Velikost videa: 1280 X 720853 X 480640 X 360
Zobrazit ovladače přehrávání
Automatické přehrávání
Přehrát
Bahut bhal lagila dada aemiti sabubele Ram Bhai chiki dueijan nka ra blog amaku dekhauthibaru bahut bahut dhanyawad ❤❤❤❤🎉🎉🎉🎉
Sagar bhai and neha Didi best Jodi ❤❤❤❤
Amiti sabubele shooting set ra ram chiki nk vlog share karantu 🎉🎉
Sagar Bhai and Neha didi best jodi ❤❤❤❤❤❤❤❤
Dada PRANAM🙏 thank you for this beautiful video.
Chiki didi ଆଉ ram ଭାଇ ଙ୍କୁ ବ୍ଲୋଗରେ ଏମିତି ମଝିରେ ମଝିରେ ଆଣିବେ ବହୁତ ଭଲ ଲାଗୁଚି ସେ di ଜଣ କୁ ଦେଖି ବାକୁ
Nice vlog sir....current video share karithibaru thank u.Emti videos regula share karantu....bht sunder laguchi.....😊
ଟିକେ ହସ ଟିକେ ଛଳନା ଏଠି ଟିକି ମନ ବଡ ଖେଳନାଟିକେ ଟିକେ କରି ମନକୁ ପୁଣି କାହା ପାଇଁ ଆଉ ଜଳାନା ଟିକିଏ କଥାରେ ମନ ଭାଙ୍ଗେ ହେଲେ ମନକୁ ଭୁଲି ପାରେନା ମନର କୋଉ ମାପ ଥାଏ ଅବା ମାପକୁ କରିବି ବାହୁନା ମନରେ ମନରେ ମାନ ମରୁମରୁ ସବୁ ଦିନେ ସରିଯାଏ ରହିଯାଏ ଯାହା ଦିନ ଗୁଡା ଅତୀତ ଟିଏ ହୋଇ ହାଏ @"ସାଗରବାବୁ"
ଖୁବ୍ ସୁନ୍ଦର କବିତା 🙏🏻❤️❤️
ମୋତେ ପୁରସ୍କାର ମିଳିଗଲା ଆଜି..।ତେବେ ଅଜସ୍ର ଆନ୍ତରିକ ଧନ୍ୟବାଦ ସମେତ ସଶ୍ରଦ୍ଧ ପ୍ରଣାମ 🙏 "ଦାଦା"ମୁଁ କୃତଜ୍ଞ।"ଦାଦା",ଲେଖିବା ପେଶା ନହଲେ ଵି ନିଶାକବି ନୁହେଁ : ଭାବନା କୁ ଲେଖୁଥିବା ଜଣେ ସାଧାରଣ ମଣିଷ @@AtistChintamani
Sir ଭାଇ ଙ୍କ ହାତ କେମିତି ଫିକ୍ଚର ହେଲା ପ୍ଲିଜ଼ reply mi
ପ୍ଲିଜ଼ sir ଆଉ ଟିକେ long ଭିଡ଼ିଓ ବନେଇବେ ଟିକେ free ହେଲେ chiki didi ଆଉ nidhi didi ଙ୍କ ମସ୍ତି ଭିଡ଼ିଓ ବି ଅପଲୋଡ଼ କରିବେ sir ପ୍ଲିଜ଼ ପ୍ଲିଜ଼ 🙏🙏🙏🙏
❤❤
Thanks Chintamani Babu.❤you all
True talent is like beauty, no matter how hard it tries to stay hidden, it still stands out with it's own unique charm& spreads its joys everywhere.@"sagaRbabu"
Bahut bhal lagila dada aemiti sabubele Ram Bhai chiki dueijan nka ra blog amaku dekhauthibaru bahut bahut dhanyawad ❤❤❤❤🎉🎉🎉🎉
Sagar bhai and neha Didi best Jodi ❤❤❤❤
Amiti sabubele shooting set ra ram chiki nk vlog share karantu 🎉🎉
Sagar Bhai and Neha didi best jodi ❤❤❤❤❤❤❤❤
Dada PRANAM🙏 thank you for this beautiful video.
Chiki didi ଆଉ ram ଭାଇ ଙ୍କୁ ବ୍ଲୋଗରେ ଏମିତି ମଝିରେ ମଝିରେ ଆଣିବେ ବହୁତ ଭଲ ଲାଗୁଚି ସେ di ଜଣ କୁ ଦେଖି ବାକୁ
Nice vlog sir....current video share karithibaru thank u.Emti videos regula share karantu....bht sunder laguchi.....😊
ଟିକେ ହସ ଟିକେ ଛଳନା ଏଠି ଟିକି ମନ ବଡ ଖେଳନା
ଟିକେ ଟିକେ କରି ମନକୁ ପୁଣି କାହା ପାଇଁ ଆଉ ଜଳାନା
ଟିକିଏ କଥାରେ ମନ ଭାଙ୍ଗେ ହେଲେ ମନକୁ ଭୁଲି ପାରେନା
ମନର କୋଉ ମାପ ଥାଏ ଅବା ମାପକୁ କରିବି ବାହୁନା
ମନରେ ମନରେ ମାନ ମରୁମରୁ ସବୁ ଦିନେ ସରିଯାଏ
ରହିଯାଏ ଯାହା ଦିନ ଗୁଡା ଅତୀତ ଟିଏ ହୋଇ ହାଏ
@"ସାଗରବାବୁ"
ଖୁବ୍ ସୁନ୍ଦର କବିତା 🙏🏻❤️❤️
ମୋତେ ପୁରସ୍କାର ମିଳିଗଲା ଆଜି..।ତେବେ ଅଜସ୍ର ଆନ୍ତରିକ ଧନ୍ୟବାଦ ସମେତ ସଶ୍ରଦ୍ଧ ପ୍ରଣାମ 🙏 "ଦାଦା"
ମୁଁ କୃତଜ୍ଞ।
"ଦାଦା",
ଲେଖିବା ପେଶା ନହଲେ ଵି ନିଶା
କବି ନୁହେଁ : ଭାବନା କୁ ଲେଖୁଥିବା ଜଣେ ସାଧାରଣ ମଣିଷ
@@AtistChintamani
Sir ଭାଇ ଙ୍କ ହାତ କେମିତି ଫିକ୍ଚର ହେଲା ପ୍ଲିଜ଼ reply mi
ପ୍ଲିଜ଼ sir ଆଉ ଟିକେ long ଭିଡ଼ିଓ ବନେଇବେ ଟିକେ free ହେଲେ chiki didi ଆଉ nidhi didi ଙ୍କ ମସ୍ତି ଭିଡ଼ିଓ ବି ଅପଲୋଡ଼ କରିବେ sir ପ୍ଲିଜ଼ ପ୍ଲିଜ଼ 🙏🙏🙏🙏
❤❤
Thanks Chintamani Babu.❤you all
True talent is like beauty,
no matter how hard
it tries to stay
hidden,
it still stands out
with it's own unique charm
& spreads its joys everywhere.
@"sagaRbabu"