Natia Comedy Part 198 || Ludu game || ଲୁଡୁ ଖେଳ

Sdílet
Vložit
  • čas přidán 13. 09. 2024
  • Order Natia and Gendu T-shirt here - www.sofikart.com
    Natia New T-shirt -www.sofikart.c...
    www.sofikart.c...
    Gendu Yello T-shirt - www.sofikart.c...
    Gendu White T-shirt - www.sofikart.c...
    Gendu Black T-shirtwww.sofikart.c...
    Kumfu Panda t-shirt - www.sofikart.c...
    Tree Print T-Shirt - www.sofikart.c...
    Men Bear Print T-Shirt - www.sofikart.c...
    Men Silence Print T-Shirt - www.sofikart.c...
    Men Love Laugh Print T-Shirt - www.sofikart.c...
    Order Natia T-shirt at - www.sofikart.c...
    Order more T-shirt - www.sofikart.c...
    Order Natia Comic Book Now from - www.sofikart.com
    Like our Facebook Page - / utkalcartoonworld

Komentáře • 1,9K

  • @bibhumusictv691
    @bibhumusictv691 Před 3 lety +6

    Beautiful. .... ... Beautiful
    ଅତି ସୁନ୍ଦର ଭିଡିଓ ବହୁତ ଭଲ ଲାଗିଲା
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @learnwithprabhat
    @learnwithprabhat Před 3 lety +45

    ଛୁଆବେଳେ *କାଚ କଉଡ଼ି* ଆଉ *ଲୁଡୁ* ଆଉ *ସାପ ସିଡି* ବହୁତ୍ ଖେଳା ହେଇଛି.... 😘
    *ନଟିଆ କମେଡି ଦେଖିକି ଛୁଆବେଲ ସ୍ମୃତି ସବୁ ମନେ ପଡୁଛି❤️*
    ଆରେ ମୋର ଛ ପଇଲାରେ ହେ ହେ 👍

    • @AKHILTV77
      @AKHILTV77 Před 3 lety +1

      czcams.com/video/DHbzQzaeSwE/video.html

    • @sashmitabehera6920
      @sashmitabehera6920 Před 2 lety +1

      Kacha kaudi khela bahut bhala lage

    • @learnwithprabhat
      @learnwithprabhat Před 2 lety

      @@sashmitabehera6920 ମତେ ବି, ମୁଁ କାଚ କଉଡ଼ି ବହୁତ୍ ଖେଳିଛି ।😊

  • @sarthakswain1949
    @sarthakswain1949 Před 3 lety +148

    ଇଏ ବର୍ଷା ଆମେ ନଟି ଆ ଠାରୁ ଦେଖି ଆମେ ମଧ୍ୟ ଲୁଡୁ ଖେଳ ଆରମ୍ଭ କରିଦେଲୁ। ଲଡୁ ରେ 🐍 ଖେଳ ବହୁତ ମଜା ଲାଗେ। ଆଉ କୋଉ ମାନେ ଲୁଡୁ ଖେଳୁଛ।❤️❤️❤️❤️❤️❤️❤️👍👍

    • @sarthakswain5392
      @sarthakswain5392 Před 3 lety +2

      👍👍

    • @spideyboy1234
      @spideyboy1234 Před 3 lety +2

      I am

    • @sureshmohapatra3748
      @sureshmohapatra3748 Před 3 lety +2

      ଓଡ଼ିଆ ଭୂତ କାହାଣୀ - czcams.com/video/z4hLyqpxeRE/video.html

    • @prativasamal6878
      @prativasamal6878 Před 3 lety +2

      I am

    • @bankanidhiroutaray5768
      @bankanidhiroutaray5768 Před 3 lety +2

      I'm 😃😃😃😃😃😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😃😃😃😃😃😃😃😃😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😁😃😁😁😁😁😁😁😃😁😁😁😁😁😁😃😁😃😁😁😃😁😃😁😁😃😁😁😃😁😁😃😁😁😃😁😁😁😁😃😃😁😃😁😃😁😁

  • @beherarailway9996
    @beherarailway9996 Před 3 lety +31

    ସତରେ ପିଲାଦିନ ସ୍ମୃତି ବହୁତ ନିଆରା love utkal team

  • @Samarpika577
    @Samarpika577 Před 3 lety +29

    Always My Favorite😍 Game Ludu ❣️

  • @talentedguy1403
    @talentedguy1403 Před 3 lety +77

    ନଟିଆ ର ଭଉଣୀ କୁ ନେଇକି ଷ୍ଟୋରୀ କରନ୍ତୁ
    ଭଲ ଲାଗିବ

  • @ss-ig2en
    @ss-ig2en Před 3 lety +61

    In just 5 minutes 12k views that means is the best comedy natia comedy

  • @sidharthloves3738
    @sidharthloves3738 Před 3 lety +1

    ସତରେ ସେ ପିଲାଦିନ ସୃତିସବୁ ମନେପଡିଯାଉଛି
    ଆଉ କାହାର ଏ ଭିଡ଼ିଓ ଦେଖି ପିଲା ଦିନ କଥା ମାନେ ପଡୁଛି like କର ❤️

  • @jyotiprakash290
    @jyotiprakash290 Před 3 lety +181

    କିଏ କିଏ ଲୁଡୁ ଖେଳିବାକୁ ଭଲ ପାଆନ୍ତି, ମୁଁ ତ ପିଲା ଦିନେ ବହୁତ୍ ଖେଳିଛି, ଆଉ ଏବେ ଲୁଡୋ କିଙ୍ଗ୍ ରେ ଖେଳୁଛି 😍😊 କି ସୁନ୍ଦର୍ ପିଲା ଦିନ ଥିଲା..

  • @Trueloveyouth
    @Trueloveyouth Před 3 lety +8

    ବହୁତ ବଢିଆ ସାର୍ଟ୍‌ ବଟମ ପୂରା ଲୁଡୁଦାନା ସହିତ ମେଳ ଖାଉଛି
    ଲୁଡୁଖେଳ ସବୁଠୁ ବେଶୀ ମଜା ଲାଗେ💖😍

  • @ray_gloss
    @ray_gloss Před 3 lety +96

    ଆମ ନଟିଆ ଭଳି ଏକ ପିଲା ଦୁନିଆ
    ରେ କୋଉଠି ବି ମିଳିବେନି କାରଣ ଲକ୍ ଡାଉନ୍ ରେ ସିଏ ଆମର ମନରୋଂଜନ କରୁଛି। ସେଥିପାଇଁ ଗୋଟିଏ ଲାଇକ ଟେ ହେଇଯାଉ ଭାଇ ଓ ଭଉଣୀ ମାନେ।
    ଆମ ମନ ବହୁତ ଖୁସି ହୋଇଗଲା

  • @akankshyaaparajitasing4226
    @akankshyaaparajitasing4226 Před 3 lety +10

    So sweet episode ❤️

  • @Krishnadasbls180
    @Krishnadasbls180 Před 3 lety +36

    10:16 ପଛରେ ସବୁ ଧାଇଁଛନ୍ତି 😂😂😂😂😂😂

  • @sailabalanayak2744
    @sailabalanayak2744 Před 3 lety +5

    Ade dahara natia but cute 🤗 🤗

  • @ur_satya
    @ur_satya Před 3 lety +84

    କୋଉମାନଙ୍କର ପିଲାବେଳେ ଲୁଡୁ ଖେଳରେ 3 ଟା 6 ପଡିକି false ହେଇଚି like here 🤗😇

  • @aparnamishra5276
    @aparnamishra5276 Před 3 lety +2

    ଆମେ ତ ସବୁ ଦିନ ଦୁଇଥର ଖେଳୁ ମୋ ମାମା ସହିତ 💞

  • @priyankadas4205
    @priyankadas4205 Před 3 lety +6

    mono khorap thile Natia dekhiedele mono khusi hai jaie 😀😀😀

  • @rajeshmahakud4573
    @rajeshmahakud4573 Před 3 lety +2

    ବହୁତ ଭଲଲାଗିଲା ସୁପର ହିଟ୍ 💯💯💯💯💯👆👆👍👍👍👍👍🎖️🎖️🎖️🎖️🏆🏆🥉🥉🥉💝💝💯💯💯💯💯💯💯💯🏅🏅🏅🏅🏆🏆🏆

  • @toxin69
    @toxin69 Před 3 lety +545

    Who noticed there shirt colour and Ludo colour 😀
    And Natia's father also have ludo colour shirts👍🏻
    Edit:-Thank you for 550 likes👍🏻

  • @rajeshofficial74388
    @rajeshofficial74388 Před 3 lety +1

    Childhood memories
    ତମର କଥାବାର୍ତ୍ତା ଠିକ୍ ନାହିଁ।

  • @sarthakswain5392
    @sarthakswain5392 Před 3 lety +111

    ବର୍ଷା ପାଗ ରେ ଲୁଡୁ ଖେଳ ମଜା ଆଉ କୋଉ ଖେଳ ରେ ମିଳିବନି।.... 👍👍👍👍

  • @bishnuprasad4302
    @bishnuprasad4302 Před 2 lety +2

    Don't miss one episode

  • @ur_satya
    @ur_satya Před 3 lety +91

    ଏଇ ବର୍ଷାପାଗରେ ଲୁଡୁ ଖେଳିବାର କିଛି ଅଲଗା ମଜା ଥାଏ. I am right..... !!😚😚

  • @surajna8927
    @surajna8927 Před 3 lety +9

    Jetebele dana haji jae, and bottom re kama chalau dau. Haha nostalgic

  • @Debkaprepare
    @Debkaprepare Před 3 lety +57

    ଭାଇ ଭିଡିଓ ବଢିଆ ‌ହୋଇଛି
    କିନ୍ତୁ ଭାଇ ଆମ ଓଡ଼ିଶା ରେ ଗୋଟିଏ ଶୋକ ର ଛାଇ ଖେଳିଯାଇଛି ଜଗନ୍ନାଥ ସମସ୍ତଙ୍କୁ ଉଦ୍ଧାର କରନ୍ତୁ

  • @mamamantulifestyle
    @mamamantulifestyle Před 3 lety +11

    କାହାକୁ ଲୁଡୁ ଖେଳିବାକୁ ବେସି ଭଲ ଲାଗେ।। ଏଇଠି ଲାଇକ୍ କର ଦେଖିବା😘

  • @Not_uR_Gurllll
    @Not_uR_Gurllll Před 3 lety +81

    Natia Sister upare bi gote video banao.. She is so...Cute.. 😍❤️😘🤗

  • @9xm50
    @9xm50 Před 3 lety +3

    Nice Episode 👌😀

  • @sidharthanahak2195
    @sidharthanahak2195 Před 3 lety +16

    Sir great!!

  • @sivajdjxodsilla6183
    @sivajdjxodsilla6183 Před 3 lety +6

    ବର୍ଷା ପାଗରେ ଲୁଢୁ ଖେଳ ବଉତ ମଯା ଲାଗୁଛି 😂😂😂😂😘😘👍👍👍👍

  • @namitapanda1894
    @namitapanda1894 Před 3 lety +6

    ମୁଁ ଛୋଟବେଳେ ବହୁତ ludo ଖେଳିଛି ହେଲେ ମୋର ଆଗ ଏକେ ଦୁଇ ଖାଲି ପଡ଼ିଛି ସବୁଥିରେ
    ପାଚିଲା ଜାଗାକୁ ଆସିଲା ବେଳକୁ ହିଁ ଖାଲି ଛଅ ଛଅ ପଡ଼ିବ ସେଥିପାଇଁ ମୁଁ ludo ଖେଳିବା ଛାଡ଼ିଦେଇଚି
    ମୁଁ ludo game ସବୁଥିରେ ହାରେ
    କିନ୍ତୁ ମୋତେ ଏଇ ନଟିଆର ludo ଖେଳ ଭିଡିଓ ଭାରି ଭଲଲାଗିଲା Thank you Utkal Sir🙏🏻🙏🏻🙏🏻

  • @kishorebehera8763
    @kishorebehera8763 Před 3 lety +234

    ନଟିଆ ଭଉଣୀ ବିଷୟରେ ଗୋଟେ episode ହଉ,ସେ ବିଚାରି କେତେଦିନ ଏମିତି ଦୋଳି ରେ ଝୁଲିବ,ତଳକୁ ଆସୁ ଆଉ ଡାଙ୍ଗ କୁ ପାନେ ଦଉ

  • @ur_satya
    @ur_satya Před 3 lety +32

    ଆରେ ବା ଚାରିଜଣଯାକ ନିଜ ନିଜ ଲୁଡୁଗୋଟି colourର ସାର୍ଟ ପିନ୍ଧିଛନ୍ତି 😇😇

  • @sonashreesrichandan5619
    @sonashreesrichandan5619 Před 3 lety +1

    Bahut badhia sir ... Esabu dekhi satare pila dina katha mane padi jaye .... Truely amazing series...
    Sir gote chotia anurodh .. natia bhauni ekoisia episode asile bhala huanta ...

  • @subhendupradhan1661
    @subhendupradhan1661 Před 3 lety +76

    ଲୁଡ଼ୁ ଘର colours ସହ ସମସ୍ତେ shirt ମ୍ୟାଚ କରି ପିନ୍ଧିଛନ୍ତି 😀👍

  • @abinashsahoo2868
    @abinashsahoo2868 Před 3 lety +3

    Natia ❤️❤️❤️ comedy my favourite ❤️❤️❤️ love you all natia episode ❤️❤️❤️❤️ team 👍👍👍👍 nice very nice all natia episode 👍👍😭

  • @inocentboypapun5714
    @inocentboypapun5714 Před 3 lety +17

    Out standing 😘

  • @PkbOdiaTips
    @PkbOdiaTips Před 3 lety +1

    ଆଜିକାଲି ସମସ୍ତେ ଲୁଡୁ ଖେଳୁଛନ୍ତି ହେଲେ ମୋବାଇଲ୍ ରେ online
    #OdiaSmartMotivation

  • @thelegendarystatus9982
    @thelegendarystatus9982 Před 3 lety +7

    1st

  • @PkbOdiaTips
    @PkbOdiaTips Před 3 lety +30

    ଲୁଡୁ ଖେଳ ପାଲି ରେ ଡବାକୁ ହଲେଇ ଦାନା ପକେଇବାରେ ଯେମିତି ମଜା ମୋବାଇଲ୍ ରେ online ଖେଳିକି ସେମିତି ମଜା ଲାଗୁନି 👍♥️
    #ଓଡ଼ିଆMotivationଭିଡ଼ିଓ

  • @NiteshSharma-kz2cr
    @NiteshSharma-kz2cr Před 3 lety +10

    2 episode left 💖💖

  • @urfool676
    @urfool676 Před 3 lety +13

    Their shirt colour and their ludo colour is same
    Thank you for 12 likes

  • @virusbaba4322
    @virusbaba4322 Před 3 lety +32

    Mind taaja heigala 👍
    We r eagerly waiting for your video like kapil sharma show 👍

  • @kanhucharan5487
    @kanhucharan5487 Před 3 lety +42

    ଯେତେବେଳେ ମୁ ଲୁଡ଼ୁ ଖେଳେ ମୋର ଛ ଦାନ ପଡ଼େନି ସେତେବେଳେ ମୁ ଖେଳେନି କି କାହାକୁ ବି ଖେଳେଇ ଦିଏନି 😄😄😄

  • @Madhaba_Dora
    @Madhaba_Dora Před 3 lety +284

    ଏମିତି ବର୍ଷା ପାଗରେ ସାଙ୍ଗ ମାନଙ୍କ ସହିତ ମିଶି ଘରେ ଲୁଡୁ🎲 ଖେଳିବା କିଛି ଅଲଗା ମଜା ଅଛି😍😍🤣🤣

  • @rockyrocky8981
    @rockyrocky8981 Před 3 lety +43

    Natia's Village and village people are amazing 😁😁

  • @speechtellerwithcomedy7854

    ଲୁଡୁ ଖେଳ ର ମଜା ପୁରା ଅଲଗା THIS IS A BEST COMEDY 👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻

  • @stayblessed034
    @stayblessed034 Před 3 lety +2

    3 ta 6 cancel 😂 ..
    ... ❤️

  • @senapatilyricsstatus1711
    @senapatilyricsstatus1711 Před 3 lety +16

    କିଏ କିଏ ଛୋଟ ବେଳେ... ନଟିଆ ପରି Ludo ଖେଳୁଥିଲ.......
    ମୁଁ ତ ବହୁତ ଖେଳେ... 🤣🤣🤣

  • @dharitriswain3860
    @dharitriswain3860 Před 3 lety +1

    Barsa pagare ludu ra Maja...♥️♥️♥️

  • @speechtellerwithcomedy7854

    ଯେଉଁ ମାନଙ୍କୁ ଲୁଡୁ ଖେଳିବାକୁ ଭଲ ପାଅ 👍🏻👍🏻👍🏻👍🏻 ଲାଇକ୍ କର🙏🏻🙏🏻

  • @GayatriNayak259
    @GayatriNayak259 Před 3 lety +23

    Red, blue,green, yellow shirt wow

  • @nirmaljena8440
    @nirmaljena8440 Před 3 lety +16

    Love you all members for all the episode till now and in future also keep it up ❤❤❤

  • @bzubhue4095
    @bzubhue4095 Před 3 lety +2

    ନଟିଆ ର କଥାବାର୍ତ୍ତା ଠିକ୍ ନାହିଁ 😀😁😆

  • @akashkumarsahoo1728
    @akashkumarsahoo1728 Před 3 lety +22

    FANTASTIC ❤️ EPISODE ❤️

  • @dibyapriyanshi6054
    @dibyapriyanshi6054 Před 3 lety +8

    In the reany season, it's fun to play with friends at home.🥰🥰🥰

  • @senapatilyricsstatus1711
    @senapatilyricsstatus1711 Před 3 lety +12

    Mindblowing..... 🔥🔥🔥 ନଟିଆ.... 😇😇

  • @odialifestyleinodisha4649

    ଡ୍ରେସ ର ରଙ୍ଗ ଯେମିତି ଲୁଡୁ ଘର ର ରଙ୍ଗ 🙏🙏🙏❤❤❤

  • @a1_stoner_07_
    @a1_stoner_07_ Před 3 lety +4

    Ludo King😂🤣🤣
    Nice Natia ❤️❤️❤️🔥🔥🔥🔥
    My comment 396

  • @sanjaysahoo3530
    @sanjaysahoo3530 Před 3 lety +14

    Who noticed there shirt colour and ludo colour 😂😂

  • @rajarammohanrout9211
    @rajarammohanrout9211 Před 3 lety +6

    ବର୍ଷା ପାଗ ରେ ଲୁଡୁ ଖେଳିବାର ମଜା ପୁରା ଅଲଗା ପ୍ରକାର 😍

  • @sibaprasadsethi2619
    @sibaprasadsethi2619 Před 3 lety +44

    Remember the day... this sweet memory can't forgotten...💕😊

  • @AnjanaPatel-ze5vr
    @AnjanaPatel-ze5vr Před 3 lety +4

    First CMT mast vdo natia♥️

  • @NilaClassical
    @NilaClassical Před 3 lety +33

    Child Past is happy but young future is sad... 😇😇😇

  • @sons3374
    @sons3374 Před 3 lety +14

    Sweet memories in childhood time ☺️☺️

  • @RajeshNaik10
    @RajeshNaik10 Před 3 lety +6

    କିଛି ଶିକ୍ଷା ବିଷୟରେ ନେଇ କି ଭିଡିଓ କରାଯାଉ ।
    ଛୋଟ ଛୋଟ ପିଲାମାନେ ନଟିଆ କମେଡି ବେଶୀ ଦେଖୁଛନ୍ତି । ତାଙ୍କୁ କିଛି ଶିଖିବା ଜିନିଷ ମିଲିପାରୁ ନାହିଁ ।
    ଶିକ୍ଷାକୁ ନେଇ ପ୍ରତିଦିନ ଗୋଟିଏ ଗୋଟିଏ ଭିଡିଓ ବନାଯାଉ । ଯାହା ଫଳରେ ପିଲାମାନେ ପଢ଼ିବାକୁ ଆଗ୍ରହୀ ହେବେ ।

  • @senapatilyricsstatus1711
    @senapatilyricsstatus1711 Před 3 lety +5

    ଆହାଃ....... 😥 ନଟିଆ ମୋ ପିଲା ଦିନ କଥା ମନେ ପକେଇଦେଲା...... 😊😊....

  • @Trending_lyrics_07
    @Trending_lyrics_07 Před 3 lety +24

    ଭାଇ ଦୟା କରି ଏମିତି ଭିଡ଼ିଓ ଆଉ ବନାଓନି 😭। ପିଲା ବେଳ ର ସବୁ ସ୍ମୃତି ମନ ପଡ଼ି ଯାଉଛି। ଇଚ୍ଛା ହେଉଛି ପୁଣି ଥରେ ପିଲା ବେଳକୁ ଫେରି ଯିବାକୁ 😭

  • @akashkumarsahoo1728
    @akashkumarsahoo1728 Před 3 lety +27

    I ALWAYS WAITING FOR NEW NEW LOVELY EPISODE ❤️😀

  • @umakantyasraj7634
    @umakantyasraj7634 Před 3 lety +103

    Make an episode of natia sister's 21days

  • @jagabandhusahu2176
    @jagabandhusahu2176 Před 3 lety +22

    ଲୁଡୁ ଖେଳିବେ ବୋଲି ଡ୍ରେସ କୋଡ ଭି ଶେମ୍ କରାଯାଇଛି 😂👍✨

  • @prasantkumarjena8626
    @prasantkumarjena8626 Před 3 lety +9

    The most interesting charecter of world Natia we are proud utkal cartoons world all members I am waiting 200part come

  • @artistsoumyaranjan5748
    @artistsoumyaranjan5748 Před 3 lety +18

    Childhood days are best days in our life......
    Really superb episode......👍🏻👍🏻👍🏻

  • @anjankumarnayak3482
    @anjankumarnayak3482 Před 3 lety +9

    Good afternoon.... Natia bro..
    Memory is a way of holding on to the things u love, the things u r, the things u never want to lose....

  • @Madhaba_Dora
    @Madhaba_Dora Před 3 lety +7

    ଛୋଟବେଳେ ନଟିଆ ଭଳି କିଏ କିଏ ସାଙ୍ଗମାନଙ୍କ ମେଳରେ ବସି ଲୁଡୁ🎲 ଖେଳ ଖେଳୁଥିଲ ??ଆଉ ଭିଡିଓ ଟି କାହା କାହାକୁ ଭଲ ଲାଗିଲା ??plz cmt🎲🎲🎲
    🙏ଜୟ ଜଗନ୍ନାଥ🙏♥️

  • @subhsg8859
    @subhsg8859 Před 3 lety +5

    Samasta pila manakara shirt colour ludu colour sahita match karuchi 😂😆

  • @gudliscreations2830
    @gudliscreations2830 Před 3 lety +32

    Such a beautiful childhood game very interesting 😃😃

  • @madhusmitamohapatra1772
    @madhusmitamohapatra1772 Před 3 lety +4

    ବର୍ଷା ପାଗ ରେ ଲୁଡୁ ଖେଳ ର ମଜା ସହ 1plate ପକୁଡି ମନ କୁ କିଣି ନିଏ....

  • @speechtellerwithcomedy7854

    ନଟିଆ ପାଇଁ ଲାଇକ୍ ଗୋଟିଏ ହୋଇ ଯାଉ 🙏🏻🙏🏻

  • @kanhucharan5487
    @kanhucharan5487 Před 3 lety +3

    ଓ ନୋ ବିଚାରି ନଟିଆ ତା ଚଗଲାମୀ ପଇଁ ସବୁବେଳେ ତା ବାପା ହାତରୁ ମାଡ ଖାଉଛି 😁😁😁

  • @bindusmitamantry7997
    @bindusmitamantry7997 Před 3 lety +12

    Who loves the danga character ?😉😂

  • @rmodiasong2398
    @rmodiasong2398 Před 3 lety +2

    I love you natia channel

  • @bankanidhiroutaray5768
    @bankanidhiroutaray5768 Před 3 lety +45

    Natia is so excellent boy😂😂😂😂

  • @07_c_aryanpani72
    @07_c_aryanpani72 Před 2 lety +1

    Natia ra ahuri episode banantu bohot maza asuchi dekhibaku nija family sahita natia comedy

  • @aniture7094
    @aniture7094 Před 3 lety +118

    Everyone is gangster until the real gangster comes DANGO 🤣

  • @suvasmitadash1532
    @suvasmitadash1532 Před 2 lety +2

    ସାଙ୍ଗ ମାନଙ୍କ ସହ ମିଶି ଲୁଡୁ ଖେଳିବାରେ ଯେତେ ଆନନ୍ଦ ମିଳିଥାଏ, ସେହି ଆନନ୍ଦ ଆଉ କେଉଁଥିରେ ନାହିଁ। ପୁଣି ଥରେ ପିଲାଦିନର କଥା ମନେପକେଇଥିବାରୁ ବହୁତ -ବହୁତ ଧନ୍ୟବାଦ। Amazing story. Keep it up. 👌👌🥰🥰🥳🥳❤❤💝💝😇😇👍👍

  • @madhusmitamohapatra1772
    @madhusmitamohapatra1772 Před 3 lety +5

    जिनकी आंखें अच्छी होती हैं वे कमेंट देखें और लाइक करें💕♥️💕♥️💖💝💗💓💗💗

  • @brundabanajena5094
    @brundabanajena5094 Před 3 lety +1

    ବହୁତ ଭଲ

  • @akashkumarsahoo1728
    @akashkumarsahoo1728 Před 3 lety +10

    Childhood days our best day in our life 😘

  • @akjhumarvideo5202
    @akjhumarvideo5202 Před 3 lety +2

    Fantastic ❤️ episodes ❤️❤️

  • @speechtellerwithcomedy7854
    @speechtellerwithcomedy7854 Před 3 lety +10

    ENDING IS AWESOME AND MIND-BLOWING 👍🏻👍🏻👍🏻👍🏻

  • @kungfuustalyfoodmaking2479

    ସବୁଦିନେ ନଟିଆ ତା ବାପାଙ୍କଠୁ ମାଡ଼ ଖାଇବାଟା ଥୟ 🤣🤣

  • @OnlyLove667
    @OnlyLove667 Před 3 lety +10

    Ludu colour and shirt colour both are same epic😂😂😂

  • @bindassboylikun6881
    @bindassboylikun6881 Před 3 lety +1

    Tukumusiiiiiii au ludu khela❤️❤️❤️❤️❤️❤️❤️

  • @meghhxart_26
    @meghhxart_26 Před 2 lety +3

    Who noticed the ludo colours and natia and his friends shirt and his fathers shirt same colours ❤💙💛💚
    It also reminds me of Google

  • @sasmiofficial7470
    @sasmiofficial7470 Před 3 lety +1

    Aji bi natia bhauni achi 😘😘😘😘😘🤗😘🤗 thank you so much

  • @rajeshpratihari7051
    @rajeshpratihari7051 Před 3 lety +33

    I request an episode with all characters of natia comedy and it must based on flood and cyclone...

  • @bismitasalinimahakhud9685

    Ludo match 😝🥳😁

  • @shubhamkumarprusty6716
    @shubhamkumarprusty6716 Před 3 lety +32

    Danga character is so funny🤣🤣

  • @panchananajena5606
    @panchananajena5606 Před 3 lety +1

    Supper video natia bhie