Video není dostupné.
Omlouváme se.

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18V

Sdílet
Vložit
  • čas přidán 18. 08. 2024
  • ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18VJagannath Temple Mystery: 46 साल बाद खुलेगा भगवान जगन्नाथ का रत्न भंडार|Ratna Bhandar Reopening
    LIVE : తెరుచుకోనున్న పూరీ జగన్నాథుడి రత్న భాండాగారం | Puri Temple Ratna Bhandar to Open Today
    LIVE : আজ Srimandir Ratnabhandar খুলবে । Puri র মন্দিরের রত্নভাণ্ডার to be Open Today । News
    Bhubaneswar: Odisha Law Minister Prithviraj Harichandan said that a permanent chief administrator of Shree Jagannath Temple Administration (SJTA) will be appointed soon and the process has already started.
    "This is one of the main issues in the first 100-day agenda of the government. Though no administrative irregularity has been observed, there is a need for a permanent chief administrator. Odisha government will take a decision in this regard soon," said Harichandan.
    #tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
    #puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Komentáře • 236

  • @lifeofpk4412
    @lifeofpk4412 Před měsícem +24

    ମହାପ୍ରଭୁଙ୍କ ଅନୁମତି ନେଲେ ,ଲୋକନାଥଙ୍କ ଆଜ୍ଞାମାଳ ନେଲେ , ମହାପ୍ରଭୁଙ୍କ ଇଛାନୁସାରେ ଆପଣ ମାନେ ଭିତରକୁ ଯାଇ ସୁରକ୍ଷିତ ଆସିଲେ । ବାହାରକୁ ଆସି ମଣିଷ ପକୃତି ଦେଖେଇ ଦେଲେ ଯେ ସେଗୁଡା ସବୁ ଗପ । ବା ଧନ୍ୟ ତୁମ ଭକ୍ତି ଭାବ କୁ । ଜଗାରେ ତୁ ହିଁ ଭରଷା ତୋ ଇଚ୍ଛାରେ ପତ୍ର ପା ହେଲେନି, ଏ ଛାର ମଣିଷ କଣ । ସାର ଗୋଟେ କଥା ସ୍ପଷ୍ଟ କଲେ ଯେ ସେ ଚାବି ରେ ତାଲା ଖୋଲିବନି ବୋଲି ସାର ଅନୁଭବ କଲେ ତାହାଲେ ନିର୍ଦ୍ଧିଷ୍ଟ ଚାବି ଗଲା କୁଆଡେ ।

    • @sky5215
      @sky5215 Před měsícem +7

      ହାଇଓ ବାବୁ,ସେ କଣ ମଣିଷ ପ୍ରକୁତି ଦେଖେଇଦେଲେ ? ଯାହା ଦେଖିଲେ ତାହା ଆସି କହିଲେ ତମେ ଯଦି ଦେଖିଚ କହୁନ ଟିକେ ଶୁଣିବେ ସମସ୍ତେ।ତମେ ଜଗନ୍ନାଥ ପ୍ରେମୀ ନା ଗପ ପ୍ରେମୀ ଟିକେ କହିବା ହେବେ କି
      ଲୋକ ଙ୍କୁ ଭୟଭୀତ କରି ସତ କୁ ଦବେଇ ଦେବା ପାଇଁ ଚାହୁଁଛ ବୋଧେ

    • @allaboutworld.....3983
      @allaboutworld.....3983 Před měsícem

      Are babu sabu sata kahiba thik nuha public re

    • @nibeditabal5800
      @nibeditabal5800 Před měsícem

      😊

    • @rashmibijaykumarmishra5543
      @rashmibijaykumarmishra5543 Před měsícem

      True

    • @milimohanty7232
      @milimohanty7232 Před měsícem

      Right

  • @sagarsahoo5874
    @sagarsahoo5874 Před měsícem +20

    ଚାବି କୋଉଠି ଥିଲା ଆଗ କହ, ଚାବି କାହା ପାଖେ ଥିଲା, କୋଉଠୁ ଆଣିଲ।

    • @supriyakumarmishra9177
      @supriyakumarmishra9177 Před měsícem +1

      Nai, apanankara dekhiba darkaar nahi, seta deba sampati.

    • @AshutoshKar-qp1jd
      @AshutoshKar-qp1jd Před měsícem +3

      Abe murkha se chabi re ba kholilani, asali chabi pandu nei paleichi

    • @sagarsahoo5874
      @sagarsahoo5874 Před měsícem

      @@supriyakumarmishra9177 Tame kn sabu dari gehi chaiti, dekhiba

  • @Sambalpurgobind
    @Sambalpurgobind Před měsícem +19

    ମହାପ୍ରଭୁ ଚଳନ୍ତି ଠାକୁର , ... ସେ ହିଁ ଶ୍ରୀ ମନ୍ଦିରର ସର୍ବାଧିକାରୀ , ମାଲିକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେ ଯେତେବେଳେ ମାଉସୀ ଘର କୁ ଯାଇଛନ୍ତି, ତାଙ୍କ ଅନୁପସ୍ଥତିରେ ତାଙ୍କର ନିଜର ଘର ତାଲା ଭାଙ୍ଗି ଅଳଙ୍କାର ଦେଖିବା ଯୁକ୍ତିଯୁକ୍ତ ଲାଗିଲା ନାହିଁ 🥺

    • @supremesports7404
      @supremesports7404 Před měsícem +1

      Malika nathi le kn hela
      Malikani achanti
      Maa laxmi

    • @rashmibijaykumarmishra5543
      @rashmibijaykumarmishra5543 Před měsícem +1

      His Good Lady Maa Lakshmi Ji is there . His sister Maa Bimla is there .
      When our husbands are not at home don't we allow our support staff to our house ?

  • @minaketan5562
    @minaketan5562 Před 24 dny

    ଏବେ ବିଜେପି ସରକାର ଓଡ଼ିଶା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରତ୍ନ ଭଣ୍ଡାର ସୁନା ଅଳଙ୍କାର ଲୁଟ୍ କରିବେ ଚୋର ସରକାର ତା ପରେ ଆନ୍ଧ୍ର ପ୍ରଦେଶ ର ତିରୁପତି ମନ୍ଦିର ର ରତ୍ନ ଭଣ୍ଡାର ଉପରେ ନଜର କରିଛି ବିଜେପି ସରକାର । କେଦାର ନାଥ ମନ୍ଦିର ସୁନା ଚୋରି କରିଛି ବିଜେପି ସରକାର ଆଉ ରାମ ରାଜ୍ୟ ର ରାମ ମନ୍ଦିର ରତ୍ନ ଭଣ୍ଡାର ବି ଲୁଟ୍ ହେଇଛି । ଏଇ ମାନଙ୍କ କଥାରେ କିଛି ତାଳ ମେଳ କିଛି ନାହିଁ ।

  • @pabitrapradhan8060
    @pabitrapradhan8060 Před měsícem +20

    Jay Jagannath 🙏🙏🙏

  • @arunachandrarath639
    @arunachandrarath639 Před měsícem +44

    ମୁ ଜଣେ ଓଡ଼ିଆ ହିସାବ ରେ କହିବି. ଏ ସବୁ ଜୋ ହେଲା ବିନା ଭଗବାନ ରେ ସେଇଟା ଠିକ ନୁହଁ.
    ଯେହେତୁ ଭଗବାନ ବର୍ତ୍ତମାନ ମନ୍ଦିର ରେ ନାହାନ୍ତି.
    ବିଲମ୍ବ ତ ହେଲାଣି ଆଉ ୧୦ଦିନ୍ ବିଲମ୍ବ ହୋଇଥିଲେ କଣ ଭାସି ଯିବ କି.
    ଏ ମୋର ନିଜସ୍ୱ ମତ

    • @sagarkumarpal
      @sagarkumarpal Před měsícem +1

      Mate b seya laguchi,thik katha 🙋🙋👍👍

    • @pareshkhuntia1
      @pareshkhuntia1 Před měsícem +1

      Right

    • @pareshkhuntia1
      @pareshkhuntia1 Před měsícem +1

      BJP ର ଆଉ କିଛି କାମ ନାହିଁ ତ। ଆଉ କଣ କରିବେ। 10 ଦିନ ପରେ କଣ ଅସୁବିଧା ହେଲା

    • @pratyushmohanty542
      @pratyushmohanty542 Před měsícem +1

      କାଇଁ ଅପେକ୍ଷା ହବ??? ଭଗବାନ୍ ନାହାନ୍ତି କଣ ki logic ଏସବୁ..

    • @jaminsahoo3124
      @jaminsahoo3124 Před měsícem +1

      Malikani ta maa Laxmi......asubida kn.....? Jaha hela Prabhu nka echa ....Tame logical reason dia

  • @biswakesh07
    @biswakesh07 Před měsícem +6

    Only a true devotee can explain like this,🙏

  • @MTlifesoro
    @MTlifesoro Před měsícem +1

    ଠିକ୍ କହିଛନ୍ତି ଆପଣ , ଯଦି ଚାବି ସବୁ ଆସିଥିଲା, ତେବେ ଭିତର ଘରର ଚାବି କୁଆଡ଼େ ଗଲା, ଏ ବିଷୟରେ କହିଲେନି।

  • @user-by2ri4it3r
    @user-by2ri4it3r Před měsícem +3

    ମୋତେ ଲାଗୁଛି ଏମାନେ କିଛି ଵୀ କରିନାହାନ୍ତି ଭିତରେ 3.4 ଘଣ୍ଟା ବସି ବସି ବାହାରେ ଆସି ସବୁ ମିଛ କଥା କହୁଛନ୍ତି..

  • @bibhuprasaddas75
    @bibhuprasaddas75 Před měsícem +19

    କହୁ କହୁ କହିଦେଲେ ବହୁତ କଥା ଆହୁରି ବହୁତ କଥା କହିଲେନି ବି

  • @ashokkumarmoharana7946
    @ashokkumarmoharana7946 Před měsícem

    ଏପରି ଅନ୍ଧବିଶ୍ୱାସୀ କିପରି ଏତେବଡ ପଦବୀ ରେ ଥିଲେ ! ନା ଲୋକମାନଙ୍କୁ ଆସ୍ଥା / ଠାକୁରଙ୍କ ନାମରେ ଭଣ୍ଡେଇ ଯୁଗ ଯୁଗକୁ ଠକିବାର ଜୋଯନା ? ରତ୍ନ ଭଣ୍ଡାର 1905 23 February ରେ ଖୋଲାଯାଇ ସମ୍ପୂର୍ଣ୍ଣ ଗଣତି ହୋଇଥିଲା । ଏପରି ଭଣ୍ଡାମୀ ହୋଇନଥିଲା । ଭଣ୍ଡାମୀ ଛାଡ ।

  • @nabaghanasahoo8964
    @nabaghanasahoo8964 Před měsícem +2

    ଉପଯୁକ୍ତ ଚାବି ନୁହେଁ ! 2 ଟି ତାଲା Unsealed ଥିଲା...ହଉ ଠାକୁରଙ୍କ ଇଛା ଆଉ କଣ ଅଛି ଦେଖାଯାଉ।

  • @theperfectlaw922
    @theperfectlaw922 Před měsícem +6

    This is may not be full answer

  • @lionsdebasismohanty2095
    @lionsdebasismohanty2095 Před měsícem +4

    Moribo Sobu, khorap time asigola. Tomo ghore kn ornaments achhi tome midia samna re ki kaha samna re kohibo ki, semiti Bhogoban nko Ornaments related kichhi kahaku daya kori kuhontuni. Nohele dangerous situation asibo puri ku. Jagannath somostonku surakhito rokhontu. Jay Jagannath

    • @yanildev
      @yanildev Před měsícem

      he mandabudhi manisha, kana ta bhasijiba kahile?

  • @prasantakumarjenamani362
    @prasantakumarjenamani362 Před měsícem +1

    ଆଜିର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଐତିହାସିକ ଦିନ ଜୟ ଜଗନ୍ନାଥ

  • @samarendradakhinakabat3653
    @samarendradakhinakabat3653 Před měsícem +4

    Jai shree Jagannath

  • @bijayakumarpanda7902
    @bijayakumarpanda7902 Před měsícem +8

    ଭିତର ଭଣ୍ଡାର ର ଦୁଇଟା ତାଲା ର ସିଲ କିଏ ଭାଙ୍ଗିଥିଲା?
    ଚାବି କୁଆଡେ ଗଲା?
    ତଦନ୍ତ ହେଉ।

    • @Jswain-en4sr
      @Jswain-en4sr Před měsícem +1

      Multiple tala re seal hueni. Gote re seal hue.

    • @tapandalal201
      @tapandalal201 Před měsícem +1

      Half knowledge is really dangerous 💀

    • @Jswain-en4sr
      @Jswain-en4sr Před měsícem

      @@tapandalal201 ryt

  • @_tiranjit_97
    @_tiranjit_97 Před měsícem +8

    ଆମ sir 5 hours ରହିଲା ପରେ ବି କେତୋଟି ସିନ୍ଦୁକ ଆଉ ଆଲମିରା ଗଣି ପାରିଲେନି

  • @rajibparida9672
    @rajibparida9672 Před měsícem +5

    Where is Original Key ?Why the Wrong key was deposited in Treasury ? Jai Jagannath 🙏

    • @hometventertain
      @hometventertain Před měsícem

      Kie wrong key treasury re rakhithila ? May be treasury re original key thila se Pandian lock Bhangi ki looti sariki alga lock key pakeithila. 100% sure

    • @jamesrodes560
      @jamesrodes560 Před měsícem +1

      ​@@hometventertain😂😂😂😂 gapa ta Kia kahila???

  • @MTlifesoro
    @MTlifesoro Před měsícem

    ତାଲା କେମିତି onseal ହେଲା। ସେଇଟା କାହିଁକି ଜାଣିବାକୁ ଚାହିଁଲେ ନାହିଁ।

  • @basantarout9538
    @basantarout9538 Před měsícem +2

    ଭିତରେ ହେଇଥିବା videigraphy ଜନ ସାଧାରଣ ଦେଖି ପାରିବେ କି sir?

    • @pratyushmohanty542
      @pratyushmohanty542 Před měsícem

      କାଇଁ ଦେଖିବେ ଜନତା ??? ଦେଖିଲେ କଣ ଲାଭ ହେବ???ସମସ୍ତେ ଜାଣିବେ ତା ପରେ muslim ଆତଙ୍କବାଦୀ attack କରିବେ श्री ମନ୍ଦିର କୁ

  • @parsuramsahoo7509
    @parsuramsahoo7509 Před měsícem

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🎉❤🎉

  • @gangadharbhoi7359
    @gangadharbhoi7359 Před měsícem +4

    Jay Jagannath

  • @RakeshKumar-cf3xr
    @RakeshKumar-cf3xr Před měsícem +10

    ଆଗରୁ କଣ ଜାଣିନଥିଲେ ବାହୁଡା଼ ଯାତ୍ରା ଅଛି ବୋଲି ସବୁ ଦେଖାଣିଆ ଯାହା ଦେଖିଛ degitally ସାର୍ବଜନୀନ କର

    • @pratyushmohanty542
      @pratyushmohanty542 Před měsícem +3

      କଣ ପାଇଁ??? ସାର୍ବଜନୀନ ହେବ....masjid madrasa ra property public ku ଜାଣୁଛନ୍ତି?? ଆମେ କାଇଁ ଏମିତି କରିବା??? କଣ problem ହେଲା ଆରମ୍ଭ ତ ହେଇଚି...navin babu ତ ତାଲା ଭାଙ୍ଗି ପାରିଲେନି...oukat less loka ta..

  • @SanjuktaDandasena
    @SanjuktaDandasena Před měsícem +2

    Dharmendra pradhan kahuthila para pandian neichhi boli

  • @sankarsandas19790
    @sankarsandas19790 Před měsícem

    ଯାହା କରୁଛ କର ତାର ସୁରକ୍ଷିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରା ଯାଉ ।

  • @TheTripathy07
    @TheTripathy07 Před měsícem

    HAR HAR MAHADEV
    JAY SHREE RAM
    JAY SHREE KRISHNA
    JAY SHREE GANESH
    JAY BAJRANG BALI
    JAY JAGANNATH
    JAY MATA DI
    RADHE RADHE

  • @susantasahu7310
    @susantasahu7310 Před měsícem +3

    ସବୁଠୁ ବେକାର news ଚେନାଲ୍

  • @achyutanandadas1670
    @achyutanandadas1670 Před měsícem

    ବିଚାରପତି ଠିକ୍ କହୁଛନ୍ତି

  • @SAIDARSHAN134
    @SAIDARSHAN134 Před měsícem

    🙏ହେ ପ୍ରଭୁ ସାହା ହୁଅ🙏

  • @kumaranil2399
    @kumaranil2399 Před měsícem

    ମୋ ଅନୁସାରେ ଆମ ଘର ର ସିନ୍ଦୁକ ଆମେ କାହାକୁ ଦେଖାଉଛେ କି,?ପ୍ରଭୁଙ୍କ ଅନୁପସ୍ଥିତ ରେ ଯିବା କେତେଦୂର ଠିକ୍?

  • @chamdrashekar2262
    @chamdrashekar2262 Před měsícem

    Jay Jagannath Swami Nayan Patha gami bhava tame 🙏🙏🙏🌹♥️

  • @laduliparida
    @laduliparida Před měsícem

    ଭିତର ରତ୍ନଭଣ୍ଡାର ରେ ଜିନିଷ ଅଛି ନା ନାହିଁ

  • @lingarajcreative
    @lingarajcreative Před měsícem

    Pandian ରତ୍ନଭଣ୍ଡାର ଚାବି ନେଇଥିଲା ତାପାଖରୁ ନ ଆଣି ଭଙ୍ଗିଦେଲ!!!!

  • @jyotsnamayeebehera4388
    @jyotsnamayeebehera4388 Před měsícem +1

    Joy jagannath, ❤❤❤ joy maa laxmi

  • @saumyakantaswain9984
    @saumyakantaswain9984 Před měsícem

    ମହାପ୍ରଭୁ ଆଶିର୍ବାଦ ଦେଇଦେଲେ

  • @bandhubabu2324
    @bandhubabu2324 Před měsícem

    ଅତି ସୁନ୍ଦର ଓ ଯଥାର୍ଥ ଉତ୍ତର!
    ଜୟ ଜଗନ୍ନାଥ!

  • @rajumeher-dq7gi
    @rajumeher-dq7gi Před měsícem +1

    ଚାବି ଟା କୁଆଡେ ଗଲା
    ପଣ୍ଡା ମାନେ ସୁନା ଚେନ ଯେନ ପିନ୍ଧୁଛନ ହେନର ସୁନା ଆଏ କେନ

  • @sujaydas7347
    @sujaydas7347 Před měsícem

    Jai Jagannath swmi 🙏🙏

  • @sangrambiswal676
    @sangrambiswal676 Před měsícem

    Jay Shree Jagannath 🙏🙏🙏🙏

  • @subhasmitabhanja3020
    @subhasmitabhanja3020 Před měsícem +3

    Mausa , tama katha suniki pura rachana lekhila bhalia laguchhi,achha gote katha kahibe Kia kahaku kana luchau chhanti,aau gote katha Tama rajaneeti bodhe hue a lola odisha basi bujhi nahanti,aau gote katha ebethu bhabisyata bani karuchhi,Tama mananku kebebi chabi hajeibara karana aau kaha dwara chabi hajila tamaku milibani

  • @rabinarayanmohapatra4733
    @rabinarayanmohapatra4733 Před měsícem

    Bhagwan mandirare nathila bele tame sabu ratnavandar ku chhuinba aparadh

  • @asutoshpanda4923
    @asutoshpanda4923 Před měsícem

    Justice Rath's statements are true. There is nothing mystery about Ratna Bhandar.

  • @pravkakarnayak9117
    @pravkakarnayak9117 Před měsícem

    ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମ ଇଚ୍ଛା

  • @user-bl4kp5br1w
    @user-bl4kp5br1w Před měsícem

    Joy jagannath❤❤❤

  • @sukadevdas9310
    @sukadevdas9310 Před měsícem

    Chabi kholilani mane, anya kehi chabi kholi tala change karidethiba. Nahele chabi kholilani kn pain..!!! 3 ta tala padithila hele gote b tala kholiparilani mane ae ghatana ku janch karajau.

  • @kartikpanda6389
    @kartikpanda6389 Před měsícem

    Jay Jagannath 🙏🏻🙏🏻🙏🏻🙏🏻🙏🏻

  • @DhrubacharanMishra-ik5zo
    @DhrubacharanMishra-ik5zo Před měsícem

    Jay Jagannath. 🙏🙏🙏🙏🙏🙏

  • @user-hp2lq2jd9u
    @user-hp2lq2jd9u Před měsícem +2

    SIR KADHIKI RAKHI DEANTU FUNI 45 BARASA PARE KHOLIBA ,AMA PILA MANE SETEBELE FUNI EHIBHALI BIRALA GHATANA SUNIBE,

  • @samitaupadhaya3096
    @samitaupadhaya3096 Před měsícem

    Sabu tathya ku bahut sundar vabe bujhei kahichanti...🙏

  • @laduliparida
    @laduliparida Před měsícem

    ବାହୁଡ଼ା କଣ ସଙ୍ଗେ ସଙ୍ଗେ ଆସିଲା, ଆଗରୁ ଜାଣିନଥିଲା

  • @ashokrout3910
    @ashokrout3910 Před měsícem

    JAI Jagannath,kala thakura bada thakura.

  • @MrDeepakkumardash82
    @MrDeepakkumardash82 Před měsícem

    Sabu bhala Jai Jagannath

  • @brundaban4
    @brundaban4 Před měsícem

    News 18 ଏକ National ଚ୍ୟାନେଲ କାହିଁକି ଏମିତି news ପ୍ରଚାର କରୁଛି ?

  • @truptiranjan863
    @truptiranjan863 Před měsícem

    ଯିଏ ଯାଇଥିଲେ ସବୁ କାହାର କାହା କଥାରେ ମେଳ ଖାପ ଖାଉନି

  • @SunilKumar-kb7xc
    @SunilKumar-kb7xc Před měsícem

    Sankaracharjya nka paramarsa neithila ki

  • @subashchmohanty2457
    @subashchmohanty2457 Před měsícem

    ସାମ୍ବାଦିକଙ୍କୁ ରତ୍ନ ଭଣ୍ଡାର କୁ ପ୍ରବେଶ ପାଇଁ ଅନୁମତି ଦିଆଯିବା କଥା,କା‌ହିକି ନା ସେମାନେ ସେହି ଭଣ୍ଡାର ସ୍ଥାନ ରୁ ସାରା ଦେଶ ଦୁନିଆ କୁ ତଥ୍ୟ ଯୋଗାଇଥାନ୍ତେ । କମିଟିର ନୀତି ନିୟମ କୁ ସମ୍ମାନ ଦେବା ସାମ୍ବାଦିକ ବନ୍ଧୁ ମା‌ନେ ଭୁଲି ଯାଉଛନ୍ତି ।

    • @allaboutworld.....3983
      @allaboutworld.....3983 Před měsícem

      He bhagban tm kn Jagannath nka sampati Lüti jau history kichhi Janina bodhe

  • @prafullakumarbehera8832
    @prafullakumarbehera8832 Před měsícem

    Jai jagannath maa lakshmi sahayahuantu

  • @lipucreation6794
    @lipucreation6794 Před měsícem

    Jay Jagannath 🙏

  • @chandrakanta1389
    @chandrakanta1389 Před měsícem

    Bahut sundar
    Jay jagannath 🙏🙏

  • @subratanayak-tc4kx
    @subratanayak-tc4kx Před měsícem

    Jay Jagannath 🙏🙏

  • @GHOST-BATTLE
    @GHOST-BATTLE Před měsícem

    Ashirbaad dele na nai.....asirbad milila ta ?na khali kahi deiki paleila ?

  • @DEVASISHMOHANTY
    @DEVASISHMOHANTY Před měsícem

    Justice sir explained well

  • @Lat4688
    @Lat4688 Před měsícem +3

    ନୁଆ ଚାବି କେଉଁ କମ୍ପାନୀର?

  • @G.B.eatingchallenge7457
    @G.B.eatingchallenge7457 Před měsícem +2

    ନନ୍ଦିଘୋଷ ରିପୋର୍ଟର କୁ ଟିକେ ଦେଖ ତା ମୁଁହ କେବେ ଦେଖିନି ଆଜି ଦେଖିବି

    • @user-zf8jo6ut4h
      @user-zf8jo6ut4h Před měsícem +1

      କାହିଁ ତୁ କିଏ କି ବେଶି କଥା କହୁଚୁ ତୁ ପୁରା ଚୁପ ଚାପ ଶୁଣୁ

    • @user-zf8jo6ut4h
      @user-zf8jo6ut4h Před měsícem

      @@Royal-tl9mw ଚୁପ

    • @user-zf8jo6ut4h
      @user-zf8jo6ut4h Před měsícem

      @@G.B.eatingchallenge7457 ତୁ ତତଲା ଖାଇବୁ ଜଣାପଡୁଛି

  • @Anikprusty
    @Anikprusty Před měsícem

    Mariba Jia jiba au asibani dekhiki magia marijiba se hele Jagannath 🙏🙏🙏

    • @sanjaydhal1183
      @sanjaydhal1183 Před měsícem

      Chori karibaku jau nahanti jagannath nka ornaments kemiti surakhita rahiba sethipai jaithile.Se gale Jana padiba j jou BJD sarkar thila kete ornaments chori karichi

  • @tapankumar2468
    @tapankumar2468 Před měsícem

    You 11 are the lucky ones .GOD BLESS YOU 11

  • @pramodkumarmahapatra3746
    @pramodkumarmahapatra3746 Před měsícem

    Jay jagannath 🙏

  • @subashchandraswain7995
    @subashchandraswain7995 Před měsícem

    Abiswas bartamaana jeun maane aasichhanti, seimaanaka thila achhi.

  • @user-yh2vt9hv4j
    @user-yh2vt9hv4j Před měsícem

    Sei katha tike bjp bala nku kuhantu sir apananku dhanyawad sir sabu sata kahithibaru

  • @debeeprasadbaxipatra808
    @debeeprasadbaxipatra808 Před měsícem

    Mahaprabhu kahile jibaku?

  • @abhimanyukhuntia5234
    @abhimanyukhuntia5234 Před měsícem

    Jay jagannath 🙏🙏🙏🙏🙏

  • @jitendramahananda6157
    @jitendramahananda6157 Před měsícem +2

    Live telecast karuna kana pain maha prabhunkara Alankar dekhiba pain samaste utsuka... Bite dauchha Kichhi lucheila bhali Kichhi ta hauchhi nija vitare jadi Loka lochana ku anibara nahin tahele Ratna bhandara tala kholibaku nei kana pain ete rajaniti

    • @Eatingexperiment07
      @Eatingexperiment07 Před měsícem

      Ghara kttha heichi to

    • @Jswain-en4sr
      @Jswain-en4sr Před měsícem +1

      Bhai Tama ghara gahana alankara live karuna ame tk dekhu.

    • @jitendramahananda6157
      @jitendramahananda6157 Před měsícem

      @@Jswain-en4sr kaha ghara sampatti pain ete media Chabi hajiba miliba Katha ase Ki ... thakuranka alankar pain kana pain ete rajaniti...

    • @Jswain-en4sr
      @Jswain-en4sr Před měsícem

      @@jitendramahananda6157 kie karuchi. Tama bhalia loka. Kama nae kichi Khali pabana

  • @bhaskarhira9656
    @bhaskarhira9656 Před měsícem

    Jay jagannath.

  • @bismaykumalla9418
    @bismaykumalla9418 Před měsícem

    Sir ta 2 ta Bhandardara ghara kahile kintu 3 ta achi ..

  • @bijayakumarnayak2113
    @bijayakumarnayak2113 Před měsícem

    ସୁନାବେଶ ପାଇଁ ଅଳଙ୍କାର ଆସିବତ?

  • @pramodkumarpanda8242
    @pramodkumarpanda8242 Před měsícem

    Jay shree jagannath

  • @nilakanthasahoo8101
    @nilakanthasahoo8101 Před měsícem +4

    ଏ ମିଡ଼ିଆ ବାଳ ଗୋଟିଏ କଥା କୁ ଥମନେଲ ନା ବ ଦା ଲାଇ 100ଥର ଦେଖେଉଛି

    • @user-fl9ds4zu2w
      @user-fl9ds4zu2w Před měsícem

      Thik katha bhai head line lekha alaga news alaga

    • @hometventertain
      @hometventertain Před měsícem

      3:10 - 3:25 dekhe bhalase lock re seal nathila😢

  • @antaryamibehera531
    @antaryamibehera531 Před měsícem

    ବିରଧୀ ନେତା ରହିବା କଥା

  • @bikashbaliarsingh5266
    @bikashbaliarsingh5266 Před měsícem

    Ati sundar barta rakhile.....mahasya

  • @kumar1992dev
    @kumar1992dev Před měsícem

    Bhitara ku jai na thibe dari ki.

  • @sambhabkumardandasena5382
    @sambhabkumardandasena5382 Před měsícem +1

    Mohon sir tike dimag lagei Kama karantu ama mahaprabhu kalia thaukura 4crore odia kna maudamani se , se tanka ratna singhasana re nathiba bele ratna bhandar kholiba ta choro sange saman heigala sir kn eita thik hela ki, please Odisha people justice for our lord

  • @manasmohapatra1794
    @manasmohapatra1794 Před měsícem

    Misguided by the thumbnail... Nothing that much excited inside

  • @arjunpadiami136
    @arjunpadiami136 Před měsícem

    Raid kala bhali tala bhangila bhagaban nka anupastiti re

  • @suryanarayan848
    @suryanarayan848 Před měsícem

    sabu lokanatha, jagannatha, laxmi o bimala nka anumati nele tenu kichhi sapa baharileni.

  • @user-yh2vt9hv4j
    @user-yh2vt9hv4j Před měsícem +1

    Bjp bala tike kana kholi sunantu sir kn kahuchhanti 1985 ru khola heinii au jou tautar mane utube re kahuchhanti pandian neijaichi boli sei mane tike bhalase dekhantu ratna bhandar bjd thik se dautyo nauthila hele bjp sabu khaijiba puri basi tike satrak kahiba besi bipada puri lokanku achhi agaru badathakura jeneideichhanti

  • @laludada7656
    @laludada7656 Před měsícem

    SIR. DAYA. KARI. ATE. BERNANA. KARANTU. NAHIN

  • @vidyaartist01
    @vidyaartist01 Před měsícem

    Asirbad mahaprabhu dele?

  • @ranjanpani7615
    @ranjanpani7615 Před měsícem

    ସାର୍ ତା ଭିତରେ ତେଲଗୁଣି ପୋକ ଥିଲେ କି ? କେତୋଟି ଚେମିଣିଆ ଉଡିଗଲେ ?

  • @akhilchandrabarik6440
    @akhilchandrabarik6440 Před měsícem

    Long time fursh for Ratna Bhandar
    ?

  • @user-fl9ds4zu2w
    @user-fl9ds4zu2w Před měsícem +12

    Ki bala news karuchha thumbnail re lekhuchha alga nesw dekhauchha alaga

  • @tusarsahoo1497
    @tusarsahoo1497 Před měsícem

    Committee not known about bhauda Yatra

  • @ashokrout3910
    @ashokrout3910 Před měsícem

    E sarkar nuhe, Remote sarkar.

  • @Shkr_Bab
    @Shkr_Bab Před měsícem

    Perfect man. Honest man

  • @saratabehera1795
    @saratabehera1795 Před měsícem

    ମଣିଷ ର ପ୍ରକୃତି ମଲେ ତୁଟେ ।

  • @ritanjalisamal8492
    @ritanjalisamal8492 Před měsícem

    ସବୁ ପ୍ରହସନ।

  • @anandamohakuda4943
    @anandamohakuda4943 Před měsícem

    Chabi kuadu paila ago kuha

  • @akshayakumarbhol4132
    @akshayakumarbhol4132 Před měsícem

    ରତ୍ନ ତାଲିକା କାହା ପାଖେ ଅଛି ?

  • @ranjitapradhan7607
    @ranjitapradhan7607 Před měsícem

    Jai jagannath

  • @chamdrashekar2262
    @chamdrashekar2262 Před měsícem

    Congratulations sir 🙏🙏🙏🎉