena609
    @birupakshyajena609 Před 2 lety +1

    Samir das be warning bhagaban sahibeni Aruna sahu gale tume jiba wait Karo

  • @gggamer5478
    @gggamer5478 Před 2 lety +1

    Kebe sudhuribe ama odisha loka ..ama odia bhari murkha.....

  • @tribalimprovementmission3070

    Government leader change heba darkar... Need to be proper investigation in echa official sector...

  • @birupakshyajena609
    @birupakshyajena609 Před 2 lety +2

    Mu bi jane bjd support er enmity work karni vala habani Se madam kanduchhanti dharma sahibeni

  • @alokaranjandash9853
    @alokaranjandash9853 Před 4 měsíci

    Sorry for the matter

  • @jeebanjyoti4575
    @jeebanjyoti4575 Před 2 lety +2

    Bjd sarkar au tanka mantri ku laja laguni chi chi ama odia loka kebe bujhibe a chora dhokabad sarkar ku kebe odisha ru hataibe gote pare gote jatra karichalichi.

  • @fakiradikhit848
    @fakiradikhit848 Před 2 měsíci +1

    Sikhya mantry samira dash ku dhharma na sa hu.

  • @akhilchandrabarik6440
    @akhilchandrabarik6440 Před 2 lety +1

    Such situations may not be happened further in Odisha. Respected Minister please look into the matter personally.

  • @debanandakamila8364
    @debanandakamila8364 Před 2 lety +3

    Insanity,she may be out.

  • @soumyaranjanbehera8322

    ଯୋଉ ଶିକ୍ଷକ ମାନେ ଠିକ୍ ସେ duty କରୁନାହାନ୍ତି,,, ତାଙ୍କର ଦରମା ବନ୍ଦ କରେଇଦିୟା ଯାଉ

  • @maheswarbehera9329
    @maheswarbehera9329 Před 2 lety

    Justice for this mother

  • @sweetsamarpita3169
    @sweetsamarpita3169 Před 2 lety

    ଯୋଉଠି ଗୁରୁ ରାସ୍ତା କଡରେ ସେଠି ଦେଶର ଭବିଷ୍ୟତ କଣ ହବ ଆପଣ ନିଜେ ବିଚାର କରନ୍ତୁ। ଓଡିଶା ଗରିବ ଥିଲା ଅଛି ଆଉ ରହିବ କେବଳ ଏଇଥିପାଇଁ..... ଯୋଉଠି ଗୁରୁଙ୍କୁ ସମ୍ମାନ ନାହିଁ ସେଠି ଦେଶର ଉଜ୍ୱଳ ଭବିଷ୍ୟତ ନିର୍ଦ୍ଧାରଣ କରିବା ହାସ୍ୟାସ୍ପଦ ଅଟେ।

  • @sreegovinda6016
    @sreegovinda6016 Před 2 lety

    Govt. Setups are so out dated and harassing. Like this poor lady, many are suffers due to the same.
    Can not understand, is it so difficult for a minister or administrative department to fine tune the govt. Processes and keep them running flawlessly?
    Please help this lady and many others as well. She is in too much pain and harassment.

  • @balarammishra489
    @balarammishra489 Před 2 lety

    This is not good.. not received salary last 7 yrs omg shame for odisha govt...

  • @sukurasingh663
    @sukurasingh663 Před 2 lety

    ଲାଜ ଲାଗିବା କଥା।

  • @subratdas8222
    @subratdas8222 Před 2 lety +2

    School ray pilamanay panikiya kahiparunahanti sarakari school ray pilamanku pathha padha jaunahi odisha sikhya khaytraray anayak pachara rahichi sarakari teachear maneay school ku aasunahanti jadiba asuchanti soie soie ki jauchanti maasa purilay muta ankaray paisa pauchanti

  • @sarojininaik840
    @sarojininaik840 Před 2 lety

    Amrukha montre kana karucha

  • @AshokKumar-lr5gg
    @AshokKumar-lr5gg Před 2 lety

    BJD😭😭😭😭

  • @asutoshpanda7187
    @asutoshpanda7187 Před 2 lety

    Jaldi didinkar darama diajau

  • @kshirodbhokta9678
    @kshirodbhokta9678 Před 2 lety

    ଛି ଛି କଣ ହେଲା ପ୍ରଶାସନ

  • @akb2010
    @akb2010 Před 2 lety

    Ek re 6 barsa kum tanka debe ta pare permanent hele salary debe ni.....ete faltu odisha sarkar.......