ପାଞ୍ଚ ବର୍ଷରେ କଣ କରିଛ ହିସାବ ମାଗିଲେ ଗ୍ରାମବାସୀ || GANJAM NEWS

Sdílet
Vložit
  • čas přidán 11. 05. 2024
  • For latest Odisha News Follow us:
    LIKE | COMMENT | SHARE | SUBSCRIBE
    Visit:
    CZcams: / konarklive
    Facebook: / konarklive24x7
    Twitter: / konarklive
    #KONARKLIVE #BALASORE NEWS

Komentáře • 3,1K

  • @AkashCivilServicesPoint
    @AkashCivilServicesPoint Před měsícem +2647

    Well done bhai ଯେବେ ପ୍ରତ୍ୟେକ ଓଡିଆ ପ୍ରଶ୍ନ କରିବା ଶିଖିଯିବପାରିଲେ ଓଡ଼ିଶା ସୁଧୁରିଯିବ|

  • @sorenbrother5681
    @sorenbrother5681 Před měsícem +631

    ଏତେ ସବୁ ପ୍ରଶ୍ନ କରିଥିବାରୁ କୋଟି କୋଟି ଧନ୍ୟବାଦ୍ 🙏

  • @Hiteshsuna824
    @Hiteshsuna824 Před měsícem +346

    ବହୁତ ଖୁସି ଲଗିଲା ନିଜ ଗ୍ରାମ ପ୍ରତି ଭାଇନା ର କର୍ତ୍ତବ୍ୟ ଦେଖି😊😊

  • @laibanmajhi4201
    @laibanmajhi4201 Před měsícem +232

    ଏଇଭଳି ପ୍ରଶ୍ନ କଲେ ହିଁ MLA,MP ବାଟକୁ ଆସିବେ, ସମସ୍ତେ ଗ୍ରାମବାୀମାନେ ଏମିତି ହିଁ ହେବ

  • @sanjaynaik5117
    @sanjaynaik5117 Před měsícem +774

    ଗ୍ରାମବାସୀ ଧନ୍ୟବାଦ ଉଚିତ ପ୍ରଶ୍ନ ପଚାରିଛନ୍ତି

  • @user-fj6iq5uy4y
    @user-fj6iq5uy4y Před měsícem +671

    ହିମତ ଦେଖେଈ ଥିବାରୁ ଧନ୍ୟବାଦ ଭାଇ ମାନେ

  • @ANPICTURES10
    @ANPICTURES10 Před měsícem +33

    ଏତେ ବର୍ଷ ପରେ ଗଣତନ୍ତ୍ର ର ମୂଲ୍ୟ ଭୁଝିଲେ ଲୋକେ❤

  • @bkkng5458
    @bkkng5458 Před měsícem +93

    ବହୁତ ବଢିଆ ଭୋଟ ଦେବା ପୂର୍ବରୁ ଏହିପରି ପ୍ରଶ୍ନ କରିବା ଉଚିତ୍,ଏହା ଆମର ଅଧିକାର

  • @abanipradhan
    @abanipradhan Před měsícem +480

    ଏଇମାନଙ୍କୁ ଜୋତା ମାଳ ଦେବା କଥା,,,,,,,,, very good Bhai 👍👍👍👍

  • @gopinathdas1959
    @gopinathdas1959 Před měsícem +357

    ବହୁତ୍ ବଢିଆ ଲାଗୁଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ସେହିଭଳି ସମସ୍ତେ ଅଭିଯୋଗ କରିବା ଉଚିତ୍।

  • @jyoti8208
    @jyoti8208 Před měsícem +41

    ସବୁ ମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କରିବା କଥା..... ବହୁତ ଭଲ 👍👍👍

  • @janardanjena9928
    @janardanjena9928 Před měsícem +35

    ମୁଁ ବିଶ୍ୱାସ କରିପାରୁନି ଯେ ଏଇଟା ଗଞ୍ଜାମ ର video very good and keep it up.

  • @lilismitasenapati8703
    @lilismitasenapati8703 Před měsícem +383

    ଏ ଗ୍ରାମବାସୀମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ | ଆପଣ ମାନଙ୍କର ପ୍ରଚେଷ୍ଟା ଅତି ଉଚ୍ଚକୋଟୀର । ଆପଣମାନେ ଯେଉଁ ସାହାସୀକତାର ପରିଚୟ ଦେଇଛନ୍ତି, ଆପଣମାନଙ୍କୁ କୋଟି କୋଟି ଜୁହାର ।

    • @user-pk1tz5lf8w
      @user-pk1tz5lf8w Před měsícem +1

      ଜୟ ଜଗନ୍ନାଥ ଜୟ ଓଡିଶା

  • @kalingasendha
    @kalingasendha Před měsícem +145

    ମନ ଖୁସି ହେଲା ଭାଇ ଏମିତି ପ୍ରତିବାଦ କରନ୍ତୁ

  • @surajnayak5878
    @surajnayak5878 Před měsícem +41

    saandar, jabardast, Jindabad. ଭାଇ ତମେ ହିଁ ସଚେତନ ନାଗରିକ। ଅନ୍ୟମାନେ ଶିକ୍ଷା କରିବା ଉଚିତ ।

  • @jitendradas5108
    @jitendradas5108 Před měsícem +74

    ବହୁତ ବଢିଆ, ଏମିତି ସମସ୍ତେ MLA ମାନଙ୍କୁ ପ୍ରଶ୍ନ କରନ୍ତୁ. ଏବଂ ସେମାନଙ୍କୁ ଜୋତା ମାଳ ପିନ୍ଧାନ୍ତୁ 🙏

  • @premchandmohanta7446
    @premchandmohanta7446 Před měsícem +297

    ବହୁତ ସୁନ୍ଦର ଭାଇ ଠିକ ଏଭଳି ଓଡ଼ିଶା ବାସୀ ପ୍ରଶ୍ନ ପଚାରିବେ ଦରକାର

    • @anjalihiredika6166
      @anjalihiredika6166 Před měsícem

      Tik jababa magichanthi sabu loka emiti akhati heba darkhar

  • @user-dp6ef2sj3u
    @user-dp6ef2sj3u Před měsícem +398

    ଏମିତି ପ୍ରତେକ ଗାଁ ଜବାବ ମାଗିଲେ ଏଇମାନେ ସିଧା ହେବେ.

  • @radhakrushnasethy1838
    @radhakrushnasethy1838 Před měsícem +29

    ଓଡିଶାବାସୀ ଏବେ ଜାଗ୍ରତ ❤. ସମସ୍ତ ଜାଗାରେ ଏମିତି ପ୍ରଶ୍ନ କରିବା ଦରକାର

  • @basantihansda362
    @basantihansda362 Před měsícem +12

    ବହୁତ ବହୁତ ଧନ୍ଯବାଦ ଭାଇ ଏମିତି କା ସରପଂଚ କୁ ଏମିତି କହିବା ଦରକାର❤❤❤

  • @anantakumardakua3742
    @anantakumardakua3742 Před měsícem +208

    ଭାଇ ସାହସ କୁ ମାନିବାକୁ ପଡିବ 🙏🙏🙏

  • @sibasambhu9804
    @sibasambhu9804 Před měsícem +79

    ଜବାବ ମାଗିବାର ଟାଇମ ଆସିଛି ଜବାବ ମାଗିବା ଆମର ଅଧିକାର l ଅଶେଷ ଅଶେଷ ଧନ୍ୟବାଦ ଭାଇ l

  • @akkjayjagannath3668
    @akkjayjagannath3668 Před měsícem +13

    ବହୁତ୍ ବଢିଆ ପ୍ରତିବାଦ ଭାଇ

  • @positive_vibes_362
    @positive_vibes_362 Před měsícem +9

    Bahut Badhia, nija hok pai ladhiba sikha ...salute hai aapko🙏...No one is bigger than public ✊

  • @Romeoalokp
    @Romeoalokp Před měsícem +181

    ସେ ଭାଇ ଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଏମାନଙ୍କୁ ଏମିତି ହେବା ଦରକାର

  • @romeosanjuofficial490
    @romeosanjuofficial490 Před měsícem +98

    ବହୁତ ବହୁତ ଧନ୍ୟବାଦ ଭାଇ ଏମିତି ହିଁ ଏମାନଙ୍କୁ କରିବା କଥା

  • @rajkumardas4947
    @rajkumardas4947 Před měsícem +11

    ଏମିତି ଘେରିବା ଦରକାର
    Public power 🙏🏻🙏🏻🙏🏻

  • @tejashree__r_a_n_a__9_4
    @tejashree__r_a_n_a__9_4 Před měsícem +2

    ବହୁତ୍ ବହୁତ୍ ଧନ୍ୟବାଦ୍ ତୁମ ଗାଁ ଭାଇ ମାନଙ୍କୁ ଏମିତି ପ୍ରଶ୍ନ ପଚାରିବା ଦରକାର ❤

  • @budubhai21
    @budubhai21 Před měsícem +415

    ଏତେ ସାହସୀ ଲୋକ କୋଉ ଗାଁ ର ଲୋକ ,🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @user-gj8sj9eo7x
      @user-gj8sj9eo7x Před měsícem +47

      Ganjam khalikot ra

    • @chaturbhujajal9673
      @chaturbhujajal9673 Před měsícem +19

      Goan Na kahithibaru Dhanyavad

    • @sagarika909
      @sagarika909 Před měsícem

      ​@@user-gj8sj9eo7x ମୋ ଗାଁ ଲୋକେ। ଏବଂ ଏହି ମହିୟସୀ ମହିଳା ମୋ ଗାଁ ର ପୂର୍ବତନ ବିଧାୟିକା ।

    • @sivaramsahu3734
      @sivaramsahu3734 Před měsícem +9

      ଗାଁ ର ନାମ ବେଗୁନିଆ ପଡ଼ା

    • @cinamoroll123
      @cinamoroll123 Před 24 dny

      Na na aeta ama gaan kanchana ra video

  • @abhimanyusethi392
    @abhimanyusethi392 Před měsícem +94

    ଠିକ୍ ଏହି ପରି କଣ୍ଡିସନ୍ କରି ଭଟ ଦିଅ ଆଉ ପଚାର ଆମପାଇଁ କଣ କରିବ ୫ ବଷରେ ସେ ଜେଉଁ ଦଳ ହେଉ ଅତି ସୁନ୍ଦର ଗ୍ରାମ ବାସି ଭାଇ ଭଉଣୀ ଠିକି କଥା ପଚାରିଛନ୍ତି 👍👍👍👍

  • @pinkusahu9972
    @pinkusahu9972 Před měsícem +3

    Thanks you ଭାଇ ତମଭଳିଆ ସମନ୍ତେ ହେବା ଧରକର୍

  • @anandarashinaxatra
    @anandarashinaxatra Před měsícem +7

    ଜବାବ ମାଗୁଛି ଓଡିଶା 😔

  • @DPM3777
    @DPM3777 Před měsícem +221

    ପ୍ରତ୍ୟେକ ଗାଁ ରେ ଜନତା ଏମିତି ପ୍ରଶ୍ନ କରିବା ଦରକାର।
    🙏🚩🔥🚩🙏

  • @nareshpattnaik2454
    @nareshpattnaik2454 Před měsícem +223

    ବହୁତ୍ ଧନ୍ୟବାଦ୍ ଏଗୁଡାଙ୍କୁ ଏହିପରି ସର୍ବ ସମ୍ମୁଖରେ ବୁଲେଇ ଧୁଲେ ଇ ପଚାର

  • @user-sm9bw4mj1z
    @user-sm9bw4mj1z Před měsícem +3

    Bahut badiya lagila . I salute the village people
    Simple it spread village to every village then city to every city and then to capital city
    (Bhubneswar ) .
    Bande Utkal janani ❤

  • @rasanandasethy
    @rasanandasethy Před měsícem +10

    ଭାଇ ମୁଁ ଖୁସି ହୋଇଗଲି ଏ ନେତାକୁ ପଚାରି ଥିବାରୁ 😂😂😂😂😂😂 ଦେଲତ ଭାଇ ପଚାରିଲେ କାହିଁକି ମାଉସି ଠିିକି ଆସିଛି କୁହ

  • @yjeeprd7295
    @yjeeprd7295 Před měsícem +219

    ଭାଇଙ୍କ ପରି ଚିନ୍ତା ଧାରା ସମସ୍ତଙ୍କର ହେଲେ ଆମ ଦେଶ ର ଉନ୍ନତି ନିଶ୍ଚିନ୍ତ ହେବ

    • @rajeshnayak4691
      @rajeshnayak4691 Před měsícem

      Are sala Tate Kai badhuchi

    • @rajeshnayak4691
      @rajeshnayak4691 Před měsícem

      To Kai Desh adiki jauchu

    • @yjeeprd7295
      @yjeeprd7295 Před měsícem

      @@rajeshnayak4691 maghia spelling aga thik kar ta pare type karibu

    • @yjeeprd7295
      @yjeeprd7295 Před měsícem

      @@rajeshnayak4691 au kn to bou bia adiki jibi mg

  • @mbhansdahofficial4215
    @mbhansdahofficial4215 Před měsícem +102

    ଧନ୍ୟବାଦ ଭାଇ ଉଚିତ ଜୋବାବ ଦେଇଛଅନ୍ତି, ପ୍ରତେକ ଓଡିଶା ବାସୀ ଏମିତିକା ନେତା ମନ୍ତ୍ରୀ କୁ ଉଚିତ ଜୋବାବ ମାଗିବା ଦରକାର! ଏବେ ଭୋଟ ପାଇଁ ଗାଁ ଗାଁ ଭିକ ମାଗୁଛନ୍ତି | ଥରେ ଜିତିଲେ ଆପଙ୍କ ଦୁଇ ହଳ ଜୋତା ଛିଡି ଗଲେବି ଆପଙ୍କ ଦୁଃଖ କେହି ଶୁଣିବେନି! ତେଣୁ ନେତା ମନ୍ତ୍ରୀ ମାନଂକୁ ଏଗ୍ରିମେଣ୍ଟ କରିକି ଭୋଟ ଦେବା କଥା.

  • @neet-sunilallde7877
    @neet-sunilallde7877 Před měsícem +7

    ପୁରୁଷ ପିଲା ରୋ ଧୋମ ଦେଖିଲେ ତୋ, ଜୟ ଓଡ଼ିଶା ବାସୀ

  • @bimalkumarjenaremunabls4107
    @bimalkumarjenaremunabls4107 Před měsícem +59

    ଏମିତି ସବୁ ଭାଇ ଓ ଭଉଣୀ ମାନଙ୍କୁ ମୋର ଅନୁରୋଧ ସବୁ ନେତାଙ୍କୁ ଏମିତି ହିସାବ ମାଗନ୍ତୁ ଯେ ହେତୁ ସେଇଟା ଆମର ମୌଳିକ ଅଧିକାର ଜାଗ ଓଡ଼ିଶା ଜାଗ 🙏🙏🙏ରହିଲି ,,,,,ଜୟ ଜଗନ୍ନାଥ,,,,,

  • @minatisahoo5539
    @minatisahoo5539 Před měsícem +188

    ଏ ଭାଇ ଜଣକୁ କୋଟି କୋଟି ପ୍ରଣାମ 🙏🙏
    ଏମିତି ସମସ୍ତେ ହିସାବ ମାଗନ୍ତୁ

  • @siad20
    @siad20 Před 24 dny +1

    Awesome job. Great to know people of Odisha are waking up. High time to elect the right people who bring development to the people.

  • @saytaomsmvlog
    @saytaomsmvlog Před měsícem +2

    ଭାଇ ରେ ମଜା ଆସିଗଲା 👏👏👏👏

  • @SRpradhan8179
    @SRpradhan8179 Před měsícem +486

    ଜନତା ଆପଣଙ୍କ କଣ ଘରକୁ ଆସିକି ହିସାବ ମାଗିବେ କି ?

    • @Jaimmmmmmm
      @Jaimmmmmmm Před měsícem +17

      Janata apnanka ghara ku gale gehibe

    • @ad.0202
      @ad.0202 Před měsícem +2

      Very good 👍 ​@@Jaimmmmmmm

    • @brotube583
      @brotube583 Před měsícem +1

      Think think 😂​@@Jaimmmmmmm

    • @user-pk1tz5lf8w
      @user-pk1tz5lf8w Před měsícem

      ସେ କେବଳ କାଗଜ କଲମରେ ସତ ରେ ନାହିଁ

    • @DeepakMahalik-ru7jh
      @DeepakMahalik-ru7jh Před měsícem

      ତା ଘର କୁ ଯାଅ ଗିହ ତାକୁ 😂

  • @user-vw6qd5ot8y
    @user-vw6qd5ot8y Před měsícem +86

    ତମର କଥା ଶୁଣି ଭାଈ ତାଙ୍କ ମୁଣ୍ଡ କାମ କରୁନି ପଚାର ଆହୁରି । ତମକୁ ଦେଖି ଓଡ଼ିଆ ଲୋକେ ସୁଧୂରିବେ ❤

  • @shivadash
    @shivadash Před měsícem +2

    Very nice👌👌👌👌👍👍👍👍👍👏👏👏

  • @bhakti_music_
    @bhakti_music_ Před měsícem +3

    Sabash Bhai mane❤

  • @user-zf6mr7qc9w
    @user-zf6mr7qc9w Před měsícem +53

    ବହୁତ ବଢିଆ ଭାଇ ମାନେ... ନେତା ହେଉଛନ୍ତି ଜନତାଙ୍କ ସେବକ... ଆଉ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ଭାରତରେ ଜଣେ ସାଧାରଣ ଜନତା ବି ନେତାଙ୍କୁ ପ୍ରଶ୍ନ କରିବାର ଅଧିକାର ଅଛି... ଏମିତି ପ୍ରଶ୍ନ ପଚାରିଲେ ଯାଇକି ସେମାନଙ୍କ ର ଚେତା ଆସିବ... ନ ହେଲେ ଖାଲି ନିର୍ବାଚନ ବେଳେ ମୁହଁ ଦେଖେଇକି, ପାଦ ଛୁଇଁକି, ପଇସା ଦେଇକି ଭୋଟ ନେଇଯିବେ...
    ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ... ଭଦ୍ର ଭାବରେ ବହୁ ପ୍ରାସଙ୍ଗିକ ପ୍ରଶ୍ନ ପଚାରିଛନ୍ତି...
    ଆମ ଓଡିଶା ବଦଳୁଛି... ଜୟ ଓଡିଶା, ଜୟ ଭାରତ

  • @alokkumarmohanty3962
    @alokkumarmohanty3962 Před měsícem +75

    ପାଞ୍ଚ ବର୍ଷ ଭିତରେ ଏ ମହାଶୟା ଆପଣ ଙ୍କ ଗ୍ରାମ କୁ କେତେଥର ଆସିଛନ୍ତି?

  • @aratadash5311
    @aratadash5311 Před měsícem +1

    🙏ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଗ୍ରାମ ବାସୀଙ୍କୁ

  • @PrashadKaPrasad
    @PrashadKaPrasad Před měsícem

    ଭାଇ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଚି। ଏହିପରି ସାରା ଭାରତବାସୀ ନିଜ ସରକାରଙ୍କୁ ପ୍ରଶ୍ନ ପଚାରିଲେ ହିଁ ଆମ ଭାରତ ସକ୍ଷମ ହେବ। ❤

  • @krishnadipa6951
    @krishnadipa6951 Před měsícem +36

    କୋଟି କୋଟି ସଲାମ ଏ ଯୁବ ଭାଇ ଙ୍କୁ ଆଉ ଏ ଗ୍ରାମ ବାସି ଙ୍କ ଏକତା କୁ🙏🙏🙏🙏🙏🙏

  • @bharatvlogs9077
    @bharatvlogs9077 Před měsícem +296

    ହାରିବରେ ହାରିବ ବିଜେଡି ହାରିବ 😂😂😢😢

    • @PaapiyonKaVinashak-et2bk
      @PaapiyonKaVinashak-et2bk Před měsícem +10

      Kukura Bhaliaa Hariba Ethaa Gendaa Dalia Gihaa Sankha😂😂😂

    • @manasranjan7046
      @manasranjan7046 Před měsícem

      Tu mg chup ​@@PaapiyonKaVinashak-et2bk

    • @PaapiyonKaVinashak-et2bk
      @PaapiyonKaVinashak-et2bk Před měsícem

      @@manasranjan7046 Tu Maghiaa Chupp Beee Sala Dadana Kattaa Madhuaa salaa BJD Ra Pelaa Kihiaa BJD Ra Pelaa kihiaa Jarajaa Gihaliii Maghiaaa Tuuu Auakatless Tohh Bhaliaa BJD Ra Kukuraa Saha Mu Bassi Balaa Re Pachareni.
      Slaa BJD Ra Pelaa kihiaa Jarajaa Gihaliii Maghiaaa Tuuu Chakara.tuu Maghiaa Chup Bee Maduua Maghiaa BJD Ra Beshya Dhanda Balii Supporter Maghiaa Lanchua Durniti Maghiaaa Tuu Gote Charitarahina BJD Ra Pelaa kihiaa Jarajaa BASTRD Bitchh Supporter Hatt MaghiaaTohj Bhaliaa Bjd Ra Behiyaa Bjatiyaa Maduaa Maghiaa Sahaa Mu Muhaa Dieni Hatt Auakat Lesss Kathaa Tohh Sangare Hattt.🖕🖕🤬🤬🤬🤬🤬

    • @PaapiyonKaVinashak-et2bk
      @PaapiyonKaVinashak-et2bk Před měsícem

      @@manasranjan7046 Bedhaa Maghiaa Odiaa BJD Raa Ghusuri Gihaali Jaraja Peleii Chuaa HatrMaghiaa Pelaa Khiaa Chakara Chamacha BJD Ra Pelaa kihiaa Jarajaa Gihaliii Chakara Maghiaa aTuuu Chakara Tamil Ra Maghiaaa.Tuu.🤬🤬🤬🤬🤬🖕🖕🖕Maghiaa Nijee Kathaa Dekhh Auakatless Maghiaa Tuu.🖕🖕🤬🤬🤬

    • @viveknand2936
      @viveknand2936 Před měsícem

      Are sankha chodi 😂😂​@@manasranjan7046

  • @vikiranjannayak
    @vikiranjannayak Před 20 dny

    ବହୁତ ବଢିଆ ଭାଇ

  • @ManojKumar-yd2fx
    @ManojKumar-yd2fx Před měsícem +1

    Bohut bodhiya bhai very good bhai

  • @birmulihansdah5285
    @birmulihansdah5285 Před měsícem +96

    ବହୁତ ବଢିଆ 👏👏👏

  • @BhubaneswarBehera-nr8ir
    @BhubaneswarBehera-nr8ir Před měsícem +25

    ବହୁତ ବଢିଆ ଭାଇମାନେ ଏହା ଆମ ନାଗରିକର ଅଧକାର

  • @biswanathpradhan4023
    @biswanathpradhan4023 Před měsícem +3

    Bhai pura right kahichha

  • @tapassahoo5971
    @tapassahoo5971 Před měsícem +1

    Really every person should have asked questions and think twice before cast your vote.

  • @avhk5716
    @avhk5716 Před měsícem +44

    ଧନ୍ୟବାଦ୍ ! ଯିଏ ବି ଭୋଟ ମାଗିଆସିଲେ ଏମିତି ପ୍ରଶ୍ନ କରିବା ଦରକାର । ଭୋଟ ପାଇଁ ଗାଁ ଗାଁ ଘର ଘର ଆସି ଭୋଟ ମାଗୁ ଛନ୍ତି ଜିତି ଗଲା ପରେ କେବେ ଗାଁ ଘରେ ଆସି ଦେଖୁ ଛନ୍ତି କି ? ???

  • @subodhasunani8436
    @subodhasunani8436 Před měsícem +28

    Thankyou ଭାଇ ମାନେ ସବୁ ହିସାଵ ସମସ୍େତ ଜାଣିଵା ଦରକାର ତାହା ହେଲେ ନ୍ୟାୟ ସାରା ଓଡିଶା କୁ ମିଲି ପାରିବ ସମତି କୁ ସମାନ

  • @bunnykabirbunny8816
    @bunnykabirbunny8816 Před měsícem +1

    This is real democracy. Pura odisha basi pachariba darkar emiti well done bhai ❤

  • @utpalikabiswal6844
    @utpalikabiswal6844 Před měsícem +1

    Well done Odisha...👏
    Well done bro🙏
    After seeing this video, proudly kahi paruchhi ki Ebe Bharat saha ama Odisha b grow karuchhi...au se ghisa pita voting system finally change heuchhi....

  • @heeranjyotibal3570
    @heeranjyotibal3570 Před měsícem +24

    Good job bhai ତାଙ୍କ ଗ୍ରାମ ବାସୀ ମାନେ. ଏପରି ସବୁ ଲୋକ au ଗାଆଁ ରେ ଥିବା ସବୁ ଲୋକ ଭୋଟ ମାଗିବାକୁ ଆସିଥିବା candidate manaku ପଚାରନ୍ତୁ କଣ କରିଛନ୍ତି. ଆମ ମାନଙ୍କ ପାଇଁ

  • @user-cw4pw4qt5i
    @user-cw4pw4qt5i Před měsícem +20

    ବହୁତ ସୁନ୍ଦର ଭାଇ ଏଇଟା ସବୁଠୁ ବଢିଆ

  • @saivlogs9408
    @saivlogs9408 Před měsícem +3

    MLA କିଛି କାମ କରିନାହାନ୍ତି 😅 ସେଥି ପାଇଁ ଏ ଭାଇ ଙ୍କ ପ୍ରଶ୍ନ ର ଉତ୍ତର ଦେଇପରୁନାହାନ୍ତି !!
    MLA ଙ୍କ fan ମାନେ ବହୁତ୍ ଭୋକୁଛନ୍ତି !! ଭୋକିବେନି କେମିତି ନ ହେଲେ ଅଇଁଠା ଚାଟି ବାକୁ ମିଳିବନି!!
    ଧନ୍ୟବାଦ🙏 ଭାଇ ସମସ୍ତେ ଏମିତି ପ୍ରଶ୍ନ କରିବା ଦରକାର

  • @manmathpal256
    @manmathpal256 Před měsícem

    ବହୁତ୍ ଖୁସି ଲାଗୁଛି ଲୋକଙ୍କର ଏହିଭଳି ସଚେତନତା ପାଇଁ.......ଗଣତନ୍ତ୍ର 📖

  • @kamalmeher7307
    @kamalmeher7307 Před měsícem +28

    ବହୁତ ବଢିଆ ଭାଇ.... ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ...... ପ୍ରତ୍ୟକ ଗାଁ ରେ ଏମିତି ହବା ଦରକାର.. ଯଉ ନେତା ମାନେ vote ମାଗିବାକୁ ଆସୁଛନ୍ତି ସେମାନଙ୍କୁ ଏମିତି ପ୍ରଶ୍ନ କରିବା କଥା.......

  • @BasantaGanda1M
    @BasantaGanda1M Před měsícem +55

    Well done ଭାଇ ସମସ୍ତଙ୍କୁ ଏଭଳି ହେବାଦରକାର।

    • @asishkumar6382
      @asishkumar6382 Před měsícem +11

      Bhai Tu Dhruv Tatti ra photo rakhichu wah re. Congress ku vote de masa ku 1 lakh paibu.

    • @talkscorner
      @talkscorner Před měsícem

      ​@@asishkumar6382 Amara lakhre hei jiba 15 lakha ta milibani ki 2cr milibani

    • @sanjeevkumarbagarty3180
      @sanjeevkumarbagarty3180 Před měsícem +2

      @@asishkumar6382 khata khat khata khat😂

    • @Pujarani-345
      @Pujarani-345 Před měsícem

      😂😂😂😂​@@asishkumar6382

  • @sutapendudas2296
    @sutapendudas2296 Před měsícem +1

    It's good to see people are getting aware of their rights 😊

  • @user-cb4sv5oq3q
    @user-cb4sv5oq3q Před měsícem

    Yes.. public should raise their voice like this ...

  • @MINIMOTIVATION6242
    @MINIMOTIVATION6242 Před měsícem +26

    ଗ୍ରାମବାସୀ ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ।
    ଏମିତି ସବୁ ଜାଗାରେ ପ୍ରଶ୍ନ ପଚାରନ୍ତୁ

  • @Zodnd1254
    @Zodnd1254 Před měsícem +49

    ଜନତା ଏହିପରି ହେବା ଦରକାର

  • @susmitamohanta5308
    @susmitamohanta5308 Před 24 dny

    Finally somebody openly asked the developmental question.... So proud of these people.... Jai Jagannath

  • @rameshjena6495
    @rameshjena6495 Před měsícem +1

    Very good question people

  • @Twins_Lifestyle
    @Twins_Lifestyle Před měsícem +11

    ସମସ୍ତେ ଏମିତି ପ୍ରଶ୍ନ କରିବା ଉଚିତ 👍👍👍👍👍

  • @niranjanpanda8574
    @niranjanpanda8574 Před měsícem +90

    ତାମିଲ ଶାସନ ହଟାଓ, ଓଡିଶା ବଚାଓ।

  • @chakradhar369
    @chakradhar369 Před měsícem +1

    ଧନ୍ୟବାଦ ଭାଇ ମାନଙ୍କୁ

  • @BalaramNayak-cx5jh
    @BalaramNayak-cx5jh Před měsícem +20

    ଠିକ୍ କଥା କହିଲେ ଭାଇ ଅଶେଷ ଅଶେଷ ଧନ୍ୟବାଦ୍ ଭାଇ ସମସ୍ତଙ୍କୁ

  • @user-wj2zf6ih5m
    @user-wj2zf6ih5m Před měsícem +20

    ଅଶେଷ ଅଶେଷ ଧନ୍ୟବାଦ୍
    ଏମିତି ହିଁ ପ୍ରଶ୍ନ କରିବା ଉଚିତ

  • @DilipSahu-yj5vn
    @DilipSahu-yj5vn Před měsícem

    Badhiaa Bhai

  • @user-jv9py2gy5z
    @user-jv9py2gy5z Před měsícem +1

    Superb bhai .❤❤BJP ASIBA .MODI JI 🙏❤️.JAY SHRIRAM ❤❤🙏🙏🙏

  • @queenofownworld1507
    @queenofownworld1507 Před měsícem +1

    Dil khus ho gya... Asise hi sabhi ko aawaj uthana Hogan

  • @alokkumarpadhan6263
    @alokkumarpadhan6263 Před měsícem +33

    ସମସ୍ତେ ଓଡ଼ିଶା ବାସୀ କିଛି ଶିଖ ଏଇ ଗାଁ ର ଲୋକଙ୍କ ଠାରୁ

  • @gautam_rout
    @gautam_rout Před měsícem +12

    ଆପଣ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @nlorishna1896
    @nlorishna1896 Před měsícem +1

    ବାଃ👏👏👏👏

  • @PitambarSahu-sr4eu
    @PitambarSahu-sr4eu Před měsícem

    Bahut badhia bhai mane

  • @jatadharibehera3067
    @jatadharibehera3067 Před měsícem +36

    ଆମେ କେବଳ ଭୋଟ୍ ଦେବୁ, ସେମାନେ କିଛି ବି କରିବେ ନାହିଁ, ଭୋଟ୍ ମାଗି ଆସିବେ, ପଚାରିଲେ ଅଧୁରା କାମ ଦେଖେଇ ଦେବେ, ଆଉ ପାଞ୍ଚ ପାଞ୍ଚ ବର୍ଷ ପାଇଁ କେବଳ ଭୋଟ ଦିଅ l ଗରିବ ଗୁରୁବା ପାଞ୍ଚ ଶହ ଟଙ୍କା ନିଅ l ତୁମର ଘରକୁ କଣ ଅଡିଟ କରି ଯିବେ କି, ଆଉ ତୁମେ ଫଉଜ୍ ଲଗେଇ ଜେଲ ପଠେଇ ଦେବ l

  • @JeebanKumar-wl1hb
    @JeebanKumar-wl1hb Před měsícem +31

    Good job Bhai all the best

  • @monalishakar5067
    @monalishakar5067 Před měsícem +2

    Thiki katha vai jaha kahila amane vo ta sarigale kehi kahar nuha

  • @liteshkumar2496
    @liteshkumar2496 Před měsícem +1

    Very good bhai 👍

  • @RaghunandanMahapatra
    @RaghunandanMahapatra Před měsícem +20

    This is the spirit of democracy ❤.. Love you... I bow down at your feet Sir❤

    • @trinathtiru2825
      @trinathtiru2825 Před měsícem +1

      Obviously....sir ...also we want this..type of voice....now people beacme to changed slowly.......
      😊
      especially our odisha people
      Democracy..always on people hands . people should knows whats and how powerful themself
      " Democracy is not a duty for any one democracy is for only priority "
      And the first priority should be people.

    • @RaghunandanMahapatra
      @RaghunandanMahapatra Před měsícem

      @@trinathtiru2825 💗💗💗

  • @aswinikumartarei4895
    @aswinikumartarei4895 Před měsícem +19

    ପ୍ରତ୍ୟେକ ଟି ଓଡ଼ିଶା ନାଗରିକ ଏମିତି ପ୍ରଶ୍ନ କରିବା ଦରକାର ଯିଏ ବି ଭୋଟ ମାଗିବାକୁ ଆସୁଛି, ଜୟ ଜଗନ୍ନାଥ ଜୟ ଓଡ଼ିଶା ଜୟ ଓଡ଼ିଆ 🙏🙏🙏🙏🙏

  • @SubhaJituvolgs
    @SubhaJituvolgs Před měsícem

    ଭାଇ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ବହୁତ୍ ଭଲ ପ୍ରଶ୍ନ କରିଛନ୍ତି 👍👍👍

  • @geniusgirl1904
    @geniusgirl1904 Před měsícem +1

    Thank you bhai amiti prasna pochariba darkar

  • @pintuputel7257
    @pintuputel7257 Před měsícem +16

    ଧନ୍ୟବାଦ୍ ଭାଈ ବହୁତ ଖୁସି ଲାଗିଲା ପାନେ ଦେଲ ଯେ

  • @aratachandrabehera3777
    @aratachandrabehera3777 Před měsícem +9

    Jay Sri Sri Ram ,, ଏ ଭାଇ ହଉଛି ପ୍ରକୃତ ଓଡ଼ିଆ

  • @jagabandhuojha4175
    @jagabandhuojha4175 Před 28 dny

    Dhanyawad Bhai ❤

  • @rakhirout8397
    @rakhirout8397 Před měsícem

    Right answer thanks bro

  • @Chisimu
    @Chisimu Před měsícem +22

    Bohut khusi lagila