ସୁନାଙ୍କୁ ଦେଖି କାନ୍ଦି ପକାଇଲେ ରୂପା / Rupa Pin2 Khushi

Sdílet
Vložit
  • čas přidán 13. 06. 2023

Komentáře • 3,4K

  • @subhadra_123
    @subhadra_123 Před rokem +2787

    ସତରେ ପିଣ୍ଟୁ ଭାଇ ଓ ସୁନା ଦିଦିଙ୍କୁ ଏକା ସହିତ ଦେଖିକି ବହୁତ ଖୁସି ଲାଗିଲା😊ଏଇ ଦିନଟିକୁ ତ ଆମେ ଅପେକ୍ଷା କରିଥିଲୁ କେବେଠୁ❤ଆଉ କେଉଁମାନେ ମୋ କଥାରେ ସହମତ ଜଣାନ୍ତୁ👍ଜୟ ଜଗନ୍ନାଥ🙏

  • @sharmistharaut4473
    @sharmistharaut4473 Před rokem +69

    ଆଃ କି ଅପୂର୍ବ ମିଳନ ଭାଇ ଓ ଭଉଣୀ ମଧ୍ୟରେ ଭାଉଜ ଆଉ ନଣନ୍ଦ ମଧ୍ୟ ରେ ❤ ଦେଖି ବହୁତ ଆନନ୍ଦ ଅନୁଭବ କଲି।

  • @Chikisfamilylifestyle
    @Chikisfamilylifestyle Před rokem +35

    ବହୁତ ଖୁସି ଲାଗିଲା ସମସ୍ତ ଙ୍କୁ ଦେଖିକି ❤

  • @smilychumki4959
    @smilychumki4959 Před rokem +138

    ବହୁତ ଖୁସି ଲାଗିଲା, ପିଣ୍ଟୁ ଭାଇ ଓ ସୁନା ଦିଦିଙ୍କର ସବୁ କିଛି ଠିକ୍ ହେଇଗଲା ❤ କିଏ କିଏ ଖୁସି ଅଛ 👍👍👍

  • @banditarout6683
    @banditarout6683 Před rokem +86

    ଭାଇ ବହୁତ ଖୁସି ଲାଗିଲା ତମ ମାନଙ୍କୁ ଏକାଠି ଦେଖିକି ଭଗବାନ ତମକୁ ଖୁସିରେ ରଖନ୍ତୁ ଭିଡିଓ ଦେଖିକି ମୋ ଆଖି ରୁ ଲୁହ ଆସି ଗଲା ❤❤❤

  • @rinkybehera8714
    @rinkybehera8714 Před rokem +180

    ସତ ରେ ବହୁତ ଖୁସି ଲାଗିଲା ସମସ୍ତଙ୍କୁ ଏକାଠି ଦେଖିକି❤

  • @rashmiansh1579
    @rashmiansh1579 Před rokem +15

    ବହୁତ ଖୁସି ଲାଗିଲା, ସମସ୍ତଙ୍କୁ ଏକାଠି ଦେଖି 😢🙏🙏

  • @jagnyaseninayak5765
    @jagnyaseninayak5765 Před rokem +5

    ଭାଇ ଭଉଣୀ ଶୁଣ କାହାଣୀ God bless u all .jai jagannath 🎉,

  • @anamataria-iv1qz
    @anamataria-iv1qz Před rokem +176

    ଆପଣ ଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ❤👌❤👌❤🙏🙏🙏ଜଏ ଜଗନ୍ନାଥ

  • @Sahoo29625
    @Sahoo29625 Před rokem +211

    ହୃଦୟ ରୁ ବୋହୁତ ସାରା ଧନ୍ୟବାଦ୍ ଭାଇ 🎉 ଯାହା ହେଉ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ ମିଶିଗଲେ,ଦେଖିକି ଆଖିରୁ ଖୁସିରେ ଲୁହ ଆସିଗଲା ସତରେ ,,କାହାରି ନଜର ନ ଲାଗୁ ତୁମ ମାନକ ଖୁସିରେ ,,ଭଲରେ ରୁହନ୍ତୁ ସବୁ Jay Jagannath ,🙏🙏 ❤ ଆପଣ ମାନେ କାନ୍ଦିଲେ ଆଉ ଆମେ ବି କାନ୍ଦିଲୁ ତଥାପି ବୋହୁତ ଖୁସି ଆଜି ❤❤❤❤

  • @BA-LaxmipriyaNaik
    @BA-LaxmipriyaNaik Před rokem +12

    ସତରେ ଭାଇ ଭଉଣୀ କୁ ଦେଖି ବହୁତ ଖୁସି ଲାଗିଲା. ଖୁସି ରେ କାନ୍ଦ ବି ଲାଗିଲା ❤️😊

  • @cutydibyanshi123
    @cutydibyanshi123 Před rokem +52

    ଭାଇ ଭଉଣୀ ସମ୍ପର୍କ ଦୁନିଆ ର ସବୁ ଠୁ ଭଲ ସମ୍ପର୍କ ସବୁ ଦିନ ଝଗଡ଼ା କରିବେ ରାଗିକି ରହିବେ ହେଲେ ଜଣେ ଜଣଙ୍କ ବିନା ରହି ପାରିବେନି..... ତୁମ ଏ ଭିଡିଓ ଦେଖିଲା ପରେ ସତରେ ଆଖି ରେ ଲୁହ ପଳେଇ ଆସିଲା.... ଝଗଡ଼ା କରିବା ଦ୍ଵାରା ସବୁ ସମ୍ପର୍କ ଭାଙ୍ଗି ଯାଏ ହେଲେ ଭାଇ ଭଉଣୀ ଗୋଟେ ସଂପର୍କ ଯାହା କି ଝଗଡ଼ା କରିବା ଦ୍ୱାରା ଭଲ ପାଇବା ବଢ଼ି ଥାଏ.........😍😍😍😍😍❤️❤️❤️❤️❤️❤️

  • @rupalimalana8561
    @rupalimalana8561 Před rokem +395

    ସବୁ ବେଳେ ଏମିତି ଖୁସି ରୁହ ଭାଇ ଭଉଣୀ ଭାଉଜ ଭଗବାନ ସମସ୍ତ ମଙ୍ଗଳ କରନ୍ତୁ ♥♥♥

  • @Rishikbiswal
    @Rishikbiswal Před rokem +211

    ଯାହଉ ଭାଇ ସୁନା ଦିଦି ଘରକୁ ଗଲେ ବହୁତ ଭଲ ଲାଗିଲା । ମୁଁ ବହୁତ ଖୁସି ଭଉଣୀ କୁ ଭାଇ ମିଲି ଗଲା Thank you bhai& bhauja🥰

  • @ChandanKumar-gf6dm
    @ChandanKumar-gf6dm Před rokem +7

    ଆଜି ପର୍ଯ୍ୟନ୍ତ ଯେତିକି vdo କରିଛ ଭାଇ,, ଏଇଟା ମୋରୋ favourite heiki ରହିଗଲା,,, ଯାହା ହଉ ଆମ ଆଖିରୁ ଭି ଖୁସି ର ଲୁହ ଚାଲି ଆସିଲା,, ସୁନା ଭଉଣୀ ଟା ଆମର ସତରେ heart touching vdo❤ ମଝିରେ ମଝିରେ ଏମିତି tk ନହେଲେ ଭି ଭଲ ପାଇବା ବଢ଼େନି,,,❤

  • @manjarinaik1756
    @manjarinaik1756 Před rokem +5

    Bahut khusi lagila bhai tame suna didi saha misiki soo happy❤❤❤ khusi maa miss u

  • @trilochanmohanty
    @trilochanmohanty Před rokem +545

    ବହୁତ୍ ବହତ୍ ଧନ୍ୟବାଦ୍ ସମସ୍ତ ଙ୍କୁ ପାହିଲି ରଜର ଭେଟି 🎉 ଦେଖିକି ବହୁତ୍ ଖୁସି ଲାଗିଲା ପିଣ୍ଟୁ ଭାଇ ଓ ସୁନା ଦିଦୀ ଙ୍କୁ ଏକାଠି ଦେଖି 😊 ୟେ ହୁଇ ନା ବାତ୍ ❤

    • @SasmitaSahoo-xy3cd
      @SasmitaSahoo-xy3cd Před rokem

      ❤❤❤❤❤👌👌👌👌👌👌😀😀😀😀😀😀😀💖🌹🌹🌹🌹🌹🌹

  • @d_mmayurbhanjtoka7656
    @d_mmayurbhanjtoka7656 Před rokem +91

    କୋଉ କୋଉ ଭାଇ ଭଉଣୀ ମାନେ anil ଭାଇ ଆଉ sanjai ଭାଇ ଙ୍କୁ miss କରୁଛ ଆଉ ଦେଖିବା ପାଇଁ ଚାହୁଁଛ ଗୋଟେ ଗୋଟେ like କର

  • @manjuraut395
    @manjuraut395 Před rokem +14

    କେଉ ମାନେ ଖୁସି ଅଛ ପିଣ୍ଟୁ ଭାଇ ସୁନା ଘରକୁ ଯାଇ ଥିବାରୁ। ତାହେଲେ👍👍👍 ମଧ୍ୟମ ଜଣାନ୍ତୁ

  • @realherodeepakraaj
    @realherodeepakraaj Před rokem +7

    ବୋହୁତ ସୁନ୍ଦର ❤️‍🩹 ଭଲ ଲାଗିଲା ଦେଖିକି ଭାଈ ଭଉଣୀ କୁ ଏକାଠି 🥰😍🥰 ସବୁ ବେଳେ ଏମିତି ହସ ଖୁସି ରେ ରୁହ 💞🦋🌸 କେତେ ଦିନ ହେବ ଆମେ ଅପେକ୍ଷା କରି ଥିଲୁ ❤️ love you all rupa.pintu.khusi. arunsuna

  • @lovemyvillage8555
    @lovemyvillage8555 Před rokem +106

    ମତେ ବହୁତ ଖୁସି ଲାଗିଲା ସୁନା ଦିଦି ଘର କୁ ଜାଇଛ ❤

  • @santoshpramanika5164
    @santoshpramanika5164 Před rokem +75

    ସତରେ ଭାଇ ଭାଉଜ ନିଜ ଭଉଣୀ ଘରକୁ ନ ଆସିଲେ କେତେ ଯେ, କଷ୍ଟ କେବଳ ଗୋଟେ ଭଉଣୀ ହିଁ ଜାଣିପାରେ ମୋ ଆଖିରୁ ତ ଲୁହ ଆସିଗଲା 😢😢😢😢😢😢😢😢ଦେଖିକି ଯଦି ମଝିରେ ମଝିରେ ଏମିତି ଆସିଲେ ଟିକେ ବି ରାଗ କି ଲୁହ ଅସିନଥନ୍ତା ❤❤❤❤❤

  • @Dktodiastory
    @Dktodiastory Před rokem +37

    ସୁନା ଦିଦି ର ଖୁସି ରେ ଲୁହ ଦେଖି ମୋ ଆଖିର ପାଣି ଆସିଗଲା very emotional moment 😭😭 ଭାଇ ଭଉଣୀ ଙ୍କ ଏ ଭଲ ପାଇବା ❤ ସବୁ ଅପେକ୍ଷା ର ଅନ୍ତ ଘଟିଲା କେଉଁ ମାନେ ଖୁସି ଅଛ like ଠୋକ 👍🥰😂ମୁ ବହୁତ ଖୁସି

  • @NandiniNandini-df5gh
    @NandiniNandini-df5gh Před rokem +66

    ସୁନା ଦିଦି ଙ୍କୁ ଦେଖି ବହୁତ୍ ଜୋର୍ କାନ୍ଦ ଲାଗିଲା 😢😢😢😢😢😢😢😢 ମୋତେ

  • @kunibadatya4418
    @kunibadatya4418 Před rokem +162

    ଏ ଭାଇ ଭଉଣୀ ମିଳନ ଦେଖି ମୁଁ ବହୁତ ଖୁସି ଭାଇ ପ୍ରଭୁ ଜଗନ୍ନାଥ କରନ୍ତୁ ଏମିତି ସବୁ ବେଳେ ଖୁସି ରେ ରୁହ ଜୟ ଜଗନ୍ନାଥ 🙏🙏🙏🙏🙏

  • @subhacreation.7552
    @subhacreation.7552 Před rokem +11

    ମୋ ସୁନାଭାଇ ସାନଭାଇ n ସୁନାଭାଉଜ ବହୁତ ବହୁତ ଭଲ 💖💖lv u both💖💖ସବୁବେଳେ ସେମିତି ଖୁସି ରେ ମିଳିମିଶି ରୁହ 💖💖ଆଜିର blog ବହୁତ ଭଲ ଲାଗିଲା 💖💖

  • @dassukanti9251
    @dassukanti9251 Před rokem +3

    Satare ame bahut khusi aka sathire bhai bhouni ku dekhiki ❤❤

  • @amitbarik4718
    @amitbarik4718 Před rokem +36

    ରକ୍ତର ସମ୍ପର୍କ କେବେ ଅଲଗା ହୁଏନି ସେଟା ଆଜି ପିଣ୍ଟୁ ଭାଇ ପ୍ରମାଣ କରିଦେଲେ ଏଥର କିଏ କହିବ ଦେଖିବା ପିଣ୍ଟୁ ଭାଇଙ୍କର କେତେ ଗର୍ବ ହେଇଯାଇଛି love you pintu bhai ସବୁବେଳେ ଏମିତି ଖୁସିରେ ରୁହ❤❤

  • @biswajitdas720
    @biswajitdas720 Před rokem +33

    କିଛି ଭୁଲ ତାଙ୍କର ଥିଲା କିଛି ଆପଣଙ୍କର ଥିଲା ଦୁଇ ଜଣ ମିଶି ଠିକ୍ କରିଦେଲ ଏବେ ଏମିତି ବୋହୁତ ଖୁସି ରେ ରୁହନ୍ତୁ 😊😊

  • @deepakpolai1279
    @deepakpolai1279 Před rokem +20

    ଭାଇ ମୁ ଆଜି ତମ ବ୍ଲଗ୍ କୁ ଅପେକ୍ଷା କରିଥିଲି ଭିଡ଼ିଓ ଟି ଦେଖି ବହୁତ୍ ଖୁସି ଲାଗିଲା👍👍👍

  • @village_girl_mama
    @village_girl_mama Před rokem +2

    Amithi sabu bele Khushi re ruha love you all ❤️ jay jagannath 🙏

  • @biswajitparida3370
    @biswajitparida3370 Před rokem +3

    ବହୁତ ଖୁସି ଲାଗିଲା ସମସ୍ତେ ଜାଣି ଯାଆନ୍ତୁ pintu bhai heartly kele great ❤❤❤❤❤❤❤❤❤🎉🎉😂😂😂❤❤❤❤❤❤❤

  • @anupamapanda7456
    @anupamapanda7456 Před rokem +42

    ଭାଇ ଆଜି ବହୁତ ଖୁସି ଲାଗିଲା ଆମେ ଏ ଦିନ ଟିକୁ ଅପେକ୍ଷା କରିଥିଲୁ ସୁନା ଦିଦି ଆଉ ପିଣ୍ଟୁ ଭାଇ ଙ୍କୁ ଏକା ସହିତ ଦେଖି ବହୁତ ଖୁସି ଲାଗିଲା ମୋ ଆଖି ରୁ ଲୁହ ଆସିଗଲା ଭାଇ ସବୁ ଦିନ ଏମିତି ଏକାଠି ରୁହ ଆଉ ଖୁସି ରେ ରୁହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି କାମନା 🙏❤️❤️❤️❤️❤️❤️

  • @shrabanimeher4209
    @shrabanimeher4209 Před rokem +8

    Mu aji sakalu apeksha karithili ketebele aasba ei video ta jaha Hau aasigala ...suna Didi au pin2 Bhai Rupa bhaja samaste misigale .... He Bhagawan sabubele khusi re rakhantu jay..... Jagannath 🙏...... Love you all family members....❤❤❤❤

  • @sanyasipradhan3693
    @sanyasipradhan3693 Před rokem +9

    ଭଗବାନ ତୁମ ଭାଈ ଭଉଣି କୁ ଏମିତି
    ଖୁସିରେ ରଖନ୍ତୁ ଭାଇ ଜୟ ଜଗନ୍ନାଥ

  • @jharanabahera176
    @jharanabahera176 Před rokem +7

    ସତରେ ଵହୁତ ଖସି ଲଗିଲା ଆଉ କା‌ନ୍ଦ ବି ଲାଗିଲା ଭଗବାନ ଵହୁତ ଖସିରେ ରଖନ୍ତୁ ତୁମକୁ 🙏

  • @gayatrinayak2180
    @gayatrinayak2180 Před rokem +50

    ସତରେ ବହୁତ ଖୁସି ଲାଗୁଚି ❤

  • @shaktiswarupi7156
    @shaktiswarupi7156 Před rokem +34

    ଭାଇ ଆଉ ଭଉଣୀ ର ସମ୍ପର୍କ ଟା ଏମିତିକା, ଯେତେ ଶବ୍ଦ ହେଲେ ଵି କମ ପଡି ଯିବ. ସବୁ ଭାଇ ଆଉ ଭଉଣୀ ମାନ ଙ୍କର ସମ୍ପର୍କ ସବୁବେଳେ ଏମିତି ରହି ଥାଉ.ସବୁ ଭାଇ ମାନେ ଭଉଣି ମାନ ଙ୍କ ର ସାହସ.

  • @priti5878
    @priti5878 Před rokem +1

    Tama paribara amiti khushira ruha sabu bela

  • @anusayagahan9510
    @anusayagahan9510 Před rokem +18

    ସତରେ ଭାଇ ଆଜି ବହୁତ ଖୁସି ଲାଗିଲା ଏହି ଦିନକୁ ଅପେକ୍ଷା କରିଥିଲୁ ଭାଇ ଭଉଣୀର ମିଳନ ଆଉ ଭାଉଜଙ୍କୁ ଦେଖି ଆହୁରି ଖୁସି ଲାଗିଲା ଖୁସିରେ ଆଖିରୁ ଲୁହ ଆସିଗଲା😂😂😂ଏମିତି ସବୁବେଳେ ହସ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ❤❤

  • @papudjdas165
    @papudjdas165 Před rokem +114

    ,ପିଣ୍ଟୁ ଭାଇ ଆଜି ମୁଁ ବହୁତ୍ ଖୁସି ବହୁତ୍ ସୁନା ଦିଦି ଙ୍କ ଘରକୁ ଯାଇଛ ସବୁ ବେଳେ ଏମିତି ଖୁସି ରେ ରୁହ ଜଗନ୍ନାଥ ଙ୍କୁ ମୋର ଏତେ କି ପ୍ରାର୍ଥନା 🙏

  • @sumitrapradhan4432
    @sumitrapradhan4432 Před rokem +25

    ସତରେ ବହୁତ୍ ଖୁସି ଲାଗିଲା।ପିଟୁ ରୁପା ।ଲୋକମାନେ ଆଉ ଭୁଲ୍ ବୁଝି ବେନଇ।😢😢।❤❤❤❤❤❤

  • @ranjitamallick1824
    @ranjitamallick1824 Před rokem +2

    ବୋହୁତୁ ଭଲ ଲାଗିଲା ଭିଡିଓ ଦେଖିକି ସମତେ ଆଜି ଏକାଠି ଦେଖିକି happy raja 🥰🥰🥰 ସବୁ ବେଳେ ଖୁସିରେ ରୁହ

  • @djbapunuexclusive7557
    @djbapunuexclusive7557 Před rokem +4

    Vlog ରେ ସବୁଠୁ ଅଧିକ Camedy ମାମୁନି ଦିଦି କରନ୍ତି

  • @jhianipolai1896
    @jhianipolai1896 Před rokem +30

    ଭାଇ ଓ ଅପା ଆଜି ବହୁତ୍ ବହୁତ୍ ବହୁତ୍ ବହୁତ୍ ଖୁସି ଆଜି ସବୁ ଆସା ପୁରଣ ହେଇଗଲା ତମର ଏତିକି ଭୁଲ୍ ଥିଲା କିନ୍ତୁ ଆଜି ଆଉ ସେ ରାଗ ନାହିଁ ବହୁତ୍ ଖୁସି ଏମିତି ହସାଅ ହସୁଥାଅ ଜୟ ଜଗନ୍ନାଥ 🙏🙏🙏

  • @rajamenduli3582
    @rajamenduli3582 Před rokem +11

    ସତରେ ଆଜିର Blog ti bahut sundar lagila ❤️ ବହୁତ୍ ଦିନର ଅନ୍ତଘଟିଲା ପିଣ୍ଟୁ bro and Rupa dii ❤️ suna dii nka ଘରକୁ ଯାଇ ଥିଲେ ଏଣ୍ଡ ବହୁତ୍ enjoy Kale ମଧ୍ୟ lam so happy and happy Raja ହାର୍ଦିକ ଶୁଭେଛା ଓ ଶୁଭକାମନା love you all 😍

  • @dreamgirlchulbul8584
    @dreamgirlchulbul8584 Před rokem +3

    ପିନ୍ଟୁ ଭାଇ ଆଜି ଆପଣ ମାନଙ୍କୁ ଏକାଠି ଦେଖି ବହୁତ୍ ଖୁସି ଲାଗିଲା ସବୁ ବେଳେ ଏମିତି ସବୁ ଭଲ ରେ ରୁହ❤😊😍

  • @manasirout9151
    @manasirout9151 Před rokem +26

    ଭାଇ, ଭଉଣୀ ଙ୍କ ମିଳନ ଦେଖି ମୋ ଆଖିରେ
    ଲୁହ ଆସିଗଲା 😂😂

  • @sonalisahoo8810
    @sonalisahoo8810 Před rokem +55

    ଏଇ ଦିନକୁ ଆମେ ବହୁତ୍ ଦିନରୁ ଅପେକ୍ଷା କରିଥିଲୁ ଏମିତି ଦେଖିକି ବହୁତ୍ ଖୁସି ଲାଗିଲା

  • @Twins_Lifestyle
    @Twins_Lifestyle Před rokem +52

    ସମସ୍ତଙ୍କ ପରିବାରରେ ସୁବିଧା ଅସୁବିଧା ରହିଥାଏ କିନ୍ତୁ କିଛି ଲୋକ ଅଛନ୍ତି ଅନ୍ୟର ପରିବାର କେମିତି ଭାଙ୍ଗିବେ ସେମିତି ଚେଷ୍ଟା ରେ ଲାଗି ପଡ଼ନ୍ତି.... ଏବେ ସବୁ ଠିକ ହେଲା ଦେଖ ସମସ୍ତେ

  • @BijayaBehera-zx9mx
    @BijayaBehera-zx9mx Před rokem +3

    ସତରେ ବହୁତ ଭଲ ଲାଗିଲା❤❤ ଭାଇ ଭଉଣୀ ମିଶି ଗଲେ

  • @bishwajitsamal5428
    @bishwajitsamal5428 Před rokem +2

    Bhai bhouni bohut khusire ruho god bless you

  • @1x-abinash-07
    @1x-abinash-07 Před rokem +44

    ଯାହା ହେଉ ଆଜି ଭାଇ ଭଉଣୀ ନଣଦ ଭାଉଜ ସମସ୍ତଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ❤
    ଏମିତି ସବୁବେଳେ ଖୁସିରେ ରୁହନ୍ତୁ ❤❤

  • @DeepakNayak-qq3cs
    @DeepakNayak-qq3cs Před rokem +123

    ଯଉ ମାନେ କହୁଥିଲ pintu ଭାଇ ଙ୍କ ଗର୍ବ ହେଇଛି ସେମାନେ ଆଖି ପୁରେଇ କି ଏହି video କୁ ଦେଖ। ଅନ୍ୟ କୁ କିଛି କହିବ ଆଗରୁ ଟିକେ ଭାବିକି କୁହ। Pintu ଭାଇ ସୁନା ଦିଦି ସବୁବେଳେ khusi ରେ ରୁହ ।କାହାରି ନଜର ତୁମକୁ ନ ଲାଗୁ।ପ୍ରଭୁ ଜଗନାଥ ତୁମକୁ ଭଲ ରେ ରଖନ୍ତୁ।🙏🙏🙏 God always bless you

  • @rajeshjajpuria997
    @rajeshjajpuria997 Před rokem +1

    Pintu Bhai mu ghara chadhi bhahare ache jathebale ghara katha Mane pradhe mu Tama video dakhidia au mana bhala Lage ❤❤ love you pintu Bhai

  • @saritarout4231
    @saritarout4231 Před rokem +1

    Bahut khusi laguchi 😊😊sister and brother nku dekhiki 😘😘 ahi dina ku apekhya thila

  • @balarampradhan8777
    @balarampradhan8777 Před rokem +39

    ଭାଇ ଆଜି ମତେ ବହୁତ ଖୁସି ଲାଗିଲା 😊😊😊🤗🤗🤗🤗🤗😘😘😘😘 ଭଗବାନ ସବୁ ବେଳେ ଏମିତି ଖୁସି ରେ ହିଁ ରଖନ୍ତୁ ଆପଣ ପରିବାର କୁ ଭଗବାନ କ ଆଶୀର୍ବାଦ ସବୁ ବେଳେ ଏମିତି ରହିଛି ଆଉ ରହିଥିବ 😭😭😭😭😭 miss you all family members 😔😔😔 miss you Khushi maa

  • @shrabanidash2167
    @shrabanidash2167 Před rokem +25

    ଆଜି ପିଣ୍ଟୁ ଭାଇ, ସୁନା ଦିଦି ଙ୍କୁ ଏକାଠି ଦେଖି ଭଉତ୍ ଖୁସି ଲାଗିଲା 🥰😊💓 ମାମୁନି ତୁମ କଥା 1ନମ୍ୱର୍👍👍👍 ଜୟ ଜଗନ୍ନାଥ 🙏🙏 ଜୟ ମା ତାରିଣୀ 🙏🙏🙏

  • @lovemyvillage8555
    @lovemyvillage8555 Před rokem +5

    ଆରେ ଭାଇ ମାନେ ଆଗକୁ ଆସୁଛି ଜଗା ସେଥି ପାଇଁ ଜଗା ସମସ୍ତ କୁ ଏକାଠି କରିବ ମୁଁ ବହୁତ ଖୁସି

  • @Kajaldebashishexpress4440

    ସବୁ ବେଳେ ଏମିତି ଖୁସି ରୁହ ଭାଇ ଭଉଣୀ ଭାଉଜ ଭଗବାନ ସମସ୍ତ ମଙ୍ଗଳ କରନ୍ତୁ 💕💕💕💕💕💕

  • @chintukumargouda5006
    @chintukumargouda5006 Před rokem +9

    🙏Ameti sabu bele khusi re ruha bhi bhagaban nka pakha re atiki prathe a karuchhi ❤❤ jay jagannath 🙏👑

  • @dipunmama9616
    @dipunmama9616 Před rokem +41

    ମୁଁ ମାଆଙ୍କ ପାଖରେ ପାର୍ଥନା କରୁଚି 🙏🙏🙏କି ସବୁବେଳେ ଏମିତି ଖୁସିରେ ରୁହ ❤💕💞🌹

  • @ajuartentertainment
    @ajuartentertainment Před rokem +2

    Bhai satarea samastanku eka sangre dekhile bahutu khushi laguchi ❤🙏pravhu jagannath tuma family ku sabu bele khushi re rakhantu ❤ love you khushi maa bhai bhauja suna didi arun Bhai runa didi mamuni ❤❤❤🙏🙏jay jagannath swami ❤ ♥ 🙏

  • @rebatidandapat
    @rebatidandapat Před rokem +1

    Aji ra vlog bhut khusi lagila.... Bhai bhauni bhala paiba ❤kebe saribani.... Akhi ru luha asigala ❤ god bless you...

  • @gyanchand8026
    @gyanchand8026 Před rokem +16

    Jay shree Krishna ❤❤❤❤bahut bahut khusi laguchhi aji❤❤❤suna nka ghar ku jibaru ❤❤❤❤❤

  • @purnachandrabehura2
    @purnachandrabehura2 Před rokem +96

    ମୁଁ ଆଉ କଣ କହିବି ଯେ। ଖାଲି ଏତିକି କହିବି ଏବର୍ଷ ରଜ ତୁମ ଜିବନରେ ଓ ତୁମ ପରିବାରଙ୍କ ଯିବନରେ ଖୁସି ଆଣିଦେଉ ଓ ସାରା ଭାରତବାସୀଙ୍କ ଯିବନରେ ହସ ଆଉ ଖୁସି ଆଣି ଦେଉ ଏତି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପାର୍ଥନା🙏 love you all ❤❤❤ Happy raja ❤ Jay jagannath🙏

  • @exploreyourself346
    @exploreyourself346 Před rokem +8

    ଯାହାହେଉ ଠାକୁର ଙ୍କ ଦୟା ରୁ ସମସ୍ତେ ଖୁସିରେ ରୁହ 🙏🙏

  • @nareshdas3461
    @nareshdas3461 Před měsícem

    Bhauni ra dhukha jaldi bhai bhujhi parila tebe tatharu bhala Katha duniare nahi.Nice vlog pintu bhai.Make this relationship forever.jay jagannath. God bless you all ❤❤🎉🎉

  • @mathuramahakur5994
    @mathuramahakur5994 Před rokem +28

    ସତରେ ପିଣ୍ଟୁ ଭାଇ ଖୁସି ରେ ମୋ ଆଖିରୁ ବି ଲୁହ ଆସିଗଲା ମୁଁ ଭଗବାନଠାରେ ପ୍ରାଥନା କରୁଛି ତୁମ ପରିବାରକୁ ଆଉ କାହାରୀ ନଜର ନ ଲାଗୁ gog bless you all family members love you ❤️❤️❤️❤️❤️❤️❤️❤️🥰🥰🥰🥰🥰🥰👌👌👌👌🙏

  • @anjananayak747
    @anjananayak747 Před rokem +14

    ସବୁଠୁ ସୁନ୍ଦର ଦୃଶ୍ୟ, ଏଇ ବ୍ଲଗ ❤❤

  • @aswiniray4048
    @aswiniray4048 Před rokem +4

    ଭାଇ ମାନ ଏ ଶାଳ ମାନ ଙ୍କର ଏ ସବୁ ଗୋଟିଏ ଗୋଟିଏ ରୋଲ

  • @meghanadbehera5653
    @meghanadbehera5653 Před rokem +9

    ଜାହା ହଉଭାଇ ଏତେ ଦିନ ପରେ ଭଉଣୀ ଘରକୁ ଗଲ ବହୁତ ଖୁସି ଲାଗୁଛି

  • @Bhaibhauniexpress697
    @Bhaibhauniexpress697 Před rokem +17

    ଆଜି volg ଟି ଦେଖି ଆଖି ରୁ ଲୁହ ଆସିଗଲା ଭାଇ,,, ସବୁବେଳେ ଖୁସି ରେ ରୁହ

  • @sabitaranisahu6504
    @sabitaranisahu6504 Před rokem +11

    Aji vdo dekhiki akhire luha asila hari 😢😢❤❤❤😊

  • @subha7764
    @subha7764 Před rokem +1

    Brother sister love ❤

  • @mrutunjayesethi8784
    @mrutunjayesethi8784 Před rokem +2

    Sabubele emiti khusire ruha all family members ❤️ eekathi ruha❤️🥰 jay Jagannath 🙏🌼🙏

  • @MuktaRajOfficial
    @MuktaRajOfficial Před rokem +88

    ଦିନେ ନା ଦିନେ ରକ୍ତ ସମ୍ପର୍କ ଯୋଡି ହେଇ ଯାଏ। ରାଗ ଋଷା ସବୁଠି ହୁଏ କିନ୍ତୁ ଯୋଉ ମନେ ରୂପା ପିଣ୍ଟୁ ସୁନା ଙ୍କର ଝଗଡ଼ା ରେ ଭିଡିଓ କରୁଥିଲା ଆଜି ଠାରୁ ତୁମର ଧନ୍ଦା ବନ୍ଧ ହେଲା। ପିଣ୍ଟୁ ତା ସବୁ ଭଉଣୀ କୁ ବହୁତ୍ ଭଲ ପାଏ ଆଉ ଆଦର କରେ।
    Moral of the story- କେବେ ବି ଭାଇ ଭଉଣୀ ଝଗଡ଼ା ରେ ପସନି। କେବେ ନା କେବେ ସେମାନେ ମିଶି ଯିବେ । ମିଶିବା ପରେ ତୁମେ ହିଁ ଦୋଷୀ ହେବ।

  • @mamta9112
    @mamta9112 Před rokem +18

    ସତରେ ପିଣ୍ଟୁ ଭାଇ ରୂପା ଭାଉଜ ସୁନା ଦେଇ ଘରକୁ ଗଲ କେତେ ଖୁସି ଲାଗିଲା

  • @suchitrashawsuchitrashaw1446

    God bless you sweet family members ❤️ sabubele Khushi re ruha❤

  • @rashmetarath
    @rashmetarath Před rokem +1

    Darun lagche tomar sobai ke ak songe dekhe

  • @lizabisoyi5608
    @lizabisoyi5608 Před rokem +53

    ଭାଇ ଆଜି ମୁଁ ବହୁତ ଖୁସି ତମେ ସୁନା ଦିଦି ଘରକୁ ଜାଇଛନ୍ତି ଭାଇ😊😊😊

  • @sobharani0606
    @sobharani0606 Před rokem +6

    Sabu apekhya ra anta ghatila... !! ❤❤ So Sweet Bhai... Strong Bonding ❤️❤️☺️😉

  • @Reemasambalpurivlogkichen

    ବହୁତ ଖୁସି ଲାଗିଲା ଭାଇ ସତରେ ମୁଁ ବି ତମ କାନ୍ଦିବା ଦେଖି ମୋ ଆଖିରୁ ଲୁହ ଆସିଗଲା 😭💃

  • @lipaajit8340
    @lipaajit8340 Před rokem +3

    ଭାଇ ଜଗନ୍ନାଥ ଙ୍କ ଦ୍ଵାୟାରୁ ତୁମେ ଭାଇ ଭଉଣୀ ମିସି ଗଲ ମୋତେ ବହୁତ ଖୁସି ଲାଗିଲା ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ ❤❤❤❤

  • @suchifamilyblast4687
    @suchifamilyblast4687 Před rokem +14

    ଆଜି ପଯର୍ଯନ୍ତ ସବୁଠୁ Beautiful vlog

  • @asmitatanti1681
    @asmitatanti1681 Před rokem +7

    Khushi maa paii gote like 👍
    Happy raja all of you ❤

  • @deeptiranimahapatra2493
    @deeptiranimahapatra2493 Před rokem +2

    Suna nka kanda dakhi mora bi abkharu luha baharijauchi

  • @sabitamallik9248
    @sabitamallik9248 Před rokem

    Thank you so much vai vauja ..jaha hau eta dina pare sabu thik haegala ❤😊 bahuta khusi lagila

  • @munadas4847
    @munadas4847 Před rokem +15

    ମୁଁ ତ ପୁରା ପୁରୀ କାଦିପକେଇଲଲି ସତରେ ଭାଇ ଏ ଭାଇ ଭଉଣୀ କାହାଣୀ ଟା ନିୟାରା

  • @Banti-xz1de
    @Banti-xz1de Před rokem +16

    ପିଣ୍ଟୁ ଭାଇ ମୁଁ ଜଗନ୍ନାଥଙ୍କ ପାଖରେ ପର୍ଥାନ କରୁଚି ଆପଣଙ୍କ ପରିବାର ସବୁବେଳେ ଖୁସିରେ ଥାନ୍ତୁ love you ଖୁସୀମା ❤❤❤❤

  • @officialboyjeet05
    @officialboyjeet05 Před rokem +13

    ସବୁ ଅପେକ୍ଷା ର ଅନ୍ତ୍ ଘଟିଲା ଯେବେ ସୁନା ଙ୍କର ଭାଇ ଭାଉଜ ସହ ଦେଖା ହେଲା ❤

  • @subhadraodiavlog7124
    @subhadraodiavlog7124 Před rokem +12

    ଆଜି ଵହୁତ ଖୁସି ଲାଗିଲା ପିଣ୍ଟୁ ଭାଇ ଧନ୍ଯବାଦ ଭଉଣୀ କ,ଭାଇ କେବେବି ଭୁଲିପାରିବେନି,ଜୟ, ଜଗନ୍ନାଥ ଭଲ ଲାଗିଲା❤🎉❤,ଭଦ୍ରକ ରୁ ଭାଇ

  • @sabitasethy8094
    @sabitasethy8094 Před rokem +28

    Rupa nd pintu both are pure souls. True genuine hearts. Always stay blessed. ❤. From ctc.

  • @anilsahu4864
    @anilsahu4864 Před rokem +9

    🌹🌹ଜୟ ଜଗନ୍ନାଥ 🌹🌹ଆଜିର ଭିଡ଼ିଓ ଟି ସବୁଠାରୁ ବହୁତ ଭଲ ଲାଗିଲା ❤️ଏ ଲୁହ ଦୁଃଖ ର ଲୁହ ନୁହେଁ ବରଂ ଖୁସି ର ଲୁହ ଏ ଲୁହ ରେ ସବୁ ରାଗ ଅଭିମାନ ସବୁ ବୋହିଗଲା 💞t q ପିଣ୍ଟୁ ଭାଇ love you 💞ଜୟ ଜଗନ୍ନାଥ 💞

  • @smitaranibaral4900
    @smitaranibaral4900 Před rokem

    A vdo dekhiki mo akhiru luha asila heri so sweet family mate bahut khusi laguchi vai vauni misigale

  • @priyankaswain8271
    @priyankaswain8271 Před rokem +5

    Really I'm happy to see Suna and rupa and pintu together❤❤❤.. Lots of love actually sana bhauni ku pachari bahut bada kama karichha.

  • @ssgreallifevlogs6957
    @ssgreallifevlogs6957 Před rokem +11

    Jay Jagannath 🙏 sabubele emiti khushi re ruha misiki ❤❤❤❤❤❤❤❤❤❤❤

  • @minatibehera5413
    @minatibehera5413 Před rokem +111

    ସମସ୍ତେ ଏକାଠି ହେଲେ ଦେଖି ଖୁସି ଲାଗିଲା ପିଣ୍ଟୁ ଭାଇ ♥️

  • @farmerrinku1956
    @farmerrinku1956 Před rokem +2

    ଆଜି ସୁନା ଦିଦି ଘରକୁ ଗଲ ଭାଇ ବହୁତ ଖୁସି ଲାଗିଲା 😍

  • @Duzzulsworld
    @Duzzulsworld Před rokem

    Bahut khushi lagila ❤️
    Suna nkara mana re thiba sabu kanda baharigala