Puri Jagannath Ratnabhandar Mystery |'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' |Odia News |News18 Odia Exclusive

Sdílet
Vložit
  • čas přidán 20. 08. 2024
  • Puri Jagannath Ratnabhandar Mystery | 'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' | ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ପ୍ରକାରର ଅଛି ସୁନା ଅଳଙ୍କାର ? | ମହଣ ମହଣ ଅଳଙ୍କାର ଦେଖିବାକୁ ଲୋକଙ୍କ ଉତ୍ସାହ | n18oc_national
    #Purinews #Ratnabhandarissue #Jayjagannath #purijagannathtemple #Purijagannathtemple #odianews #news18odialive
    Live Odia News | ଲାଇଭ୍ ଓଡିଆ ନ୍ୟୁଜ୍ | Latest Odia Breaking News Today | Live Odia TV | Odisha TV Updates
    News18 Odia is one of India’s leading news channels. Please follow up page to watch live and breaking news with the latest videos added every hour.
    News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଆପଣ ଏହି ଚ୍ୟାନେଲରେ ଓଡ଼ିଶାର ଟିକି ନିଖି ଖବର ପାଇ ପାରିବେ
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y4...

Komentáře • 454

  • @tapassethi9515
    @tapassethi9515 Před 2 lety +135

    ଆମ ଜଗନ୍ନାଥ ମହାପ୍ରଭୁ ଯେତେ ମୁଲ୍ୟବାନ, ତାଙ୍କ ଅଳଙ୍କାର ଵି ସେତିକି ମୁଲ୍ଯବାନ୍।।
    ଜୟ ଜଗନ୍ନାଥ 🙏🙏🙏 ମହାପ୍ରଭୁ।।।

  • @reemasahoo7447
    @reemasahoo7447 Před 2 lety +83

    ଆମ ଜଗନ୍ନାଥ ତ ଅମୂଲ୍ୟ....... ଜୟ ଜଗନ୍ନାଥ........

  • @hrushikeshdhal3111
    @hrushikeshdhal3111 Před 2 lety +91

    ରତ୍ନଭଣ୍ଡାର ଯିଏବି ଦେଖୁ ମହାଶୟ,ସବୁ ଧନ ହିନ୍ଦୁ ଜାତିର ମଥାର ମଣି ଠାକୁରରାଜାଙ୍କ ନିର୍ଦ୍ଦେଶରେ କେବଳ ହିନ୍ଦୁଙ୍କ ପାଇଁ ଧର୍ମ ରଖ୍ଯା ଉଦ୍ଦେଶ୍ଯରେ ଖର୍ଚ୍ଚ କରାଯାଉ ।ସରକାରଙ୍କର ଏଥିରେ କୋଣସି ଅଧିକାର ନା଼ହିଁ ବୋଲି ମୋର ମତ ।ଜୟ ଜଗନ୍ନାଥ ।

  • @mihirranjan2318
    @mihirranjan2318 Před 2 lety +17

    ମହାପ୍ରଭୁ ଯେତେ ମୂଲ୍ୟବାନ ତାଙ୍କ ଅଳଙ୍କାର ବି ସେତିକି ମୂଲ୍ୟବାନ। ଜୟ ଜଗନ୍ନାଥ 🙏🙏🙏🙏

  • @jagannathbaba4035
    @jagannathbaba4035 Před 2 lety +14

    ସବୁ ମୋ ବାବା ଜଗନ୍ନାଥ ଙ୍କ ରତ୍ନ । ମୋ ବାବା ର ଥିଲେ ଆମେ ବହୁତ୍ ଖୁସି । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @gourajena7860
    @gourajena7860 Před 2 lety +35

    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଜଗନ୍ନାଥଙ୍କ ବରିଷ୍ଠ ପ୍ରଶାସନିକ ଶ୍ରୀ ରବିନାରାୟଣ ପାତ୍ରଙ୍କ ଆଲୋଚନା।

  • @jayashreesingh-vd6tx
    @jayashreesingh-vd6tx Před měsícem +8

    ହେ ପ୍ରଭୁ ଆପଣଙ୍କ ରତ୍ନ ଭଣ୍ଡାର ଆପଣଙ୍କ ଠାରୁ ଅଧିକ ମୂଲ୍ୟ ବାନ ନୁହେଁ 🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻

  • @bijayalaxminayak7217
    @bijayalaxminayak7217 Před 2 lety +30

    ପ୍ରଭୁ ଜଗନ୍ନାଥଙ୍କ ଲୀଳାମୟ। ତାଙ୍କ ରହସ୍ୟକୁ ଜାଣିବା ସମ୍ଭବ ନୁହେଁ।ଜୟ ଜଗନ୍ନାଥ 🙏🙏🙏

  • @ranjitpradhan708
    @ranjitpradhan708 Před 2 lety +60

    ଆଜିକାଲି ଯେଉମାନେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛନ୍ତି ସେମାନେ ମନ୍ଦଉଦ୍ଦେଶ୍ୟ ନେଇ ଯାଉଛନ୍ତି ।ସେଥିପାଇ ଡରୁଛନ୍ତି

  • @DR.samarjittripathy
    @DR.samarjittripathy Před 2 lety +21

    ଦୟାକରି ରତ୍ନ ଭଣ୍ଡାର କଥା ଗୁପ୍ତ ହି ରଖନ୍ତୁ କାରଣ ମାଳିକା ରେ ବର୍ଣ୍ଣିତ ଅଛି ଋଷିଆ ନେଇଯିବ ଭାରତକୁ ଏହା ଯେପରି ସତ୍ୟ ନ ହେଉ ଜୟ ଜଗନ୍ନାଥ ସ୍ଵାମୀ ଏହି ସବୁ ପ୍ରଭୁଙ୍କ ଗୁପ୍ତ ବିଷୟ କାହିଁକି ଆଲୋଚନା କରୁଛନ୍ତି କେତେ ମୂଲ୍ୟ ଏହି ସବୁ ଆଲୋଚନା କରନ୍ତୁ ନାହିଁ କାରଣ ପ୍ରଭୁ ଜଗନ୍ନାଥ ହେଉଛନ୍ତି ପୃଥିବୀ ରେ ସର୍ବଶ୍ରେଷ୍ଠ ଅମୂଲ୍ୟ

  • @jagannathdihudi967
    @jagannathdihudi967 Před 2 lety +6

    ଜୟ ଜଗନ୍ନାଥ ବହୁତ ଭାଗ୍ୟବାନ ଲୋକ ଯିଏ କି ପ୍ରଭୁ ଜଗନ୍ନାଥଙ୍କ ସମ୍ପୂର୍ଣ ରତ୍ନଭଣ୍ଡାର ନିଜ ଆଖିର ଦେଖିଛନ୍ତି ପ୍ରଭୁଙ୍କର ଡୋରି ନ ଲାଗିଲେ ପାଖରେ ଥାଇ ବି ତାଙ୍କୁ ଦର୍ଶନ କରିହୁଏନି ଜୟ ଜଗନ୍ନାଥ

    • @jogeshdurga7950
      @jogeshdurga7950 Před 2 lety +1

      ଭାଗ୍ୟବାନ ଲୋକ ନୁହ କେବଳ ପଣ୍ଡାମାନେ ଦେଖିବେ ସାଧାରଣ ଲୋକଙ୍କ ଭାଗ୍ୟ ଥିଲେଭି ଦେଖିପାରିବେନି ।

  • @makeupboylipu7352
    @makeupboylipu7352 Před 2 lety +10

    Sri thanks ଆମେ ପୁରୀଜିଲ୍ଲା ର ହୋଇକି ବି ଆମେ ଯାଣିନଥିଲୁ ଆମେ thank s ତମକୁ ମୋର ଆଉ ଓଡ଼ିଶା ବାସୀ ବହୁତ ଖୁସି

  • @omnamobhagabatebasudebay
    @omnamobhagabatebasudebay Před 2 lety +12

    ଅସଲି ରତ୍ନ ସବୁ ରତ୍ନ ସିଂହାସନେ ବିରାଜିଛନ୍ତି
    ଆମର ଆଉ କିଛି ଲୋଡା ନାହି

  • @narmadadashnarmadadash1056
    @narmadadashnarmadadash1056 Před 2 lety +15

    ଜୟ ଜଗନ୍ନାଥ 🙏🏻🙏🏻ପ୍ରଭୁ ଙ୍କ ହିସାବ ପ୍ରଭୁ ହିଁ ଜାଣନ୍ତି ସାଧାରଣ ଲୋକଙ୍କ ଜାଣିବା କିଛି ଦରକାର ନାହିଁ ।

  • @jyotirmayeemohanty2768
    @jyotirmayeemohanty2768 Před 2 lety +118

    This great person speaks clearly about ratna bhandar

  • @shubhankarnayak8465
    @shubhankarnayak8465 Před 2 lety +6

    Bahut dhanyawad news 18 odia Ku. aapananka madhyama re aame aama thakuranka bisaya re janibaku Pailu. Jay Jagannath 🙏

  • @IASPURUSHOTTAMPANDA
    @IASPURUSHOTTAMPANDA Před 2 lety +29

    Great person and great speech 👍

  • @krishanacharya2687
    @krishanacharya2687 Před 2 lety +9

    Nicely describe about Ratna Bhandar

  • @libranmahendra7213
    @libranmahendra7213 Před 2 lety +7

    ଲୋକଲୋଚନ କୁ ଆଣିବl କଣ ଦରକାର? ଲୋକ ମାନଙ୍କ ମନରେ ଉତ୍କଣ୍ଠା ଥାଉ କି ନଥାଉ ଭଗବାନ ଙ୍କ ବସ୍ତୁ କୁ କଣପାଇଁ public କରାଯାଉଛି??

  • @sharadamohanty5629
    @sharadamohanty5629 Před 2 lety +30

    Jai Shree Jagannath Mahaprabhu Saranam 🙏

  • @amiyabhanu
    @amiyabhanu Před 2 lety +13

    🚩🙏ଜୟ ଜଗନ୍ନାଥ🙏🚩

    • @sitendas5609
      @sitendas5609 Před rokem +1

      This is the Great Person.This is the Clearly Claryfy The Ratna Bhandar.

  • @makeupboylipu7352
    @makeupboylipu7352 Před 2 lety +3

    ଆମେ କିଛି ଜାଣିବାକୁ ପାଇଲୁ thasnk🙏🏼🙏🏼 sar 🙏🏼🙏🏼🙏🏼🙏🏼👌👌👌👌👌👌ଅମେ ଓଡ଼ିଶା ବାସୀ ବହୁତ ଖୁସି 🙏🏼🙏🏼🙏🏼🙏🏼

  • @Gayatripariwarodisha
    @Gayatripariwarodisha Před 2 lety +1

    ଯେତେ ଜଣ ରତ୍ନ ଭଣ୍ଡାର ରୁ ଅଳଙ୍କାର ଲୁଟ କରିଥିଲେ ସେମାନଙ୍କୁ ସର୍ପ ଦଂଶନ କରି ପାରିଲା ନାହିଁ କି। କି ଖାଲି ଭୟ ଦେଖାଇବା ପାଇଁ ସର୍ପ ଦଂଶ କଥା କୁହାଯାଉଛି। କଳା ପାହାଡ଼ ଆଦି ଲୁଣ୍ଠନକାରି ଭଗବାନ ଙ୍କ ରତ୍ନ ଭଣ୍ଡାର ଲୁଟିଲେ କେମିତି ସେତେବେଳେ କଣ ଲୋକନାଥ ଦ୍ଵାରପାଳ ନ ଥିଲେ ସାପ ନ ଥିଲା। ସର୍ପ କାହିଁକି ସେମାନଙ୍କୁ ଦଂଶନ କଲା ନାହିଁ। ଆଉ ଏବେ ତୋ ରତ୍ନ ଭଣ୍ଡାର ର ଅଳଙ୍କାର ର ସୁରକ୍ଷା ଆଉ ରକ୍ଷଣ ବେକ୍ଷଣ ପାଇଁ ଖୋଲା ଯିବ ହେଲେ ଏତେ ଭୟ କରିବାର କଣ ଆବଶ୍ୟକ ରହିଛି।
    ସମସ୍ତେ ଚୋରମାନେ

  • @sanjayakumardash8627
    @sanjayakumardash8627 Před 2 lety +36

    ଆବେ ସେ ମହାଶୟ ପରା କହୁଛନ୍ତି, ତୁ ଶଳା ତାଙ୍କୁ ଅଟକଉଛୁ କାହିଁକି ? ବେଶି ପଚାରିବା ଦେଖେଇହଉଚୁ ?

  • @LokanathBehera-ip3ll
    @LokanathBehera-ip3ll Před měsícem +1

    ମିଶ୍ର। ବାବୁଙ୍କୁ ମୋର। ପ୍ରଣାମ। ଆପଣ ରତ୍ନ ଭଣ୍ଡାର ଖୋଲି ବାର ସ୍ଵୟଂ। ସାକ୍ଷୀ। କିନ୍ତୁ। ଏବେ। ଖୋଲିବା ପାଇଁ। କହିଲା ବେଳକୁ। ଏତେ। ପ୍ରକାର। ବାହାନା। କଣ ପାଇଁ ମୁଁ। ଭାବୁଛି। ଆପଣା ସତ୍ ଉଦ୍ଦେଶ୍ୟ ଏବଂ ଭକ୍ତି ଭାବ। ରଖି ଏହା କରି ପାରି ଥିଲେ। କିନ୍ତୁ ଏମାନଙ୍କ। ମନରେ ପାପ ଏବଂ ଭକ୍ତି ଭାବ। ହୀନ ଏଣୁ ବିଭିନ୍ନ। ବାହାନା। କରି ଛନ୍ତି

  • @ansumansahoo3606
    @ansumansahoo3606 Před 2 lety +6

    Jay jagannnath 🙏

  • @maheshpattnaik8051
    @maheshpattnaik8051 Před 2 lety +5

    ତତ୍କାଳୀନ ଶ୍ରୀମନ୍ଦିର ସହକାରୀ ପ୍ରଶାସକ ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଷୟ ଆଗାମୀ ପିଢ଼ୀ ଜାଣିବା ଭଲ, କିନ୍ତୁ ଏହି ଭିଡିଓରେ ରିପୋର୍ଟରଙ୍କ ହାତ ଟେକି ପଚାରିବା ମୋତେ ଏହା indiscipline ଲାଗିଲା | ସେ ଜଣେ ବରିଷ୍ଠ ଏବଂ ଶ୍ରୀମନ୍ଦିରର ସହକାରୀ ପ୍ରଶାସକ ଥିଲେ, ତାଙ୍କୁ ଏମିତି ହାତ ଟେକି ପଚାରିବା ମୋତେ ଠିକ୍ ଲାଗିଲାନି, ଅନ୍ୟମାନଙ୍କୁ କ'ଣ ଲାଗିଥିବ..., ଧନ୍ୟବାଦ, ଜୟ ଜଗନ୍ନାଥ

  • @lingarajdas211
    @lingarajdas211 Před 2 lety +5

    Jay Shree Jagannath Mahaprabhu

  • @Researchpintu
    @Researchpintu Před 2 lety +1

    I salute you, you can change my society

  • @adityaparamaguru71
    @adityaparamaguru71 Před 2 lety +3

    Thank you Mishra Babu.

  • @PKNPRAMOD
    @PKNPRAMOD Před 2 měsíci

    ସମସ୍ତେ କାହିଁକି ରତ୍ନଭଣ୍ଡାର ନଜର ଭାଗ ମିଳିବ କି ଭାଇଙ୍କୁ ଜୟ ଜଗନ୍ନାଥ 🙏🏾🙏🏾

  • @markettrendline
    @markettrendline Před 2 lety +1

    Jay Jagannath,,,,

  • @jadumanipradhan5114
    @jadumanipradhan5114 Před měsícem +1

    Jay mahapravu 🙏

  • @bulupolai6500
    @bulupolai6500 Před 2 lety +12

    ନବୀନ ର ନେତା ମନ୍ତ୍ରୀ ସବୁ ଲୁଟି ଦେଇଛନ୍ତି ଆଉ କିଛି ନଥିବ

  • @shyamnahak1077
    @shyamnahak1077 Před 29 dny

    Jay Jagannath 🙏🙏🙏🚩

  • @KEDAR1126
    @KEDAR1126 Před měsícem

    Jai Jagannath

  • @satyanarayanjena964
    @satyanarayanjena964 Před 2 lety +3

    Prabhu nka bhandar,prabhu daya hele sabu dei paribe.sethi prati kahari lobha rahiba papa.

  • @sanjayrout1463
    @sanjayrout1463 Před 2 lety +1

    Jay Jagannath 🙏🙏🙏🙏🙏🙏🙏

  • @SunitPradhan-vw8rv
    @SunitPradhan-vw8rv Před měsícem

    Jay Jagannath

  • @ashiskumargochhayat7764
    @ashiskumargochhayat7764 Před 2 lety +4

    Jay tetiskoti Deva Devi 🙏🙏🙏

  • @anilrao3688
    @anilrao3688 Před 2 lety +1

    Very nice &thank u new s 18

  • @user-wo6tf7tp5f
    @user-wo6tf7tp5f Před měsícem

    Jay jagannath 🙏🙏🙏🙏🙏

  • @nitinkumarsahu8415
    @nitinkumarsahu8415 Před 2 lety +2

    Jai Shree Jagannth 🕉️🚩🙏

  • @bankanidhinayak3070
    @bankanidhinayak3070 Před měsícem

    Jaya jaganath

  • @swikruti_mishra
    @swikruti_mishra Před 2 lety +1

    Bhagaban Kalia ku dekhile mana puri jaye, ratna bhandar dekhile lobha kuadu asiba ❣️✨ Kalia sabu pindhiba , ati sundar disiba ❤️💕✨

  • @akashsahu5651
    @akashsahu5651 Před 2 lety +1

    Jay jagannatha maha parbhu 🙏🙏

  • @RatnaGouda-tk2gl
    @RatnaGouda-tk2gl Před 2 měsíci +1

    ମଣିଷ,ଟୁ,ବଡ଼,ଦେବତା,ସ୍ୱର୍ଗେ,ରାଇଜେ, ନାହିଁଁ, ପିତା,ମାତା,ଠାରୁ,ବଡ଼,ଦେବତା,ସ୍ୱର୍ଗେ,ରାଇଜରେ, ନାହିଁ,ପିତା,ମାତାକୁ,ମାନିଛଲିସିନା,ଗିଆନ,ପାଇବୁ,ତୁହି,ଆରେ,ମୁଖ୍,ବାଇ

  • @ParamanandaSanta-vz2xo
    @ParamanandaSanta-vz2xo Před měsícem

    ଜୟ ଜଗନ୍ନାଥ 🙏🙏🙏🙏

  • @trinathapadhi
    @trinathapadhi Před 2 lety +1

    Jay Jagannath ❤️❤️❤️❤️🙏🙏🙏🙏

  • @kunagochhayat4262
    @kunagochhayat4262 Před 2 lety

    Jai Jagannath Swami 🙏🙏🙏🌱🌱🌱

  • @jyotirmayeemohanty2768
    @jyotirmayeemohanty2768 Před 2 lety +25

    It's too good to hear d truth from this respected person about d secrets of ratna bhandar

  • @badamparida8175
    @badamparida8175 Před 2 lety +1

    Jay Jagannath Ki Jay Ho❤️🙏

  • @saritapatra9258
    @saritapatra9258 Před měsícem

    Nicely described...thank you sir for all those golden information

  • @chokrabatibehera6226
    @chokrabatibehera6226 Před 2 lety +1

    Saa sabu maa laxmi maa knn alaknr auu sri jaganatha🙏🙏🙏🙏🙏

  • @dileswarbudek7682
    @dileswarbudek7682 Před 2 lety +1

    Jay jagarnath 🙏🙏🌷🌷🌺🌺🌷🌷🌺🌸🏵️🌻🌻🍀

  • @lalitmohandas8544
    @lalitmohandas8544 Před 2 lety +1

    🙏 JAY JAGANNATH 🙏

  • @ashokkumardas6003
    @ashokkumardas6003 Před 2 lety

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

  • @devbabu5167
    @devbabu5167 Před 2 lety

    Jay Jagannath Swami🙏🙏🙏

  • @sarojnayak1395
    @sarojnayak1395 Před 2 lety +1

    ହେଲେ ଯେଉଁ ଲୋକକୁ ଶିକାରେ ଭିତରକୁ ଛାଡିଥିଲେ ସେ ଲୋକ କୁଆଡେ ଗଲା ? ତାପରେ ଏମାନେ କଣ ପଦକ୍ଷେପ୍ ନେଇଥିଲେ.......

  • @glsuvamgaming9107
    @glsuvamgaming9107 Před 2 lety

    Jay jaganath🙏🙏🙏🙇‍♂️🙇‍♂️🙇‍♂️🙇‍♂️

  • @samirkumarpatra7077
    @samirkumarpatra7077 Před 2 lety

    Jay Jagannath ⭕‼️⭕ India Richest Temple Our Puri Jagannath Temple

  • @mamtasahu6899
    @mamtasahu6899 Před rokem

    Jai jagannath 🙏🙏

  • @madhusmitapattanaik234
    @madhusmitapattanaik234 Před rokem +1

    I know him..once he was chief guest of our college annual function..and he also written many books about prabhu jagnnath ..I read some of them. such a good and knewedge human being..🙏🙏🙏

  • @anilkumarbarik140
    @anilkumarbarik140 Před 2 lety +1

    JAY JAGARNATH 🙏❤️♥️

  • @mahapatracreation123
    @mahapatracreation123 Před 2 měsíci

    Jay shree jagannatha 🌷🌷🌷🌷🌷🙏🙏

  • @rima_panda389
    @rima_panda389 Před 2 lety

    Jay jagganath

  • @user-sw8kp9ps3u
    @user-sw8kp9ps3u Před měsícem

    Jay Jagannath 🙏 🙏🙏

  • @raghumaninayak9593
    @raghumaninayak9593 Před 2 lety +47

    ରତ୍ନ ଭଣ୍ଡାରରେ ଥିବା ସମ୍ପତି ଓଡ଼ିଶାର ସର୍ବସାଧାରଣ ଜାଣିବା ଦରକାର,କିନ୍ତୁ ସେବାୟତ ଓ ପ୍ରଶାସନ ହାତରେ ଦେବା ଅନୁଚିତ୍ ଯେହେତୁ ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡିଆଙ୍କ maudamani।ଜୟ ଜଗନ୍ନାଥ 💩💩💩।

  • @santoshnayakmaatariniprodu6640

    Jay Jaganatha 🙏

  • @shakti30
    @shakti30 Před rokem

    Jay jagannath💕 🙏

  • @deviprasadbehera1343
    @deviprasadbehera1343 Před 2 lety

    Mausa u are blessed by Jagannath maha prabhu to see the rarest things

  • @luluupadhyaya7927
    @luluupadhyaya7927 Před 2 lety

    Great speech

  • @kumarsantosh193
    @kumarsantosh193 Před 2 lety

    This news is very big nice news 👍 and this all points to saying that speech is very big correct so that 👍👍👍 Jay jagannath 🙏

  • @iamnatlina
    @iamnatlina Před 2 lety +1

    ଭାରତ, ଓଡ଼ିଶାର ପ୍ରାଚୀନ ଇତିହାସ ଜାଣେନି । ଗଙ୍ଗ ବଂଶ ସୂର୍ଯ୍ୟ ବଂଶ ରାଜାଙ୍କ କୀର୍ତ୍ତି ଜାଣେନି । ଭାରତ କେବଳ ମୋଗଲ, ମରାଠା, ଇଂରେଜ କୁ ଜଣେ । ରତ୍ନ ଭଣ୍ଡାର ଉତ୍କଳ ଇତିହାସ ଗାଇ ପାରିବ ।

  • @Sagarkumar-sg1jz
    @Sagarkumar-sg1jz Před 2 lety +1

    ଏତେ ସବୁ high security ଭିତରେ ରତ୍ନ ଭଣ୍ଡାର ର ଚାବି କେମିତି ହଜି ଯାଉଛି ବେଳେ ବେଳେ

  • @user-wj1fu5do9f
    @user-wj1fu5do9f Před 2 měsíci

    Jay jaganath ❤❤

  • @nikitaguru4533
    @nikitaguru4533 Před měsícem

    Jay Jagannath 🙏🙏🙏

  • @chandikaprasadmohanty9313

    Jay Jagannath.

  • @lima9432
    @lima9432 Před 2 lety

    Jai Jagannath 🙏

  • @manojparida7449
    @manojparida7449 Před 2 lety

    Jay jaganth

  • @kanhabehera804
    @kanhabehera804 Před rokem

    Jay Jaganathan swami 🌹🙏🙏🙏🌹

  • @liku_drm_99
    @liku_drm_99 Před 2 lety +17

    Government au panda sabu loti naichanti 🥲

  • @askprasad4554
    @askprasad4554 Před 2 lety

    Jai jai jagarnath

  • @senapatirabin5907
    @senapatirabin5907 Před 2 lety

    Jai Jagannath Swami 🚩🙏🙏🙏🚩

  • @chinmaypanda4025
    @chinmaypanda4025 Před 2 lety

    Jay jagannath swami

  • @ashokodishavlogger
    @ashokodishavlogger Před 2 lety

    Jay jagarnath

  • @sambhunathmoharana2267

    Jay Jagannath Swami

  • @SrittamKhanda
    @SrittamKhanda Před měsícem

    Jay janntha❤❤❤❤❤❤❤❤❤❤

  • @sanjayadas5270
    @sanjayadas5270 Před měsícem

    Jay jagannath 🙏🙏💐💐💐💐💐 sir

  • @pradipkumarbehuria4131
    @pradipkumarbehuria4131 Před 2 měsíci

    Jay shree Jaganatha

  • @priyaranjansamal4517
    @priyaranjansamal4517 Před 2 lety +1

    JAYAAAA JAGANNATH MAHAPRABHU MAHABAHUU

  • @dj..bijaymohanta4599
    @dj..bijaymohanta4599 Před 2 lety

    Jay Jagannath 🙏🌼🌼🌼🌼🌼🌼🌼

  • @ashiskumargochhayat7764

    Jay tetiskoti Deva Devi 🙏🙏🙏🙏🙏🙏🙏

  • @abinashdhalofficial7277
    @abinashdhalofficial7277 Před 2 lety +1

    Jai jagannath 🙏

  • @sanjayamaharana8196
    @sanjayamaharana8196 Před 2 lety +1

    Jay jagannatha 🙏🙏🙏

  • @ashokkumarpanda5127
    @ashokkumarpanda5127 Před 2 lety +1

    Jay Jagannath 🙏🏼

  • @susil750
    @susil750 Před 2 lety

    Jai shree jagannath

  • @StockMarketAddaDn
    @StockMarketAddaDn Před 2 lety

    🙏Jay Jagannath Prabhu🙏

  • @santoshmohanty2419
    @santoshmohanty2419 Před 2 lety

    Jay Jay Jagannath

  • @rishikeshsahu158
    @rishikeshsahu158 Před 2 lety

    Very nice, Well done.Good information, Sir.