Video není dostupné.
Omlouváme se.

Naveen Government's Scandals, Publicity Scam of Rs.1000 Crore | Nirbhay Gumara Katha

Sdílet
Vložit
  • čas přidán 27. 08. 2024
  • Naveen Government's Scandals, Publicity Scam of Rs.1000 Crore | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 452

  • @kedarbiswal4575
    @kedarbiswal4575 Před měsícem +11

    କଂଗ୍ରେସ ଦୁର୍ନୀତି କଲା,ଗଲା। ବିଜେଡି ଦୁର୍ନୀତି କଲା,ଗଲା। ବିଜେପି ଦୁର୍ନୀତି କରିବ, ଯିବ।

  • @swadhikarbetaj3768
    @swadhikarbetaj3768 Před měsícem +14

    ଆପଣ କହିଥିଲେନା,ବିଜେପି ଦଳ ଭିତରେ ଆଉ ଗୋଟିଏ ଦଳ ପ୍ରଭାବ ଏସବୁ ର ଦୃଶ୍ଯ ଅଟେ।

  • @brajakishorepadhi4022
    @brajakishorepadhi4022 Před měsícem +13

    ତୁରନ୍ତ ନବୀନ ପଟ୍ଟନାୟକ କୁ ବାନ୍ଧି କି ତା ଫୁସା ରେ ତତଲା ରଡ ପୂରେଇ ମାଗିହା କୁ ଜେଲ୍ ରେ ପୁରାଅ ମୋହନ ସରକାର।

  • @sureshpatel1309
    @sureshpatel1309 Před měsícem +6

    ଭାଇ ଦୟାକରି ବୁଝାଇ ଦେବେ କି ଆମ ସରକାର ଏବେ ମୋହନ ସରକାର, ନା ମୌନ ସରକାର, ଜଣାପଡିବ।

  • @PurnachandraBehera-if5tu
    @PurnachandraBehera-if5tu Před měsícem +5

    5ତାମିଲ ନୁହେଁ ଆମକୁ BJD ଦଳ ସଭାପତି ନେତା କର୍ମୀ ମିଶିକି ଲୁଟି ଛନ୍ତି। ନହେଲେ BJD ଏତେ ଗୁଡିଏ ଜିତି ନ ଥା ଆ ନ୍ତା।

  • @harishmallck2
    @harishmallck2 Před měsícem +48

    ମୁଁ ଯାହା ଭାବୁଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପରେ action mode କୁ ଆଶି ପାରନ୍ତି

  • @trilochanpatnaik6321
    @trilochanpatnaik6321 Před měsícem +23

    ଜଣା ପଡ଼ୁଛି ମୋହନ ସରକାର ଙ୍କ ଭିତରେ କିଛି ନେତା Pandian ର କ୍ରୀତଦାସ ବୋଲି ଏବେ ସୁଦ୍ଧା ଭାବୁଛନ୍ତି ।

    • @kingcobra5909
      @kingcobra5909 Před měsícem

      Mohan majhi kn kariba taku kn jana odisha bisaya re se ta hadia peike soiba loko..... odisha ru sabu luteike naba bjp samaya ku Apekhya kara sabu dekhiba

  • @deepakmishra1311
    @deepakmishra1311 Před měsícem +2

    Excellent works ❤❤..

  • @BabitaMishra-yx2hr
    @BabitaMishra-yx2hr Před měsícem +8

    ସାର୍ , ନମସ୍କାର । କଂଗ୍ରେସ ସାରାଦେଶରେ ବିଜେପି ବିରୁଦ୍ଧରେ ଏକ ବିରାଟ ବଡ ଷଡ଼ଯନ୍ତ୍ର କରି ତଳସ୍ତରର କର୍ମୀମାନଙ୍କ ମନୋବଳ ଭାଙ୍ଗିବା ପାଇଁ blueprint କାର୍ଯ୍ୟ କାରୀ କରିଦେଇଛି । ଏମାନେ କିନ୍ତୁ ଅନନ୍ତଶୟନରେ ।

  • @gopalsamall8365
    @gopalsamall8365 Před měsícem +44

    ଚକା ଆଖି କୁ ଫାଂଙ୍କି ଦେବା ର ଶକ୍ତି କାହାର ନାହିଁ l ଧୀରେ ଧୀରେ ମୋହନ ସରକାର ମାଧ୍ୟମରେ ମହା ପ୍ରଭୁ ହିସାବ କରିବେ l

    • @lipsa5949
      @lipsa5949 Před měsícem +3

      Right 👍🏻

    • @cutybabyangel7092
      @cutybabyangel7092 Před měsícem

      ଆପଣ ଠିକ କହିଛନ୍ତି
      ନବୀନ ଦାସ ନବୀନ ପଟ୍ଟନାୟକ ର ଜଣେ ଚାଲା

  • @user-dn8ri8ez9x
    @user-dn8ri8ez9x Před měsícem +1

    ବହୁତ ସୁନ୍ଦର କଥା ଆଗ୍ୟ ଆପଣଙ୍କ ନିର୍ଭୟ ଗୁମର କଥା ବହୁତ ଭଲ 🙏🙏🙏

  • @ramakantmahanta6994
    @ramakantmahanta6994 Před měsícem +17

    ଏ ସବୁର ତଦନ୍ତ କରି ଅତି ଶୀଘ୍ର ଏମାଅଙ୍କୁ ହାଜତରେ ଭର୍ତ୍ତି କରାଜାଉ ।

  • @kailashchandramohanty4776
    @kailashchandramohanty4776 Před měsícem +6

    ଆଲେଖ୍ୟ ଟି ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ l ଅପର ପକ୍ଷରେ ନୂଆ ସରକାର ଗଠନ ମାତ୍ର ଗୋଟିଏ ମାସ ହୋଇଛି ତେଣୁ ପୂର୍ବରୁ ହୋଇ ଥିବା ଅନିଓମତିତ ର ତଦନ୍ତ କରି କର୍ଯୁନୁଷ୍ଟାନ ଗ୍ରହଣ କରିବା ସମୟ ସାଫେଖ୍ୟା l ଏଥିପାଇଁ ଧର୍ଯ୍ୟ ଆବଶ୍ୟକ l

    • @padmalayaprusty4526
      @padmalayaprusty4526 Před měsícem

      ଏଭଳି ବ୍ଯବହାର କୁ ଆର୍ଥିକ କୁପରିଚାଳନା ଅନ୍ତର୍ଭୁକ୍ତ କରି ଯାହାର ଭିଡିଓ ଗ୍ରାଫି ହୋଇଛି ତାଙ୍କ ଠାରୁ ଆଦାୟ କରି ଡିଏମକେର ଜମା ହେଉ

    • @nabakishorelenka1915
      @nabakishorelenka1915 Před měsícem

      You're right Sir

  • @Jagannath-oc9ht
    @Jagannath-oc9ht Před měsícem +21

    CBI ଙ୍କୁ ତଦନ୍ତ ଦାୟିତ୍ବ ଦେଲେ ହିଁ ସବୁ ଗୋଟିଏ ଗୋଟିଏ ବାହାରିବ। ଅନ୍ୟଥା ପାଞ୍ଚ ବର୍ଷ ପୁରିଗଲେ ମଧ୍ୟ ସରିବ ନାହିଁ । . 2. ପିତାମ୍ବର ଆଚାର୍ଯ୍ୟଙ୍କୁ ଏଡଭୋକେଟ ଜେନେରାଲ ନକଲେ ଏ ସରାକାର ପସ୍ତେଇବେ। ଜେଉଁ ମନ୍ତ୍ରୀ ବିଜେଡି ନେତା ପାଇଁ ଲାଗିଛନ୍ତି ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରାଯାଉ।

    • @Cartoon_Gang11
      @Cartoon_Gang11 Před měsícem

      ପାଣ୍ଡିଆନ କୁ ପୁରା ଦିଲ୍ଲୀରୁ ସୁରକ୍ଷା ମିଳୁଛି | ତେଣୁ ଓଡ଼ିଶାର ବିଜେପି ସରକାର ତା ଦେହରେ ହାତ ଦେବେ ନାହିଁ | ସମସ୍ତଙ୍କୁ ଧରାହେବ କିନ୍ତୁ ପାଣ୍ଡିଆନ ଲାଙ୍ଗୁଡ଼ରେ କେହି ହାତ ମାରିବେ ନାହିଁ

  • @abhirampanda5462
    @abhirampanda5462 Před měsícem +14

    ପୁରୀ ରାଜ ଭବନ ରେ ମାଡ଼ ଘଟଣା ସମ୍ବନ୍ଧରେ କିଛି କୁହନ୍ତୁ ।

  • @gopalsamall8365
    @gopalsamall8365 Před měsícem +4

    ବରେନ୍ଦ୍ର କୃଷ୍ଣ ଧଳ ଙ୍କ ର କାନ ଖୁଲ କର ଶୂନ ଲୋ ସରକାର l ଏବେ ନବୀନ ଦାସ ଙ୍କ ଆଁଖ ଖୋଲ କର ଦେଖ ଲୋ ଜନତା ଦରବାର l ସୁନ୍ଦର ଉପସ୍ଥାପନା l

  • @TirtharajPanda
    @TirtharajPanda Před měsícem +9

    Jai Jagannath

  • @chittaranjanpatra9826
    @chittaranjanpatra9826 Před měsícem +1

    Yes,yes,yes.

  • @mituprdhan2020
    @mituprdhan2020 Před měsícem +6

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹🙏🏻🌹

  • @sushilsamal3789
    @sushilsamal3789 Před měsícem +3

    ଉପରେ ଉପରେ 5T ଭିତରେ ଭିତରେ ଲୋଟି ଚାଲିଥିଲେ, ପ୍ରାୟ ସବୁ ପ୍ରୋଜେକ୍ଟରେ ଲୁଟିଛନ୍ତି, ତାଙ୍କର ଗୋଟିଏ ବଡ଼ ଶକ୍ତି ଥିଲାଯେ ଆମେ ଆଉ ହାରିବୁ ନାହିଁ କିମ୍ବା ଆମକୁ ଆଉ କେହି ହରେଇ ପାରିବେ ନାହିଁ l

  • @umeshsahooumeshsahoo8590
    @umeshsahooumeshsahoo8590 Před měsícem +1

    Yes

  • @satyanarayanpadhi8509
    @satyanarayanpadhi8509 Před měsícem +19

    ରଥଯାତ୍ରା ଆରମ୍ଭ ହୋଇ ଶେଷ ବି ହୋଇଗଲା କିନ୍ତୁ ମୁଖ୍ୟ ମନ୍ତ୍ରୀ କୌଣସି ଦୋଷି କୁ ଦଣ୍ଡ ଦେଇପାରୁନାହାନ୍ତି, ଆମ ଭୋଟ ର ମୂଲ୍ୟ ରହିବ ନା ନାଇଁ ???

  • @Tukunu7248
    @Tukunu7248 Před měsícem +1

    Nice presentation ❤

  • @quoteoftheday2357
    @quoteoftheday2357 Před měsícem +6

    Every Couraption Dipartments were in BJD Government 😂😂Mastermind was Nabin With 5 Tamils😂

  • @RadheShyamJsg112
    @RadheShyamJsg112 Před měsícem +1

    ThankqSir

  • @Prakash_9861
    @Prakash_9861 Před měsícem +1

    Plz nabin sir,
    ରାଜ୍ୟପାଳ ପୁଅ ଙ୍କ aso ମାଡ ମାରିବା ଘଟଣା ଉପରେ ଭିଡିଓ ଆଣନ୍ତୁ
    Plz

  • @manojbabu6690
    @manojbabu6690 Před měsícem +1

    👌

  • @ashokkumarbhuyan3937
    @ashokkumarbhuyan3937 Před měsícem

    ୨୪ ବର୍ଷ ଶାସନ କୁ ସୁଧାରିବା କାଠିକର ପାଠ, ଆଇନ ଭିତରେ ରହି ପଦକ୍ଷେପ ଗ୍ରହଣ କରୁଛନ୍ତି , ଜନସାଧାରଣ ସଚେତ ଅଛନ୍ତି। ଆପଣଙ୍କୁ ଅଶେଷ ଧନ୍ୟବାଦ।

  • @kishorkumarbeherakishor1405
    @kishorkumarbeherakishor1405 Před měsícem +2

    💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌱🌾
    ଆମ୍ଭକୁ ଲାଗେ ମୋହନ ସରକାର ତାଙ୍କ ସାଶନକାଳରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନ ନେଇ ପାରନ୍ତି , କାରଣ କେନ୍ଦ୍ର ନେତା ଅମିତଶାହା ଙ୍କ ସହିତ ପାଣ୍ଡିଆର ସମ୍ପର୍କ ରହିଥାଏ , ଏହା ଧାରଣା ଆମ୍ଭର ।।

  • @SriHariRadhaKrishna
    @SriHariRadhaKrishna Před měsícem +13

    ଅଜା ASOଙ୍କୁ ରାଜ୍ୟପାଳଙ୍କ କୁପୁତ୍ର ମାରିବା ଘଟଣା ଉପରେ ଭିଡିଓ କରିବାକୁ ଡର ଲାଗୁଛି କି!??

    • @swadhikarbetaj3768
      @swadhikarbetaj3768 Před měsícem +3

      ଏମତି ଲକ୍ଷେ କେସ୍ ବିଜେଡି ଅମଳରେ ହୋଇଥିଲା।

    • @dillipbehera2881
      @dillipbehera2881 Před měsícem +3

      ବଜେପି ଦଲାଲ ନିର୍ଭୟ

    • @ajitmohanty6616
      @ajitmohanty6616 Před měsícem +2

      Ea khali bjd against re hi kohibo😂

    • @prashantkumarbehera8999
      @prashantkumarbehera8999 Před měsícem +1

      Se kichi kahibeni

    • @akshyakrnayak4364
      @akshyakrnayak4364 Před měsícem +1

      Naba das gulli
      Ghatana kathata
      Alochana heu.
      Rajyapal pua case atti Sadharana

  • @nabakishorelenka1915
    @nabakishorelenka1915 Před měsícem

    हमे तो आपनोने लूटा, की गैरोमें क्या दम था । मेरी किस्ती वहीं डुबी, जहां पानी बहुत कम था।। Beautiful lines 🙏🙏

  • @manashkumar5690
    @manashkumar5690 Před měsícem

    ସବୁ କଥା ଠିକ ହେଲେ ରାଜ୍ୟପାଳ ପୁଅ ବିଷୟରେ ଟିକେ କୁହ ଖାଲି ବିଜେଡି ବିରୋଧ ରେ କହୁଛନ୍ତି

  • @hariharaom7482
    @hariharaom7482 Před měsícem +1

    ଆଜ୍ଞା, ଜୟ ଜଗନ୍ନାଥ ।। ମୋହନ ସରକାର ଏକ ପ୍ରକାର ମ୍ୟାନେଜ ହୋଇସାରିଲେଣି, ଏବେ ଯେଉଁ ଚୋର, ଡକାୟତ ଅଫିସର ମାନେ ଟଙ୍କା ଭରା ବାକ୍ସ ଦେଇ ପୁଣି ମୋହନ ସରକାର ଙ୍କୁ ଲୁଟିବାର ନୂଆ ଯୋଜନା କରିଛନ୍ତି ଏ ସରକାର ଚୋର ଗୁଡାଙ୍କୁ ପଇସା ନେଇ ପୁଣି ଥଇଥାନ କଲେ, ତେଣୁ ଜନତା ମାନଙ୍କର କିଛି ବିକାଶ ହେବାର ନାହିିଁ, ଯାହା ହେବ ସବୁ ଜଗନ୍ନାଥ ଭରସା । ଜୟ ଜଗନ୍ନାଥ
    ।।

  • @Skgbul470
    @Skgbul470 Před měsícem +1

    ଦାସ୍ ବାବୁ ରାଜ୍ୟ ପାଳ ବିଷୟ ରେ କିଛି ହେଉ
    Bjp ର 5 ବର୍ଷ ପାଇଁ ଠିକା
    ନେଇଛନ୍ତି ବିଜେପି ବିଷୟ ରେ କହିଲେ ଆଏ କିଳା

  • @binodbhuyan8540
    @binodbhuyan8540 Před měsícem

    Sir,
    ଯେଉଁମାନେ ଓଡିଶା କୁ ବହୁ ମାତ୍ରାରେ ଲୁଟି ଛନ୍ତି ପଣ୍ଡିୟନ୍ ସହିତ ମିଶିକରି, ସେହି ମାନଙ୍କୁ ବଡ଼ punishment ମିଳିବା ଦରକାର। ଆଉ ସେହି ସମୟକୁ ପବ୍ଲିକ ଚାହିଁ ବସି ଛନ୍ତି। ଧନ୍ୟବାଦ୍.....

  • @prananathpati9976
    @prananathpati9976 Před měsícem +1

    ଆରେ ମୋହନ ମାଝୀ ତୋର ଅସୁବିଧା କଣ ହେଉଛି? ବିଜେଡି ଠାରୁ ପଇସା ଖାଇଛୁ ନା ମୋଦି ଅଟକେଇ ରଖିଛି? କିଛି କରି ପାରୁନୁ। ଯଦି ଜାଣିନୁ ପଚାରୁନୁ। ଓଡ଼ିଶା ଲୋକଙ୍କ ସହ ଖେଳିବା ବନ୍ଦ କର।

  • @akpanda833
    @akpanda833 Před měsícem +1

    Govt should recover this public money

  • @umakantsamal8487
    @umakantsamal8487 Před měsícem +1

    Jay Jaganath🙏

  • @bulusethy9220
    @bulusethy9220 Před měsícem +3

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ❤❤❤❤❤

  • @debashishacharya3814
    @debashishacharya3814 Před měsícem +5

    ପ୍ରଚାର ପ୍ରସାର ଦିଗରେ ସରକାର ଦାୟୀତ୍ବବାନ ନିଷ୍ପତ୍ତି ନିଅନ୍ତୁ ଓ ଆର୍ଥିକ ଅବସ୍ଥାକୁ ସଜାଡ଼ିବା କାମ କରନ୍ତୁ ।

  • @hemantapradhan6406
    @hemantapradhan6406 Před měsícem

    Yes yes

  • @padarbindasamal4365
    @padarbindasamal4365 Před měsícem

    This is called "World-Class Great Setting + Getting".....................................

  • @srikantamishra9127
    @srikantamishra9127 Před měsícem +1

    Right.. right 👍

  • @greatodishaodia3832
    @greatodishaodia3832 Před měsícem

    ବିକାଶ ର କଥା ଶୁଣାନ୍ତୂ,, ଖାଲି ମନ୍ଥରା କଥା ଗପି ଲୋକ ଙ୍କୁ ବକର ବଜାଉଛି ମନ୍ଥରା ଲୋକଟା

  • @PurnachandraBehera-if5tu
    @PurnachandraBehera-if5tu Před měsícem

    ନବୀନ ବାବୁ ଓଡ଼ିଶା କୁ ଦୁର୍ନୀତି ରେ ବିଶ୍ବସ୍ତରୀୟ କରିଛନ୍ତି। ମୋହନ ସରକାର କଣ କରିବେ। କମ୍ବଳ ସାରା ବାଲ କାହାକୁ କଣ କରିବା।

  • @radhakantapurohit2304
    @radhakantapurohit2304 Před měsícem

    Good presentetation

  • @rabinarayandas6779
    @rabinarayandas6779 Před měsícem +1

    Excellent

  • @pallimadhuriodiafolksong2771
    @pallimadhuriodiafolksong2771 Před měsícem +1

    ଲୁଟି ଲୁଟି ଓଡିଶା କୁ ବରବାଦ କରିଦେଲା ବିଜେଡି ନେତା । ଏ କଥା ନବୀନ ପଟ୍ଟନାୟକ ଜାଣି ନାହାନ୍ତି କି ? ପାଣ୍ଡିଆନ କୁ ନବୀନ ଙ୍କ ସମର୍ଥନ ଯୋଗୁ ଓଡିଶା ବରବାଦ ହୋଇଛି। ଧଳା ଜାମା ତଳେ କଳା ଦାଗ ର ଠିକଣା ସେ ହିଁ ଜାଣିଛି । ଆଉ ୫ ବର୍ଷ ଶାସନ କରିଥିଲେ ଓଡିଶା କୁ ବିକି ଖାଇ ଦେଇଥାନ୍ତେ। ଜଗନ୍ନାଥ ରକ୍ଷାକରିଦେଲେ ।

  • @jatindrabarik9271
    @jatindrabarik9271 Před měsícem

    ଜଗନ୍ନାଥଙ୍କର ଆଉ ଗୋଟିଏ ନାମ ମୋହନ ସୁନ୍ଦର।ସେ ଦୀର୍ଘ ୨୪ବର୍ଷ ଦେଖିଲା ପରେ ତାଙ୍କର ରାୟ ଦେଲେ। ସେହିପରି ମୋହନ ସରକାର ସବୁ ଦେଖୁଛନ୍ତି। ମୁଁ ଭାବୁଛି ସେ ମଧ୍ୟ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ।ନଚେତ୍ ଜଗନ୍ନାଥ ଅଛନ୍ତି,ସେ ତାଙ୍କର ରାୟ ନିଶ୍ଚୟ ଦେବେ।

  • @pranakrishnakanungo6597
    @pranakrishnakanungo6597 Před měsícem

    ମୋହନ ସରକାରଙ୍କ କାର୍ଯ୍ୟକଳାପ କାହିଁକିସନ୍ତୋଷଜନକ ଲାଗୁନି .ଯଦି ଠିକ୍ ପଦକ୍ଷେପ ନ ନିଅନ୍ତି ତେବେ ପରିଣାମ ଭୋଗିବେ

  • @SsPix23
    @SsPix23 Před měsícem +1

    ବହୁତ ବଢିଆ

  • @geetanjalikarna8616
    @geetanjalikarna8616 Před měsícem

    ରାଷ୍ଟ୍ରପତିଙ୍କୁ ଜଣାଇଲେ କେମିତି ହୁଅନ୍ତା ?

  • @basantibalapanigrahi5289
    @basantibalapanigrahi5289 Před měsícem +1

    No change in Administration

  • @prashantkumarbehera8999
    @prashantkumarbehera8999 Před měsícem

    ଗୋଟେ ସମୟ ଆପଣ ଦେଖିଥିବେ
    ରାଜ୍ୟପାଳ ବୁଲି ବୁଲି ଅଭିଯୋଗ ଶୁଣିଥିଲେ
    ସେ କଥା ନିର୍ଭୟ ଗୁମର କଥା ରେ ଉପସ୍ଥାପନା କରାଜୀବ
    କିନ୍ତୁ ରାଜ୍ୟ ପାଳ ପୁଅ ଜଣେ ସରକାରୀ କର୍ମଚାରି କୁ ମାଡ଼ ମାରିବ ସେ କଥା କହିବେନି

  • @shinquanone8714
    @shinquanone8714 Před měsícem +8

    ଏଭଳିଆ ଉର୍ବର ମସ୍ତିଷ୍କ ବାଲା ଅଫିସର୍ ଓଡ଼ିଶା ରେ ଥିଲେ ବୋଲି ଭାବିଲା ବେଳ କୁ ଛାତି ଗର୍ବ ରେ ଫାଟି ପଡ଼ୁଚି 😅😅😅😅😅😅😅।

  • @budhisahoo3964
    @budhisahoo3964 Před měsícem +1

    କଲେକ୍ଟରଙ୍କର ଭିଡିଓଗ୍ରାଫି ହେଉଥିଲା କେବଳ କଲେକ୍ଟର ପାର୍ଟି ପାଇଁ କାମ କରୁଛନ୍ତି ନ ନାହିଁ। ସେଥିପାଇଁ

  • @SantoshPradhan-vg3jg
    @SantoshPradhan-vg3jg Před měsícem

    ମୋହନ ସରକାର ଦୁର୍ନୀତି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ପାରିବା ଭଳି ଲାଗୁନାହିଁ.......😂😂😂

  • @AnkeetaGoatFarm
    @AnkeetaGoatFarm Před měsícem +1

    Jai Shree Jagannath

  • @deepakkumardash3579
    @deepakkumardash3579 Před měsícem

    ମୋହନ ସରକାର କଣ କରିବ
    ଦୁର୍ନୀତି ର ସିନ୍ଦୁକ କଣ ଖୋଲି ପାରିବ

  • @deepakkumarmohapatra5056
    @deepakkumarmohapatra5056 Před měsícem

    🙏🙏

  • @bishnucharnrana3282
    @bishnucharnrana3282 Před měsícem

    ଆପଣଙ୍କ କେଳେଙ୍କାରୀ ଖୋଲିବା କାର୍ଯ୍ୟ ନିୟମିତ ଚାଲିଥାଉ ,ମୋହନ ସରକାର ଯଦି ନୀରବ ରହିଯାନ୍ତି ତା'ହେଲେ ମହାପ୍ରଭୁ ତାଙ୍କୁ ମଧ୍ୟ କ୍ଷମା ଦେବେ ନାହିଁ ।

  • @ashiskumarbehera6185
    @ashiskumarbehera6185 Před měsícem

    ଆରେ ୟାଙ୍କ ଠାରୁ ଡରୁଆ ଲୋକ ଆଉ କୋଉଠି ନାହାନ୍ତି l କୁଆଡେ ଗଲା ଆପଣଙ୍କ ଓଡ଼ିଆ ଅସ୍ମିତା ପ୍ରତି ଦରଦ l

  • @GuruCharanRout-lu7ch
    @GuruCharanRout-lu7ch Před měsícem +2

    Joy Jaganath🙏

  • @mahendrapradhan4945
    @mahendrapradhan4945 Před měsícem

    We must watch and wait for some more time

  • @user-iu8cq1im8q
    @user-iu8cq1im8q Před měsícem

    ହେକଳାଠାକୁର ଆପଣକଂ ଇଛା ବିନା ଗଛରେପତ୍ରହଲେନିପରା ହଁଉକେବେଆପଣକଁଇଛାହଉଛି
    ଦେଖିବାକୁ ବାକି ରହିଲା, ଜୟଜଗନ୍ନାଥ, ଜୟଗୁରୁଦେବ।

  • @Cartoon_Gang11
    @Cartoon_Gang11 Před měsícem +1

    ପାଣ୍ଡିଆନ ପୁରା ଚାଟି ଦେଇଚି | ତା ଜୀବନ କାଳ ଭିତରେ ଭାରତର ଅନ୍ୟ କୌଣସି ରାଜ୍ୟରେ ଚାକିରୀ କରିଥିଲେ ଏତେ କମେଇ ପାରି ନ ଥାନ୍ତା | ତା ବେଳ ଭଲ ଓଡ଼ିଶାରେ ଚାନ୍ସ ପାଇଗଲା | 2029 କୁ ବି ଆଖେଇ ଥିବ | ଦେଖାଯାଉ କଣ ହଉଚି

  • @sankarbehera3251
    @sankarbehera3251 Před měsícem

    CBI 😊

  • @ramachandrapanipani7424
    @ramachandrapanipani7424 Před měsícem +6

    ଠିକ୍ କଥା । ଆମ ଲୋକ ହିଁ ଆମକୁ ଲୁଟୁଛନ୍ତି । ଅନ୍ୟର ନିର୍ଦ୍ଦେଶରେ ଚଳୁଛନ୍ତି କାହିଁକି ?

  • @dilipsahoo5165
    @dilipsahoo5165 Před měsícem +9

    ଯେତେ କହିଲେ ଆମ ଓଡ଼ିଆ ବୁଝି ପାରିବେ ନାହିଁ କାରଣ ଆମେ ସବୁ ଦଳ କୁ ଦେଖି ଚାଲୁଛନ୍ତି

  • @bhubanmohanty3853
    @bhubanmohanty3853 Před měsícem +1

    ସରକାରରେ ଚାକିରୀ କରି ସରକାର ବିରୋଧରେ ଯିବା ବହୁତ କଷ୍ଟ

  • @prabinakumarmuduli7573
    @prabinakumarmuduli7573 Před měsícem +4

    ଖଜୁରୀ ଗଛର କି ଗୁଣ ଗାଇବା ମୁଳରୁ ପାହାଚ ପାହାଚ଼ । ଏଠି ଖାଇବାକୁ ସମସ୍ଡେ ଦଉଡ଼ି ଛନ୍ତି।

  • @manjushaswain1037
    @manjushaswain1037 Před měsícem

    ଆଶା କରିବୁ ଯେଉଁ ମାନେ ଓଡ଼ିଶା କୁ

  • @Business-inodia
    @Business-inodia Před měsícem +7

    Why Our Present CM afraid of Non Odiya Naveen Patnaik.Why not CM Naveen Patnaik punishable today? Why we Odiya always afraid of Non Odiya.

    • @ahuman5934
      @ahuman5934 Před měsícem +1

      Just because of inferiority complex ଅସ୍ମିତା ଅଭାବ ଯୋଗୁଁ

  • @gajendranathjena356
    @gajendranathjena356 Před měsícem

    କଡାକଡି କରିବା ପାଇଁ ମୋହନ ସରକାରୀ ତୁରନ୍ତ ନବୀନୀ ସରକାର ଦୃର୍ନିତି ଧରାଯାଉ CBI ନ୍ଦ୍ବାର ଏବଂ କୋଟ ଦ୍ଵାର ଲୋଟ୍ ସ୍କ' ମରେ ଧରାଯାଉତୁରନ୍ତ ଓଡିଶାର ଜାଣନ୍ତୁନବିନି ଓଡ଼ିଶାକୁ ଲୁଟିନେଇଛି

  • @pareshkumarchoudhury2634
    @pareshkumarchoudhury2634 Před měsícem

    ଶ୍ରୀମନ୍ଦିର ପରିକ୍ରମା ପରିକଳ୍ପନା ରେ ମନ୍ଦିର ଚାରିପଟେ ଗଭୀର ଗାତ ଖୋଳିବା ପଛର ରହସ୍ୟ ଏହା ହୋଇପାରେ ଜେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସଂଲଗ୍ନ ସୁଢ଼ଙ୍ଗ ଖୋଜିବା ଓ ରତ୍ନ ଲୁଟ୍ କରିବା।

  • @narayandalai8414
    @narayandalai8414 Před měsícem

    ବିଜେଡି ପ୍ରେମୀ ନଜର ରଖନ୍ତୁ

  • @soumyajitpradhan8042
    @soumyajitpradhan8042 Před měsícem +1

    Very nice sharing ❤❤

  • @durgaprasadsamantaray7084
    @durgaprasadsamantaray7084 Před měsícem +1

    ଗାଁ ନିର୍ମଳ ଧୋବା ତୁଠରୁ ଜଣାପଡେ। ପାଣ୍ଡିଆନ୍ ଓଡ଼ିଶାର କେଉଁ ସାମ୍ବିଧାନିକ ପଦ ପଦବୀରେ ନ ଥାଇ, ତାହାଙ୍କୁ ଏ ପର୍ଯ୍ୟନ୍ତ ଜେଡ୍ ପ୍ଳସ୍ ସୁରକ୍ଷା ଯୋଗାଇ ଦିଆଯାଇ ବିନା କାରଣରେ ରାଜକୋଷରୁ ଅର୍ଥ ବରବାଦ କରାଯିବାର କାରଣ କିଛି ବୁଝି ହେଉନି। ଯାହା ଜଣାଯାଏ ଏହି ସରକାର ବି ପୁରୁଣା ଢାଞ୍ଚା ବୋଧହୁଏ ଆପଣେଇ ନେଇଛନ୍ତି।

  • @tariniprasadmohanty1136
    @tariniprasadmohanty1136 Před měsícem

    Sabass Nabin Babu

  • @SidharthPrasadDas
    @SidharthPrasadDas Před měsícem

    ଓଡ଼ିଆ ଅସ୍ମିତା ଭିଡ଼ିଓ ଟେ କର ମହାଶୟ, ଖାଲି ତ ଗୋଟେ ଦଳ କଣ କରିଥିଲା କଣ କରୁଛି କଣ କରିବ ସେ କଥା କହିଲେ ଆଉ,ଏ ସମ୍ବାଦ ସଂସ୍ଥା ନା କୋଉ ଦଳ ର ମୁଖ ପାତ୍ର ଲାଗୁଚି

  • @sudhakarsahu3252
    @sudhakarsahu3252 Před měsícem +2

    Jay Shree Jagannath Swami Nayan Pathagami Bhaba tume 🙏🙏

  • @sanjayparida2861
    @sanjayparida2861 Před měsícem

    ଓଡ଼ିଶା ବାସୀ ଭୁଲ୍ କରିଦେଲେ କି ? ନା କେନ୍ଦ୍ର ଚାପରେ ମୋହନ ସାରଙ୍କ ସରକାର ଚେପା।

  • @manasdalai4028
    @manasdalai4028 Před měsícem +1

    ୩୦ବରଷ ର ବାପ ପୁଅ ପଟ୍ଟନାୟକ ଶାସନ ଓ ପାଣ୍ଡୁ ଓଡିଶା କୁ ଲୁଟିଦେଲା

  • @sadanandmohanty3537
    @sadanandmohanty3537 Před měsícem

    Jay sriram Jay jagannath Jay Odia 🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💐

  • @dillipbehera2881
    @dillipbehera2881 Před měsícem

    ରାଜ୍ୟ ପାଳ ପୁଅ ଲଳିତ ଦାସ କଥା କଣ କହୁନୁ

  • @rabindrapatra8223
    @rabindrapatra8223 Před měsícem

    ସାର୍ ନମସ୍କାର ଭାନୁମତୀ ପେ ଢି ଖୋଲୁଥିବା ରୁ ଆପଣଙ୍କ ନିର୍ଭୟ ଗୁମର ପରିବାର କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଛ ଖୁଣ ମାଫ୍ କାହିଁ କି ? ଏହାଆମ ରି ପଇସା। ଅଫିସର ଙ୍କ ବୋପାର ନୁହେଁ। Recovery ନହେଲେ ନୁଆ ସରକାର ଙ୍କ କାର୍ଯ୍ୟ କଳାପ ସନ୍ଦେହ ଘେରରେ ର଼ହି୍ବ । ଧନ୍ୟବାଦ ଜୟ ଜଗନ୍ନାଥ ହରିଓମ୍ ❤🙏🙏🙏🌹

  • @Manash..
    @Manash.. Před měsícem

    💯 percentage investigation haba darakar

  • @karunakardas151
    @karunakardas151 Před měsícem

    ପବ୍ଲିକ ସିଟ୍ ସ୍କାମ୍ ରେ ଯେଉଁ ନେତାଙ୍କ ବିରୋଧରେ ମୋହନ ସରକାର ତାଙ୍କୁ ତୁରନ୍ତ ‌ଗିରଫକରିବା ସହିତ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରିବା ଦରକାର ଏହା ନକଲେ ମୋହନ ସରକାର ବଦନାମ ହେବ ମୋହନ ସରକାର ଙ୍କୁ ପରବର୍ତ୍ତୀ ସମୟରେ ପ୍ରତ୍ୟାଖ୍ୟାନ କରିବେ

  • @niranjanbehera1948
    @niranjanbehera1948 Před měsícem

    ନବୀନ ଗୋଟେ ସମାନ୍ତରାଳ 50 ଜଣ mla ଙ୍କୁ ବିଭାଗ ଦେଇଛନ୍ତି ଓ great ସାମ୍ବାଦିକ ରବିବାବୁ ବି ସମର୍ଥନ କରିଛନ୍ତି ଏହା ବିଷୟ ରେ କଛି କହିବେକି ? ଆଉ ମୋହନବାବୁ ଯାହାକୁ ବଦଳି କରି ଅଫିସର ମାନାଙ୍କ ଆଣିଲେ ଦୁସୁରା ମୁଖ୍ୟ ତାକୁ ବାତିଲ କରିଦେବେ l ବର୍ତ୍ତମାନ କଣ ଓଡ଼ିଶାରେ ଦୁଇଟା ରାଜକୋଷ ହେବ ତ ଆମ ଟେକ୍ସ ପଇସା କାହା ପାଖରେ ରହିବ ? ଦୟାକରି ଟିକେ ବୁଝେଇବେ କି ? ଆଉ ଦୁଇଟା ବିଧାନ ସଭା ବସିବକି ଓ ନବୀନ ଆବୁ ଗୃହ ବିଭାଗ କାହାକୁ ଦେଲେ !!

  • @bijayanandadas8289
    @bijayanandadas8289 Před měsícem +4

    ନବୀନ ସରକାରଙ୍କ ସମୁଦାୟ କାର୍ଯ୍ୟକାଳ ବିଭିନ୍ନ ଘୋଟଲା, ଲୁଟପାଟ ଦୁର୍ନୀତିରେ ଭରପୁର ଯାହାର ଗୋଟି ଗୋଟି ସମୀକ୍ଷା ଆଲୋଚନା ନିର୍ଭୟ ଗୁମରକଥାରେ ଅତି ନିର୍ଭିକଭାବେ ଉପସ୍ଥାପନ କରନ୍ତି ଶ୍ରୀଯୁକ୍ତ ନବୀନ ଦାସ ମହୋଦୟ। ପ୍ରତ୍ୟେକ ଅଧ୍ୟାୟ ଆମକୁ ଆଲୋଡିତ କରେ। ନବୀନ ବାବୁଙ୍କ ସରକାରୀ କାର୍ଯ୍ୟ ପ୍ରକରଣ ସମ୍ପୂର୍ଣ ଗଣତନ୍ତ୍ର ବିରୋଧୀ, ଏକଛାତ୍ରବାଦ ରାଜନୀତି।
    ଜୟ ଶ୍ରୀଜଗନ୍ନାଥ 🙏

  • @dpmishra2850
    @dpmishra2850 Před měsícem

    Jagannath jatra formality dekhibaku bahut loka achanti....majhi should take action

  • @debrajbehera8341
    @debrajbehera8341 Před měsícem

    🎉

  • @laxmidharabarik2952
    @laxmidharabarik2952 Před měsícem

    ସାର୍ 🙏 ଓଡ଼ିଶାରେ ଏବେ ବି ଜଣେ ଜଣେ ଶିଖି ମନାଇ ଓ ଚରଣ ପଟ୍ଟନାୟକ ଅଛନ୍ତି ବୋଲି ଆପଣଙ୍କ ଦ୍ଵାରା ଜାଣିବାକୁ ପାଇଲୁ। ମୋହନ ସରକାର ଯଦି ଖୁବ୍ ଶୀଘ୍ର ପୂର୍ବ ସରକାରର ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ନ ଦିଅନ୍ତି ତାହାଲେ ପରେ ପସ୍ତାଇବେ।❤❤❤❤

  • @ratankumarmohanty5121
    @ratankumarmohanty5121 Před měsícem

    ଯେତିକି ଲୁଟ୍ ପାଟ ବାହାରିଲାଣି ତଦନ୍ତ କରି ଦୋଷୀ ଦଣ୍ଡ ପାଇବାକୁ ପାଞ୍ଚ ବର୍ଷ ଲାଗିଯିବ। ଉନ୍ନତି କେବେ ହଵ।

  • @goutamasahu4041
    @goutamasahu4041 Před měsícem

    Dear Sir, please keep close contact with present govt. & share all secrets of previous govt..

  • @laxmidharapanda6086
    @laxmidharapanda6086 Před měsícem

    ଆପଣଙ୍କ ତଥ୍ୟଗୁଡ଼ିକ ସତ୍ୟପରି ପ୍ରତୀୟମାନ ହେଉଛି ! ତଦନ୍ତ ହେଲେ ନବୀନ ପଟନାୟକ ମୁଖ୍ୟଦୋଷୀ ସାବ୍ୟସ୍ତ ହେବା 100%ନିଶ୍ଚିନ୍ତ ! ଏଥିପାଇଁ ଦୋଷୀକୁ ଫାଶୀଦଣ୍ଡ କମ ପଡ଼ିଯିବ !ଅପରାଧ ସାଙ୍ଘାତିକ !

  • @AshokBehuria-ou6tu
    @AshokBehuria-ou6tu Před měsícem

    ଏ ବୁଢା ପାଗଳା ହୋଇ ଗଲାଣି, ମାଝୀ ସରକାର ଉପରେ ପ୍ରେସର ପକାଇଲେ କାଳେ ମୋତେ ଆଗାମୀ ଦିନରେ ଟିକେଟ ମିଳି ଯିବ, ବୁଢାକୁ ଏଥର ଭୋଟ ରେ ଜଣାପଡୁଛି କି ଛି ମିଳି ନାହିଁ 🌹

  • @pritampolei7087
    @pritampolei7087 Před měsícem

    Ratha Yatra pare action will must taken

  • @bipracharanjena2736
    @bipracharanjena2736 Před měsícem

    ଉଚ୍ଚସ୍ତରୀୟ ତଦନ୍ତ ହୋଇ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ନାଚ ମୋହନ ସରକାରଙ୍କୁ ଲୋକେ କ୍ଷମା ଦେବେ ନାହିଁ ନଚେତ ନବୀନବାବୁ ଅବସ୍ଥା ଯାହା। ସେହି ଅବସ୍ଥା ହେବା

  • @basantibalapanigrahi5289
    @basantibalapanigrahi5289 Před měsícem +1

    Request Amitsha, please help to our state.