ତମକୁ କ'ଣ ଆଉ କେହି ମିଳୁନାହାଁନ୍ତି..୪୦ ବର୍ଷର ବୁଢୀକୁ ଭଲ ପାଉଛ..ଗୋଟେ ଯାତ୍ରା ଚଲେଇଛନ୍ତି..

Sdílet
Vložit
  • čas přidán 30. 06. 2022
  • Halchal Dhamal Link: / @halchaldhamal
    Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

Komentáře • 2,7K

  • @guludada1976
    @guludada1976 Před 2 lety +1019

    ମା ଆପଣ ଯେଉଁ କଥା ଟିକୁ ଉପସ୍ଥାପନ କରିଛନ୍ତି ଶହେରୁ ଶହେ ସତ୍ୟ କିନ୍ତୁ ମିଡିଆ ଭାଇ ମାନେ ବୁଝିବାଦରକାର

  • @subhashreecreations
    @subhashreecreations Před 2 lety +273

    ମାଉସୀ ଠିକ୍ କହିଛନ୍ତି। ମାଉସୀ ଆପଣଙ୍କର ସମାଜ ସଂସ୍କାର ନୀତି ନିହାତି ପ୍ରଶଂସନୀୟ।🙏🙏

    • @kanhubishoyi4950
      @kanhubishoyi4950 Před 2 lety +4

      ମାଉସୀ ଠିକ୍ କହିଲ ତୁମକୁ କୋଟିକୋଟି🙏🙏🙏

    • @madhu2821
      @madhu2821 Před 2 lety +3

      Maushi sea barsa ku teka bisa dae dea

  • @SDN.karaputiachannel9153
    @SDN.karaputiachannel9153 Před 2 lety +18

    ଧନ୍ୟବାଦ ଏହି ମା ଙ୍କୁ 🌹❤

  • @pratimamishra894
    @pratimamishra894 Před 2 lety +27

    ମହାଶୟା ଆପଣଙ୍କ ସୁଚିନ୍ତିତ ମତାମତ ଓ ଉପଯୁକ୍ତ ଉପଦେଶ ପାଇଁ ଅନେକ ଧନ୍ୟବାଦ..

  • @sangitabarik4378
    @sangitabarik4378 Před 2 lety +577

    ଠିକ କଥା ମାଡାମ.. ଏଥିରେ ଆଲବମ କରୁଥିବା କମ୍ପାନୀ ନିଜ ଲାଭ ପାଇଁ ସମାଜ କୁ ଖରାପ ଶିକ୍ଷା ଦେଉଛନ୍ତି

  • @RAJESHpradhan01994
    @RAJESHpradhan01994 Před 2 lety +287

    ପ୍ରଥମ ଦୋଷ ଏଭଳି ଶସ୍ତା ମିଡିଆ ବାଲାଙ୍କ।

    • @bkg117
      @bkg117 Před 2 lety

      Right bro

    • @JpBiswal172
      @JpBiswal172 Před 2 lety

      Right

    • @eminence000
      @eminence000 Před 2 lety

      Thik

    • @chandankumarpolaipintu666
      @chandankumarpolaipintu666 Před 2 lety +1

      ଆଉକିଛି କାମନାହିଁ କରିବେ କଣ କିଏ କାହାକୁ ଭଲପାଇଲା କିଏ କାହାକୁ ନେଇକି ପଳେଇଲା ସେଇକଥା ହୀ ରେକର୍ଡ କରିବେ ଜଣେ ରିପୋଟର ପଚାରୁ ଥିଲେ ଭାଉଜ ପ୍ରେମ ମିଠା ଲାଗିଲା ନା ଖଟା 😆😆😆

    • @sanupande3770
      @sanupande3770 Před 2 lety +1

      Right bro

  • @simanchalbeherdalai6578
    @simanchalbeherdalai6578 Před 2 lety +9

    ମା ଆପଣଙ୍କୁ ବହୁତ ଧନ୍ୟବାଦ ଏକଥା ମିଡ଼ିଆ ବୁଝିବା ଦରକାର ଟିଭି ଚ୍ୟାନେଲ ପ୍ରସାରିତ କରନ୍ତୁ ନାହିଁ ଏମିତି କଲେ ସମାଜ ଉପରେ ପ୍ରବଳ ପ୍ରଭାବ ପଡୁଛି

  • @kaliadhenkanalia7620
    @kaliadhenkanalia7620 Před 2 lety +60

    ମାଉସୀ ସତ କଥା କହିଛନ୍ତି. ଆମ କଳା ସସଂକୃତି ବଜାଇ ରଖନ୍ତୁ ଯିଏ ଓଡିଶା ର ଗର୍ବ ଗୌରବ ତାଙ୍କୁ ନ୍ୟୁଜ ରେ ଦେଖେଇ ପପୁଲାର କର......... ବର୍ଷା ଟୁଁଗୁରୁ ବଜେ news ଦେଖାନ୍ତୁ ନାହଁ. News reporter ମାନେ

  • @bandanaswain1850
    @bandanaswain1850 Před 2 lety +84

    ମା ଆପଣ ଯାହା କହିଲେ ସମ୍ପୂର୍ଣ୍ଣ ଠିକ୍
    ମୁଁ ଆପଣ କୁ ପ୍ରଣାମ କରୁଚି
    ଆପଣ ଆମ ପାଇଁ ଆଦର୍ଶ

  • @sabitkumarmahaling4588
    @sabitkumarmahaling4588 Před 2 lety +30

    Right statement Mam,
    ଏଇ ଶଳା ଟଙ୍ଗୁରୁ ବେଶରମ୍ କୁ ଯେଉଁମାନେ ହିରୋ, ସେଲିବ୍ରିଟି କହି ବ୍ଯବସାୟ କରିବାକୁ ଚାହୁଁଛନ୍ତି , ସେମାନେ ବି ସମାଜର ବଡ କଳଙ୍କ ଓ କୁଳାଙ୍ଗାର୍ ଅଟନ୍ତି ।

  • @banajyotsnamuduli7066
    @banajyotsnamuduli7066 Před 2 lety +18

    ଦିଦି ଆପଣ ଯାହା କହୁଛନ୍ତି ତାହା ସମ୍ପୂର୍ଣ ଠିକ କଥା, କିନ୍ତୁ ମିଡିଆ ଭାଇ ମାନେ ବେଲଜ୍ୟା , ସେଇଠି ପାଇଁ ବେଲଜ୍ୟା ଙ୍କୁ ସେଲିବ୍ରେଟି କରାଉଛନ୍ତି

  • @satyabratadehuri6383
    @satyabratadehuri6383 Před 2 lety +6

    କେତେ ସୁନ୍ଦର କଥା ,ଧନ୍ୟବାଦ ଜଣାଉଛି ଆପଣଙ୍କୁ ,

  • @babunamallick5594
    @babunamallick5594 Před 2 lety +213

    ଆପଣ ଠିକ୍ କହୁଛନ୍ତି ମା ଏ ଟୁଙ୍ଗୁରୁ ବର୍ଷା ଓ ଆମ ଓଡ଼ିଶା ର ଆଉକିଛି ଅଲାଜୁକ ପ୍ରଡ୍ୟୁସର ଡାଇରେକ୍ଟର ଏ ମାନଙ୍କୁ ନେଇ ଆଲବମ କରୁଛନ୍ତି ସତେ ଯେମିତିକି ଏ ଟୁଙ୍ଗୁରୁ ବର୍ଷା ଓଡ଼ିଶା ପାଇଁ ମେଡାଲ ଜିତି ଫେରିଛନ୍ତି

  • @kalpanapradhan3970
    @kalpanapradhan3970 Před 2 lety +193

    You are telling 100% right thing 👍

  • @sasanksekhar3263
    @sasanksekhar3263 Před 2 lety +21

    Pride 100%% True Alwayes heartly salute our woman humanity

  • @sumantamajhi1916
    @sumantamajhi1916 Před 2 lety +2

    ଠିକ୍ କହିଛନ୍ତି ମା ❤️

  • @kalia4402
    @kalia4402 Před 2 lety +47

    ପ୍ରକୃତ କଥା ହେଲା. କିଛି ମିଡ଼ିଆ ଵାଲା ଏତେ ଛତରଖିଆ ହେଇଗଲେଣି ଯେସମାଜକୁ କଳଙ୍କିତ କରିବାକୁ ବସିଲେଣି. ଦିନ ଆସିବ ଏଇମାନେ ସବୁ ଘରେ ଘରେ ପଶି ସ୍ୱାମୀ ସ୍ତ୍ରୀ ଙ୍କ ବେଡ଼ ରୁମ ର ଘଟଣା ସବୁ ରେକର୍ଡ କରି ପ୍ରଚାର କରିବେ.... କହିବା କାହାକୁ.? ଆମ ପ୍ରଶାସନ. ଆଇନ ବ୍ୟବସ୍ଥା ସବୁ ହୁଗୁଳି ଗଲାଣି..

    • @trinath562
      @trinath562 Před 2 lety

      ଯଦି ଆମେ ଏମିତି ଭିଡିଓ ଦେଖିବା ବନ୍ଦ କରି ଦେବା ତାହା ହେଲେ ମିଡ଼ିଆ ଏମିତି ଭିଡ଼ିଓ ବନେଇବ କି ଆମେ ଦେଖୁଛୁ ବୋଲି ବନାଉଛନ୍ତି

    • @pk5993
      @pk5993 Před 2 lety

      ମିଡ଼ିଆ ଭାଇ ସହିତ କିଛି କଳାକାର ଭାଇ ମାନେ ବୁଝିବାଦରକାର, ସେ ବର୍ଷା ରାଣ୍ଡିକୁ ନେଇ ଜଗନ୍ନାଥ ଭଜନ କରାଇବା କେତେ ଦୂର ଗ୍ରହଣ ଯୋଗ୍ୟ ???ଏ କଣ ଆମ ଜଗନ୍ନାଥ ସଂସ୍କୃତି ରେ ଅଛି ଗୋଟେ ନାରୀ ନିଜ ସ୍ୱାମୀ ପିଲା ଛୁଆ ଛାଡି ଅନ୍ୟ ପୁରୁଷ ଙ୍କ ସହିତ ପଳାଇ ଯିବା? ଏ କଣ ଆମ ଭାରତୀୟ ନାରୀର ସଂ ସ୍କୃତି?

  • @ommsairamamrut7802
    @ommsairamamrut7802 Před 2 lety +46

    ଚୋର ମିଡିଆ କୁ ଚୋର ପ୍ରଡୁସର ଯୋଗୁ ଆଜି ଏମାନେ ହାଇଲାଇଟ, ମା ଆପଣ ଏକଦମ ସତକଥା କହୁଛନ୍ତି,🙏🙏🙏🙏

  • @Sumanraj98314
    @Sumanraj98314 Před 2 lety

    ଯୋଉ ମଣିଷ ର ଲଯ୍ୟା ନାହିଁ ସେ ମଣିଷ ମଣିଷ ନାହିଁ
    🙏

  • @subhasmitanayak2568
    @subhasmitanayak2568 Před 2 lety +1

    Right 👍👍 mam thank U so much emiti kahithibaru se tunguru au barsha ku mada darkar

  • @jitendradas6613
    @jitendradas6613 Před 2 lety +154

    Excellent madam. Salute to your views mam.

  • @bulumaniyoutubechannel
    @bulumaniyoutubechannel Před 2 lety +248

    କ୍ଷମା କରିବେ ମୋ ଭାଷା କୁ ସମ୍ଭାଳି ପାରିଲିନି କହିବାକୁ ବାଧ୍ୟ ହେଲି ------ ପ୍ରଥମ ହାରାମି ଏ ଟୁଙ୍ଗୁରୁ ବର୍ଷା , ତାପରେ ହାରାମି ଏ ମିଡ଼ିଆ ଆଉ youtube channel ବାଲା, ତାପରେ ଅଲାଜୁକ ଶଳା ଏ producer director ଏବଂ ସମସ୍ତ album creative staff

    • @Murmufamilylife
      @Murmufamilylife Před 2 lety +7

      ଭାଇ ମୁଁ ତୁମ କଥାରେ ସହମତି ଅଛି (ତୁମ ସପକ୍ଷରେ ଅଛି)

    • @manojrana-ki7up
      @manojrana-ki7up Před 2 lety +3

      Really

    • @satyamahakud2755
      @satyamahakud2755 Před 2 lety +3

      Really

    • @jaga325
      @jaga325 Před 2 lety +4

      Bhai PURA thik,se mananku celebrity karila bala hauchi aasabu news bala

    • @mrspuja1119
      @mrspuja1119 Před 2 lety +2

      Vhi mo bi apanka kathara sahamati Sabu hauchi a media

  • @rajrajkishoreraju9168
    @rajrajkishoreraju9168 Před 2 lety +1

    ଭୋଲ ପାଇବେ ନାହିଁ ମାଉସୀ ଭୋଲ ପାଉଛନ୍ତି,, ଆଉ ଏମିତି ଘଟଣା ପାଇଁ ଏକା ନାରୀ କି ଏକା ପୁରୁଷ ଦୋଷୀ ନୁହେଁ...ଉଭୟ ଦୋଷୀ,,,,

  • @narendrasethi7380
    @narendrasethi7380 Před 2 lety +16

    Absolutely true & meaningful comments against such tainted immoral activities. It is a deprecatory matter.

  • @Rajababu-gk6kp
    @Rajababu-gk6kp Před 2 lety +25

    ଯେଉଁ ମାନେ ଅଭିନୟ କରିବାକୁ ସୁଯୋଗ ଦେଇଛନ୍ତି ।
    ସେମାନେ ବୋକା ପୁରସ୍କାର ଦିଆଯାଉ ।

  • @skarahman2900
    @skarahman2900 Před 2 lety +256

    EXCELLENT SPEACH MADAM.....

    • @budhanathpradhan7059
      @budhanathpradhan7059 Před 2 lety

      Right 👍 madam

    • @dearfriends7990
      @dearfriends7990 Před 2 lety +1

      Wrong statement

    • @dearfriends7990
      @dearfriends7990 Před 2 lety

      Apanank ebhali katharu boys mane sudhiriba jagare bigidi jibe mam.

    • @gajindrasabar28
      @gajindrasabar28 Před 2 lety +2

      @@dearfriends7990 bhai tame sudhuri bani aame nischaya sudhuribu...madam actually right

    • @KANHANETKING
      @KANHANETKING Před 2 lety

      @@dearfriends7990 To bhaliya murkha loka bigidi jibe.... Nije 100 thara eyi video ta dekh ta pare bujhi paribu.

  • @bhagirathi3811
    @bhagirathi3811 Před 2 lety +3

    ସଂପୂର୍ଣ୍ଣ ଠିକ୍ କହିଛନ୍ତି ଆପଣ,
    Tunguru ଓ barsha ଓଡ଼ିଶା ସମାଜ ରେ ବହୁତ୍ ଖରାପ ପ୍ରଭାବ ପଡିଛି, ତେଣୁ ମୁଁ ବି ଚାହେଁ ଏ ଦୁଇ ଜଣଙ୍କୁ ଦଣ୍ଡ ମିଳିବା ଦରକାର

  • @nalinisabatcreations5101
    @nalinisabatcreations5101 Před 2 lety +1

    ଠିକ୍ କଥା କହୁଛନ୍ତି ମେଡାମ 🙏🙏🙏

  • @narendrabehera8559
    @narendrabehera8559 Před 2 lety +85

    ସମାଜ କୁ କଳଙ୍କିତ କରିଦେଲେ ଟୁଙ୍ଗୁରୁ ଆଉ ବର୍ଷା। ଏମାନଙ୍କୁ ଦଣ୍ଡ ମିଳିବା ଉଚିତ୍ କି

  • @santoshbehara5466
    @santoshbehara5466 Před 2 lety +43

    ମା ଭଲ କହିଲେ

  • @mylifelinefoundation3434

    ସ୍ବାଗତ ଯୋଗ୍ୟ ମନ୍ତବ୍ୟ, ଧନ୍ୟବାଦ୍ ମାଡ଼ମ

  • @hrudayaragita7961
    @hrudayaragita7961 Před 2 lety

    ଏଠି ନିଜକୁ ନିଜେ ସଂଯମ ଆଚରଣ କରିବାକୁ ପଡିବ,ନହେଲେ ମଣିଷ ଜନ୍ମରେ ସାର୍ଥକତା ନ ମିଳିପାରେ 🙏ଜୟ ଜଗନ୍ନାଥ 🙏

  • @pradyumnakumarparadhan9712
    @pradyumnakumarparadhan9712 Před 2 lety +33

    100% right maa

  • @mokandhamal5640
    @mokandhamal5640 Před 2 lety +34

    ଆପଣଙ୍କ କଥା ଏହି ଓଡ଼ିଶା ବାସୀଙ୍କୁ ସାଥପଥରେ ନେବାପାଇଁ ସାହାଯ୍ୟ କରିବ।ଜୟ ଜଗନ୍ନାଥ

  • @kunaparida593
    @kunaparida593 Před 2 lety +1

    ମାଆ ଆପଣ ଯାହା ସବୁ କହିଲେ ଏହା ସତ କଥା
    କିନ୍ତୁ ଏ ମିଡ଼ିଆ ବାଲା ବୁଝିବା ଦରକାର

  • @abhisekkarthikeyan201
    @abhisekkarthikeyan201 Před 2 lety +2

    Yup.. Your Each and every word deserves useful msg to young generation..

  • @learningwithtapaskumar2980
    @learningwithtapaskumar2980 Před 2 lety +49

    ମାଆ ଆପଣ ଠିକ୍ କଥା କହିଛନ୍ତି , ଆପଣଙ୍କ କଥାରେ ମୁଁ ରାଜି thank you ମାଆ। ମିଡିଆ ଭାଈ ଆପଣଙ୍କୁ ଅନୁରୋଧ ଏ ଟାଇପ୍ ର NEWS ଆଉ ଦେଖନ୍ତୁନି plzzzzzz🙏🙏🙏

  • @Sher_Of_Hindustan
    @Sher_Of_Hindustan Před 2 lety +71

    ଠିକ୍ କଥା କହିଲେ ମାଉସୀ ଆମ ପିଲାମାନେ ପାଠ ପଢ଼ିକି ବେକାର କିମ୍ବା ଦାଦନ ଖଟିବେ ଆଉ ଏ ବର୍ଷା ଏବଂ ଟୁଙ୍ଗୁରୁ ଭଳିଆ କିଛି ଅଭଦ୍ର ଲୋକମାନେ ଏଇଠି ସେଇଠି ଗାଣ୍ଡି ମରେଇକି ସେଲିବ୍ରେଟି ହେବେ । ଏ ହେଉଛି ଆମ ସମାଜ ।

  • @nishikantabirabar1385
    @nishikantabirabar1385 Před 2 lety +5

    ଓଡ଼ିଶା ସଂସ୍କୃତି କୁ ଯଦି କଳୁଷିତ କରୁଛନ୍ତି ଏହି ମିଡ଼ିଆ ବାଲା ଏମାନଙ୍କୁ ଭଲ ଜିନିଷ କିଛି ଦେଖା ଯାଉ ନାହିଁ ,ଯେଉଁ ଜିନିଷ କୁ ଲୋକମାନେ ଗ୍ରହଣ କରୁଛନ୍ତି ସେଇ ଜିନିଷ କୁ ବାରମ୍ୱାର ଦେଖେଇ ମିଛ ସତ୍ ଯୋଡ଼ି ଅପ ପ୍ରଚାର କରିଲେ ତେଣୁ ମିଡ଼ିଆ ବାଲା ଙ୍କ ର T R P ବଢ଼ୁ ଛି ।

  • @kanhusahu173
    @kanhusahu173 Před 2 lety

    ଧନ୍ଯବାଦ ମା ଆପଣଂକୁ

  • @manaskumarchand6402
    @manaskumarchand6402 Před 2 lety +44

    ମା ସତ୍ୟ ବଚନ କହିଛନ୍ତି ଏମାନେ ଆମ ସଂସ୍କୃତି ରେ କଳଙ୍କ ଲଗାଇ ସାରିଲେଣି

  • @pradeepsahoo8131
    @pradeepsahoo8131 Před 2 lety +22

    ସଂସାର ସଂସ୍କୃତି ଓଡି଼ଶା ରେ ଆଉ କିଛି ନାହିଁ! ଆଗ ପିଢ଼ି ସବୁ କଣ ଶିଖିବେ ସେଟା ଭଗବାନ ଜାଣିଛନ୍ତି

  • @satyabankkkk2937
    @satyabankkkk2937 Před 2 lety

    ମୁହରେ ଲାଜ ନାହିଁ ଦେହକୁ ସରମ ନାହିଁ କି ମଣିଷରେ ଏମିତିକା ମଣିଷ ମରିଗଲେବି ଦୁଃଖ ନାହିଁ

  • @kashijagat600
    @kashijagat600 Před 2 lety

    ମାସେ ହେଇ ଗଲା ଏଇ ନ୍ୟୁଜ କୁ ଧନ୍ଯବାଦ ମିଡିଆ ବାଲେ କୁ

  • @biswajitsethi7008
    @biswajitsethi7008 Před 2 lety +38

    ବିଲକୁଲ୍ ଠିକ କଥା କହିଛନ୍ତି ମାଡାମ୍...🙏
    ଏ ଶଳା ନ୍ୟୁଜ୍ ବାଲାଙ୍କର ଆଉ କିଛି କାମ ନାହିଁ... ଯେତେ ନଷ୍ଟଚରିତ୍ର ମାନଙ୍କୁ ହିରୋ ହିରୋଇନ୍ ବନେଇବାରେ ଲାଗିଛନ୍ତି!! ଏହା ଘୋର ଲଜ୍ଜାର ବିଷୟ ଅଟେ 😬

  • @simanchalbhai740
    @simanchalbhai740 Před 2 lety +14

    ଟୁଁଗୁରୁ ଓ ବର୍ଷା, ଏଇ ଦୁଇ ଜଣଙ୍କୁ ଜେଲ ହବା ଦରକାର

  • @barshamallick4208
    @barshamallick4208 Před 2 lety +2

    Ur right antey 🙏🙏🙏🙏

  • @ranjankumarsahoo6326
    @ranjankumarsahoo6326 Před 2 lety +10

    100% currect..mam ...ସେଥିପାଇଁ.. ସଂସ୍କାର ନିହାତି ଦରକାର.... ଏ ଶଳା ଦିଜଣ ଯାକ ଏମିତି ହଉଛନ୍ତି 😡.. News media ରେ ବି ଏଭଳି ଅଛନ୍ତି ବୋଧେ....

  • @utkalikapriyadarshini9698
    @utkalikapriyadarshini9698 Před 2 lety +37

    U r absolutely rt mam...awesome talk....thank you so much mam...ur words r really valuable and means a lot for the betterment of our society...🙏

  • @dhirendradas6200
    @dhirendradas6200 Před 2 lety +3

    Thank you mam, I'm so proud of you. 👍

  • @thewarrior8064
    @thewarrior8064 Před 2 lety

    Thik kahuchanti maaa 🙏🙏🙏🙏👏👏👏👏👏

  • @arijitacharya2727
    @arijitacharya2727 Před 2 lety +50

    Excellent advice for reporters ❤️❤️

  • @goribenia9146
    @goribenia9146 Před 2 lety +14

    Thank you maa, very good thank you so much 🙏🙏🙏🙏🙏

  • @tikabemal3764
    @tikabemal3764 Před 2 lety

    ବହୁତ ବହୁତ ଧନ୍ୟବାଦ ମାଡାମ

  • @SagarKandi-dp7tx
    @SagarKandi-dp7tx Před 2 lety

    ନବୀନ ଯୋଗୁ ଏସବୁ ହଉଛି ଆମ ସରକାର........... ବା....... ଣ୍ଡ

  • @durgaprasadjyotishray1984
    @durgaprasadjyotishray1984 Před 2 lety +13

    Madam, Great
    You are absolutely right, you have told the truth, all youths should learn from this

  • @MultiAbinash
    @MultiAbinash Před 2 lety +201

    Media houses in odisha are the enemies of Odia community now. Please Odisha Govt. take some strict action on media houses .

    • @mrsahu24
      @mrsahu24 Před 2 lety +1

      Thik katha kahile 🙏🏻🙏🏻

    • @kanhabehera9616
      @kanhabehera9616 Před 2 lety

      Tar English thau

    • @kissanpanda1837
      @kissanpanda1837 Před 2 lety +1

      Absolutely right bhai. Se Sala jetiki haunahati a media adhika nije highlight Paine society ku kharap karuchanti.

    • @MultiAbinash
      @MultiAbinash Před 2 lety

      @@kanhabehera9616 tu odia thik se kaha age

    • @sameerurma8283
      @sameerurma8283 Před 2 lety

      Right mem

  • @dibakarmishra1706
    @dibakarmishra1706 Před 2 lety

    ଏହାପାଇଁ ଗଣମାଧ୍ୟମ ହିଁ ଦାୟୀ

  • @KumarManascreation
    @KumarManascreation Před 2 lety

    ମିଡିଆ ଙ୍କ ର ସାଧାରଣ ଜ୍ଞାନ ର ଅଭାବ ହେଉଛି

  • @tapasentertainment9135
    @tapasentertainment9135 Před 2 lety +11

    Aapana thik kahuchanti Maa. Aapananku Koti Koti Pranam. Se eduijanaku tike laja saram thile story eithu the end jiba katha.

  • @kcm4554
    @kcm4554 Před 2 lety +53

    Madam right reaction voice. Every thing beautiful in its own limits, beyond limits everything is bad .🙏

  • @tunupattanayakofficial558

    ଏ ମାଡ।ମ ଙ୍କୁ Salute କରୁଛି, ଭଲ କଥା କହିଛନ୍ତି ।

  • @susiltuduofficial5660
    @susiltuduofficial5660 Před 2 lety

    Maa apan tk kahichan ti 🥰🥰🥰🥰🥰

  • @ladlypari5580
    @ladlypari5580 Před 2 lety +6

    Thank you so much Maa🙏🏾 you Best mother's..

  • @pgp4368
    @pgp4368 Před 2 lety +8

    କଣ କହିଲ ମ ମେଡାମ ଆପଣଙ୍କ ମତ ରେ ମୁଁ ବହୁତ୍ ଖୁସି 😀😀 ବର୍ଷା ଏଥର ବର୍ଷା ପାଣି ରେ ଭାସି ଯିବ ଆଊ ଟୁଙ୍ଗୁରୁ ଭାଇ ଆମର ଘୁଙ୍ଗୁରୁ ଲଗେଇ ଖୋଜିବେ ବର୍ଷା କୁ। ।।।।

  • @chinmayakumarsahoo7620

    Right Statement Maa 🙏

  • @saratjena7728
    @saratjena7728 Před 2 lety +1

    ଆପଣ ମଞ୍ଜି କଥା ଟି କହିଲେ।
    ସମାଜ କଳୁଷିତ ହେଉଛି।
    ତେଣୁ ଆପଣ ଙ୍କୁ ନମସ୍କାର।
    ଏବେ ଦେଖୁଥିଲି ଜଣେ ସାମ୍ବାଦିକ ଭାଇ କହୁଥିଲେ ଆପଣ ଦେଖୁଛନ୍ତି କାହିଁକି ? କି ଯୁଗ ହେଲା ଯେ ଲଙ୍ଗଳା ହୋଇ ନଚିଲା ଦୋଷ ନାହିଁ,ଯେ ଦେଖିଲା ଦୋଷ !

  • @GotiMuktiAndolan_Odisha
    @GotiMuktiAndolan_Odisha Před 2 lety +7

    ଅଜା ବୟସର ପୁରୁଷ ନାତୁଣୀ ବୟସର ନାରୀକୁ ଭଲ ପାଇ କିମ୍ବା ପରିବେଶ ପରିସ୍ଥିତି ଯୋଗୁଁ ଯଦି ବିବାହ କରୁଛି ସେ କ୍ଷେତ୍ରରେ ପୁରୁଷକୁ ଆପଣ କଣ କହିବେ ଆଜ୍ଞା

  • @puspalatabehera9387
    @puspalatabehera9387 Před 2 lety +5

    Mam 🙏ଆପଣଙ୍କ କଥା ଶୁଣି ଏ ମିଡ଼ିଆ ଭାଇମାନେ ଯଦି ସୁଧୁରି ଯାଆନ୍ତେ, ବର୍ଷା ଟୁଙ୍ଗୁରୁ news ଦେଖିବାକୁ ମିଳନ୍ତା ନାହିଁ ଏ ମିଡ଼ିଆ ଭାଇ ମାନେ ତାଙ୍କୁ ଫେମସ କରିଦେଇଛନ୍ତି

  • @gunuray6326
    @gunuray6326 Před 2 lety +1

    Heart touching

  • @simplehappy6399
    @simplehappy6399 Před 2 lety

    Right maa thik katha

  • @rajeshsahoosahoo1730
    @rajeshsahoosahoo1730 Před 2 lety +12

    ଆଙ୍କୁ କହିଲେ କଣ ହେବ ଓଡିଶା ସରକାର ଙ୍କୁ ମାର ଏବେ ରାଜା ଶାସନ ଚାଲୁ

  • @saratranjanbehera6661
    @saratranjanbehera6661 Před 2 lety +12

    💥କଳି ଯୁଗ ସରି ଆସିଲା ଦିଦି
    .💥ଭଲ କଥା... ଆଣ୍ଟି ମାନେ Tasted Ok... ପିଲା ଛୁଆ ହେବ କି ନାଇଁ ଘର ଚଳେଇ ପାରିବକି ନାହିଁ ସବୁ କାମ ପାଇଁ ଆଗରୁ ଟେଷ୍ଟ ହେଇ ସାରି ଥିବେ ଏମାନେ... ବେଲଜ୍ୟା ହାରାମି.. କଳି ଯୁଗ ସରି ଆସିଲା ରେ....

  • @pravatibehera9527
    @pravatibehera9527 Před 2 lety +1

    Madam apananka tips bahut bhala laguchi

  • @purnendusarangi3816
    @purnendusarangi3816 Před 2 lety

    ଧନ୍ୟରେ ଟେମ୍ପୋ ଭାଇରାଲ୍

  • @chittaranjanjena4065
    @chittaranjanjena4065 Před 2 lety +6

    ମ୍ୟୀଡାମ୍ ଚୁପ୍ ରହିଯାଆନ୍ତୁ । କେହି ଶୁଣିବେନି। ନଷ୍ଟ ଛଡ଼ା ଆଉ କିଛି ଗତି ନାହିଁ।

  • @priyankalenka855
    @priyankalenka855 Před 2 lety +4

    Tq maa tume thike kahila

  • @birendranayak3434
    @birendranayak3434 Před 2 lety

    ନୁଜ୍ ମାନ କର କିଛି କାମ ନାହିଁ ବେକାର କାମରେ ଲାଗୁଚି

  • @DeepakkumarNayak-dc8bs

    Maa bhala katha kahicha mu eithu pranam karuchi maa

  • @user-jz6zg8xf7c
    @user-jz6zg8xf7c Před 2 lety +12

    Beautiful 🙏🙏🙏🙏

  • @anilrana8745
    @anilrana8745 Před 2 lety +11

    Right 🙏🏻🙏🏻

  • @jagannathmajhi4321
    @jagannathmajhi4321 Před 2 lety

    MAA aapana bahut bhala Katha ta kahile

  • @magatakumar3125
    @magatakumar3125 Před 2 lety

    A Mausi bhala katha he kahichanti....
    Thank you mausi 🙏🙏🙏

  • @jaiho620
    @jaiho620 Před 2 lety +8

    ବର୍ଷା ଭଳି ସମାଜରେ ଥିବା ନାରୀମାନଙ୍କୁ କୁ ନୋବେଲ ପୁରସ୍କାର ମିଳିବା କଥା. ଆଉ ଯେଉଁ ମାନେ ବର୍ଷା କୁ ନେଇ album ତିଆରି କରୁଛନ୍ତି ସେମାନଙ୍କୁ କେଉଁ ପୁରସ୍କାର ଦେଲେ ଉପଯୁକ୍ତ ହେବ ଆପଣ ମାନେ ବାଛନ୍ତୁ

  • @sufferofeducation5225
    @sufferofeducation5225 Před 2 lety +4

    Perfect👍👍👍💯💯💯👏👏👏👏 speech... Thank❤❤🌹🌹🌹🙏🙏🙏 you👍👍👍👍 for odisha bhaskar chanel

  • @subhadas5590
    @subhadas5590 Před 2 lety

    ଏକଦମ correct Anti 👍 ଆଉ ଗୋଟେ କଥା ଏ midia wala କୋଉ କମ କି

  • @prggamerprggemor7883
    @prggamerprggemor7883 Před 2 lety +1

    Cooreat katha...👍👍👍👍👍

  • @satyanaik7321
    @satyanaik7321 Před 2 lety +7

    ଯିଏ ଭଲ ପାଇବ ତାହାର ହେବ

  • @rohanpradhan3656
    @rohanpradhan3656 Před 2 lety +9

    U r right. Media is totally responsible. Action should be taken against the media for broadcasting such unnecessary things. They are not getting any constructive issues for the development of society

  • @jitendrabarikjitu8587
    @jitendrabarikjitu8587 Před 2 lety

    ଜୟ ଜଗନ୍ନାଥ 🙏 କଣ ଏମାନଙ୍କୁ କହିବ

  • @pramilaadhikari9339
    @pramilaadhikari9339 Před 2 lety +1

    Right katha

  • @srimantaparida1369
    @srimantaparida1369 Před 2 lety +8

    ଆଣ୍ଟି କୁ love କଲେ risk ନାହିଁ, କହୁଛନ୍ତି

  • @dusmantabehera6576
    @dusmantabehera6576 Před 2 lety +4

    Right katha kahuchanti Madam 🙏

  • @somutecnicyt885
    @somutecnicyt885 Před 2 lety +2

    Perfect 💯💯💯

  • @pramodmishra4367
    @pramodmishra4367 Před 2 lety

    Maa right katha

  • @sadboysks7873
    @sadboysks7873 Před 2 lety +11

    ଅଣାନ କୁ ଧନ୍ୟବାଦ ଇଏ ଭିଡ଼ିଓ କହି ଦଉଛି ଯେ ମା ତୁ ଖୁସି ରେ ରହି ତୁ କେଏମିତି ଛାଡି ଆମ ମନ କୁ ରହି ପାରୁଛୁ ତୁ କଣ ଆମ ମନ କୁ ଭଲ ପାଉନାଥୁଲୁ କି ତ ମିଛ ଭଲ ପାଇଁ ବା କୁ 🙏🙏🙏🙏

  • @amarbadaseth7325
    @amarbadaseth7325 Před 2 lety +6

    100% right

  • @soumyarsahoo9394
    @soumyarsahoo9394 Před 2 lety

    ଭାସ୍କର news କୁ ପ୍ରଭୁ ବୁଦ୍ଧି ଦିଅନ୍ତୁ

  • @sitamalik5446
    @sitamalik5446 Před 2 lety

    Right maa tume thik katha kahichha

  • @sknayak697
    @sknayak697 Před 2 lety +24

    Thank you mam for your valuable advice to all.