Higher Voter Turnout, Is This A Wave For Change? | Nirbhay Gumara Katha

Sdílet
Vložit
  • čas přidán 13. 05. 2024
  • Higher Voter Turnout, Is This A Wave For Change? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 650

  • @susantasahoo9544
    @susantasahoo9544 Před 27 dny +186

    ପ୍ରଭୁ ଜଗନ୍ନାଥ କରନ୍ତୁ ଏ ନବୀନ ସରକାର ସ ମୂଳେ ନିଶ୍ଚିହ୍ନ ହୋଇଯାଉ ।

    • @prasanprusty7160
      @prasanprusty7160 Před 26 dny +7

      Absolutely 👍

    • @user-se2qk5zr8e
      @user-se2qk5zr8e Před 26 dny

      88😊⁸y😊88😊⁸u😅⁸😊😊😅😊😊⁸u7⁸😊u8😊⁸⁸😊⁸😊ùy😅⁸😊⁸u😅

    • @TECHNOTALK-IND
      @TECHNOTALK-IND Před 23 dny +1

      Haan bhai sata hau prabhu🙏🙏

    • @sudamnaik983
      @sudamnaik983 Před 20 dny

      Jai bjp sarkar odisha final 👑👑👑👑👑👑👑

    • @sudamnaik983
      @sudamnaik983 Před 20 dny

      25 yr Bahut kasta laguch bjd sarkar

  • @srinibashpradhan372
    @srinibashpradhan372 Před 27 dny +123

    ଯେମିତି ହେଲେ ବି ଓଡିଶା ରେ ବିଜେପି ସରକାର ଗଢ଼ିବ ଜୁନୁ 5ରେ ବିଜେଡି ଦିଫାଳ ହେଇଯିବ

    • @santoshpradhan4520
      @santoshpradhan4520 Před 26 dny +6

      ପ୍ରାୟତଃ ଶାସକ ଦଳର ନେତମାନେ ଭୈରବ ବାବୁଙ୍କୁ ପସନ୍ଦ କରୁ ନାହାନ୍ତି କାରଣ ସେ କୌଣସି ବରିଷ୍ଠ ନେତା ଙ୍କୁ ମଧ୍ୟ CM ପାଖକୁ ଛାଡନ୍ତି ନାହିଁ ଯଦି ଛାଡନ୍ତି ତାହେଲେ ବହୁ ଅନୁରୋଧ କଲା ପରେ ,ସେହି ନେତା ମାନେ ଚାହୁଁ ନାହାନ୍ତି ଯେ ଭୈରବ ବାବୁ ଙ୍କ ପାଖରେ ଆମକୁ ଗୋଲାମୀ ହେବାକୁ ଅଛି ତେଣୁ ବହୁ ନେତା BJP ର କିଛି ଇଙ୍ଗିତ ପାଇଲେ ନିଶ୍ଚିତ ଭାବରେ ଭୈରବ ଙ୍କୁ ଶକ୍ତ ଜବାବ ଦେଇ ପାରନ୍ତି ।

  • @jyotirmayjena1869
    @jyotirmayjena1869 Před 27 dny +53

    ବିଜେପି ସରକାର ମାଡିଆସୁଛି । ସାବଧାନ ପାଣ୍ଡିଆନ୍ । ରାଜନୀତି ଛାଡ କିମ୍ବା ତାମିଲନାଡୁ ଚାଲିଯାଅ ।

    • @narayanjena1768
      @narayanjena1768 Před 23 dny +1

      The odia peoples in Tamilnadu now in dangerous position due to BJP issue

  • @K.K.Raj123
    @K.K.Raj123 Před 27 dny +188

    ଏଥର ପରିବର୍ତ୍ତନ ନିଶ୍ଚିତ ହେବ, BJP ସରକାର ନିଶ୍ଚୟ ହେବ

    • @kakun63
      @kakun63 Před 26 dny

      Bhai loka mane bjd ku hi debe sapna dekhani hn centre re bjp ei thara 12 +nei jiba

    • @Odishatoka_07
      @Odishatoka_07 Před 26 dny

      Tanka besi bantuchanti bjd wala besi durniti bhai​@@kakun63

    • @Odishatoka_07
      @Odishatoka_07 Před 26 dny +4

      ​@@kakun63bjd Ra gundaraj chaliba Nahi atra paribartana chaduchanti.

    • @kakun63
      @kakun63 Před 26 dny +2

      @@Odishatoka_07 bhai jadi bjd bhala vote dia nahala change kra kintu gote katha cm naveen nhi pandian rahiba. Odia re kana odia nahanti jo bahara tu anibki cm darkar. Pm desha ra cm state ra hia katha

    • @TECHNOTALK-IND
      @TECHNOTALK-IND Před 23 dny

      Ame odia para rajya re kama kariparinu au 🙏🙏🙏🙏 please apana mane ei gov ku hatei dekhantu development hauchi ki nahi . Naita ara thara ku puni bjd ku vote deba au. Atleast gote thata alga gov ku deiki dekha re odisha basi

  • @chakradharmishra5274
    @chakradharmishra5274 Před 27 dny +116

    ଆମ ମୁଖିଆଙ୍କ ଇଛା କୋଟିଆ ଯାଉ କିନ୍ତୁ ପାଣ୍ଡୁ ଥାଉ l

  • @priyabratadalai18
    @priyabratadalai18 Před 27 dny +146

    ମାନିନିଅ ଗୁଜୁରାଟ ୧ ନୁମ୍ବର ହେଇନି , ଯୋଉଠି ମୋଦି ଜି ୧୨ ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ
    କିନ୍ତୁ ୨୪ ବର୍ଷ ଓଡିଶା ରେ ଶାସନ କଲା ପରେ ହିଞ୍ଜିଳି ରୁ ୨୪ ବର୍ଷ ବିଧାୟକ ପରେ ହିଞ୍ଜିଳି ରୁ ଦାଦନ ଖଟିବାକୁ ଲୋକେ ଗୁଜୁରାଟ କାହିଁକି ଯାଉଛନ୍ତି ଟିକେ ବୁଝେଇଦିଅନ୍ତୁ ??

    • @RajaBabu-kp3nd
      @RajaBabu-kp3nd Před 27 dny +3

      Congress ku vote dio bhai

    • @user-ce7pi7lc7d
      @user-ce7pi7lc7d Před 27 dny +7

      Kotia bjp

    • @omsahoo4370
      @omsahoo4370 Před 27 dny +3

      ​@@RajaBabu-kp3ndcaste politics kari, mo bapa ra 50% property donate kari baku

    • @cleardirect6673
      @cleardirect6673 Před 27 dny +2

      ଇଣ୍ଡଷ୍ଟ୍ରି କରିବା ଏତେ ସହଜ ନୁହେଁ କଳିଙ୍ଗନର କଥା ମନେ ପକାନ୍ତୁ। ଲୋକ ମାନେ ହିଁ ମୁଖ୍ୟ ବାଧକ। ନବୀନ ସମୟ ରେ ଭୁବନେଶ୍ୱର ରେ ଅନେକ IT କମ୍ପାନୀ ହୋଇଛି। କିନ୍ତୁ ଆମ ଲୋକ ମାନେ କେବଳ ଦିନମଜୁରିଆ ପାଇଁ ଫିଟ୍। ତାପରେ ବଡ ସହର କୁ ଖାଲି ଓଡ଼ିଶା ନୁହେଁ ସବୁ ରାଜ୍ୟ ରୁ ଯାଉଛନ୍ତି

    • @Sambalpur955
      @Sambalpur955 Před 27 dny +3

      ​@@RajaBabu-kp3ndକଂଗ୍ରେସ କଣ ସରକାର କରି ପାରିବ??? ଭୋଟ ବର୍ବାଦ ହେବ

  • @SudhansuSwain-cm4gi
    @SudhansuSwain-cm4gi Před 27 dny +36

    ବିଜେପି ସପକ୍ଷ ରେ ସମସ୍ତେ ଜନମତ ସୃଷ୍ଟି କର,, ଆଉ ଜୁନ 4ରେ ବାଜା ବଜେଇ ବିଜେଡି କୁ ବିଦା କର

  • @Sanjay18_
    @Sanjay18_ Před 27 dny +110

    Vote for BJP..
    Only BJP....

  • @chhayakanta7328
    @chhayakanta7328 Před 27 dny +64

    ଏଥର ନିଶ୍ଚିତ ପରିବର୍ତ୍ତନ

  • @netajidash9367
    @netajidash9367 Před 27 dny +100

    କୋଟିଆ ଯାଉ। ଗୋଟେ ମୁଣ୍ଡବିନ୍ଧା ଯିବ। ଏହା ଆମ ବିଜୁ ଜନତା ଦଳର ମାନସିକତା। ମୁଖିଆ ତ ସେଇ ମାନସିକତାର।

  • @dr.purnendutripathy5263
    @dr.purnendutripathy5263 Před 27 dny +50

    ସ୍ପଷ୍ଟ ସଙ୍କେତ ଯେ ଲୋକେ ବୀତସୃହ ହେଇ ଗଲେଣି ନବୀନ ବାବୁ ପଙ୍ଗୁ ଶାସନ ପ୍ରତି।

  • @PRADEEPKUMAR-hc9zz
    @PRADEEPKUMAR-hc9zz Před 27 dny +30

    ଓଡ଼ିଆ ଲୋକ ବୁଝି ସାରିଲେଣି,, ବିଳମ୍ବ ହେଉ ପଛେ କିନ୍ତୁ ଏଥର BJP ଉପରେ ଲୋକ ଭରସା କଲେଣି,,,ଏତେ ଦୀର୍ଘ ୨୪ ବର୍ଷର ଶାସନ ପରେବି ଆମର ଦୁଃଖ କହିଲେ ନସରେ

  • @user-od2fs9gq4v
    @user-od2fs9gq4v Před 27 dny +44

    ଜୟ ଜଗନ୍ନାଥ ଜୟ ପଞ୍ଚସଖା

    • @bijaykhuntia868
      @bijaykhuntia868 Před 26 dny +1

      Pandian,Vineel Krishna,Prbhakan,Mati Vathanan, Balkrishnan all tamilians,(5) rule Odisha.

  • @mituprdhan2020
    @mituprdhan2020 Před 27 dny +26

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻

  • @PurnachandraBehera-if5tu
    @PurnachandraBehera-if5tu Před 27 dny +11

    କୋଟିଆ କାହିଁକି ଆମକୁ ସୁବିଧା ଥିଲେ ମୁଁ ବି ନବୀନ ବାବୁ ଙ୍କ ବିଶ୍ଵ ସ୍ତରୀୟ ରାଜ୍ୟରେ ରହିବାକୁ ଚାହୁନି। ଜୟ ଶ୍ରୀ ରାମ।

  • @nrusinghsahoo414
    @nrusinghsahoo414 Před 27 dny +14

    ଓଡ଼ିଶାର ଲୋକମାନେ କେତେ ଦରିଦ୍ର ଏବଂ ଅଶିକ୍ଷିତ ଯେ ସେମାନେ ନିଜର ଭୋଟ ବିକ୍ରି କରିଥାନ୍ତି ।

    • @ajitray1958
      @ajitray1958 Před 26 dny +1

      500 tonkare bikri karanti ayeta sataa.

  • @manasmohapatra7874
    @manasmohapatra7874 Před 27 dny +14

    ଓଡ଼ିଶା ରେ ପରିବର୍ତ୍ତନ ହେବ

  • @binayakumarsethi6114
    @binayakumarsethi6114 Před 27 dny +14

    ଜୟ ଜଗନ୍ନାଥ, ସମସ୍ତଙ୍କୁ ଅନୁରୋଧ ସମସ୍ତେ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟ ଦିଅନ୍ତୁ ।

  • @amalendudash6252
    @amalendudash6252 Před 27 dny +40

    କୌଣସି କାରଣ ବଶତଃ ବିଜେଡି ଯଦି ସଂଖ୍ୟା ଗରିଷ୍ଟତା ଆଣେ ତା ମଧ୍ୟରୁ ଚାଳିଶି ବିଧାୟକ ତାଙ୍କ ପାଖରେ ନ ଥିବେ l ଦିଲ୍ଲୀ ରେ ହୋଟେଲ ରେ ଥିବେ l ଆସନ୍ତା ଦଶ ତାରିଖ ରେ ବିଜେପି କୁ ସମର୍ଥନ କରି ଦିଲ୍ଲୀପ ରାୟ ଙ୍କୁ ମୁଖ୍ୟମନ୍ତ୍ରୀ ପଦ ରେ ବସାଇବେ l ସେଥିପାଇଁ ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି l

    • @kalandicharanbehera6721
      @kalandicharanbehera6721 Před 27 dny +4

      😂😂😂😂😂😂😂
      ଏକ ଦାମ ଠିକ୍ ଭାଇ

    • @Sumankumar-kc5cm
      @Sumankumar-kc5cm Před 27 dny

      Day dreams😴💭😴💭

    • @Vinood900
      @Vinood900 Před 27 dny +5

      ଏଥର ଯେମିତି ବି ହେଉ, ଚଉକି ଛଡେଇ ନେବୁ

    • @kalandicharanbehera6721
      @kalandicharanbehera6721 Před 27 dny +5

      BJP ର ବେଶି ନେହେଁ 45 ରୁ 50 ଟା ଦରକାର
      ବିଭୀଷଣ ବହୁତ ଅଛନ୍ତି BJD ରେ
      😂😂😂😂😂😂😂😂😂😂😂
      Ok
      ଦେଖିବ BJP ସରକାର ଗଠନ କରୁଛନ୍

    • @chandrakantasahoo8914
      @chandrakantasahoo8914 Před 26 dny

      ​@@kalandicharanbehera6721Sata Katha bhai Tama ade kn chalichi election Hawa

  • @unconsciouslove8423surjya
    @unconsciouslove8423surjya Před 27 dny +31

    Vote ଦେଇକି ବହୁତ ଖୁସି ଲାଗୁଚି

    • @Sanjay18_
      @Sanjay18_ Před 27 dny

      Vote kaha ku dele ....bhai

    • @hariharabehera6644
      @hariharabehera6644 Před 27 dny +9

      Bhai nirbhaya je dekhe se bjp ku vote hi deba 😁ete jinisa janila pare au kn e qus pachare jae😀

    • @vandemataram7510
      @vandemataram7510 Před 27 dny

      👌👍​@@hariharabehera6644

    • @DivineSakha_official.
      @DivineSakha_official. Před 27 dny +13

      ମୁଁ ଡବଲ ପଦ୍ମ କୁ ଦେଲି...ବ୍ରହ୍ମପୁର MP aau ଗୋପାଳପୁର MLA .

    • @Vinood900
      @Vinood900 Před 27 dny +1

      ଦାନ୍ୟବାଦ

  • @sunakarsamantaray9737
    @sunakarsamantaray9737 Před 27 dny +78

    କୋଟିଆ କୁ ଓଡ଼ିଶାରେ ରଖିବାକୁ ନବୀନ ସରକାର ଚାହାନ୍ତି ନାହିଁ ।

    • @prasantakumarswain3419
      @prasantakumarswain3419 Před 27 dny +1

      ନବୀନ ପଟ୍ଟନାୟକ ଚାହିଁ ନାହାନ୍ତି କୋଟିଆ କୁ ଓଡ଼ିଶାରେ ରଖିବା ପାଇଁ ।

    • @prasantakumarswain3419
      @prasantakumarswain3419 Před 27 dny +2

      ଆଇନ୍ ତା ବାଟରେ ଯାଉଛି, ଯାଉ ଯାଉ କୁଆଡେ଼ ଯାଉଛି !
      ମହାରାଷ୍ଟ୍ର ର ସଞ୍ଜୟ ଭଳିଆ ସସ୍ମିତ ପାତ୍ର ଓଡ଼ିଶା ର ବିଜେଡ଼ି ଦଳକୁ ନେଇ ବୁଡିବ ।

  • @kishorkumarswain9358
    @kishorkumarswain9358 Před 27 dny +8

    ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ବିଜେପି 🚩🚩🚩🚩🚩🙏🏻🙏🏻🙏🏻🙏🏻🙏🏻

  • @priyabratadalai18
    @priyabratadalai18 Před 27 dny +20

    ସବୁ ତା କେନ୍ଦ୍ର ଦାୟୀ ଆଉ ତମେ ୨୫ ବର୍ଷ ଶାସନ ପରେ ଓଡ଼ିଆ ଭାଷା ଓ ଅସ୍ମିତା କଥା ଏବେ ମନେପଡ଼ିଲା !! ଆପଣ ଙ୍କୁ ଓଡ଼ିଆ ଲୋକ ୨୫ ବର୍ଷ ଶାସନ ରେ ବସାଇଲେ କିନ୍ତୁ ଆପଣ କଣ କଲେ, ଜଣେ ତାମିଲ ଗୁମାସ୍ତା ଙ୍କୁ ଆଣି ଶାସନ ରେ ବସେଇଦେଲେ !! ଆପଣ ଙ୍କୁ କଁ କେହି ଓଡ଼ିଆ ଲୋକ ଦେଖା ଗଲେଣି ୨୫ ବର୍ଷ ଶାସନ ପରେ???

  • @subodhakumardash6750
    @subodhakumardash6750 Před 27 dny +9

    ସୁନ୍ଦର ବିଶ୍ଲେଷଣ କରିଛନ୍ତି ।।
    ସମ୍ବଲପୁରିରେ ଗୋଟିଏ ଢଗ ଅଛି- ଯତ୍ ପଢା,ତତ୍ ବେଡା

  • @saheblenka2788
    @saheblenka2788 Před 27 dny +14

    ଜୟ ଶ୍ରୀ ଜଗନ୍ନାଥ 🙏 ଜୟ ପରିବର୍ତ୍ତନ

  • @dkp5743
    @dkp5743 Před 27 dny +13

    Thanks you Nirbhay for such awareness and society building effort.

  • @dolagobindasahoo9267
    @dolagobindasahoo9267 Před 27 dny +25

    କୋଟିଆ ବାସୀ ଦୁଇଟି ରାଜ୍ୟରେ ଭୋଟ ଦେଲେ ।ଏହା କେମିତି ସମ୍ଭବ ।ଗୋଟିଏ ଲୋକର ଦୁଇଟି ଜାଗାର ଭୋଟର ତାଲିକାରେ ନାମ ରହିଲା କେମିତି ?ଏଥିପାଇଁ କାହାକୁ ଦୋଷ ଦିଆଯିବ ? ଏହାକୁ ନିର୍ବାଚନ କମିଶନଙ୍କ ବିଫଳତା ବୋଲି ଧରା ଯିବ ନାହିଁକି ?

    • @chandipadapanda4707
      @chandipadapanda4707 Před 26 dny +1

      ନିର୍ବାଚନ କମିସନର ତଥା ରାଜ୍ଯର ମୁଖ୍ଯ ନିର୍ବାଚନ ଅଧିକାରୀ ଏହାର ପ୍ରତିକାର କରିବା ଦରକାର।

    • @binodinipradhan8026
      @binodinipradhan8026 Před 26 dny +1

      Anek lokankara dui jagare voter nama achhi karana adhar join karinahanti

  • @laxmidharapanda6086
    @laxmidharapanda6086 Před 27 dny +11

    ଦୁଇ ପ୍ରିଯାଇଣ୍ଡିଙ୍ଗ ଅଫିସର ଦଣ୍ଡିତହେବା ସ୍ୱାଗତଯୋଗ୍ୟ ପଦକ୍ଷେପ ! କିନ୍ତୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବାବୁଙ୍କୁ ECI ଗିରଫ ନିର୍ଦ୍ଧେଶଦେଇ ଦଣ୍ଡିତ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ସାବ୍ୟସ୍ତହେବ ! ସେ ବିଜେଡିର ରାକ୍ଷକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି !

  • @swarajkumarbej3768
    @swarajkumarbej3768 Před 27 dny +74

    ଘରବୁଡି ପାଣି ଆଣ୍ଠୁଏ ହେଲେ, କଣା ଲୋକ କହେ,ମେଘ ଦୁଲୁକୁଛି। ତେଣୁ ଓଡ଼ିଶା ଚୁଲିକି ଯାଉ ପଛେ ନବୀନ ବାବୁ ଆମର ଷଷ୍ଠ ଥର ମୂଖ୍ଯମନ୍ତ୍ରୀ ହୁଅନ୍ତୁ।

    • @santoshkumarsahoo8671
      @santoshkumarsahoo8671 Před 27 dny +16

      ଆମ ରାଜ୍ୟରେ ଶିକ୍ଷିତ ମୂର୍ଖଙ୍କ ସଂଖ୍ୟା ଅଧିକ ସେଥିପାଇଁ ଆମ ରାଜ୍ୟ ରସାତଳଗାମୀ 😢

    • @AkashNayak-dv4yx
      @AkashNayak-dv4yx Před 27 dny +7

      Jay BJP ❤️👍✅

    • @nilamanidakua6124
      @nilamanidakua6124 Před 27 dny +4

      Kn kahila bhai ❤

    • @bishnubehera6247
      @bishnubehera6247 Před 27 dny

      Murkha botal bala

    • @sanjibkar7495
      @sanjibkar7495 Před 26 dny

      Our State government educational institutions state of condition is severely degraded in comparison to private & national level institutions . These institutions students are only certificate oriented rather than curisity of standard education for competing with other passed out students .So it is an opportunity to Pandian & othe non-odia officers syndicate to involve them in booth level politics & exploiting our resources regularly .So please beware of it & fight against these bad elements to save odisha.This election brings an great opportunity for you to give a befitting reply .😂
      ​@@santoshkumarsahoo8671

  • @rohitasahu123
    @rohitasahu123 Před 27 dny +8

    Vote for change of Government in Odisha...

  • @pratapsinghramakanta5213
    @pratapsinghramakanta5213 Před 26 dny +3

    ଆମେ ଓଡ଼ିଆ ଭାରି ବଢିଆ. ଗୋଲାମୀ କରି ଦରିଦ୍ର ରହିବା ଆମର ପୂରୁଣା ଅଭ୍ୟାସ..

  • @ranjanpanda6282
    @ranjanpanda6282 Před 27 dny +5

    Thanks to hon'ble E.C.I for right action on right time.

  • @anupamsahoo
    @anupamsahoo Před 27 dny +6

    ଜନତା ଙ୍କୁ ଅନୁରୋଧ I
    ଚିନ୍ତା କରନ୍ତୁ BJD ର ମିଥ୍ୟା କଥାରେ ଆସନ୍ତୁ ନାହିଁ I
    BJP କୁ ଭୋଟ ଦିୟନ୍ତୁ I
    ନୂଆ ସରକାର, ବିକାଶର ସରକାର ଗଢନ୍ତୁ I
    ଜୟ ଜଗନ୍ନାଥ I

  • @abhiramsahoo5642
    @abhiramsahoo5642 Před 27 dny +19

    ବିଜେପି ଆସିଲେ ନିଶ୍ଚୟ କୋଟିଆ ଓଡିଶା ଭିତରେ ରହିଯିବ !

  • @rameshchandrapatnaik2853
    @rameshchandrapatnaik2853 Před 27 dny +5

    You are the only journalist who reports the facts and figures without fear and favor. Impartial journalism is imperative for a democracy to function properly.

    • @cleardirect6673
      @cleardirect6673 Před 27 dny

      How could you call him impartial when he is always speaking in favour of BJP? He is well funded.

  • @bulusethy9220
    @bulusethy9220 Před 27 dny +5

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @successfullife6722
    @successfullife6722 Před 27 dny +8

    ଜୟ ଶ୍ରୀରାମ l🙏🙏🙏

  • @rajkishoremahanta7610
    @rajkishoremahanta7610 Před 27 dny +10

    Jago odia jago👍👍

  • @nisikantadash5099
    @nisikantadash5099 Před 27 dny +5

    ପରିବର୍ତ୍ତନ ନିଶ୍ଚିତ

  • @bmn2568
    @bmn2568 Před 26 dny +3

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଏ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ, ଅଣଓଡ଼ିଆ ଶାସକ, ଦୁନୀତି ଗ୍ରସ୍ତ ସରକାର କୁ ଛିନ୍ନ ଛତ୍ର କରି ବିଲୟ ହେଇ ଯାଉ ପ୍ରଭୁ

  • @ramachandrasahoo1921
    @ramachandrasahoo1921 Před 26 dny

    ଆପଣଙ୍କ ବିଚାର ମତାମତ କୁ ସ୍ବାଗତ ନିମନ୍ତେ ଶୁଭ ଖବର ହୋଇଥାଉ ଜୟ ଶ୍ରୀରାମ 🙏🚩🚩🚩

  • @avayakumarbarik2882
    @avayakumarbarik2882 Před 27 dny +11

    Jay shreeRam sir 🙏🏽❤️🙏🏽

  • @ashokkumarpanda5127
    @ashokkumarpanda5127 Před 27 dny +10

    Jay Shree Jagannath/Jay Shree Ram.

  • @user-rq2gl2eq3i
    @user-rq2gl2eq3i Před 27 dny +4

    ଆମେ ବହୁତ ବହୁତ ଚିନ୍ତିତ କୁଟିଆ ଗ୍ରାମ ଆମ ହାତରୁ ଖସି ଯିବାର ସମ୍ଭାବନା ଥିବା ରୁ , କାରଣ ଏପ୍ରତି ସରକାର ଧ୍ୟାନ ନଦେଉଥିବାରୁ ।
    ଆମେ ଆଉ କିଛିଦିନ ଅପେକ୍ଷା କରିବା , ନୂଆ ସରକାର ଆସୁଛି , ଓଡ଼ିଆଙ୍କର ସମସ୍ତ ଅଧିକାର , ସ୍ୱାଭିମାନ ଓ ଉତ୍ତରଦାୟୀ ର କଥାକୁ ଚିନ୍ତା କରିବେ ।
    ଜୟ ଶ୍ରୀରାମ
    ମୁଁ ଜୀବନ ଚାନ୍ଦ ପଟ୍ଟନାୟକ

  • @trilochanpatnaik6321
    @trilochanpatnaik6321 Před 27 dny +54

    Pandian sir ନିଜେ ନିଜର ଅସ୍ମିତା କୁ ନିଜର ସୁଟ୍ ପ୍ୟାଣ୍ଟ ଭିତରେ ରଖିଲେ, କିନ୍ତୁ ନବୀନ ବାବୁ ( BJD ମୁଖିଆ) ଓ bjd ର ଅନ୍ୟ ମୁଖପାତ୍ର ମାନଙ୍କ ଅସ୍ମିତା କୁ ଲୁଙ୍ଗି ଭିତରେ ରଖିଦେଲେ। ଏହାହିଁ ନବୀନ ଓଡ଼ିଶାର ବିକାଶ।

    • @jayantakumarmohanty9050
      @jayantakumarmohanty9050 Před 27 dny +4

      ତେଲେଙ୍ଗା ତା ଲୁଙ୍ଗି ଏମାନଙ୍କୁ ଦେଇ ୟାଙ୍କ ପ୍ୟାଣ୍ଟ ପିନ୍ଧୁଛି.......

    • @arundhatibehera9197
      @arundhatibehera9197 Před 26 dny +2

      #ହସକଥା....
      ଥରେ ଜଣେ ଶିକ୍ଷକ ଶ୍ରେଣୀରେ ପଚାରିଲେ ...
      ପିଲାମାନେ ଗଣତନ୍ତ୍ର ସଂଜ୍ଞା କ'ଣ ?
      କେବେ ହେଲେ ଶ୍ରେଣୀରେ ଉତ୍ତର ଦେଉ ନ ଥିବା ପଛ ଧାଡ଼ିର ଜଣେ ଛାତ୍ର ଜଣକ ଉତ୍ତର ଦେଲା...
      ୫୦ ଜଣ ମହାପଣ୍ଡିତର କଥାକୁ ୫୧ ଜଣ ଅଣପଣ୍ଡିତ (ମହାମୁର୍ଖ) ମାନେ କାଟି ଦେବାକୁ ଗଣତନ୍ତ୍ର କୁହାଯାଏ ।।

  • @Narendramodifn
    @Narendramodifn Před 26 dny +3

    ସବୁଠି ବିଜେଡି ନେତା ଓ ଚମଚା ମାନେ ମାର ପିଠ ଏବଂ ବିଶୃଙ୍ଖଳା ସୃଷ୍ଠି କରିଛନ୍ତି ଏହାର କାରଣ କଣ ହାରିବା ଭୟ କି ମୋ କମେଣ୍ଟ ଟିକେ ବିଚରାକୁ ଆଣନ୍ତୁ 🙏🙏

  • @ajitkumarpanda6388
    @ajitkumarpanda6388 Před 26 dny +2

    Sir,ଆପଣଙ୍କ ର ବିଶ୍ଳେଷଣ ଖୁବ୍ ଚମତ୍କାର,,,ଏମାନଙ୍କର ବିନାଶ କାଳେ ବିପରୀତ ବୁଦ୍ଧି,,,,,ସରକାର ପରିବର୍ତ୍ତନ ର ସବୁ ସଂକେତ ମିଳି ସାରିଲାଣି,,,,,

  • @managobindadas6299
    @managobindadas6299 Před 27 dny +9

    Govt should be changed

  • @trinathpadhi437
    @trinathpadhi437 Před 27 dny +4

    ସବୁ ଠାରୁ,, ବହୁତ ଦୁଃଖଦ ଘଟଣା,,, ଆମରି ,, କେତେଜଣ , କୁକୁର ସ୍ଵଭାବ ର ବ୍ୟକ୍ତି,, ଯେଉଁମାନଙ୍କର ବଂଶ ର ମର୍ଯ୍ୟାଦା ନାହିଁ,, ସେହି କେତେଜଣ ଗୃହଭେଦି,, ଇଂରେଜ କାଳର,, ବିଭୀଷଣ,,, ଖଣ୍ଡେ ମାଂସ ପାଇଁ,, ତାଙ୍କରି ଚାରିପଟେ,, ଭୁକୁଛନ୍ତି

  • @kamalakantadas6050
    @kamalakantadas6050 Před 27 dny +4

    ପରିବର୍ତ୍ତନ ହେଉଛି ପ୍ରକୃତି ର ନିୟମ ଏହା ନିଶ୍ଚିତ ଘଟିବ ,ଏହା ବିଧି ନିର୍ଦ୍ଧିଷ୍ଟ। ଧର୍ଯ୍ୟ ର ସହ ଅପେକ୍ଷା କରନ୍ତୁ ।

  • @DHARANIDHARMUNDA-wy6mo
    @DHARANIDHARMUNDA-wy6mo Před 26 dny +1

    ଓଡ଼ିଶା ହେଉଛି ବାହାର ଲୋକଙ୍କ ପାଇଁ ଅଭୟାରଣ୍ୟ ।
    ଝାରଖଣ୍ଡ ରୁ ଅନେକ ଲୋକ ଆସି ଉପାନ୍ତ ସୁନ୍ଦରଗଡ଼ ଜିଲ୍ଲା ଓ କେଉଁଝର ଜିଲ୍ଲାରେ ଜାଗା ଜମି ଓ ବ୍ୟବସାୟ କବଜ୍ଜା କଲେଣି ।

  • @rajeshdharua5439
    @rajeshdharua5439 Před 27 dny +3

    ଜୟ ଶ୍ରୀରାମ

  • @narayanmohanty5100
    @narayanmohanty5100 Před 26 dny +1

    ଧନ୍ୟବାଦ ଆପଣଙ୍କ ଉପସ୍ଥାପନା ପାଇଁ । କୋଟିଆର ସୁରକ୍ଷା ସରକାରଙ୍କର , ନହେଲେ ନିନ୍ଦା ସହିବାକୁ ପଡ଼ିବ । ଏଥର ପରିବର୍ତ୍ତନ ନିଶ୍ଚିତ।

  • @mjshorts7012
    @mjshorts7012 Před 27 dny +9

    Jay jagannath

  • @janardanpanda5378
    @janardanpanda5378 Před 27 dny +6

    ସାର୍ ଆପଣ ଜାଣିଥିବେ ପରିବର୍ତ୍ତନ ଆସିବାକୁ ଥିଲେ କିଛି ନା କିଛି ସଂକେତ ଦେଖାଦେଇଥାଏ

  • @malaykumarpraharaj1864
    @malaykumarpraharaj1864 Před 27 dny +2

    ଜୟ ବିଜେପି 🌹

  • @durgaprasadsamantaray7084

    ଜୟ ଶ୍ରୀ ରାମ

  • @sanjaybehera5254
    @sanjaybehera5254 Před 26 dny +2

    ସ୍ଵାଭିମାନୀ ଓଡିଆ ଜନସାଧାରଣଙ୍କ ଉପରେ ସଵୁ କିଛି ନିର୍ଭର କରେ।ଏଥର କ୍ରୀତଦାସ ମାନଙ୍କୁ ନିର୍ବାଚିତ କରିବେ କିମ୍ବା ଜନପ୍ରତିନିଧି ମାନଙ୍କୁ ନିର୍ବାଚିତ କରିବେ।

  • @dhaneswarbehera7334
    @dhaneswarbehera7334 Před 26 dny +2

    ବହୁତ ଭଲଲାଗିଲା

  • @chhabindramansingh73
    @chhabindramansingh73 Před 26 dny +3

    ଏକଥା ନିର୍ଲଜ ଓଡିଶା ବାସି ଜାଣନ୍ତୁ, ଯେଉଁ ମାନେ bjd କୁ ଭୋଟ ଦଉଚ, କ୍ରୀତଦାସ ଦଳ

  • @prakashsahoo1241
    @prakashsahoo1241 Před 27 dny +4

    B. J. D ପାଇଁ ଆଉ ୩ଜଣ ଗୋପାଳ ଦାସ ର ଆବଶ୍ଯକତା ଅଛି।

  • @rabimohanty112
    @rabimohanty112 Před 27 dny +6

    ଆମ ମୁଖ୍ୟ ମନ୍ତ୍ରୀ ତ ଅଣ ଓଡ଼ିଆ ସେ ଆଉ କଣ କରନ୍ତା. ଣ ଓଡ଼ିଶାରେ ଜନ୍ମ ନା ଶିକ୍ଷା ନା ବନ୍ଧୁ. ଓଡିଶା ଗଲେ ରହିଲେ ତାର ଯାଏ ଆସେ ନାହିଁ

  • @saratsahoo268
    @saratsahoo268 Před 27 dny +8

    Kotia ଆନ୍ଧ୍ର କୁ ଦେବାପାଇଁ ନବୀନ ସରକାର୍ କି ପ୍ରକାର ଡ଼ିଲ କରିଛନ୍ତି ?

  • @BishikeshanDigar-db5bl
    @BishikeshanDigar-db5bl Před 21 dnem

    ହେ ପ୍ରଭୁ ଜଗନ୍ନାଥ ନବୀନ ର ବିନାସ କର ଓଡ଼ିଆ ଜାତି ପାଇଁ

  • @s.kbehera2828
    @s.kbehera2828 Před 27 dny +5

    ବଡ ଆଶ୍ଚର୍ଯ୍ୟଚକିତ କଥା ହଉଚି କଔଣସି ଜଣେ ବି
    ମିଡିଆ ବାଲାଙ୍କର ସାହସ ନାହିଁ ଯେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବା ପାଇଁ ।
    ଓଡିଶା ଲୋକଙ୍କର ପାଣ୍ଡିଆନ
    ପ୍ରତି ଏତେ ଅବିଶ୍ଵାସ ଘୃଣା ଥିଲେବି ନବିନ ପଟ୍ଟନାୟକ
    କଣପାଇଁ ପାଣ୍ଡିଆନ କୁଦଳରୁ ବହିସ୍କାର କରିପାରୁନାହାନ୍ତି ଏହାର କାରଣ କଣ?
    ପାଣ୍ଡିଆନ ପାଖରେ ନବିନବାବୁ ଙ୍କର କି ପ୍ରକାର ଦୋଷ ଦୁର୍ବଳତା ରହିଚି ।
    ସମସ୍ତ ମିଡିଆ ବଂଧୁ ମାନଙ୍କୁ
    ଅନୁରୋଧ ଜନସାଧାରଣ ଙ୍କ
    ସମ୍ମୁଖ କୁ ଆଣନ୍ତୁ ।
    ଓଡିଶା କୁ ସୁରକ୍ଷା ଦିଅନ୍ତୁ ।
    ଧନ୍ୟବାଦ ।
    ଜୟ ଶ୍ରୀଜଗନ୍ନାଥ
    ଜୟ ଶ୍ରୀରାମ

  • @srhota
    @srhota Před 27 dny +2

    Right analysis & prediction..👌👌

  • @user-mr9wp7fm6g
    @user-mr9wp7fm6g Před 27 dny +1

    Jay Jagannath save Odisha

  • @PS-sb6rh
    @PS-sb6rh Před 27 dny +7

    Jai Jagannath🙏

  • @manojkumarsaint7803
    @manojkumarsaint7803 Před 26 dny +3

    Jay Shree Jagannath

  • @padmanayak9883
    @padmanayak9883 Před 27 dny +3

    ଓଡ଼ିଆ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଭାଷା ପ୍ରତିଷ୍ଠା ସବୁ ଓଡ଼ିଆମାନଙ୍କ ସ୍ବାଭିମାନ ନଷ୍ଟ ହେବାକୁ ଗଲାଣି ସାଶକ ଦଳ କୋଟିଆ କଥା କେତେବେଳେ ଚିନ୍ତା କରିବେ ଜଗା ଭରସା ରେ
    ଜୟ ଜଗନ୍ନାଥ

  • @sudhansumallik990
    @sudhansumallik990 Před 27 dny +2

    Right katha kahichhanti paribartan heba

  • @user-pb2fg3pi8o
    @user-pb2fg3pi8o Před 27 dny +6

    Vote for Modi

  • @jchoudhury274
    @jchoudhury274 Před 27 dny +5

    ମୁଁ ଭାବୁଛି Pandian ଆଉ ନବୀନବାବୁ କୋଟିଆ କୁ ଆନ୍ଧ୍ର କୁ ବିକିଦେଇଥିବେ କୋଟିଆ ପ୍ରତି ଟି କେ ବି ଆନ୍ତରିକତା ନାହିଁ ଅଣ ଓଡ଼ିଆ BJD ସରକାର ର

  • @abanipradhan
    @abanipradhan Před 27 dny +4

    ଏଇଥର BJP ସରକାର

  • @abanipradhan
    @abanipradhan Před 27 dny +4

    BJP,, Modi sarkaar,,, Jindabad

  • @Sanjay18_
    @Sanjay18_ Před 27 dny +5

    Jay jagannath 🙏🙏🙏

  • @akshayabhol2458
    @akshayabhol2458 Před 26 dny +1

    JAI JAGANNATH

  • @hemantkumarsingh1387
    @hemantkumarsingh1387 Před 27 dny +4

    Sir,Let your words come to pass and there be a change in odisha.

  • @laxmidharnayak4191
    @laxmidharnayak4191 Před 27 dny +2

    Congratulations for your analytical presentation. It's planned by some nonodias to give Kotia to AP. It's great loss to odisha so all strongly protest. More to more voters come to exercise their votes in coming phases by encouraging the 1st phase polling percentage.Eci must more vigilant for coming phases of odisha election.Money is the main key here.

  • @bhagirathimohanty3511
    @bhagirathimohanty3511 Před 26 dny +1

    Sir, I am regular listener of all episodes,.we are deprived of listening the same on Saturday and Sunday,except in few episodes on the Saturday.Sir it will be very encouraging if episodes can shown on Saturday till declaration Election results Than you sir.

  • @user-bv3op9gv7b
    @user-bv3op9gv7b Před 27 dny +6

    Pandu bhai early return to tamilnadu

  • @PurnachandraBehera-if5tu
    @PurnachandraBehera-if5tu Před 26 dny +1

    କୋରେଇ ଆସିଥାନ୍ତା। ଏ ଟଙ୍କା। ଓଡ଼ିଶା ର କିଛି ଅଂଶ ଆନ୍ଧ୍ର ପ୍ରଦେଶ ଭିତରକୁ ପସିଛି। ନକ୍ସା ସିଧା କରିବାକୁ ବିଶ୍ଵ ସ୍ତରୀୟ ମୁଖ୍ୟ ମନ୍ତ୍ରୀ ଙ୍କ ଇଚ୍ଛା। କିଛି ନାହିଁ ଚଳିବ।

  • @maheshkumarbag5464
    @maheshkumarbag5464 Před 27 dny +2

    Kotia ku Aktiar Kariparunhanti Ta Ishtapha Diantu Navin Sarkar Jay Jagarnath ❤❤❤❤❤❤❤

  • @srustidhardey5817
    @srustidhardey5817 Před 26 dny +1

    Change must only BJP win କରିବ ଓଡ଼ିଶା ରେ ସରକାର ହେବ ଏଥିରେ ସନ୍ଦେହ ନାହିଁ ❤❤❤❤❤❤

  • @akashkumarrout674
    @akashkumarrout674 Před 26 dny +2

    Modi ji welcome to Odisha 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷

  • @krishnakumarsamanta6594
    @krishnakumarsamanta6594 Před 27 dny +1

    Bahut badhia

  • @manasmohapatra7874
    @manasmohapatra7874 Před 27 dny +1

    ସସ୍ମିତ ପାତ୍ର ଗୋଟେ ଖରାପ ଲୋକ

  • @prasanprusty7160
    @prasanprusty7160 Před 26 dny +1

    Good analysis

  • @SatrughanNayak-qf1rt
    @SatrughanNayak-qf1rt Před 27 dny +3

    ବିଜେଡ଼ି ନେତ୍ରୀ ବୋଲି ଛାଡ଼ି ଦେଇଛନ୍ତି, ଭୋଟ କିଣିବାକୁ ନେଇକି ଯାଇଥିଲେ

  • @sailabalabarik2300
    @sailabalabarik2300 Před 27 dny +9

    Vote for bjp❤❤😅😅

  • @sarojmishra7932
    @sarojmishra7932 Před 27 dny +1

    Thanks.

  • @susantakumarsahu3940
    @susantakumarsahu3940 Před 26 dny +1

    Sir apanku koti pranm🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😍

  • @manjupravamishra8000
    @manjupravamishra8000 Před 27 dny +2

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @User-yhjjgzz
    @User-yhjjgzz Před 27 dny +5

    Jay Shree Ram

  • @upendrakumarbiswal4682
    @upendrakumarbiswal4682 Před 27 dny +4

    PSO ସୁରକ୍ଷା ବ୍ୟବସ୍ଥା ଛାଡି ଟଙ୍କା ବାଣ୍ଟିବା ଅତି ନିନ୍ଦନୀୟ

  • @gunanidhinaik3699
    @gunanidhinaik3699 Před 27 dny +2

    ଅନ୍ୟକୁ ଦୋଷ ଦେଲେ ନିଜର ଦୋଷ ଘୋଡାଯାଇ ପାରେ ନା।

  • @soul_of_chemistry
    @soul_of_chemistry Před 24 dny

    ହେଇ ଯାଉ ପରିବର୍ତ୍ତନ।

  • @ajitray1958
    @ajitray1958 Před 26 dny +1

    Your analysis is 10000000000% Correct.
    I observed one slip of tongue/mistake that Pradeep Majhi is related to Nawrangpur not Rayagada.

  • @birabhadrabehera1476
    @birabhadrabehera1476 Před 27 dny +2

    E C l should keep sharp eye on election in odisha.

  • @sushantakumardhir3291
    @sushantakumardhir3291 Před 26 dny +1

    ପରିବର୍ତନ ଦରକାର ନିହାତି