ବିଜେଡି ଭିତରେ ଥାଇ ବିଜେଡି ବିରୋଧରେ କହିଲେ, କେହି ମୁହଁ ଖୋଲିଲେନି

Sdílet
Vložit
  • čas přidán 4. 07. 2024
  • ବିଜେଡି ଭିତରେ ଥାଇ ବିଜେଡି ବିରୋଧରେ କହିଲେ, କେହି ମୁହଁ ଖୋଲିଲେନି
    #aaji #aajilive #pravatbiswal #souvicbiswal #politicalnews #political #politicalanalysis #politicalupdates #politicalnewsupdates #ବିଜେପି #bjpnews #bjp4odisha #bjpindia #bjpamitshah #AMITSAHODISHA #politicalnews #bjp4odisha #BJDRALLY #bijujanatadalodisha #bijupattnaik #bijujanatadal #bjd4odisha #naveen #naveenpattanaik #naveenodisha #naveenpatnaik #bjdsuprimo #hinjili #hinjilinaveen #naveenbjd #cmno1 #cmnaveenpatnaik #cmnaveen #naveenvisit #nabinpattnaik #nabinodisha #nabinbjd #pandian #vkpandian #narendramodi #rahulgandhi #congress #congressodisha #crime #police
    Aaji live is Odisha's leading Odia News Channel and current affairs digital channel . Odisha's largest media house that also publishes daily regional , National And international News .
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purpose such as criticism, comment, news reporting, teaching, scholarship, and research.
    Fair use as a use permitted by copyright statute that might otherwise be infringing.
    facebook - / aaji.live
    instagram - aaji.live?i...
    twiter - x.com/Aaji_live?t=e3gPQdQJecK...

Komentáře • 2

  • @user-pu9qo1sg6p
    @user-pu9qo1sg6p Před 19 dny

    ଯାହା ସଂପୂର୍ଣ୍ଣ ଠିକ୍ ସେହିକଥା ହିଁ କହିଲେ।ବରଂ ଟିକେ ଡେରିକରି କହିଲେ। କ'ଣ ସଠିକ୍ ତଥ୍ୟ କହିଦେବାରୁ ନିଆଁ ଖୁଣ୍ଟା ଚେଙ୍ଗି ହେଇ ଯିବାପରି ଲାଗୁଚି କି?

  • @user-pu9qo1sg6p
    @user-pu9qo1sg6p Před 19 dny

    ବିଜେଡି ଭିତରେ ଥିବାରୁ ବିଜେଡି ତିଷ୍ଠି ରହିବା ପାଇଁ ପରବର୍ତ୍ତୀ ସମୟରେ ଯାହା ଶୁଭଙ୍କର ହେବ ସେ କଥା କହିଲେ।ଦଳ ଗଠନ ଦିନରୁ ପ୍ୟାରୀମୋହନ ମହାପାତ୍ର ଦଳର ଉପଦେଷ୍ଟା ରହି ଆସିଥିଲେ ଏବଂ ଦଳକୁ ସଫଳତାର ଶୀର୍ଷରେ ମଧ୍ୟ ପହଞ୍ଚାଇ ଥିଲେ।କାରଣ ସେ ଦଳର ନେତା ଓ କର୍ମୀ ସମସ୍ତଙ୍କୁ ସଂଗଠିତ କରି ରଖୁଥିଲେ। କିନ୍ତୁ ନିର୍ବାଚନ ସମୟରେ କେବେହେଲେ ବା କୌଣସି ଦିନ ନିର୍ବାଚନୀ ସଭାକୁ ଯାଇନାହାନ୍ତି। ଗୁଜବ ଶୁଣିବାକୁ ମିଳିଲା ପ୍ୟାରୀବାବୁ କ'ଣ ଭୁଲ କରିବାରୁ ତାଙ୍କୁ ସେତେବେଳେ ନବୀନ ବାବୁ ବହିଷ୍କାର କରିଦେଇଥିଲେ। ଏମାନେ ତ ଦଳ ପାଇଁ ପ୍ୟାରୀ ବାବୁଙ୍କ ଭଳି କାମ କରିନାହାନ୍ତି। କେଉଁଥି ପାଇଁ ଏତେ ବାହାସ୍ଫୋଟ ମାରୁଛନ୍ତି। ଯଦି ସେତେବେଳେ ନବୀନ ବାବୁ ପ୍ୟାରୀ ବାବୁଙ୍କୁ ଦଣ୍ଡ ବିଧାନ କରିଥିଲେ, ତା'ହେଲେ ଏ ଯେଉଁ ସଂଗଠକ ନାମରେ ନିଜର ହିଁ କେବଳ ସ୍ୱାର୍ଥ ହାସଲକୁ ପ୍ରାଧାନ୍ୟ ଦେଉଥିଲେ ସେମାନଙ୍କୁ ଯଦି ପ୍ରକୃତରେ ନବୀନ ବାବୁ ଦଳରୁ ଦୂରେଇ ନ ଦିଅନ୍ତି ତା ହେଲେ ଦଳ ତିଷ୍ଠିବା ଅସମ୍ଭବ।