ପୁରୀରେ ମୁହଁ ମାଡି ରଥ ଉପରୁ ପଡିଲେ ଶ୍ରୀବଳଭଦ୍ର ଆଉ ବେଶିଦିନ ନୁହେଁ ସୃଷ୍ଟି!

Sdílet
Vložit
  • čas přidán 8. 07. 2024
  • ପୁରୀରେ ମୁହଁ ମାଡି ରଥ ଉପରୁ ପଡିଲେ ଶ୍ରୀବଳଭଦ୍ର ଆଉ ବେଶିଦିନ ନୁହେଁ ସୃଷ୍ଟି!‎@BHABADIBAKAR
    #malika
    #bhavisyamalika
    #endofkalyug
    #jasobanta
    #achyutananda
    #panchasakhamalika
    #panchasakha
    #kalijugamalika
    #kalijuga
    #purijagannath
    #rathayatralive
    #brekingnews
    #todaynews
    #newsodia
    #
  • Hudba

Komentáře • 438

  • @ranjankumarboxi5957
    @ranjankumarboxi5957 Před 15 dny +134

    ବଡ଼ ଠାକୁରଙ୍କ କୋଟି କୋଟି ପ୍ରଣାମ
    ଆମ୍ଭମାନଙ୍କୁ କ୍ଷମା କରିଦିଅ ବଡ ଠାକୁର

    • @shivarampradhan8049
      @shivarampradhan8049 Před 15 dny +5

      Tama mananku kebe bi khyama karibeni mahapravu karana tama mane hi BJp ku vote dei jiteicha ....Apekhya kara agaku kn hauchi 😭😭😭

    • @chandustory23
      @chandustory23 Před 15 dny

      Bjp ବାଲାଙ୍କ ଘୃଣ୍ୟ ରାଜନୀତି ପାଁଇ ଏମିତି ସବୁ ଦେଖା ଦେବ

    • @Supriya002
      @Supriya002 Před 15 dny

      ​​@@shivarampradhan8049 To bou biya na...

  • @joges...kumar....express5013

    ବଡ଼ ଠାକୁର କୁ କୋଟି କୋଟି ପ୍ରଣାମ ଆମକୁ କ୍ଷମା କରିଦିଅ ପ୍ରଭୁ 🙏🙏

  • @RaniChandanCreation
    @RaniChandanCreation Před 15 dny +39

    ହେ ପ୍ରଭୁ ଜଗନ୍ନାଥ ବଡ଼ ଠାକୁର ବଳଭଦ୍ର 🙏 ରକ୍ଷା କର

  • @Dibyaranjan242
    @Dibyaranjan242 Před 15 dny +49

    ବଡ଼ ଠାକୁରଙ୍କୁ କୋଟି କୋଟି ପ୍ରଣାମ ଯଦି ଆମ୍ଭମାନଙ୍କର ଦ୍ୱାରା କିଛି ଭୁଲ୍ ହୋଇଥାଏ ତା ହେଲେ ଆମ୍ଭମାନଙ୍କୁ ବା ବିଶାଳ ଜଗତକୁ କ୍ଷମା କରିଦିଅ ହେ ପ୍ରଭୁ ବଲଭଦ୍ର🙏🚩

  • @omkardash369
    @omkardash369 Před 15 dny +17

    ଗର୍ବ ଗଞ୍ଜନ ନରହରି
    ଗର୍ବ ନ ସହନ୍ତି କାହାରି 🙏😭🙏
    କ୍ଷମା କରିଦିଏ ହେ ବଡ ଠାକୁର 😭🙏

  • @nabaghanasahu3886
    @nabaghanasahu3886 Před 15 dny +15

    ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟନା 😭😭😭😭
    🙏🙏🙏🙏🙏
    ଭୁଲ ହେଇଗଲା ପ୍ରଭୁ ବଡ଼ ଠାକୁର ,,,ହେ ବଡ଼ ସାଆନ୍ତେ ଏ ମହା ବିପତି ରୁ ସାରା ପୃଥିବୀ ବାସୀକୁ ଉଦ୍ଧାର କରନ୍ତୁ ପ୍ରଭୁ ।
    🙏🙏🙏🙏🙏🙏

  • @PmP0102
    @PmP0102 Před 15 dny +21

    ବାବା ପ୍ରଥମେ ମାଳିକା କୁ ନିଜେ ଭଲଭାବରେ ବୁଝନ୍ତୁ ପରେ ଅନ୍ୟକୁ ପ୍ରବଚନ ଦେବେ l ମାଳିକା କୁ ନେଇ ଆପଣଙ୍କ ଙ୍କର ଅଙ୍କାକସା ସବୁବେଳ ଭୁଲ ହେଉଛି

  • @skrushnareddy6796
    @skrushnareddy6796 Před 15 dny +20

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ 🙏🕉️🙏🕉️🙏🕉️🕉️💮🥥🥥🙌🚩🍁🌹🌹🪔🌷🌿💐🏵️🏵️🌼🌻🍂🌸⭕‼️⭕

  • @dillipmohanty1000
    @dillipmohanty1000 Před 15 dny +5

    ହେ ପ୍ରଭୁ ବଳଭଦ୍ର ଜଗନ୍ନାଥ ମା ସୁଭଦ୍ରାଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି ଯାହାରବି ଦୋଷ ଥାଉ ଆମ ସମସ୍ତଙ୍କୁ କ୍ଷମା କରି ଜଗତ ଉଦ୍ଧାର କରି ମାନ ରକ୍ଷା କର

  • @srinivaspanda5647
    @srinivaspanda5647 Před 15 dny +15

    ସେ ହେଲେ ଜଗତର ନାଥ ଶ୍ରୀ ଜଗନ୍ନାଥ। ତାଙ୍କର ହୃଦୟ ବିଶାଳ ସେ କାହାରିକୁ ଘୃଣା ଚକ୍ଷୁରେ ଦେଖନ୍ତି ନାହିଁ। କେହି ଜଦି ଜାଣିକରି ମଧ୍ୟ ଭୁଲ୍ କରିଦିଏ ତାଙ୍କୁ ମଧ୍ୟ ଖ୍ୟମା କରିଦିଅନ୍ତି ସେ ପରା ମହାପ୍ରଭୁ ତାଙ୍କୁ ମଧ୍ୟ ଜଣା ମାନବ ଦ୍ଵାରା ଭୁଲ୍ ହୁଏ । ଠାକୁର କାହିଁକି ବା ଅନ୍ୟକୁ ଦୋଷ ଦେବେ। ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ। ଓମ୍ ନମ୍ଃ ଭଗବତେ ବାସୁଦେବାୟ ନମ୍ଃ।

  • @SagarNayak-xp4hq
    @SagarNayak-xp4hq Před 15 dny +12

    ଆଜ୍ଞା ପ୍ରଣାମ ଜୟ ଜଗନ୍ନାଥ ଜୟ ବଡ ଠାକୁର

  • @Babuna8808
    @Babuna8808 Před 15 dny +18

    ସେବାୟତ ମରିଗଲେ କିଛି ନାହିଁ ଆଉ ଅଛନ୍ତି ତାଙ୍କର ଭୁଲୁରୁ ଏ ସବୁ ହୋଇଛି ତାଙ୍କର ଯାହା ହଉ ଚାଲିବା କିନ୍ତୁ ଆମ ପ୍ରଭୁ ପଡିଗଲେ ସେକଥା କେହି କିଛି କହୁନାହାନ୍ତି ପ୍ରଭୁଙ୍କର କଣ ହୋଇଛି ବୋଲି ଭଡମେ ଯାଏ ସେବାୟତ

  • @laxmipriyasahoo7106
    @laxmipriyasahoo7106 Před 14 dny

    ହେ ପ୍ରଭୁ ଏ ସୃଷ୍ଟି ତମର ଏ ଜଗତ ତମର ତମେ ଯଦି ଅମିତ ରୋଷ କରିବ ଆମ ଭୁଲ୍ କୁ ଧରନି ବଡ଼ ଠାକୁର କ୍ଷମା ପ୍ରାର୍ଥନା କରୁଛି ସାରା ବିଶ୍ୱରେ ତମେ ସେଷ୍ଟ ପ୍ରଭୁ କ୍ଷମା କର ହେ ଜଗତ ଠାକୁର ❤❤❤😔😔😔 ତମ ପଦ ପଦ୍ମ ରେ ମୋର କୋଟି ଜୁହାର 🙏🙏🙏 ପ୍ରଭୁ

  • @JalandharaJhodia
    @JalandharaJhodia Před 15 dny +6

    Jay shree jagannath subhadra balabhadra rakyakara Prabhu 👏🏿👏🏿👏🏿.

  • @MangalamayaLearnEarnWorld
    @MangalamayaLearnEarnWorld Před 15 dny +19

    ବାବା ପୁଣି ଆସିଲ l ଅଜ୍ଞାନୀ ବାବା

  • @soumyaranjanpradhan9645
    @soumyaranjanpradhan9645 Před 15 dny +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏
    ହେ ଜଗନ୍ନାଥ 🙏ସବୁ ତୁମ ଇଚ୍ଛା 🙏🙏

  • @raghumaninayak9593
    @raghumaninayak9593 Před 15 dny +3

    ବଡ଼ ଠାକୁର ପ୍ରଭୁ ବଳଭଦ୍ର କୋଟି ଓଡିଆଙ୍କ ଓ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ବହୁ ଆଘାତ ଦେଇଛି ପ୍ରଭୁ ରକ୍ଷା କର ତୁମ ଭକ୍ତଙ୍କୁ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🙏🕉️🚩🇮🇳

  • @sunamnaik6682
    @sunamnaik6682 Před 15 dny +6

    ଜୟ ବଳ ଭଦ୍ର ମହାପ୍ରଭୁ ❤❤🙏🙏

  • @sandhyaranipatra9221
    @sandhyaranipatra9221 Před 15 dny +1

    ବାବା ଆପଣଙ୍କୁ କୋଟି ପ୍ରଣାମ 🙏 ତିନି ଠାକୁରଙ୍କୁ ଅନନ୍ତ କୋଟି ପ୍ରଣାମ 🙏 ହେ ମହାପ୍ରଭୁ ଆମ ସମସ୍ତଙ୍କୁ କ୍ଷମା କରି ଦିଅନ୍ତୁ 🙏 ଜଗତକୁ ଭଲରେ ରଖନ୍ତୁ ମହାବାହୁ🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏 ଜୟ ମାଳିକା 🙏

  • @prakashdash6321
    @prakashdash6321 Před 15 dny +2

    He Guru dev koti koti pranam.Apananka Charan kamalare ambhamananku surakshya abum abhaya pradan karantu. JAY JAGANNATH.

  • @liteshkumar2496
    @liteshkumar2496 Před 15 dny +2

    2023 ରେ ମଧ୍ୟ ଏପରି ହେଇଚି
    ସେ ଯାହା ହେଉ ଭଗବାନ ଭକ୍ତଙ୍କୁ କ୍ଷମା କରିଦିଅନ୍ତୁ 🙏🚩
    ଜୟ ଜଗନ୍ନାଥ 🙏🚩

  • @reenaranisethi1276
    @reenaranisethi1276 Před 15 dny +3

    Jay Jagannath jay panchasakha 🙏🙏🙏

  • @simanchalnayak991
    @simanchalnayak991 Před 15 dny +4

    Jaya Shree Jagannath

  • @shyamshyamanujdas8628
    @shyamshyamanujdas8628 Před 15 dny +1

    ଜୟ ଶ୍ରୀ ଗୁରୁଃସ୍ୱାମୀ 🙏🌹🙏ସରଣମ ବାବା ଆନ୍ତରିକ ଗୁରୁଃସ୍ୱାମୀ 🙏🌹🙏ମିନର ରାଶି ରେ ଶନି ପ୍ରବେଶ କଲେ କଣ କଣ ଘଟିବ

  • @diptimayeedailylifevlog
    @diptimayeedailylifevlog Před 15 dny +1

    ଠାକୁର ନିଜେ ପଡ଼ି ତମ ମାନଙ୍କୁ ସଂଙ୍କେତ ଦେଇଛନ୍ତି😭😭

  • @Subha9938
    @Subha9938 Před 15 dny +1

    ପ୍ରଭୁ ଜଗନ୍ନାଥ ବଡ଼ ଠାକୁର 🙏 ଜଗତ ଉଧାର କର ପ୍ରଭୁ

  • @shivaprasadbhol2155
    @shivaprasadbhol2155 Před 15 dny

    Pranam Baba.
    Jay jagannath.
    Jay panchasakha.
    🙏

  • @as-officialediting8227
    @as-officialediting8227 Před 15 dny +3

    Jie manantu ki na manantu kintu prabhu asileni sanketa miluchi.🙏🚩

  • @sujata_srp_vlog_1991
    @sujata_srp_vlog_1991 Před 15 dny +1

    😭ହେ ପ୍ରଭୁ ଆମ ମାନଙ୍କୁ 😭କ୍ଷମା କରି ଦିଅନ୍ତୁ 🙏🙏🙏🙏😭

  • @susantkumarjena2566
    @susantkumarjena2566 Před 15 dny +6

    ❤❤❤ ଜୟ ଜଗନ୍ନାଥ ସ୍ଵାମୀ ❤❤❤❤

  • @purnnachandrasenapati3492

    Jay Sri guru madhaba namaste 🙏

  • @maheshbehera1320
    @maheshbehera1320 Před 15 dny +3

    ଜୟ ଜଗନ୍ନାଥ 🙏🙏🙏🙏❤❤❤❤
    ବାବା ପ୍ରଣାମ 🙏🙏🙏🙏♥️♥️♥️♥️

  • @Interview.071
    @Interview.071 Před 13 dny

    Bada thakur tam padatale koti pranam🙏🏻🙏🏻🙏🏻🙏🏻🙏🏻

  • @sripatisandha924
    @sripatisandha924 Před 15 dny +1

    Jay sree guruswami

  • @ODISHADJLIFESTYLESV4
    @ODISHADJLIFESTYLESV4 Před 14 dny +1

    Jay Jagannath Swami ji 🙏🙏

  • @bikashjena1590
    @bikashjena1590 Před 15 dny +1

    Jay Jagannath jay balabhadra❤

  • @soumyaranjan4836
    @soumyaranjan4836 Před 15 dny +2

    Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @soumyanayak568
    @soumyanayak568 Před 15 dny

    Bada thaku ra nku koti koti pranam🙏🙏❤️❤️

  • @ramakrushnabehera6109
    @ramakrushnabehera6109 Před 15 dny +3

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏ଜୟ ଜୟଶ୍ରୀ ଜଗନ୍ନାଥ 🙏🙏🙏🚩

  • @user-sd9bq4mh9j
    @user-sd9bq4mh9j Před 15 dny +1

    ଜୟ ଜଗନ୍ନାଥ ହେ ମଣିମା ତୁମେ ହିଁ ଶାହା ହୁଅ

  • @rajeshkumarb8332
    @rajeshkumarb8332 Před 15 dny +1

    Kheyma kara maha Prabhu jagannath ❤❤❤❤🙏🙏🙏🙏🙏

  • @ahk539
    @ahk539 Před 15 dny +4

    Jay Jagannath 😭😭😭😭😭😭😭😭😭😢😢😢😢😢😢😢🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭

  • @Lagnadipamallick
    @Lagnadipamallick Před 15 dny +1

    Jayjagannath 🙏🙏🙏🙏🙏🙏

  • @debashismahala5880
    @debashismahala5880 Před 15 dny +2

    ଜୟ ଜଗନ୍ନାଥ 🙏🙏🙏
    ପୁରୀ ଠକ, ଭଣ୍ଡାମି ସେବାୟତଙ୍କୁ କାଳିଆ କେବେ କ୍ଷମା କରିବେ ନାହିଁ।

  • @SonaliSahoo-lb6un
    @SonaliSahoo-lb6un Před 15 dny +1

    ବଡଠାକୁର କୋଟି କୋଟି ପ୍ରଣାମ ପ୍ରଭୁ.. କ୍ଷମା କରନ୍ତୁ ପ୍ରଭୁ...ଜୟ ଜଗନ୍ନାଥ ପ୍ରଭୁ କ୍ଷମା କରନ୍ତୁ ପ୍ରଭୁ... 😭😭🙏🏻🙏🏻🙏🏻🙏🏻

  • @dipuniratharatha9415
    @dipuniratharatha9415 Před 15 dny +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଜୟ ବଳରାମ ପ୍ରଭୁ ଙ୍କର ଜୟ ⭕‼️⭕🙏🙏🙏

  • @user-ww5zj6jb6x
    @user-ww5zj6jb6x Před 15 dny +1

    Baba pranam 🙏 Jai shree jagannath 🕉️🙏

  • @susantasenapatisen4524
    @susantasenapatisen4524 Před 15 dny +1

    ବାବା ପ୍ରଣାମ ॐ ଜୟ ଜଗନ୍ନାଥ❤️ ଜୟ ପଞ୍ଚସଖା କି ଜୟ ଆଗକୁ ମହା ବିପଦ ଅଛି

  • @manashmaya3332
    @manashmaya3332 Před 15 dny +2

    Jay jagannath

  • @pratibhapratibha670
    @pratibhapratibha670 Před 15 dny

    He prabhu tamaku koti koti pranam🙏🙏

  • @GitanjalisarangiJhilli

    ବାବା ପ୍ରଣାମ ଜୟ ଜଗନ୍ନାଥ

  • @anjanadeo7899
    @anjanadeo7899 Před 15 dny +2

    Jay Jagannath 🙏

  • @jyostaranitripathy3202
    @jyostaranitripathy3202 Před 15 dny +1

    Jay Jagannath

  • @kishoreraju5872
    @kishoreraju5872 Před 15 dny +1

    Jay jaganath

  • @kakacreations...presents5816

    Jay jagannath 🙏

  • @user-sz2qm5kn9o
    @user-sz2qm5kn9o Před 15 dny +2

    ଜୟ ଜଗନ୍ନାଥ

  • @niranjanabehera9857
    @niranjanabehera9857 Před 15 dny +1

    Jay Jagannath 🙏🙏🙏

  • @sarojbehera2578
    @sarojbehera2578 Před 15 dny

    Jay Jagannath 🙏🙏 Jay Jagannath 🙏🙏 Jay Jagannath 🙏🙏 Hari Hari bol 🙏🙏Hari Hari bol 🙏🙏👏👏👏👏🌼🌼🎉🎉🥰🥰🌺🌺💐💐🏵️🌹🌹🌹🌹🌹😍😍😍❤️❤️❤️❤️❤️❤️🥀🥀🥀🥀🌻🌻🌷🌷🌷🌸🌸🙏🙏🙏🙏🙏

  • @Khatoialaka2001
    @Khatoialaka2001 Před 15 dny

    Jay Jagannath Prabhu

  • @bapudash9983
    @bapudash9983 Před 15 dny +1

    ନର ସହ ନାରୀଙ୍କ ପାପ ଅତି ବଢ଼ିଲେ , ଏମିତି ହୁଏ। ତେଣୁ ଓଡ଼ିଶାକୁ ଛାଡ଼ି ରୁଷିଆ ଯିବାର ବେଳ ହୋଇଗଲା।

  • @karunakarsahoo402
    @karunakarsahoo402 Před 15 dny +1

    Jay Jagannath 🙏 🙏 🙏 🙏

  • @user-py2fq8hl2v
    @user-py2fq8hl2v Před 15 dny

    jay jay shree jagannath swami ki jay 🙌🪔⭕❗⭕🌿🙌🙏🙏baba pranam 🙏🙏💐🙏🙏
    translate to odia

  • @Subhasmita-367
    @Subhasmita-367 Před 15 dny

    Jay jagannath swami nayana patha gyami vaba tume vaba tume 🙏🙏🙏pravu khyama karidia jahabii bhul heijaichi 😢

  • @parsuramparida5111
    @parsuramparida5111 Před 15 dny +1

    କାହିଁକି ମନଇଚ୍ଛା ପଣ୍ଡା ଚଢୁଛନ୍ତି ରଥରେ।

  • @Dibyaranjan242
    @Dibyaranjan242 Před 15 dny +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ହେ ପ୍ରଭୁ ରକ୍ଷା କର🕉️🙏

  • @DhaneshPanda
    @DhaneshPanda Před 15 dny +2

    ଜୟ ଜଗନ୍ନାଥ 🙏🙏❤️

  • @subhamsasmal8096
    @subhamsasmal8096 Před 15 dny +1

    ହେ ପ୍ରଭୁ ସମସ୍ତଙ୍କୁ କ୍ଷମା କର 🙏🏻😢

  • @user-wg5bs2fh8b
    @user-wg5bs2fh8b Před 15 dny

    Sri Sri Sri Satya Narayan swami kar jay heu

  • @SureshChandraSahoo-qs4bp

    He prabhu badathakura koti koti pranam mahabipadaru rakhya karantu amaku khyama karidiantu jay jagannth ❤

  • @asutoshbiswal7173
    @asutoshbiswal7173 Před 15 dny

    Jay jagannath 👏👏

  • @NarmadaKanhar-lb5vi
    @NarmadaKanhar-lb5vi Před 15 dny

    ଜୟ ବଳଦେବ 🙏ଜୟ ଜଗନ୍ନାଥ 🙏

  • @NikiSrinu
    @NikiSrinu Před 15 dny

    Jay jagannath....

  • @akashbiswal-uc5ho
    @akashbiswal-uc5ho Před 15 dny

    Jay Jagannath Jay shree Ram Jay Hanuman Jay panchasakhaguru pranam ❤❤❤❤❤🙏🙌⭕‼️⭕🙌🙏🚩🚩🚩

  • @ajaykumarnanda6837
    @ajaykumarnanda6837 Před 15 dny

    Jay Jagannath.

  • @pradeepkumarpradhan7004

    Jai jagannath jai panchasakha odisha keonjhar barbil

  • @sudeshnadash362
    @sudeshnadash362 Před 14 dny

    ଜୟେ ଜଗନ୍ନାଥ 🙏🙏🌺🌺

  • @dambarudharjani-qd8pr
    @dambarudharjani-qd8pr Před 15 dny

    Jay sri jagannath raksya kara maha prabhu

  • @SusantBarad-oi9le
    @SusantBarad-oi9le Před 15 dny

    Jay jagannath swami

  • @user-qo2vy6lj1z
    @user-qo2vy6lj1z Před 15 dny +2

    ⭕❗⭕ଜୟ ଜଗନ୍ନାଥ 🚩🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bikashmohapatra756
    @bikashmohapatra756 Před 15 dny +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 😢😢😢

  • @bishnupriya1391
    @bishnupriya1391 Před 15 dny

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jagamohanpanda8997
    @jagamohanpanda8997 Před 15 dny

    ଜୟ ଜଗନ୍ନାଥ ହେ ପ୍ରଭୁ ତମେ ହିଁ ସାହା ହୁଅ ଏ ସୃଷ୍ଟି କୁ ଜୟ ବଡ଼ଠାକୁର 🙏🙏🙏🚩🚩🚩🚩🚩🌸🌸🌸

  • @kunirana2934
    @kunirana2934 Před 15 dny

    Jay Jagannath Swami

  • @jambubehera921
    @jambubehera921 Před 15 dny +1

    କ୍ଷମା କରନ୍ତୁ ଠାକୁରେ🙏🙏🙏🙏🙏🙏🙏🙏ବଡ଼ ଠାକୁରେ।

  • @bisudj6732
    @bisudj6732 Před 15 dny +1

    Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉

  • @santoshmaharana3323
    @santoshmaharana3323 Před 15 dny +1

    🙏😭🙏😭🙏 Ghora Kali Kala Prabhu Trahimam Pravu Trahimam 🤲🤲🤲

  • @soniamohanty7666
    @soniamohanty7666 Před 15 dny

    Jai Jagannath 🙏🙏🙏🙏🙏

  • @KuberSahu-nu4xt
    @KuberSahu-nu4xt Před 15 dny +1

    ଖ୍ୟମାକର ପ୍ରଭୁ ବଲଦେବ

  • @sujatabehera4911
    @sujatabehera4911 Před 15 dny

    Jay shree jagannath 🙏🙏🙏

  • @ChumkiMajhi-sy1rr
    @ChumkiMajhi-sy1rr Před 15 dny

    Jai jagannath 🙏 Jai bolovhodro Jai maa subhodra

  • @prasannaRana-rn3im
    @prasannaRana-rn3im Před 15 dny

    Jai jagannath 🙏🙏🙏🙏🙏🙏🙏

  • @kaliagumidanga-vm7yk
    @kaliagumidanga-vm7yk Před 15 dny +1

    🙏🙏🙏ବଡ଼ ଠାକୁର କଟି କଟି ପ୍ରଣାମ 🙏🕉️

  • @gungunanshuvlogs9093
    @gungunanshuvlogs9093 Před 15 dny

    Jay shree jagannath subhadra balabhadra rakhyakara he prabhu🙏🙏🙏🙏🙏🙏

  • @manojbhoi6970
    @manojbhoi6970 Před 15 dny

    Jay Jagannath 🙏🙏🙏🙏🙏🙏

  • @akashsahu2298
    @akashsahu2298 Před 15 dny

    Jay jagannath🙏🙏🙏

  • @user-ou7oh4wd9z
    @user-ou7oh4wd9z Před 15 dny +2

    ଦିବାକର ମରିଯିବ ଏଇ କିଛି ଦିନ ଭିତରେ l ତାର ସଂକେତ ଆସିଲା

  • @Stutee24
    @Stutee24 Před 14 dny

    Malika namare apaprachara karantuni....jaha aji parjanta kahichanti sabu bhul pramnita hoichi ....
    Loka mananka manare bhaya shrusti karuchanti.JAI JAGANNATH🙏🙏

  • @spsatapathy1588
    @spsatapathy1588 Před 15 dny

    Jay Jagannath 🙏🙏

  • @rashmiranjansethi2438
    @rashmiranjansethi2438 Před 15 dny +1

    Hey ମଣିମା ବଡ ଠାକୁର , ଆମ ମାନଙ୍କୁ କ୍ଷମା କର । ତୁମେ କୃପା ନ କଲେ ଏ ସାରା ବିଶ୍ୱ ଧ୍ଵଂସ ହେଇଯିବ । ରକ୍ଷା କର ମହାପ୍ରଭୁ , ତୁମେ ସ୍ରଷ୍ଟା, ସୃଷ୍ଟି ତୁମର ,

  • @srikantarauta8200
    @srikantarauta8200 Před 15 dny +1

    ପାପର ଘର ଅଧି ହେଇଗଲା ରାଜନୀତି ପାଇଁ ମଣିଷ କୁ ମଣିଷ ଚିନିଲାନି ଭଗବାନ କୁ ବି ଛାଡି ଲେନି ଧର୍ମ ବୋଲି ରହିଲାନି ଆଉ କେତେ ସହିବେ ଜୟ ଜଗନ୍ନାଥ 🙏