Bad Signs For BJD, Jai Shri Ram Chants During Pandian's Meeting । Nirbhay Gumara Katha

Sdílet
Vložit
  • čas přidán 29. 01. 2024
  • Bad Signs For BJD, Jai Shri Ram Chants During Pandian's Meeting । Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

Komentáře • 518

  • @prasanta-kumar-sahoo-650
    @prasanta-kumar-sahoo-650 Před 5 měsíci +63

    ଯେଉଁଠି ନିର୍ଭୟ ଗୁମର କଥାକୁ ଲୋକେ ଶୁଣୁଛନ୍ତି...ସେଠି ରାଜ୍ୟ ନିଶ୍ଚିତ ବଦଳିବ ।🙏

    • @user-ho9hb3ur8c
      @user-ho9hb3ur8c Před 5 měsíci +5

      To pari ଲୋକ sunuthibe

    • @prasanta-kumar-sahoo-650
      @prasanta-kumar-sahoo-650 Před 5 měsíci

      There is a need to change the government because the people have become corrupt... that much you need to know

    • @prasanta-kumar-sahoo-650
      @prasanta-kumar-sahoo-650 Před 5 měsíci

      @@user-ho9hb3ur8c There is a need to change the government because the people have become corrupt... that much you need to know

    • @user-ho9hb3ur8c
      @user-ho9hb3ur8c Před 5 měsíci +1

      @@prasanta-kumar-sahoo-650 Dear bro in the reqruitment bjd govt is better than ବିଜେପି

    • @user-ho9hb3ur8c
      @user-ho9hb3ur8c Před 5 měsíci +2

      In the last 10 year bjd has done so much things

  • @suphalkumarbehera4231
    @suphalkumarbehera4231 Před 5 měsíci +17

    ଯେତେ ଟଙ୍କା ଢାଳିଲେ ମଧ୍ଯ ହାରିବେ। ଏହା ସତ୍ଯ ସତ୍ଯ

    • @BestTVshow579
      @BestTVshow579 Před 5 měsíci

      Excellent analysis brother

    • @nirmalsahoo630
      @nirmalsahoo630 Před 5 měsíci +4

      ବିଜେଡି ପାଖରେ ଏତେ ଟଙ୍କା ଅଛି ଯେ ଯେତେ ଢାଳିଲେ ବି ସରିବ ନାହିଁ

    • @santoshpradhan4520
      @santoshpradhan4520 Před 5 měsíci

      Bjd ଏଥର ଭୋଟର ଙ୍କୁ ଚଢ଼ା ଦାମ୍ ରେ କିଣିବ ।ଆଗରୁ ମଧ୍ୟ କିଣୁଥିଲା ଏବେ ପୁରା ରାଜକୋଷକୁ ଲଗାଇଦେବ ।ପ୍ରଶାସନ କଳ କୁ ସମ୍ପୂର୍ଣ ଭାବରେ bjd ର କର୍ମୀ ହେବାକୁ ବାଧ୍ୟ କରି ସାରିଲାଣି ।

  • @khirodhota1440
    @khirodhota1440 Před 5 měsíci +10

    ଜଗନ୍ନାଥଙ୍କ ସହିତ ନବୀନ ଙ୍କୁ ଯିଏ ସମାନ କରୁଛନ୍ତି ସେମାନେ ସବୁ ଗୋଟେ ଗୋଟେ ଜାରଜ ବ୍ୟକ୍ତି।

  • @lulubehera1061
    @lulubehera1061 Před 5 měsíci +24

    ଜୟ ଶ୍ରୀ ରାମ

  • @user-sl4yh2yt4c
    @user-sl4yh2yt4c Před 5 měsíci +45

    ଜୟ ଶ୍ରୀରାମ... ଜୟ ଶ୍ରୀରାମ... ଜୟ ଶ୍ରୀରାମ... ବୁଡିଗଲା ଗୋଡ଼ ତଳକୁ ତଳକୁ... ବିଜେଡି ଅବସ୍ଥା ମଧ୍ୟ ସେୟା... ଜୟ ଶ୍ରୀରାମ 🙏🙏🙏

  • @user-sl1rs9ij8y
    @user-sl1rs9ij8y Před 5 měsíci +16

    ଜୟ ଶ୍ରୀରାମ ସମ୍ବଲପୁର

  • @deeptimayeeswain2210
    @deeptimayeeswain2210 Před 5 měsíci +43

    ଜୟ ଜଗନ୍ନାଥ ସ୍ଵାମୀ, ଦୟାକରି ଓଡ଼ିଶା କୁ ରକ୍ଷା କରନ୍ତୁ ଏ ଦଳ ଆଉ ପାଣ୍ଡିଆନ ଠାରୁ।

  • @nareshpanda4485
    @nareshpanda4485 Před 5 měsíci +13

    ବିଜେପି ଫୁଲଫର୍ମ ବାଇଶି ଜାନୁଆରୀ ପ୍ରାଣପ୍ରତିଷ୍ଠା ଦିବସ. ତେଣୁକରି ଜୟ ଶ୍ରୀରାମ

  • @aniljenavlogs1830
    @aniljenavlogs1830 Před 5 měsíci +16

    ଆମେ ଆପଣଙ୍କ ପ୍ରଂଶସକ ମାନେ ମଧ୍ୟ ଏଠି କହିବୁ
    ଜୟ ଶ୍ରୀ ରାମ 🥰🥰🥰

  • @onedayyouandme3268
    @onedayyouandme3268 Před 5 měsíci +23

    ଓଡ଼ିଶା କୁ ବିଜେଡି ଯେପରି ଛାରଖାର କରିଛି ତାହା ଯୁବକ ମାନେ ଜାଣି ସାରିଲେଣି। କିନ୍ତୁ ଆଜି ବି ଗାଁ ଗହଳି ମାନଙ୍କରେ ମଉସା ମାଉସୀ ବୁଢ଼ା ବୁଢ଼ୀ ଏ ବିଷୟରେ ଜାଣି ନାହାନ୍ତି । ଚାଉଳ ,ଘର ସବୁ ମୋଦି ଦଉ ଥିବା ବେଳେ,ସେମାନେ ଭାବନ୍ତି ନବୀନ ଚାଉଳ,ଘର ଦଉଛି। ସ୍ଵୟଂ ସହାୟକ ଗୋଷ୍ଟି ମୋଦି ର । ବିନା ଶୁଦ୍ଧ ରେ ଋଣ ଦଉଛି ମୋଦି କିନ୍ତୁ ଲୋକ ଭାବୁ ଚନ୍ତି ନବୀନ ବୋଲି। ଅନ୍ୟ ରାଜ୍ୟ ମାନଙ୍କରେ ବୁଢ଼ା ବୁଢ଼ୀ ଙ୍କୁ ଭତା ୧୫୦୦ ରୁ ୨୫୦୦ ମିଳୁ ଥିବା ବେଳେ ଓଡ଼ିଶା ରେ ୫୦୦ ରୁ ୭୦୦ । ତେଣୁ ପାଖରେ ମୋବାଇଲ୍ ନଥିବା ବୁଢ଼ା ବୁଢ଼ୀ ମଉସା ମାଉସୀ ଙ୍କ ପାଇଁ ପାଲା ସାହାଯ୍ୟ ରେ ଗଣମାଧ୍ୟମ ରେ ପ୍ରସାରଣ କରି ସଚେତନ କରିବା ଆବଶ୍ୟକ। କାରଣ ଅଧିକ ଭୋଟ ସେଇ ମାନଙ୍କର ଆମେ ଯେତେ ସଚେତନ ହେଲେ ବି ସେମାନେ ସଚେତନତା ଅଭାବ ରୁ ଭୋଟ ଦେଇ ତାଙ୍କୁ ଜିତେଇ ଦେବେ ଆଉ ହଇରାଣ ଆମ ପରି ଯୁବ ଗୋଷ୍ଟି ହେବା। ତେଣୁ ଆପଣଙ୍କୁ ଅନୁରୋଧ ଆପଣ ଏଥିପାଇଁ କିଛି ପଦକ୍ଷେପ ନିଅନ୍ତୁ।

  • @manjupravamishra8000
    @manjupravamishra8000 Před 5 měsíci +56

    ଜୟ ଶ୍ରୀ ରାମ 🙏।ଜୟ ଶ୍ରୀ ଜଗନ୍ନାଥ 🙏।

  • @rameshsahu8640
    @rameshsahu8640 Před 5 měsíci +6

    ଏଥର ବିଜେଡି ର ଭୋଟ ନିଶ୍ଚିତ କମିବ ।

  • @sibasisgouda7273
    @sibasisgouda7273 Před 5 měsíci +22

    Well done Ganjam 🙏

  • @piyushrajkumar15
    @piyushrajkumar15 Před 5 měsíci +42

    ଏତେ ଚୋରୀ କରିଛନ୍ତି ଯେ ମୁଣ୍ଡ କାମ କରୁନି ଯଦି ପାୱାରରୁ ହଟିଯିବେ ଅନ୍ୟ ସରକାର ଆସିଲେ ଏମାନେ ଜେଲରେ ପଶିବା ଥୟ ତେଣୁ ଯାହା ପାଇଲେ ସେୟା କରିଚାଲିଛନ୍ତି

    • @bidhanchandraganthia9351
      @bidhanchandraganthia9351 Před 5 měsíci +2

      Bhai kichhi hebani😂. Semane delhi jaiki amit shah saha salis kariki BJP re misi jibe au BJP washing machine re dhoi heijibe😂. Jemiti hemant biswa sharma, ajit pawar kale.

    • @rakeshdehury5419
      @rakeshdehury5419 Před 5 měsíci +1

      ଭାଇ naveen puni asibo 😢😢😢😢

    • @user-ho9hb3ur8c
      @user-ho9hb3ur8c Před 5 měsíci

      Tote sabu jana bjd asile tora katha bujhajiba

  • @user-oq3fg1zq5o
    @user-oq3fg1zq5o Před 5 měsíci +8

    ଜୟ ଶ୍ରୀରାମ

  • @saratsahoo268
    @saratsahoo268 Před 5 měsíci +8

    ନିର୍ବାଚନ ଯେତେ ପାଖେଇ ଆସିବ BJD ର ଭୋଟ ହାର କମି କମି ଯିବ। ଯାହା ମୁଁ ଆଶା କରୁଛି।

  • @jyotirmayjena1869
    @jyotirmayjena1869 Před 5 měsíci +58

    ଜୟ ଶ୍ରୀ ରାମ🙏

  • @arundehury4906
    @arundehury4906 Před 5 měsíci +3

    ସାରେ ଅପଣଙ୍କୁ ମୋର ପ୍ରମାଣ। ଆପଣଙ୍କ ବାକ୍ୟ ଧାର୍ଯ୍ୟ ହେଉ, ଶ୍ରୀରାମ ରାଜ୍ୟ ହେଉ ଜୟ ଶ୍ରୀରାମ

  • @sanjaynath2482
    @sanjaynath2482 Před 5 měsíci +15

    ରାଵଣ ପାଖରେ ରାମ ରାମ ହେଲେ

  • @basantapattnaik7812
    @basantapattnaik7812 Před 5 měsíci +9

    ସାର 2024 ରେ ବିଜେପି ସରକାର କରିବ ଓଡିଶା ରେ ସିନ୍ଧେ ପରି ବିଜେଡି କିଏ ବାହାରିବ ଆଉ ବିଜେପି ରେ ମିଶିବ ଆଉ ବିଜେପି ସରକାର ଗଢ଼ିବ ସମୟ ଆସୁଛି ଦେଖାଯାଉ କଣ ହେବ l

  • @bulusethy9220
    @bulusethy9220 Před 5 měsíci +8

    ❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    1st viwe

  • @anadicharansamal7033
    @anadicharansamal7033 Před 5 měsíci +8

    ଜୟ ଶ୍ରୀରାମ 🚩
    ଆଉ ସମ୍ଭାଳ ପଡ଼ିବନି ପାଣ୍ଡିଆନ ସଭାରେ ଜୟ ଶ୍ରୀରାମ ନାରା।

  • @tirtharajpanda7237
    @tirtharajpanda7237 Před 5 měsíci +24

    Sir Namaskar
    U analysis is very hearty true and fearless.
    Very eye opening for the society.
    Proud of U sir
    Missing ur gumarakatha episode on Saturday's also.

  • @hemantakumarlenka4746
    @hemantakumarlenka4746 Před 5 měsíci +14

    ପୁରୀ ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତରୁ ଫଳକ ସମ୍ମୁଖ ମଖମଲି ପାଟ ଆସ୍ତରଣ ଟି ଖସି ପଡିଥିଲା ଏହା ଲକ୍ଷ୍ୟ କରିଛନ୍ତି କି ?

  • @sureshrout9311
    @sureshrout9311 Před 5 měsíci +8

    I hope PM Modi to attend a meeting at brahampur is good for next general election 2024.

  • @kishorepatnaik8467
    @kishorepatnaik8467 Před 5 měsíci +5

    ତଥ୍ଯ ଭିତ୍ତିକ EVM ବ୍ୟବହାର ସମ୍ପର୍କରେ ଆଲୋଚନା ରଖିବେ।

  • @premanandajena6209
    @premanandajena6209 Před 5 měsíci +12

    Jay shree Ram

  • @aniruddhamishra9718
    @aniruddhamishra9718 Před 5 měsíci +4

    ଜଗନ୍ନାଥ ମହାପ୍ରଭୁଙ୍କ ଆଦେଶ ରେ କାଞି ବିଜୟ ଆରମ୍ଭ ହେଲା

  • @samirkumar2356
    @samirkumar2356 Před 5 měsíci +4

    Samaste ekathi hua e ମନମୁଖୀ ଶାସନ ବିରୋଧ ରେ ଭୋଟ ଦିଅନ୍ତୁ.. ବିଜେଡି hatao

  • @Er.AnkeshKumarBehera1999
    @Er.AnkeshKumarBehera1999 Před 5 měsíci +8

    ରାମ ମୋଦି ଅବତାର ରେ ଓଡ଼ିଶା ରେ ପାଦ ଥାପିବାକୁ ଯାଉଛନ୍ତି ବେଶୀ କିଛି କହିବାର ନାହିଁ ଜୟ ଶ୍ରୀରାମ

  • @gopalsabar7698
    @gopalsabar7698 Před 5 měsíci +1

    Jaya Sri.Ram

  • @santoshpurohit7553
    @santoshpurohit7553 Před 5 měsíci +4

    jay shree ram jay shree jagannath.pranam Dash sir.

  • @pramodkumarrout7641
    @pramodkumarrout7641 Před 5 měsíci +16

    Throughout the Nation, the Sriram wave is started blowing. It will be ended in Super Cyclonic manner.
    Jay ShriRam.

  • @kulunayak3903
    @kulunayak3903 Před 5 měsíci +4

    Jaya Jagannath Jaya Sri Ram jaya Hanuman

  • @sriraoandprusty8291
    @sriraoandprusty8291 Před 5 měsíci +6

    Only berhampur student is hero all other student are zero ,its proof

  • @avayakumarbarik2882
    @avayakumarbarik2882 Před 5 měsíci +5

    Jay shreeRam sir 🙏❤️🙏🏽

  • @laxmidharapanda6086
    @laxmidharapanda6086 Před 5 měsíci +17

    ଗତ 22ତାରିଖ ଦିନ ଓଡ଼ିଶା ଯେପରି ରାମମୟ ହୋଇଗଲା ଓ ଗାଁଠାରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ଜୟଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଗଲା ସେପରି ଭାବରେ ଆଗାମୀ ନିର୍ବାଚନର ଫଳାଫଳ ବିଜେଡି ଦଳକୁ ଚକିତ କରିଦେବ ! ନବୀନ ଓ ପାଣ୍ଡିଆନଙ୍କର ସବୁସ୍ବପ୍ନ ଅଧୁରା ରହିଯିବ ! ଏହାକୁ ବିଧିର ବିଧାନ କହିବା ଭୁଲହେବ, ଏହା ବିଜେଡିର କର୍ମର ଫଳ ଓ ଜଗନ୍ନାଥଙ୍କର କ୍ରୋଧ କହିବା ଉଚିତହେବ !

  • @raghumaninayak9593
    @raghumaninayak9593 Před 5 měsíci +6

    🙏ଜୟ ଶ୍ରୀ ଜଗନ୍ନାଥ🙏

  • @user-mx3nb3pq3k
    @user-mx3nb3pq3k Před 5 měsíci +1

    ଆଗାମୀ ଓଡ଼ିଶାରେ ଜୟ ଶ୍ରୀରାମ

  • @MarutiPrasad94
    @MarutiPrasad94 Před 5 měsíci +2

    Jay Jay shree ram ❤

  • @ruralboy21
    @ruralboy21 Před 5 měsíci +2

    Well done ✅ berhampur students ❤

  • @bibhuti5999
    @bibhuti5999 Před 5 měsíci +2

    Jay Shree Rama, Pandu Sir 😊

  • @pabitrakumarchinhara4101
    @pabitrakumarchinhara4101 Před 5 měsíci +8

    Sir pranam. ନବୀନ ଦାସ ଓଡ଼ିଶାର ଗର୍ବ ଓ ଗୌରବ । ସତ୍ୟ ବୀର ନବୀନ ଦାସ ।

  • @AAPANANKAKHABAR
    @AAPANANKAKHABAR Před 5 měsíci +2

    ଜୟ ଜୟ ଶ୍ରୀ ରାମ

  • @bibhuti5999
    @bibhuti5999 Před 5 měsíci +2

    Jay Shree Rama 🙏

  • @rabindramahapatro7812
    @rabindramahapatro7812 Před 5 měsíci +5

    Jai jai Sri ram❤

  • @tirtharajpanda7237
    @tirtharajpanda7237 Před 5 měsíci +4

    Jai Sree Ram

  • @tapankumarsahu8392
    @tapankumarsahu8392 Před 5 měsíci +15

    I proud to our berhampur students others area students zero

  • @kalipadadas3255
    @kalipadadas3255 Před 5 měsíci

    Jay jagannatha 🙏 Jay shree Ram 🙏Jay shree Kristina 🙏

  • @pritiranjandas9526
    @pritiranjandas9526 Před 5 měsíci +2

    Jai shree RAM...

  • @user-he8rp7xr5b
    @user-he8rp7xr5b Před 5 měsíci +6

    ଆମେ ବି ବାଧ୍ୟ ହେଇକି କାଲି ସେଠିକୁ ଯାଇଥିଲୁ, ମାତ୍ର କେହି ଜଣେ ବି ତାକୁ ପ୍ରଶଂସା କରୁନାହାନ୍ତି ଏମିତି କି ପୋଲିସ ଆଉ ଟିଚର ମାନେ ବି ଭାଷା ଅଭାଷା ରେ ଗାଳି ଦେଉଛେ.....😊😊😊

    • @bbbbb2490
      @bbbbb2490 Před 5 měsíci +2

      😂😂😂😂

    • @aditk_r
      @aditk_r Před 5 měsíci +4

      ଠିକ୍ କହିଲ ଭାଇ, ଆମ ସୁନ୍ଦରଗଡ ରେ ବି ସମସ୍ତେ ମାଗଣା ରେ ଭୋଜି ଖାଇକି ଆସିଲେ କିନ୍ତୁ ତା ପରେ ସବୁ ମାଗି* କହି ସୋଧିଲେ 😂😂😂😂😂😂 ଆମେ ବି ସେଥିରେ ଅନ୍ତର୍ଭୁକ୍ତ

    • @mainomirusystems
      @mainomirusystems Před 5 měsíci

      😅😅😅😅😅😅

  • @gyanabratamohanty4219
    @gyanabratamohanty4219 Před 5 měsíci

    ସଠିକ ବିଶ୍ଳେଷଣ | ବହୁତ ହୋଇଗଲା | ଓଡିଶା ଲୋକେ ପରିବର୍ତ୍ତନ ପାଇଁ ମନ କଲେଣି | ଏମାନେ ବଦଳିବା ଆବଶ୍ୟକ 🙏🙏🙏

  • @basantapattnaik7812
    @basantapattnaik7812 Před 5 měsíci +4

    ସାର ପ୍ରଣାମ 🙏🌹

  • @duryodhanmahanta7766
    @duryodhanmahanta7766 Před 5 měsíci

    ଜୟ ଶ୍ରୀ ରାମ ନାରା ଅଶୁଭ ନୁହେଁ। ପରିବର୍ତ୍ତନ ର ନାରା।🎉🎉🎉

  • @balaramkanhar5062
    @balaramkanhar5062 Před 5 měsíci

    ଜୟ ଶ୍ରୀ ରାମ,,,ଓଡ଼ିଶା,,,।

  • @AbhimanyuPattayat
    @AbhimanyuPattayat Před 5 měsíci +2

    ଜୟ ଶ୍ରୀରାମ, 🙏🚩🙏

  • @chhatishmohanta6403
    @chhatishmohanta6403 Před 5 měsíci +1

    ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ❤❤❤❤

  • @deepakkumarmohapatra5056
    @deepakkumarmohapatra5056 Před 3 měsíci

    Jai Jagannath Swami

  • @nabakishoredascreations2476
    @nabakishoredascreations2476 Před 5 měsíci

    Excellent Sir nice report 🎉

  • @ramachandraojha5172
    @ramachandraojha5172 Před 5 měsíci +1

    🙏🌹🙏ଜୟ ଶ୍ରୀ ରାମ 🙏🌹🙏ଜୟ ଶ୍ରୀ ଜଗନ୍ନାଥ 🙏🌹🙏

  • @JayadevSingh-vl7px
    @JayadevSingh-vl7px Před 5 měsíci +1

    ଆସନ୍ତାକାଲି ନିମନ୍ତେ ହେଉଥିବା କାର୍ଯ୍ୟକ୍ରମ କୁ ପାଥେୟ କରି ସତର୍କ ସୂଚନା ଦେଇଥିବାରୁ ଧନ୍ୟବାଦ

  • @oplucifer7794
    @oplucifer7794 Před 5 měsíci +3

    ଆଗେ କହୁଥିବା ଲୋକେ ହସୁଚିରାଜ୍ୟ ହସେଓଡଆ ଏବେକହିଲେଣୀ ଜୟ ଶ୍ରୀ ରାମ ମୋଦୀ ଭାରିବଢିଆ

  • @kamallochannayak9660
    @kamallochannayak9660 Před 5 měsíci

    Jey Jagannath Jey Shree Ram

  • @dipakpanda9075
    @dipakpanda9075 Před 5 měsíci +2

    ଦିନ ସରି ଆସିଲାଣି l

  • @sushantadalei1461
    @sushantadalei1461 Před 5 měsíci +2

    ଓଡିଶା ରେ ଯେତେ ଧନ ଟଙ୍କା ପଇସା ଅଛି, ତାହାସବୁ ପାଣ୍ଡିଆନ ଏବଂ ତାମିଲ କମ୍ପାନୀ ନେଇଯିବ ଆଉ ଓଡ଼ିଆମାନେ ପାଠପଢି ଦାଦନ ଖଟିବେ ତାମିଲନାଡୁ ରେ 🙏

  • @santoshpattanayak5630
    @santoshpattanayak5630 Před 5 měsíci +2

    Jay sriram

  • @rameswar3765
    @rameswar3765 Před 5 měsíci +3

    ଜୟ ଶ୍ରୀରାମ କେମିତି ଅଶୁଭ ସଂକେତ ଦୟା ପୂର୍ବକ କହିଲେ କୃତାର୍ଥ ହେବୁ

  • @manojkumarsaint7803
    @manojkumarsaint7803 Před 5 měsíci +1

    Jay Shree Ram

  • @satyabratadas3829
    @satyabratadas3829 Před 5 měsíci

    U r absolutely r8 sir

  • @deepakkumarmohapatra5056
    @deepakkumarmohapatra5056 Před 3 měsíci

    Jai Shree Ram

  • @ShantanuMishra-lw8zp
    @ShantanuMishra-lw8zp Před 5 měsíci +2

    ପାଣ୍ଡିଆନ ବାବୁ ଭୋଲେଣ୍ଟ୍ରି ରିଟାଡ଼ ମେଣ୍ଟ ନେଇ ମସ୍ତ ବଡ଼ ଭୁଲ କରିଛନ୍ତି. ଏବେ ଅନୁତାପ କରୁଥିବେ.

  • @radheshyamkechhu5134
    @radheshyamkechhu5134 Před 5 měsíci +1

    Jai shree ram🙏🙏🙏

  • @suvashreeray5494
    @suvashreeray5494 Před 5 měsíci +6

    ଶ୍ରୀରାମ ଓ ଜଗନ୍ନାଥ ଜଣେ
    ସମସ୍ତେ ମାୟା ରେ ବାୟା
    🌹🌹🌹

    • @TK_BHAKTI
      @TK_BHAKTI Před 5 měsíci

      Tenu kaha bhai jay sri Ram
      Jay sri Ram.

  • @bibhuti5999
    @bibhuti5999 Před 5 měsíci +3

    Naveen Pattnaik Sabu Saridela !😢

  • @samitasethi3775
    @samitasethi3775 Před 5 měsíci +3

    Jaya jaya sriram

  • @sasibhusanbehera6094
    @sasibhusanbehera6094 Před 5 měsíci +2

    Jaysriran

  • @rajanikantapanda8625
    @rajanikantapanda8625 Před 5 měsíci +13

    Namaskar Naveen Babu.
    The fall of BJD is not so important as important is the degradation of the Odias has been done in 24 years. The paramount importance is how to repair the neglect.

    • @itel-wr8cr
      @itel-wr8cr Před 5 měsíci +1

      Jaysriram 20:08

    • @manamohansti
      @manamohansti Před 5 měsíci

      Out of 24 year bjd bjp ruled combined 9 years.

    • @rajanikantapanda8625
      @rajanikantapanda8625 Před 5 měsíci

      Right .I am not indicating any pary particularly. Today's politics in our country is only based on throne saving formula. Russia got independence from autocracy in 1917 and by 1939 it had already become a super power . But in case of India the political parties are still doing politics in the name of the poor . The problem in the way of the progress of India is a major issue for all of us.🙏🏻

    • @user-ho9hb3ur8c
      @user-ho9hb3ur8c Před 5 měsíci

      To muhanku tike laja nahi

  • @sarojsahu9275
    @sarojsahu9275 Před 5 měsíci +2

    Jay shree Ram ji 🙏🇮🇳🚩

  • @papuparida8531
    @papuparida8531 Před 5 měsíci +1

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🚩🙏

  • @user-iu3bg3jt2c
    @user-iu3bg3jt2c Před 5 měsíci +1

    ପ୍ରକୃତରେ ସତ୍ କଥା କହିଲେ ଜୟ ଶ୍ରୀରାମ

  • @subhrajitnayak99
    @subhrajitnayak99 Před 5 měsíci +1

    Sweet comment das

  • @kumari02-m3n
    @kumari02-m3n Před 5 měsíci

    ଜୟ ଶ୍ରୀରାମ ଜୟ ଜଗନ୍ନାଥ

  • @upperprimaryodisha3797
    @upperprimaryodisha3797 Před 5 měsíci

    Thank you sir

  • @ajeetkumarmohanty7880
    @ajeetkumarmohanty7880 Před 5 měsíci +3

    2024 sea swagradara tara seasa thikana

  • @pianolearningwithsritam3733
    @pianolearningwithsritam3733 Před 5 měsíci +1

    ଜୟ ଶ୍ରୀ ରାମ ❤ ଜୟ ଶ୍ରୀ ଜଗନ୍ନାଥ

  • @user-nc6mr3kg6l
    @user-nc6mr3kg6l Před 5 měsíci

    Jay Jagannath Jay Sriram Jay Modiji namaste 🙏

  • @Ajaykumarsahoo-mu7gg
    @Ajaykumarsahoo-mu7gg Před 5 měsíci

    Bilkul thikkk, thank u sir

  • @PreetiNaik-ik5cq
    @PreetiNaik-ik5cq Před 5 měsíci +1

    Jai Sri Ram

  • @indramanisahu3246
    @indramanisahu3246 Před 5 měsíci +1

    ❤❤❤❤❤

  • @bidyadharsaha8398
    @bidyadharsaha8398 Před měsícem

    Jaya Shree Ram ,Jaya Jagannath 🙏🙏🙏🙏 Dharma ra jaya heu,Loke chahanti paribarttan,

  • @Manas_Bhoi
    @Manas_Bhoi Před 5 měsíci

    Jay Shree Ram 🙏🙏🙏

  • @ratikantasethi3270
    @ratikantasethi3270 Před 5 měsíci +1

    Jai Sri ram

  • @ganeshprasadsarangi9013
    @ganeshprasadsarangi9013 Před 5 měsíci +1

    Jay shree Ram , thank you nabin sir

  • @sandhyamohanty6688
    @sandhyamohanty6688 Před 5 měsíci

    Jay Shree Jagannath. Jay Shree Ram .

  • @harihardhal1974
    @harihardhal1974 Před 5 měsíci

    Jay SriRam Jay jagannath🙏🙏🙏🙏🙏

  • @lunadash6732
    @lunadash6732 Před 5 měsíci

    Sir namaskar mu apanak sabu video tana tana Kari sune you r really good talk

  • @user-ou7ro9bf5e
    @user-ou7ro9bf5e Před 5 měsíci +1

    ଜୟ ଶ୍ରୀ ରାମ
    ଓଡିଶା ବଦଳିଲେ ହିଁ ପୂର୍ବ ପଡାଵହୀ ମଧ୍ୟ୍ୟ ଆସି ଯିବ ଓ ଓଡିଶାପିଳା ଭଲ ପାଠ ପଡିବ
    ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @manojoram7630
    @manojoram7630 Před 5 měsíci

    I am happy ur information

  • @santoshdakua6698
    @santoshdakua6698 Před 5 měsíci +2

    ବିନାଶ କାଳେ ବିପରୀତ ବୁଦ୍ଧି 😄😄

  • @gourisankarpanda1968
    @gourisankarpanda1968 Před 5 měsíci +4

    Navin pathan or pando gateout from odisha