ନବୀନଙ୍କ ଉତ୍ତରାଧିକାରୀ ! | Odisha Reporter

Sdílet
Vložit
  • čas přidán 25. 04. 2022
  • ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଦଳ ବାଛିସାରିଥିବା ବିଭିନ୍ନ ମହଲରେ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇବାକୁ ପରୋକ୍ଷରେ ଏକ ପ୍ରକାର ସ୍ଥିର କରିଛି ଦଳ। ଏଥିପାଇଁ ଦଳ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ କରୁଛି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    CZcams: bit.ly/OdishaReporteronCZcams
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #Odisha #SpecialStory #NaveenPatnaik #BjdParty #OdishaPolitics

Komentáře • 721

  • @rameshnag7217
    @rameshnag7217 Před 2 lety +52

    ବିଜେଡ଼ି ରେ ନବୀନ ଙ୍କ ପରେ ଆଉ ମୁଖ୍ୟମନ୍ତ୍ରୀ ଚେହେରା ନାହିଁ। ଗୃହଯୁଦ୍ଧ ଚାଲିବ ୨୦୨୪ ନିର୍ବାଚନ ରେ।

  • @rameshmohanty1211
    @rameshmohanty1211 Před 2 lety +57

    ଜଣେ ଓଡ଼ିଶାକୁ ଲୁଟୁଛି,ଏଥର ଦୁଇ ଜଣ ମିଶିକି ଲୁଟିବେ

  • @skb4980
    @skb4980 Před 2 lety +37

    ହଁ, ଓଡିଶାରେ କେହି ଯୋଗ୍ଯ ନେତା ନାହାନ୍ତି, ଅଣ ଓଡିଆ ହାତରେ ରାଜ୍ୟ କୁ ଦେଇଦିଅ,ଛକା ଦଳ। 😠😠

  • @sisiranaik9741
    @sisiranaik9741 Před 2 lety +26

    ନବୀନ ପରେ ଆଉ କେହି ବି ବିଜେଡି ଉପରେ ବିଶ୍ବାସ କରିବେ ନାହିଁ
    ନବୀନ ଯେତିକି ଦିନ ରହିବେ ବିଜେଡି ରହିବ 🙏

  • @kumkumdas9619
    @kumkumdas9619 Před 2 lety +58

    ପାଣ୍ଡିଆନ୍ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଛି, (ନବୀନ୍ ହେଲା ମୁଖା) ପାଣ୍ଡିଆନ୍ ଆଗକୁ ବି ମୁଖ୍ୟମନ୍ତ୍ରୀ ରହିବ (ଆଉ କିଏ ହେବ ମୁଖା) ଓଡ଼ିଆ ଛତ୍ରଖିଆ ଜାତି, ମାଗଣା ଖାଇବେ ବୋଲି ମାକୁ ତାମିଲ ହାତରେ ବନ୍ଧା ପକେଇଛନ୍ତି , ମା କୁ ବିକି କି ଖାଇବେ.। 500 ଟଙ୍କିଆ ମୁଣ୍ଡ ଆଉ କଣ ଅଧିକ କରିପାରିବେ

    • @manojakumarsahoo2180
      @manojakumarsahoo2180 Před 2 lety

      sei eka suna haguchhi
      aau odisha re SAMASTE mala tyaga karuchhanti???????
      Ta suna ku nei mundare laga ok.....

    • @mrodishahacker9792
      @mrodishahacker9792 Před 2 lety

      @Jajati Bhuyan absolutely right

    • @kumkumdas9619
      @kumkumdas9619 Před 2 lety +3

      Sanskara heena abhadranku kie parilani na pariba. Magana khai Mada pei budhhi hajei sarileni. Asikhita loke Bhasa sanjamata janibe kemiti Jaha kahile bjp bjd congress ku tanibe. Number 1 nije nije bahasphota mari prachara kale satare kana number 1 heijibe. Odisha ku nasta karibare number 1.

    • @ramakantapanda6476
      @ramakantapanda6476 Před 2 lety

      You are absolutely right

    • @gayatridalabehera9709
      @gayatridalabehera9709 Před 2 lety +2

      Jaha kahile..magana khia loka aau kan karibe

  • @jagannathbisoi6718
    @jagannathbisoi6718 Před 2 lety +50

    ବିଜେଡି ରେ କେବଳ ଦୁଇଜଣ ନେତା । ନବୀନ୍ ଓ ପାଣ୍ଡିୟାନ୍ । ଅନ୍ୟମାନଙ୍କର ନିଜତ୍ବ କିଛି ନାହିଁ । ସେମାନେ କେବଳ ନିଜକୁ ନବୀନ୍ ଓ ପାଣ୍ଡିୟାନ୍ ଙ୍କ ଚାକର ପୁଝାରୀ ପଦଲେହନକାରୀଭାବେ ଉପସ୍ଥାପିତ କରି ଆନୁଗତ୍ୟ ପ୍ରକାଶ କରି ଆସୁଛନ୍ତି ।

    • @sunitkumargiri
      @sunitkumargiri Před 2 lety

      😂😂
      Pandyan Kan neta 🙏
      Ta assembly re Basu ନାହାନ୍ତି କାହିଁକି

    • @jagannathbisoi6718
      @jagannathbisoi6718 Před 2 lety +4

      ଯିଏ କେବଳ ବିଧାନ ସଭାରେ କିମ୍ବା ସଂସଦରେ ବସେ ସେ ଏକା ନେତା ଏକଥା ନୁହେଁ । ଯିଏ ରାଜନୈତିକ ଗୋଟି ଚାଳନା କରେ ଦଳୀୟ କାର୍ଯ୍ୟ ରେ ହସ୍ତକ୍ଷେପ କରେ ସେ ନେତା । ପାଣ୍ଡିୟାନ୍ ହେଉଛନ୍ତି ବିଜେଡି ନେତା ମାନଙ୍କର ହରତ୍ତାକର୍ତା ଦୈବବିଧାତା ।

    • @sunitkumargiri
      @sunitkumargiri Před 2 lety

      @@jagannathbisoi6718 a Ias officer
      Can't be a political leader within service period।
      If this will happen then aparajita sarangi will work with BJP in service period।

    • @kumkumdas9619
      @kumkumdas9619 Před 2 lety +1

      @@sunitkumargiri ସେ ପରୋକ୍ଷ ନେତା , ମାନେ ପରଦା ପଛ ର ନାୟକ

    • @adityamallick7881
      @adityamallick7881 Před 2 lety +1

      @@kumkumdas9619 ତୁମେ ଠିକ୍ କହିଛ ....ପିଲାଟି ର ଏତେ ବୁଦ୍ଧି ହୋଇ ନାହିଁ ଖାଲି ଦଳ ପ୍ରେମ ରେ କଣ ଟିକେ ଆବୁଲୁ ତବୁଲ୍ ଗପି ଦେଉଛି .... 🤣😂🤣😂

  • @sibaprasadkhadanga4375
    @sibaprasadkhadanga4375 Před 2 lety +18

    ବିଜେଡି ଦଳରେ କାହାର ପାଟି ଖୋଲିବାର ସତସାହସ ନାହିଁ ।ଏଣୁ ସମସ୍ତେ ମନରେ ଯାହା ଥିଲେ ବି ଚୁପ ରହିବାକୁ ବାଧ୍ୟ ହେଉଛନ୍ତି ।ସମସ୍ତଙ୍କୁ କ୍ଷମତା, ଅର୍ଥ ଦରକାର ।ଅନ୍ୟାୟ,ଅନୀତି ବିରୋଧରେ ପ୍ରତିବାଦର ସ୍ବର ଏଠି ପ୍ରାୟ ଶୁଭେନାହିଁ ।

  • @bapimallik5981
    @bapimallik5981 Před 2 lety +82

    ହ ତାକୁ ଦେଇଦିଅ ଆଉ ଜାହା ବାଂକୀ ଅଛି ସେ ସବୁ ଓଡ଼ିଶାରୁ ନେଇଯାଉ , ହେ ଜଗନ୍ନାଥ ତୁମେ ହିଁ ସାହା ଭରଷା,

    • @rakeshmajhi3358
      @rakeshmajhi3358 Před 2 lety +2

      Kehi vote debeni

    • @sunitkumargiri
      @sunitkumargiri Před 2 lety +2

      Thik odia jati Katha kahichha,
      Sabu ଭଗବାନ କରିବେ,
      ଆଗେ ନିଜେ ନିଜ ପରିବେଶ ରେ ଟଙ୍କା ଦିଆ ରାଜ ନିତି କୁ ବନ୍ଦ କର ,
      ତୁମଠୁ ଆରମ୍ଭ କର, ଭଗବାନ ଲୋକ ଙ୍କ ଦ୍ଵାରା କରାନ୍ତି।

  • @rabinarayandas836
    @rabinarayandas836 Před 2 lety +8

    ଏପରି ଯଦି ହୁଏ ଆମ ଓଡିଶା ରେ ଆମ ଓଡ଼ିଆ ଆଗକୁ ଗୋଲାମ ହୋଇ ଲାଞ୍ଜ ହଲାଇ ଉଠ,ବସ ହେବେ ଅନ୍ୟ ରାଜ୍ୟରୁ ଆସିଥିବା ଅଣ ଓଡ଼ିଆ ଲୋକେ ହୁକୁମ କରିବେ କାହିଁକି ନା ଆମ ଓଡିଶା ରେ ସ୍ୱାଭିମାନ ବୋଲି କିଛି ନାହିଁ ଓଡ଼ିଆ ଙ୍କ ଦମ ନାହିଁ ଶାସନ ଗଦି ରେ ବସିବାକୁ

    • @naibedya3049
      @naibedya3049 Před 2 lety

      Real Name & Her Father's Native Place :- Sujata Rout Kartikeyan From Patamundai Block Of Kendrapara District.

  • @commonmanakash4204
    @commonmanakash4204 Před 2 lety +6

    ବ୍ରିଟିଶ୍ ଶାସନ ଚାଲିଚି ବୋଧେ!
    ଆମ ଦେଶ ସ୍ବାଧୀନ ହେଇଗଲା ଆମ ରାଜ୍ୟ କେବେ ହବ କେଜାଣି ଏଇ ଅଣଓଡ଼ିଆ ଶାସନ ରୁ

    • @bishnujati3264
      @bishnujati3264 Před 2 lety

      ଆପଣ ସତ କଥା କହିଛନ୍ତି ।

  • @krushnamohanprusty2728
    @krushnamohanprusty2728 Před 2 lety +137

    ଓଡ଼ିଶାର ଜନସାଧାରଣ କ'ଣ ଗବା ? ନାଁ ସମସ୍ତ ଗଧ !

    • @igouttampatro6300
      @igouttampatro6300 Před 2 lety +9

      କଣ ନବୀନ ର ଶେଷ ସମୟ ଆସିଲା ଣି କି

    • @milankumar1773
      @milankumar1773 Před 2 lety +1

      Kan kahela Bhai satre thiki 😭😭😭😭

    • @nareshmahanta4368
      @nareshmahanta4368 Před 2 lety

      Au kn bhabucha ki

    • @sunitkumargiri
      @sunitkumargiri Před 2 lety +13

      ସମସ୍ତେ ଗଧ ନା ହୋଇଥିଲେ ,pandyan କଣ 500/1000ରେ ତୁମକୁ କିଣି ପାରି ଥାଆନ୍ତା
      ନା ବିଜେଡି ଯେତେ ବର୍ଷ ଶାସନ କରିଥାଆନ୍ତା

    • @saratmalik3592
      @saratmalik3592 Před 2 lety +6

      ଗବା, ଗଧ,କୁଢିଆ,ମଦୁଆ, ମାଗଣା ଖିଆ ନହୋଇ ଥିଲେ ଓଡ଼ିଶାର ଜନସାଧାରଣ କ'ଣ ୨୨ ବର୍ଷ ଜାଏ ଗୋଟିଏ ସରକାରକୁ ଖେମତା ଦେଇ ଥାନ୍ତେ।

  • @MrBarik-gd3ee
    @MrBarik-gd3ee Před 2 lety +9

    ଆମ ଓଡିଶା ରେ କଣ ଲୋକ ମିଳିଲେନୀ
    ଓଡିଶା ମେଣ୍ଢା କୁ କଣ ବଣବିଲେଇ ଶାସନ କରିବ
    ଭଲ ବୋଦା ଗୋଟେ ଦେଖୁନ ✍🏻

  • @balarsennayak3542
    @balarsennayak3542 Před 2 lety +31

    ଓଡ଼ିଆ କଣ ବୋକା, ସବୁବେଳେ ଅଣଓଡ଼ିଆ ମାନେ ଓଡ଼ିଶାରେ ଶାସନ କରିବେ ।

  • @rcp3276
    @rcp3276 Před 2 lety +83

    B j d ରେ ଯଦି କେହି ନାହିଁ ତାହାହେଲେ ଅନ୍ୟ ନେତାମାନେ ------କରିଦିଅନ୍ତୁ, କିନ୍ତୁ ଓଡିଶାକୁ ବିକ୍ରୀକରନ୍ତୁ ନାହିଁ

  • @gyanendrajena7315
    @gyanendrajena7315 Před 2 lety +38

    ଆମ ଓଡ଼ିଆ ଲୋକଙ୍କ ମୁଣ୍ଡ 500 ଟଙ୍କା ଆଉ ମଦ ଗୋଟେ ବୋତଲ । ତେଣୁ କିଛି ଚିନ୍ତା ନାହିଁ । ଆଗେଇ ଚାଲ ।

    • @manoranjanpradhan4008
      @manoranjanpradhan4008 Před 2 lety

      Bhai pura thik kahila,

    • @mr-rebel7065
      @mr-rebel7065 Před 2 lety

      400 ଟଙ୍କା ର ମୁଣ୍ଡ ମଦଓମାଂସ ଟିକିଏ ଖାଇବାକୁ ଦେଲେ ଯଉଠିକି ବି ଡାକିଲେ ଲାଙ୍ଗୁଡ ହଲାଇ ଧାଇଁ ଆସିବେ ଭୋଟ ଦେଇ ଦେବେ 😡😡 ଓଡ଼ିଶା ବସି କେବେ ସଚେତନ ହବ 😔😔😔

  • @soumyaranjanbehera8329
    @soumyaranjanbehera8329 Před 2 lety +22

    ଓଡ଼ିଶାକୁ ତାମିଲନାଡୁ ଲୋକ ହାତରେ ବିକ୍ରି କରିଦେବକି ବିଜେଡି ନେତା ମାନେ

    • @sunitkumargiri
      @sunitkumargiri Před 2 lety

      Ha,
      Bikri Kara haba,
      Tuma rate ta fix
      500/1000 per vote।
      Aau nija mata ku bikri kara

  • @01Bharatiya
    @01Bharatiya Před 2 lety +8

    ହଡା ମଲେ ଗୁହାଳ ଖାଲି

    • @bishnujati3264
      @bishnujati3264 Před 2 lety

      ଭଲ କଥାଟିଏ କହିଛନ୍ତି ।

  • @mastikipathsala7946
    @mastikipathsala7946 Před 2 lety +26

    ଲାଗୁଛି ମୋତେ ଏବେ ରାଜନୀତି ର ମଙ୍ଗ ଧରିବାକୁ ପଡିବ
    ନହେଲେ ଓଡିଶା ବିକ୍ରି ହୋଇଯିବ

    • @saratmalik3592
      @saratmalik3592 Před 2 lety +1

      ହଁ ଭାଇ ଧର ମୁଁ ଆପଣଙ୍କୁ ସ୍ୟଗତ୍ କରି ବି

  • @kalikapple
    @kalikapple Před 2 lety +16

    Pandyan janta dal (PJD)
    Congratulations

  • @ChandanDas-zo7zt
    @ChandanDas-zo7zt Před 2 lety +26

    Odisha loka Naveen nku bhala panti au Naveen badalare jie asiba se hariba ta thaya...

    • @sunitkumargiri
      @sunitkumargiri Před 2 lety

      Pandyan 🙏 Raja Hebe
      South film star asibe,
      Jemiti odia film band helani,
      🌟 Sabu south ru asibe
      100 kalasa Pani tanka upare dhala haba।
      😂😂😂
      500/1000 vote rate Odisha re
      Pandyan kini debe ,
      Model school 5t pc nebe
      Election re banti sarkar hateibe

    • @bnayakkukudavlogs1766
      @bnayakkukudavlogs1766 Před 2 lety

      Nabin gole bjd gibata thaya nabin nahin to bjd nahin

  • @bhabagrahibehera8040
    @bhabagrahibehera8040 Před 2 lety +5

    ବିଜେଡି ମାନିବାକୁ ବାଧ୍ୟ ହେବ ଯେ, ଓଡ଼ିଶାବାସୀ ନବୀନବାବୁଙ୍କ ଓ ପାଣ୍ଡିଆନ ଙ୍କ ଭୃତ୍ୟ ନୁହନ୍ତି। ଓଡ଼ିଶାର ମାଗଣ ଯୋଜନା ମହିଳା ସଶକ୍ତିକରଣର ଉଦାହରଣ ନୁହେଁ। ମାଗଣା ହିସାବରେ ଯାହା ବି ମିଳିଛି ସେ ସବୁ ଫେରସ୍ତ ବା ପରିଶୋଧ କରିବାକୁ ବାଧ୍ୟ କାରଣ ଓଡ଼ିଶାର ମୁଣ୍ଡପିଛା ୠଣ ଭାର ଏବେ ଟଙ୍କା ୩୦,୦୦୦/- ପାରହେବାକୁ ବସିଲାଣି, ଓଡ଼ିଶାକୁ ବନ୍ଧକ ମୁକ୍ତ କିଏ କରିବ,,,?

  • @jogesh1438
    @jogesh1438 Před 2 lety +95

    Mr. Subrat Bakchi perfect person for CM

    • @sunilnayak4065
      @sunilnayak4065 Před 2 lety +2

      right

    • @ashiskumar.dash7737
      @ashiskumar.dash7737 Před 2 lety +2

      Bhai he is bengali

    • @kumkumdas9619
      @kumkumdas9619 Před 2 lety

      @@ashiskumar.dash7737 bengali heiki b nabin thu besi odia. Nabin ta adha panjabi. Odia b kahuchhi adha, bujhuchhi adha. Nabin ra Sabu adha adhura.

    • @nptech8349
      @nptech8349 Před 2 lety +1

      Born in Patnagarh, Balangir

    • @invinciblenag8492
      @invinciblenag8492 Před 2 lety

      @@ashiskumar.dash7737 Patnagarh, bolangir ra

  • @AjayKumar-rr2mv
    @AjayKumar-rr2mv Před 2 lety +15

    ସେଥିପାଇଁ ସବୁ ପୁରୁଖା ମାନଙ୍କୁ ବହିଷ୍କାର କରି ଅନ୍ୟ ଦଳରୁ ଗୋଡାଣିଆ କୁ ଆଣି ପାଣ୍ଡିଆନ ଜନତା ଦଳ ଗଠନ କରା ଚାଲିଛି, ଏଥିରେ ବିଜୁ ପ୍ରେମୀ କମ ପାଣ୍ଡିଆନ ପ୍ରେମୀ ବେଶି

  • @milandhali3431
    @milandhali3431 Před 2 lety +2

    Veary good news

  • @Jigyanshoo
    @Jigyanshoo Před 2 lety +21

    It will be the darkest day in the history of odisha if this happens.

  • @smrutiranjan2270
    @smrutiranjan2270 Před 2 lety +36

    Dhoni pare Jadeja CSK ra jaha story sei repeat haba BJD re.

  • @bhagabanpradhanbhagabanpra5497

    Definitely Aparajita Sadangi line is clear for CM. This is ending of BJD Government.

  • @nobita3859
    @nobita3859 Před 2 lety +17

    ଆମେ ଭାବିଥିଲୁ ନିଜେ ପଣ୍ଡିଆନ ବୋଲି।😅

  • @prasantadas2580
    @prasantadas2580 Před 2 lety +18

    ନବୀନ ବାବୁ କୋଉ ଟୋକି କି କରିନାହାଁନ୍ତି କି, ଟାଇମ ଆସିଲେ ସବୁ କହିବେ

  • @prasantapadhan6192
    @prasantapadhan6192 Před 2 lety +4

    ସନ୍ନି ଲିଓନି ହେବେ ଉତ୍ତରାଧିକାରୀ.

  • @sasmitasethi3161
    @sasmitasethi3161 Před 2 lety

    Jago odisha basi

  • @sureshjena5978
    @sureshjena5978 Před 2 lety +3

    BJDବାଲା ଏଥର କିଳା ନେଲରେ ପୁଅ। ସୁଜାତା କୁ ଏଥର ତା ପାଦକୁ ଚାଟ।ନ ହେଲେ ତମକୁ ଟିକେଟ ଦିଆଯିବ ନାହିଁ।

  • @smrutilipi1223
    @smrutilipi1223 Před 2 lety +17

    Very shameful thing to hear that now our state is going to have a cm who is not an odia. Everyone knows there are many disputes with the state the future cm belongs to.

    • @naibedya3049
      @naibedya3049 Před 2 lety

      Real Name & Her Father's Native Place :- Sujata Rout Kartikeyan From Patamundai Block Of Kendrapara District.

    • @smrutilipi1223
      @smrutilipi1223 Před 2 lety

      @@naibedya3049 is kartikeyan odia surname

    • @naibedya3049
      @naibedya3049 Před 2 lety

      @@smrutilipi1223
      Her Husband's Surname.
      After Marriage She Changed Her Name.
      Her Full Name :- Sujata Rout Karthikeyan

    • @naibedya3049
      @naibedya3049 Před 2 lety

      Bhubaneswar: Odisha’s renowned pediatrician Dr. Akshay Kumar Rout passed away at a private hospital here on Monday.
      Dr. Rout, father of Mission Shakti Secretary-cum-Director Sujata Karthikeyan and the father-in-law of the Secretary to CM (5T) VK Pandian, was known for his selfless service to the poor and downtrodden.
      Born on February 7, 1950 in Baluria village of Pattamundai block in Kendrapada district, Dr. Rout completed his medical degree at SCB Medical College and Hospital, Cuttack. He was a renowned pediatrician at TATA in Jamshedpur.
      After taking VRS, Dr. Rout set up Pushpa Clinic to provide free treatment to the poor.
      A pail of gloom descended in Kendrapara district following the demise of Dr. Rout, who is survived by his wife Pushpa Rout and three daughters - Sujata, Sumita and Suchitra.

    • @smrutilipi1223
      @smrutilipi1223 Před 2 lety +1

      @@naibedya3049 Its her husband's surname.who belongs to Tamilnadu. Who is a dedicated IAS officer and very loyal to our CM.but my personal view on this is I don't appreciate any non odia to be the CM candidate.As I love my state very much and am proud to be an Odia and would liked to be governed strictly by an Odia only.

  • @priyapriya1697
    @priyapriya1697 Před 2 lety +1

    ଦଳ ଭାଙ୍ଗିଵାକୁ ଆଉ କିଛି ସମୟ ।

  • @parabashmajhi8866
    @parabashmajhi8866 Před 2 lety +4

    Odisha pura matire misijiba

  • @dasharathiroutray7176
    @dasharathiroutray7176 Před 2 lety +130

    Aparajita madam should be projected as CM candidate for future

  • @gitanjalimishra1049
    @gitanjalimishra1049 Před 8 měsíci

    I like very much aparajita mam

  • @suryakantabehera1409
    @suryakantabehera1409 Před 2 lety +5

    Ta via ku vote dabu

  • @chitrasensethy6489
    @chitrasensethy6489 Před 2 lety

    ହାରିବା ଥୟ

  • @Ankit1996.
    @Ankit1996. Před 2 lety +4

    Chhe chhe

  • @lingarajdalua524
    @lingarajdalua524 Před 2 lety +11

    ତା ମାନେ ଓଡ଼ିଶା କାଳ କାଳ ପାଇଁ ଅଣ ଓଡ଼ିଆ ଶାଶନ କରିବେ ଧିକଶଳା ଓଡ଼ିଶା ବାଶୀ ଧିକରାଣ୍ଡି ହିଞେଡି ଦଳ ତମୁକୁ ଜେମିତି ଗାଣ୍ଡି ମାରିଲେ ଚଳିବ ହେଲାଜେ ଇଏ ନବୀନା ର କେତେ ନଂ ମାଇପ ଅତି ନିଜଶ୍ଵ ହେଇଥବ ଆରେ ମାଆଘିଆ ଓଡ଼ିଶାର ଶାଷନ କରିବେ ଅଣ ଓଡ଼ିଆ ଫରେନର୍ ମାଦରଚୋଦ ଭଣିଘିହେ ତମୁକୁ ଓଡ଼ିଆ କହିବାକୁ ଲାଜମାଡୁନି

  • @bimalkishormeher4901
    @bimalkishormeher4901 Před 2 lety +1

    Welcome

  • @karan987654
    @karan987654 Před 2 lety +1

    Ama odisha baharu asi odisha Ku sasana karibe....wa re Bhai wa...

  • @manoranjandash788
    @manoranjandash788 Před 2 lety +5

    Downfall start from now

  • @mrp.kcolourful1359
    @mrp.kcolourful1359 Před 2 lety +8

    ଜନତା ମୁର୍ଖ 🙏

  • @akshayaroutballb8816
    @akshayaroutballb8816 Před 2 lety

    Right

  • @chandrasekharsamal9176
    @chandrasekharsamal9176 Před 5 měsíci

    Congratulations, good candidate.

  • @jayantasahujayantasahu8639

    ମୁ ହେବି🙏🙏

  • @prafullakumarraut8835
    @prafullakumarraut8835 Před 2 lety +1

    My support for sujata kartikeyan

  • @ilovemylife.7785
    @ilovemylife.7785 Před 2 lety

    Very nice

  • @chandikaprasadmohanty9313

    ଦିଲ୍ଲୀପ ରାୟ, ଶ୍ରୀକାନ୍ତ ଜେନା ଓ ବିଜୟ ମହାପାତ୍ର ହିଁ ସ୍ଥିର କରିବେ 2024ରେ ଓଡିଶା ର ନେତୃତ୍ୱ କିଏ ନେବ I

  • @higyus2730
    @higyus2730 Před 2 lety +2

    ଅପରାଜିତା ମାଡାମ 👍👍

  • @mdsaruransari2328
    @mdsaruransari2328 Před 2 lety

    Good

  • @sudarshandas2165
    @sudarshandas2165 Před 2 lety

    Congratulation for the dicision.

  • @ajittripathy8798
    @ajittripathy8798 Před 2 lety +1

    She will be the best candidate for Odisha 🙏

  • @Godeepak
    @Godeepak Před 2 lety +2

    ସମୟ କହିବ ଓଡ଼ିଶା ବାସୀ କ'ଣ 👍

  • @jnanaranjanpattanayak6748

    Nice start 👌 👏

  • @parikshitaswain5640
    @parikshitaswain5640 Před 2 lety +3

    MG mu aji nijaku Hina mane karuchi ki mu Odisha bhali gote murkha rajyare janma nei 😭

  • @prakashchandrapattnaik9214

    Au. Pyari. Babu.

  • @akshayasahoo8251
    @akshayasahoo8251 Před 2 lety +1

    ଓଡିଶା ଲୋକ.... ସବୁ ବୁଝିଗଲେଣି....ଅନେଇଥା ଅ..... Cm.... ପାଇଁ 👍🏾

  • @kshiroddalai4664
    @kshiroddalai4664 Před 2 lety +3

    Never It's.not possible
    She is never able to do this great job.
    How can it's possible

  • @antarayamidigaljoshuapoors4185

    Time is comming and most important 2024!year for odisha good and powerfully with good Leadership and like minded chosen public figures it is every thing is depend open of the
    God 's blessing and peoples of odiaha blessings....

  • @sujitmohanty3055
    @sujitmohanty3055 Před 2 lety +3

    Nabin pare bjp coming

  • @sankarbeherdalai5943
    @sankarbeherdalai5943 Před 2 lety +1

    ଯା ନବୀନ ଯା ପିଲାପାଣୀ ସମ୍ବାଳି ବୁ ଯା,ଆଗାମୀ ଉତ୍ତ୍ ରାଧିକରୀ ରାଣୀ ପଣ୍ଡା 100%

  • @satyaparbativlogs2523
    @satyaparbativlogs2523 Před 2 lety +2

    ବାଃ.....ବାଃ.......ରେ ନବୀନ ସରକାର,
    ଓଡ଼ିଶା ରେ ନାହିଁ ଛୁଆ ପିଲା,
    ପାଣ୍ଡିୟାନ୍ କୁ ଆଣି କରୁଛ ପାଲା,
    ଆମେ ଓଡ଼ିଆ ବାରି ବଢିଆ ,
    ତମରି ମାୟାରେ SHG ବାଲା,
    ବୋଟ୍ କୁ ତମେ ଦେଲ ହାତେଇ
    SHG ବାଲାଙ୍କୁ ଋଣ ଦେଇ ଦେଇ .......

  • @basantibalapanigrahi5289

    Odisha nansta hoijiba

  • @gaganbiharisamantaray1122

    Hau BJD Hariba pain ready hoijao

  • @madhabsahu1825
    @madhabsahu1825 Před 2 lety +5

    Se tamilnadu loka odisaku biki dei jiba nama nebare odia Bhai mane

  • @sachinsahoo6513
    @sachinsahoo6513 Před 2 lety

    Dwitiya. Kumar sahoo. Thanks. Wel. Come. B j d. Memer. Kataranga. G p

  • @dhirendrajena2232
    @dhirendrajena2232 Před 2 lety +6

    Bjd damage hoijiba

  • @laxmikantapattanayak822

    Well come

  • @jadumanibehera7603
    @jadumanibehera7603 Před 2 lety +1

    Baby das is fit person odisha p.m .2024

  • @alekhadas1659
    @alekhadas1659 Před 2 lety +1

    I support sujata❤🌹🙏

  • @gobindachandrasoren9957
    @gobindachandrasoren9957 Před 2 lety +3

    Life of present CM of Odisha may be in danger due to declaration of next CM.Example:-Sushree Jaylalita v/s Sasikala.

  • @indradyumnajena7690
    @indradyumnajena7690 Před 2 lety +7

    ଏମିତି ହେଲେ ଆମେ ଶଙ୍ଖ ଛାଡ଼ିବୁ

  • @Mishra943
    @Mishra943 Před 2 lety

    Patna Samaya asigalare Bhai Jay hind

  • @sandeep7657
    @sandeep7657 Před 2 lety +14

    The day Pandian or any one from his family including his wife will become the CM of our state, the day will the black day for our state.

  • @ramkasavak......5970
    @ramkasavak......5970 Před 2 lety

    Sir bhala haba gote gariba pila nku apana nka utaradikari ....karantu ...

  • @jogendrakumar4981
    @jogendrakumar4981 Před 2 lety

    Odisha ra cm odiahaba darkar

  • @jayjagannath779
    @jayjagannath779 Před 2 lety +1

    Kan chalichi Odisha re Jay shree ram

  • @chinunikunja5245
    @chinunikunja5245 Před 2 lety

    Time achi sudhuri jaa re odisha basi agaku ea mukhyamantri habaku jauchi

  • @udaycreative523
    @udaycreative523 Před 2 lety

    Chalu

  • @abhimanyubehera370
    @abhimanyubehera370 Před 2 lety

    Sabu bhot tar oooooooooooooook

  • @mamatakhillo6781
    @mamatakhillo6781 Před 2 lety

    Naveen Naveen only one Naveen

  • @ayushsamal8239
    @ayushsamal8239 Před 2 lety

    Odisha loka nku aram se thakai paribe...May be she is next..

  • @obeyeniselinahembrom700

    We are Indian.

  • @saie-moters4552
    @saie-moters4552 Před 2 lety +1

    Naivin sir nka pare jie be cm hou odia haba darkar

    • @naibedya3049
      @naibedya3049 Před 2 lety

      Real Name & Her Father's Native Place :- Sujata Rout Kartikeyan From Patamundai Block Of Kendrapara District.

  • @deeptynayak5172
    @deeptynayak5172 Před 2 lety +1

    Apan mane khusi ta

  • @swarupmohanty3655
    @swarupmohanty3655 Před 2 lety

    ବାଳ ନା

  • @jayasuryarath8563
    @jayasuryarath8563 Před 2 lety +4

    ସତେ ନା କଣ,,,,ନା କାଳ୍ପନିକ ,,,କପୋଳକଳ୍ପିତ ଓ ମନୋରଞ୍ଜନ ଧର୍ମୀ ବିଶ୍ଳେଷଣ ଓ ଉପସ୍ଥାପନା,,,,!!!!!!????

  • @tapasranjanpanda3456
    @tapasranjanpanda3456 Před 2 lety +2

    Next time Biju Janata dal (BJD ) au rahiba nahin Pandian Janata dal ( PJD) heijiba

    • @adityamallick7881
      @adityamallick7881 Před 2 lety

      ଭାଇ ପୂର୍ବ ରୁ ବଦଳି ଯାଇଛି ... ବିଜୁ ଜାରଜ ଦଳ ( ବିଜେଡି)

  • @RasmitaMohanty-dw3sy
    @RasmitaMohanty-dw3sy Před 23 dny

    Oda sujata ❤ good

  • @swetarout622
    @swetarout622 Před 2 lety

    Nabina babu aapana odia gharar puahoe aapan odismatiku odia bhaeku hastantara kale aapanakara mangal and odisara mangal jay jagrnath

  • @nalinkantamohapatra7308
    @nalinkantamohapatra7308 Před 2 lety +2

    Ethara hariba

  • @amarendradas4515
    @amarendradas4515 Před 2 lety +1

    Naveen Pattnaik pare au bjd dala rahibani..

  • @manoramaswain7046
    @manoramaswain7046 Před 2 lety

    Hai hai beera odia. Nirlaja hoigala. Mana, ejata Sabu haraila. Politicalisation katha chhada.

  • @absingh6299
    @absingh6299 Před 2 lety +2

    aau kan baki achhi lutiba pain...

  • @fazzalkhan5006
    @fazzalkhan5006 Před 2 lety

    Good decided

  • @bhabanisankardas8641
    @bhabanisankardas8641 Před 2 lety +12

    ବିନାଶ କାଳେ ବିପରୀତ ବୁଦ୍ଧି¡¡¡¡¡
    ଭିତରେ ଭିତରେ ସଲାସୁତୁରା, ଉପରେ ଉପରେ ଖଞ୍ଜ,??????????
    ମନେ ମନେ ଗୁଡମୁଆଁ ¡¡¡¡¡¡¡¡
    ଓଡିଶା ରେ କଣ ନେତାଙ୍କ ଅଭାବ ହୋଇଗଲାକି?????
    🙏ଜୟ ଜଗନ୍ନାଥ 🙏

  • @sureshsethy6658
    @sureshsethy6658 Před 2 lety

    Nest.cm.aperajita