ରଜ କମେଡି ... | Raja 2023 | Pragyan Shankar Comedy | Shankara Bakara | Raja Comedy
Vložit
- čas přidán 27. 08. 2024
- #rajautshava #rajafestival #viral #odiacomedy #rajasankranti
ରଜରେ ଗୁଳୁଗୁଳୁ କମେଡି ... | Raja 2023 | Pragyan Shankar Comedy | Shankara Bakara
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
CZcams: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ପରବ ପର୍ବାଣୀ ଚୁଲିକୁ ଗଲାଣି
ଆଉ ପୂର୍ବଭଳି ନାହିଁ
ଆଜି କାଲିକା ଏ ପିଲାଙ୍କୁ ଏସବୁ
ଟିକିଏ ବି ଜଣା ନାହିଁ
ଏଣ୍ଡୁରି କାକେରା ମଣ୍ଡା ପୋଡ଼ପିଠା
ଆରିସା ଚକୁଳି ଖିରି
ଜାଣନ୍ତିନି ଆଜି କାଲିକା ଝିଅ ଏ
ପ୍ରସ୍ତୁତ ହୁଏ କିପରି
ବାର ମାସେ ତେର ପରବ କଅଣ
ପଚାରିଲେ କହୁଛନ୍ତି
ଏସବୁ କଅଣ ଜଣା ନାହିଁ କହି
ଓଲଟା ପ୍ରଶ୍ନ କରନ୍ତି
ପିଜା ଚାୱମିନି ବର୍ଗର ରେ ମନ
ଭୁଜା ଚୁଡା ପିଠା ଛାଡି
ଏସବୁ ଖାଇବା ଯାଚିଲେ ପିଲାଙ୍କୁ
ମୁହଁକୁ ଦିଅନ୍ତି ମୋଡ଼ି
ରଜ ସଂକ୍ରାନ୍ତି ସ୍ନାନ ବସୁମତୀ
ଗଛ ଦୋଳି ମିଠା ପାନ
ତିନିଦିନ ଯାକ କେତେ ଯେ ଆନନ୍ଦ
କେବେ ଭୁଲି ହେବନି ସେ ଦିନ
ପାଶୋରି ଦିଅନି ପରବ ପର୍ବାଣୀ
ହେ ମୋର ପିଲାମାନେ
ଏଇ ସବୁ ଆମ ପରିଚୟ ପରା
ରଖ ବଞ୍ଚାଇ ଯେ ଚିରଦିନେ
ସଭିଏଁ ଗରବେ କହିବା ଆମେ ତ
ଓଡ଼ିଆ ଜାତିର ପିଲା
ସବୁଠୁ ନିଆରା ଆମ ପରମ୍ପରା
ପୁଣି ସଂସ୍କୃତି ପରବ କଳା
ପବିତ୍ର ରଜର ଶୁଭେଚ୍ଛା ସଭିଙ୍କୁ
ନନ୍ଦିଘୋଷ ମାଧ୍ୟମରେ
ପିଠାପଣା ଖାଇ ରଜ ଦୋଳି ଖେଳି
ରଜ ପାଳନ୍ତୁ ଯେ ଆନନ୍ଦରେ
Bahut sundara kabitaa 👏👏
Bahuta Sundar kabita
🙏🙏👍👍
Nice brother
ବହୁତ ସୁନ୍ଦର ❤
ଆମ ପରମ୍ପରା କୁ ସବୁବେଳେ ବଜାଇ ରଖ ବାହାର ପରମ୍ପରା କୁ ଆପଣାନ୍ତୁ ନାହିଁ ଓଡ଼ିଶାବାସୀ ମୋର ଅନୁରୋଧ 🙏
ରଜରେ ଏଇ କମେଡି ଦେଖିକି ଭାରି ଭଲ ଲାଗିଲା ଜୟ ଜଗନ୍ନାଥ🙏🙏🙏 ଏଇ କମେଡି ଆଗକୁ ଯାଉ 🙏୦୦
ଆର ବର୍ଷ ବହୁତ ଭଲ ଥିଲା
Pragya bhai nka budi rool bahut pasand mote lage
ଆଜି ର ସାମାଜ କୁ ପରମପରା ର parichaya ଦେଇthibaru dhanyabad
Happy raja ❤️❤️❤️❤️
Pragyan👍👍👇
Prangya sir is the best comedy actor
I loves to prangya sir
ସାବାସ ବୁଢ଼ା ବୁଢ଼ୀ , ଅନେକ ଅନେକ ଧନ୍ୟବାଦ କଳାକାର ମାନଙ୍କୁ ।
ଆଉ କିଛି ନାହିଁ ସେ ସବୁ ସବୁ ଭୁଲି ଯାଇଛନ୍ତି
Very nice comedy❤😀
Happy Raja both pragya & Sankar ❤❤❤❤
Happy raja all of you🥰❤️
ଅତି ସୁନ୍ଦର୍ ❤😂
Nye 😂😂
Badhiya concept, maja lagila bahut, always love you prangya bhai and sankar Bhai 🙏🏻😇😇😇🥰🥰🥰
Prangya bhai, sankar bhai happy rajo
I love this concept
Pragya and Shankar bhai ❤️❤️
Raja is the big festival of odisha..
Super
Babu bhai kia baat hai masta a.....😂
Happy Raja
Super comedy video love you❤❤❤
Super 😂😂😂😂❤❤
Best actor pragyan
Excellent vlog
Exilent raja comedy
Rajo
🎉🎉🎉🎉🎉🎉🎉.supar.
Prangya Sankar number one comedian
ATI Sundar thila Rajara beshaya re sabu Odia nku Jana thiba darkar
Very nice
🙏 super
We love you ❤
ମଜା ଆସିଗଲା ରଜରେ
ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀଙ୍କ ଭିତରେ ଦ୍ଵିତୀୟ ବୃହତ୍ତମ ଧନୀ । ତାଙ୍କର ଆୟ ୨୦୦ କୋଟି ଟଙ୍କାରୁ ଅଧିକ। ନବୀନ ପଟ୍ଟନାୟକଙ୍କ ଖଣି ଖାଦାନ ବ୍ୟବସାୟ ରହିଛି। ଦିଲ୍ଲୀରେ ତାଙ୍କର ଫାର୍ମ ହାଉସ ରହିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ଜାଗା ରହିଛି। ଆହୁରି ଅନେକ ସମ୍ପତ୍ତି ଯାହା ସିଏ ଘୋଷଣା କରୁନାହାନ୍ତି। ନବୀନ ପଟ୍ଟନାୟକ ମାତ୍ର ବି.ଏ ପାସ କରିଛନ୍ତି। ଆମ ଓଡ଼ିଶା ର ଲୋକ କହୁଛନ୍ତି ନବୀନ ପଟ୍ଟନାୟକ ବହୁତ ଭଲ ଲୋକ ଏବଂ ସେ ଦୁର୍ନୀତି କରନ୍ତି ନାହିଁ ତାହା ହେଲେ ଏତେ ଧନ ତାଙ୍କର ଆସିଲା କେଉଁଠୁ।ସିଏ ବିବାହ କରିନାହାନ୍ତି କାରଣ ସିଏ ହିଞ୍ଜଡ଼ା।ଆଉ ରହିଲା ବିଜୁ ପଟ୍ଟନାୟକ ଭୂତ ର ସ୍ଵପ୍ନ, ତାହା ଥିଲା ଆମ ଓଡ଼ିଶାର ଲୋକ ଙ୍କୁ ଠକେଇ ଖଣି ଦୁର୍ନୀତି କରି କୋଟି କୋଟି ଟଙ୍କାର ସମ୍ପତି କରିବା ସହ ହେଲିକେପ୍ଟରରେ ବୁଲି ମଉଜ କରିବା।
Great action
ଜେଜେ ମା ଜେଜେ ବାପାଙ୍କ ପ୍ରଥମ ନମସ୍କାର ଆପଣଙ୍କୁ ❤❤❤
Supar comedy
best part-🤣🤣Dudura phala😂😂dhenkikot seita ta Keonjhar re😂😂......seta jaga na😅😅......😂😂mariba agaru roshei kari dei thiba🤣🤣......benga chaligala bhala lagila😆😆😆.......
Super 👍👍👍
I love you all
❤️KJR 👌❤️ମା ତାରିଣୀ ⭕️❗️⭕️ଜୟ ଜଗନ୍ନାଥ 🙏
Out standing
Happy raja dhal mam
Your art super😊
Thank you this art was done by my son
Very beautiful comedy shankara Bakara 🙏🙏🙏
Wow prangya bhai
Super comedy,mu wait karithili finally asigala.
❤
VALUABLE INFORMATION FOR SOCIETY BEAUTIFUL ACT GOOD JOB KEEP IT UP
Nice
Very very nice 😅
Very nice ❤
Yuppy
😅😅😅
Pragyan sir best comedian 😂😂😂😂😂
ବହୁତ ସୁନ୍ଦର ଧନ୍ୟବାଦ
exlnt
One of the best comedy...
Very nice video
Very nice video 👍👍👍👍👍👍👍👍👍😅😅
Super 🎉🎉🎉🎉🎉🎉❤❤❤ haapy raja❤❤❤❤
Puruna sanskrutiku sabu bhuli galeni HAPPY RAJA
ମରିଯାଉନ,😁😁😁
ଇ love କମେଡି
Omyg
Bahut sundar ❤
Very nice mu aanurodh karuchhi khebe aama odia pampara ku vhulantu nahi aau sabudina pai bajairakhantu .🙏🙏🙏🙏
❤😂
I love you prongya sir❤❤❤
Bohut bhala lagila 2bhainko acting
All time favorite actors... Pragyan bhai au sankara bhai ❤... Informative comedy always...
Raja re Kakada ,, manda ahi pitha ku apaman karuchanty bhla nahi
Hi 14:27
14:41
V CTv TV bb6 by bhul😮😮😅😊jb mn crct http
vv2l.
‼️Happy Raja enjoy 🎉
Nice story
My beauti queen simran ❤❤❤
Apank manku b happy raja sankranti
Mo sister roll ta bahut vala laguchi au prangya vai ta osm soo sweet all staff ❤😅
Tq bro☺☺
Happy Raja. Reminded my childhood
Really
Hasi hasi mo Peta daraj heigala😅😅😅
Jejemaa jejebapanku heartily happy raja n love u love u love u so much 🙏 ❤❤❤❤❤
Bahut badhiya
Very beautiful.
pragyan sir as an old lady ...bhala lage bahut
Maja lagila
Wonderful✨😍
Amara dharma Amara karma
Hin ama kartabya
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ମୋର ଭାରି ଇଚ୍ଛା ହଉଚି ଯଦି ମୋର ଭାଗ୍ୟରେ ଅଛି ମୁଁ ଖୁସି ପ୍ରଭୁଙ୍କ ପାଖରେ ଯାଇ ଦର୍ଶନ କରି ବି।
Happy Raj pargaya Bhai 🎉🎉🎉🎉
Nice 😅😅😅😅
Bahut bahut bahut sundar comedy ❤❤❤❤❤❤❤❤🙏🙏🙏
Supar pragya bhi apna nku 🙋
Super comedy.😂😂😂😂😂
Kte bada na tumr ki?...
😅😅😅😅😅😅😅😅😅
I love u ଆଇ 🥰
So beautiful video
I just love this show
8:44
8:59
9:18
11:19
12:04
ଆଇଲଭ ୟୁ ଆଇ❤❤❤
😢😢😢😢
ପାଣିକୁ ଡାକିଲେ ସିନା ବର୍ଷା ହେବ।
Supper
Nice vidio