BJP କେତେବେଳେ କଚଡା ଖାଇବ କହିବା ମୁସ୍କିଲ୍,ନୀତିଶ ବିହାର ଓ ହରିଆଣା,ମହାରାଷ୍ଟ୍ର ଫଳାଫଳ ଦେଖି ପଲଟି ମାରିବା ନିଶ୍ଚିତ

Sdílet
Vložit
  • čas přidán 11. 09. 2024
  • BJP କେତେବେଳେ କଚଡା ଖାଇବ କହିବା ମୁସ୍କିଲ୍, ନୀତିଶ ବିହାର ଓ ହରିଆଣା, ମହାରାଷ୍ଟ୍ର ଫଳାଫଳ ଦେଖି ପଲଟି ମାରିବା ନିଶ୍ଚିତ।#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our CZcams Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Komentáře • 238

  • @adinarayanasabar6947
    @adinarayanasabar6947 Před měsícem +30

    Right। Kotha sir 👍👍👍💯

  • @akasmitaswain6638
    @akasmitaswain6638 Před měsícem +34

    Right opinion

  • @jyotiindrakumardas841
    @jyotiindrakumardas841 Před měsícem +25

    Good Analysis Thanks🙏

  • @NarayanPatra-vp6km
    @NarayanPatra-vp6km Před měsícem +15

    Right sir ❤

  • @milkusaunta
    @milkusaunta Před měsícem +35

    ଠିକ୍ କଥା

  • @TinaPadhan-x5g
    @TinaPadhan-x5g Před měsícem +13

    Right

  • @ad2858
    @ad2858 Před měsícem +24

    Absolutely right

  • @budhibamannayak6652
    @budhibamannayak6652 Před měsícem +13

    Good comments

  • @user-ss4es5se1n
    @user-ss4es5se1n Před měsícem +17

    Right sir

  • @happysamantaray363
    @happysamantaray363 Před měsícem +49

    Congress jindabad

  • @rameshdumal9386
    @rameshdumal9386 Před měsícem +21

    Right Katha

  • @user-kk9mn4uj1n
    @user-kk9mn4uj1n Před měsícem +35

    ଏକଦମ୍ ଠିକ୍ କଥା କହିଲ

  • @biprasideaexecutionsuccess4795
    @biprasideaexecutionsuccess4795 Před měsícem +25

    ବହୁତ ସତ କଥା କହିଲେ

  • @DhanapatiNayak-gv3xl
    @DhanapatiNayak-gv3xl Před měsícem +9

    Yes sir 100%Right sir

  • @MadhabBhola-oo9ud
    @MadhabBhola-oo9ud Před měsícem +10

    Right khata

  • @CreationOdia1234
    @CreationOdia1234 Před měsícem +10

    100% True

  • @user-uu6fc5kw5r
    @user-uu6fc5kw5r Před měsícem +10

    Apene perfact kahuchantii

  • @sonabhai5113
    @sonabhai5113 Před měsícem +5

    Right 👍 sir

  • @bijayparida8085
    @bijayparida8085 Před měsícem +6

    ଭଲ ହେବ

  • @SanatanchattarChattar
    @SanatanchattarChattar Před měsícem +1

    ଓଃ,,କି ସତ୍ୟ ଠିକ୍ କହିଛନ୍ତି ସାର୍ ଧନ୍ୟବାଦ ।

  • @manishapattanayak2152
    @manishapattanayak2152 Před měsícem +2

    ଖୁବ ସୁନ୍ଦର ଆଉ ପ୍ରକୃତ ସତ୍ୟ କଥା କହିଲେ sir 🙏🏻

  • @NabinSethy
    @NabinSethy Před měsícem +4

    ବିଜେପି, ଦଙ୍ଗାକାରୀ ଦଳ,, ଜୁ୍ମୁଲା

  • @pradeepkumarmohanty8855
    @pradeepkumarmohanty8855 Před měsícem +11

    Right katha 👍👍

  • @bhabagrahisahoo-ji5oh
    @bhabagrahisahoo-ji5oh Před měsícem +19

    ଏ ଚୋର ମାନେ ମହାପ୍ରଭୁ ନ ଥିଲା ବେଳେ ତାଙ୍କ ରତ୍ନ ଭଣ୍ଡାର ଖୋଲିବା କେତେ ଦୂର ଠିକ କୋମେନ୍ଟ କରନ୍ତୁ

  • @ranjansahoo6697
    @ranjansahoo6697 Před měsícem +8

    100% sata Katha kahile

  • @bikramroutaray935
    @bikramroutaray935 Před měsícem +3

    ତୁ ବି କହୁଥିଲୁ ଓଡିଶା ରେ ନବୀନ ର ବିକଳ୍ପ ନାହିଁ... କିନ୍ତୁ ହେଲା କଣ??

  • @DEKU_BAKKA
    @DEKU_BAKKA Před měsícem +4

    Write katha

  • @bikramsahoo2416
    @bikramsahoo2416 Před měsícem +3

    Ut truth person

  • @sangitasahoo5504
    @sangitasahoo5504 Před měsícem +2

    Right 🎉

  • @saratnayak1567
    @saratnayak1567 Před měsícem +2

    Verygood statement. The real character of poltical leaders.

  • @dhaneswarnanda3258
    @dhaneswarnanda3258 Před měsícem +3

    ଏ ସବୁ ଆଲୋଚନା ଆମେ ଜାଣିଛୁ,,,ବାହାର ରାଜ୍ୟ କଥା ଛାଡ଼ି ନିମ୍ନ ବିଷୟ ରେ ଆଲୋଚନା କଲେ ଭଲ ହେବ...
    ଜିଲ୍ଲାପାଳ ଦେଇଥିବା ରତ୍ନ ଭଣ୍ଡାର ଚାବି ରେ ତାଲା ନ ଖୋଲିବାରୁ କଟର ରେ କାଟିବାକୁ ପଡ଼ିଲା...
    ତା ହେଲେ 2018ମସିହା ରେ ଚାବି ମିଳିଥିବା ଗୋଟେ ପ୍ରହସନ ଥିଲା କି?
    ଚାବି ପ୍ରସଙ୍ଗ ରେ ବସିଥିବା କମିଶନ ର ଫାଇଲ କୁ ନବିନ Pattnaik ଚାପି ଦେଲେ କି?
    @*******.......

  • @bidyabhusanmohanty387
    @bidyabhusanmohanty387 Před měsícem +8

    ବହୁତ ଭଲ ହେବ

  • @abhijitsingh5776
    @abhijitsingh5776 Před měsícem +3

    ଏ ଲୋକ ଟି ନିଜକୁ ବହୁତ ବଡ ଜ୍ଞାନୀ ଭାବୁଛି

  • @rakeshkumarmalik3721
    @rakeshkumarmalik3721 Před měsícem

    ଅତି ସୁନ୍ଦର୍ କଥା କହିଲେ ସାର୍ ❤

  • @dilippatra7900
    @dilippatra7900 Před měsícem +2

    ନବୀନ ଦାସ କିଛି ସିଖନ୍ତୁ

  • @PrasanRautray
    @PrasanRautray Před měsícem +3

    Bjp ku hateba nitati darakar

  • @alokmohanty-pk5kj
    @alokmohanty-pk5kj Před měsícem +2

    right 👍

  • @amulyajena6027
    @amulyajena6027 Před měsícem +2

    ଆଗକୁ ଦେଖ କଣ ହବ

  • @felixnayak6317
    @felixnayak6317 Před měsícem +1

    କିନ୍ତୁ ମୋଦି ଟକାଂ ଦେଇ ନେତା କିଣୁଛି

  • @sanjuktamohanty9668
    @sanjuktamohanty9668 Před měsícem +1

    You are right sir 👏 🙏.

  • @rabindrakumarsahoo4920
    @rabindrakumarsahoo4920 Před měsícem +4

    ବିଜେପିର ଅସୁବିଧା ହେଲେ ତମର ଲାଭ କଣ?ତମେ କଣ ବିରୋଧୀ ଦଳର ନେତା? ଯଦି ବିଜେପିର କୋୖଣସି ବିଷୟ ଭଲ ନ ଲାଗୁଛି, ରାଜନୀତି କରୁନା, ତାପରେ ଷଣ୍ଢ _ ଷଣ୍ଢ ବୋହୁଛି। ରାଜନୀତିରେ କିଏ କେତେବେଳେ ଜିତିବ ବା ହାରିବ, ଲୋକମାନେ ସ୍ଥିର କରିବେ। କଂଗ୍ରେସ ଥିଲା,ଓ ଏବେ ଗଲା, ସେହିଭଳି ବିଜେପି ଆସିଲା,ପୁଣି ଯିବ,ତମଦ୍ଵାରା ତ କିଛି ହେବନି ବା ହେଉନି। ବରଂ ଭଲ ହବ ଏ ସାମ୍ବାଦିକତା ଛାଡି ରାଜନୀତି କର।କାରଣ,ତମ ସ୍ବର ଜଣେ ସାମ୍ବାଦିକର ସ୍ଵର ନୁହଁ,ଵିରୋଧୀନେତାର ସ୍ଵର, ତେଣୁ ରାଜନୀତି କରି ଯେତେ ଭଡଭଡ ହେଲେ କେହି କିଛି କହିବେନି।ମନର ଗଲୁ ବି ମରିଯିବ। ଛିଃ। ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିରୁଦ୍ଧରେ ଖବର ପ୍ରସାରଣ କରିବା ତମର ବଦଭ୍ୟାସ।ଧିକ୍।

    • @gopalpalata6366
      @gopalpalata6366 Před měsícem

      @@rabindrakumarsahoo4920 thik kahichhanti ae loka prasant kishor ra guru bhalia katha kahuchhi

    • @satyaban9609
      @satyaban9609 Před měsícem +1

      ଯାହାକହିଲେ ଠିକ କହିଲେ, ଆପଣ ହଜମ କରିନ ପାର କିଛି କଥାନାହିଁ।

    • @manishapattanayak2152
      @manishapattanayak2152 Před měsícem

      ଆଉ ଅର୍ଗୁଡ଼, ବାଇଆ ପଣ୍ଡା ର ଢୋ ଟିଭି,
      News 18 ,News 7, ସୌମ୍ୟ ଦଲାଲ
      ର କନକ ଲତା ଆଉ ଅପେରା ମାଉସୀ ର ବଡ ଅର୍ଧେଦୁ ଚୋର ଜେଲ୍ ଫେରନ୍ତାର ବଡ ଖବର , ଫୋକସ ଏସବୁ ଯେତେବେଳେ
      ବିରୋଧୀ ଦଳ ଭୂମିକା ନେଇଥିଲେ ଆଉ ଏବେ ଶାସକ ଦଳର ମନ୍ତ୍ରୀ ପଦ ଏବେ ପାଇ ଯେଉଁ କୁକୁର ପରି ଭୁକୁଛନ୍ତି ସେ କଥା ଟିକେ କହୁନ ଆଉ ସେଇ ମଦୁଆ ନବୀନ ଦାସ
      ଯେମିତି କୁକୁର ପରି ଭୁକୁଛି ତା ପୁଅ
      ମଦ ପିଇ ନାରୀ ପାଇଁ ପଇସା ଖରଚ କରି
      ମଲା ତଥାପି ତାର ଏବେବି କୁକୁର ପରି
      ବିଜେଡି ପଛରେ କାହିଁକି ପଡିଚି ସେଠି
      ଯାଇ cmnts ରେ କେବେ ପଚାରିଚ ନା
      ଯିଏ ସତ୍ୟ ଉପରେ କହିଲା ତୁମକୁ ବହୁତ୍ ବାଧି ଗଲା ବୋଧେ ଛି ଥୁ😂
      ମଲା

    • @manishapattanayak2152
      @manishapattanayak2152 Před měsícem

      ​@@satyaban9609
      Right Bhai 👍

  • @user-qs8qp5uk4j
    @user-qs8qp5uk4j Před měsícem +1

    Right sar

  • @susantadas2981
    @susantadas2981 Před měsícem

    Pura thik katha kahile sir

  • @narendrapanda5452
    @narendrapanda5452 Před 11 dny

    କେନ୍ଦ୍ର ସରକାର ଭାଙ୍ଗିଲେ ମଧ୍ୟ ମୋଦି ନିଜକୁ ନିଜେ ଭାବୁଛନ୍ତି ଯେ ଓଡ଼ିଶା ଟା ମୋ ହାତରେ ଅଛି,କାରଣ ଓଡ଼ିଶା ରେ ତାଙ୍କର ଦଲାଲ ବେପାରି ମାନଙ୍କ ସଂଖ୍ୟା ବଢୁଛି ବୋଲି ଅଙ୍କ କଷାରେ ଲାଗିଛନ୍ତି, କିନ୍ତୁ ଫଳ ଓଲଟା ହେବ, ଏବେ ଓଡ଼ିଶା ବାସୀ ଜାଗ୍ରତ ଅଛନ୍ତି ଶୋଇ ନାହାଁନ୍ତି

  • @dharmeshkumar7228
    @dharmeshkumar7228 Před měsícem

    Right katha sir 👍

  • @prasantakumarbhuyan4058
    @prasantakumarbhuyan4058 Před měsícem

    Right analysis

  • @prahaladojha5628
    @prahaladojha5628 Před měsícem +2

    ତୁମ ଭଳି କଂଗ୍ରେସ ନେତାଙ୍କ ପଠାଣ ହେଲେ କୋଠ ପୁଅ କଂଗ୍ରେସ ପାଇଁ ଆଜି ଭାରତ ଅବସ୍ଥା ଶୋଚନୀୟ ତମେ ହେଲା ରାଜନୀତିର ଚାଣକ୍ୟ

    • @tribenipatra3213
      @tribenipatra3213 Před měsícem +1

      Pathana Mane kn tamo maa bhouninku nouchhanti .sabubele hindu muslim Kain houchha .tamo manankara Mane rahiba darkar India gate dharma nirapekhya rastra.

  • @bapikumar4920
    @bapikumar4920 Před měsícem

    100% correct katha 👍

  • @rrrsproduction4809
    @rrrsproduction4809 Před měsícem +1

    Thika katha kahile bhai

  • @user-xh8lw5th4h
    @user-xh8lw5th4h Před měsícem +2

    Corect 👌

  • @user-ki1zg6pz6x
    @user-ki1zg6pz6x Před měsícem

    Right 👌👌👌

  • @thomaskor4406
    @thomaskor4406 Před měsícem +1

    ଆଜ୍ଞା, ଆପଣଙ୍କ କଥା ଏକଦମ୍ ଠିକ୍

  • @jayantajena7876
    @jayantajena7876 Před měsícem +1

    Sahi baat kaha hi

  • @Deepknowledge777
    @Deepknowledge777 Před měsícem

    Knowledgeable man ! 😎

  • @GaneshPujari-q1s
    @GaneshPujari-q1s Před měsícem

    Right talk

  • @laal-lx7sm
    @laal-lx7sm Před měsícem

    ଆପଣଙ୍କର ସବୁବେଳର ରାଜନୀତି ହେଉଛି ଏନଡିଏ ବିରୁଦ୍ଧରେ ମତ ଦେବା । କିଏ କେବେ କୌଣସି ଗୋଟେ କାରଣରୁ ଦଳ ବଦଳାଇଲେ ବୋଲି ସବୁବେଳେ ସେହି କାମ କରିବେ ବୋଲି ସେମିତି କିଛି କହିହେବନି । ଟିକେ ଭାବନ୍ତୁ, ସେ କାହିଁକି ସେତେବେଳେ ବଦଳାଇଥିବେ । ସେତେବେଳେ ଏନଡିଏକୁ ତାଙ୍କର ଏତେଟା ଆବଶ୍ୟକତା ନଥିବାରୁ ସେ ଅନ୍ୟ କୌଣସି ଜାତିକୁ ବା ଗୋଷ୍ଠୀକୁ ସଂତୋଷ କରିବା ଉଦ୍ଦେଶ୍ୟରେ ଦଳ ବଦଳାଇ ଥିବେ । ବିହାରରେ ଆମ ଓଡିଶା ପରି ନୁହେଁ ।

  • @AshiqboyBarisha
    @AshiqboyBarisha Před měsícem

    Pura thik

  • @girijabhusanmohapatra9016
    @girijabhusanmohapatra9016 Před měsícem

    Perfect

  • @user-xh8lw5th4h
    @user-xh8lw5th4h Před měsícem +2

    Super thank u

  • @bishnucharansukla9000
    @bishnucharansukla9000 Před měsícem +1

    ପୁରୁଣା ରେକଡ୍ ଆପଣଙ୍କର ପ୍ରାୟ ନଥିବ।

  • @prafullakumarsahoo1917
    @prafullakumarsahoo1917 Před měsícem +3

    ଏ ସାମ୍ବାଦିକ ଜଣକ ଗେଣ୍ଡା ଦଳରୁ ଗୋଟେ ବଡ gift ପାଇଛି ବୋଧେ କାହିଁକିନା ନିର୍ବାଚନ ପୂର୍ଵ ରୁ ଏ ବାବୁ କହୁଥିଲା ଆମ ଗେଣ୍ଡା ଦଳ ଜିତିବା ନିଶ୍ଚିତ

  • @SureshKumar-wy2ol
    @SureshKumar-wy2ol Před měsícem

    Only Congress

  • @nirakarsahoo7004
    @nirakarsahoo7004 Před měsícem +7

    ଏ ଲୋକଟି ଗୋଟିଏ ପରମ ବେହିଆ, ନିଜକୁ ସବୁବେଳେ ଗୋଟିଏ ବଡ଼ ସାମ୍ବାଦିକ ବୋଲି ଭାବେ !!! ଏ ଲୋକ ର ବାଇଟ୍ ନିର୍ବାଚନ ପୂର୍ବରୁ କ'ଣ ଥିଲା ମନେ ପକାନ୍ତୁ , ଏବେ ବେହିଆ ଭଳି ବକ ବକ ହେଉଛି ।

    • @sandeepdehury1236
      @sandeepdehury1236 Před měsícem

      han..eya ra gandi fati jaichi odisha re bjd hari jiba pare.muhan luchaiba pain eye jaga khojuthila.au bahut bezzit haichi exit poll pare pare.ete bezzit hela je youtube nija channel re comment off kari dela au X ACCOUNT RE JIYE TAKU COUNTER KARE TAKU block kari diye.pura double paltu ram au coward loko eye.bahut khusi lagila yara election resullt pare yara darua nature dekhiki

    • @Binodkumar-ht6pb
      @Binodkumar-ht6pb Před měsícem

      Jali na 😊😊😊

    • @starindiadigitalcreation8644
      @starindiadigitalcreation8644 Před měsícem

      Tu BJP andha bhakata
      Eye niropekhya sambadik

    • @DM-vs4ye
      @DM-vs4ye Před měsícem

      Aeta maghia ta bjd chamcha

    • @ajitpanda6238
      @ajitpanda6238 Před měsícem

      Ae sala ta full bamapanthi mu aaku bhala se janichi

  • @gourangamohanty4486
    @gourangamohanty4486 Před měsícem +1

    Bjpjindabad

  • @rajatkumarbehera3973
    @rajatkumarbehera3973 Před měsícem +2

    ଅଙ୍ଗୁର ଖାଇବା ପାଇଁ ଚଷମା ପିନ୍ଧିକି ବସିଥାଅ..... କାଳେ ପଡ଼ିଯିବ କି ଆଉ........ ଅଙ୍ଗୁର ପଡୁକି ନ ପଡ଼ୁ..... ଆଉ......

    • @tribenipatra3213
      @tribenipatra3213 Před měsícem

      Angura ra pachigole nischita rupe padibo aita tar dharma sabudino ta gachhare jhuliki rahipariboni ongura .tenu aneiba darkar nai angura padibo hin padibo

  • @jitendradash5617
    @jitendradash5617 Před měsícem

    ସାର୍ bjp କୁ କୁହନ୍ତୁ ମିଛ କୁହନ୍ତୁ ନାହିଁ ଖାଲି ମିଛ କହୁଛନ୍ତି ,ରାଜ୍ୟପାଳ ଇସ୍ତପା ଦିଅନ୍ତୁ ,ତାଙ୍କ ପୁଅକୁ ଏରେଷ୍ଟ କରନ୍ତୁ ଏହି ମେସେଜ୍ ଲୁକଙ୍କୁ କୁହନ୍ତୁ

  • @hemantamohanty4171
    @hemantamohanty4171 Před měsícem +1

    Babu ତମେ କଣ ଯାହା କହିବ ସେହିୟା

  • @shaikhsaleem2167
    @shaikhsaleem2167 Před měsícem

  • @satyamsibammohanty1255
    @satyamsibammohanty1255 Před měsícem

    ୮ ମାସ ପରେ ରାଉଲ ଗାନ୍ଧୀ ହେବ ପ୍ରାଇମ ମିନିଷ୍ଟର , ତୁ ନାତିବୁ ଥେଇ ଥେଇ ଥେଇ ...... ପଲଟୁରାମ୍ ପୂରା ୫ ବର୍ଷ ରାହୁଲ ଗାନ୍ଧୀ କୁ ଟେକି ଧରିବ !!!!!

  • @bikramroutaray935
    @bikramroutaray935 Před měsícem +1

    ଇଏ ଗୋଟେ ଟାଉଟର.. ପଣ୍ଡିଆନ ଭକ୍ତ... ଇଏ କଣ କହିବ.

  • @user-wh4kq1qk8o
    @user-wh4kq1qk8o Před měsícem

    କେଦାର ମିଶ୍ର, ତା ବୋଉ ପେଟ ରେ ୮ମାସରେ ସମ୍ବାଦ ପରିବେଷଣ କରୁଥିଲା, ଏ ବାଣ୍ଡ୍ ମୁଣ୍ଡି ଭବିଷ୍ୟ ବକ୍ତା, ଏ ସାରଥୀ ଶିଷ୍ୟ, ରଙ୍ଗିଲା ବାବା ଙ୍କ ଗୁରୁ।

  • @gopalbabuproduction7582
    @gopalbabuproduction7582 Před měsícem +3

    କିଛି କହିଲେ ବିବାଦ ହେଇଯିବ, Amit saha କୁ ଏ ଭଦ୍ର ଲୋକ ଜଣଙ୍କ ଚିହ୍ନି ନାହାନ୍ତି ବୋଧେ

    • @sridharsingh690
      @sridharsingh690 Před měsícem +1

      Amit saha kia😍😍😍

    • @manishapattanayak2152
      @manishapattanayak2152 Před měsícem

      ଅମିତ ଶାହା ଜଣେ ପଳାତକ ଆଉ କିଏ😂
      ଦଙ୍ଗାକାର ମୂର୍ଖ ଗୁଣ୍ଡା ତା ପୁଅ ମୂର୍ଖ ଦିନେ କ୍ରିକେଟ୍ ବ୍ୟାଟ ଧରିନି ହେଲେ ସେ ଏବେ
      Cricket ର ସବୁଠୁ ବଡ ପୋଷ୍ଟ ରେ 😂
      ଆଉ ଅମିତ ଶାହ ଜଣେ ବାପ ଯିଏ ପୁଅର
      ବେପାର ରେ ବର୍ଷକୁ ହଜାର 2 ଟଙ୍କା କ୍ଷତି
      କରୁଥିଲା କିଛି ତାଙ୍କର ବେପାର ରେ ହେଲେ ସେ ହଟାତ ହଜାର ହଜାର କୋଟି ଟଙ୍କାର
      ବେପାର କଲା ପଇସା ଆସିଲା କେଉଁଠୁ 😂
      ଆଉ ସେଇ ଅମିତ ଶାହା ବିରାଡ଼ି ବୈଷ୍ଣବ ସହିତ ମିଶି ତା ଉଆ କୁ ଓଡ଼ିଶାରେ mines ରେ ମିଳିତ ମାଲିକ ଆଉ କମ୍ପାନୀ ମାଲିକ
      ହେଇଥିବା ଡକାୟତ ଆଉ ତାମିଲ ସହିତ
      ମିଶି ବିରାଡ଼ି ବୈଷ୍ଣବ ଆଉ ଅମିତ ଶାହା ପୁଅ
      ଓଡ଼ିଶାକୁ ଖଣି କୁ ଖାଇ ଯିବେ ଏଥିରେ ସେମାନଙ୍କୁ ପ୍ରଥମେ ପାଣ୍ଡିଆ ସାହାଯ୍ୟ କରିଥିଲା ବୁଝିଲୁ ଦେଶର ଡକାୟତ ଖଣ୍ଟ
      ହେଉଚି ଶାହା କିଏ ନା ଜାଣିଚି😂

    • @gopalbabuproduction7582
      @gopalbabuproduction7582 Před měsícem

      @@manishapattanayak2152 ପ୍ରଥମେ ନିଜେ ବ୍ୟବହାର ଶିଖ ଅନ୍ୟକୁ କେମିତି behave କରାଯାଏ,ତୁ ତା ବ୍ୟବହାର ର ମାନେ କଣ ଏତେ ବଡ ବଡ ଭାଷଣ ମାରୁଛ ଅନ୍ୟକୁ କେମିତି respect ଦିଆ ଯାଏ ଘରେ ବୋଧେ ଶିଖେଇ ନାହାନ୍ତି

  • @palprabashpal1384
    @palprabashpal1384 Před měsícem +2

    Jay Congress

  • @karmakhetra
    @karmakhetra Před měsícem +2

    Ratna bhandar, rathayatra pare kholajiba e katha, kain BJD ta election samay re kahu nathila. Congress karnataka re only hindu temple upare tax lageiba aau obc 27% kota ru 4% muslim nku deba bodhe apana jani nahanti.

  • @user-ye3gw5oq3q
    @user-ye3gw5oq3q Před měsícem

    India jitega ❤❤🙏

  • @Harekrishna....947
    @Harekrishna....947 Před měsícem +2

    jagannath Haribole BJP

  • @surendranathtudu7657
    @surendranathtudu7657 Před měsícem

    Extremely right !

  • @tribenipatra3213
    @tribenipatra3213 Před měsícem

    Thik katha bhai

  • @user-ft7ct7fu8d
    @user-ft7ct7fu8d Před měsícem +3

    Rith sar

  • @srisaidesignvastu9209
    @srisaidesignvastu9209 Před měsícem

    ଆଉ ସେ ଯୁଗ। ନାହିଁ

  • @ambrishkumarbanchhor2200
    @ambrishkumarbanchhor2200 Před měsícem +6

    BJD harila pare..... Bahut dukhi 😂😂

  • @sewanayak945
    @sewanayak945 Před měsícem +2

    ବାଳ ନା 😜

  • @dillipkumarmallick6269
    @dillipkumarmallick6269 Před měsícem

    ଇଣ୍ଡିଆ ମେଣ୍ଟ ରୁ ଆସି ବି ଜେ ପି ରେ ଯୋଗ ଦେବ ମିଛୁଆ ମିଶ୍ର କଥା ଆଈ ମା, କାହାଣୀ

  • @manasranjanmohanty3270
    @manasranjanmohanty3270 Před měsícem

    ପୁରା ଠେକ

  • @mantupanda1770
    @mantupanda1770 Před měsícem

    Congress supporters.

  • @kubercharanparida283
    @kubercharanparida283 Před měsícem

    At anytime nitish and naudi must be withdrawn,modi sarakar will be not completed 5 years.

  • @raghunarhkarjee947
    @raghunarhkarjee947 Před měsícem +1

    ଯାହା ହେଲେ ବି ତ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି !ରାହୁଲ ଗାନ୍ଧୀ ତାଙ୍କ ଜୀବନ ରେ କେବେବି ପ୍ରଧାନମନ୍ତ୍ରୀ ହୋଇ ନାହାନ୍ତି କି ଆଗକୁ ବି ହୋଇ ପାରିବେ ନାହିଁ !

  • @dusasansahoo4308
    @dusasansahoo4308 Před měsícem

    10 months load cannot be borne by Nitish kumar

  • @prasantapattanaik862
    @prasantapattanaik862 Před měsícem

    Thik heba.

  • @AshiqboyBarisha
    @AshiqboyBarisha Před měsícem

    Rahul Gandhi jindabad

  • @BibunaBibhuti
    @BibunaBibhuti Před měsícem

    Joy congress next pm

  • @ManashranjanSabani
    @ManashranjanSabani Před měsícem

    Considers himself a great journalist

  • @sourvejoshishorts1448
    @sourvejoshishorts1448 Před měsícem

    👍🏻

  • @ambarishswain3233
    @ambarishswain3233 Před měsícem

    Mananku bujhei rakha ,

  • @ASHESAMAHAKUD
    @ASHESAMAHAKUD Před měsícem +1

    Ea modi birodhi

  • @kshirodmoharana2702
    @kshirodmoharana2702 Před měsícem +2

    Tamaku v predict kariba sahaj nuhe. Tume b kahuthila BJD kabe hariba ni. Kn kale a loka ra news mo u tube re aasibani kehi suggest karibe ki

  • @benjaminmandal7231
    @benjaminmandal7231 Před měsícem

    He good man

  • @user-ey7ry4hd6j
    @user-ey7ry4hd6j Před měsícem

    Para bharasa kariba sahaja nuhen.

  • @dutikrishnabehera3809
    @dutikrishnabehera3809 Před měsícem

    Yanku kuhajaye a jane prakruta bada jyotiskar.Bharatara President heba katha.

  • @nigamroutray7306
    @nigamroutray7306 Před měsícem

    He is right. Bjp only party doing politics with religion.