What a helplessness situation for Bobby Das.... || Editorial Show(EP-240) || ODISHA PULSE

Sdílet
Vložit
  • čas přidán 25. 06. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #pranabprakashdas #sasmitpatra #leninmohanty #manasmangaraj #swayamprakash

Komentáře • 136

  • @RamachandraPradhan-gl5df
    @RamachandraPradhan-gl5df Před 29 dny +15

    ଓଡିଶା ର ବୃହତ ଠକ

  • @alokkumardas5236
    @alokkumardas5236 Před 29 dny +25

    ବବି ଏବେ ଏକ ଘରିକିଆ.... ରାଜା ପାଖରେ ସବୁ ବେଳେ ଗୋଟିଏ ସୈନିକ ଥାଏ ... ଯେତେବେଳ ରାଜା ଉପରକୁ ବିପଦ ଆସେ ସିଏ ବଳି ପଡ଼େ....

  • @harishmallck2
    @harishmallck2 Před 29 dny +18

    ବବି ଦାସ ନିଜର କାର୍ଯ୍ୟକାଳ ସମୟରେ ନିଜେ ଧରାକୁ ସରା ମଣୁଥିଲେ | ବବି ଦାସ ମନେରଖିବାର ଥିଲା ଯେ ଦୁନିଆରେ କିଛି ସ୍ଥାୟୀ ନୁହେଁ |! ସେ ଭାବି ନଥିଲେ ଯେ ତାଙ୍କର କ୍ଷମତା ଚାଲିଯିବ | ଯେମିତି କର୍ମ ସେମିତି ଫଳ!ବବି ବାବୁଙ୍କର ଖରାପ ସମୟ ଆରମ୍ଭ ହେଲା ମାତ୍ର.

    • @santoshkumarsahu6586
      @santoshkumarsahu6586 Před 27 dny

      💯💯❤️✓❤️

    • @santoshkumarsahu6586
      @santoshkumarsahu6586 Před 27 dny

      Manisa Jete Bada Heu Na Kahiniki Sansar KuJiye Tiyari Karichhanti Sabu Sahijibe Kintu Manisara Garba Ahankaraku Sahibe Nahing.

  • @srisaidesignvastu9209
    @srisaidesignvastu9209 Před 29 dny +7

    ବବି ଦାସ ବିଜେଡ଼ି ବିଧାୟକ ପ୍ରାର୍ଥୀ ଠାରୁ କୋଟି କୋଟି ଟଙ୍କା ନେଇଛନ୍ତି ! ବିଧାୟକ ନିଆଁ ହେଈକରି ଅଛନ୍ତୀ !

  • @niharranjandas1353
    @niharranjandas1353 Před 29 dny +9

    କ୍ରୀତଦାସ ଙ୍କ ପାଇଁ କେହି କହିବେ ନାହିଁ, ଏଇଟା ବହୁତ ଦିନରୁ କୁହୁଳି ଥିବା ଆସୋନ୍ତୋଷ।

  • @Xuy788
    @Xuy788 Před 29 dny +15

    ଏମାନେ ଆମ 1.5 ଲକ୍ଷ ପ୍ରାଥମିକ ଶିକ୍ଷକ /ଶିକ୍ଷୟିତ୍ରୀଙ୍କୁ ତଳି ତଳାନ୍ତ କରିଥିଲା.. କେତେ ନେହୁରା ହୋଇଥିଲୁ ହାରାମଜାଦା କହୁଥିଲା ତମର 6 ଲକ୍ଷ ପରିବାର ସଦସ୍ୟଙ୍କ ଭୋଟ ନ ଦେଲେ ବି ଆମେ ଜିତିବୁ.. ଏମିତି ସମସ୍ତଙ୍କୁ କହୁଥିଲା ଶେଷରେ ସଫା ହୋଇଗଲା...

  • @pratapkumarranahandol2434

    Most of the members of BJD have looted Odisha people... so how others will come forward for him....all are getting scared now.... for CBI and ED....

  • @pramodakumarnayak-zv5cm
    @pramodakumarnayak-zv5cm Před 28 dny +4

    ପାଣ୍ଡିଆନ ପାଇଁ ନବୀନ
    ବବି ଙ୍କ ପାଇଁ ରଘୁନନ୍ଦନ

  • @janardanpanda5378
    @janardanpanda5378 Před 28 dny +4

    ବିଜେଡି ଶାସନ ସମୟରେ ଯେପରି ଲୁଣ୍ଠନ କରିଛନ୍ତି ଆଉ ଯେପରି ଦୁର୍ନୀତି କରିଛନ୍ତି ଏମାନେ କଣ ଇଲେକ୍ସନରେ ଜିତିବେ ଲୋକମାନେ କଣ ବୋକା ଏମାନଙ୍କୁ ଭୋଟ ଦେବେ

  • @pradippradhan4388
    @pradippradhan4388 Před 29 dny +8

    ବିଜେଡି ଓଡିଶାରୁ ସଫା ହୋଇଯିବ

    • @skshitish
      @skshitish Před 29 dny

      ତା ସଙ୍ଗେ ତୁ ବି ଗୋ ଗୋଆ ଗନ୍

    • @bandanaeducation877
      @bandanaeducation877 Před 29 dny

      BJD chamcha Asigola ​@@skshitish

  • @chhabindramansingh73
    @chhabindramansingh73 Před 29 dny +5

    ତମେ ସବୁ ବବି ପଛରେ କିଆଁ ପଡ଼ିଛ, ଏତେ ଲୁଟି କମେଇ ଛନ୍ତି bjd ନେତା, ପାଳଗଦା ଥିଲେ ସେଠି କଣ ସୁଡ଼ଙ୍ଗ କରିଥାନ୍ତା, ସୁଡ଼ଙ୍ଗ ରେ ସମସ୍ତେ ମଜାକଲେ କେହି ପିଠିରେ ପଡୁ ନାଁହାନ୍ତି, ସୁଲି, ଘୁଷୁରି ଇପ୍ସିତା, ନେଉଳ ଲେଲିନ, ଗଧ ସସ୍ମିତି କୁଆଡେ ଗଲେ

  • @ParabirPanda-to3rh
    @ParabirPanda-to3rh Před 29 dny +8

    I donot understand why the new govt.is super-soft towards him.U better jail him along with his boss

  • @ramratan3907
    @ramratan3907 Před 29 dny +14

    ED CBI darkar

  • @bipracharanjena2736
    @bipracharanjena2736 Před 28 dny +8

    ,ବବି ଦାସଙ୍କ ମାତ୍ରାଧିକ କାର୍ଯ୍ୟ ଓ ଉଦ୍ଧତ ବବ୍ୟହର ପାଇଁ ଲୋକେ ଉଚିତ୍ ଶିକ୍ଷା ଦେଲେ ଏବେ ଅନୁତାପ କରିବା ଦରକାର

  • @dolagobindasahu4917
    @dolagobindasahu4917 Před 29 dny +6

    ଧନ, ଯୋୖବନ,ଜୀବନ ଓ କ୍ଷମତା ଅସ୍ଥାୟୀ।ବବି ଦାସ କଶ୍ମୀନ କାଳେ ଭାବି ନଥିଲେ ନବୀନ ପଟ୍ଟନାୟକ ହାରିଯିବେ। ସେଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି Govt. quarter Allisan Bunglow ତିଆରି କରିଥିଲେ।ପାଠ କମ୍ ବୟସ ମଧ୍ୟ କମ ତେଣୁ ସେ ଧରାକୁ ସରା ଭାବୁଥିଲେ, ଇନ୍ଦ୍ର ଚନ୍ଦ୍ର ମାନୁ ନଥିଲେ। କଥାରେ ଅଛି ଅଳ୍ପ ବିଦ୍ୟା ଭୟଙ୍କରୀ।ବବି ଦାସ ତିନି ପାଞ୍ଜି ରୁ ଗଲା ।

  • @anadicharansamal7033
    @anadicharansamal7033 Před 29 dny +16

    କୁହାଳିଆ ଲେଲିନ ମହାନ୍ତି କୁଆଡେ ଗଲା।

    • @piyushrajkumar15
      @piyushrajkumar15 Před 29 dny +3

      ଗାତ ରେ ପଶିକି ଲୁଚିଛି କାରଣ ପଦାକୁ ଆସିଲେ ଖାଇବ

    • @Xuy788
      @Xuy788 Před 29 dny

      ନିରୀହ ଅଧିବାସୀ ଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଲାଗିଥିବ..

  • @malibehera6398
    @malibehera6398 Před 29 dny +3

    Sir love u for ur explanation

  • @Manoranjansahoo34680
    @Manoranjansahoo34680 Před 28 dny

    ବହୁତ ସୁନ୍ଦର ଉପସ୍ଥାପନା କରିଛନ୍ତି,ଏପରି ସ୍ଥିତିରେ ବବି ଦାସ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କିମ୍ବା ସେ ଦଳ ପରିବର୍ତନ କରିବାକୁ ବାଧ୍ୟ ବି ହୋଇପାରନ୍ତି ଦେଖାଯାଉ ଆଗକୁ କଣ ହେଉଛି, କଲା କର୍ମର ଫଳ ତ ଭୋଗିବାକୁ ପଡିବ, ଧନ୍ୟବାଦ 👌👌👌

  • @user-he4vq8oo7f
    @user-he4vq8oo7f Před 29 dny +3

    Beautiful presentation....🙏🙏🙏🙏🙏

  • @debadattapattanaik2427
    @debadattapattanaik2427 Před 29 dny +6

    ଆରେ ଭାଇ କଲା ତ କଲା ପୁଣି ଭାଙ୍ଗୁଥିଲା କାହିଁକି ? ସେଇଟା ବି ନବୀନ ସରକାରଙ୍କ ତରଫରୁ ଓଡ଼ିଆମାନଙ୍କ ପାଇଁ ଗୋଟେ ମେମୋରିଆଲ ହୋଇ ରହିଥାନ୍ତା ! ଏତେ ତୁମ୍ବି ତୋଫାନ କ'ଣ ପାଇଁ ?

  • @MrPpcops
    @MrPpcops Před 29 dny +4

    ଜଣେ ଶିଷ୍ୟ ଓ ଜଣେ କ୍ରିତଦାସ ନିଜ ଗୁରୁ ତଥା ମୁନିବ ଓ ଦଳ କୁ କେଉଁ ଅବସ୍ଥାରେ ପହଞ୍ଚେଇଲେ ତାହା ବିଜେଡି ର ସମସ୍ତ କର୍ମୀ ଓ ନେତା ଠିକ୍ ବୁଝିଛନ୍ତି । କାଳେ ନବୀନ ନିବାସ ପରିସର ରେ ହିଁ ଶିଷ୍ୟ ଙ୍କୁ ଦଳୀୟ କର୍ମୀ/ନେତା ଆକ୍ରମଣ କରିଦେଇ ପାରନ୍ତି, ସେଥିପାଇଁ ଗୁରୁ ଶିଷ୍ୟଙ୍କ ସମର୍ଥନ ରେ ବାହାରିବାକୁ ବାଧ୍ୟ ହେଲେ ।

  • @nilachalmaharana3363
    @nilachalmaharana3363 Před 29 dny +3

    Beautiful presentation.

  • @laxmidharnayak4191
    @laxmidharnayak4191 Před 29 dny +1

    Congratulations for your analytical episode. You are absolutely right.

  • @saratmishra7100
    @saratmishra7100 Před 29 dny +2

    Well said, nice analysis.

  • @laxmansahoo4681
    @laxmansahoo4681 Před 27 dny

    ନିଜ ରକ୍ଷଣେ ଅସମ୍ଭବ, ସେ କାହୁଁ ଅନ୍ୟକୁ ରଖିବ 🎉

  • @user-pu9qo1sg6p
    @user-pu9qo1sg6p Před 29 dny +2

    ଦକ୍ଷ ଲୋକଟା ବିଜେଡି ଦଳକୁ ଜିତେଇ ପାରିଲା ନାହିଁ କାହିଁକି; ନବୀନ ବାବୁ ବୁଝିପାରି ନାହାଁନ୍ତି ଆଜିସୁଦ୍ଧା।

  • @dambarudharsahoo3669
    @dambarudharsahoo3669 Před 29 dny +3

    କଣପାଇଁ arrest କରୁନାହାନ୍ତି ????

  • @ashokkumarmishra6186
    @ashokkumarmishra6186 Před 29 dny +3

    ଏ ସବୁ କରିବା କର୍ମ ର ଫଳ ଭାଇ ଇଏ ସମବେଦନା ର ଯୋଗ୍ୟ ନୁହନ୍ତି

  • @user-cw9gp5ty9f
    @user-cw9gp5ty9f Před 29 dny +3

    ଯିଏ ଧର୍ମକୁ ଆଖିଠାର ମାରିବ, ଦିନେ ନା ଦିନେ ସେ ଏମିତିଆ ପରିସ୍ଥିତିରେ ପଡ଼ିବ ହିଁ ପଡ଼ିବ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @balabhadrasoren5229
    @balabhadrasoren5229 Před 29 dny +3

    ACTION AGAINST BJD LEADER
    BOBBY DAS SOON.

  • @subashchandrabiswal8117
    @subashchandrabiswal8117 Před 29 dny +2

    As you saw so you reap. This version applicable to Bobi Das most applicable.

  • @PrativaMohanty-in1ti
    @PrativaMohanty-in1ti Před 29 dny +3

    Where are so called Bjd spokes persons ?

  • @ramakrushnadalai2497
    @ramakrushnadalai2497 Před 29 dny +3

    Founder members of BJD are expelled and some of the non political members now politically active and show greatest leader.

  • @DR.B.NAYAK1980
    @DR.B.NAYAK1980 Před 29 dny +2

    କୁଖ୍ୟାତ ପାଣ୍ଡିଆନ ମହାଶୟଙ୍କର କୌଣସି ଅବଦାନ ନାହିଁ covid-19 pandemic ସମୟରେ l WHO guidelines ଅନୁସାରେ ଡାକ୍ତରମାନେ କାମ କରୁଥିଲେ l Health director ଙ୍କ ନିର୍ଦ୍ଦେଶ ଅନୁସାରେ କାମ ହେଉଥିଲା l pandian ମହାଶୟ ସେହି ସମୟରେ ଓଡିଶାକୁ ଲୁଟୁ ଥିଲେ l ସେହି ସମୟର director ମହାଶୟଙ୍କୁ ଧନ୍ୟବାଦ ଦେବା ଉଚିତ l

  • @niranjanbehera1948
    @niranjanbehera1948 Před 27 dny

    ପ୍ରକୃତ ରେ ହାରାମି ନବୀନା !!

  • @sandhyamohanty6688
    @sandhyamohanty6688 Před 25 dny

    Thanks for your anslysis .

  • @user-pu9qo1sg6p
    @user-pu9qo1sg6p Před 29 dny +1

    ସେ ଦଳର କାହା ପାଇଁ ହେଉ ନ ଥିଲେ
    ତାଙ୍କ ପାଇଁ କିଏ ହେବ।

  • @RidgeResidency
    @RidgeResidency Před 29 dny

    Sir your expression is so nice.

  • @rajmohannayak555
    @rajmohannayak555 Před 29 dny +1

    Tnq. Sir, for nirvhaya news

  • @ArunDas-hc5zz
    @ArunDas-hc5zz Před 29 dny +2

    ନବୀନ ବାବୁ ତାଙ୍କ ଦୃଷ୍ଟି ରେ ପଣ୍ଡିଅନ ଙ୍କ ବିଷୟରେ ଠିକ୍ କହିଛନ୍ତି, ତୁ ତ ମୁତୁରୀ , ମୁଁ ତ ମୁତୁରୀ ହେଂଶ କାହିଁ ପାଇଁ ଧୋଇବା, ଗୁରୁ ଚେଲା ସଂପର୍କ ତ!

  • @user-wj3lf4xi7n
    @user-wj3lf4xi7n Před 29 dny +2

    Stupid remarks by Nabina toward s Pandiyan

  • @ashokkumarmishra6186
    @ashokkumarmishra6186 Před 29 dny +1

    ଆପଣ ଜାଣିଥିବେକି ନଥିବେ ସେ କଥା ତ ମୁ ଜାଣିନି ସେ ମଝିରେ ଜଣେ ସେ ହେଲା ଶ୍ରଦ୍ଧା

  • @chakradharsahoo3684
    @chakradharsahoo3684 Před 29 dny

    Thanks Bhai.

  • @prafullapradhan3860
    @prafullapradhan3860 Před 16 dny

    RIGHT RIGHT ATI GARBE HATA LANKA .CHAKA AKHI SABU DEKHUCHI .AE MANE BHABUTHILE AMA BOPA RA ODISHA TA JAI SHREE RAM

  • @Grow.YT.Views.832
    @Grow.YT.Views.832 Před 29 dny

    That's quite an improvement on your videos, good job!

  • @sarojkumarmohanty6139
    @sarojkumarmohanty6139 Před 29 dny +2

    Kuaade gale BJD ra kuhalia Mane ?

  • @jayjagannath2883
    @jayjagannath2883 Před 28 dny

    ବବି ଙ୍କ ପାଇଁ ,,,,, ଧର୍ମେନ୍ଦ୍ର ପ୍ରଧାନ

  • @manojkumarrout4694
    @manojkumarrout4694 Před 29 dny

    Jay Jagannath

  • @jayaprakashsahu9839
    @jayaprakashsahu9839 Před 29 dny

    Sundar Vishleshan, Mahashay..

  • @prasantakumarswain3419
    @prasantakumarswain3419 Před 29 dny +1

    ବବି ଦାସ ଙ୍କ ପାଇଁ ଜଣେ ଦି ଗୋଡ଼ିଆ ଓ ଦୁଇଟି ଚାରି ଗୋଡିଆ ଅଛନ୍ତି ।

  • @puspamitrasa9335
    @puspamitrasa9335 Před 20 dny

    ଆମେ ଅପେକ୍ଷା କରିଛୁ, ଲେଲିନ ମହାନ୍ତି, ସସ୍ମିତ ପାତ୍ର ଆଉ ଇସ୍ପସିତା madam ଙ୍କ ଟିପ୍ପଣୀ ପାଇଁ

  • @nareshdash3796
    @nareshdash3796 Před 29 dny +1

    ସବୁ ଯାକ ଫାଲତୁ ।

  • @piyushrajkumar15
    @piyushrajkumar15 Před 29 dny +2

    ଏ ଟାଉଟର ର ବ୍ଲଡ଼ ଗ୍ରୁପ ଟାଉଟର +++ ଦ୍ୱିତୀୟ ସାରଥୀ ଓଡିଶା ବାସୀ ସ୍ତିର କରିସାରିଲେଣି ସମସ୍ତେ ଶାବଳ, କୋଡ଼ି, ଫାଉଡ଼ା, ଗଇନ୍ତି, ହାତୁଡି ସବୁ ଧରି ଲକ୍ଷ ଲକ୍ଷ ସଂଖ୍ୟା ରେ ଭୁବନେଶ୍ୱର ଯିବେ ଓଡିଶା କୁ ଲୁଟିକି ଯେତେ ରାଜମହଲ ହେଇଛି ସବୁ ମାଟିରେ ମିଶେଇବେ. କାରଣ ସମୟ ର ଆହ୍ୱାନ ଏହା କହୁଛି ଯେତେବେଳେ ସରକାର ଦୁର୍ନୀତି ରେ ବୁଡିକି ରୁହେ ଜନ ସାଧାରଣ ଙ୍କ ଉପରେ ଅତ୍ୟାଚାର କରେ ଏପରି ହୂଏ. ଖାଲି ଅପେକ୍ଷା ମୋହନ ସରକାର କଣ କରୁଛନ୍ତି ନ ହେଲେ ଲୋକେ ଆଇନ କୁ ହାତ କୁ ନେବାକୁ ବାଧ୍ୟ ସେତେବେଳେ କେହି ପିଠିରେ ପଡିବେ ନାହିଁ

  • @Mishkasgarden
    @Mishkasgarden Před 29 dny +2

    Mohan majhi odisha lokanku bhakua kale karana michha pratisruti dei vote nela pare bjd ku suraskhya dele just example boby das

  • @manojmohapatra798
    @manojmohapatra798 Před 28 dny

    ରିକଭରି କରାଯାଉ ଜେଲ ପଠାଅ ସେଇଡା ହିଁ ତାର ଉପଯୁକ୍ତ

  • @hemantkumarsingh1387
    @hemantkumarsingh1387 Před 29 dny

    It is better to highlight the irregularities in the quarter demolition case rather than supporters of BJD for Bobby Das.

  • @sagarikaswain-zr8gu
    @sagarikaswain-zr8gu Před 29 dny

    Pura thick katha kahichhanti.
    Ai Lenin kahuthile
    That is Pranab prakash das

  • @user-uj4ks5zw5k
    @user-uj4ks5zw5k Před 29 dny

    ଆଞୀଆ,ଆପଣସବୁଜାଣୀଛନ୍ତିବିଜେଡିନେତାକୁ,ଆଉକିଛିକୁହନସିଧାଜେଲରେମାଡିଦିଅ,ଏଜାକକୁଭିସଣ,ଦଣ୍ଡଦ ଅଚୁରନେତାକୁ

  • @user-hj1yl6ch2h
    @user-hj1yl6ch2h Před 22 dny +1

    BJD neta mane kahibe ki Pandian Helikepter re 30 zilla gasta kari jeun basta basta kagaj(abhijog patra) anu thile se gudak kuade gala. Kehi ta question karu nahanti. Karan se jeun Helicopter gasta karu thile, ethire state Government paisa nei thile ebang ethire public tax involved achhi.

  • @alekhakumarsahu7529
    @alekhakumarsahu7529 Před 29 dny

    There is no fear when you have money. He can hire big lawyer. He can stand a regional party. Bhairab can stand half a dozen regional parties.

  • @rabindrananda943
    @rabindrananda943 Před 18 dny

    Nia Gilichhi Angara Hagiba Baby Das Jajpur pain Kalanka

  • @user-hj1yl6ch2h
    @user-hj1yl6ch2h Před 22 dny

    Aau kete dina pare Boby Das BJD painee aga ku aloda hei jibe nischinta.

  • @user-mr9wp7fm6g
    @user-mr9wp7fm6g Před 29 dny +1

    Biju babunk apekshya Nabin papa pandu nku besi bhalapanti karan se tankmanamutabak sabu jogad karidianti

  • @dhaneswardas548
    @dhaneswardas548 Před 28 dny

    ନିଜ ନାମରେ ଜମି ର ଟିକଟ କରିନାହାନ୍ତି ତ?

  • @gangadharsatapathy316
    @gangadharsatapathy316 Před 27 dny +1

    ବେଶି କୁହାଳିଆ ସସ୍ମିତ୍ ପାତ୍ର !! କୁଆଡେ ଗଲେ କି ??

  • @user-ku8ud9jd1v
    @user-ku8ud9jd1v Před 16 dny

    ନବୀନ ବାବୁ ପାଣ୍ଡିୟାନ୍ଂକଠୁ ଏତେ କ'ଣ ପାଉଥିଲେ ଯେ ତାକୁ ପୂରା ମୁଣ୍ତରେ ମୁଣ୍ଡରେ ମୁଣ୍ଡାଇ ଥିଲେ? ❤

  • @jyotirmayamohanty5535
    @jyotirmayamohanty5535 Před 29 dny

    Jajpur was his constituency not Korai

  • @dhananjayanag912
    @dhananjayanag912 Před 21 dnem

    sradha madam ଙ୍କୁ v. k paindian injectiin deuhile au ନବୀନ ପଟ୍ଟନାୟକ ଙ୍କ ହାତ ଗୋଡ଼ ଥରୁଥିଲା

  • @suryadas1087
    @suryadas1087 Před 29 dny

    Kritadas should not expect any support from BJD.He should know his limitations.

  • @Mishkasgarden
    @Mishkasgarden Před 29 dny +1

    Bobynka pain cm mohan majhi nka barada hata

  • @sagarikaswain-zr8gu
    @sagarikaswain-zr8gu Před 29 dny

    Apana kuhalia neta nku pura dhoidele

  • @abhimanyunayak4246
    @abhimanyunayak4246 Před 21 dnem

    ନବୀନ ମୁହଁ ମାଡି ଶୋଇ ଗଲାଣୀ

  • @SunjeevMohanty
    @SunjeevMohanty Před 29 dny

    Baby das pain pulse odisha Bahariba

  • @manmohanpadhi9778
    @manmohanpadhi9778 Před 25 dny

    Hata hand 61,62.

  • @laxminarayansahoo3020
    @laxminarayansahoo3020 Před 28 dny

    Samanare dekhila karmi teka
    Phopadibe boli jaha charha heuchi ,

  • @bijanmishra5021
    @bijanmishra5021 Před 28 dny

    କାହିଁକି ମୁନିବ ଗୋଟେ କ୍ରୀତଦାସ ପାଇଁ କିଛି କହିବ ବା ଲେଖିବ?

  • @bijaypanda1843
    @bijaypanda1843 Před 29 dny

    ଇପ୍ସିତା ସାହୁ 😄

  • @dillipkumarswain5649
    @dillipkumarswain5649 Před 29 dny

    Babby Das Odia loka o Pandian Non-odia, Nabin Babu Odia lokanku ghruna karanti o Non-odia lokanku bhala paanti,aita Nabin Babu nka mahanata

  • @pabitramohandas6943
    @pabitramohandas6943 Před 29 dny

    ମୋହଭଙ୍ଗ ହେବ ନା ନାହିଁ?

  • @dharanidharpal1290
    @dharanidharpal1290 Před 27 dny

    Arun for Bobby

  • @kamallochannayak9660
    @kamallochannayak9660 Před 10 dny

    Jete Dina Jaen BJD Re Pandian Babi Das Rahibe Kadapi Odisha Re BJD Asiba Nahin Jagrat.

  • @manaswinisatapathy6176

    Lenin RS.jiba helanahi

  • @Mishkasgarden
    @Mishkasgarden Před 29 dny +1

    Boby kouthhi spoken English sikhich tike tarzama karantu khand khandi word 😅😅

  • @bidyadharbargejoykrishna4902

    ଇପସିତା ଆସିବା କଥା

  • @baikunthbaliarsingh7330

    Lealneku. Areastkarantu

  • @MIS_Training
    @MIS_Training Před 29 dny

    Nabin Nina's gheriki pandu ku Tani aniki Seka haba darkar

  • @ranjansamal4782
    @ranjansamal4782 Před 29 dny

    Au tini ki chari jana achhanti jatha sulata deo isipita sahoo tumbanatha panda priyabarta majhi ahuri aneka

  • @chandrakantsutar2922
    @chandrakantsutar2922 Před 28 dny

    Bobby nka pai Pandu 😂

  • @manasdalai4028
    @manasdalai4028 Před 29 dny

    ବବି ଜାପାନୀ ତେଲ ଲଗାଇ ଚାନ୍ଦିନୀ କୁ ସତକଥା କରୁଥିଲା

  • @arunkumarbehera9271
    @arunkumarbehera9271 Před 29 dny

    NB. RO. KICHI. DURBOLOTA. OCHI

  • @sudhakarnayak2958
    @sudhakarnayak2958 Před 27 dny

    Kotha Naveen Lagya Padeyan Ka Bara Bolo Raa hay Dhack Bjd Other Natha Jay Sri Ram

  • @laxmidharmohanty1251
    @laxmidharmohanty1251 Před 6 dny

    Nabin chör 4:46 4:46

  • @sumankar6856
    @sumankar6856 Před 28 dny

    Bjp ete soft kahinki, Durga Babu?

  • @sasikantkant4780
    @sasikantkant4780 Před 28 dny

    Plus two pass Bobby
    Sanjay das
    Pratap dev
    Nabin
    Others
    All are Dokayat
    Nabin and Pandiyan involved
    with dua doing

  • @aprameya6623
    @aprameya6623 Před 29 dny

    Bobby Krita Das hei parileni Shisya of Nabina 😂

  • @skshitish
    @skshitish Před 29 dny

    ଏବେ ଜଣା ପଡ଼ୁଚି pandiyan ଠିକ୍ ଥିଲା
    But ଆମେ ଓଡ଼ିଶା ଲୋକ ମୂର୍ଖ ଥିଲୁ
    ନହେଲେ ଏମିତି ଦଳ ଠିକ୍ କଲୁ , cm କହୁଚି ମୁଁ ତୁମ ମନ ଙ୍କ cm
    ଆଉ ଏ ମିଡିଆ ପାଗଳ ଚୋଡ

  • @laxmidharmohanty1251
    @laxmidharmohanty1251 Před 6 dny

    Odisar otak 2:19

  • @durbadalmeher8393
    @durbadalmeher8393 Před 27 dny

    😅😅

  • @RabinarayanRansingh
    @RabinarayanRansingh Před 29 dny

    Pm to tutar

  • @jitendrarout207
    @jitendrarout207 Před 28 dny

    ଯେ ଜଉ କର୍ମ କରିବ ତାର ଫଳ ଭୋଗିବ, ବବି ଦାସ ମୁକୁଳିବେ କେମିତି।