#ଖାଲି

Sdílet
Vložit
  • čas přidán 9. 06. 2024
  • ସୁଟିଂ ମସ୍ତି 🤣

Komentáře • 25

  • @rilirout8504
    @rilirout8504 Před měsícem +4

    Sagar Bhai Neha world ra best best best best jodi in the world ❤❤❤❤❤❤😂😂😂😂😂🎉🎉🎉🎉🎉

  • @user-zb5ro2dg4e
    @user-zb5ro2dg4e Před měsícem +3

    Very nice Sagar Bhai my favourite hero ❤❤❤❤❤❤❤❤❤

  • @ruchishreesahu9206
    @ruchishreesahu9206 Před měsícem +1

    Wow Sagar nka smile always sweet chiki nidhi always looking so beautifull 😊😊😊😊😊😊

  • @pramodbehera9995
    @pramodbehera9995 Před měsícem +2

    Neha sagra best jodi ❤❤❤❤

  • @payalsindura
    @payalsindura Před měsícem +1

    Sagar bhai and neha Didi best Jodi in the world❤❤I miss you Sagar bhai 😢😢😢😢

  • @PinkiMeher-143
    @PinkiMeher-143 Před měsícem +5

    Sir long ଭିଡ଼ିଓ ଅପଲୋଡ଼ କର ପ୍ଲିଜ଼

  • @nibeditajena4933
    @nibeditajena4933 Před měsícem +2

    Nice video sir👏....sagar bhai kemti achhanti au se kebe return karibe....hope ki tanka absence re b serial no.1 heiki rahu....😢

    • @AtistChintamani
      @AtistChintamani  Před měsícem

      ଖୁବ୍ ଶୀଘ୍ର ଆସୁଛନ୍ତି ରାମ୍ ଭାଇ ❤️

    • @nibeditajena4933
      @nibeditajena4933 Před měsícem

      @@AtistChintamani thank u sir for ur reply........

  • @khushibiswal9095
    @khushibiswal9095 Před měsícem +1

    TPTP serial ku sabu bale samaste amiti bhala paiba dau thantu❤

  • @user-cp3qx8br6y
    @user-cp3qx8br6y Před měsícem +1

    Veryniceallofyoubeauitful❤❤❤❤❤❤❤❤❤❤❤❤❤❤❤❤❤❤❤

  • @khushibiswal9095
    @khushibiswal9095 Před měsícem

    ❤❤❤❤

  • @rupalisethy2791
    @rupalisethy2791 Před měsícem +3

    Sagar Bhai kemiti acha n ti 😢😢

  • @bimalpattnaik1537
    @bimalpattnaik1537 Před měsícem +1

    ଦାଦା ପ୍ରଣାମ 🙏

    • @AtistChintamani
      @AtistChintamani  Před měsícem

      ପ୍ରଣାମ... ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଥାଉ ତୁମ ସହ 🙏🏻

  • @PITAMBERSAHOO-jh3fy
    @PITAMBERSAHOO-jh3fy Před měsícem

    Bhia sagar bhai kan hai6

  • @bimalpattnaik1537
    @bimalpattnaik1537 Před měsícem +1

    କିଛିକଥାଛାତିର ...,
    ଥିଲା ଯଦି ପ୍ରେମ କେବେ, ରହିଛି ରହିବ
    ଏ ନଈ ମୋ ବୁକୁ ତଳେ ସଦା ହିଁ ବହିବ
    ମତେ ତୋର ଭାବନାରୁ ବିରତୀ ବା କାହିଁ
    ଭାବିବି ବସି ମୁଁ କଣ ଦୁନିଆଁ କହିବ
    ଥିଲା ପ୍ରେମ, ରହିଛି ରହିବ...
    @"ରାମସାଗର ବାବୁ"

    • @AtistChintamani
      @AtistChintamani  Před měsícem

      ଖୁବ୍ ସୁନ୍ଦର ଚମତ୍କାର କବିତା... ଅଶେଷ ଧନ୍ୟବାଦ ♥️♥️🙏🏻

    • @bimalpattnaik1537
      @bimalpattnaik1537 Před měsícem

      ​@@AtistChintamaniଦାଦା ହୃଦୟରୁ ଧନ୍ୟବାଦ, ଦାଦା ସକାଳ 6 ରୁ ରାତି 9 ଟାରୁ 10 ଟା ପ୍ରତେକ ଦିନ ବ୍ୟସ୍ତ ସକାଳୁ ମନିଙ୍ଗ ୱାର୍କ କ୍ରିକେଟ ତାପରେ 10:30 ରୁ 6:30 ଅଫିସ ପୁଣି ସନ୍ଧ୍ୟା ସମୟରେ ପାଟ ଟାଇମ କାମ... କେମିତି କେମିତି ହେଲେବି ରାତି 10 ଟା ପାଖାପାଖି ହେଇଯାଏ ଏ ସବୁ ଭିତରେ ପ୍ରତେକ ଦିନ ଘଟୁଥିବା ଘଟଣା ଦେଖୀ ଆଉ ଇୟୁଟୁବ ଇନଷ୍ଟା ର କିଛି କ୍ଲିପ ମନକୁ ଛୁଉଁଥିବ ତାପରେ ମୋର ରାତି 11 ଟା ପରେ ଲେଖା ଆରମ୍ଭ ହୁଏ ଲେଖେ କିଛି କମେଣ୍ଟ ଦିଏ କିଛି ନିଜ ଇନଷ୍ଟା ଆଇଡି ରେ ପୋଷ୍ଟ କରେ ନହଲେ ମେଲ ଡ୍ରାପ ରେ ରୁହେ କହିବାକୁ ଗଲେ ଦାଦା ଲେଖିବା ଯଦିଓ ପେସା ନୁହେଁ ମୋର କିନ୍ତୁ ନିଶା ଯେତେ ଟାୟାର୍ଡ଼ ଲାଗୁ ଲେଖାଲେଖି କରି ଶୋଇବାଟା ଏକପ୍ରକାର ଅଭ୍ୟାସ ଦାଦା ଆପଣଙ୍କର ଭଲ ପାଇବା ଆଶ୍ରିବାଦ ଏମିତି ଥାଉ ଆପଣ ଆମ ଭଳି ସାଧାରଣ ମଣିଷ ଙ୍କ କମେଣ୍ଟ ରେ ଉତ୍ତର ରଖୁଛନ୍ତି ଆମ ପାଇଁ ଏହାତ ପୁରସ୍କାର

  • @SarathiSethi-gc8tt
    @SarathiSethi-gc8tt Před měsícem

    🤤🤤🤤❤❤❤👌👌👌💖💖💗💗

  • @bimalpattnaik1537
    @bimalpattnaik1537 Před měsícem

    ଆଜିକାଲି
    ତୁମ ଅନୁପସ୍ଥିତି
    ଭାରି ଓଜନିଆ ଲାଗେ...
    ତୁମ କୌତୁକିଆ
    କଥା ପାଇଁ ଏଠି ସେଠି
    କାନ ଡେରେ...
    ସବୁ ଆଇନାରେ
    ତୁମ ଚେହେରା ଦେଖାଦିଏ..
    ଭଲକି ଦେଖିଲେ,
    କୁଆଡେ କେଜାଣି
    ଉଭେଇ ଯାଏ...
    ପ୍ରତ୍ୟେକ ଛାଇର
    ପିଛା କରେ...
    କାଳେ ତୁମେ
    ମୋ ସହ
    ଲୁଚକାଳି ଖେଳୁଥିବ
    ତୁମେ ଏସବୁ ବୁଝିପାରିବନି...
    ସତରେ,
    ତୁମ ଅନୁପସ୍ଥିତି
    ଭାରି ଓଜନିଆ ଲାଗେ !!
    @"ରାମସାଗର ବାବୁ"