Dharmendra Pradhan vs Aparajita Sarangi war Begins in Odisha BJP ! ଧର୍ମେନ୍ଦ୍ର vs ଅପରାଜିତା

Sdílet
Vložit
  • čas přidán 28. 08. 2024
  • News Adda is an excellent Web News Channel. News Adda analyses deeply and explain issues with minute detail without any biases..
    Stay tuned for best analytical and interesting videos.
    #NewsADDA
    Facebook / newsaddaodisha

Komentáře • 258

  • @purusottamjena6436
    @purusottamjena6436 Před 3 lety +22

    ମାଡାମକଂ ମତ ଠିକ ମତ ଅଟେ। ବି ଜେ ପିର ଅନ୍ୟ ନେତାମାନେ ବିଜେଡିର ନେତାମାନଂକ ଚାଲ ବୁଝି ପାରିନଥିବେ

  • @durgaprasadmahabhoi9112
    @durgaprasadmahabhoi9112 Před 6 měsíci +4

    Mdm aparajita is the only and one suitable candidate for c m of odisha

  • @Mahadevlover07
    @Mahadevlover07 Před 3 lety +15

    Aprajita mam is great 👍 Leader...IAM heartly salute to her❣️❣️❣️

  • @saisupravanayak
    @saisupravanayak Před 2 lety +8

    If Aparajita mam declared as CM candidate of Odisha BJP party then coming election will win BJP sure otherwise BJP has no chance to win again and again

  • @sarojkumarnayak9448
    @sarojkumarnayak9448 Před 2 lety +11

    ଧର୍ମେନ୍ଦ୍ର ପ୍ରଧାନ କେବେବି ମାଡାମ ଅପରାଜିତା ଙ୍କ ସହିତ ସମକକ୍ଷ ହୋଇପାରିବେ ନାହିଁ। ସେ ଜ୍ଞାନ ଧର୍ମେନ୍ଦ୍ର ପ୍ରଧାନର। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅପରାଜିତା ଷଡଙ୍ଗୀ ମାଡାମ ହିଁ ଉପଯୁକ୍ତ ଯିଏ କି ଓଡିଶା ବାସୀ ଙ୍କୁ ସଠିକ୍ ଶାସନ ଦେଇପାରିବେ।

  • @dasharathiroutray7176
    @dasharathiroutray7176 Před 2 lety +2

    Aparajita madam will be a good honest corruption free CM for suffering backward Odisha

  • @krushnaballavpatnaik6305
    @krushnaballavpatnaik6305 Před 3 lety +11

    Dharmendra has made petrol price more than Rs.100/- in Odisha. He will never be accepted by Odisha. When he became minister petrol price was Rs.48/-. He is absolutely an inefficient politician as well as leader.

  • @rajendrakumarpandarajendra5530

    Actually people of odisha favoring to aparajita sadangi. Because aparajita sadangi was a good administrator she is a honest person.. If she will take leadership of bjp party there is chance to come bjp in Odisha coming election.

  • @ramanathnanda5995
    @ramanathnanda5995 Před 2 lety +8

    Aparajita madam is the daughter in law of Odisha.every people know about the role of the daughter in law for developing her home.aparajita madam is not only a good administrator but also a good politician too.she has proven it within few days .

  • @bijaykumarbehera1825
    @bijaykumarbehera1825 Před 2 lety +3

    ମନ୍ଦିର ସମ୍ମୁଖରେ W.W.S.Y....DHARA ର
    ଏକ ଅଫିସ ରହିବା , ନିହାତି ଦରକାର ଅଛି ।

  • @m.rprabhat6270
    @m.rprabhat6270 Před rokem +2

    Aparajita our cm

  • @srisaidesignvastu9209
    @srisaidesignvastu9209 Před 3 lety +4

    Aparajita good administrator

  • @msatapathy4480
    @msatapathy4480 Před 3 lety +17

    Aparajita mam is the best

  • @sasanksekharaswain9208
    @sasanksekharaswain9208 Před 3 lety +17

    Aparajita madam ଭଳି ଓଡ଼ିଶାରେ ନେତ୍ରୀ ନାହାଁନ୍ତି, ତାଙ୍କ ଗୋଡ ଟାଣ ନ୍ତୁ ନାହିଁ

  • @deepaknaik9947
    @deepaknaik9947 Před 2 lety +2

    ବହୁତ ସୁନ୍ଦର news

  • @prasantchinara9911
    @prasantchinara9911 Před 5 měsíci +1

    Aprajita be cm candidate of odisha

  • @adyashabehera9390
    @adyashabehera9390 Před 3 lety +7

    ରାଜ୍ୟର ଆନ୍ତରୀଣ ବିକାଶରେ ଏ ଦୁଇ ଜଣ ହେଉଛନ୍ତି ମୁଖ୍ୟ କଣ୍ଟା ରାଜ୍ୟରେ ହେଉଥିବା ବିକାଶ କାଯ୍ୟ ଏ ଦୁଇ ଜଣ ଦେହରେ ଯାଏନାହିଁ ତେଣୁ ଏ ଦୁଇ ଜଣ ସଦାବେଳେ ଗଣମାଧ୍ୟମ ସାମ୍ନାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥାନ୍ତି

  • @kailaschandrasahu4639
    @kailaschandrasahu4639 Před 3 lety +12

    Aparaji be c m candidate of ofishs

  • @rakeshmohapatra5501
    @rakeshmohapatra5501 Před 3 lety +8

    ବିଜେପି ଦଳ ରାଜ୍ୟ ସରକାର ଙ୍କ ବିକାଶ ରେ ଆଉ ବାଧା ସୃଷ୍ଟି କରିବା ପାଇଁ ସାହସ ମଧ୍ୟ କରୁନି , କିନ୍ତୁ ବିହାରୀ ମାଡ଼ମ ଆମ ଓଡିଶାର ନୁହଁ ସେଥିପାଇଁ ରାଜ୍ୟ ସରକାର ଙ୍କ ବିକାଶ ରେ ବାଧା ସୃଷ୍ଟି କରିବା ପାଇଁ ପ୍ରଣା ପ୍ରଣେ ଚେଷ୍ଟା ଚଳେଇଛନ୍ତି 🙄🙄🙄🙄🙄

  • @trinathbeuria4202
    @trinathbeuria4202 Před 3 lety +3

    ପ୍ରତ୍ୟେକ ଜାତୀୟ ଦଳରେ କିଛି କିଛି ମତ ପାର୍ଥକ୍ୟ ସ୍ଵାଭାବିକ ଭାବରେ ରହିଥାଏ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏହାର ଅର୍ଥ ନୁହେଁ ଏହା ଏକ ଦଳୀୟ କନ୍ଦଳ ।

  • @tezswotripathy7264
    @tezswotripathy7264 Před 3 lety +4

    ଏଇଟା ର କାମ କିଛି ନାହିଁ l ଖାଲି ଧର୍ମେନ୍ଦ୍ର ଆଉ ଅପରାଜିତା ବିରୁଦ୍ଧରେ କହ l ନିଜେ ନିଜେ ଗୋଟେ ଉପନ୍ୟାସ ଲେଖେ l

  • @trilochanpatnaik914
    @trilochanpatnaik914 Před 3 lety +4

    ମଠ ଗୁଡ଼ିକ ଯାହାର ସମ୍ପର୍କ ଶ୍ରୀ ମନ୍ଦିର ସହିତ ଶହ ଶହ ବର୍ଷ ଧରି ଥିଲା, ସେଗୁଡିକୁ ମାଟିରେ ମିଶାଇ ଦେବା କଣ ଜଗନ୍ନାଥ ମନ୍ଦିର ର ଓ ପୁରୀ ର ବିକାଶ? ଯଦି ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା BJD dala ର ମୁଖିଆ ଓଡ଼ିଶା ଇତିହାସ ରେ ଆଉ ପୁରାତନ ମଠ ଓ ଛୋଟ ଛୋଟ ମନ୍ଦିର ଗୁଡ଼ିକର ଆବଶ୍ୟକ ନାହିଁ, ତାହାହେଲେ ଓଡ଼ିଶା ବାସୀ କି ଈଶ୍ୱର କ୍ଷମା କରିବେନି।

  • @srisaidesignvastu9209
    @srisaidesignvastu9209 Před 3 lety +7

    She is fitest for future CM of Odisha.
    She not only BJP worker ,She is good leader.

  • @salilkumar9703
    @salilkumar9703 Před 6 měsíci +8

    ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଦଳକୁ ଚାଲିଯାଆନ୍ତୁ ଏଥିରେ ତାଙ୍କର ହିଁ ମଙ୍ଗଳ ହେବ

  • @rasmitabehera3300
    @rasmitabehera3300 Před 3 lety +5

    ସରକାରଙ୍କ ବିକାଶମୂଳକକାର୍ଯ୍ୟ ଦେଖି ସହ୍ୟ କରିପାରୁନାହାନ୍ତି ବିଜେପି ନେତା ଓ ନେତ୍ରୀ |

  • @malayabhoi261
    @malayabhoi261 Před 3 lety +7

    ବିଜେପି ଚାହୁଁନାହିଁ କି ଓଡିଶାର ବିକାଶ ହେଉ ତେଣୁ ଓଡିଶା ସରକାରଙ୍କ ଓଡିଶା ବିକାଶ କାର୍ଯ୍ୟ ଦେଖି ସହ୍ୟ କରିପାରୁନାହାନ୍ତି

  • @nandakishorepanigrahi5307

    Aparajita madam ku daruchanti natamane karana Aparajita madam bhala leader

  • @satyanarayanmishra3342
    @satyanarayanmishra3342 Před 3 lety +5

    No war-No peace !

  • @debaparhi2535
    @debaparhi2535 Před 3 lety +24

    ଫୁଲ ଗଛ ଲଗେଇଲେ ବିକାଶ ହେବନି। ଚୁତିଆ ଙ୍କ ଭଳି କଥା କୁହନି।

  • @lingarajdalua524
    @lingarajdalua524 Před 2 lety +8

    ଧର୍ମେନ୍ଦ୍ର ପ୍ରଧାନ ଗୋଟେ ବଧ ପାଗଳ ଅଜୋଗ୍ୟ ଅପାରଗ ଦିତୀୟ ନବୀନ ଶ୍ଵାଥପର ଗାଲୁଆ ଧର୍ମେନ୍ଦ୍ର ବୋପାକିଏ

    • @user-is7rv3df7u
      @user-is7rv3df7u Před měsícem

      ତୁ ତ ଲେଖିବାପାଇଁ ବି ଯୋଗ୍ୟ ନୁହେଁ ବେସି ବିରୁଦ୍ଧରେ ଯିବାକୁ ଆଉ ଚେଷ୍ଠା କରେ ନାହଁ ବେକାରେ ଲାଜରେ ପଡ଼ିବ

  • @pranaballavaprusty6696
    @pranaballavaprusty6696 Před 2 lety +2

    ଧର୍ମେନ୍ଦ୍ର ବାବୁ. ତୁମସାକାଶେ ଓଡିଶା ବି ଯେ ପି ତଳକୁ ଯାଉଛି ତୁମକୁ ବଇଲ ବିଷୟରେ ତୁମକୁ ଜଣାନାହିଁ. ଅପରାଜିତାକୁ ବ୍ଲେମେକାରୀକୁ ଛାଁହୁଛ ଟାଟୁ୍ମଜୀବନରେ. ତୁମେ ମୁଖ୍ୟମନ୍ତ୍ରୀ ହୋଇପାରିବନାହିଁ.

  • @kalandinayak463
    @kalandinayak463 Před 3 lety +6

    Telara ta vikas helani , au kan vikas heba . Really Aparajita madam is a great leader of Odisha bjp.

  • @user-um7gb1ol1z
    @user-um7gb1ol1z Před 4 dny

    The role of Smt Aparajita Sarangi Hon'ble M P to earn popularity,confidence from people by her hard struggle is to be better understood.Her constructive attitude and involvement familiarly with people moving towards development is most appreciable and welcomed.
    With regards
    Ganeswar Rout.

  • @samirapatra4351
    @samirapatra4351 Před 3 lety +5

    ରାଜ୍ୟ ସରକାରଙ୍କ ଭଲ କାମ ଏହି ଦୁଇ ଜଣଙ୍କ ଦେହରେ ଯାଉନି l

  • @pranaballavaprusty6696
    @pranaballavaprusty6696 Před 2 lety +3

    ଧର୍ମେନ୍ଦ୍ର ଜଡିସାହସ ଅଛି ଓଡିଶାରୁଥିୟାହୋଇ ଏମଲ ପାଇଁ ଲଢ଼

  • @sonupraharaj6030
    @sonupraharaj6030 Před 3 lety +4

    ମକୁ ଭାଇ ଓ ଅପରାଜିତା madam ଦୁଇ ଜଣ ଯାକ ଚାହୁଛନ୍ତି, କିପରି ଓଡ଼ିଶା ଜନସାଧାରଣ ଅଧିକରୁ ଅଧିକ ହଇରାଣ ହୁଅନ୍ତୁ, ଆଉ ଆମ ଗୋଡ଼ ତଳକୁ ଆସନ୍ତୁ, ସେମାନେ ଜାଣି ରଖିବା ଦରକାର ଯେ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ସାରା ଓଡ଼ିଶା ଜାତିର ବିକାଶ ହିଁ ହେବ।

  • @Debakinandan.odisha
    @Debakinandan.odisha Před 3 lety +13

    Aparajita sarangi best

  • @kailashchandrapadhiary5512

    Both leaders are excellent !

  • @abhayapradhan5874
    @abhayapradhan5874 Před 3 lety +4

    Aparajita madam se win

  • @banshidharpatra5160
    @banshidharpatra5160 Před 5 měsíci +1

    ଏ ଦୁହେଁ ଯାକ ଓଡ଼ିଶା ପାଇଁ ଅନ ଫିଟ, ବହୁତ୍ ଭୋଟ ରେ ହାରିବେ

  • @pramodpanda8976
    @pramodpanda8976 Před 3 lety +5

    Nabinababu Dharmendra Babu Gotia mudrar Duiti paswa

  • @prunamahantw833
    @prunamahantw833 Před 5 měsíci

    We support madam aparajita

  • @stylestar486
    @stylestar486 Před měsícem

    ଧର୍ମେନ୍ଦ୍ର ପ୍ରଧାନ ✅✅✅✅✅✅✅✅✅✅

  • @hemantasatapathy6665
    @hemantasatapathy6665 Před 5 měsíci +1

    Dharmendra Bhai is not at all equivalent with Aparajita Sarangi from any sides.He may be a leader but his leadership not appreciable.Within few days in politics Aparajita takes lots of drastic steps for the people of Odisha.She should be thenext CM of Odisha.

  • @ashokkumarparida2774
    @ashokkumarparida2774 Před 6 měsíci +1

    Ok Thanks

  • @debiprasadpanda3007
    @debiprasadpanda3007 Před 3 lety +14

    Dharmendra pradhan thu aparajita best

  • @prakashchandraacharya119
    @prakashchandraacharya119 Před 2 měsíci

    ଓଡ଼ିଆ ଅସ୍ମିତା ପାଇଁ ଆପଣ ମାନେ କହୁଛନ୍ତି ଆଉ ଆପଣ ମାନେ ଇଂଲିଶ ରେ ପଢ଼ିଦେଉଛନ୍ତି ଓଡ଼ିଆ ବାଲେ କିପରି ବୁଝିବେ ସମସ୍ତେ ସମସ୍ତଙ୍କୁ critisize କରିଜଣନ୍ତି

  • @jtvodiaentertainment5879
    @jtvodiaentertainment5879 Před 3 lety +19

    ମୁଁ ଏଥିରୁ ଯାହା ବୁଝିଲି ଉପସ୍ଥାପନା କରୁଥିବା ଭଦ୍ର ବ୍ୟକ୍ତି ଜଣଙ୍କ bjd ର

  • @gopabandhumahapatra6722
    @gopabandhumahapatra6722 Před 3 lety +1

    Aparajita is much much much much much much much much much much much much much much much much much much much much much much much much much much BETTER than Dha..............................

  • @sushantadash9754
    @sushantadash9754 Před 3 lety +1

    DharmendraBabu bhalalokanuhanti

  • @debiprasadpanda3007
    @debiprasadpanda3007 Před 3 lety +11

    Dharmendra pradhan paeen hin bjp haruchhi

  • @dhirendranathsingha9299
    @dhirendranathsingha9299 Před 3 lety +5

    B J P state president forward to M. P Apparajita sardangi in frant line

  • @subashmishra5616
    @subashmishra5616 Před 2 lety

    PRABHU JAGANNATH BLESS YOU AROGYAM SANTI ANANDAM LlFELONG SERVING PEOPLE OF ODISHA...JOY JAGANNATH .

  • @banshidharpatra5160
    @banshidharpatra5160 Před 3 měsíci

    ଅନେକ ଥର ଆମେ ଜଣlଇଛୁ BJP ରେ 9ଜଣ ମୂଖ୍ୟ ମନ୍ତ୍ରୀ ହେବା ପାଇଁ ଲଢେଇ
    ଜାରି ରଖି ଛନ୍ତି, କାଳେ କିଏ ସୁପର ସିଡ
    କରିଯିବ,ତେଣୁ ସମସ୍ତେ ସମସ୍ତଙ୍କୁ ହରେଇ
    ବା ପାଇଁ ଲାଗିଛନ୍ତି, ଅନ୍ୟ ଦଳ ପାଇଁ ଗାତ
    ଖୋଳୁ ଥିବା BJP ଏବେ ନିଜ ଦଳ ପାଇଁ
    କାଳ ହୋଇ ଗଲେଣି l ସମୟ ଆସିବ
    ବର୍ତ୍ତମାନର BJP ନେତା ମାନଙ୍କ ରାଜ ନିତି
    ହୋଇଯିବ l

  • @chinmaya4894
    @chinmaya4894 Před 2 lety +2

    ଏଇ ଉପସ୍ଥାପକ ଧର୍ମେନ୍ଦ ବାବୁ କି ନବୀନ ବାବୁ ଙ୍କ ଠାରୁ ଟଙ୍କା ନେଇଛନ୍ତି

  • @Gayatriojha269
    @Gayatriojha269 Před 3 lety +2

    Aparajita sadhangi is better knowledge than in our Odisha mp & mla even CM also
    Puri is now underdeloped compair with 4 dham Odisha is very lowest city in india

  • @ashokmoharana1751
    @ashokmoharana1751 Před 5 měsíci +1

    Aparajet. Ok

  • @anantacharanasahu2151
    @anantacharanasahu2151 Před 3 lety +1

    Aparajita is best in odisa

  • @debiprasadpanda3007
    @debiprasadpanda3007 Před 3 lety +7

    Dharmendra pradhan bhitiria bjd saha misiki achhi...

  • @ranjanmallik4227
    @ranjanmallik4227 Před 2 lety +1

    ଅପରାଜିତା ସରଙ୍ଗୀ best

  • @susilpalata
    @susilpalata Před 2 lety +1

    Aparajita is great

  • @bhagabanpradhanbhagabanpra5497

    Dharmendra Pradhan native is Odisha, but he is far away from there.

  • @bikashbhusanmohanty1988
    @bikashbhusanmohanty1988 Před 2 lety +1

    Jay jagannath🙏🙏🙏🙏🙏🙏

  • @kaushalbhoi3180
    @kaushalbhoi3180 Před 3 lety +14

    କୋଟିଆ ବିଷୟ ରେ କହିଲେ ଆମେ ବହୁତ ଖୁସି ହେବୁ l

    • @anjanchand7471
      @anjanchand7471 Před 3 lety +3

      Kotia bismaya re kahibe?Him at nai he is BJD pet...

  • @rakeshkumarmohantymohanty8620

    🌷🤍🌷 Hari Om all BJP Members And Dharmendra Pradhan Madhya Odisha Pai Sabu thik thak kahuchhanti ❣️🌼❣️ bhala re sabu chaliba 🙏

  • @bikramkishornaik9074
    @bikramkishornaik9074 Před 2 lety +1

    Aprajita sarangi is great

  • @pksahoo1233
    @pksahoo1233 Před 3 lety +1

    Good

  • @yashrajdas4996
    @yashrajdas4996 Před 3 lety +4

    ବିଜେପି ଦଳ ହିଁ ଓଡିଶା ବିକାଶ ରୋକିବାକୁ ଷଡଯନ୍ତ୍ର କରୁଥିବା ଦଳ

  • @krushnaballavpatnaik6305
    @krushnaballavpatnaik6305 Před 3 lety +1

    Dharmender not acceped by odiya. That's why he is being ellected as Rajaya Sabha MP fro other state. I think you are a great idea.

  • @pradiptapradhan6672
    @pradiptapradhan6672 Před 2 lety

    ଏ bjp ଵାଲା ଓଡ଼ିଶାରେ ନବୀନ ଚାମଚା ଦୋଷୀ କୁ ସାହାଯ୍ୟ କରିବା ଲୋକକୁ ଦୋଷୀ କୁହାଯାଏ

  • @ummalitu147
    @ummalitu147 Před 2 lety +1

    One man Army Aparajita mam..😎Dharama babu Amara Odisha re mp seat gote jitiki dekhantu bhubaneswar re ta pare janapadiba odia pua ra kete dam😅😂

  • @narayanpatra1149
    @narayanpatra1149 Před 2 lety

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେ କାମ କଲେ ଓଡ଼ିଶାର କାମ କଲେ କି ? ଯଦି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଉନ୍ନତି କଲେ ବିଜେଡି କ'ଣ କଲା

  • @bhagirathibehera2031
    @bhagirathibehera2031 Před 5 měsíci

    BJP ଯଦି ଅପରାଜିତା ମାଡାମଙ୍କୁ ମୂଖ୍ଯମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରେ କିମ୍ବା ମୂଖ୍ଯ ଦାୟିତ୍ବ ଦିଏ ତା ହେଲେ BJP ଜିତିବା ନିଶ୍ଚିତ। BJP ଏହା ନ କରିବାର କାରଣ କଣ ଜଣା ପଡୁନାହିଁ।

  • @simanchalaswain5809
    @simanchalaswain5809 Před 3 lety +3

    Dharmendra Pradhan tanka Bhagya balare, Modi ji nka Aasirbada ru Kendra Mantri hoechhanti,kahin BJD ku Dharmendra BABU caunter kala bhali laguni,
    Yadi Aparajita Medam nku BJP ra jete Netaa Mantri achhanti samaste sahajoga kale BJD ku paraasta kari huanta,
    Aparajita Medam Bina ODISHA Rajaniti re BJD ku kehi caunter kalaa bhali power full Netaa nahanti.

  • @patitakumar4902
    @patitakumar4902 Před 3 lety +2

    ଅପରାଜିତା ଗୋଟିଏ IAS , ନିର୍ବାଚିତ MP .
    ଧର୍ମେନ୍ଦ୍ର ଗୋଟିଏ ସାଧାରଣ ନେତା , ନିର୍ବାଚନ
    ସାମ୍ନା କରିବା କ୍ଷମତା ନାହିଁ . ( ଅଯୋଗ୍ୟ )

  • @rajkishormaharanamaharanak3818

    Puri ra bikas ku nei rajaniti karani....
    purusatam khetŕa ku nei rajaniti karani...bikas eaka samuhik udyam...eathire samaste sahajoga kariba darakar....chaka aakhi sabu dekhuchhi...samaya ku apekhya.....Joy jagannatha. .....

  • @pradeeppalei2995
    @pradeeppalei2995 Před 3 lety +1

    Jay Jagannath swami

  • @rabijena4494
    @rabijena4494 Před 22 dny

    Naveen Patnaik odisha Gava
    Jay jagannath

  • @dineshrath2500
    @dineshrath2500 Před 3 lety +3

    Aparajita mdm does not want Odisha bikas hatao

  • @dineshrath2500
    @dineshrath2500 Před 3 lety +5

    Madam what about bylaw

  • @bkmanojmerabharatmahanjaihind

    Aparajita mam is best .have you any doubt then come out for debate if i will not bare you and your boss then i never rise my awaz ever its my promise not mr cm false promise.what is truth we always said.i dont care bloody corrupted system.

  • @gajendranathjena356
    @gajendranathjena356 Před 5 měsíci

    ଅରାଜୀତା ଆଗାମୀ ଦିନରେ ଭଲ ଭାବରେ ଓଡିଶା

  • @bipinamallik2803
    @bipinamallik2803 Před 5 měsíci

    Jaya Jagannatha Jaya Jahaheuchi Thik Heuchi Agaku Jahaheba Thik Heba Jaya Jagannatha Jaya

  • @gopalkrishnapattnaik5313
    @gopalkrishnapattnaik5313 Před 5 měsíci

    MADAM APARAJITA NEED TO SUPPORT DHARMENDRA PRADHAN. AFTER NAVEEN BABU , DHARMENDRABAU WILL BE C.M OF ODISHA. CENTRAL GOVT IS ACTIVATED BY MR PRADHAN, FOR EXPANSION OF CENTRAL DEVELOPEMENT WORKS IN ODISHA.

  • @minaketansahoo6719
    @minaketansahoo6719 Před 3 lety +2

    Odisa janasadhran ku anurodh Baycut to Dpradhan and in to Aparajita Sarangi

  • @narayansahoo6088
    @narayansahoo6088 Před 3 lety +3

    Petrol paisa

  • @TheEducationHub-dz9gn
    @TheEducationHub-dz9gn Před 5 měsíci

    Aparajita is a good leader. P. Patra.

  • @nageswarmaharana2562
    @nageswarmaharana2562 Před 5 měsíci

    ଭାଇନା ଆପଣ କେତେ ମାଲ ପାଇଛନ୍ତି।

  • @bharatapradhan6742
    @bharatapradhan6742 Před 3 lety +2

    Durga babu which channel is this?

  • @saisupravanayak
    @saisupravanayak Před 2 lety +1

    All Odisha people knows that Dharmendra Pradhan is a corrupted leader he is not capable of sarpanch in his GP.. Odisha BJP commanded by Dharmendra Pradhan..So we don't like to Odisha BJP party..

  • @ranjitmohanty335
    @ranjitmohanty335 Před 3 lety +2

    Aparajita Madam She's Best

  • @janardanpanda5378
    @janardanpanda5378 Před 2 lety

    ଜଣେ ସପୋଟ କରିବା ଆଉ ଜଣେ ବିରୋଧ କରିଛନ୍ତି

  • @sarojacharya3146
    @sarojacharya3146 Před 2 lety +1

    Honourable Education minister should create opportunities for faculty aspirants in the country in education sectors. All jobs are contractual job in many govt. institutes and people having right qualifications are jobless. No central and state technical universities are recruiting faculties in regular mode and Institutes are running with contractual faculties. Sir please take steps on it in technical education institutions in Odisha and India to improve education system and save jobless faculties

  • @sushantadash9754
    @sushantadash9754 Před 3 lety +1

    DharmendraBabu kana petrol 1 liter 500tankakaribaku ihha

  • @ganeshdas326
    @ganeshdas326 Před rokem

    Stop the groupisim among Darmendra Pradhan and Aparajita Sarangi.

  • @gopabandhumahapatra6722
    @gopabandhumahapatra6722 Před 3 lety +1

    Dharmendra will never win an Election. Puni back door entry hoipare.

  • @srisaidesignvastu9209
    @srisaidesignvastu9209 Před 3 lety +1

    How much money take from against party ?

  • @rabishankarghosh3416
    @rabishankarghosh3416 Před 3 lety +1

    APARAJITA SARANGI MADAM IS MORE COMPETENT THAN DHARMENDRA PRADHAN. DHARMENDRA PRADHAN IS ONLY TRYING TO GET HIM ATTACH WITH HONORABLE PRIME MINISTER. BUT
    APARAJITA SARANGI MADAM IS LOYAL TO HER PARTY BY DINT OF HER PERSONALITY FREE FROM IGOISM AND ABIDING LAWS

  • @kabitabehera9188
    @kabitabehera9188 Před 5 měsíci

    Dharmendra Pradhan vote debu asha nkara darama kara

  • @jhilliranijena
    @jhilliranijena Před 2 lety

    Aparajita does not know admistration but power exercise is well known.