ଛେଳି,ବୋଦାଙ୍କ ଲୁହର ଅଭିଶାପ ପଡିଗଲା କି କିଶୋର ଭାଇନା ଉପରେ | Kishore Mutton | Bhubaneswar News | A1 ODIA

Sdílet
Vložit
  • čas přidán 15. 09. 2022
  • A1 ODIA | ODISHA NEWS | BHUBANESWAR NEWS
    ଗୋଟା ଛେଳି କାଟିବା ଭୁଲ ହେଇଗଲା ବୋଧେ.#Kishoremutton #Kishoremuttonbhubaneswar #A1odia #A1odianews #Odisha #Kishoremuttonbbsr #Kishoremottonshop #Kishoremuttondukan #Kishoremuttoncurry #Odiakishoremutton #Kishorebhainamuttonhistorytv #Kishorebhainamuttondoordarshan #Bhubaneswar #Today #Todaynews #Specialstory #Special #Latestnews #Latest #Kishoremuttoncurry #Bhubaneswar #Viralvideo #Viralmutton #Video #Videos
    ___________________________________________________________________________________
    ✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
    ___________________________________________________________________________________
    🔆MORE UDATE🔆
    ↪️Facebook: / a1tv-odisha-1102393747...
    ↪️Twitter: / ea1tvodisha
    ↪️CZcams(A1 ODIA): / @a1odia
    ↪️CZcams(A1 ODISHA) : / @a1odisha
    ▶️CZcams Live
    📱Jio TV live
    📡On DTH: Tata sky -1186, AirTel - 349, Available on 🆓 DTH
    ___________________________________________________________________________________
    📺A1 ODIA News Channel 📺: -
    A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
    ___________________________________________________________________________________
    🔆CONTACT US🔆
    📧E-mail : a1tvodisha@gmail.com
    ☎️Phone No. : 0674-3554921, 0674-2744921
    #A1ODIA #OdiaNewsChannel #Odisha #OdiaNews
    © A Group Of Shree Mandir Media

Komentáře • 521

  • @nigammohapatra959
    @nigammohapatra959 Před rokem +125

    ତମେ ଯେମିତି କୁନ୍ଥେଇକି କଥା କହୁଛ ଲାଗୁଛି ନ୍ୟୁଜ ପଢିଲା ବେଳେ ତମ ଗାଣ୍ଡି ରୁ ଘୁଅ ବାହାରି ପଡୁଚି ବୋଧେ

  • @ganeshbaral4290
    @ganeshbaral4290 Před rokem +72

    କ୍ଷମା କରିବେ ଆଜ୍ଞା.
    ମୁଁ ଭାବୁଛି ଯଦି ଆଜି କିଶୋର ଭାଇନାଙ୍କ ମଟନ ଦୋକାନ ବନ୍ଦ ହୋଇଥାଏ.
    ତେବେ ସେଥିପାଇଁ ଦାୟୀ ହେଉଛି ପ୍ରଚାର ପ୍ରସାର.
    ଚାନେଲ ଵାଲା ଏମିତି ଓଡିଶାରେ ପ୍ରଚାର କଲେ. ଲୋକଙ୍କର ଦେହ ସହିଲାନି. ଚୁଗୁଲି କରି ଗୋଟେ ସଂସ୍ଥାକୁ ବନ୍ଦ କରେଇଦେଲେ. କିନ୍ତୁ ଲୋକ ବୁଝିଲେନି, ଏଇ ସଂସ୍ଥା ଉପରେ ନିର୍ଭର କରି 30ଟା ପରିବାର ପ୍ରତିପୋଷଣ ହେଉଥିଲା. ଏବେ ଏଇ ବସା ଭଙ୍ଗା ପରିବାର କିଏ ଦାନା ମୁଠାଏ ଦବ ?
    ଏଇ 30 ପରିବାରରେ ପ୍ରାୟ ଦେଢ଼ଶହ ଲୋକ କିଏ ବୁଝିବ ସେମାନଙ୍କ ଅଳି. କିଏ ଦବ ସେମାନଂକୁ ଦାନା.
    ହେ ସରକାର 🙏
    ଆଇନିଙ୍କୁ ତ ସବୁବେଳେ ଜନତା ସନମାନ ଦେଇ ଆସୁଛନ୍ତି, ଯଦି ଆଇନି ବଳରେ ଆଜି ଏ କିଶୋର ଭାଇନାଙ୍କ ବସା ଭାଙ୍ଗିଯାଇଛି, ତ ଦୁଃଖ କରିବାର ନାହିଁ. କିନ୍ତୁ ଯଦି କୋଉ ବ୍ୟକ୍ତି ଆକ୍ରୋଶ ମନଭାବ ନେଇ ଏଇ 30ପରିବାର ଙ୍କୁ ଅନାଥ କରିଥାନ୍ତି, ଦେଖିବେ ଆଜ୍ଞା, ସେ ବ୍ୟକ୍ତିଙ୍କ ପରିବାର ଏ 30ପରିବାରଙ୍କ ଆଖି ଲୁହରେ କୁଆଡେ ଭାସିଯିବେ ଯେ ଥଳକୁଳ ମିଳିବନି.

    • @beherababu8797
      @beherababu8797 Před rokem

      This kahicha bhai

    • @nirmalbarik4275
      @nirmalbarik4275 Před rokem +3

      ନିରାଟ ସତ୍ୟ... ଶଳା ମିଡ଼ିଆ ଵାଲା.. ସବୁରି ମୂଳରେ.... ସବୁଠାରେ ଥାନ୍ତି ଧରା ପଡନ୍ତି ନାହିଁ... ଭଲ କୁ ଖରାପ.... ଖରାପ କୁ ଭଲ...

    • @dibyaranjanbehera7927
      @dibyaranjanbehera7927 Před rokem

      👍

    • @pratikshyasatapathy7403
      @pratikshyasatapathy7403 Před rokem +1

      Na bhai tankar bahut besi ahankar badhi jai thila

    • @footballdamotivation4108
      @footballdamotivation4108 Před rokem

      @@beherababu8797 👍👍

  • @iknow7753
    @iknow7753 Před rokem +36

    ହତ୍ୟାକାରୀ ମଟନ ମଣିଷ

    • @Jhanshi945
      @Jhanshi945 Před rokem +1

      Chheli mananku bhagwan Kahinki janma dei chhanti ta hele???

    • @kailashkisan5718
      @kailashkisan5718 Před rokem

      ଶଳା ମାଙ୍କଡ ତୁ ଶାଗ କାଟିକି ଖାଉ ନୁ ସେଟାର ଜୀବନ ନଥାଏ ଆଉ ତୁ ଗଛ କାଟୁନ ତାର ଜୀବନ ନ ଥାଏ ଖାଲି ମଣିଷ ପଶୁର ଥାଏ ବେକାରିଆ ଲୋକଟା ତୁ

    • @dibyaranjanbehera7927
      @dibyaranjanbehera7927 Před rokem +1

      Tame kn jama khaa a ni

  • @RS-yn2bd
    @RS-yn2bd Před rokem +8

    ଆରେ ତମ media ବାଲା ଯେତିକି ଜୋରରେ ଗର୍ଜନ କରୁଛ ସେ ସେମିତି ନୁହଁ ବେକାର ଶଳା କିଛି ତ ନିଉଜ ପାଉନ ଶଳା ଖାଲି ଟାଇମ ପାସ

  • @trustworthy-guy6408
    @trustworthy-guy6408 Před rokem +20

    ମୋ କମେଣ୍ଟସ୍ ରୁ ଭିଡିଓ ବନେଇଲ, ସୁପର୍😁😁👍

  • @debasistripathy9563
    @debasistripathy9563 Před rokem +11

    ଭଲ ହେଇଛି

  • @abhayabhuyan2987
    @abhayabhuyan2987 Před rokem +2

    ଓଃ ଆଜି ଜାଣିଲି , କିଶୋର ଭାଇ କେବଳ ଆମ ଦେଶରେ ଛେଳି ବୋଦା କୁ ବଳି ପକାନ୍ତି ।

  • @bijaysatapathy7787
    @bijaysatapathy7787 Před rokem +25

    ନିଶୟ... Mutton murder ଆଉ ପାପୀ consumers... ସବୁ ଭଗିଦାର..

  • @dheerandramohapatro2893
    @dheerandramohapatro2893 Před rokem +13

    ଏତେ ଉପରକୁ ଉଠାଅନି
    ଆମଗାଆଁ ମଟନ ଭଲ

  • @sarojkumarbehera8827
    @sarojkumarbehera8827 Před rokem +23

    ଯେତେ ଟଙ୍କା ରଖିଛୁ ବସି ଖାଇଯା
    ତାପରେ ଛେଲି ଗୁହ ଖାଇବୁ ।

    • @baburao631
      @baburao631 Před rokem +2

      Tu କିଶୋର ର ଅଙ୍ଗୁର 2ଟା ଖା 🤣

    • @pradeepmajhi2523
      @pradeepmajhi2523 Před rokem

      😆😆😆😆

    • @sarojkumarbehera8827
      @sarojkumarbehera8827 Před rokem

      @@baburao631 kishor pakhe tu rahibu
      Goad ra mansa khaibu

    • @baburao631
      @baburao631 Před rokem +2

      @@sarojkumarbehera8827 ତୁ କଳା କଦଳୀ ଖା 🤣🤣

    • @sarojkumarbehera8827
      @sarojkumarbehera8827 Před rokem

      @@baburao631 ତୁମେ ଭଲ ଲୋକ ମଟନ ଖାଅ

  • @KALAHANDIDIARY
    @KALAHANDIDIARY Před rokem +7

    ଆମ କଳାହାଣ୍ଡି ରେ ସବୁଠାରୁ testy matan houche chancher dhaba re samaste asantu

  • @mpmpmp1432
    @mpmpmp1432 Před rokem +4

    ଗରିବ ମାନଙ୍କ ଉପରେ ଅଭିଶାପ ପଡୁଛି

  • @chaitanyarao552
    @chaitanyarao552 Před rokem +5

    ଭଲ କର୍ମ କରି ନାଆ ରଖ
    👌👌👌👌

  • @iknow7753
    @iknow7753 Před rokem +20

    କର୍ମର ଫଳ ଅବଶ୍ୟ ପାଇବୁ

  • @bijaybhai2829
    @bijaybhai2829 Před rokem +4

    ଷତକଥାଆ ଛେଳିର।ଅଭିସାପ।ପଡିଗଲାଆ।

  • @iknow7753
    @iknow7753 Před rokem +19

    କେତେ ଛେଳି, ବୋଦl, ହତ୍ୟା କରିଛି
    ଅଭିଶାପ ଯିବ କୁଆଡେ

    • @madhusmitamohanty1882
      @madhusmitamohanty1882 Před rokem +1

      Dhanyawad agyan

    • @prabinaswain4224
      @prabinaswain4224 Před rokem +2

      Right answer

    • @AmitKumar-ko7qm
      @AmitKumar-ko7qm Před rokem

      Are bhai pathana goru maruchanti tumaku dekhajauni

    • @AmitKumar-ko7qm
      @AmitKumar-ko7qm Před rokem

      Haure pelei pua jou titel deichu au pathana gaigorumaruchanti seguda dekhajauni sala kebe rokibaku chesta karicha sala

    • @baburao631
      @baburao631 Před rokem

      ଯୋଉ ଲୋକ ସବୁ ଖାଇଛନ୍ତି ସେଇ ଆଡେ ଯିବା

  • @desifood3834
    @desifood3834 Před rokem +5

    ହାଇରେ mgh ମେନେ ତୁମକୁ ଲଜ୍ୟା ଲାଗୁନି ଏମିତି କହିବାକୁ , ଚାରିଆଡେ ନାରୀ ନିର୍ଯାତନା ,ହତ୍ୟାକାଣ୍ଡ ଲୁଣ୍ଠନ ,ଖଣି ଲୁଟ ଆହୁରି ଅନେକ ସେଗୁଡ଼ାକକୁ ଦେଖିବାକୁ ଆଖିରେ $%#@ ବାଜିଛି ,ଦେଖିପାରୁନ ନୀରିହ ଲୋକଙ୍କୁ ହଇରାଣ କରୁଛ । ମାନବ ସେବାହି ଯଦି ମାଧବ ସେବା !!!ସେତ ସେୟାହି କରୁଥିଲା ।

    • @RoyalSubRath
      @RoyalSubRath Před rokem +1

      ଭାଇ ୟେ ସବୁ ବଡ ବଡ ହୋଟେଲ ଆଉ ରେଷ୍ଟରେଣ୍ଟ ରାଜ ଚାଲିଛି ବୋଲି ନିରୀହ କିଛି ଲୋକ ବଳି ପଡିଗଲେ.. ୟେ କିଶୋର ଭାଇନା ହୋଟେଲ ପାଇଁ କେତେ ପରିବାର ବଞ୍ଚୁଥିଲେ ସେଇଟା କିଏ ବୁଝିବ... ସତରେ ବହୁତ ଦୁଃଖ ର କଥା...

  • @bibhudattabehera4034
    @bibhudattabehera4034 Před rokem +7

    Kishore bhaina ଯେତେ ପାପ କରିଛି ତାକୁ ମଣିଷ ଜନ୍ମ ମିଳିବନି।

  • @kunakuna2692
    @kunakuna2692 Před rokem +1

    Bhala heichi

  • @sudhakarm6335
    @sudhakarm6335 Před rokem +32

    Very Nice Title of Report... 😂😂😂
    Badhiya Sundar Title of News.... Thanks to the Highest Highlighted Reporter... From the bottom of Heart❤💖 🇮🇳🇮🇳🇮🇳😂

    • @ourtraditional467
      @ourtraditional467 Před rokem +2

      ଲୋକେ ଖାଉଛନ୍ତି ବୋଲି ସେ maruchanti

    • @madhusmitamohanty1882
      @madhusmitamohanty1882 Před rokem +2

      ମୁଁ ଭି ସେଇୟା ଭାବୁଥିଲି।
      କେତେ କେତେ ଛେଳି ଙ୍କୁ ପ୍ରତିଦିନ katuthibe
      ତାଙ୍କୁ କେତେ କଷ୍ଟ ହେଉ ଥିବ
      ଭଗବାନ୍ ତାଙ୍କୁ ରକ୍ଷା କଲେ

    • @jaganathsuperfan
      @jaganathsuperfan Před rokem

      @@madhusmitamohanty1882 au semane maribeni, tanku kehi katibeni ???

    • @madhusmitamohanty1882
      @madhusmitamohanty1882 Před rokem +4

      @@jaganathsuperfan ନା
      ମୁଁ ଗୋଟେ ଛେଳି କାଟିବା ଦୃଶ୍ୟ ଦେଖିଥିଲି
      ତାର କରୁଣ ଚିତ୍କାର ଆଜି ଭି ଭୁଲି ପାରୁନି।
      ମୁଁ ତ ସେଥିପାଇଁ ଶାକାହାରୀ।
      This is my personal opinion

    • @jaganathsuperfan
      @jaganathsuperfan Před rokem

      @@madhusmitamohanty1882 mu B shakahari sister. Au tame thik step b neicha.Kintu bhabila ye loka dokan band heigale kn se cheli banchi jibe? Sabu tharu besi jiba hatya taw election au bahaghara , bhoji re hauchi. Sethi jie jete nov veg item dauchi sie sete bhala tahale ethi jibana chaleiba pain jane jadi noveg karo bikuchi se kemiti kharap hela. Hn sei kharap food bikuchi ki bhala bikichu seita alaga katha hele cheli budha nka abhisap kn? Tahale gote mrg pari pabitra kama jauthire re dui jana lokankara nua jibana arambha hauchi,ete jiba kahi ki mara hauchi. Election re ete jiba kahiki mara hauchi ... Au jie jete adhika maruchi sie sete adhika vote pauchi kahiki.

  • @gundichamohapatra8
    @gundichamohapatra8 Před rokem +1

    Bhala heichhi

  • @dambarudharnaik4428
    @dambarudharnaik4428 Před rokem +8

    ବୋଦା ମାଂସ ଲୋକଙ୍କୁ ଦେଇ ଦେଇ ସେ ଗୋଟେ
    ମାନସିକ ବୋଦା ଭଳି ଦିସୁଛି ।

  • @manasmohanty5715
    @manasmohanty5715 Před rokem +6

    His income is more than 1 crore plus but he is not paying any tax.. Good decision by Govt.

  • @mmstproductionhindi9547
    @mmstproductionhindi9547 Před rokem +1

    Ta voice Mo bando Vali laguchhi please tu background voice Deni Mo kana kharap heijiba

  • @user-eo4kt9iv8o
    @user-eo4kt9iv8o Před rokem +1

    ତମେ ସବୁ ଶଳେ ଆଉ କିଛି କାମ ନଥିଲା ଭଳି ଏ ବାଳ ନିଉସ କୁ ବାରମ୍ବାର ଦେଖାଓ

  • @littlequeenrakhi
    @littlequeenrakhi Před rokem +2

    Ekdam right Katha

  • @iknow7753
    @iknow7753 Před rokem +2

    1st କର୍ମ ଫଳ ଦୋକାନ ଭଗିଲା

  • @badboybapi2656
    @badboybapi2656 Před rokem +5

    ତୁ ଯୋଉ ବାଣ୍ଡ ଭଳି କହୁଛୁ, ଭାରି ହସ ଲାଗୁଚି,,, ମୋତେ ଲାଗୁଚି,, ତତେ ଯେମିତି କିଏ ପଛପଟୁ ପେଲୁଛି 😄😄🤪🤭🤭

  • @prahaladsahu5406
    @prahaladsahu5406 Před rokem +1

    କଣ ବାରିପଦା ର ଗରମା ଗରମ ଠୁଁ ବେସି ଭଲ ? ବେଷ୍ଟ ମୋଟନ ଗରମା ଗରମ .

  • @laxmidhargouda6930
    @laxmidhargouda6930 Před rokem +3

    Right bhai.

  • @jagannathrao8557
    @jagannathrao8557 Před rokem +4

    acha se khaebaku dela abhisap Padilla jiye khaela ta upare padini

  • @manojmohanty55
    @manojmohanty55 Před rokem

    22 ଟା ପିଲା ରଖି ଦରମା ଦେଇ ବ୍ୟାପାର କରୁଥିଲା, govt କୁ tax ଦେବାକୁ, ଓ ଘର ଭଡା ଦେଇ license କରି ବେପାର କରିବାକୁ badhuthila

  • @azimazim9370
    @azimazim9370 Před rokem +5

    ପଶୁ ପକ୍ଷୀ ମାନେ ଅଭିଶାପ ଦିଅନ୍ତି ନାହିଁ,
    ଏମାନେ ମଣିଷ ମାନଙ୍କ ସେବା ପାଇଁ ଉଦ୍ଦିଷ୍ଟ,

    • @madhusmitamohanty1882
      @madhusmitamohanty1882 Před rokem

      किसने कहा है???
      अल्लाह ने??

    • @azimazim9370
      @azimazim9370 Před rokem

      @@madhusmitamohanty1882
      सब प्राणी में से मनुष्य सर्व श्रेष्ठ प्राणी है, इसमें बुद्धि ज्ञान और समझने की ताकत है और मनुष्य ही सृष्टि रचयिता को ध्यान करते हुए अपने कर्तव्य का पालन करने में सफल है , और मनुष्य के लिए स्वर्ग और नर्क है, पशु के लिए नहीं,

    • @madhusmitamohanty1882
      @madhusmitamohanty1882 Před rokem

      @@azimazim9370 ऐसा नहीं है।
      जानवर को भी दर्द होता है,क्यों की उनमें भी जान है ।
      इंसान अपने स्वार्थ के लिए उन्हें क्यों कष्ट देते है?मैने सुना है उनकी चीख
      इसलिए मुझसे बर्दास्त नहीं होता।

    • @azimazim9370
      @azimazim9370 Před rokem

      @@madhusmitamohanty1882
      हर एक प्राणी में जीवन है, आत्मा सिर्फ मनुष्य में है, इस लिए आत्मा का सम्पर्क परमात्मा से है,

    • @azimazim9370
      @azimazim9370 Před rokem

      @@madhusmitamohanty1882
      आप को ए ज्ञान होने चाहिए मनुष्य से पहले प्रकृति ने जीव जगत बनाया उस समय से एक जीव अन्य जीव को खाकर अपना पेट भरता है, क्या प्रकृति को बनाने वाले में ज्ञान नहीं था ? आप के कहने के अनुसार ?

  • @sarojvlogs9089
    @sarojvlogs9089 Před rokem +1

    ତମେ ତ ଜମା ଖାଉ ନଥିବ ଆଉ ଖାଲି ଛେଳି ବୋଦା ର ଅଭିଶାପ କଣ କିଶୋର ଉପରେ ଖାଲି ପଡିବ ଖାଇବା ଲୋକ ଉପରେ ଭି ପଦିବରେ

  • @kapilashmajhi5106
    @kapilashmajhi5106 Před rokem

    ବେପାର ହେବା ଦେଖି BMC ଆଖି ପକାଇଲା
    ସlଆମେ ବିକିବାରେ ରେଟ କମ ଆଉ ଏବେ ସବୁ କିଣୀଲେ ଲାଗୁଛି gst ସରକାର କୁ ଜୁହାର

  • @byomakeshmishra4287
    @byomakeshmishra4287 Před rokem +2

    Kishore is a Brahmin. He should open veg Hotel.

  • @bhagyabiswa
    @bhagyabiswa Před rokem +16

    First of all it's a request to all Journalists and news Channels to improve your way of representing issues before public. Don't influence public with your opinions. Public or Government or the Hotel person is well aware of the situation and whose fault it is. So please upgrade your ways to present issues. What rubbish words you are using: Najar laagi gala, Abhisaap padi gala?! Is this how a reporter should report!!! 😡

    • @niranjanbarik7809
      @niranjanbarik7809 Před rokem +2

      Your word is right. His representation abolished all the reputation of this news chhanel who doesn't know how to represent infront of public

    • @jaganathsuperfan
      @jaganathsuperfan Před rokem +2

      U right 100 sister. All these word shouldn't use. Those people who r write this are they vegetarian??? Those r telling like this, those people are also insult other when they have not get nonveg item properly in any mrg ceremony also. We all eat, most of hotel and restaurant cooks non veg. ....,.....maximum nonveg item are made for election and marriage ceremony
      .. What about that.... ??
      People are giving vote to those people who give mutton and wine. Those who r support here they r aslo insult other for mutton in mrg.

    • @ashoksend1717
      @ashoksend1717 Před rokem

      khasi kukuda kandi kandi maruchanti au manisa kan hebe ? tus tas

  • @jharanagouda6250
    @jharanagouda6250 Před rokem

    Wow very nice of title 👍

  • @ncaashiq7503
    @ncaashiq7503 Před rokem +3

    Bala thumbnail deuchha Tama nija character ku first Dekha tame kete motton kete chicken 🐔 marki khaichha next Anya lokanka bisayare kahiba

  • @simirsen3317
    @simirsen3317 Před rokem +5

    Berhampur ପିଢା hotel kebe seal ହେବ ସେଇଟି ଭି hiyigine maintaine ହେଉନି and ବହୁତ ଗନ୍ଧିଆ ପରିବେଶ ଭାଇ ଓ ଭଉଣୀ ମାନଙ୍କୁ request କି ସେଇଟା କୁ ଭି ଭାଙ୍ଗି ଦିଅ

    • @p.d.astudio9474
      @p.d.astudio9474 Před rokem

      Tame ta family ku posibata saibhalia khaicha tama ku jadi icha nahi jaoni

    • @p.d.astudio9474
      @p.d.astudio9474 Před rokem

      Tame jaiki deterjin powder au Sabu safa kariba jinisa daidia

  • @vlogsofparth7287
    @vlogsofparth7287 Před 23 dny

    ଛେଳି ମାଂସ ଦଉନି କିଶୋର ଭାଇ, ମେଣ୍ଢା ମାଂସ ଦଉଛି, ଏକଦମ୍ ଫାଲତୁ ଖାଇବା

  • @mixstar9046
    @mixstar9046 Před rokem +2

    Thik kotha....

  • @zaikapalace8239
    @zaikapalace8239 Před rokem

    ତୁମ ଶଳାଙ୍କର କାମ ଧନ୍ଦା ନାହିଁ କି

  • @gourigouri2625
    @gourigouri2625 Před rokem +2

    Very nice 👊👊👊👏👏👏🦂🦂🦂

  • @harekrushnanayak997
    @harekrushnanayak997 Před 17 dny

  • @kunaemil8246
    @kunaemil8246 Před 13 dny

    Ma giha khiparbu ki five star hotel r nam kan odisare.

  • @tapankhuntia3602
    @tapankhuntia3602 Před rokem

    Exlent Right

  • @mrdarthmaul8914
    @mrdarthmaul8914 Před rokem +43

    ଯାହା ଭି ହେଉ ଲୋକ ଟା ପରିଶ୍ରମୀ ଥିଲା।

  • @onedayyouandme3268
    @onedayyouandme3268 Před rokem +4

    Thumbnail pura thi achi🙏

  • @adas5493
    @adas5493 Před rokem +1

    Very nice

  • @dhanirambhatra5499
    @dhanirambhatra5499 Před rokem

    Verygood

  • @iknow7753
    @iknow7753 Před rokem +9

    ପଶୁ ମାନଙ୍କ ଅଭିଶାପ ପଡ଼ିଲା

  • @chakradharmaharana2778

    ଭିଭଲକାମ କରୁଥିଲାତ ହାଆଲା କରୁଛନ୍ତି ଟେଷ୍ଟ ଆଗରୁ ଆଗରୂ କରିବାକଥା

  • @iknow7753
    @iknow7753 Před rokem +2

    କିଏ ଆଗ ତ କିଏ ଟିକେ ସମୟ ଲାଗିବ

  • @ashribadhota2978
    @ashribadhota2978 Před rokem +1

    Yes

  • @bijaynayak349
    @bijaynayak349 Před rokem

    ଆରେ ଭାଇ ତମର ଜଦି ପାବାର ଅଛି ବଡ ବଡ ଦୁକାନ ଦେଖ ଯଉଠି କମ ପଇସା ରେ ମିଳୁଛ ତମର କାହିକି ଫାଟୁଛି

  • @prakashtarai896
    @prakashtarai896 Před rokem +1

    ଏଇଟା ରାଜନିତୀ ପଲଟିକାଲ ବାଲାଙ୍କ କାମ,

  • @akkamit1991
    @akkamit1991 Před rokem

    Mutton curry re food colour bahut pariman re dia jauchi

  • @biswajitmishra3461
    @biswajitmishra3461 Před rokem

    kishore bhaina buli buli khali gehila

  • @sukantakumarpanda9395

    ନୂଆ ଦୋକାନ ତ କଲେ
    ବ୍ୟବସାୟ ପୂଣି ମାଲା ମାଲ

  • @somamunda7378
    @somamunda7378 Před 2 měsíci

    Jia katuthile khasi tahaku ovisap no podi kishar bhaiku konpai ovisap

  • @sidhantagaming1871
    @sidhantagaming1871 Před rokem

    Hmm ରେ ନିୟୁଜ ଵାଲା ତୋ ମା ବୀଆ ମାଗିହା 😡😡

  • @PSP453
    @PSP453 Před 3 měsíci

    Babu gote Katha manerakha ja bhitare bhagwan kuti kuti ku talent bharichhi na se mati ku dharile suna heijae baaki rahila Kishore Bhai bahut jaldi bhala sambada nischaya Miliba.jai jagannath

  • @Tusharsahu-wl6wg
    @Tusharsahu-wl6wg Před rokem

    👌

  • @samasya_samadhana
    @samasya_samadhana Před rokem

    🦀🦀🦀🦀🦀🦀🦀🦀 people don't like independent and entrepreneur, our people like to migrant workers...

  • @subashdas5642
    @subashdas5642 Před rokem

    Thik katha. Brahmana hoi ki chandala kama.

  • @padmalochanmata5184
    @padmalochanmata5184 Před rokem +1

    Good bmc

  • @user-sn2sy3mi5t
    @user-sn2sy3mi5t Před 3 měsíci

    🤔🤔🤔Are bhai news kahuchu😎😎 nafull jatra party karchu🤓🤓🤓

  • @srikantnarendra6463
    @srikantnarendra6463 Před rokem +1

    Kishor bhai jadi am comments padhuthib next time kahaku vdo karibaku dabani . famous chakare mareib

  • @manojmantraa
    @manojmantraa Před měsícem

    ragiba nahi gote katha kahuchi, kishore bhai hau ki aau kehi hau tankara jadi prasansa ra video karibara achi tahale separi video kemiti karanti daya kari sikhantu. aau gote katha aaji jadi kishore bhaina dokan ra jaha abasta hela sethi pain media bala madha kichi parimana re daye.

  • @bya2ztechnicalengineering-700

    Address kouthi

  • @gourangasahusahu
    @gourangasahusahu Před 9 měsíci

    ଏତେ ଖାସ୍ ନୁହଁ

  • @sanjibkumar5012
    @sanjibkumar5012 Před rokem +1

    Ki dialog ma reporter bhainka.... Kalinga gananatya waiting 4 u

  • @arunkumarofficiall171

    Right

  • @lipunshorts7729
    @lipunshorts7729 Před rokem

    Bhai garib lok jana kale bi kharap aaye bad lokar hotel ni chale antha hi karbe

  • @odishayoutuber4042
    @odishayoutuber4042 Před rokem

    Nice

  • @akkamit1991
    @akkamit1991 Před rokem

    Age se news reporter ku badao

  • @prakashmurmu3810
    @prakashmurmu3810 Před rokem

    ଆରେ ମଟନ ଭାବି ମେଣ୍ଢା ମାଂସ ଖାଉଥିଲେ.....

  • @gopinathnaik7905
    @gopinathnaik7905 Před rokem

    Kahuchanti pasu manankara abhisapa Padila jadi bikiba loka upare abhisapa Padila kn khaiba loka upare abhisapa padiba nahi.anyaya karuthiba lokara jetiki dosa nuha anyaya heuthibara drusyaku dekhi palauthiba lokara adhika dosa.

  • @ajayaverinicemalick5089

    ଆରେ ଭାଇ ପତର ପଡିବ ନି କି ଚୁଲି ଜଳିବନି

  • @susantashadangi7519
    @susantashadangi7519 Před rokem

    Bhai Tomo manku kichi au news melunhi

  • @user-mo6jr3sc4p
    @user-mo6jr3sc4p Před 2 měsíci

    ଏ ମିତି ଝୋଳ ହବ ମଣିଷ

  • @madhubratasamal4198
    @madhubratasamal4198 Před 3 měsíci

    Vagaban sabu dekhuchhanti,jia jemiti kariba,se semiti paaiba🙏

  • @kishorbhr2666
    @kishorbhr2666 Před rokem

    ଆସିଲା ବେଳେ ମୋହୁଲି ମାରିକି ଆସିଲି କୀବେ News ଅମିତି କଣ କୋହୁଚୁ

  • @simaranisahoo3931
    @simaranisahoo3931 Před rokem

    Vala heichi 😁😁😁😁😁

  • @laxmibaidas5866
    @laxmibaidas5866 Před rokem

    Kia khauna ki je tanka upare abhisapa padiba. Lokara najar padila

  • @chittaranjanray6449
    @chittaranjanray6449 Před 6 měsíci

    Motton khai lokanka mana indriya control re rahibanahi samane bhool kaeba jiba hatyara papa lagiba ta pare narka re padiba

  • @adsucessforallcontent8387

    Daliy 200 kg hele au ଛେଳି ରହିବେ ta..avishap ta hela au ..gov shaa b nela panga .. vanghila.a auu

  • @nature5456
    @nature5456 Před rokem

    Loka khaibe mutton au kisore bhaina ka upare kn pn padiba abhisap

  • @abharanipatnaik1117
    @abharanipatnaik1117 Před rokem +2

    Sabu bele kansei sukhare dino katiparibani.cheli machho gai kukuda khaiba Loko kebe b sukho paibeni.mokhyo paibeni.sabo khanti ashuro mani

  • @subingyadas6149
    @subingyadas6149 Před rokem

    Sabu marketing policies bhai...

  • @F56980
    @F56980 Před rokem

    A1 ODIA MG

  • @chakradharmaharana2778

    ଜେଉଭାଈ ମାନେ ଖାଆନ୍ତି ସେହିଭାଈ ମାନେ କହିଛନ୍ତି

  • @dilipsatapathy1658
    @dilipsatapathy1658 Před 2 měsíci

    PLEASE TELL SWEETEST VOICE I DIS YOUR VOICE AND ANALYZING

  • @sabitrivisionbhubaneswar1121

    👍right bhai loka bhoka bikalare kuchi bhai khaile bhai lage

  • @rohanbehera5768
    @rohanbehera5768 Před rokem

    Are bhai aita cheli ra abishap lagini bhai jahara jauta khaiba jinisa se seta nischaya khaiba sapa benga na khaiba manisa cheli kukuda khaibe jahar khadya jaita se ta seta khaiba na

  • @techconcepts4you850
    @techconcepts4you850 Před rokem +2

    Ebe cheli to mansa khaibe mgh. Kete innocent animals nku marichu idt? Good decision by bmc

  • @saratkumartripathy6368

    ନାଁ ଟା କିଶୋର ଭାଇନା ହୋଟେଲ

  • @nalejajena5190
    @nalejajena5190 Před rokem +1

    Very good idea

  • @user-cf4ex6sl5x
    @user-cf4ex6sl5x Před 2 měsíci

    Bala Kain michha katha jaka kahucha ame v bhubaneswar re rahuchu bhaina ki michha re midia bhaii