BJD is Scared Of Ram Lalla, Each House In Odisha Lights Diya । Nirbhay Gumara Katha

Sdílet
Vložit
  • čas přidán 6. 09. 2024
  • BJD is Scared Of Ram Lalla, Each House In Odisha Lights Diya । Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

Komentáře • 557

  • @kamalakantadas6050
    @kamalakantadas6050 Před 7 měsíci +44

    ଆମର ପରମ ସୌଭାଗ୍ୟ,ଏବେ ରାମଲାଲା ଙ୍କୁ ତାଙ୍କ ଜନ୍ମପିଠ ଅଯୋଧ୍ୟା ରେ ଦର୍ଶନ କରିପାରିବା । ଜୟ ଶ୍ରୀରାମ 🙏

  • @tanmaysahu6996
    @tanmaysahu6996 Před 7 měsíci +89

    ଶ୍ରୀରାମ ଚନ୍ଦ୍ରଙ୍କ ମନ୍ଦିର ନିର୍ମାଣରେ କେବଳ ଭକ୍ତି, ନିଷ୍ଠା, ସ୍ୱାଭିମାନ ର ଉଦ୍ଦେଶ୍ୟ ଥିଲା.... ଯାହାକି ଲୋକଙ୍କ ତନ ମନ ପ୍ରାଣ କୁ ଛୁଇଁଲା
    ଜଣେ ଜଗନ୍ନାଥ ଙ୍କ ଦର୍ଶନ ନ କରି ଫେରିଯାଉଛନ୍ତି ଆଉ ଜଣେ ରାମ ଙ୍କ ପାଇଁ ୧୧ ଦିନ ଉପବାସ କରି ନିଷ୍ଠା ର ସହ ପ୍ରାଣ ପ୍ରତିଷ୍ଠା ରେ ଯଜମାନ ଦାୟିତ୍ଵ ତୁଲାଇଛନ୍ତି
    ପାର୍ଥକ୍ୟ ସ୍ପଷ୍ଟ
    ଜୟ ଜଗନ୍ନାଥ🙏❤ ଜୟ ଶ୍ରୀରାମ 🙏❤

  • @rajiblochanpanda5170
    @rajiblochanpanda5170 Před 7 měsíci +16

    ଆଉ ଗୋଟେ କଥା ଘରେ ଘରେ ଖେଚୁଡ଼ି ଖାଇଲେ । ଲୋକ ମାନେ ନିରାମିଷ ଭୋଜନ କଲେ ।ଜୟ ଶ୍ରୀ ରାମ ।

  • @surendranarayanpanda8021
    @surendranarayanpanda8021 Před 7 měsíci +36

    ପୁରୀର ରାସ୍ତାର ସୌନ୍ଦର୍ଯ୍ୟକରଣ ରେ 4500 କୋଟି ସରକାରୀ ଟଙ୍କାରେ ନିର୍ମାଣ ହେଲା..କିନ୍ତୁ ବିଶ୍ବ ର ତୃତୀୟ ଭବ୍ଯ ବିଶାଳ ରାମ ମନ୍ଦିର ରେ ମାତ୍ର 1400 କୋଟି ଲୋକଙ୍କ ଦାନ ରେ ନିର୍ମାଣ ହେଲା..ଏହାକୁ ଓଡ଼ିଶାର ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି..

  • @arabindamishra4045
    @arabindamishra4045 Před 7 měsíci +31

    ଯେଉଁ ଲୋକ ଓ ଦଳ ଓଡିଶାର ସ୍ୱାଭିମାନ ତଥା ଆତ୍ମ ସମ୍ମାନ କୁ ଜଳାଞ୍ଜଳି ଦେଇ ଜଣେ ଅଣ ଓଡ଼ିଆ କୁ ଓଡିଶା ରାଜନୀତିର ଶିଖରରେ ଆଣି ବସାଇବାକୁ ଚେଷ୍ଟା କରୁଛି ସେଭଳି ଲୋକ ବା ତାଙ୍କ ଦଳକୁ ଓଡ଼ିଶାବାସୀ କେବେହେଲେ କ୍ଷମା ଦେବେ ନାହିଁ, ଏହା ଦୃଢନିଶ୍ଚିତ।

  • @jchoudhury274
    @jchoudhury274 Před 7 měsíci +12

    22 ତାରିଖ ର ପ୍ରଭୁ ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉସ୍ତଵ୍ ପୁରା ଭାରତ ପୁରା ରାମ ମୟ ହେଇ ଥିଲା ଅଯୋଧ୍ୟା ରାମ ମନ୍ଦିର ସନାତନ ହିନ୍ଦୁ ମାନଙ୍କ ଗର୍ବ ଆଉ ଗୌରବ ଜୟ ଶ୍ରୀ ରାମ

  • @subhabratamishra4465
    @subhabratamishra4465 Před 7 měsíci +19

    ନବୀନ୍ ସର୍‌କାର୍ ଜଗନ୍ନାଥଙ୍କୁ ଅପ୍‌ମାନ୍‌ ଦେଲେ ଓ ଜଗନ୍ନାଥ୍‌ ରାମ୍‌ ହୋଇ ଏହାର୍‌ ପ୍ରତିଶୋଧ୍‌ ନେବାକୁ ଆରମ୍ଭ‌ କରିଦେଲେ । ଇଏ ହେଇନି କିଛି ଦେଖ ଆଗକୁ କଣ୍‌ ହୋଉଛି ‌।

  • @umakantpanda6703
    @umakantpanda6703 Před 7 měsíci +8

    Sir ଆପଣଙ୍କ ବିଶ୍ଳେଷଣ ବହୁତ ଉଚ୍ଚକଟିର
    ଆଶା କରୁଛି ଆମ ଓଡ଼ିଶା ଜନସାଧାରଣ
    ବୁଛିପରିବେ, ଧନ୍ୟବାଦ 🙏

  • @netajidash9367
    @netajidash9367 Před 7 měsíci +23

    ଜଗନ୍ନାଥଙ୍କୁ ଅପମାନ ଅର୍ଥ ପ୍ରତ୍ୟେକ ଓଡିଆଙ୍କୁ ଅପମାନ। ପରିକ୍ରମା ପ୍ରକଳ୍ପକୁ ପ୍ରଚାର ନକରିଥିଲେ ପ୍ରଭାବ ଭଲ ହୋଇଥାନ୍ତା ଵୋଲି ଆପଣଙ୍କ ମତ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ।

  • @sasankabiswasray
    @sasankabiswasray Před 7 měsíci +60

    Naveen Patnaik should pay us for the last 22 years of our sacrifice. Next CM of odisha should change.

    • @user-hi9cd1jk1n
      @user-hi9cd1jk1n Před 7 měsíci +2

      Who

    • @maheswarpujhari4503
      @maheswarpujhari4503 Před 7 měsíci +1

      You

    • @kamalsamrat2038
      @kamalsamrat2038 Před 7 měsíci +4

      Aprajita sadangi

    • @Just_randomhuman
      @Just_randomhuman Před 7 měsíci +2

      Exactly but you know what ... The "king" here decides who will the opponents so how can you remove that "king" ???

    • @Ambulrai
      @Ambulrai Před 7 měsíci

      ​@@Just_randomhumanking is only one and his name is Narendra Modi. Naveen stands nowhere near the cleverness, Communication skills, Leadership, Charisma of Narendra Modi. Naveen is a lazy man. He was unemployed living on his father's pocket money till 52 years of age. He doesn't have any brain of his own.

  • @user-rabi317
    @user-rabi317 Před 7 měsíci +21

    ବିଜେଡି କୁ ତାର ଗର୍ବ , ଅହଂ କାର ଜଗନ୍ନାଥ ଙ୍କ ନାମରେ ଚାଉଳ ଗୁଆ ମାଗିଖାଇଲେ ସେଥିପାଇଁ ସେ ଯିବେ।

  • @RanjanKumar-mx1ki
    @RanjanKumar-mx1ki Před 7 měsíci +13

    ଆମ ମୁଖ୍ୟମନ୍ତୀ ନିଜର ବିଚାର ଧାରା ରେ ନିଜେ ପରିଚାଳିତ ହୋଉ ନାହାନ୍ତି l ଯାହାବି ସବୁ ହୋଉଛି ଅନ୍ୟର ବିଚାର ଧାରା ରେ ହୋଉଛି ତେଣୁ ସବୁ ବିଫଳ ହୋଉଛି l ଧୀରେ ଧୀରେ ଆଗକୁ bjd ନିଜ ନିଜ ଭିତରେ ଲୀନ ହୋଇଯିବ l ଜୟ ଜଗନ୍ନାଥ, ଜୟ ଶ୍ରୀରାମ 🙏🙏🙏💐💐💐

  • @biranchipadhi423
    @biranchipadhi423 Před 7 měsíci +8

    ଜୟ ଜଗନ୍ନାଥ ସ୍ବାମୀ 🙏🌹 ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍ ନମସ୍କାର

  • @user-sk6cm7km1g
    @user-sk6cm7km1g Před 7 měsíci +9

    ବଡ ପରିବର୍ତ୍ତନର ଆଭାଷ ମିଳୁଛି ଓଡ଼ିଶା ରାଜନୀତିରେ।ଜାନୁୟାରୀ 22 -- 2024 ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା, ଭାରତ ବର୍ଷ ପାଇଁ ସୂର୍ଣ୍ଣ ଅକ୍ଷରରେ ଇତିହାସ ରଚିଛି ।
    II ଜୟ ଶ୍ରୀରାମ ।।

  • @suryakantamohanty8276
    @suryakantamohanty8276 Před 7 měsíci +62

    ସତ୍ୟ କୁ ପ୍ରଚାର ନକଲେ ବି ସମସ୍ତେ ବୁଝନ୍ତି ଆଉ ଆପଣା ଛାଏଁ ଲୋକେ ଗ୍ରହଣ କରନ୍ତି, ମୁଁ କାଲି ଏକ ନୂଆ ଦୀପାବଳୀ ଅନୁଭବ କରିଥିଲି,

    • @baikunthabehera3971
      @baikunthabehera3971 Před 7 měsíci

      HAU KALLADHAN KEBE BANK KHATAKU ASIBA

    • @chandankumar2289
      @chandankumar2289 Před 7 měsíci

      Ac no de patheibi​@@baikunthabehera3971

    • @rahularya2900
      @rahularya2900 Před 7 měsíci

      ​Sei paisa re hin 10 yr hela vikas hauchi. .. including infrastructure, ram mandir, toilet and next few yr a grand mosque in ayodhya also

  • @BhubaneswarBehera-nr8ir
    @BhubaneswarBehera-nr8ir Před 7 měsíci +101

    ଦୀର୍ଘ 500(ଶହ )ବର୍ଷର ବିବାଦରେ ଅଧର୍ମ ଉପରେ ଧର୍ମର ବିଜୟ ହୁଇପାରିଲା. ସେହିପରି 25ବର୍ଷ ଅଧର୍ମ ଶାସନରେ ଧର୍ମର ବିଜୟହେବ, ଓଡ଼ିଶାରେ ରାମରାଜ୍ୟ ଗଠନ ହେବ. ଜୟ ଜଗନ୍ନାଥ 🙏ଜୟ ଶ୍ରୀରାମ 🙏

    • @user-to3ft5nb4e
      @user-to3ft5nb4e Před 7 měsíci +2

      Jay sri ram Jay jagaraata

    • @hrushikeshsahoo5289
      @hrushikeshsahoo5289 Před 7 měsíci

      BJP soichi.

    • @_The_01
      @_The_01 Před 7 měsíci +3

      ତୁମ ତୁଣ୍ଡ ସୁତୁଣ୍ଡ ହେଉ। 🚩🚩🚩ଜୟ ଜଗନ୍ନାଥ🚩🚩🚩ଜୟ ଶ୍ରୀରାମ 🚩🚩🚩

    • @bigdady1281
      @bigdady1281 Před 7 měsíci +2

      Joy jaganath ❤

    • @binoddas3957
      @binoddas3957 Před 7 měsíci

      ❤❤❤t❤❤❤❤❤❤❤❤❤❤❤❤❤​@@user-to3ft5nb4e

  • @radhamadhabmishra2750
    @radhamadhabmishra2750 Před 7 měsíci +37

    ଚାକିରିରେ ଥିଲେ ତାମିଲ ବାବୁ ବିଜେଡି ଦଳକୁ ଯେତେ ଲାଭପ୍ରଦ ହୋଇ ଥାନ୍ତେ ଏବେ ଦଳରେ ଯୋଗଦେଇ ଦଳକୁ ବୁଡାଇବେ, ବୋଧେ ଏହା ମୋଦି ଓ ସାହାକଂ ଚାଲ ।

    • @lovetunes1711
      @lovetunes1711 Před 7 měsíci +3

      ପ୍ରକ୍ରୁତ ରେ ଯଦି ଏଇଆ ହେଇ ଥାଏ ତାହେଲେ ଅତି ଉତ୍ତମ କଥା ☺️

    • @_The_01
      @_The_01 Před 7 měsíci +2

      ଜଣେ ତାମିଲ୍ ଆନ୍ନାମଲାଇ ପୁରା ତାମିଲନାଡୁ ର ହିନ୍ଦୁ ବିରୋଧୀ ସରକାର କୁ ଦୋହଲାଈ ଦେଲାଣି। ଆଉ ଗୋଟେ ପାଣ୍ଡୁ ବିଜଦ କୁ ବୁଡାଇଲାଣି। True leader of people A.K. Annamalai

    • @sankarnathmaharana7859
      @sankarnathmaharana7859 Před 7 měsíci +2

      ହେଇଥାଇ ପାରେ ରାଜନୀତିରେ ସବୁ ସମ୍ଭବ କିଛି ବିଚିତ୍ର ନାହିଁ

  • @baabusonaa2047
    @baabusonaa2047 Před 7 měsíci +6

    #ଓଡ଼ିଶାରେ_ପରିବର୍ତ୍ତନ🙏🙏🚩🚩

  • @jayalaxmi5517
    @jayalaxmi5517 Před 7 měsíci +9

    ନୂଆ - ଓ ମାନେ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ନୁହେଁ, ବରଂ ନବଯୁଗ ର ଆରମ୍ଭ ହେଲା ଅଯୋଧ୍ୟାରେ ରାମମନ୍ଦିର କରିବା ଏବଂ ରାମଙ୍କ ପ୍ରାଣ ପ୍ରତିଷ୍ଠା କରିବା ,ଜୟ ଶ୍ରୀ ରାମ 🙏

  • @Skgbul470
    @Skgbul470 Před 7 měsíci +4

    Bjd ର ନେତାଙ୍କର ମସ୍ତିସ୍କ କିଛି କାମ କରୁ ନାହିଁ, ଏଣୁ
    ବାଉଳେଇ ତାଉଲେଇ ହେଉ
    ଛନ୍ତି,

  • @Xuy788
    @Xuy788 Před 7 měsíci +21

    ଯିଏ ଯେଉଁଠି ପାଣ୍ଡୁ ଦଳ କୁ ହରାଇବ ତାକୁ 1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ପରିବାର ଆଉ ସମ୍ପର୍କୀୟ ଭୋଟ ଦେବୁ ଗରିବ ପିଲା CT, OTET, CBT ଦେଇ ପ୍ରାଥମିକ ଶିକ୍ଷକ ହେବେ କିନ୍ତୁ peon ଠୁ କମ ଦରମା ରେ ଖଟିବେ ଆଉ ଆନ୍ଦୋଳନ କରିବେ ନାହିଁ... ସବୁ ଚାକିରି ରେଗୁଲାର କିନ୍ତୁ ପ୍ରାଥମିକ ଶିକ୍ଷକ ଚୁକ୍ତିଭିତ୍ତିକ କାହିଁକି. ସବୁ ର ମୂଳ ତାମିଲ ମୁଖ୍ୟମନ୍ତ୍ରୀ.ମଦ ମାଂସ ଖାଇ 500 ଟଙ୍କା ନେଇ ପାଣ୍ଡୁ ବାବୁ ଙ୍କୁ ଭୋଟ ଦେଇ ଦାଦନ ଖଟିବାକୁ ଯିବା

  • @geetaranisamal6638
    @geetaranisamal6638 Před 7 měsíci +4

    ଜୟ ଶ୍ରୀ ରାମ 🙏🙏

  • @rabindrarath9474
    @rabindrarath9474 Před 7 měsíci +8

    ପ୍ରଧାନମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀଙ୍କ ମାନସିକତାକୁ ଓଡ଼ିଆ ଅନୁଭବ କଲେଣି ଜଣେ ତ୍ୟାଗୀ ଆଉଜଣେ ଭୋଗୀ ଯେଉଁ ଇତିହାସ ପ୍ରଧାନମନ୍ତ୍ରୀ ସୃଷ୍ଟି କରିଛନ୍ତି ସ୍ୱନାକ୍ଷରରେ ଲିପିବଧ ହୋଇଗଲା ସେଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଆଙ୍କୁ ଲଲିପପ ଧରାଇବାପାଇଁ ପୁରୀ ଯାଇଛନ୍ତି

  • @debarajbehera5047
    @debarajbehera5047 Před 7 měsíci +3

    ଅତିସୁନ୍ଦର ଉପସ୍ଥାପନା । ଆପଣଙ୍କ ଯୁକ୍ତିପୂର୍ଣ୍ଣ ବିଶ୍ଳେଷଣ ପାଇଁ ଅଶେଷ ଧନ୍ୟବାଦ । ବାରମ୍ଵାର ଅର୍ଥ ଆଉ କ୍ଷମତାର ଦୁରୁପଯୋଗ କରି ସଫଳତା ଲାଭକରିଥିବାରୁ BJD ଦଳ ସେଗୁଡିକ ହିଁ ସେମାନଙ୍କୁ ନିର୍ବାଚନ ବୈତରଣୀ ପାରିକରିବାରେ ସାହାଯ୍ୟ କରିବ, ଏମିତି ଏକ ବୃଥା ଆଶା ନେଇ ଅର୍ଥ, କ୍ଷମତା ଏବଂ ଚାତୁର୍ଯ୍ୟ ରେ ଲୋକଙ୍କୁ ଭୁଲେଇବା ପାଇଁ ଏକ ଅନ୍ଧ ଆଶା ବାନ୍ଧି ବିପରୀତ କାର୍ଯ୍ୟ କରିଛନ୍ତି। କ୍ଷମତାର ମୋହରେ ଅନ୍ଧ ହୋଇ ଲୋକଙ୍କ ଭାବନା ସହ ଖେଳିଛନ୍ତି । ଆଗାମୀ ନିର୍ବାଚନ ରେ ଉପଯୁକ୍ତ ଜବାବ ପାଇବେ ତା'ର ସୂଚନା ମିଳିଛି, ଲୋକଙ୍କ ପ୍ରତିକ୍ରିୟାରୁ । ଭବିଷ୍ଯତ କୁ ଅପେକ୍ଷା ରହିଲା ଲୋକେ ତାଙ୍କ ଏଇ ଭାବନାକୁ କେତେ ବଞ୍ଚାଇ ରଖୁଛନ୍ତି ନା ପୁଣି ୫୦୦ ଆଉ ମାଂସ ରେ ଭାସିଯାଇ ପୂର୍ବବର୍ତ୍ତୀ ଭୁଲ୍ ର ପୁନରାବୃତ୍ତି କରୁଛନ୍ତି? ସମୟ ହିଁ ଏହାର ଜବାବ ଦେବ । ଧନ୍ୟବାଦ୍ |

  • @sribastabapanigrahi9009
    @sribastabapanigrahi9009 Před 7 měsíci +10

    ମୁଖ୍ୟମନ୍ତ୍ରୀ ହାତଯୋଡ଼ି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଟିଭି ରେ ଦେଖିବାର ଫୋଟୋ ପ୍ରେସକୁ ଛାଡିବା ଗୋଟେ ଫୋଟୋ ସେସନ ଥିଲା ବୋଲି ମନେହୁଏ | କାହିଁ ମୋଦିଙ୍କର ରକ୍ତ ଗରମ କରିଦେଲା ଭଳି ଭାଷଣ, ଆଉ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପ୍ରାଣ ହାତହଲା | ଓଡ଼ିଶାର ଲୋକ ଜାଣିସାରିଲେଣି ସେ ଏକ କାଠ ପିତୁଳା, ତାଙ୍କୁ ଯେମିତି ଢଙ୍ଗରେ ଯାହା କହିବାପାଇଁ କୁହାଯାଉଛି, ସେ ତାହାକୁ ହିଁ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି |

    • @sumankar6856
      @sumankar6856 Před 7 měsíci +3

      He is a puppet whose strings are controlled by you know who😂😂😂😂

  • @binodinibhoi3204
    @binodinibhoi3204 Před 7 měsíci +10

    ସାର୍ ଓଡ଼ିଶା ରେ ଦୀପାବଳୀ ପାଳନ ହେଲା ସତ କିନ୍ତୁ ପରିକ୍ରମା ପ୍ରକଳ୍ପ ରୁ ହଜାର ହଜାର କୋଟି ଟଙ୍କା ବାଟମାରଣା ସେ କେବଳ ଇଲେକ୍ସନ ପାଇଁ ରଖାଯାଇଛି

  • @syamaprasadmahapatra
    @syamaprasadmahapatra Před 7 měsíci +21

    ପ୍ରଥମ ନେତା ଦେଖିଲି ମୋଦି ଯାହା କହିଲେ ଲୋକ ପାଳନ କରୁଛନ୍ତି। ଓଡ଼ିଶାର ରାଜନୀତିରେ କର ବଦଳିବ ବୋଲି ମୋର ଅନୁମାନ ବେସି ନହେଲେ ବି ଅଳ୍ପ କିଛି ପରିବର୍ତ୍ତନ ହେବ ।

  • @ghanashyammohapatra1491
    @ghanashyammohapatra1491 Před 7 měsíci +8

    ପାଇଖାନା ଉଦଘାଟନ କରି ଯାଆନ୍ତି ନାହିଁ ଶ୍ରୀ ମନ୍ଦିର

  • @lokanathreddy1625
    @lokanathreddy1625 Před 7 měsíci +6

    ଓଡ଼ିଶାରେ ଜଣେ ଅନ୍ଧ ଦୃତ ରାଷ୍ଟ୍ର ଶାସନ ଚାଲିଛି ଆଉ କେନ୍ଦ୍ରରେ ଥିବା ସରକାର (ମୋଦି ସରକାର ) ମଧ୍ୟ ଓଡ଼ିଶା ପାଇଁ ସବୁ ଜାଣି ମଧ୍ୟ ଅନ୍ଧ ଦୃତ ରାଷ୍ଟ୍ର ଭଳି ଅଭିନୟ କରୁଛନ୍ତି।

  • @mayadharmahanta1573
    @mayadharmahanta1573 Před 7 měsíci +19

    ସୋମ ବାର ଜଉ bjd ନେତା ଙ୍କ ଘରେ ପତାକା ନ ଥିଲା ମଙ୍ଗଳବାର ସକାଳେ ହନୁମାନ ପତାକା ଲାଗିଥିବା ଦେଖା ଗଲା

  • @surendrakumarsethy8816
    @surendrakumarsethy8816 Před 7 měsíci +4

    Excellent. Sir 🎉

  • @chhabindramansingh73
    @chhabindramansingh73 Před 7 měsíci +13

    ରାମ ଲାଲ ଙ୍କ ଲାଗି ପ୍ରତି ଘରେ ଘରେ ଓଡ଼ିଶାରେ, ଅପୂର୍ବ ମହୋତ୍ସବ, ଗାଁରେ ସାହିରେ ଭୋଜିଭାତ ସାଂସ୍କୃତିକ କାର୍ଯ୍ୟକ୍ରମ, ଦୀପ ଦାନ ର ଆନନ୍ଦ ବାତାବରଣ, ସମସ୍ତଙ୍କ ମନରେ କିଆନନ୍ଦ, କିନ୍ତୁ ଓଡ଼ିଶାରେ bjd ପୁରୀ ମନ୍ଦିର ପରିକ୍ରମା କଲା 4042କୋଟି କଲା ଲାଟିନ କରି, କିନ୍ତୁ ଓଡ଼ିଶାରେ ଏପରି ଆନନ୍ଦ ନଥିଲା, ଧିକ bjd ଅଯୋଧ୍ୟା ମନ୍ଦିର ଲାଗି ପ୍ରତି ବର୍ଷ 50ମିଲିୟନ ଅର୍ଥ ରୋଜଗାର ହବ ପର୍ଯ୍ୟଟନ ଶିଳ୍ପର, ଦେଶର ରାଜସ୍ୱ ବୃଦ୍ଧିହବ, ଏଥିରେ ଖର୍ଚ୍ଚ ହୋଇଚି 14ସହ କୋଟି ଆମର ପୁରୀରେ, ଲାଟିନ ଝୋଟି ଫୁଲ କୁଣ୍ଡ ଲୋକ ଦେଖିବେ ଜଗନ୍ନାଥ ଙ୍କୁ ନଦେଖି, ବିଶ୍ୱସ୍ତରୀୟ ଲାଟିନ, ଏତେ ପୁରୁଣା ମଠ ମନ୍ଦିର ଭାଙ୍ଗି, ସଳେ ଲାଟିନ କଲ ଏଥିରୁ ପର୍ଯ୍ୟଟନ ଶିଳ୍ପ କତେ ରାଜସ୍ୱ ପାଇବ, ଶ୍ରୀମନ୍ଦିର ଭାଙ୍ଗିଲାଣି ଦିଶୁନି ସଳାଙ୍କୁ 42କୋଟି ଖର୍ଚକରୀ 4042କୋଟି ଦେଖେଇଛ bjd ସହ ପାଣ୍ଡୁଆ ଲୁଟିଛି ବାକି ନିର୍ବାଚନ ରେ ଖର୍ଚ୍ଚ କରିବ bjd

    • @padmanabhabhattamishra9159
      @padmanabhabhattamishra9159 Před 7 měsíci +1

      All are Right

    • @fakirbaral5313
      @fakirbaral5313 Před 7 měsíci

      ବିଜେଡି ହଟାଅ, ବିଜେପି ରାମ ରାଜ୍ୟ ବନାଓ । (ଜୟ ଶ୍ରୀରାମ, ଜୟ ଜଗନ୍ନାଥ)

  • @surendrakumarsethy8816
    @surendrakumarsethy8816 Před 7 měsíci +4

    Sir
    Your message will change the political system incoming elections.

  • @pradoshkumarchakrabarty9081
    @pradoshkumarchakrabarty9081 Před 7 měsíci +8

    You are absolutely right in your
    assment.

  • @bulusethy9220
    @bulusethy9220 Před 7 měsíci +16

    ଜୟ ମାହାଲା ମାଣ୍ଡା
    ❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @hemantkumarsingh1387
    @hemantkumarsingh1387 Před 7 měsíci +51

    Naveen Pattnaik is not a true devotee of Jagannath and not visited Jagannath temple in parikrama prakalpa.But, Modi made fasting of eleven days for Ramlala.This is the difference between Modi and Naveen Pattnaik.We feel ashamed as a odia for such a CM

    • @achieversacademy9691
      @achieversacademy9691 Před 7 měsíci +12

      Navin might have drank whisky yesterday

    • @goutamparida6498
      @goutamparida6498 Před 7 měsíci +5

      You have expressed heartiest words.

    • @Swap3331
      @Swap3331 Před 7 měsíci

      Everyday he drunk​@@achieversacademy9691

    • @netajidash9367
      @netajidash9367 Před 7 měsíci

      ଏମାନଙ୍କର କେଉଁ କଥା ଟା ଟ୍ରୁ କି? ସବୁ ଫଲ୍ସ। ଜଗନ୍ନାଥଙ୍କ ପ୍ରତି ଭକ୍ତି ହେଉ ବା ରୂପାନ୍ତରିକରଣ ହେଉ ଅବା ଯେ କୌଣସି ଯୋଜନା ହେଉ କୌଣସିଥିରେ ଆନ୍ତରିକତା ନାହିଁ। କହି ବସିଲେ ଲମ୍ବା ଲିସ୍ଟ ହବ।

  • @jyotirmayjena1869
    @jyotirmayjena1869 Před 7 měsíci +5

    ୨୨ ତାରିଖ ଦିନ ରାମଲାଲା ପାଇଁ ମନ ଆନନ୍ଦ ରେ ପୁଲକିତ ହୋଇଯାଇଥିଲା । ନବୀନ ପଟ୍ଟନାୟକ ଭୋଟ ପାଇଁ ଟଂକା ଖର୍ଚ୍ଚ କରି ସମସ୍ତଙ୍କୁ କିଣି ଦେଉଛନ୍ତି । ସେଥିପାଇଁ ସେ ଭାବିଲେ ଭକ୍ତି କୁ ମଧ୍ଯ ଟଂକା ଖର୍ଚ୍ଚ କରି କିଣିଦେବେ ।

  • @brajakishorepadhi4022
    @brajakishorepadhi4022 Před 7 měsíci +10

    ହେ ରାମ...ଏହି ଭଳି ଧର୍ମ କାମ ନବୀନ ପଟ୍ଟନାୟକ କରି ପାରିବ ନା ? ଜଗନ୍ନାଥଙ୍କୁ ଲୁଂଗୀ ପିଂଧି ଜୋତା ମାଡି ସେଲୁଟ ମାରିବା ନବୀନ ର ଦେଖି ଚୁ... ଧାର୍ମିକ କାମ ଠାରୁ କୋଷ ଦୂର ବିଧର୍ମୀ ନବୀନ ପଟ୍ଟନାୟକ...

    • @baikunthabehera3971
      @baikunthabehera3971 Před 7 měsíci

      ABE MODHI NABINA MISI KALLADHHAN BATANTU .OR KALLADHHAN NIYANTU

    • @sumankar6856
      @sumankar6856 Před 7 měsíci

      ​@@baikunthabehera3971Chup Sala nabin guha chataa

  • @user-bw7hb3kw1p
    @user-bw7hb3kw1p Před 7 měsíci +4

    ଆପଣଙ୍କୁ ହୃଦୟରୁ ସମ୍ମାନ ଜଣାଯାଇଛି। ମୁଁ ଆର୍ତ୍ତତ୍ରାଣ ମଲ୍ଲିକ, ଜଗତସିଂହପୁର ରୁ ।
    ଆପଣଙ୍କ ସୃଜନାତ୍ମକ ସମସାମୟିକ ଟିପ୍ପଣୀ ଵାସ୍ତବ ଅଟେ । କିନ୍ତୁ ଆମ ସରକାର ଇଂଲିଶ ସ୍କଚ୍ ଓ ସାମ୍ପେନ୍ ପାନ କରି ପ୍ରଥମତଃ ସ୍ମୁତି ହରାଇ ମଧ୍ୟ ଦେଶୀ ବଜାର କରୁଥିଲେ କିନ୍ତୁ ଏବେ ଦେଶୀ ଦେଖା ହେଵା ସ୍ଵପ୍ନ କାରଣ ତାମିଲ୍ ବଜାର ଭିଡ଼ ।
    ଆଉ ଆଗକୁ ଇଂଲଣ୍ଡ ବଜାର ଆସିଯିବ ।

  • @lovetunes1711
    @lovetunes1711 Před 7 měsíci +8

    ଯେତେ ପାରି ସେତେ ଭୁଲ୍ କର , ତାକୁ ସଜାଡିବା ପାଇଁ ଜାମୁଁ କୋଳି ଗପ କହିବା ପାଇଁ ତମ ଦଳରେ ଭାଟ୍ଟ ମାନଙ୍କ ର ଅଭାବ ନାହିଁ। ହେଲେ ତମର ସବୁ ଫନ୍ଦୀ ଲୋକ ଧୀରେ ଧୀରେ ବୁଝି ସାରିଲେଣି ବୋଲି ତମେ ଯାହା ଜାଣି ପାରୁନ 😂

  • @RanjanKumar-mx1ki
    @RanjanKumar-mx1ki Před 7 měsíci +7

    ନବୀନ ବାବୁ ପ୍ରକୃତରେ ଜଣେ ଅସଲି ଓଡ଼ିଆ ନୁହନ୍ତି ତେଣୁ ତାଙ୍କଠାରୁ କିଛି ଆଶା କରିବା ବୃଥା ଏ ଓଡ଼ିଆ ଜାତି l

  • @bijayajena2460
    @bijayajena2460 Před 7 měsíci +2

    ନବୀନ ବାବୁ ଇଚ୍ଛାକୃତ ଅବସର ନେଲେ ଅମର ହେବା ସଙ୍ଗେ ସଙ୍ଗେ ସମ୍ମାନ ରହିଯିବ, ନଚେତ୍ ନା ଲିଭିଯିବ

  • @jasoji
    @jasoji Před 7 měsíci +11

    ଓଡ଼ିଶା ରେ ପାପର ମାତ୍ରା ଚରମ ସୀମାରେ....🙁

  • @JTSudhansu
    @JTSudhansu Před 7 měsíci +8

    🙏 JAY SRI RAM

  • @madhabswain8815
    @madhabswain8815 Před 7 měsíci +2

    ଚକା ଆଖି ସବୁ ଦେଖୁଛି । ଠିକ୍ ସମୟରେ ବିଜେଡି
    ଅଡ଼ୁଆରେ ପଡିବ । ତଥ୍ୟ ମୂଳକ ଵ୍ୟକ୍ତଵ୍ୟ ପା ଇଁ
    ନବୀନ ଦାସ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

  • @user-mb1sv6fg2b
    @user-mb1sv6fg2b Před 7 měsíci +1

    Absolutely right

  • @manjupravamishra8000
    @manjupravamishra8000 Před 7 měsíci +6

    ଜୟ ଶ୍ରୀ ଜଗନ୍ନାଥ 🙏।

  • @priyacharandas653
    @priyacharandas653 Před 7 měsíci +4

    जय श्री राम जय श्री जगन्नाथ
    ଇଂରାଜୀ ସରକାର ର ସାଶନ ଚାଲିଛି ଓଡ଼ିଶାରେ

  • @kailashsingh1554
    @kailashsingh1554 Před 7 měsíci +1

    Highly appriciated

  • @akhaykumarsahoo4390
    @akhaykumarsahoo4390 Před 7 měsíci +4

    JAY SHREE RAM

  • @chandannayak9804
    @chandannayak9804 Před 7 měsíci +8

    Sir ଭକ୍ତି ଭାବନା କୁ କେବେ କେହି ଧନରେ କି ଜୋର୍ ଜବରଦସ୍ତ କେହି କିଣି ପାରି ନାହାଁନ୍ତି କି କିଣି ପାରିବେ ନାହିଁ ଭକ୍ତି ଭାବନା ମଣିଷର ଆତ୍ମା ରୁ ବାହାରେ ସନ୍ତୋଷ ଜନକ କାମ ହେଲେ କାହାରିକି ଡାକିବାକୁ ପଡ଼ିବ ନାହିଁ ସବୁ ଆପେ ଆପେ ହୋଇଯିବ, ବାକିରହିଲ ରାଜନୀତି Sir ଆପଣ କହିଥିଲେ modiji କହିଥିଲେ ବର୍ଷା କରିବାର ଦାୟିତ୍ବ ତାଙ୍କର ସେ କାମରେ କରିକି ଦେଖେଇଲେ ଆଠାରୁ ବଡ଼ ବରଷା ଆଉ ଆଉକିଛି ନାହିଁ ଭକ୍ତି ଭାବନାର ବର୍ଷା ଭାଇଚାରାର ବର୍ଷା ଆକୁ ଅଟକାଇବା ପାଇଁ ଶକ୍ତି କାହାର ନାହିଁ ଜୟ ଶ୍ରୀ ରାମ 🙏 ଜୟ ଜଗନ୍ନାଥ 🙏

  • @krushnachandradash4327
    @krushnachandradash4327 Před 7 měsíci +2

    ଆଲୋ ବଉଳ କୁଆଡେ ଗଲା ସବୁ ଗୁଆ ଚାଉଳ।
    ଜଗା ମାଗି ବୁଲିଲେ ଓଡ଼ିଶାର ଦୁଆରେ ଦୁଆରେ।
    ଗୁଆ,ଚାଉଳ ଅଭାବ କି ପଡ଼ିଲା ଶ୍ରୀ ମନ୍ଦିରରେ ।

  • @sandeep7657
    @sandeep7657 Před 7 měsíci +3

    Strongly agree with your words Naveen sir

  • @kulunayak3903
    @kulunayak3903 Před 7 měsíci +2

    Jaya Sri Ram jaya Sri Ram jaya Sri Ram

  • @akpradhan7710
    @akpradhan7710 Před 7 měsíci +3

    Sir it is your best discussion , we awaiting the moment.The true must come in limelight.

  • @pratapchandrasamal2396
    @pratapchandrasamal2396 Před 7 měsíci

    ଆଲୋଚନା ନାଁ ରେ ସୁନ୍ଦର ରାଜନୀତିକ ବିଶ୍ଳେଷଣ।

  • @fakirbaral5313
    @fakirbaral5313 Před 7 měsíci +1

    ବିଜେଡି ହଟାଅ, ବିଜେପି ରାମ ରାଜ୍ୟ ବନାଓ । ଓଃମ୍ ଶାନ୍ତି , ଜୟ ଶ୍ରୀରାମ, ଜୟ ଜଗନ୍ନାଥ

  • @basantapattnaik7812
    @basantapattnaik7812 Před 7 měsíci +5

    ସାର ପ୍ରଣାମ 🙏🌹

  • @villageprograme123
    @villageprograme123 Před 7 měsíci +3

    Right

  • @srabani.123
    @srabani.123 Před 7 měsíci +6

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଆଉ ଜଗତର ନାଥ ଶ୍ରୀ ଜଗନ୍ନାଥ ଏବଂ ମଜ୍ୟାଦା ପୁରୁସ ଶ୍ରୀ ରାମ ହେଉଛନ୍ତି ବିସ୍ବବାସି ଙ୍କ ଆରାଧ୍ୟ ଦେବତା କହିଲେ ଭୁଲ୍ ହେବନାହିଁ। ଆଉ ଏହାଙ୍କୁ ନେଇ ଜିଏ ରାଜନୀତି କରେ ବା ଲୋକଙ୍କ ମନରେ ବିଷାଦର ଛାୟା ତାହାଠାରୁ ପାପି ଏ ଜଗତରେ ନାହିଁ। ଜୟ ଜଗନ୍ନାଥ ଜୟ ଶ୍ରୀ ରାମ।

    • @rajadash9390
      @rajadash9390 Před 7 měsíci +1

      ନବୀନା ଦାସ ଗୋଟେ ରାଣ୍ଡି ଛୁଆ ରାଣ୍ଡୁଆ ଗାଣ୍ଡୁଆ ଭଡୁଆ ସାମ୍ବାଦିକ

  • @prasannapattanyak3777
    @prasannapattanyak3777 Před 7 měsíci

    ଶ୍ରୀରାମ ଓ ଶ୍ରୀଜଗନ୍ନାଥ ଙ୍କୁ ନେଇ ରାଜନୀତି କରାନଯାଉ। ସେ ମୋଦୀ ହୁଅନ୍ତୁ ବା ନବୀନ।

  • @biswajitdhal4398
    @biswajitdhal4398 Před 7 měsíci +1

    ଜୟ ଶ୍ରୀରାମ

  • @nabakishorpradhan461
    @nabakishorpradhan461 Před 7 měsíci

    ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ସାଂପ୍ରତିକ ସ୍ଥିତିରେ ସରକାର ବଦଳିବା ଦରକାର

  • @kumarnayak2641
    @kumarnayak2641 Před 7 měsíci

    ଜୟ ଜଗନ୍ନାଥ ସାର୍ ଆପଣଙ୍କ ଖବର ଭଲ ଲାଗିଲା ନମସ୍କାର

  • @pramodkumarrout7641
    @pramodkumarrout7641 Před 7 měsíci +16

    Maryada Purusottam SriRamchandra has already been established in every house in Odisha from 22nd January. Spontaneously every person chanted Jay SriRam. Definitely people will see some change in Odisha.
    JaySriRam.

  • @bhagabanmahapatra9082
    @bhagabanmahapatra9082 Před 7 měsíci +1

    ସାର୍ ଆପଣଙ୍କୁ କୋଟି ପ୍ରଣାମ 🙏🙏

  • @kabitasahoo8385
    @kabitasahoo8385 Před 7 měsíci +5

    🙏👍❤️ I visited the temple and had divine Darshan. I am blessed. Beautiful temple and very emotional. Prabhu has established what was missing. Fortunate to be born in this Era 🙏 my 2cents.

  • @surendrakumarsethy8816
    @surendrakumarsethy8816 Před 7 měsíci +3

    Jay Shriram

  • @umeshsahoo2005
    @umeshsahoo2005 Před 7 měsíci +1

    Thanks.....Sir

  • @srikumarsushantapradhan1868
    @srikumarsushantapradhan1868 Před 7 měsíci

    Best Perfect personality performance of the news Nirbhaya, fantastic beautiful &Romantic 🔥.

  • @biswanathpadhy8371
    @biswanathpadhy8371 Před 7 měsíci +6

    ସତ କଥା।ମନ ଜାଣେ ପାପ ଏବଂ ଚୋର ମନ ଗଣ୍ଠି ରେ।

  • @swarajparhi6727
    @swarajparhi6727 Před 7 měsíci +2

    IAfter listen ur voice, I feel so glad that ur judgment, compirtion, ur advice is all most right, actualy deevotion come,s automatic aly . Thanks

  • @sabitasahukar1451
    @sabitasahukar1451 Před 7 měsíci

    Thank you Naveen ji

  • @narayanmohanty5100
    @narayanmohanty5100 Před 7 měsíci +14

    This is a very sacred programme at Ayodhya . P M Modi has sacrificed himself for this .
    .

  • @basantibalapanigrahi5289
    @basantibalapanigrahi5289 Před 7 měsíci +2

    You are correct

  • @sudhansujena1959
    @sudhansujena1959 Před 7 měsíci +7

    Jay shree ram

  • @chhayakanta7328
    @chhayakanta7328 Před 7 měsíci +5

    Jay sri ram🙏🙏🙏

  • @kishorkarna5461
    @kishorkarna5461 Před 7 měsíci

    ଜୟ ସୀତା ରାମ 🪔🪔🪔🙏🙏🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩

  • @srikumarsushantapradhan1868
    @srikumarsushantapradhan1868 Před 7 měsíci

    Jay Sree Prabhu Raamjee kee Jay ho. JAY Bharat Mata & best & the great news Nirbhaya.thanq.

  • @adityanarayanprusty.1497
    @adityanarayanprusty.1497 Před 7 měsíci +18

    Nabin patnayak is the devote of pop & Christianity . He visits puri for 🗳.

    • @thessworld
      @thessworld Před 7 měsíci +1

      M0di is also a devotee of pope 😂

    • @alekhakumarsahu7529
      @alekhakumarsahu7529 Před 7 měsíci +2

      To manage a country and state of a country is different. A head of a country can not ignore head of another country. Pope is head of a small country called Vatican.

    • @Just_randomhuman
      @Just_randomhuman Před 7 měsíci +1

      Modi is the head of a country so he can represent the Indian x+ians but what "babu" is representing?? He is not a world leader.
      Moreover if you wanted more attention.........jaunu 'merica ra kolo rey soipadibu 😂😂🤣🤣

  • @subashranashr
    @subashranashr Před 7 měsíci +2

    ପ୍ରାଣ ପ୍ରତିଷ୍ଠା ଠିକ୍ ଅଛି କିନ୍ତୁ କିନ୍ତୁ କିନ୍ତୁ ମନ୍ଦିର ତୋଳିବା ପୂର୍ବରୁ..... ଏହା କେତେଦୂର ଠିକ୍ .....ମହାରାଜ......😊କୁହନ୍ତୁ ମୁଁ ଜାଣିବି ଯେ ଆପଣ ଏକ ସାଇଟ୍ ବୋଲି.....

  • @bishnucharankalta-im6zm
    @bishnucharankalta-im6zm Před 7 měsíci +1

    Really Right

  • @manojbabu6690
    @manojbabu6690 Před 7 měsíci +1

    👍

  • @maninaction365
    @maninaction365 Před 7 měsíci +12

    ଦାସ ଆଗ୍ୟାଂ...... ଆପଣ ଜେନ୍ ଜିନିଷ କେ ଦେଖି ପାର୍ ସନ୍, ଜାନି ପାର୍ ସନ୍ ସେଟା ଅନ୍ୟ ଲୋକ ଦେଖି ନାଇ ପାରନ୍।

  • @nisitranjanbohidar7233
    @nisitranjanbohidar7233 Před 7 měsíci +1

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @chittaranjanmajhi6738
    @chittaranjanmajhi6738 Před 7 měsíci +1

    Jay Sriram

  • @prameyaparida3929
    @prameyaparida3929 Před 7 měsíci +2

    Ground scene in Rourkela.....22nd January superhit......

  • @balarambehera4686
    @balarambehera4686 Před 7 měsíci +1

    ବିଜେଡ଼ି ପ୍ରଭୁ କଳିଆଶାଆନ୍ତ ଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି କରିବାର ପ୍ରୟାସ ର, ହିସାବ କିତାବ୍ କରିଦେଲେ।

  • @prabhakarsethy1735
    @prabhakarsethy1735 Před 7 měsíci

    It's absolutely correct .

  • @sankarnayak5771
    @sankarnayak5771 Před 7 měsíci +5

    Jay sir ram

  • @santoshdakua6698
    @santoshdakua6698 Před 7 měsíci +1

    ବିଜୁ ଜନତା ଦଳ ର କୋଣସି ଯୋଜନା କାମ କରିବ ନାହିଁ

  • @bhaktimarga853
    @bhaktimarga853 Před 7 měsíci +3

    କାମିଆ ଜାନୀ କୁ ଆଣିବା ଘୋର ଅନ୍ଯାୟ ।

  • @ashokkumarchhotaray1885
    @ashokkumarchhotaray1885 Před 7 měsíci

    ଦଳଗତ ନିର୍ବିଶେଷରେ ଏ ଭଳି ଐତିହାସିକ କାର୍ଯ୍ୟ କୁ ସମସ୍ତେ ଖୋଲା ହୃଦୟରେ ସ୍ବାଗତ କରିବା କଥା । ଯେଉଁମାନେ ରାମ ମନ୍ଦିର ନିର୍ମାଣ କୁ ବିରୋଧ କରୁଛନ୍ତି ସେମାନଙ୍କ ର ଚିନ୍ତାଧାରା ରାବଣର ଚିନ୍ତାଧାରା ।

  • @gobindajena6521
    @gobindajena6521 Před 7 měsíci

    ନମସ୍କାର ଆଜ୍ଞା ! ପ୍ରଧାନ ମନ୍ତ୍ରୀଙ୍କ ରାମ ମନ୍ଦିର ଭାଷଣ ଶୁଣି ମନ୍ତ୍ର ମୁଗ୍ଧ ହୋଇଗଲା। ତାହା ତାଙ୍କର ସର୍ବୋତ୍ତମ ଭାଷଣ ମାନଙ୍କ ମଧ୍ୟରେ ଅନନ୍ୟ ଥିଲା । ତାହା ବିଶ୍ୱବାସୀଙ୍କୁ ସମ୍ମୋହିତ କରିଛି। ନବୀନବାବୁ ଓଡ଼ିଶା କୁ ଧ୍ଵଂସ କରି ସାରିଲେଣି , ଲୋକେ ଏହା ବୁଝପାରୁ ନାହାନ୍ତି।ଏହା ଏକ ବଡ ବିଡମ୍ବନା। ଧନ୍ୟବାଦ୍।

  • @dr.purnendutripathy5263
    @dr.purnendutripathy5263 Před 7 měsíci +1

    ଓଡ଼ିଆ ସଂସ୍କୃତି ସମ୍ପର୍କରେ ସାଧାରଣ ଜ୍ଞାନ ନ ଥିବା ବ୍ୟକ୍ତିଙ୍କୁ ସମସ୍ତ ଅଧିକାର ଦେବାର ଫଳ।ଆମ ମୁଖ୍ୟମନ୍ତ୍ରୀ ଇତିହାସ ପୃଷ୍ଠାରେ ଜଣେ ନିନ୍ଦିତ ଶାସକ ଭାବରେ ରହିବେ। ବାର ବର୍ଷ ର ତପସ୍ୟା ଶୁଖୁଆ ପୋଡା ରେ ଯିବ।

  • @chittaranjannayak3265
    @chittaranjannayak3265 Před 7 měsíci

    Yes right analysis

  • @durgaprasaddas253
    @durgaprasaddas253 Před 7 měsíci

    Very nice things.like like and like..Durga pr das.

  • @pabitrarana8550
    @pabitrarana8550 Před 7 měsíci +4

    🙏 Jay shree Ram 🚩🚩

  • @manojkumarsaint7803
    @manojkumarsaint7803 Před 7 měsíci +1

    Jay Shree Ram

  • @user-pe9pb4uk7o
    @user-pe9pb4uk7o Před 7 měsíci

    We support you sir app jaise log hazar saal jiyo