Janha Raaija Re [Full Song] Vishwa Sundari

Sdílet
Vložit
  • čas přidán 29. 08. 2024
  • Song : Janha Raaija Re
    Album : Vishwa Sundari
    Artist : Bulu, Izee
    Singer : Suresh Wadekar
    Music Director : Kartik Sahu
    Lyricist : Guru Satpathy
    Music Label : T-Series

Komentáře • 1,7K

  • @user-mk8qq6hq9n
    @user-mk8qq6hq9n Před 7 měsíci +114

    କିଏ କିଏ ଏଇ ସୁପର ହିଟ୍ ଗୀତ କୁ ୨୦୨୪ ରେ ଶୁଣୁଛ Like କର❤

  • @Ranjitarr-hr1su
    @Ranjitarr-hr1su Před 7 měsíci +318

    କିଏ କିଏ ଏହି ଗୀତ ଟି କୁ 2024 ରେ ଶୁଣୁଚ ଲାଇକ କର❤❤❤

  • @pradeeppkstudio3906
    @pradeeppkstudio3906 Před 6 měsíci +52

    କିଏ କିଏ ଏଇ ଗୀତ କୁ 2024 ରେ ଶୁଣୁଜ 🥰❤️ ବହୁତ୍ ସୁନ୍ଦର ଗୀତ 💚❤️

  • @user-cw5pm4qt1t
    @user-cw5pm4qt1t Před 7 měsíci +12

    ପୁରୁଣା ହେଲେ ବି ସବୁଦିନ ପାଇଁ ମନକୁ ଶାନ୍ତି ଦେଉଥିବା ଏଭର୍ ଗ୍ରୀନ ସୁପର ହିଟ୍ ଗୀତ l ଆଜିକାଲିର ଲଙ୍ଗଳା ନାଚଗୀତର କିଛି ମହତ୍ତ୍ଵ ନାହିଁ l

  • @firojsahoo3045
    @firojsahoo3045 Před rokem +31

    ସୁରୁଜ ହେବ ସିନ୍ଦୂର ଟୋପା ପିନ୍ଧାଇବି ହସି ହସି ❤❤❤❤ଓଢଣା ଖୋଲି ଗଭାରେ ତୁମ ପାରିଜାତ ଦେବୀ ଖୋସି,,,wao। Very beautiful 👌👌👌👌

  • @igamemixentertainment279
    @igamemixentertainment279 Před rokem +361

    କିଏ କିଏ ଏହି ରୋମାଣ୍ଟିକ ଗୀତକୁ 2023..?ରେ ଶୁଣୁଛ.. ଲାଇକ୍ କମେଣ୍ଟ କରନ୍ତୁ..😜😇❤️

  • @samirdas-or7fm
    @samirdas-or7fm Před rokem +98

    ଯେଉଁମାନଙ୍କ ସ୍ମୃତି ଏହି ଗିତଟିରେ ଅଛି ତାହେଲେ like କରନ୍ତୁ ଜଣା ଯିବ କି କେତେ ଜଣଙ୍କ ସ୍ମୃତି ଏହି ଗିତଟିରେ ଅଛି

  • @prasantakunda9308
    @prasantakunda9308 Před 2 lety +15

    ଜହ୍ନ ସିନା ଭୁଲିଯାଏ
    ଦିନର ଆକାଶକୁ ।
    ମୁଁ କେବେ ଭୁଲିବିନି ଏ
    ପୁରୁଣା ଗୀତକୁ ।

  • @PaagalKhopdi
    @PaagalKhopdi Před 10 měsíci +49

    ସ୍କୁଲ ସ୍ମୃତି ତାଜା ହେଇଗଲା ❤ ହଁ ପ୍ରେମ କଣ ଜଣା ନଥିଲା କିନ୍ତୁ କଳ୍ପନାର ଦୁନିଆ ରେ ଜଣେ ପ୍ରେମିକା ଥିଲା ଆଉ ଏ ଗୀତ ତା ସଙ୍ଗେ ବସି ଗାଉଛି 😂 ସେ ଯାହାବି ଆଜିର ବାସ୍ତବତା ଠୁ ସେ ସମୟର କାଳ୍ପନିକ ଦୁନିଆ ବହୁତ୍ ଭଲ ଥିଲା

  • @sabitamaharana4166
    @sabitamaharana4166 Před 2 lety +20

    ଆଜି ଏ ଗୀତ କାନରେ ପଡ଼ିଲା ପରେ ପୁଣି ଥରେ ସେଇ ହଜିଯାଇଥିବା ପିଲାଦିନ କଥା ମନେ ପଡିଯାଉଛି ।ଏମିତି ହୁଅନ୍ତା କି ପୁଣି ଆମକୁ ଏଇ କଳାକାର ଓ ଆଲବମ ଜଗତ ଫେରିଆସନ୍ତା କି ।ସତରେ ବହୁତ୍ ମନେପଡୁଛି ସେ ପିଲାଦିନ କଥା ।

  • @abhilashnahak1019
    @abhilashnahak1019 Před rokem +17

    ଆଜି ସତରେ ଲାଗୁଚି ଜହ୍ନ ରାଇଜରେ ଜାଗା କିଣି ପାରିବା କାରଣ ଚଦ୍ରଜନ୍ ସଫଳ ହେଇଚି।

  • @samirkumarsethi8938
    @samirkumarsethi8938 Před rokem +7

    ପୁରୁଣା ସ୍ମୃତି ସବୁ ମନେ ପଡ଼ି ଯାଏ......
    ବହୁତ୍ ସୁନ୍ଦର ଗୀତ.....ସତରେ

  • @peskarmohanta7109
    @peskarmohanta7109 Před rokem +23

    ବୁଲୁ ଭାଇ ତମର ଆଉ ପୃଥିବୀରେ କଣ ଦେଖା ମିଳୁନି🌍🌍....🌙🌙 ଜନ୍ହ ରାଇଜରେ ରହିଗଲ ନା କ'ଣ....🤔🤔🤔

  • @jyotilive5986
    @jyotilive5986 Před 7 měsíci +32

    କିଏ କିଏ ଏଇ ଗୀତ କୁ 2024 ରେ ବି ଶୁଣୁଚ like କର ❤

  • @fact__store_
    @fact__store_ Před rokem +48

    ଆପଣ ମାନେ ଯଦି ଏହି ମଧୁର ଗୀତ ଟି କୁ
    ୨୦୨୨ ରେ ଦେଖିଥାନ୍ତି, ତାହେଲେ ଆଜିବି ସେଇ ଅଭୁଲା ଗୀତ ଟି ଆପଣ ମାନଙ୍କ ହୃଦୟ କୁ ଛୁଇଁବ

    • @BapaPuaOdishaVlogger
      @BapaPuaOdishaVlogger Před 6 měsíci +1

      ମୁଁ 2024 ରେ ବି ଦେଖୁଛି ଯେତେଥର ଶୁଣିଲେ ବି ଏଇ ଗୀତ ସବୁବେଳେ ନୂଆ ଲାଗୁଛି ।

  • @iassaumyaranjan155
    @iassaumyaranjan155 Před 2 lety +6

    ପୁରୁଣା ଦିନ ପୁରା ମନେ ପଡ଼ିଗଲା। କି ବଢିଆ ଗୀତ ସବୁ ଥିଲା ସେତେବେଳେ। ଏବେ ତ ସବୁ ବାହାର ଶବ୍ଦ ଦେଇ ଗୀତ କୁ ବେକାର୍ କରି ଦେଉଛନ୍ତି।

  • @akashpradhan8705
    @akashpradhan8705 Před 2 lety +3

    ସତରେ ଆଲବମ ଦୁନିଆ ବହୁତୁ ସୁନ୍ଦରଥିଲା ଯେତେବେଳେବି ଶୁଣିଲେ ନୁଆଁ ପରିଲାଗେ ଏ ଗୀତଶୁଣିଲେ ସେପାଚାଦିନ କଥା ମନେପଡ଼ିଯା ସ୍କୁରୁ ଫେରିଲାମାନେ ଟିଭି ପାଖକୁ ଦଉଡିଯାଉଥିଲୁ ଆଲବମ ଟାଇମି ଥିଲା 3 30 ରେ ବୁଲୁ ଭାଇ ଆଲବମ ବହୁତୁ ଭଲଲାଗେ 17 ବରସ ଝିଅଟିଏ ମତେ ଦେଇଥିଲା ପ୍ରେମପତର ସବୁ ଆଲବମ bhalalage🌹🌹🌹ବୁଲୁ ଭାଇ ଲୋଭ ୟୁ

  • @lotanbiswal5872
    @lotanbiswal5872 Před rokem +26

    ଅତି ସୁନ୍ଦର ଗୀତ
    କୁଆଡେ ଗଲା ସେ ପୁରୁଣା ଦିନ ଆମ ମାନଙ୍କ ପିଲା ଦିନ 😭😭😭

  • @words_of_soul
    @words_of_soul Před 9 měsíci +6

    ସୂରୁଜ ହେବ ସିନ୍ଦୂର ଟୋପା ପିନ୍ଧେଇବି ହସି ହସି
    ଓଢ଼ଣା ଖୋଲି ଗଭା ରେ ତମ ପାରିଜାତ ଦେବି ଖୋସି......lines❤

  • @GuddyLaddy
    @GuddyLaddy Před 3 lety +25

    ଏହି ଗୀତ ବାରମ୍ବାର ଶୁଣିଲାଣି l ଯେତେ ଶୁଣିଲେ ବି ନୂଆ ଲାଗେ l ବହୁତ ସୁନ୍ଦର ଭାବରେ ଲେଖିଛନ୍ତି ଗୀତିକାର ଏବଂ ଅତି ସୁନ୍ଦର ଭାବରେ ଗାଇଛନ୍ତି କଣ୍ଠ ଶିଳ୍ପୀ ମହାଶୟ 🙏🙏🙏l

  • @Kpdgtalworld
    @Kpdgtalworld Před rokem +12

    ଯେତେଥର ଶୁଣିଲେ ମଧ୍ୟ ଏ ଗୀତ ନୂଆ ଲାଗିବ ...
    ସେ ପୁରୁଣା ଗୀତ ସତରେ ଜୀବନ୍ତ ।

  • @abhisheksamal253
    @abhisheksamal253 Před 4 lety +615

    ସତ ରେ ପୁରୁଣା ସ୍ମୃତି 😘ର ଅନୁଭବ ଟି କେ ଅଲଗା. ଦିନ ଯେତେ ଆଧୁନିକ ହେଲେ ବି ପୁରୁଣା ଗୀତ ସହ ସମାନ ହେବନି 👌😘

    • @rameshbanua4983
      @rameshbanua4983 Před 4 lety +2

      Ramesh Chandra Banua

    • @pkkar..official..7451
      @pkkar..official..7451 Před 4 lety +14

      Satare bhai 😘😘😘 jete hele old is gold.

    • @sonaliswain8455
      @sonaliswain8455 Před 4 lety +12

      Absolutely ryt dr!! Juga jete adhunika hele b sei puruna Dina ra smruty sei puruna anubhuti ku kebe b nija jeeban ru durei hueni ....sei puruna Dina ku puni thare feri jibaku ichha hue old always gold 👌👌👌👌👍👍👍👍👍

    • @abhisheksamal253
      @abhisheksamal253 Před 4 lety +5

      @@sonaliswain8455 hmm sonali mam😘puruna smurti mane padigale mana ku bohut khusi lage, puni se samaya feri aasanta ki😘

    • @mrsubamok5361
      @mrsubamok5361 Před 4 lety +2

      Okokok

  • @singergoutamjally5347
    @singergoutamjally5347 Před rokem +7

    ବହୁତ ସୁନ୍ଦର ସ୍ବର ଶୁଣିବାକୁ ଶାନ୍ତି ଲାଗିଲା🙏🙏🙏🙏🙏

  • @merebaappehleaap2529
    @merebaappehleaap2529 Před rokem +25

    ନୂଆ ବାହାଘର ହୋଇଥିବା ଦମ୍ପତି ମାନଙ୍କ ପାଇଁ ଏହି ସୁନ୍ଦର ଗୀତଟିକୁ ଗୀତିକାର ଉସର୍ଗ କରିଛନ୍ତି 😎😍😘🥰😇🙏👍

  • @nayaktitu7347
    @nayaktitu7347 Před rokem +15

    ମୋ ଜୀବନର ସବୁଠୁ ବେଷ୍ଟ ଗୀତ 😊

  • @Bisu_lifestyle_vlog
    @Bisu_lifestyle_vlog Před rokem +10

    ଭାଇ ମାନେ ବିଶ୍ୱାସ କର ମୁଁ ଆଜିକା ପିଲା ତଥାପି ଏ ଗୀତ ମୋତେ ବହୁତ୍ ଅକ୍ରଶିତ କରିଛି କାଇଁ ସେ ପିଲା ଦିନ 😢😢

  • @pkkar..official..7451
    @pkkar..official..7451 Před 4 lety +11

    A puruna samaya ku mane pakidauchi .khas a album video industry puni feri aasanta ki.😔😔😔😔tathapi kahuchhu old always Gold 🤗🤗🤗

  • @sunilbidika9037
    @sunilbidika9037 Před 9 měsíci +3

    ମୁଁ ୨୦୨୩ ରେ ଏହି ଗୀତ କୁ ଶୁଣିଲେ ମଧ୍ୟ ସେ ପୁରୁଣା ସୃତି ହିଁ ମନେପଡେ Love this song...

  • @PrakashPatel-ne5tq
    @PrakashPatel-ne5tq Před rokem +5

    ୨୦୨୩ ରେ କିଏ କିଏ ଶୁନୁଚ ❤😮

  • @AshutoshTripathy-tl4dx
    @AshutoshTripathy-tl4dx Před 7 měsíci +3

    Bahut dina pare a gita suni mind fresh heigala 😅😊😊

  • @chandanpanda177
    @chandanpanda177 Před 2 lety +3

    ସୁନ୍ଦର, ମଧୁର ଗୀତ ।କୁଆଡେ ଗଲା ସେ ସମୟ

  • @er.manassethy1809
    @er.manassethy1809 Před rokem +16

    ଆଉ କିଏ କିଏ chandrayn -3 ଜହ୍ନରେ landing ହେଲା ପରେ ଏ ଭିଡ଼ିଓ ଦେଖୁଛ like kara👍👍😂😂😂

  • @soumyaranjansingh9314
    @soumyaranjansingh9314 Před 2 lety +5

    The first INDIAN to brought property in JNAHA RAIJAA.

  • @judhistirpradhan8769
    @judhistirpradhan8769 Před 4 lety +9

    Bulu bhai jie ki first Odia peson janha re plot kinichhanti . Lovely song mind-blowing.

  • @sukalyanidas8862
    @sukalyanidas8862 Před 4 lety +178

    Most of childhood memories with this songs, na se piladino pheribo na emiti geeto au milibo 😓😓just love this song

  • @explorewithanurag2196
    @explorewithanurag2196 Před rokem +3

    ଏଇ ଗୀତ ସତରେ ଆଜି ସତ ହେଇଗଲା... ଜହ୍ନ କୁ ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତ ଜହ୍ନରେ ପାଦ ଥାପିଲା 🌎🚀🌙🌜 #ishro 🇮🇳

  • @musicattraction143
    @musicattraction143 Před 7 měsíci +4

    Who will listen this song on 2024 please like it ❤
    It's amazing and romantic ❤

  • @soumyajitrout8653
    @soumyajitrout8653 Před 4 lety +8

    Bhi pila dina katha bahut mane padhuchi ae song ku suniki
    Really legendary song

  • @gopalputel3430
    @gopalputel3430 Před rokem +15

    କିଏ କିଏ ଜହ୍ନ ରାଇଜ ରେ ଜାଗା କିଣିବା କୁ ଚାହୁଁଛନ୍ତି କି fanally chandrayan 3 ପହଞ୍ଚି ଯାଇଛି

  • @sunakarlifestyleandcreatio4769

    Old is gold.. Bulu Bhai is far better than today's ollywood star

  • @siddhubaby9817
    @siddhubaby9817 Před 7 měsíci +5

    ଏହି ଗୀତକୁ କିଏ କିଏ ୨୦୨୪ ରେ ଦେଖୁଛ ଦୟାକରି 👍 ଜଣାନ୍ତୁ ଓ କମେଣ୍ଟ ମଧ୍ୟ କରନ୍ତୁ।

  • @pragynasmitaacharya419
    @pragynasmitaacharya419 Před rokem +2

    Mate ebe 22 yr still ei Gita ku ajijaye sunile mind fresh lage 🙂

  • @dibyacreation2023
    @dibyacreation2023 Před rokem +5

    2023 re jou Mane a Gita dekhucha like kara

  • @sanjibmajhiyadav9746
    @sanjibmajhiyadav9746 Před 2 lety +3

    2022 ରେ ଏ ଗୀତ କୁ ମନେ ରଖିଛ ❤️❤️❤️

  • @adityanarayanchoudhury2289
    @adityanarayanchoudhury2289 Před 5 lety +168

    m listening it after 10yrs because it came suddenly into my mind and fall in love with the song ......i had heared this when i was 10-11 yrs old and now came into my mind after 10 yrs ........
    again love it and love from berhampur ....... mmmmwaaahhhhhhh

  • @DrAkshayKumarDutta
    @DrAkshayKumarDutta Před rokem +8

    ଯିଏ ଜନ୍ହ ରେ ଘର କରିଥିଲେ ତାଙ୍କୁ ଏତିକି ଅନୁରୋଧ ଆମ ଚଦ୍ରୟାନ ୩ କୁ ସ୍ଵାଗତ କରିବେ

  • @anjalipadhyofficial
    @anjalipadhyofficial Před 4 lety +77

    Ei type song, lyrics, music au music director abe au nahanti ❤️

  • @alokmallick8017
    @alokmallick8017 Před 5 lety +17

    ମୋ ପିଲାଦିନ ଗୀତ 😊👌

  • @user-dx8fq2ok4e
    @user-dx8fq2ok4e Před rokem +5

    Chandrayan 3 remember this song again... A lot of thanks to isro

  • @keshabchandramohapatra3098
    @keshabchandramohapatra3098 Před 5 lety +588

    ଆଲବମ ଯୁଗ କୁଆଡେ ଗଲା ।ଦୟାକରି ଏ ଭଳି ଗୀତକୁ ଫେରାଇଆଣ ।ଯୁଗ ଗଡି ଯାଉଛି କିନ୍ତୁ ଏ ଗୀତ କୁ କେହି ଭୁଲି ପାରୁନାହାନ୍ତି

  • @sujitswain9581
    @sujitswain9581 Před 4 lety +12

    2020 ରେ କେଉଁମାନେ ଶୁଣୁଛନ୍ତି

  • @niranjanpradhan4823
    @niranjanpradhan4823 Před 4 lety +225

    2020 re kie kie dekhucha like kara
    👎

    • @111-philipjibranthmandal7
      @111-philipjibranthmandal7 Před 4 lety +3

      10 year pore dekuchi

    • @Dkp00091
      @Dkp00091 Před 4 lety +5

      2020 kn jou Jain egitq you tube re asuthiba dekhuthibi

    • @Odia_Crick_Update
      @Odia_Crick_Update Před 3 lety

      Mora Sabu old song Bhalo lage
      Auu ebe jau gita ga gauchhanti seiga ki singer kukura tanka thu Bhalo bhoke my fouvorite old song.❤️👍👍👍👍

  • @deepkumardalai7153
    @deepkumardalai7153 Před rokem +24

    BEST TIME OF ODIA ALBUMS ❤️❤️❤️❤️😭😭

  • @subratsingh8446
    @subratsingh8446 Před 4 lety +174

    This song use to be sung by my mom during childhood when I'm not sleeping ,,happy moments

  • @jyotivlogandstory6209
    @jyotivlogandstory6209 Před 4 lety +144

    Lockdown re e romantic song kie kie sunuchanti like here.

  • @pintukhamaripintu7656
    @pintukhamaripintu7656 Před 4 lety +1

    ବହୁତ ସୁନ୍ଦର ଗୀତ

  • @sobhankumarnayak9412
    @sobhankumarnayak9412 Před rokem +9

    It was a Golden Era 🎉🎉 of all 90s kids missing those memories also this type songs.

  • @reetwikraz6338
    @reetwikraz6338 Před rokem +3

    Jeen rahi thiba juga juga ku such a peaceful sound 😊😊😊😊😊

  • @manasjena9369
    @manasjena9369 Před 2 lety +9

    Music director Kartika sahu💐, Lyricists Guru Satpathy 💐and Singer Suresh Wadekar💐 all are fabulous 👌♥️ evergreen odia album 👌👌 Old is gold 👌

  • @sikendrasahoo8222
    @sikendrasahoo8222 Před 5 lety +108

    Bulu bhai fan like here 😂✌

  • @jagannathbehera3763
    @jagannathbehera3763 Před 4 lety +44

    JAI HIND 🇮🇳....JAI JAGANNATH 🙏 🙏..... ONE OF MY FAVORITE SONG FOREVER

  • @RAJKUMARDANDSENA
    @RAJKUMARDANDSENA Před 5 lety +39

    OLD IS GOLD!

  • @amitmahakud2631
    @amitmahakud2631 Před 2 lety +1

    ମୋ ପିଲାଦିନ ର ଗୀତ, Still love this song 💙💙.

  • @subratkumarswain8411
    @subratkumarswain8411 Před 5 lety +238

    Kon kon 2019 me ye song sun raha hai plz.. like

  • @chittaranjanraula1967
    @chittaranjanraula1967 Před 2 měsíci

    ଆଦ୍ୟ ଯୌବନ ସୁନ୍ଦର ସ୍ମୃତି ବହନ କରୁଥିବା ଗୀତ ସବୁ ଆଜି ବି ହୃଦୟକୁ ଛୁଇଁ ଯାଏ।

  • @user-zd8kd2dw6t
    @user-zd8kd2dw6t Před 5 lety +60

    The first man in the world to buy land in moon 🌒 and built house on it ... One and only Bulu Bhai

  • @crazystatus1835
    @crazystatus1835 Před rokem +2

    Best Old album ...

  • @desibeans8560
    @desibeans8560 Před 5 lety +39

    Still this song has a separate fan base..
    Do u love this song ? Hit Like

  • @rajatbehera2333
    @rajatbehera2333 Před 4 lety +1

    Bulu Bhai manibaku padiba tumaku. Tume 1st loko jiyea janha re jaga kinicha. Bdw song was mind-blowing

  • @rajkishornayak5683
    @rajkishornayak5683 Před 4 lety +8

    Kon kon 2020 me y gana sunra hai like plz

  • @goudhansabar5817
    @goudhansabar5817 Před 10 měsíci

    ସତରେ ସେହି ପୁରୁଣା ଗୀତ ହିଁ ମନ କୁ କିଣି ନିଏ ❤❤

  • @debasisudgata3550
    @debasisudgata3550 Před rokem +16

    This song .. means alot to me...
    Feeling the same vibe after 11 year of this music 🎶 ...
    Getting goosebumps while listening to this song lyk 1st tym
    Sukoon walla song 🥰❤️

  • @SubhamKumar-pm5fm
    @SubhamKumar-pm5fm Před rokem +2

    2004-Till Now
    My All Time Favourite Romantic Evergreen Song.
    ❤️💚💛💙🧡💜💘💓💝💖

  • @gitanjalibarik3279
    @gitanjalibarik3279 Před 5 lety +31

    One of my favorite song..... 😘

  • @abinashbehera3363
    @abinashbehera3363 Před 3 lety +1

    Satare se pila Dina ra Smruti ku mane pakeidie. E vali mana chuan sundar Gita.. ❤❤ Ajira adhunika Dunia Jete ageile b aji ka gita re e vali madhurata nahi..Kete sundar swara. Thnku Suresh Wadkar Sir ❤❤❤

  • @nirakardas1420
    @nirakardas1420 Před 5 lety +22

    I miss you bulu bhai

  • @kishoredas675
    @kishoredas675 Před 7 měsíci +1

    କିଏ କିଏ ୨୦୨୪ ରେ ଏହି ରୋମାଣ୍ଟିକ ଗୀତଟି ଶୁଣୁଛନ୍ତି ରାତି ୧୦:୦୪

  • @parthasarathimahapatra7175

    Who else has come here after chandrayaan 3 success

  • @jasminjena3588
    @jasminjena3588 Před rokem +1

    Childhood memories sete bale album song jemiti feel kara a Abe semiti song mana nkare feels asuni old is gold❤❤

  • @priyadarshinisamal5560
    @priyadarshinisamal5560 Před 4 lety +17

    Old album song always my favourite sng

  • @gajananachoudhury686
    @gajananachoudhury686 Před rokem

    ପୁରୁଣା ଗୀତ ସହ ଆଧୁନିକ ଗୀତ ତୁଳନା କରା ଯାଇ ପାରିବ ନାହିଁ ଏତେ ସୁନ୍ଦର ରଚନା!❤️❤️❤️❤️❤️❤️❤️❤️❤️❤️❤️

  • @racingtech2585
    @racingtech2585 Před 5 lety +22

    In most of his album songs Bulu bhai's cuteness n his walking style..👌 unique

  • @subratnayak1936
    @subratnayak1936 Před 4 lety +1

    Kete Sundar Gita really mu school Ru asise e Gita sunuthili kete Sundar se Dina

  • @ashutoshnayak2876
    @ashutoshnayak2876 Před 5 lety +209

    After realise chandryan2...isro's fav song" janha raija re jaga te kinici" 😄

    • @srikantadakua3633
      @srikantadakua3633 Před 5 lety +3

      R8 brother...

    • @sudhanshumeher4872
      @sudhanshumeher4872 Před 4 lety +1

      Best. Song

    • @ritikamishra4776
      @ritikamishra4776 Před 4 lety +2

      Nice dad jokes,boomer lol

    • @bikramsoren9870
      @bikramsoren9870 Před 3 lety +1

      Excellent thinking bro

    • @SpiceOdisha
      @SpiceOdisha Před 3 lety +8

      ଇଂରାଜୀ ଭାଷା କିଛି ଜାନିଛ ବୋଲି। ଓଡ଼ିଆ ସଂଗୀତ କୁ ହସରେ ଉଡଉଛୁ . Out of odisha, what is ur identity ...and one thing in ur life jadi ete practical toh mind. Tahele ethi odia song ku comment na kariki ISRO re toh name ame news re dekhithantu.

  • @babukhatua3880
    @babukhatua3880 Před rokem +2

    So beautiful song

  • @sonalitripathy401
    @sonalitripathy401 Před 5 lety +23

    Love this song❤️. Old is gold..

  • @jatindramahakud
    @jatindramahakud Před měsícem +1

    Golden time of Odia industry ❤

  • @advocatesubhalaxmi.mohanty8796

    mind blowing composition with marvelous voice. simple sweet.

  • @tutuparida5603
    @tutuparida5603 Před 2 lety +2

    So what ?? I'm not a kid of this generation still I always likes these types of golden odia album songs... with best or meaningful lyrics 😘😘😘😘🥀

  • @soumyadalei5343
    @soumyadalei5343 Před 4 lety +5

    Miss you old 😘😘 album

  • @chandansahoo7753
    @chandansahoo7753 Před rokem +1

    ପିଲା ଦିନ କଥା ମନେ ପଡିଗଲା ❤️❤️❤️❤️❤️

  • @santoshkumardas7207
    @santoshkumardas7207 Před 5 lety +10

    Full mind glowing album. Who is like this album Pl like

  • @dillipnaik6236
    @dillipnaik6236 Před 5 měsíci

    Ae sundar geeta tiku mun download kari sabu deen sunuchhi❤❤❤❤

  • @nirojpradhan5075
    @nirojpradhan5075 Před 4 lety +49

    I listen after 22 years old this song

  • @user-sc3pb6le2n
    @user-sc3pb6le2n Před 2 měsíci

    ଭଲ ପାଇବା ଲୋକଙ୍କୁ ବହୁତ ଭଲ ଲାଗୁଚି ❤🌹🌹👌🏼👌🏼👌🏼

  • @suvasmitanarendra8540
    @suvasmitanarendra8540 Před 3 lety +3

    This is my all time favourite song... this is not only a song but a part of my life.. Mora sukha ,dukha ,hasa , luha,aau kichi abhula smruti ya saha jodi hei rahichi..

  • @Jeevan1khoj
    @Jeevan1khoj Před rokem +1

    School time yaad aa gaya..🤔💕💌👩‍❤️‍👨👩‍❤️‍💋‍👨💔

  • @barsha0247
    @barsha0247 Před 4 lety +6

    Janha ☀️☀️☀️raijare....,.....la...la...la.....

  • @PuspalataSing
    @PuspalataSing Před rokem +1

    ପୁରୁଣା ସ୍ମୁତି😮ର ଅନୁଭବ ଟିକେ ଅଲଗା

  • @ramachandra1559
    @ramachandra1559 Před 4 lety +7

    Beautiful album song.sweet voice.most