ବୈଜୟନ୍ତଙ୍କ ଅଲଗା ଗଣିତ | ମୋହନଙ୍କୁ ବିରୋଧ କଲେଣି ଜନତା | Dinanka TV | Kedar Mishra |

Sdílet
Vložit
  • čas přidán 7. 09. 2024

Komentáře • 327

  • @gadadharbehera2520
    @gadadharbehera2520 Před měsícem +93

    ସବୁଠାରୁ ବଡ କଥା ଥିଲା, ମେଡିକାଲ ଏସିଡେଣ୍ଟ ପାଇଁ ପୁରଷ ପାଇଁ ପାଞ ଲାଖ ମହିଳା ପାଇଁ ସାତ ଲାଖ, କରିଥିଲେ, ବହୁତ ପରିବାର ପାଇଁ, ଏମାନେ କଥା ଦେଇ କଥା ରଖିଲେ ନାହିଁ, ଭତ୍ତା ଦେଲେ ନାହିଁ,ମିଛ କହିଲେ ବିଜେପି ସରକାର

  • @sridhardas8509
    @sridhardas8509 Před měsícem +106

    ଵୈଜନ୍ତ ପଣ୍ଡା ଗୋଟେ ବଡ଼ ଚୋର , ସୁବିଧା ବାଦି ନେତା ।

    • @user-bh8xl6tk1j
      @user-bh8xl6tk1j Před měsícem +2

      ete jadi kharap tahele jiteila kie

    • @bichitranayak6427
      @bichitranayak6427 Před měsícem +2

      Janta jiteiuthile phir hareidebe

    • @JogeswarMajhi-lt7hj
      @JogeswarMajhi-lt7hj Před měsícem

      ସେ ତୁମ ଘରେ ରହୁଥିଲେ

    • @user-wo7bu8xe6w
      @user-wo7bu8xe6w Před měsícem +5

      ​@@user-bh8xl6tk1j janata jitei nahanti , semane nije Loko nku manipulate kari jiti chhanti , Loko nku boka bonei , pandian pandian kahi ,gote topic paigole na ,jemti Centra , up re chale topic Hindu ,muslim like this

  • @kalingaranjan2074
    @kalingaranjan2074 Před měsícem +52

    ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଉଛି ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |

  • @sadhudas2758
    @sadhudas2758 Před měsícem +85

    ଏଗୁଡିକ ବିଦା ହେବେ ଖୁବ ଶୀଘ୍ର

    • @yudhisthirakhandual9923
      @yudhisthirakhandual9923 Před měsícem +3

      ଏ bjp ଦଳ ସ୍ୱଳ୍ପ ସମୟରେ ଓଡ଼ିଶାରୁ ବିଦାୟ ନେବ ।

  • @2019TANMAYEETPS
    @2019TANMAYEETPS Před měsícem +94

    Right sir କିନ୍ତୁ ଅନ୍ଧ ଭକ୍ତ ଙ୍କୁ ବୁଝି ପାରୁନାହାନ୍ତି। ଓଡିଶା ବାସୀ ଚେଞ୍ଜ ଚାଁହୁ ଥିଲେ ଆଗ ଗାଣ୍ଡି ମରାନ୍ତୁ। Cm କୁ ଆଣି ବସେଇ ଦେଲେ କିଛି ଜଣା ନାହିଁ

  • @MadhabMadri
    @MadhabMadri Před měsícem +22

    dinankatv କୁ ଧନ୍ୟବାଦ୍

  • @baidyanathmallick9985
    @baidyanathmallick9985 Před měsícem +54

    22ଜଣ ମୁଖ୍ୟମନ୍ତ୍ରୀ 11ବାହସପଟ 11ବେଲଜିଆ ମନ୍ତ୍ରୀ

  • @krishnabhaula4614
    @krishnabhaula4614 Před měsícem +41

    ପୁଣି ଫେରିବ bjd ଏ ସରକାର ଭୁଲ ରେ ଆସିଲା ଏମାନ ଙ୍କ। ପରିଚ ୟ ଜାଣିବାର ଥିଲା ପୁରା ଓଡିଶା ବା। ସି

  • @pradiptakumarsahoo8589
    @pradiptakumarsahoo8589 Před měsícem +15

    ଏ ହି ମୁଖ୍ୟ ମନ୍ତ୍ରୀ ଙ୍କୁ କିଛି ଜଣା ନାହିଁ। କେନ୍ଦ୍ର ମନ୍ତ୍ରୀ ଯାହା କହି ବେ ମୁଖ୍ୟ ମନ୍ତ୍ରୀ ତାହା କରୁଛନ୍ତି।

  • @ranjanmallick6797
    @ranjanmallick6797 Před měsícem +30

    ବିଜେପି ଦଳ ସବୁ ପାଗଳ ହେଇଗଲେଣି

  • @bandananayak6852
    @bandananayak6852 Před měsícem +13

    ନବୀନ ପଟ୍ଟନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୁଅ , ଅନେଶୋତ ମହାବାତ୍ୟାରେ ଓଡ଼ିଶାର ମେରୁଦଣ୍ଡ ସମ୍ପୂର୍ଣ ଭାଙ୍ଗି ପଡିଥିବା ବେଳେ ନବୀନ ବାବୁ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ଆସିଥିଲେ। ସେବେଠୁ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ । ଓଡ଼ିଶା କୁ ଗୋଟିଏ ସୁନ୍ଦର ସୁସ୍ଥ ରାଜ୍ୟ ଭାବେ ସମଗ୍ର ଭାରତରେ ପରିଚିତ କରାଇ ନମ୍ବର୍ ୱାନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାପରେ ହକି ପାଇଁ ଓଡ଼ିଶା ବିଶ୍ବପ୍ରସିଦ୍ଧ ମଧ୍ୟ ହୋଇପାରିଲା । ଅନେକ ସମୟରେ ବିରୋଧୀ ଦଳଙ୍କର ନନା ବାଜି ବି ଖୁବ୍ ଦୃଢତାର ସହିତ ମୁକାବିଲା କରିଛନ୍ତି ସେ । ଲୋକ ମାନଙ୍କ ସବୁ ପରିବର୍ତ୍ତନ ଦରକାର ଥିଲା । ଏବେ ଆପଣ ମାନେ ଖୁସିତ ?
    ସ୍ଥିତପ୍ରଜ୍ଞ ଲୋକ ସିଏ

  • @biplabrout5969
    @biplabrout5969 Před měsícem +99

    ଆଉ ଥରେ ନିର୍ବାଚନ କରାଯାଉ🎉

  • @ganeshkhara6888
    @ganeshkhara6888 Před měsícem +61

    ଏ ସରକାର ଠିକ୍ କାମ କରି ପାରିବ ନାହିଁ bjp

  • @biplabrout5969
    @biplabrout5969 Před měsícem +24

    Right sir

  • @balmukundadas3205
    @balmukundadas3205 Před měsícem +16

    Beautiful analysis on each point. Thank you journalist.

  • @Ambassador_Christ
    @Ambassador_Christ Před měsícem +65

    We support Regional Party BJD ...❤❤❤

    • @saisrinibas8032
      @saisrinibas8032 Před měsícem

      Bhai vote kahaku deicha😮😮

    • @Gunda_daku
      @Gunda_daku Před měsícem

      ​@@saisrinibas8032ସେ ଭୋଟ ଦେଇନି ଦନ୍ତୁରି ମୁହିଁ 😂

    • @Ambassador_Christ
      @Ambassador_Christ Před měsícem +5

      @@saisrinibas8032 all time regional party BJD 🥳

    • @suprabhabarik7680
      @suprabhabarik7680 Před měsícem

      Right sis 👍👍​@@Ambassador_Christ

    • @deepess_deepu83
      @deepess_deepu83 Před měsícem

      Tu kahaku deichu vote.....tu gujrati chamcha nuhe ta?​@@saisrinibas8032

  • @Tapasranjanmohanty-gq8ds
    @Tapasranjanmohanty-gq8ds Před měsícem +41

    ଆରେ ବିଜେପି ଯୁମୁଳl ତୁମେ ଆଗ ହଟ ଆମ ଓଡ଼ିଶା ରୁ

  • @BibunaBibhuti
    @BibunaBibhuti Před měsícem +43

    Bjd strongly in odisha thanks

  • @PriyabrataSahoo-cy3lq
    @PriyabrataSahoo-cy3lq Před měsícem +38

    I love bjd

  • @bhabagrahisahoo-ji5oh
    @bhabagrahisahoo-ji5oh Před měsícem +26

    ଏ ସରକାର suicidal କାମ କରୁଛି

  • @cuteshort418
    @cuteshort418 Před měsícem +13

    Bjp ଦଳ ଓଡ଼ିଶା ରୁ ସଂପୂର୍ଣ୍ଣ ହଟିବା ଦରକାର

  • @amitprogrammer4847
    @amitprogrammer4847 Před měsícem +19

    Right sir 🎉

  • @SureshgoutamPanda
    @SureshgoutamPanda Před měsícem +16

    Change govt

  • @bijayanandapanda8816
    @bijayanandapanda8816 Před měsícem +44

    Baijanta CM ହେବା ପାଇଁ ମୋହନ ଙ୍କୁ ବଦନାମ କରୁଛି

    • @hemantadash6520
      @hemantadash6520 Před měsícem +5

      Ta jindegi re CM hei paribani 😅😅😅

    • @satyajitsahoo4502
      @satyajitsahoo4502 Před měsícem +2

      ବୈଜନ୍ତ ଗାଣ୍ଡୀ ଧୋଉ ଅମିତ୍ ଶାହା ଆଉ ମୋଦି ର କିଛି ସମ୍ଭାବନା ଅଛି😂😂

    • @deepess_deepu83
      @deepess_deepu83 Před měsícem

      ​@@hemantadash6520jaha hau tu bhabuchu.....tu gujrati chamcha

  • @subhransudalai8360
    @subhransudalai8360 Před měsícem +25

    ଓଡ଼ିଶା ପାଇଁ ବିଜେଡ଼ି ଠିକ୍, ଏବେ ଯଦି ନିର୍ବାଚନ ହେବ ନିଶ୍ଚିତ ବିଜେଡ଼ି ।

    • @mysarthakcreations
      @mysarthakcreations Před měsícem +2

      Aau Baunsha achhi je Baishi Phunkibu re pua

    • @BrundabanPujari-k2h
      @BrundabanPujari-k2h Před měsícem

      ​@@mysarthakcreations2029ରେ ଫୁକା ହବ wait 😂😂

    • @deepess_deepu83
      @deepess_deepu83 Před měsícem

      ​@@mysarthakcreationstu gujrati chamcha andha bhakt .... beef supplier Narendra khan

  • @balaramsahoo7059
    @balaramsahoo7059 Před měsícem +14

    Again BJD Naveen Patnaik Wil coming very soon

  • @user-ke6dk6bv7l
    @user-ke6dk6bv7l Před měsícem +32

    ଓଡିଶା ବାସି ଏକ ହୁଅ ସବୁ ବିଜେପି ଙ୍କୁ ବିରୋଧ କର. ଭାଇ cm ପାଇଁ ଅନାସ୍ଥା ହେଇ ପାରିବ କି

  • @roulvillagfarm
    @roulvillagfarm Před měsícem +8

    BJP ଯେଉଁ ଦାଦନ ଶ୍ରମିକର କଥା କହୁଥିଲା , ତାହା କେତେଦୂର ସଫଳ ହେଉଛି ଦାଦନ ଶ୍ରମିକ ପାଇଁ ଚେଷ୍ଟା କଣ କରୁଛି ଦେଖିବାକୁ ବାକି ରହିଲା,
    ଦାଦନ ଶ୍ରମିକ ମାନଙ୍କ ପାଇଁ ଡବଲ ଇଞ୍ଜିନ,( କେନ୍ଦ୍ର ଓ ରାଜ୍ୟ ) କେଉଁଠି ବି କିଛି ବିଲ୍ ପାରିତ ହେଲା ନାହିଁ ,

  • @user-ku5on9pv6m
    @user-ku5on9pv6m Před měsícem +16

    Right sir kama nehen

  • @ambujamohanty8276
    @ambujamohanty8276 Před měsícem +6

    Right

  • @SureshChandraSahoo-qs4bp
    @SureshChandraSahoo-qs4bp Před měsícem +3

    Only Naveen sir bjd sarakar odasha pani bhala kamakaranti❤❤❤❤❤

  • @dukhishyampradhandukhishya3024

    Apan hundred percent right katha kahichhanti.BJP Odia au Odisha ra asmita ku purapuri binash karideb.Asu asu khola bazar ru 46 ,000 koti runa uthailani.Ehi bhruhat Bhrastachari party Odisha ku pura debalia karideb.Tenu Odisha basi ebethu sabadhan au satark rahantu.Jay Jagannath bande utkal janani.

  • @gyanendraprasadbarik7508
    @gyanendraprasadbarik7508 Před měsícem +8

    କୋଡିଏ ଲୋକସଭା ବିଜେପି ଦେଇଛି କେନ୍ଦ୍ର ସରକାର ନେଇ ଛନ୍ତି. ଓଡିଶା ପାଇଁ କଣ ଦେଇଛନ୍ତି

    • @Swapnashu
      @Swapnashu Před měsícem

      2014 pare au purba hisaba net re search kari comment kar

    • @bhimsenkar3733
      @bhimsenkar3733 Před měsícem

      ​@@Swapnashu Kan setikere odisha no-1 haigala?

  • @pintu9967
    @pintu9967 Před měsícem +12

    Amara darkar nabin sarkar

  • @sarojnayak9283
    @sarojnayak9283 Před měsícem +10

    Bahut sighta re election heba

  • @Reenabehera0
    @Reenabehera0 Před měsícem +6

    Jay jagannath sir Jay jagannath 🙏🏻 jani suni modi sir odisha ku bipada muhmmre deidele modi sir jani ba suni ba loka nku CM karithante esabu dekhi akhire luha aji odisha bipada muhmmre deidele modi sir Jay jagannath 🙏🏻🙏🏻🙏🏻🙏🏻

  • @ConfusedBirchForest-cj6tc
    @ConfusedBirchForest-cj6tc Před měsícem +12

    Right😮😮😮

  • @debabratamohanty3321
    @debabratamohanty3321 Před měsícem +8

    No schemes for the youth budget, only copy and paste from previous Govt, BJD

  • @BnBHAGABATIentertainment
    @BnBHAGABATIentertainment Před měsícem +1

    Bjp sarkar ଗୋଟିଏ କଥା କହୁଛି। ଓଡ଼ିଆ ଅସ୍ମିତା ଏ ସବୁ ହେଉଛି ଅସ୍ମିତା

  • @biswajitsahu6402
    @biswajitsahu6402 Před 16 dny

    A regional party is a blessing for any state....A leader like naveen patnaik is a bonus

  • @SubhashSingh-yi6qo
    @SubhashSingh-yi6qo Před měsícem +6

    Naveen sir 25 barsa chalaile kete loan achhi au nua cm kete loan neisarileni, se katha Odishabasi bujhantu

  • @SUKANTIKHARA-mx1zu
    @SUKANTIKHARA-mx1zu Před měsícem +1

    No 1 CM Naveen pattnayak sir miss you Naveen sir Jay odisha jay BJD 🙏

  • @gunduchicharannath6509
    @gunduchicharannath6509 Před měsícem +2

    A vai Right katha kahuchhanti.

  • @abhijitsingh5776
    @abhijitsingh5776 Před měsícem +2

    ଆଜି ବିଜେଡି ର ପରାଜୟ ପଛରେ ଏ ଲୋକ ଦାୟୀ, କାରଣ ଇଏ ଯାହାକୁ ସପୋର୍ଟ କରିବ ସିଏ ହାରିବା ଥୟ

  • @bibhutidas6785
    @bibhutidas6785 Před měsícem

    Nua Nua Sarkar hoichi.

  • @manishapattanayak2152
    @manishapattanayak2152 Před měsícem

    You Are Absolutely Right & Always Perfect Said Sir 🙏🏻
    You Are Great & Best No 1 Reporter Sir👍
    We Always Proud Of You Sir🙏🏻

  • @roulvillagfarm
    @roulvillagfarm Před měsícem +3

    ଡବଲ ଇଞ୍ଜିନ ସରକାର ଓଡ଼ିଶା ବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇଛି,
    1- ଆମ ପିତା ମାତାଙ୍କୁ ନିରାଶ କରିଛି , 3000 ପ୍ରତିଶ୍ରୁତି ଦେଇଥିଲା କିନ୍ତୁ କହି ନଥିଲା କି 80 ବର୍ଷ ପରେ ମିଳିବ , କିଏ ବଞ୍ଚୁଛି 80ବର୍ଷ ପର୍ଯ୍ୟନ୍ତ , ଗୋଟେ ଗାଁରେ କେତେ ଜଣ ଓ ଗୋଟେ ପଞ୍ଚାୟତରେ କେତେ ଜଣ 80ବର୍ଷର ବୃଦ୍ଧା ଲୋକ ଅଛନ୍ତି ,,
    2- ସୁଭଦ୍ରା ଯୋଜନା ରେ ମହିଳାଙ୍କୁ ମିଳିବ 50 ହଜାର ଟଙ୍କା କିନ୍ତୁ ଶାସନକୁ ଆସିବା ପରେ ତାହା ବଦଳିଲା ଗୋଟେ ପରିବାରରେ ଜଣଙ୍କୁ ,
    ଗୋଟେ ପରିବାରରେ 3 ଜଣ ମହିଳା ଥିଲେ , ଜଣଙ୍କୁ କିପରି ଦେବେ ଆଉ 2 ଜଣ ମହିଳା କଣ କରିବେ ,,

  • @bijanshil9584
    @bijanshil9584 Před měsícem +12

    BJP ko hatao

  • @ashisswain8499
    @ashisswain8499 Před měsícem +1

    Jay nabin

  • @prasannakumarnayak2278
    @prasannakumarnayak2278 Před měsícem

    ନିହାତି ଅଯୋଗ୍ୟ ପରି ଜଣା ଯାଉଛି

  • @amiyaranjandas6889
    @amiyaranjandas6889 Před měsícem +5

    OTV re bite diantu Sir💐💐

    • @hemantadash6520
      @hemantadash6520 Před měsícem +1

      OTV bala sir nka bite naba nahi 😢 tankara pudiba 😅 media bala nkara naitikata au nahi 😢 semane political party ra agent vali statement dauchanti 😅

  • @KartikJena-we5oj
    @KartikJena-we5oj Před měsícem +1

    ବୈଜୟନ୍ତ ବାବୁ ଆପଣ ଜଣେ ମହାନ୍ ଲୋକ ଯାହା କହୁଛନ୍ତି ଭାବିଚିନ୍ତି କହିଲେ ଭଲ ଯାହା ଶୁଣି ଲୋକ ନ ହସନ୍ତୁ ପରିହାସ ନ କଲେ ଆପଣଙ୍କ ପାଇଁ ଭଲ କାହିଁକି ଆପଣ ଜନମତ କୁ ଟିକେ ଶୁଣିବାକୁ ଚେଷ୍ଟା କରନ୍ତୁ ଜାଣିପାରିବେ ।

  • @PrashantMishra-fd9ld
    @PrashantMishra-fd9ld Před 13 dny

    ଆଗରୁ ଆମେ ଓଡ଼ିଆ ରାଜନୈତିକ ଖବର ଦେଖିବାକୁ ଦରକାର ମଣୁ ନଥିଲୁ କାରଣ ନିଶ୍ଚିତ ଥିଲୁ ଯେ ନବୀନ ଯାହା କରିବେ ଓଡିଶା ର ଭଲ ପାଇଁ
    କିନ୍ତୁ ଏବେ ଦେଖୁଛୁ କାରଣ ଏଇ ଆଶାରେ ଯେ ଏ ସରକାର କେବେ ଭାଙ୍ଗିବ

  • @ଗ୍ରହାଚାର୍ଯ୍ୟ

    ବାୟଜୟନ୍ତ ଟିକେ ଦେଖେଇ ହେବା ଲୋକ

  • @kalpatarusahoo8707
    @kalpatarusahoo8707 Před měsícem +5

    Are bhai mohan Babu mahuli mardeuchanti..panda Babu ganjei..aua dharma tadi..jie jaha chahinla bakila..

  • @avenue9325
    @avenue9325 Před měsícem

    babu tame odisha ra new PM banija

  • @biswajitray37
    @biswajitray37 Před měsícem +10

    Jumula

  • @amitmulia733
    @amitmulia733 Před měsícem +1

    jumola sarakar

  • @swadhinsamal519
    @swadhinsamal519 Před měsícem +6

    3000/ଭତ୍ତା ଦଉ ସମସ୍ତ ଙ୍କୁ 1000/ରାସନ 1000 ସୁଭଦ୍ରା 50/ହଜାର ଦଉ ମୋଦୀ ଗ୍ୟାରେଣ୍ଟି 🙏🏻🙏🏻

    • @PPS_GUGU
      @PPS_GUGU Před měsícem +2

      ମୋଦୀ ଗ୍ୟାରେଣ୍ଟି ଓଡ଼ିଶାକୁ ଚୋଦି ଦେଲେ 😂😂😂

    • @Swapnashu
      @Swapnashu Před měsícem

      Bhik magnga people

  • @s.mohapatra-i1k
    @s.mohapatra-i1k Před měsícem +1

    ପ୍ରତି ଦିନ ଗୋବର ଖାଇଲେ ବୁଦ୍ଧି କୁଆଡେ ଆସିବ

  • @PankajSabar-hu7rw
    @PankajSabar-hu7rw Před měsícem +1

    ଓଡିଶାକୁ ନମ୍ବର ୧ କରିବା ପାଇ ସେ ବିହାର ଓଆଦ୍ରାରା କୁ କଲେ

  • @sarbeswarbaskey1359
    @sarbeswarbaskey1359 Před 28 dny

    Yes

  • @felixnayak6317
    @felixnayak6317 Před měsícem +1

    BJP, ନାମ ବଦଳାଇବା ଓ ଦଗାଂ କରିବା ବ୍ୟତିତ କିଛି ଜଣା ହିଁ ନାହିଁ!

  • @mrutunjoypradhan99
    @mrutunjoypradhan99 Před měsícem +1

    ନବୀନ ବାବୁ ସବୁ କରିଛନ୍ତି

  • @rajendrahiraju6082
    @rajendrahiraju6082 Před měsícem

    Only Naveen Patnaik 🙏

  • @Life_Is_Unscripted
    @Life_Is_Unscripted Před 28 dny

    ଦୁଇ ମାସର ଅସୁବିଧା ଓ ଯାହା BJP ବାଲା କହିଥିଲେ ତାହାକୁ କରିନଥିବାକୁ ଲକ୍ଷ୍ଯ ରଖି ଯଦି ପୁଣିଥରେ ନିର୍ବାଚନ କରାଯାଏ ତାହେଲେ କିଏ ଜିତିବ

  • @giridharimunda9376
    @giridharimunda9376 Před měsícem

    ଆଉଥରେ ନିର୍ବାଚନ ହେଲେ BJP ହାରିବ ।

  • @user-cd1cd8wy4h
    @user-cd1cd8wy4h Před měsícem

    ପଶ୍ଚିମ ଓଡ଼ିଶା ହେଉଛି ପୂର୍ବ ଓଡିଶା ର ଉଦିତ ସୂର୍ଯ୍ୟ।
    ଉତ୍ତର ଓଡିଶା ବିଶ୍ବ ଆର୍ଥିକ ବ୍ୟବସ୍ଥା ର ମେରୁଦଣ୍ଡ?
    ପରିବାର ତନ୍ତ୍ର ର ଅନ୍ଧାକାନୁନ ଭ୍ରଷ୍ଟ ବ୍ୟବସ୍ଥା ଚକ୍ରାନ୍ତ କାରୀ କୁଳାଙ୍ଗାର ଗଣତନ୍ତ୍ର ଭିକାରୀ ଶାସନ ଅବସାନ।

  • @jagankumarpadhy445
    @jagankumarpadhy445 Před měsícem +1

    ମୋହନ cm ପାଇ ଠିକ୍ ନାହିଁ,, aau kahaku kariba darkar thila

  • @snehalataparida5659
    @snehalataparida5659 Před měsícem +1

    ଆପଣ ପୁରା ଠିକ୍ କହିଛନ୍ତି ଉନ୍ନତି ଧୀରେ ଧୀରେ ହୁଏ ଆଉ ଗ୍ରାସ root ରୁ backbone paryanta 24yrs ଭିତରେ ବହୁତ୍ କିଛି ହେଇଛି ଆଉ ଏଇ ସରକାର କଣ କରୁଛି କିଛି ଜଣା ପଡୁନି

  • @prakashsarita
    @prakashsarita Před měsícem +2

    Kahila na kn garibara sarakara .gariba tanti chipibaku basilani .agaku loka nka abasta bahut kharap haba e chora pain

  • @subhakantadayasagarsamal3116

    Baijanta panda argument 100% Right Mohan cm is remote control CM

  • @nilamanisethi9211
    @nilamanisethi9211 Před měsícem +5

    B j p sarakar Besidin nuhein khasipadlb

    • @Swapnashu
      @Swapnashu Před měsícem

      Hau dakhiba

    • @ranjitrout_cds7552
      @ranjitrout_cds7552 Před měsícem

      ​@@Swapnashuham dekhibu jaldi Andha 😎bhakta hela 😅😅

    • @Swapnashu
      @Swapnashu Před měsícem

      @@ranjitrout_cds7552 bjp tandav arambha hoigalani dekh

    • @Swapnashu
      @Swapnashu Před měsícem

      @@ranjitrout_cds7552 1 wicket gala aji

  • @karimahemad3188
    @karimahemad3188 Před měsícem +1

    Baijyant panda tank own company IMFA workernku 30 barsa hela DA. ADA deunahnti ..

  • @mihirkumarbarik6867
    @mihirkumarbarik6867 Před měsícem +2

    Odisha sarkar. Andhara re badi bulauchhi

  • @ajoyabehera7707
    @ajoyabehera7707 Před měsícem +1

    BJP sarkar bala sarkar aalu kg 70 bangal desh hal odishara haba

  • @sobhashreedhall3792
    @sobhashreedhall3792 Před měsícem

    Aau thare election hau

  • @rasmitanayak4662
    @rasmitanayak4662 Před měsícem

    Avi loka mane bhujhuchhanti ok good

  • @PareshRout-ui1oy
    @PareshRout-ui1oy Před měsícem

    Thik katha kahichhanti sir.

  • @sushantakumar3317
    @sushantakumar3317 Před měsícem

    ଓଡିଶା ଆହୁରି ବର୍ବାଦ ହେବ ଇଏ
    ତ ଆରମ୍ଭ ମାତ୍ର

  • @mehersantosh3656
    @mehersantosh3656 Před měsícem

    Wait bhai kain chania haucha..... 25barsa wait kricha au 5barsa dekhinea🎉

  • @pradiptakumarparida2453
    @pradiptakumarparida2453 Před měsícem

    Only Congres

  • @bikrama119
    @bikrama119 Před měsícem

    Perfect 👍

  • @shantidevi7848
    @shantidevi7848 Před měsícem

    Jay jagannath 🤩🤩🤩🤩🤩🤩🤩

  • @masg9236
    @masg9236 Před měsícem +1

    Congress only OK 👍 center
    St ,,,

  • @SK24NYK
    @SK24NYK Před měsícem

    Yes right, Odisha to gaya 😢

  • @kalpatarugauntia2942
    @kalpatarugauntia2942 Před měsícem

    Right sir❤

  • @fatefaith5147
    @fatefaith5147 Před měsícem

    ନୁଆ ହେଇ ଆସିଛନ୍ତି। ତେନୁ ଯିଏ ଯାହାର କ୍ଷମତାକୁ ବିସ୍ତାର କହୁଛନ୍ତି

  • @NirakarMalik-lm2yz
    @NirakarMalik-lm2yz Před měsícem

    ତୁ cm heija❤️

  • @sudhirkumaracharya1006
    @sudhirkumaracharya1006 Před měsícem

    ଆପଣଙ୍କ ପରି ଲୋକ ବିରୋଧ କରିଚନ୍ତି, ଆପଣ ଯାଆନ୍ତୁ ଗାଁ ଭିତରେ ବୁଲି ଦେଖନ୍ତୁ କାହାକୁ ବିରୋଧ କରିଚନ୍ତି,,

  • @subhransu9817
    @subhransu9817 Před měsícem +3

    Narendra Modi stadium na change Kari dia

  • @manojpanda3013
    @manojpanda3013 Před měsícem

    Rightly said

  • @jiyamishra7777
    @jiyamishra7777 Před měsícem

    ଫୁଲ ନାଡ ପଚି ଗଲାଣି

  • @bidyadharswain54
    @bidyadharswain54 Před měsícem +2

    Increase age limit 32 from 28. In police recruitment. Why10 '/'' reservation Quota for agnibeer. Next bjd.

  • @taktome3340
    @taktome3340 Před měsícem +1

    ବିଜେପି ସରକାର ଓଡିଶାର ସ୍ଵାର୍ଥ ବିରୋଧୀ

  • @artistsgamingff7926
    @artistsgamingff7926 Před měsícem

    Good sir

  • @sanjaykumardas2895
    @sanjaykumardas2895 Před měsícem

    ଆହୁରି କିଛି ଦିନ ଅପେକ୍ଷା କର ବିଜେପି ହେଉଚି ଗୋଟେ ମିଛୁଆ ଦଳ ,ଭାଷଣ ବାଜି ରେ ମାହିର୍ ।ବଡ଼ କଥା ହେଲା ବୈଜନ୍ତ ପଣ୍ଡା କିଏ ଜଣେ ମାଫିଆ ତାଙ୍କ ପାଖରେ ଏତେ ଟଙ୍କା ଆସିଲା କୁଆଡୁ ସେ ବାବଦରେ ବିଚାର କରନ୍ତୁ। ନିଜର ସ୍ବାର୍ଥ ପାଇଁ ପରା ଦଳ ବଦଳାଇ ଥିଲେ ଖାଲି ଟା ରେ କୋଣ ନବୀନ ପଟ୍ଟନାୟକଙ୍କୁ ଛାଡି ଥିଲେ ।ଆଉ ମୋଦୀ ଭଳି ଜଣେ ହିଟ୍ ଲାର୍ ଆଉ ମିଛୁଆ ଙ୍କ ପ୍ରତି ଆକର୍ଷିତ ହୋଇ ସେଇ ଦଳର ନିଜକୁ ସାମିଲ କରି ପାରିଲେ

  • @pradeepsworld9966
    @pradeepsworld9966 Před měsícem

    100% correct

  • @SudarshanNayak-wo3nx
    @SudarshanNayak-wo3nx Před měsícem +1

    Adha Odisha polavam hetu budigale bi sudha mohan sarkar kichhi kariparibe nahin

  • @adirajbir1095
    @adirajbir1095 Před měsícem

    ଛେଳି ଯଦି ଧାନ ମକଚି ବ ତାହେଲେ ବଳଦ ଯିବେ କୁଆଡେ