🔵 Unveiling The Truth With Politician Sura Routray || Kanak News
Vložit
- čas přidán 5. 09. 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha #suraroutray
ସାର ଆପଣଙ୍କ ଉପସ୍ଥାପନା ଓ ସାକ୍ଷାତକାର ର କଥୋପକଥନ ବହୁତ ଉଚ୍ଚକୋଟୀର, ଧନ୍ୟବାଦ l
ବହୁତ ସୁନ୍ଦର...
ପ୍ରଭୁ ଜଗନ୍ନାଥ ସୁର ଭାଈ ଙ୍କୁ ସୁସ୍ଥ ନିରାମୟ ଓ ଦୀର୍ଘାୟୁ କରନ୍ତୁ...
❤
Ok bubu hu
@@seedforland
❤
Entire ଓଡିଶା ରେ ସୁର ଭାଇ ଙ୍କ ଛଡା ମତେ ଆଉ କୌଣସି ନେତା ଙ୍କୁ ଭଲ ଲାଗେନି
ହୃଦୟ ଖୋଲା ମଣିଷଟିଏ ସୁର ଭାଇ. ଦଳ ମତ ନିର୍ବି ଶେଷରେ ସୁର ଭାଇ ଜଣେ ଭଲ ନେତା ❤
Q
Our favourite politician 🎉
Sura Routray sir is the best.❤Lord Jagannath blessed u .I wish ur best of long nd healthy life 🙏 Indeed ,this is the best interview ever.Thankx Manas Sir 😍...
Ll
ଜଗତର ନାଥ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏତିକି କାମନା
ସୁର ଭାଇ ହେଉଛନ୍ତି ଓଡ଼ିଶା ର ଏକ ମାତ୍ର ବୀର ପୁରୁଷ ❤😊
Aww kn achhanti
❤
I am first time 45 minutes watching this episode I am now full happy
ସୁର ରାଉତରାୟ ଙ୍କୁ କିଏ ବା ଭଲ ନପାଏ, ଓଡିଶାରେ ଏକମାତ୍ର ଜନପ୍ରତିନିଧି, ଯିଏ କି ଲୋକଙ୍କ କଥା ଶୁଣିଥାନ୍ତି, ପ୍ରଭୁ ଜଗନ୍ନାଥ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ,
ବାଚଳ
😅😅😅😅😅😅😅😅😅😅😅😅😅
Qqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqql LLP 5:37 @@kalumalla3109
ଅତ୍ୟନ୍ତ ହୃଦୟ ଖୋଲା ମଣିଷ ଆମ ସୁର ଭାଇ
ଆଜି ପର୍ଯ୍ୟନ୍ତ ଯେତେ episode ରିଲିଜ୍ ହେଇ ଚାଲିଛି ଏହି episode ସବୁବେଳେ Evergreen ହେଇ ରହିବ ❤🙏🏻
Manas sir your anchor style is mind blowing amazing❤❤❤❤
ମୁଁ ମାନସ ଭାଇ ଙ୍କ ଠୁ କପି କରେ ମୋ ଘରେ 😃😃
ଉପସ୍ଥାପନା ଓ ସାକ୍ଷାତକାର ବେଶ୍ ଉଚ୍ଚକୋଟୀର ଓ ମଜାଦାର ଲାଗିଲା !ସୁରଭାଇଙ୍କୁ ଆନ୍ତରିକ ପ୍ରଣାମ ଏଵଂ ସଂପୃକ୍ତ ସାମ୍ବାଦିକ ମହାଶୟ ଙ୍କୁ ହାର୍ଦ୍ଦିକ ସାରସ୍ବତ ଅଭିନନ୍ଦନ !!🙏🙏🙏🙏🙏
Sura bhai nka hindi ta bahut badhia lagila😂😂😂
Mate bi bhai bhayankara hindi😅
ସୁରାଭାଇ ଙ୍କୁ ଦୀର୍ଘାୟୁ କରନ୍ତୁ ମହାପ୍ରଭୁ
Okhf😊
120 karantu .loke madha chiken khai nabin ku vota bantantu . 2024 re sarathhi punhi puja paibe .odissabasi sabdhhan
xd cf😢q
Jayajagannatha...
Balangirajila...❤😂😢😮😅🎉
Many many thanks to KANAK NEWS for this interview video...very nice question present by manas ,thanks all team..
Actually pratical leader Mr sura Bhai/ Routray
ସେ ଯେଉଁ ଦଳ ରୁ ହୁଅନ୍ତୁ ନା କାହିଁକି
ତାଙ୍କର ମନ ଏବଂ ହୃଦୟ ଖୋଲା କଥା ଆଜିର ଆମ ଯୁବ ସମାଜ ତଥା ଯୁବ ନେତୃତ୍ୱ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା।
ମୁଁ ସୁର ଭାଇ ଙ୍କୁ ପାଗଳ ଙ୍କ ପରି ଭଲ ପାଏ
Golden heart with Brave leadership,
ସୁର ଭାଇ ଯେତେ ବେଳେ ବୟସ୍କ ହୋଇ ଯାଇ ଛନ୍ତି 😊ମୁଁ ଆଦର ରେ ଅଜା ଡାକି ପାରିବି 😊❤❤❤❤❤
Are you from unc college
@@passonblogger6359 keseibahal
A person with zero hater❤
1
Dobandia neta
@@kalpanachakrabarty6356😂6 Rta
He is man of open heart ❤❤.
Very nice and good luck... Jai Jagannath mahapravu ki Jai..Om Namah sibaya 🙏🙏🙏🙏💐💐💐💐💐
Sura Bhaina, you are the pride of our Odisha
God bless you sura bhai ❤❤
ସୁର ଭାଇ ଙ୍କୁ ଜଗନ୍ନାଥ ଶହେ ବର୍ଷ , ପରମାୟୁ ଦିଅନ୍ତୁ, ଏବଂ ତାଙ୍କ ଶରୀର ଆରୋଗ୍ୟ ରଖନ୍ତୁ
Just I love your way of taking Sir❤ Truth of Man
My favourite episode ❤with ସୁର 😊ଭାଇନା
Sura sir is a evergreen politician. Odisha people like him so much. Long live sir.
Tike daily news follow kara
Manima nka kartut jani pariba
@@sweetheart5530by by by Dr hu hu cc by😮❤❤❤😅😊
Yes he is long live and life he is not sir grandfather sura routray best of cng
One of the best reporter from Kanak news.... Yes sura sir is the best ❤
Really a great person ସୁର ରାଉତ ରାୟ, we love ❤❤❤a lot, bindass open heart man
ମନ କୁ ଛୁଇଁଗଲା ଅଜା ଙ୍କ ସେ ପଦେ କଥା,,, ଅନ୍ତରରୁ ସେ ତାଙ୍କ ସାଙ୍ଗ ଙ୍କୁ ଭଲ ପାଆନ୍ତି ❤❤❤
ସୁର ରାଉତରାୟ ଜଣେ ହୃଦୟରୁ ଭଲ ମଣିଷ .....❤
Thanks sura bhai🎉
Best open hearted Politician of odisha
Don't know how good he is in politics but from heart this man is really a diamond.
ସବୁ ନେତା ଭିତରୁ ମର୍ ବି ବହୁତ୍ ପସନ୍ଦ - ସୁର୍ ରାଉତରାୟ . ହିନ୍ଦୀ ଭାଷା ଟା ଭଲ ଲାଗିଲା .
I LOVE YOU . ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ
🙏🙏🙏🙏🙏🙏🙏🙏🙏🙏🙏🙏🙏
We the people of Jatani constituency are proud of him. We will miss him a lot after election 2024.
Very nice...God Bless you sir
ସୁର ଭାଇ ଜୟ ଜଗନ୍ନାଥ ଙ୍କ କୃପା ରୁ ମାଡିଚାଲ ❤❤❤❤❤❤
Sura Routray Sir Fit Next CM Candidate. One man Army in Odisha
ସୁର ଭାଇ ଜିନ୍ଦାବାଦ ❤❤
ମାଡି ଚାଲ
Such a happy personality
Open hearted person.
Thanks Msnasbabu,
The joke question to Surababu,really from heart congratulation to both
We love Sura routray
Love kariparanti babu but bari asichi rahul ra mind karantu .sepate 10years hoigala modhi chaukidhar nkar ..kalladhhan dhele chithhifound re nele .manhipurure adhibasi langalla .majhire achhanti komare cm nabin .atyachar odia nku bhalaguchi bodhhe ...6th re asile nabin nari bhadare jibe sarathhi punhi puja paibe .
My favourite politician
And
Great leader
ସୁର ଦାଦି ଆପଣ ଙ୍କୁ ୧୦୦ ବର୍ଷ ବଞ୍ଚିବା ପାଇଁ ଭଗବାନଙ୍କ ପାଖରେ ପ୍ରାଥାନା କରୁଛି🙏🙏🙏
ଓଁ***ବନ୍ଦେ***ମାଆ***ତାରାମ୍***ଓଁ
Jay jagannath 🙏
ଆମ ଘର ପୁରୀ ଜିଲ୍ଲା ,କିନ୍ତୁ ସୁର ଭାଇ ମୁଁ ତୁମକୁ ବହୁତ୍ ପ ସ ନ୍ଦ କ ରେ ।। ଓଡ଼ିଶାର ଜନ ମାନସରେ ତୁମେ ଚିର କାଳ ରହି ଥିବ ।।ତୁମ କଥା ଶୁଣିଲେ ଲାଗେ ତୁମ ହୃଦୟ ଏକ ଖୋଲା ବହି ଭଳି ,ଏମିତି ଲାଗେ ଯେମିତି ଏଇ ମାଟି କଥା କହୁଛି ,ଏଇ ଓଡ଼ିଶାର ସାଧାରଣ ଲୋକ କହୁଛି ।। ତୁମକୁ ଜଗନ୍ନାଥ ସବୁବେଳେ ଭଲରେ ରଖନ୍ତୁ ,ତୁମେ ଏଇଭଳି ଗରିବଲୋକଙ୍କ ସେବା କରୁଥାଓ।।ଜ ୟ ଜଗନ୍ନାଥ।। ମା ଡୀ ଚା ଲ.......
Salute to your humanity 🙏🙏
Best Political Interview on Kanak News 🎉
In a comic way 😂😂😂
Jai jagannath sura bhai❤
Sura sir🎉🎉🎉🎉🎉🎉
Congresss🎉🎉🎉🎉🎉
Khola hruday, khola katha, headly strong leader sura vai, God bless him.
ଏକ ଦମଦାର ନେତା ଙ୍କ ସହ ଜବରଦସ୍ତ interview, ବହୁତ ଭଲ ଲାଗିଲା 🎉
ଭଗବାନ୍ ତାଙ୍କର ମଙ୍ଗଳକରୁନ୍ତୁ ଜୟ ଜଗନ୍ନାଥ🙏🙏🙏
My favourite Politician
Sura sir odisha ra best bidhayak❤❤❤
Love you sir👏👏👏👏🎉🎉🎉
One of bst leader of Odisha 👍 legendary nd most loved politician 👌
Dhanyabad se Area loka vote deuchhanti
ଏଇ interview million ଛୁଇଁବ challenge ପକ୍କା
Manas bhai Ae program ku 1hs karantu please 🙏 😢 😀 bhahut vhala laguchi ❤❤❤
ସୂର ଭାଇର କିଛି ହେଲେ ବିଜୁବାଵୁ ଠୁ ଅଧିକ ଲୋକ କାନ୍ଦିଵେ
ସୁର ରାଉତରାୟ ଜଣେ ଆଦଭୂତ ଧରଣର ନେତା ଅଟନ୍ତି । ତାଙ୍କର କଥା ବାର୍ତ୍ତା ବହୁତ ଉଚ୍ଚ କୋଟିର ଓ ହୃଦସ୍ପର୍ଶୀ ହୋଇଥିବାରୁ ତାଙ୍କୁ ସମସ୍ତେ ଜାଣନ୍ତି। ପ୍ରଭୁ ଜଗନ୍ନାଥ ତାଙ୍କୁ କୋଟି ପରମାଊ ପ୍ରଦାନ କରନ୍ତୁ ।
ଜୟ ଜଗନ୍ନାଥ।🙏🙏🙏🙏🙏🙏🙏
Legend of Odisha Politics ❤
ଓଡ଼ିଶା ରେ ରାଜନୀତିକ ନେତା କହିଲେ ସୁର ଭାଇ ❤❤😊ତାଙ୍କ ଛଡ଼ା ମତେ କଉ ନେତା କୁ ଭଲ ଲାଗେ ନି ,,,
Tara prasad bhainipati
@@guptaprasadsahu5458 hm
ସୁର ଭାଇ ବହୁତ ଭଲ
70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ଭାରତକୁ 70 ବର୍ଷ ସାସନ କରି ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ବିଶ୍ବ ଦରବାରରେ ଅର୍ଥ ନିତୀ ସୁରକ୍ଷା ବହୁତ ତଳେ ଥୀଲା କାହିଁକି 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ କୁ ଗାଳିଦେଉ ନାହିଁ,
କିନ୍ତୁ ଭାରତ ରେ ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ
ମେ।ଦିଜୀ ଜୁଗିଜୀ ଙ୍କ ସମୟରେ ଭାରତ ମାତା ଆଜି ସାରା ବିଶ୍ବ ରେ ସବୁ କ୍ଷେତ୍ରରେ ଆଗେଇ ଚାଲୁଛି ପ୍ରଥମ ହେଉଛି ଚନ୍ଦ୍ର ଯାନ 3 ସଫଳ ହେଲା ଆଦିତ୍ୟ,L,1 ସଫଳ ହେଲା ଆଗକୁ ଆହୁରି ଅନେକ ଅସମ୍ଭବ କାମ ସଫଳ ହେବ ହେ।ଇଛି ସାରା ବିଶ୍ବ ଚମକି ପଡୁଛି ଆଗକୁ ଚମକି ପଡିବ ସେଥିପାଇଁ ସାରା ବିଶ୍ବ ଆଜି ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କୁ ଜୁହାର ସଲାମ୍ ଅଭିନନ୍ଦନ କରୁଛି ଏହା ଠାରୁ ଭାଗ୍ୟ ଆଉଵା କଣ ଅଛି ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କର ସେଥୀପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଏବେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ସାଥେ ସଵୁଵେଳେ ରହିଥୀଲେ ରହିଛନ୍ତି ଆଗକୁ ଜୀବନ ଥୀଵା ଯାଏ ରହିବେ,
ଏବେ ଭାରତ ମାତା ସାରା ବିଶ୍ବ ରେ ଅର୍ଥନୀତିରେ ସୁରକ୍ଷା ରେ 4 ରେ ଅଛି,
70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ସମୟରେ ଭାରତ ମାତା ର ଅର୍ଥନୀତି ସୁରକ୍ଷା 12 ରେ ଥୀଲା,
2024 ରେ ଭାରତ ମାତା ରେ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ସାରା ଭାରତୀୟ ହିନ୍ଦୁସ୍ତାନୀ ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ
ମେ।ଦିଜୀ ଜୁଗିଜୀ ଙ୍କ ସହାୟତା ରେ ବିଶ୍ବ ଅର୍ଥନୀତି ରେ
NO, 1 ,ହେବ ବିଶ୍ବ ଜନନାୟକ ହେଵ RIGHT 👍👍👍👍👍, 100, ରୁ 100, RIGHT 👍👍👍👍👍
କିନ୍ତୁ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ର ଡେସ୍ ଚଟା ସୁର କେବେ ହେଲେ ଭାରତ ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କୁ ଓ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ କେବେ ପ୍ରଶଂସା କରି ନାହିଁ
ଏହି ସୁର ନିଜେ କରନା ବେଳେ ଭାରତ ମାତା ର ସୁଦେସି କରନା ଟିକାକୁ କେ।ଵାସିନ୍ କେ।ବାସିଲ୍ ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD ମେ।ଦିଜୀଙ୍କୁ ବଦନାମ କରିଥୀଲା
ସେତେବେଳେ ସୁର ନିଜେ କହିଥୀଲା
ମେ।ଦିଜୀ ଟିକା ଭାହାର କରିଛି
ମେ।ଦିଜୀ ଆଗ ଟିକା ନେଇ ସାରିଲେ ମୁଁ ନେବି ଜୀବନକୁ ସାରୁ ପତ୍ରରେ ଵାନ୍ଦିଛିସୁର
ନିଜ ସ୍ଵର୍ଥ ପାଇଁ ରାଜନୀତି କରୁଛନ୍ତି,
ଆଜି ଭାରତ ମାତା ରେ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ର ଇତିହାସ କୁ ଭଲକି ବୁଝ ଗଲେଣି ସାରା ଭାରତୀୟ ହିନ୍ଦୁସ୍ତାନୀ
ସେଥିପାଇଁ 70 ବର୍ଷ ବଂଶ ବାଦ୍ ରାଜନୀତି କଂଗ୍ରେସ ରୁ ଦୁରେଇ ଯାଉଛନ୍ତି ବଦନାମ୍ କରୁଛନ୍ତି
ଆଗାମୀ ଦିନରେ ଭାରତ ମାତା ରୁ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ବିନାଶ ହେଵ
କିନ୍ତୁ ଆମର M,R ମିଷ୍ଟର ସୁର କହିଛନ୍ତି ମୁଁ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ରେ ଥୀଲି ରହିଛି ମଲା ଯାଏ ରହିଥୀବି
ମଲା ବେଳେ ମେ।ଦେହରେ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ର ହାତ ଚିନ୍ନ ବାନା କବର ଦେଵ ମୁଁ ବଡ଼ ମହାନ୍ ରୁ ମହାନ ହେବି
ପୁଣି 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ରେ ଜନ୍ମ ନେବି କହିବି 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି କଂଗ୍ରେସ ବାନା କି ଜୟ ପପୁ ରାଉଳ ଜୟ ଖ୍ରୀଷ୍ଟିଆନ ବିଦେଶିନୀ ସୁନିଆ ଆଣ୍ଟୀ ଜୟ
Great KANAKNEWS Great Anchor Sir
Sura....Bhai.....Great
.....LEADER. ....odisha
ସୁର ରାଉତରାୟ ଖୋଲା ହୃଦୟ ଵ୍ୟକ୍ତି ଅଟନ୍ତି ଭଗବାନଙ୍କ ଆଶ୍ରିବାଦ ସଦା ତାଙ୍କ ଉପରେ ଥାଉ ଏତିକି କାମନା
Sura Bhai, really the leader of people.
ମାଡ଼ି ଚାଲ୍ ସୁର ଭାଇ 👍👍👍🙏🙏🙏
MADICHALIIBE ODIANHI .PUJA KARIBE SARATHI NKU .SAJABAJ HELENHI .SABADHHAN KARA MAHILLA NKU .NABIN PUNHI ASILE BIDHESA JIBE SUNDHARI ODIANHI .KHANHI SARIBA UPARE .
Very good. REPORTER MANAS BROTHER
Great
ଅଜାଙ୍କ ହିନ୍ଦୀ ଭାଷା ଟା ସଠିକ୍ ହେଇ ନ ପାରିଲେ ବି ହୃଦୟକୁ ଛୁଇଁଲା 😊😊
Most funniest and unrated politician of our odisha...😅👍💥Good human being
Sir very nice person.🙏
ଓଁ***ଜୟ***ମାତୃଭୂମି***ଜୟ ମାତୃଭାଷା***ଓଁ
ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଥରେ newsroom re questions କରନ୍ତୁ ମାନସ ଭାଇ। କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର 🙏🙏
❤Sura Bhai🙏
Jete bi episode sura bhai 😊is best
Really he is darling of all marginalised ppl of odisha..nice gentleman with big heart..transparent and benevolent politician..longlive sir..I would also admire the personality of presenter of Kanak TV..
Manas sir speechless your anchor.. awesome
ଜୟ ସୁର ଭାଇ 🙏🙏
Great sura sir🎉🎉🎉🎉
Ai interview re bhauta bhala lagila and maja bi lagila sir
❤❤❤
ଓଁ ଓମ୍ ନମଃ ଶିବାୟ ନମଃ ନମଃ ନମଃ ଓଁ
Such a wonderful program.....
Many many Thanks toManas.❤❤❤❤❤❤❤.
❤love surabhai
Great person of our society
ସାର୍ ବହୁତ୍ ଭଲ ଲୋକ।ମୁ ତାଙ୍କୁ ସମ୍ମାନ ଦିଏ ।ଆମ by-election re ମୁଁ ମୋ 3yrs ର ଝିଅକୁ ନେଇ ବହୁତ୍ ବୁଲିଛି କ୍ୟାମ୍ପିନିଂ ରେ ସେଇଟା ପୁଣି ବିନା ଖର୍ଚ୍ଚରେ। ସାର୍ ମୋ ଝିଅକୁ ବହୁତ୍ ପ୍ରଶଂସା କରିଥିଲେ ।ଆଉ କହିଥିଲେ ବି ତାକୁ ଗୋଟେ ଭଲ ପୁରସ୍କାର ଦେବି।ହେଲେ ପର ମୁହୂର୍ତରେ ସେ ଭୁଲିଗଲେ।ଏତିକି ବହୁତ୍ କଷ୍ଟ ଲାଗିଲା।ମୋର ଆଶା ଥିଲା ମୋ ଝିଅ ତାଙ୍କ ହାତରୁ ଯାହା ବି ପାଇବ ସେଇଟା ତା ସୌଭାଗ୍ୟ। ସବୁ ପରେ ବି ମୁ ତାଙ୍କୁ ବହୁତ୍ ଭଲ ପାଏ।ତାଙ୍କର ରେଡ୍ଡୀ ୱାର୍ଡ ଆଉ ମାଡିଚାଲ ୱାର୍ଡ ଏବେ ବି ମୋ କାନରେ ବାଜିଲେ ତାଙ୍କ ସହ ବିତେଇ ଥିବା ପ୍ରତିଟି ମୁହୂର୍ତ୍ତ ମୋର ମନେ ପଡ଼ିଯାଏ।ରାଜନୀତି ଦୁନିଆଁରେ ସେ ଯେଉଁ ଦଳର ହୁଅନ୍ତୁ ନା କାହିଁକି ମୁ ଜଣେ BJP ର କାର୍ଯ୍ୟକର୍ତ୍ତା ହେଇ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ଟିକେ ବି ଉଣା କରେନି।🙏
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ,ଦୀର୍ଘାୟୁ ଏବଂ ନିରାମୟ ଜୀବନ କାମନା କରୁଛି🙏
Best person l like to him specially . Jay jagannath 'SURA BHAI"
God bless you sura bhai 🙏...
Readyyy...beautiful