କ'ଣ ପାଇଁ ଏମିତି କଲୁ / Rupa Pin2 Khushi

Sdílet
Vložit
  • čas přidán 3. 08. 2024

Komentáře • 7K

  • @rupapin2khushiexpress443
    @rupapin2khushiexpress443  Před rokem +2134

    ସତରେ ମୁ ଆଜି ଜାଣିପାରିଲି ଆପଣ ମାନେ ମୋତେ କେତେ ଭଲ ପାଆନ୍ତି, ମୁ କେବେ ଭାବିନଥିଲି ଆପଣ ମାନଙ୍କ ନଜରରେ ମୁ ଏତେ ତଳେ ଅଛି ବୁଲି, ଏଦୁନିଆର ଲୋକେ ଭଲକୁ ନୁହେଁ ବରଂ ଖରାପକୁ ଶିଘ୍ର ଗ୍ରହଣ କରନ୍ତି, ସମସ୍ତଙ୍କୁ ହୃଦୟରୁ
    ଧନ୍ୟବାଦ | 🙏

  • @sibanandasinha333
    @sibanandasinha333 Před rokem +487

    ପିଣ୍ଟୁ ମୁଁ ତୋ ବଡ଼ ଭାଇ ହିସାବରେ କହୁଛି ତୁ ଜମା ମନ ଦୁଃଖ କରନି ଯିଏ ଯାହା କହିବା କଥା କୁହନ୍ତୁ ଭଲ ଖରାପ ଭଗବାନ ବୁଝିବେ ।

  • @silusradhalifestyle7475
    @silusradhalifestyle7475 Před rokem +14

    ଭଲ ଲାଗିଲା ପ୍ରଶାନ୍ତ ଭାଇ ଙ୍କୁ ତମଘରେ ଦେଖି ମିଶି ଜାଅ ଛୋଟ ଭ ଭାଇଟା

  • @subhransusatyabrata3703
    @subhransusatyabrata3703 Před rokem +8

    Runa got no chill.. ନିରବଚ୍ଛିନ୍ନ ଭାବେ ଖାଇ ଚାଲିଛି 😁 #GOAT

  • @RaabhiOdiaVlogs
    @RaabhiOdiaVlogs Před rokem +147

    Bhai ,Negative loko na kahile Sansar chalibani 😊Keep Growing ❤

    • @pujabehera5570
      @pujabehera5570 Před rokem +3

      Bhai & Bhauja🙏🙏

    • @__Meghna__
      @__Meghna__ Před rokem +6

      Raabhi odia vlogs with rupa pintu khusi express vlogs always rock 😎tame emiti video kariki Anya mana nku jalao,,sabu haters mane semiti tama mana nku dekhiki jalantu tame semiti grow kara 😎✌🏻ame mane tama saha achhu 🥰keep growing bro and Di ❤️

    • @sudiptakumaripanda7608
      @sudiptakumaripanda7608 Před rokem +2

      Nice

    • @silubarik2821
      @silubarik2821 Před rokem +2

      Yes bro 👍

    • @subasinipradhan4685
      @subasinipradhan4685 Před rokem +2

      Bhai right answer

  • @silpasethy817
    @silpasethy817 Před rokem +19

    1:25 thik କହିଲେ ଭାଇ 👌. ଲୋକ ଙ୍କ କଥା ନ ଶୁଣିବା bhla ଯାହା ହେଇ ସବୁ ଠିକ୍ heijauchi 😍

  • @Amritalifestyle260
    @Amritalifestyle260 Před rokem +76

    ନାଇ ଭାଇ ତମେ ବହୁତ ଭଲ ତମେ କାହା କଥା ଶୁଣନି ଆଜିର ଲୋକ ମାନେ ଏମିତି, ତମେ ସବୁେବେଳେ ଖୁସିରେ ରୁହ ଜୟ ଜଗନ୍ନାଥ 🙏

  • @bijayagantayat1634
    @bijayagantayat1634 Před rokem +42

    ଭାଇଁ କହିବା ଲୋକ କହିବେ ସେ ସବୁ କୁ ନ ସୁଣି ଆଗକୁ ମାଡି ଚଲା ଆମ୍ଭମାନଙ୍କର ଭଲପାଇଁ ଆପଣକ ଉପରେ ଅଛି ଜୟ ଜଗନ୍ନାଥ

  • @munmundey37
    @munmundey37 Před rokem +25

    ଭାଇ ଏଠି କେହି କାହାର ଖୁସି ଦେଖି ପାରୁନାହାନ୍ତି ତମେ ଭିଡିଓ କର ଆଉ ଆମକୁ ଏମିତି ସବୁ ଦିନ ନୂଆ ଭିଡିଓ ଦବ କିଏ ଦେଖନ୍ତୁ କି ନ ଦେଖନ୍ତୁ ମୁ ସବୁ ଦିନ ଦେଖିବି love you Bhai ଭାଉଜ

  • @guruartcraft8351
    @guruartcraft8351 Před rokem +20

    ଭାଇ ବହୁତ ଲୋକ ବହୁତ କଥା କହିବେ କାହିଁକି ନା ଯିଏ ଟିକିଏ ଉପରକୁ ଉଠିବାକୁ ଚେ଼ଷ୍ଟା କରିବ ଏଠି କିଛି ଲୋକ ତାକୁ ତଳକୁ ଟାଣିବାକୁ ଚିନ୍ତା କରନ୍ତି ଛାଡନ୍ତୁ ସେ କଥା ଆମେ ଆପଣଙ୍କୁ ଏମିତି ଭଲ ପାଉଛୁ ଓ ଆଗକୁ ମଧ୍ଯ ଏମିତି ଭଲପାଉ ଥିବୁ ମଧ୍ଯ ଜୟ ଜଗନ୍ନାଥ🙏

  • @samirshacreat811
    @samirshacreat811 Před rokem +3

    Pintu bhai ate natak kn pai karucha..tume jadi thik tahele tanka maa ka operation ku kn pai galani au prashant bhai ku Instagram ru b block kari deicha... Sasmita di ka katha b utheilani..kn sata kichhi ta e vedio re jana paduni Se niriha pila ku gharaku daki safei dei nije bhala hei gala na... Wah wah 👏👏👏👏👏

  • @baisakhirout5817
    @baisakhirout5817 Před rokem +2

    Satare Bhai tumara answer dabara way bahut bhala lagila

  • @jyotirekha4075
    @jyotirekha4075 Před rokem +247

    ବହୁତ୍ ଖୁସି ଲାଗିଲା ଭାଇ, ସବୁ କିଛି ଠିକ୍ ହେଇଗଲା ଯାହା ହଉ, ଭାଗବାନ ସବୁବେଳେ ଖୁସିରେ ରଖନ୍ତୁ ଆପଙ୍କର ସମ୍ପର୍କ କୁ 🙏🙏

  • @ranimahanta5998
    @ranimahanta5998 Před rokem +112

    ତମେ କେବେବି ଏମିତି କହିନ ଥିବ ବୋଲି ମୁଁ ଜାଣିଛି ଆପଣଙ୍କ ଉପରେ ମୋର ବହୁତ ଭରସା ଅଛି love u Khusi maa love from Keonjhar ❤❤❤

  • @sameerdehurydehury8242
    @sameerdehurydehury8242 Před rokem +2

    ତମେ ସ୍ଵାମୀ ସ୍ତ୍ରୀ ମାମୁନି ଥେଇ ଥେଈ ହୋଉଚ ସେ ଟିକେ ହୁଅନ୍ତୁ ତାଙ୍କୁ କାଇଁ ମନା କରୁଚ

  • @neharanipradhan5396
    @neharanipradhan5396 Před rokem +1

    Pintu bhai au rupa bhauja sabu bele khusire ruha

  • @bhoomibipinchannel2558
    @bhoomibipinchannel2558 Před rokem +14

    ହାତି ର ଦିଟା ଦାନ୍ତ ଅଛି।।।।। ଗୋଟେ ହେଉଛି ଦେଖେଇବା ଦାନ୍ତ ଆଉ ଗୋଟେ ହେଉଛି ଖାଇବା ଦାନ୍ତ

  • @pintumitucreation947
    @pintumitucreation947 Před rokem +24

    ବହୁତ୍ ଖୁସି ଲାଗିଲା ସମସ୍ତଙ୍କ ମୁଁହ ବନ୍ଦ କରିଥିବାରୁ

  • @crazymind7442
    @crazymind7442 Před rokem +3

    ଭାଇ ସବୁ ଠୁ dangerous ଏଇ ମଣିଷ ଆଉ ସବୁ ଠୁ ଭଲ ଭି ଏଇ ମଣିଷ ତେଣୁ କରି କିଛି କାହା କଥା ମୁଣ୍ଡରେ ନ ପୁରେଇ ଆଗକୁ ମାଡି ଚାଲ ଯାହା ହବ ଦେଖା ଯିବ ଭାଇ ତମେ କିନ୍ତୁ ଦୁଃଖୀ ଲୋକଙ୍କର ସୁଖର କାରଣ ହୁଅ ଭାଇ🙏🏻🙏🏻🤍🤍🤍🤍🤍

  • @umarani31
    @umarani31 Před rokem +2

    ଆପଣ ଜମାରୁବି କାହାରି କଥା ଶୁଣନ୍ତୁ ନାହିଁ ଆଗକୁ ଚାଲନ୍ତୁ 👍🏻👍🏻👍🏻👍🏻👍🏻

  • @pralaykumarsi7045
    @pralaykumarsi7045 Před rokem +31

    ଭାଇ ତମେ ଯାହା ବି କହିଚ ସବୁ ତା ଭଲ ପାଇଁ କହିଚ ସେ ସବୁ ଛାଡ଼ ଆଗକୁ ମାଡି ଚାଲ ♥️♥️♥️♥️

  • @kailashdas6706
    @kailashdas6706 Před rokem +70

    ଭାଇ ମୁଁ ତ ଜାଣିଥିଲି ଆପଣ କ'ଣ ଆଉ ଆପଣଙ୍କ ମନରେ ପ୍ରଶାନ୍ତ ଭାଇଙ୍କ ପ୍ରତି ଭଲ ପାଇବା ଅଛି କି ନାହିଁ ଆଉ ମୁଁ ସେ ଭିଡିଓ ଦେଖି ମଧ୍ୟ ମୁଁ କହିଥିଲି ଯେ ଭାଇଙ୍କୁ ସେମିତି କେହି କୁହନ୍ତୁ ନାହିଁ ଆପଣ ମାନେ ସେ ଭିଡିଓ ରେ ପଢିବି ପାରିବେ ଭାଇ ଆପଣ ଆଜି ଏମିତି କହିଲେ ମୋ ଆଖି ରୁ ଲୁହ ଆସି ଗଲା ଆପଣ ଦୟା କରି ଆଉ କେବେ ବି କହିବେନି ଆଉ ମୁଁ ଠାକୁର ଙ୍କୁ କହୁଛି ଆପଣ ସେମିତି କହିବା ପୂର୍ବରୁ ମୋର ଜୀବନ ଚାଲିଯାଉ । ଆଉ ମୁଁ ଆଶା କରୁଛି ସମସ୍ତେ ସବୁ କିଛି ର ଉତ୍ତର ପାଇଯାଇଥିବେ ମୋ ତରଫରୁ ବି ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ 🙏🏻❤️

  • @bhagabatdas5665
    @bhagabatdas5665 Před 11 měsíci +1

    Love you pintu bhai❤rupa dii😊

  • @pintumitucreation947
    @pintumitucreation947 Před rokem +76

    ଦୁଇ ଭାଇ ମିଶିଯାଇ ଥିବାରୁ ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ 🙏🙏🙏🙏

  • @IpsiRajvlog
    @IpsiRajvlog Před rokem +6

    Thank You So Much Bhai 🥰 Apana Ama Bisayare Kahithibaru ❤️🙏🙏🥰🥰

  • @nime_land398
    @nime_land398 Před rokem +2

    Prasant is inocent.Loka jaha dekhibe seia kahibe Tama manare kn a6i se kn PADI paribe so .....loka tamaku setiki bhala panti boli ta Tama katha tanku kharap lagila ao tame kuha ba na kahi thao nija ku prove Kari parila .Jaya Jagannath keep smile & go ahed

  • @Barshabeautifulworld5213
    @Barshabeautifulworld5213 Před rokem +91

    ଭାଇ ଆମେ ତମ ସହିତ ଅଛୁ ତମେ କାହାରି କଥାକୁ ମନରେ ରଖନୀ ତମକୁ ଆମେ ଜାଣିଛୁ ଭାଇ ତମେ କେମିତିକା ମଣିଷ ତମେ ଜଣେ bhout bhala ମଣିଷ ତମ ପରିବାର ବି ଭୋଉତ୍ ଭଲ ଆମେ ଜାଣିଛୁ ଭାଇ ତମେ କିଛି ଭାବନି Love you khusi maa lot's of love 💕😘😘😘😘💕

  • @Barshabeautifulworld5213
    @Barshabeautifulworld5213 Před rokem +47

    ଭାଇ ଲୋକ ତ କହିବେ ହେଲେ ଲୋକ ଙ୍କ କଥା ନ ଶୁଣି ତମେ ଆଗେଇ ଚାଲ ଆମେ ତମ ସହିତ ଅଛୁ

  • @sarojkumarbarik2578
    @sarojkumarbarik2578 Před rokem +1

    Tama jhagada Tama pakhare thau pintu,but your queen is so cute.she is always be a cute princess.

  • @mrrajesh7831
    @mrrajesh7831 Před rokem +4

    ଭାଇ ଏଇଟା ପୁରା କଳିଯୁଗ ଭଲକଥାକୁ ଲୋକମାନେ ଅଳ୍ପକେ ଗ୍ରହଣ କରିବେ ଆଉ ଖରାପ କଥାକୁ ସୋସିଆଲ ମିଡ଼ିଆରେ viral କରିଦେବେ ହେଲେ ତମେ କାହା କଥାକୁ କିଛି ନଭାବି ଆଗକୁମାଡିଚାଲ work is god ❤️❤️❤️❤️

  • @maasarala9584
    @maasarala9584 Před rokem +189

    ପିଣ୍ଟୁ ତୁମେ ବହୁତ ଭଲ 👌👌 ତୁମେ ପ୍ରଶାନ୍ତ ଉପରେ ନ ରାଗି ଭଲରେ ଭଲରେ ସମାଧାନ କଲ ❤️❤️❤️ ଏମିତି ସବୁବେଳେ ହସଖୁସିରେ ରୁହ 👍👍👍

  • @samalsamal.g
    @samalsamal.g Před rokem +40

    ରୁନା ଦିଦି ତମେ ତାଙ୍କ କଥା ଶୁଣନୀ ତମେ ଖାଅ ଆମର 🤣🤣🤣🤣

  • @PridevSambalpurivlogs
    @PridevSambalpurivlogs Před rokem +2

    Mu nuapada khariar ru mu bi gote youtuber mu janichhi loka kharap katha ku bahut jaldi dharanti au bhulijanti ki se kemiti au kete bhala karan bhaina dunia kharap ti ku hi bujhibaku chhahe au bhala ku bujhibaku chahe ni😡au mu tuma vedio prathama ru hi dekhuchhi au tuma bahut bhala se janichhi apana bahut bhala mu to bahut bhala pae ❤️au mu tuma gitare vedio kare ta loka kuhanti rupa pari hani au heiparibuni hele mu januchhi satare rupa bahut bhala mu ta semiti heiparibini ❤️loka bahut katha kuhanti bhala kie kuheni au kharap kahibaku chhadantini ❤️❤️❤️❤️❤️

  • @s.s.voice99
    @s.s.voice99 Před rokem

    ଆପଣ ବହୁତ vala , କଣ କରିବା a ସମାଜ ta seia

  • @laxmipriyadas5801
    @laxmipriyadas5801 Před rokem +21

    ଭାଇ ଜୟ ଜଗନ୍ନାଥ କୁହୋନ୍ତୁ ଆଗୋ କୁ ବଢ଼ନ୍ତୁ
    କଥା ରେ ଅଛି ହାତୀ ଗଲେ ବାଜରେ କୁକୁର ଭୋକୋନ୍ତି ହଜାରେ 🙏

  • @anjalinayak8031
    @anjalinayak8031 Před rokem +170

    ଦୁଇ ଭାଇ ଏବେ ଏକାଠି ହେଇ ଯାଆ ଏବଂ ମା ତାରିଣୀ ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି . Love you khusi maa ❤️❤️ ❤️

  • @PragyaJhile
    @PragyaJhile Před 11 měsíci +1

    Bhai ame janichu apana bahut bhal apana kaha katha bi sunantuni amiti video karantu ame bhagaban nku dakuchu rupa pintu khushi express ahuri agaku jau🥰🥰

  • @sagarrout375
    @sagarrout375 Před rokem +1

    ଯାହାର କିଛି କାମ ନଥାଏ ସେ ୟା ତା ବିଷୟରେ ଟୁପୁରୁ ଟାପୁରୁ ହେବେ

  • @biki098
    @biki098 Před rokem +48

    ଧନ୍ୟବାଦ ଭାଇ ❣️ସମସ୍ତ ଙ୍କ ମୁଂହ ବନ୍ଦ 😂

  • @mamatabehere6592
    @mamatabehere6592 Před rokem +140

    ଜୟ ଜଗନ୍ନାଥ 🙏🙏 ଭାଇ ଆପଣ ସତକଥା କହୁଛନ୍ତି ସେହି ସାଂଗ ଆପଣଙ୍କୁ କେତେବେଳେ ଉପରକୁ ଉଠେଇ ପାରେ ଆଉ କେତେବେଳେ ତଳକୁ ଖସେଇ ପାରେ 😢😭😭😭😭😭😭💔💔💔💔 ଭାଇ ତୁମକୁ ଜଗନ୍ନାଥ ସବୁବେଳେ ଭଲରେ ରଖନ୍ତୁ ❤️💖💖💖💖

    • @jaymaa7339
      @jaymaa7339 Před rokem +2

      Sabu samayare ae sanga asichi.

    • @sasmitapanda2058
      @sasmitapanda2058 Před rokem +1

      Vai u r great pintu vai au rupa vauja tume ama pariba r tume amiti sabu bele vedio karo au amanku hasoo vai kaha kotha sunantuni ame janichu tume bahut val

  • @prasantajena7670
    @prasantajena7670 Před 11 měsíci +1

    Bhai tamaku ta kabe dekhini na janini kintu apano best loka mane a duniare bhai bahut katha kahibe sahiparibeni a loka mane kia tike uparaku gale emiti katha kahuchnati bhai best apano best duniare sabu tharu bhala family God bless u bhai

  • @monalishabarik143
    @monalishabarik143 Před rokem

    God sabu bele tamaku valare rakhibe

  • @subhadraodiavlog7124
    @subhadraodiavlog7124 Před rokem +23

    ଭାଇ ଏମିତିହିଁ ଭଲରେ ରୁହ🙏🙏❤️❤️ ଭାଇ ମୁ ପାଖ ଲୋକ ବାରିକପୁର

  • @priyankapatra3760
    @priyankapatra3760 Před rokem +34

    U are a very good person nd really a honest man don't worry keep growing we are always with u love u Rupa pintu khusi ❤️❤️❤️❤️

  • @DeepakchBarik
    @DeepakchBarik Před rokem +4

    Bhai u r a good human being. Lv u bhai..keep it up....We are there to support u..bhal lage ki vlog n song ....besi bhal lage u r for needdy ppl...i am there wid u bhai n lv u bhai

  • @prakash-ji4vi
    @prakash-ji4vi Před rokem +1

    ଭାଇ ଆପଣ ବହୁତ ଭଲ ଆପଣଙ୍କୁ ଭଗବାନ ଖୁସିରେ ରଖନ୍ତୁ ଜୟଜଗନ୍ନାଥ 🌹

  • @jitendranayak8793
    @jitendranayak8793 Před rokem +15

    ସସ୍ମିତା ମିଶ୍ର ହଉଚି ଖଳନାୟକ ସବୁ ଜାଣିଛନ୍ତି ଭାଇ ........love u bhai ❤️❤️❤️❤️❤️❤️

    • @jibananandamohanty5826
      @jibananandamohanty5826 Před rokem +2

      Ta hele Pintu au Prasanta misiki video song bneibe ki ? Na Pintu pare Gayana deba😂😂

    • @Movies-ld8sf
      @Movies-ld8sf Před rokem +3

      @@jibananandamohanty5826 jane luga dokana chadi video karipariba.....au jane gupchup dokana chadi kariparibani.....a rupa vhasana dauchi ghara puja ku prasanta ku kan pai dakinathile....gharaku daki dele micha kahidele jia bujhia katha se thik bujhi paribe ok.......gote bada katha hela prasanta amiti video re asi a mananka pol kholi deba boli se kebe bhabi nathile......ajira video ta thakura ghare kia na mu kadali khaini .

    • @sushreesatapathy5716
      @sushreesatapathy5716 Před rokem +1

      Sabu mastermind hauchi se nachabali Rupa ra

    • @Movies-ld8sf
      @Movies-ld8sf Před rokem +1

      @@sushreesatapathy5716 loka mane bi kemiti bujhi parunahanti......kia bhul kia thik ......odisha ra no 1 you tube Chanel hahuchi (badri Narayan badra nkara ) au keta jana kahucha kouthi a rupa pintu ra....bhala jinisha dekha.......a rupa natak dekhi amane bi pagala

  • @Healthykitchen1982
    @Healthykitchen1982 Před rokem +53

    ଜମା ମନ ଦୁଃଖ କରନାହିଁ ତୁମେମାନେ ସବୁବେଳେ ଠିକ ରେ ରୁହ କହିବା ଲୋକ ବହୁତ କିଛି କହିବେ ସମସ୍ତଙ୍କ କଥା କୁ ଶୁଣି ଲେ ଆଗକୁ ଯିବାରେ ବାଧକ ହେବ ତେଣୁ ତୁମେମାନେ ଏମିତି ଆଗକୁ ଆଗକୁ ଯାଅ ଆମକୁ ଗର୍ବ ଲାଗୁଛି ଯେ ତୁମେ ଆମ district ର |

  • @bhagabanaputel2602
    @bhagabanaputel2602 Před rokem

    Puntu bhai duniare bahut loka kharp achhanti kam loka bhal achhanti tame kaha katha suniba nahi tama sanga mane tama paribar mate bahut bhal lage 💖 u khushi maa

  • @santoshritulovejourney.1791

    Bhai tme kebe b kichi bhul krinathiba..Jie jaha kahuchi kahu.tme emiti agaku jao ahuri develop kara....ame always God nku pray karuchu ... Semane tma success dekhi jealous hauchanti ignore it...

  • @rakeshbehera6466
    @rakeshbehera6466 Před rokem +50

    ଯିଏ ଯାହା କହୁ ପଛକେ ଭାଇ ଭାଉଜ ଆପଣ ଆପଣଙ୍କର କାମ କରିଚାଲନ୍ତୁ ଆମେ ସର୍ବଦା ଆପଣଙ୍କ ସାଥିରେ ଅଛୁ ମୁଁ ଜାଣିଛି ଭାଇ ଭାଉଜ ଆପଣ ବହୁତ ଭଲ ଆପଣ ଙ୍କୁ ଆଜି ଦୁଃଖ ରେ ଥିବା ଦେଖି ବହୁତ ଖରାପ ଲାଗିଲା ଭାଇ ମୋ ଆପଣ ଙ୍କୁ ବହୁତ ଭଲ ପାଏ ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ♥️♥️♥️♥️🙏🙏 ଜୟ ଜଗନ୍ନାଥ 🙏🙏

    • @jabidbhailifestyle5399
      @jabidbhailifestyle5399 Před rokem +1

      ପିନ୍ଟୁ ବାବୁ ଖରାପ୍ ଭାବନି ସାନ ଭାଇ ଭାବିକି କ୍ଷମା କରିଦୀୟ

  • @subhashree671
    @subhashree671 Před rokem +6

    ଧନ୍ୟବାଦ୍ pintu bhai rupa dide love you khushi maa 🥰🥰 ଜୟ ଜଗନ୍ନାଥ 🙏🙏🙏

  • @anitapadhi5152
    @anitapadhi5152 Před rokem

    Mu sabu bele bhai bhaujanku bahut bhala paa sabu bele amiti khusire ruha

  • @RameaPadiamiRameaPadiami
    @RameaPadiamiRameaPadiami Před měsícem

    P2 Bhai bhauja naa tikea naa kuwa mu jani ni dist mal kan giri❤❤❤❤❤ love youuu bhai❤❤❤❤

  • @mahendra_das240
    @mahendra_das240 Před rokem +41

    ଭାଇ କାହା କଥା ଶୁଣନ୍ତୁନି ଆଜିର ଦୂନିଆ ରେ ସମସ୍ତେ ଖରାପ କଥା ଆଗ ଧରନ୍ତି ଆଉ ଭଲ କଥା ପଛରେ ଦୟାକରି ସେ ସବୁ କୁ ଦେଖନି ଆପଣ ଯଦି ଠିକ୍ ତ କାହାକୁ explain କରିବା ଦରକାର ନାହିଁ ମୁଁ ବି ଭଦ୍ରକ ରୁ ଆପଣଙ୍କୁ ଭଲ ରେ ଜାଣିଛି ଆମେ ଆମ ସହ ସବୁବେଳେ ଅଛୁ ଜୟ ଜଗନ୍ନାଥ ଲଭ୍ ❤️ ଭଦ୍ରକ 🙏

  • @rinulatajena484
    @rinulatajena484 Před rokem +45

    ଆଜିକା ଦୁନିଆରେ ଭାଇ ସମସ୍ତେ ଖରାପ କାମକୁ ଦେଖନ୍ତି ଭଲ କାମକୁ କେଇ ଦେଖନ୍ତି ନାହିଁ ତେଣୁ ଭାଇ ମନ ଦୁଃଖ କରନି ତୁମର ଏହି ଖୁସି ପରିବାରକୁ ଆଗକୁ ବରାଅ

  • @arpitshreyans
    @arpitshreyans Před rokem +2

    Bhai kaha katha sunani tame agaku badhichal.
    Odisha re bahuta goda tana loka achhanti nije ta kichhi kariparibeni aau jie agaku badhiba semane ta goda tanibe.
    Kaha katha sunani apan video banantu aame aapnk saha achhu🙏🙏.
    Love you my Brother and my Bhauja aau mo khusi mo gelhi🥰

  • @madhusmitalifestyle06
    @madhusmitalifestyle06 Před rokem +3

    ଭାଇ ଏଦୁନିଆ ଟା ସେଇୟା ଆପଣ ମାନେ କିମିତି ଆପଣଙ୍କ family ମତେ ବହୁତ ପସନ୍ଦ ଆଉ ଖାସ୍ କରି ଆପଣଙ୍କ ମା ଙ୍କ ମୁହଁରେ ବହୁତ khsui ଦେଖୁଚି ଆଉ କିଏ କଣ କୁହନ୍ତୁ ଅପଙ୍କ ମା ବାପା ବହୁତ ଖୁସି ଅଛନ୍ତି ଆପଙ୍କ ପରି ପୁଅ ପାଇ

  • @subhasmitanayak2568
    @subhasmitanayak2568 Před rokem +22

    ସମ୍ପର୍କ ଥରେ ଭାଙ୍ଗି ଗଲେ ତାକୁ ଯୋଡିବା ବହୁତ କଷ୍ଟ 👍

  • @lovingbirdSumiSaroj
    @lovingbirdSumiSaroj Před rokem +180

    କହିବା ଲୋକ କହିବେ, ସେଗୁଡା ନ ଶୁଣି ଆଗକୁ ଯାଆନ୍ତୁ।

  • @manojlivechannel2674
    @manojlivechannel2674 Před rokem +1

    Sir my home city is balasore. I am watching your videos every day and every time. You and your wife both are very Nice, (Nice couple ), God bless u, thank u. Plz bhai dont listen another peoples fake word, you carry on keep it up.

  • @debasishdas8352
    @debasishdas8352 Před rokem +1

    Pintu bhai tume bahut bhala laka tumaku bhagwan sabubele khusi re rakhantu mu atiki prayer 🤲🙏🙏🙏 karuchi tuma pain au tuma paribar pain

  • @user-ex5ib6bj7b
    @user-ex5ib6bj7b Před rokem +127

    ଯିଏ ଯାହା କହିଲେ କହୁ ପଛେ ,ଆପଣ ଆପଣଙ୍କ କାମ କରି ଚାଲନ୍ତୁ ଭାଇ ଭାଉଜ ,ଆମେ ସର୍ବଦା ଆପଣଙ୍କ ସହିତ ଅଛୁ ❤❤❤

  • @chikulinkuexpress
    @chikulinkuexpress Před rokem +6

    Pintu bhai 🙏🙏🙏ଏ ଦୁନିଆ ରେ ଯିଏ ଟିକେ ଭଲ ରେ ରୁହେ ସବୁବେଳେ ଲୋକ ତା ଗୋଡ଼ ଟାଣନ୍ତି ତମେ ଭାଇ କାହା କଥା ଶୁଣନ୍ତୁ ନାହିଁ ଭିଡିଓ କରନ୍ତୁ 🙏🙏🙏

  • @harabag9698
    @harabag9698 Před rokem +5

    My favourite vlog ❤️so beautiful family 🥰❤️

  • @manasparimanik8227
    @manasparimanik8227 Před rokem

    Love from nayagarh ... 💞💞 ... ଲଭ୍ ୟୁ ରୁପା ପିଣ୍ଟୁ ଖୁସି ... 💞💞

  • @sumitswain8436
    @sumitswain8436 Před rokem +57

    My favourite vlog ❤️ so beautiful family 💞 god bless you Pintu Bhai 💞 love you khusi mama 💕 sabubele khusi re ruha 🙏 Jay Jagannath 🙏🙏🙏🙏🙏

  • @jibananandarout5244
    @jibananandarout5244 Před rokem +170

    ଭଗବାନ ଙ୍କ ଆଶ୍ରିବାଦ ସଦାସର୍ବଦା ଥାଉ ତୁମ ପରି ବାର ଉପରେ ଏମିତି ହସି ଖୁସି ରୂହ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା🙏🙏🙏

  • @padmashrirout1384
    @padmashrirout1384 Před rokem +2

    Mu janichi bhai tume kebebi emiti kahi n thiba my beautiful bhai bhauja❤❤❤ love you all family members💕💕💕 pintu bhai tame emiti agaku madi chala kaha katha sunani ❣️❣️❣️jay jagannath🙏🙏🙏

  • @poojaswain4178
    @poojaswain4178 Před rokem

    Bhai tume really Hero 👍

  • @rimasahuofficial
    @rimasahuofficial Před rokem +58

    ଜୟ ଶ୍ରୀ ଜଗନ୍ନାଥ 🙏❤️
    ବହୁତ ସୁନ୍ଦର ଭିଡିଓ ପିଣ୍ଟୁ ଭାଇ ସବୁବେଳେ ଏମିତି ଖୁସିରେ ଥାଅ ଆମ ଭଲ ପାଇବା ସବୁବେଳେ ତମ ସହିତ ଅଛି 🙏❤️👌🥰

    • @santoshkumarnayak4437
      @santoshkumarnayak4437 Před rokem

      Tu kia baa

    • @sushreesatapathy5716
      @sushreesatapathy5716 Před rokem +2

      Tahle pintu
      bhi luga dokan re narahi ki yade side bulucha kan pain.. prasant ku kahidela gupchup dokan chadiki kahiki buluchu..sie bululike bhi se through re income karuchi

  • @papudjdas165
    @papudjdas165 Před rokem +22

    ଆମେ ଜାଣିଛୁ ଆମ ପିଣ୍ଟୁ ଭାଇ ସବୁଠୁ best,
    Love you 💞💞 Bhai bhauja & khusi maa ଜୟ ଜଗନ୍ନାଥ 🙏

    • @tapanbehera7071
      @tapanbehera7071 Před rokem

      Hii bhai

    • @papudjdas165
      @papudjdas165 Před rokem

      @@tapanbehera7071 hello

    • @mamasahu6705
      @mamasahu6705 Před rokem +1

      ଭାଇ କାହା କଥାରେ ମନ ଦୁଃଖ କରନି ଲୋକ ମାନେ ଏମିତିକା

  • @milimartha756
    @milimartha756 Před rokem

    Jie jaha kahu sunani vlog Kari chala Bhai sabubele khusire ruha samastanku khusi dia ame Jani Chu Bhai and bhauja kana hela ta bahut bhala Lage Bhai nka family kebebi Bhai Amit kahinthibe michha Kath love you to all family 💕💕💕💕💕💕💕💕

  • @EatingSheela
    @EatingSheela Před rokem

    ଆଜି ଜଣାପଡ଼ୁଛି ଯେ ପ୍ରଶାନ୍ତ କୁ ଗୁପଚୁପ ବାଲା କହି ଥିବ ଜିଏ ନିଜ ଭଉଣୀ କୁ ବାହାର ଲୋକ ସହ ମିଶେଇ କି କହୁଛି

  • @ritaranidevi3016
    @ritaranidevi3016 Před rokem +22

    The way u solve all the misunderstanding is highly appreciable. u proveed that u have a loving n caring heart not only for ur family but also towards others .Leave all ,please proceed .Thankx a lot.

  • @sairam3230
    @sairam3230 Před rokem +21

    ଯିଏ ଯାହା କହୁ ପଛେ ଆପଣଙ୍କ ଉପରେ ବିଶ୍ବାସ ଓ ଭରସା ଅଛି ଆଉ ପ୍ରଚୁର ଭଲ ପାଇବା ଅଛି ଆପଣ ଏମିତି କହିଥିବେ ବୋଲି ଆମେ କେବେ ବି ବିଶ୍ବାସ କରୁନାହୁଁ

    • @rajanirichaodiablog8104
      @rajanirichaodiablog8104 Před rokem +1

      ସତରେ

    • @sairam3230
      @sairam3230 Před rokem +1

      ଯିଏ ଯେଉଁ ଉପାୟରେ ପଇସା ରୋଜଗାର କରୁ ନିଜ ପେଟ ପାଇଁ ରୋଜଗାର କରୁ ଛନ୍ତି କିଛି ଖରାପ କାମ କରୁନାହାନ୍ତି ତେଣୁ ଯିଏ ଯାହା କହୁ ଆପଣ ଏତେ ବ୍ୟସ୍ତ ହୁଅନ୍ତୁ ନି ଆଗକୁ ମାଡି ଚାଲନ୍ତୁ God bless you

    • @rajanirichaodiablog8104
      @rajanirichaodiablog8104 Před rokem +1

      Thank you

  • @sabitridas9777
    @sabitridas9777 Před rokem

    Apanka video dekhiye bahut Khushi lage

  • @prasadmahadevideo5907

    ତୁ ପ୍ରକୃତରେ ଅହଂ ଙ୍କାରୀ ତୋ ଭାଗ୍ୟ ରେ ଥିଲା ତୁ ବଡିଗଲୁ

  • @silubiswalsilubiswal7887

    Ame kete Jana ku bujhei ba nija loka ta ethi nijara nuhne😔😔
    Bhai mu Tama tharu au didi nka tharu bahut kichhi sikhichi kemiti samastanku bhala paiba au sneha daba love you both of you 🙏 Prabhu sree Jagannath nka pakhare prathana karuchi se sabubele Tama ku au Tama parivaar khushire rakhantu ❤️🥰❤️

  • @runumohapatra5825
    @runumohapatra5825 Před rokem +47

    ସବୁବେଳେ ମିଶିକି ରୁହନ୍ତୁ 😘।haters ହିଁ ଆପଣ ଙ୍କ success ra pillar,tenu ignore karantu 😘

  • @Ajumohanta665
    @Ajumohanta665 Před rokem +1

    Pintu Bhai bahut bhala I ❤️ pintu Bhai

  • @baisakhinayak6403
    @baisakhinayak6403 Před rokem

    Bhai suna sabubele suna soo u are always best ❤️‍🔥👍

  • @nilimajyotidwibedi8617
    @nilimajyotidwibedi8617 Před rokem +3

    So beautiful family bhai and Didi 🥰🥰 so happy family bhai ❤️❤️ god bless you

  • @hrudanandasankhua5824
    @hrudanandasankhua5824 Před rokem +14

    ମୁଁ ଜାଣିଛି ମୋ ପିଣ୍ଟୁ ଭାଇ ରୂପା ଭାଉଜ କେତେ ଭଲ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଙ୍କ ପରି କିଏ ହେବ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ମୋ ପିଣ୍ଟୁ ଭାଇ ରୂପା ଭାଉଜ ହସ ଖୁସିରେ ରହିଲେ ମୁଁ ବହୁତୁ ଖୁସି ହୁଏ ମୁଁ ଜାଣିଛି ମୋ ପିଣ୍ଟୁ ଭାଇ ସମସ୍ତ ଙ୍କ ସାଙ୍ଗରେ କେତେ ମଜା ମସ୍ତି କରନ୍ତି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଦୁଃଖ ରେ ରହିଲେ ମତେ ଭଲ ଲାଗେନି ମୋ ପିଣ୍ଟୁ ଭାଇ ରୂପା ଭାଉଜ ହସ ଖୁସିରେ ରହିଲେ ମୁଁ ବହୁତୁ ଖୁସି ହୁଏ ଜଗନ୍ନାଥ ଏମିତି ସବୁବେଳେ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ପରିବାର ସମସ୍ତ ଙ୍କୁ ହସ ଖୁସିରେ ଭଲରେ ରଖନ୍ତି Love you Bhai Bhauja Khusimaa Happy Bhai Prasanta Bhai Gelha Bhai Runa Didee and all Family members 💞❤️❤️❤️❤️❤️❤️❤️❤
    ❤️❤️❤️❤️❤️❤️❤️❤️❤️❤️❤️❤️❤️️ Good bless you 👍ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏

    • @adyashabarik1825
      @adyashabarik1825 Před rokem +1

      Kebe koudina tame kahichana Tama bapa maa bhala boli

  • @agastivlog
    @agastivlog Před rokem

    Sata rey bahut Bhala laguchi bhai bhaujha au Kushi maa jodi kha najra la lagu eitiki kahuchi maha Prabhu Jay Jagannath nku prathana karuchi 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @tutunanath5583
    @tutunanath5583 Před rokem +1

    Luv u pintu bhai . Kaha katha sunani. Loka ta kahibe. Agaku madaichala...... ❤️❤️❤️

  • @shrutishradhassm1436
    @shrutishradhassm1436 Před rokem +39

    My favorite show for CZcams channel 😍😍😍😍

  • @sthitiprangyaratha8661
    @sthitiprangyaratha8661 Před rokem +19

    Bhai jie ଯାହା କହୁଛି କହୁ ନିଜେ ଠିକ୍ ରହିଲେ ସବୁ ଠିକ୍☺️😊 ଭାଇ apono ଆଗକୁ ବଢନ୍ତୁ No tension ☺️☺️❤️❤️

  • @anaswiniparida2677
    @anaswiniparida2677 Před rokem

    God bless you jaha bi kichhi heichi sabu bhuli jaa

  • @monalishajena430
    @monalishajena430 Před rokem

    Jaha hela hela au ebe sabu mange karidia vai ame januichhi vai au vauja bohut vala ❣️

  • @priyankapriyadarshiniray6228

    So cute Khushi maa. Happy family. God bless you.

  • @hembrambabulifestyle5685
    @hembrambabulifestyle5685 Před rokem +14

    ଧନ୍ୟବାଦ ଭାଇ ମୁ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରେ ଆପଣଙ୍କର ମୁ ଜଣେ ବହୁତ ବଡ଼ ଫାନ୍। କହିବା ଲୋକ ବହୁତ କହିବେ ତା ସହିତ ମଜା ବି ନେବେ। ଏହି ଘଟଣାରେ ମତେ ମଧ୍ୟ ବହୁତ ଦୁଃଖ ଲାଗିଲା। ଆପଣ ଦି ଜଣ ମଧ୍ୟରେ କଥାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ।ଏହି ଘଟଣା ମୋ ଜୀବନରେ ମଧ୍ୟ ଘଟିଥିଲା।ସାନ ଭାଇ ହିସାବରେ ମୁଁ ଏତିକି କହିବି ଆପଣ ଦି ଜଣକୁ କଳିକଜିଆ କରେଇ ସେମାନେ ଲାଭ ନେବାପାଇଁ ଚାହୁଁଥିଲେ। କିଛି ଲୋକ ଏମିତି ବି ଅଛନ୍ତି କିନ୍ତୁ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। ଆମେ ଆପଣଙ୍କ ସହିତ ଅଛୁ। ସେଥିପାଇଁ ମୁଁ ଅପେକ୍ଷା କରିଥାଏ ଆପଣଙ୍କର ଭିଡିଓ କେତେବେଳେ ଆସୁଛି। Best of luck bhai.👍👍👍👍.

  • @Subhu_0326
    @Subhu_0326 Před rokem +2

    Bro, you're the best brother for myself 💪💖

  • @sonalisahoo4020
    @sonalisahoo4020 Před rokem

    So. You are right
    Pintu Bhai jaha sabu. Kahichanti
    Sata kata. Kahichanti🙏🙏🙏🙏🙏🙏👌💖💐🌹💐🌹💐🌹💐🌹🌹💐🌹💐🌹🌹💐🌹💐🌹 family members. upare kahara Najara Na Lagu 🙏🙏🙏🙏🙏💖💐🌹Mu Bagabana nka pakare
    Prathana Karuchi🙏🙏🙏🙏🙏🙏🙏💖💐🌹💐💐🌹💐🌹🌹🌹💐🌹🌹🌹🌹

  • @vaisakhisahoo5097
    @vaisakhisahoo5097 Před rokem +3

    Very nice Bhai and bhauja ❤️❤️ so beautiful family members ❤️❤️ God bless you 🙏🙏

  • @silabagarty9015
    @silabagarty9015 Před rokem +6

    ଲୋକଙ୍କ କାମ ହିଁ ଅନ୍ୟ ର କାମ ମଜା ଦେଖିବା ତମେ ଲୋକଙ୍କ କଥା ଧରନି ଭାଇ ଆମେ ଖରାପ ଭାବୁନୁ 🙏

  • @debjanirout4666
    @debjanirout4666 Před rokem

    No i am so happy tume bhai bhauja agaku madichala God bless you🥰

  • @hey.__miss
    @hey.__miss Před rokem

    Bhai tame kaha katha sunantuni lake bahut kichi katha kahibe but tame tanka katha ku pachare pakei agaku madichalo bhai bhauja ... Love bhai bhauja ame tama sathire ochi 😘😊❤️

  • @souravdas
    @souravdas Před rokem +9

    ଭଲ ଲାଗିଲା ଯେ.. ସଙ୍ଗେ ସଙ୍ଗେ ସାନ ଭାଇ ମାନଙ୍କୁ ଡାକି କଥା କୁ ସମାଧାନ କଲେ .. ଓ viewer ଙ୍କୁ ଆଉ ଅଧିକ ଅଳିଆ କରିବା ପାଇଁ ସୁଯୋଗ ଦେଲେନି .. Good 👍🏽 ଏମିତି ମିଳିମିଶି ରୁହ .. ଛୋଟ ଛୋଟ କଥା କୁ ଆଉ ଧରନି.. ଫାଟ ସୃଷ୍ଟି କରିବା ପାଇଁ ଲୋକ ସବୁ ଅନେଇ ବସିଛନ୍ତି .. ଖୁସି ରେ ରୁହ ଶାନ୍ତି ରେ ରୁହ ଆମ ପାଇଁ ଏମିତି ଭଲ ଭଲ ଭିଡ଼ିଓ କରି share କର 🙌🏾 Blessings 🙌🏾

  • @mantubehera2370
    @mantubehera2370 Před rokem +6

    ଭାଇ ଆଜି ତମ ଏଇ କଥା ଶୁଣି ବହୁତ ଦୁଃଖ ଲାଗୁଚି ଭାଇ ଯିଏ ଭିଡ଼ିଓ ଦେଖୁ ବା ନଦେଖୁ ମୁ କିନ୍ତୁ ମୁ ନିଛିନ୍ତ ଦେଖି ବି ମପାଖକୁ ତମେ ନିହାତି ଭିଡ଼ିଓ ଛାଡିବ ଭାଇ all tha best 👍