ଆକ୍ସନ ମୁଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

Sdílet
Vložit
  • čas přidán 8. 07. 2024
  • ଅହେତୁକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଆକ୍ସନ ମୁଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଦ୍ୟ ସାମଗ୍ରୀ ଏବଂ ପରିବା ଦର ବୃଦ୍ଧିର ସ୍ଥିତି ଅନୁଧ୍ୟାନ ପାଇଁ ବିଭିନ୍ନ ଗୋଦାମ, ମଣ୍ଡି, ବଜାରରେ ପହଞ୍ଚିଛନ୍ତି ମନ୍ତ୍ରୀ ।
    #ArgusNews #KrushnaChandraPatra #Visitmarkets #foodpricehike #foodsuppliers #ConsumerWelfare #Minister #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ଆକ୍ସନ ମୁଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    CZcams : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Komentáře • 29

  • @laxmikantapadhi7947
    @laxmikantapadhi7947 Před 15 dny +4

    Thank ou

  • @sagarsahu5937
    @sagarsahu5937 Před 15 dny +3

    ଖାଲି ଭୁବନେଶ୍ୱର ରେ ବୁଲିଲେ ହେବନି। ଆମ Ganjam dist ଆଡେ ଆଶ ।

  • @subhamcomputer5362
    @subhamcomputer5362 Před 15 dny +5

    ଦରଦାମରେ କୃଷକର ଲାଭ ହେଉ ନାହିଁ

  • @ramsabat5431
    @ramsabat5431 Před 15 dny +3

    Dsesan good sir

  • @jyotiranjan6269
    @jyotiranjan6269 Před 15 dny +4

    Right step

  • @manoranjsahoo9197
    @manoranjsahoo9197 Před 15 dny +2

    Namho namsker sir 🙏 🎉🎉
    🎉🎉🎉🎉🎉🎉🎉🎉🎉🎉🎉🎉
    25sal ki number 1cm ki Number 1ghotla bajao ka sachie saab ko pata hay

  • @sewanayak945
    @sewanayak945 Před 15 dny +2

    Yes👍🙏

  • @user-ih1br6qm9s
    @user-ih1br6qm9s Před 15 dny +2

    Good job sir 👍👍👍 SBP re tamatar 1kg 50 bbsr re kete

  • @madhabgahan1050
    @madhabgahan1050 Před 15 dny +2

    ସାରେ ଆପଣ ବୁଝନ୍ତୁ କିଣା ହେଉଛି କେଉଁଠି ଓଡ଼ିଶା ନା ଓଡ଼ିଶା ବାହାରେ?
    କଣ ପାଇଁ ଓଡ଼ିଶା ବାହାରେ?

  • @swadhinmaharana5989
    @swadhinmaharana5989 Před 15 dny +1

    ଆଜ୍ଞା ଭୁବନେଶ୍ବର ରୁ ପୁରୀ ଯେତିକି ଜାଗାରେ ମନ୍ତ୍ରୀ ମାନଙ୍କ huding ଲଗାଯାଇଛି ସେ ପଇସା କୋଉଠୁ ଉଠା ହେବ ମନ୍ତ୍ରୀ ଉତ୍ତର ରଖିଥିଲେ ଭଲ ହୁଅନ୍ତା

  • @rameshmohanty1211
    @rameshmohanty1211 Před 15 dny +3

    ଯାହା ଜଣା ପଡ଼ୁଛି ଏ ବିଜେପି ମନ୍ତ୍ରୀ ମାନେ ସୋ ବାଜି ଅଧିକା କରୁଛନ୍ତି ଆକ୍ସନ ସୁନ

  • @sagarsahu5937
    @sagarsahu5937 Před 15 dny +2

    ମୁଁ news ଦେଖୁଛି bhubaneswar ରେ ଏମିତି କଲୁ ସେମିତି କଲୁ କହୁଛନ୍ତି। ଆଊ ସବୁ dist କଣ ଭୋଟ ଦେଉନେ ନା କଣ ? ସବୁ dist ରେ ବୁଲନ୍ତୁ

  • @prajnashines7180
    @prajnashines7180 Před 12 dny

    Middle class family sabu sarkar samaya re abahelita.
    Sabu jilla re chadhau hau

  • @DeepakKumar-sw8mk
    @DeepakKumar-sw8mk Před 15 dny +1

    Khala micha tare banda bulile kn heba... kebe komiba seta kuha taku ....

  • @purusottamnayak7029
    @purusottamnayak7029 Před 15 dny

    Where is grain ATM can you explain

  • @prasnnapatra3519
    @prasnnapatra3519 Před 14 dny

    Are bhai mu request karuchhi ahu rajanetamananka bisayare kuhuntunahie odisara garibalokamanka bisayare kuhuntu

  • @ganeshdhal135
    @ganeshdhal135 Před 15 dny

    ଯାହା ଜଣା ପଡ଼ୁଛି ଏମାନେ ଖାଇବା ସାମଗ୍ରୀ ରେଟ କମେଇପରିବେନି କିଏ ମନ୍ତ୍ରୀ କଲା

  • @swadhinmaharana5989
    @swadhinmaharana5989 Před 15 dny

    ଯେତେ ବଢ଼ିଲେ କି ଛିଡି ଲେ ମନ୍ତ୍ରୀଙ୍କ କଣ ଭାସି ଯାଉଚି ସାଧାରଣ ଲୋକଟିଏ ହଇରାଣ ହୋଇକି ଖାଇବାକୁ ପଡୁଚି ସେମାନେ ଶୁଖିଲା ଟାରେ ନାଟକ ରେ ରୋଲ କଲା ପରିକା କରିବେ au ଆମେ ସମସ୍ତେ ତାଙ୍କ ଭାଷଣ ଶୁଣିଲି ମନକୁ ହାଲକା କରିନେବା କଥା

  • @sudarsanmahana6280
    @sudarsanmahana6280 Před 15 dny +1

    Khali bachana no work

  • @satyaranjandash388
    @satyaranjandash388 Před 15 dny

    ସରକାରଙ୍କୁ ଅନୁରୋଧ କି ଯେତେ ଜଲଦି ପାରିବେ ଅଷ୍ଟମ ବେତନ ଲାଗୁ କରନ୍ତୁ, ତାହେଲେ ପାରିବ rate କମିଯିବ

  • @swadhinmaharana5989
    @swadhinmaharana5989 Před 15 dny +1

    ଆଶା ତ ବହୁତ ଅଛି ବିଜେପି ଙ୍କ ସରକାର ଉପରେ ତଥାପି ଆପଣ ଟିକେ ଅଧିକ ସୂଚନା ରଖୁ ଥାନ୍ତୁ ନଚେତ୍ ସବୁ ପାଣି ଫୋଟକା ପାଲଟି ଯିବ

  • @swadhinmaharana5989
    @swadhinmaharana5989 Před 15 dny +1

    ଭୋଟ ବେଳେ ପଇସା ବଣ୍ଟା ପଇସା କୋଉଠୁ ଉଠାଇବେ ସବୁତ ଜନତା ଙ୍କ ପଇସା ନା ନାହିଁ

  • @damodarmishra1006
    @damodarmishra1006 Před 15 dny

    Prati bada hata re sarakari astayi mandi khola jau,jepari kounasi pariba ra mana mukhi dara bepari nei pariba nahin , pariba sarakari mandi ru dokani kinantu.😢

  • @chaturbhujamahakuda3301

    Sara, medicine price kam kara jau, mobile recharge upare lagam laga jau

  • @user-du2xt7go7t
    @user-du2xt7go7t Před 15 dny

    Tamora muhaku lajanahi cac manonku atiyachar

  • @swadhinmaharana5989
    @swadhinmaharana5989 Před 15 dny

    ଆପଣ ଅର୍ଗ ସ ନ୍ୟୁଜ୍ ଭାଇ ମାନେ bjd ଯାହା କିଛି କରି କରି ସାରିଦେଇ ଯାଇଚି ତାହା ଯେପରି ବିଜେପି ସରକାର ନ କରନ୍ତୁ ସେଥିପ୍ରତି ଭି ଧ୍ୟାନ ଦିଅନ୍ତୁ ସବୁ ବେଳେ ଏତିକି ଅନୁରୋଧ ଆପଣ ଙ୍କୁ ଆପଣ ଙ୍କ ଚ୍ୟାନେଲ କୁ ଧନ୍ୟବାଦ......

  • @manojkumar-um9si
    @manojkumar-um9si Před 15 dny +1

    ବାଳ କରିବ