Odisha CM Naveen Patnaik Mocks BJP's Promises | 'Focus On Your Own State First

Sdílet
Vložit
  • čas přidán 16. 05. 2024
  • In a sharp retort, Odisha CM Naveen Patnaik criticizes BJP leaders for promising to make Odisha the number one state in India, highlighting inconsistencies and questioning their priorities. Pointing out the higher per capita debt in Assam, CM Patnaik suggests that Assam's CM should address pressing issues in his own state before making lofty promises elsewhere. Watch the full statement and its implications for the political discourse in Odisha.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #BJP #naveenpatnaik

Komentáře • 351

  • @mfm3540
    @mfm3540 Před měsícem +55

    First assam Chief minister makes assam no.1 then talks about Odisha.
    Odisha is already a growing state.

    • @soumyaranjanmohapatra7933
      @soumyaranjanmohapatra7933 Před měsícem

      This bastard is only focusing on Cuttack and bhubaneswar...

    • @ashutoshbarik5330
      @ashutoshbarik5330 Před měsícem

      ସିଏ ଓଡ଼ିଶା ବିଷୟ ରେ କହିବେ ତୋ ଗାଣ୍ଡୀ ଟା କଣ ପାଇଁ ଫଟୁଚି

    • @Save_Odisha_from_looters
      @Save_Odisha_from_looters Před měsícem +1

      କି ଅବସ୍ଥା ଆମ ଓଡ଼ିଶାର। ବୃଦ୍ଧ ପାଗଳ ମୂଖ୍ଯ ମନ୍ତ୍ରୀ ଗୃହ ବନ୍ଦୀ। ମନ୍ତ୍ରୀମାନେ ହତ୍ୟାକାଣ୍ଡ ଅଭିଯୁକ୍ତ। ରାଜ୍ୟର ସବୁ ରାଜସ୍ବ ଓ ପାଓବାର ତାମିଲମାନଙ୍କ ହାତରେ। ଗେଣ୍ଡାଦଳିଆ ନେତା ଓ ସରକାରୀ ଚାକର ତାମିଲର କ୍ରୀତଦାସ। ହେ ପ୍ରଭୁ ଜଗନ୍ନାଥ ଏ ରାକ୍ଷସମାନଙ୍କର ନାଶ କର

    • @Save_Odisha_from_looters
      @Save_Odisha_from_looters Před měsícem

      ମୁର୍ଖ ମନ୍ତ୍ରୀ ମଦ୍ୟ ପାନ କରି ଚିର ନିଦ୍ରା ଶୋଇଚି! କଳାପାହାଡ ଓଡିଶା ମାଆ କୁ ଲୁଟି ଚାଲିଛି!

    • @Save_Odisha_from_looters
      @Save_Odisha_from_looters Před měsícem

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @swaramayeedas437
    @swaramayeedas437 Před měsícem +18

    ଜଣେ ସଚୋର୍ଟ ସରକାର ହେବାକୁ ହେଲେ ପ୍ରଥମେ ନବୀନ ବାବୁଙ୍କ ପାଖରୁ କିଛି ଶିକ୍ଷା ଗ୍ରହଣ କରନ୍ତୁ ତାପରେ ଓଡିଶା ସରକାର ହେବେ l

    • @GodFather-rm6en
      @GodFather-rm6en Před 28 dny

      Friendly fire ବନ୍ଧୁତ୍ୱପୂର୍ଣ୍ଣ ଅଗ୍ନି |

  • @nileshdas9404
    @nileshdas9404 Před měsícem +3

    ଜନତା ଙ୍କ ଦୁଃଖ ରେ ଦୁଃଖୀ ଏବଂ ଜନତା ଙ୍କ ସୁଖ ରେ ସୁଖୀ ହୋଇ ଆଜି ଯାଏଁ ଚାଲିଥିବା ନେତା ହେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @JharanaraniPatra-ko8vr
    @JharanaraniPatra-ko8vr Před měsícem +2

    ଶାସନ ନୁହଁ ସେବା ପାଇଁ ତତ୍ପର ତଥା ଯତ୍ନବାନ ଆମ ନବୀନ ସରକାର।ସେଇଥିପାଇଁ ବାରମ୍ବାର ଲୋକଙ୍କ ବିଶ୍ବାସ ଏବଂ ଭରସା ଜିତି ଆସୁଛନ୍ତି ଆଉ ନିଶ୍ଚିତ ଭାବରେ ପୁଣିଥରେ ଜିତିବେ ମଧ୍ୟ ।

  • @sanjukta_sethi
    @sanjukta_sethi Před měsícem +2

    ଆମ ରାଜ୍ୟର ଏକମାତ୍ର ଦଳ ହେଉଛି ବିଜୁ ଜନତା ଦଳ ସେହି ଦଳ ସର୍ବଦା ଆମ ରାଜ୍ୟରେ ଜନକଲ୍ୟାଣ କାର୍ଯ୍ୟ କରିବା ସହ ଲୋକମାନଙ୍କର ଦୁଃଖ ଓ ସୁଖରେ ଛିଡା ହୋଇଛି |

  • @truptiranjansahoo8115
    @truptiranjansahoo8115 Před měsícem +4

    Good👍 sir

  • @somelife9719
    @somelife9719 Před měsícem +3

    15 ବର୍ଷ ଇଂଲାଣ୍ଡ ଶାସନ 10 ବର୍ଷ ତାମିଲ ଶାସନ କରି ଓଡିଶା କୁ ବିକିଦେଲେ ଆପଣ ମାନେ 😢

  • @nileshdas9404
    @nileshdas9404 Před měsícem +2

    ଆଜି ଯଦି ଓଡ଼ିଶାର ମାଆ ଭଉଣୀ ମାନେ ବ୍ୟାପାର ବାଣିଜ୍ୟ ରେ ଅଗ୍ରସର ହେଇଥାନ୍ତି ତାହା କେବଳ ଆମ ଓଡ଼ିଶା ସୁପ୍ରିମୋ ଙ୍କ ପାଇଁ ହିଁ ସମ୍ଭବ ହୋଇଛି ।

  • @JharanaraniPatra-ko8vr
    @JharanaraniPatra-ko8vr Před měsícem +2

    ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ l

  • @pravakarparida3745
    @pravakarparida3745 Před měsícem +34

    ପ୍ରଥମ ଥର ମହାରାଜା ଗୁମ୍ଫା ରୁ ବାହାରିଲେ

    • @singhuramhansdah7363
      @singhuramhansdah7363 Před měsícem +8

      ବିଜେପି କୁହା ମୁଣ୍ଡା କପିଳା....

    • @SubhasisSahu-pi3qc
      @SubhasisSahu-pi3qc Před měsícem +5

      Thare baharile ta dhuli chteidebe bjp walanku.. 5barsha faku prachar karibi b paribani😂

    • @kunalparida7142
      @kunalparida7142 Před měsícem +5

      King❤❤❤

    • @binayakswain467
      @binayakswain467 Před měsícem

      ତତେ ଗାଣ୍ଡି ମାରିଲେ

    • @rakeshpradhan6972
      @rakeshpradhan6972 Před měsícem +9

      Not Vote BJP Jumla Party 😅
      India ku biki khai abe odisha upare najara
      Jay INDIA
      JAY BJD
      JAY SAMBIDHAN
      JAY AMBEDKAR 🙏

  • @nileshdas9404
    @nileshdas9404 Před měsícem +3

    ନବୀନ ବାବୁ ଓଡ଼ିଶା ବାସୀ ଙ୍କୁ ନିଜ ପରିବାର ଭାବନ୍ତି ବୋଲି ତ ସେ ଆଜି ଯାଏଁ ନିଜ ସଂସାର ପ୍ରତି ମନ ନ ଦେଇ ଓଡ଼ିଶା କୁ ଉନ୍ନତି ର ସ୍ଵାଦ ଚୋଖେଇ ଚାଲିଛନ୍ତି

  • @rajbaba2432
    @rajbaba2432 Před měsícem +7

    Assam no industry growth...heavy brain drain to other states..not a single big IT company in Guwahati

    • @odianews654
      @odianews654 Před měsícem

      After all they are dieing for their state.lets see how a odia can win in Assam but Tamil who speaks odia are cleaning their latrine we are supporting that tamilian vk pandian. Shame on you and your odia pride

    • @rajbaba2432
      @rajbaba2432 Před měsícem

      Assam doesn't have Assamese University... even now state language is not compulsory paper for state govt job....but I believe Odia University has been established to have Ashmita...Odiya language still compulsory in the state for govt job..as per last survey Assamese speaking people Assam remain 45 to 47%.

    • @odianews654
      @odianews654 Před měsícem +1

      @@rajbaba2432 our cm does not speak odia .then imagine the value of odia language. Where head of the state does not speak that language. What a joke.Tamilian who call us labour we are there to clean their toilet we are praying pandiyan.still you support naveen. Just imagine 25 years in govt what is the development odisha has seen.our state has everything to be no 1 in india .long costal lines to mines mineral,no of river everything is there still my state is poor.come and vote for development.

    • @rajbaba2432
      @rajbaba2432 Před měsícem

      @odianews654 Make a visit to any cities of Assam, including Guwahati, and stay a few days in June, July, September, and rainy season
      than return back and compare Apple to Apple with Bhubaneswar, Rourkela....

    • @odianews654
      @odianews654 Před měsícem +2

      @@rajbaba2432 go to baksa district of Assam then you won't ask this question. Leave bhubaneswar or Rourkela. You will think with .which city of India you can compare this baksa city( indore or navi Mumbai will come to your mind)dont think everyone is blind I was there for 4 month.i know how asamees loves there state.not like our lazy odia who likes a tamilian and lazy cm who never meet his people. Think ,come and vote for development

  • @user-ew4ql2dx6j
    @user-ew4ql2dx6j Před měsícem +2

    Right sir❤❤❤❤

  • @pupunstar2807
    @pupunstar2807 Před měsícem +4

    Nabin jeje tame rest kara

  • @sunilkumarpatnaik6953
    @sunilkumarpatnaik6953 Před měsícem +2

    Befitting REPLY by Hon'ble Chief Minister. .... Miss Mama ta Banerjee & other non-BJP CM should learn the Art of Politics from our Mr. NABIN PATNAIK.

  • @titankumarrautara9950
    @titankumarrautara9950 Před měsícem +1

    Excellent 👌

  • @Save_Odisha_from_looters
    @Save_Odisha_from_looters Před měsícem +1

    କି ଅବସ୍ଥା ଆମ ଓଡ଼ିଶାର। ବୃଦ୍ଧ ପାଗଳ ମୂଖ୍ଯ ମନ୍ତ୍ରୀ ଗୃହ ବନ୍ଦୀ। ମନ୍ତ୍ରୀମାନେ ହତ୍ୟାକାଣ୍ଡ ଅଭିଯୁକ୍ତ। ରାଜ୍ୟର ସବୁ ରାଜସ୍ବ ଓ ପାଓବାର ତାମିଲମାନଙ୍କ ହାତରେ। ଗେଣ୍ଡାଦଳିଆ ନେତା ଓ ସରକାରୀ ଚାକର ତାମିଲର କ୍ରୀତଦାସ। ହେ ପ୍ରଭୁ ଜଗନ୍ନାଥ ଏ ରାକ୍ଷସମାନଙ୍କର ନାଶ କର

    • @rasmistatus
      @rasmistatus Před měsícem

      ସମସ୍ତେ ଗୋଟିଏ ଗୋଟିଏ ରାକ୍ଷସ କାରଣ bjp ଆମଠାରୁ GST ନେଉଛି କିନ୍ତୁ ଆଡ଼ନୀ ଓ ଅମ୍ବାନୀ ବଡ ବଡ କୋଟି ପତି ମାନଙ୍କର କୋଟି କୋଟି ଟଙ୍କାର ଋଣ ଛାଡ କରୁଛି india ର ଅଧା ସମ୍ପତି ବିକିଦେଲେଣି ଆଉ ବାକି ଅଛି ଆମ ଓଡିଶା କୁ ବିକିବାକୁ ଅନ୍ଧ ଭକ୍ତ ଟାରୁ ଓଡିଶା କୁ ବଞ୍ଚାଓ

  • @nileshdas9404
    @nileshdas9404 Před měsícem +1

    ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଆଜି ଓଡିଶା ର କେତେ ଗରିବ ଘର ର ଲୋକ ମାନେ ମଧ୍ୟ ବଡ ବଡ ହସ୍ପିଟାଲ ରେ ଚିକିତ୍ସିତ ହୋଇପାରିଛନ୍ତି ।

  • @sanjukta_sethi
    @sanjukta_sethi Před měsícem +1

    ବିଜୁ ଜନତା ଦଳ କଥା ନୂହେଁ କାମ କୁ ବିଶ୍ବାସ କରେ ଏଭଳି ବିଶ୍ବାସ ଆମ ରାଜ୍ୟର ଜନସାଧାରଣ ବୁଝି ସାରିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଏକ ନମ୍ବର ଏ କଥା ସାଢେ ଚାରି କୋଟି ଓଡିଆଙ୍କ ଗର୍ବ l

  • @theruralgirl7517
    @theruralgirl7517 Před měsícem +1

    When you can't find anything else to drag someone use language 😂😂

  • @JharanaraniPatra-ko8vr
    @JharanaraniPatra-ko8vr Před měsícem +1

    ଓଡ଼ିଶା ର ବିକାଶ କେବଳ ନବୀନ ପଟ୍ଟନାୟକଙ୍କର ସ୍ବପ୍ନ।ଆଉ ସେହି ସ୍ବପ୍ନ କୁ ନେଇ ଆଜି ଯାଏ ବିଜୁ ଜନତା ଦଳ ସବୁବେଳେ କାମ କରି ଆସିଛି ଓ ଆଗକୁ କରିବ ମଧ୍ୟ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ

  • @sanjukta_sethi
    @sanjukta_sethi Před měsícem +5

    ଲୋକଙ୍କ ବିକାଶ ପାଇଁ ନବୀନ ବାବୁ କାମ କରୁଛନ୍ତି ଓ ଲୋକେ ମଧ୍ୟ ଏଥିରେ ସନ୍ତୁଷ୍ଟ ଅଛନ୍ତି । ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ।

  • @upendrahati3037
    @upendrahati3037 Před měsícem +6

    ଇ ବବା ବୁଢ଼ା କିଏ ରେ 😄

  • @RoshanRanjanMahapatra
    @RoshanRanjanMahapatra Před měsícem

    ମହାପ୍ରଭୁ ଙ୍କ ଆଶୀର୍ବାଦ ସଦା ସର୍ବଦା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ଏବଂ ରହିଥିବ।

  • @myownknowledge
    @myownknowledge Před měsícem +12

    ନବୀନ ବାବୁ ଟିକେ ଓଡ଼ିଆ ରେ କୁହନ୍ତୁ

    • @sonalijena1672
      @sonalijena1672 Před měsícem +3

      Kou news wala pacharuchanti dekhiki comments dia

    • @bbsenapati2245
      @bbsenapati2245 Před měsícem +1

      Kan bhuji paruna 5T school re nama lekhidia

    • @SidhantaMalik-tm6xh
      @SidhantaMalik-tm6xh Před měsícem +1

      ​@@sonalijena1672 Bhai se bjp bala andha bhakta se kichhi janiparuni

    • @SidhantaMalik-tm6xh
      @SidhantaMalik-tm6xh Před měsícem

      @@sonalijena1672 bhai am bjd loka kaha ku kichhi kuhantini hela jadi kahiba start karibe a bjp bala gharu bahar ku baharibeni sata ki michha tike kahiba

    • @akasmikasamal585
      @akasmikasamal585 Před měsícem

      Pandu odia kahuchu nabin ku anganbadi patha sikhiki asiba

  • @rinkuvlogs1337
    @rinkuvlogs1337 Před měsícem +3

    Kn kahuchanti nije bujhithibe ti

  • @pareshkumarswain3892
    @pareshkumarswain3892 Před měsícem

    Well said sir🔥♥️💚

  • @m.s.d6365
    @m.s.d6365 Před měsícem +1

    Jou State re bjp achi se State kan. No 1 achi ki ? Our nabin sir CM is good . He doing best things for odisha...🙏🏻

  • @PratikDas-zs3zw
    @PratikDas-zs3zw Před měsícem

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଓଡିଶା ର ସାଧାରଣ ଜନତା ଙ୍କ ପାଖରେ ବିକାଶ ପହଞ୍ଚି ପାରିଛି!

  • @sanjaynayak80
    @sanjaynayak80 Před měsícem

    Right 👍

  • @JharanaraniPatra-ko8vr
    @JharanaraniPatra-ko8vr Před měsícem

    ବିଜେଡି ନେତା ମାନେ ଲୋକଙ୍କ ସୁଖ, ଦୁଃଖ ରେ ଭାଗିଦାର ହୁଅନ୍ତି କିନ୍ତୁ ବିଜେପି ନେତା ମାନେ ପ୍ରହସନ କରନ୍ତି l

  • @SnehanjaliPriyadarshini-yb8db

    ମହିଳାସଶକ୍ତିକରଣ, କୁଷକ ସଙ୍ଘ, ଛାତ୍ର ସଙ୍ଘ ଆଦି ଙ୍କ ଦୁଃଖ ଦୁର୍ଦଶା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁରକରିଆସିଛନ୍ତି। ଏବଂ ସର୍ବଦା ଗରିବ ଙ୍କ ସାହା ଏବଂ ଭରଷା ହୋଇଥାନ୍ତି।

  • @SnehanjaliPriyadarshini-yb8db

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ନବୀନ ଓଡ଼ିଶା ଓଡିଆଭାଷାର ପ୍ରଚାର ଓ ପ୍ରସାର ନୂଆ ଅଭିଯାନଆଜି ଲୋକମାନଙ୍କୁ ଅନୁପ୍ରାଣିତ କରୁଛି।

  • @sanjukta_sethi
    @sanjukta_sethi Před měsícem

    ଓଡ଼ିଶାର ଜନସାଧାରଣଙ୍କ ନବୀନ ବାବୁ ଏବଂ ବିଜେଡ଼ି ପ୍ରତି ଏପରି ଭଲପାଇବା ଅତୁଟ ଅଛି ଏବଂ ରହିବ ମଧ୍ୟ। ଏଥିରେ ସନ୍ଧେହ ନାହିଁ |

  • @sanjukta_sethi
    @sanjukta_sethi Před měsícem

    ସେବା ଜରିଆରେ ଲୋକଙ୍କ ହୃଦୟକୁ ଜିତିବାରେ ସକ୍ଷମ ହୋଇଛନ୍ତି ବିଜୁ ଜନତା ଦଳ ର ନେତା |

  • @GOPALBEHERA-iw3fl
    @GOPALBEHERA-iw3fl Před měsícem +20

    ଓଡିଶାବାସୀଙ୍କୁ ସୁଖଶାନ୍ତିରେ ରଖିବା ପାଇଁ ନବୀନ ସରକାର କଣ କଣ କରିଛନ୍ତି ତାହା ରାଜ୍ୟବାସୀ ଉଚିତ ଭାବେ ବୁଝିସାରି ଛନ୍ତି l

    • @jitendrachampati9627
      @jitendrachampati9627 Před měsícem +2

      Naveen hariba

    • @Save_Odisha_from_looters
      @Save_Odisha_from_looters Před měsícem +2

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

    • @Save_Odisha_from_looters
      @Save_Odisha_from_looters Před měsícem +1

      ପାଣ୍ଡୁ କଣ୍ଢେଇ କରି ନବୀନକୁ ନଚାଉଛି ଭୋଟ୍ ପାଇଁ | ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ | ପାଣ୍ତିଆନ ଜଣେ ଧଳା ସାଟ୍ ପିଦ୍ଧା କଳାପାହାଡ.... । ସବୁ ଧ୍ବସଂ କରିଦେବ । ନାରୀ ମାନେ, ଯୁବକ ଭାଇ ମାନେ ଜାଗ୍ରତ ହୁଅ । ଜାଗ ଓଡିଆ ଜାଗ

    • @amitkumarsahoo9167
      @amitkumarsahoo9167 Před měsícem

      ​@@Save_Odisha_from_looters first of all be educated then come and comment, make some facts check you fool😅.

    • @geetanjalidas8455
      @geetanjalidas8455 Před měsícem

      ​@@jitendrachampati9627 😂😂😂 naveen jitiba

  • @RoshanRanjanMahapatra
    @RoshanRanjanMahapatra Před měsícem

    ଲୋକଙ୍କ ସ୍ୱାର୍ଥ ସାଧନ, ଲୋକଙ୍କ ସମସ୍ୟା ର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜେଡି ର ମୂଳମନ୍ତ୍ର। ଓଡିଶା ର ପ୍ରଗତି କୁ ଆଗେଇନେବା ପାଇଁ ନବୀନ ବାବୁ ଏବଂ ବିଜେଡି ର ଅନ୍ୟ ସଦସ୍ୟ ମାନଙ୍କ ଅନେକ ପ୍ରଚେଷ୍ଟା ଜାରିରହିଛି।

  • @chandanmoharana1065
    @chandanmoharana1065 Před měsícem +1

    ଓଡିଆ ରେ କହିଥିଲେ ଭଲ ହେଇଥାନ୍ତା

  • @Save_Odisha_from_looters
    @Save_Odisha_from_looters Před měsícem +1

    ମୁର୍ଖ ମନ୍ତ୍ରୀ ମଦ୍ୟ ପାନ କରି ଚିର ନିଦ୍ରା ଶୋଇଚି! କଳାପାହାଡ ଓଡିଶା ମାଆ କୁ ଲୁଟି ଚାଲିଛି!

  • @SnehanjaliPriyadarshini-yb8db

    ନବୀନ ବାବୁ ହେଉଛନ୍ତି ଆମ ଗରୀବ ଜନତା ଙ୍କ ସାଥୀ। ଗାଁ ରୁ ସହର ସବୁଠି ନବୀନ ବାବୁ ଙ୍କ ଚର୍ଚ୍ଚା ହେଉଛି କାରଣ ସେ ଥିବା ପଯ୍ୟନ୍ତ ଆମ ଦେଶ ବାସୀଙ୍କର କୌଣସି ଅସୁବିଧା ହୋଇନାହିଁ କି ଆଗକୁ ମଧ୍ୟ ହେବନାହିଁ।

  • @SnehanjaliPriyadarshini-yb8db

    ଏକ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଅବଦାନ ଅତୁଳନୀୟ ଅଟେ।

  • @sanjukta_sethi
    @sanjukta_sethi Před měsícem

    ଓଡ଼ିଶାର ଭାଇ ଭଉଣୀଙ୍କ ଭଲ ପାଇବା ବିଜେଡି କୁ ଶକ୍ତି ଦେଇଛି | ଏହାର ସଂକଳ୍ପ ଓଡିଶାକୁ ଏକ ନମ୍ବର କରିବ ଓ ଶ୍ରେଷ୍ଠ କରିବ |

  • @PratikDas-zs3zw
    @PratikDas-zs3zw Před měsícem

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ନୁହେଁ କାର୍ଯ୍ୟ କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି!

  • @SnehanjaliPriyadarshini-yb8db

    ମୁଖ୍ୟମନ୍ତ୍ରୀଙ୍କର ଏହି ଭଳି ଓଡିଶା ପାଇଁ ଗୋଟିଏ ପରେ ଗୋଟିଏ ଉନ୍ନତି କର କାର୍ଯ୍ୟ ଦେଖି ମୁଖ୍ୟମନ୍ତ୍ରୀ ଙ୍କୁ ଦୃଦୟରୁ ଧନ୍ୟବାଦ ଜଣାଉଛୁ।

  • @SnehanjaliPriyadarshini-yb8db

    ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରର ବିକାଶ କୁ ଗୁରୁତ୍ୱ ଦେଉଥିବା ଆମ ନବୀନ ସରକାର ଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଉପରେ ପୂର୍ଣ୍ଣ ବିଶ୍ବାସ ରଖିଛନ୍ତି ସାରା ଓଡ଼ିଶା ବାସୀ l

  • @sarojjena462
    @sarojjena462 Před měsícem +1

    Naveen is here for Odisha , All y you go to your state and make first it No. 1. I was respecting you but now not.

  • @itschinmayeepradhan3633
    @itschinmayeepradhan3633 Před měsícem

    ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତ ନିର୍ବାଚନ ପ୍ରଚାର ଅବସରରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @ranjitkumarsubudhi9762
    @ranjitkumarsubudhi9762 Před měsícem +1

    sir 🙏please sir ama odisha ku pandu hatatare diantuni sir apana nku odisha basi biswas karuchanti sir...

  • @preetamdash7370
    @preetamdash7370 Před měsícem +1

    True

  • @PratikDas-zs3zw
    @PratikDas-zs3zw Před měsícem

    ଓଡିଶା ଦେଶ ର ଏକମାତ୍ର ରାଜ୍ୟ ଯେଉଁ ରାଜ୍ୟ ର ଗରିବୀ ହ୍ରାସ ସବୁଠାରୁ ଦ୍ରୁତ ହ୍ରାସ ପାଇଛି ଏହା ଏକ ରେକର୍ଡ!

  • @RoshanRanjanMahapatra
    @RoshanRanjanMahapatra Před měsícem

    ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ବିକାଶ ଆମରି ଧର୍ମ, ଓଡ଼ିଶାବାସୀଙ୍କ ଖୁସି ଆମର ଲକ୍ଷ୍ୟ।‌ ଏକଥା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l

  • @sanjukta_sethi
    @sanjukta_sethi Před měsícem

    ବିଜେପି ଭଳି ଭୟଭୀତ ଅବସ୍ଥା ରେ ବିଜୁ ଜନତା ଦଳ ନାହିଁ ବିଜୁ ଜନତା ଦଳ ସାଧାରଣ ଜନତା ଙ୍କ ସହିତ ରହିଛି!

  • @swaramayeedas437
    @swaramayeedas437 Před měsícem

    ଓଡିଶା ସରକାର ସାଧାରଣ ଲୋକଙ୍କ ଜନ୍ମ ପାଖରୁ ବୃଦ୍ଧହେବା ଯାଏଁ ଲୋକଙ୍କୁ ସରକାରୀ ଯୋଜନା ମାଧ୍ୟମରେ ଯୋଗାଇ ଦେଇଥାନ୍ତି l

  • @swaramayeedas437
    @swaramayeedas437 Před měsícem

    ଓଡିଶାବାସୀଙ୍କ ପାଇଁ ରାଜ୍ୟ ସରକାର କଣ କଣ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ତାହା ଇତିହାସ ଲେଖିଲେ ସରିବନି l

  • @RoshanRanjanMahapatra
    @RoshanRanjanMahapatra Před měsícem

    ଜଗନ୍ନାଥ ଙ୍କ ଆସରିବାଦ ଯୋଗୁଁ ୨୪ ବର୍ଷ ତଳର ଓଡ଼ିଶା ଆଉ ବର୍ତ୍ତମାନ ର ଓଡ଼ିଶା ମଧ୍ୟରେ ଦେଖାଦେଇଛି ବହୁତ ବଡ଼ ପରିବର୍ତ୍ତନ, ଆଜି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି l

  • @manoswinijena3884
    @manoswinijena3884 Před měsícem

    ଜୁନ 9ରେ ନବୀନ ସରକାର ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

  • @jasaswiniswain3783
    @jasaswiniswain3783 Před měsícem

    ଓଡ଼ିଶା ବାସୀଙ୍କ ଦୁଃଖ ସୁଖର ସାଥୀ ନବୀନ ବାବୁ।

  • @swaramayeedas437
    @swaramayeedas437 Před měsícem

    ଓଡିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଲୋକଙ୍କୁ ସବୁର ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର l

  • @LikuKalua
    @LikuKalua Před měsícem +2

    Asigale tamil pandu ra hata lekha padhibaku kn khibu bhagya amara kharap vote deithilubjd ku hele bhabi
    nathilu ethi tamill sasan chaliba aji pura bharat barsa re odisha ra rajaniti pura durdina re pahanchila baharu asithiba tamil aji ofisha lokanka bhabisyata bakhanuchiii.....

  • @swaramayeedas437
    @swaramayeedas437 Před měsícem

    ଓଡିଶା ସରକାର ସବୁବେଳେ ରାଜ୍ୟର ବିକାଶ କରିବା ଚିନ୍ତାଧାରା ରଖି ଆଗକୁ ଆଗେଇ ଚାଲନ୍ତି l

  • @PratikDas-zs3zw
    @PratikDas-zs3zw Před měsícem

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡିଶା ବାସୀ ସୁଖ ରେ ଶାନ୍ତି ରେ ବସବାସ କରୁଛନ୍ତି!

  • @swaramayeedas437
    @swaramayeedas437 Před měsícem

    ରାଜ୍ୟରେ ଥିବା ଗରିବ ଗୁରୁବାଙ୍କ ଜୀବନ ଯାପନ କରୁଥିବା ଶୈଳୀଙ୍କୁ ପରିବର୍ତ୍ତନ କାରିବା ପାଇଁ ରାଜ୍ୟ ସରକାରଙ୍କୁ ବହୁ କଷ୍ଟ ସହିବାକୁ ପଢିଛି l

  • @RajaNaik545
    @RajaNaik545 Před měsícem +22

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଦୁର୍ନୀତି ମୁକ୍ତ ଶାସନ ଏବଂ ବଳିଷ୍ଠ ନେତୃତ୍ବ ପାଇଁ ଓଡ଼ିଶାର ପ୍ରଗତି, ବିକାଶ ଓ ସମୃଦ୍ଧିର ବାସ୍ତବତା କୁ ଗ୍ରହଣ କରି ପାରୁନାହାଁନ୍ତି ରାଜ୍ୟ BJP ଦଳ ଆଉ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    • @karunakarbehera3365
      @karunakarbehera3365 Před měsícem +1

      Naveen unable to stand and speak how can he become our CM, only BJP

    • @DNS7960
      @DNS7960 Před měsícem +3

      Corruption is highest in odisha.
      Due to corrupt netas and officers our youth is compelled to work as dadan labour in other states.
      90 percent of officers and offices are corrupted.

    • @P_K_PANDA
      @P_K_PANDA Před měsícem +2

      କହିବା ପାଇଁ ଲାଜ ତ ଟିକିଏ ଲାଗିବା କଥା ... Teacher Job ରେ କେତେ ଦୁର୍ନୀତି ହେଉଛି ଜାଣିଛ କି ବାବୁ

    • @AkashNayak-dv4yx
      @AkashNayak-dv4yx Před měsícem

      Right t😮😮​@@DNS7960

    • @AkashNayak-dv4yx
      @AkashNayak-dv4yx Před měsícem +1

      ​@@P_K_PANDAright 😮😮

  • @swaramayeedas437
    @swaramayeedas437 Před měsícem

    ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ୱାରା ହେଉଥିବା ପ୍ରତିଟି କାର୍ଯ୍ୟକୁ ଦେଖି ରାଜ୍ୟ ବାହାରେ ମଧ୍ୟ୍ୟ ପ୍ରଶଂସା ସାଉଁଟି ପାରିଛନ୍ତି l

  • @SnehanjaliPriyadarshini-yb8db

    ନବୀନ ପଟ୍ଟନାୟକ କିଭଳି ଓଡିଶା ର ଛାତ୍ର ଛାତ୍ରୀ ମାନେ ଉନ୍ନତ ଶିକ୍ଷା ଲାଭ କରି ବିଭିନ୍ନ ବୈଷୟିକ ଶିକ୍ଷା ଲାଭ କରି ପାରିବେ ସେଥିପ୍ରତି ଧ୍ୟାନ ଦେଉଛନ୍ତି।

  • @banabiswal8255
    @banabiswal8255 Před měsícem +1

    ଏଇଟା ବଡ ମଦୁଆ,ମାତାଲ୍ ଓଡ଼ିଶା ର ଗାଁ ଗାଁ ଲୋକଙ୍କୁ କରିଛି, କହୁଛି ଓଡ଼ିଶା ର ବିକାଶ କରିବ,ଏଇ ନିର୍ବାଚନ ରେ ନଡିନା ପଟନାୟକ କୁ ହଟାଇବା ବେଳ ,

  • @itschinmayeepradhan3633
    @itschinmayeepradhan3633 Před měsícem

    ବିଜେପି ଦଳ ର ନେତା ମାନେ ମିଛ କହି ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @RoshanRanjanMahapatra
    @RoshanRanjanMahapatra Před měsícem

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଜନ କଲ୍ୟାଣ କାରି ଯୋଜନା ଯୋଗାଇ ଦେଇଛନ୍ତି ଓ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରୁ ଛନ୍ତି।

  • @manoswinijena3884
    @manoswinijena3884 Před měsícem

    ଓଡ଼ିଶା ରେ ପରିବର୍ତନ ସ୍ଵର ଉଠିଲାଣି ।ଏ ଥର ଓଡ଼ିଶା ର ବିଜେଡି ସରକାର ରହିଛି ଏବଂ ରହିବ।

  • @itschinmayeepradhan3633
    @itschinmayeepradhan3633 Před měsícem

    ନିର୍ବାଚନ ବେଳେଓଡ଼ିଶା ମୁହାଁ ହୋଇଥିବା ବିରୋଧୀ ‘ନିର୍ବାଚନ ଟୁରିଷ୍ଟ’ ବୋଲି ଆକ୍ଷେପ କରିବା ସହ ସେମାନେ ମିଛ କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତିବୋଲି ଶାଣିତ ସ୍ବରରେ ଆକ୍ରମଣ କରି ଉଚିତ ଯବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • @itschinmayeepradhan3633
    @itschinmayeepradhan3633 Před měsícem

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡ଼ିଶା ସବୁ କ୍ଷେତ୍ରରେ ସଫଳତାର ପାହାଚ ଛୁଇଁ ପାରିଛି ଓଡ଼ିଶାରେ ସବୁବଳେ ନବୀନ ଙ୍କ ଇଞ୍ଜିନି ଚାଲିବ l

  • @shri280
    @shri280 Před měsícem

    ବାଃ ଆମ ମୁଖ୍ଯ ମନ୍ତ୍ରୀ କଥା ବି କହନ୍ତି
    ସ୍କ୍ରିପ୍ଟ ଟା କଉଠି ରଖିଛନ୍ତି

  • @JharanaraniPatra-ko8vr
    @JharanaraniPatra-ko8vr Před měsícem

    ମୁଖ୍ୟମନ୍ତ୍ରୀ କଥା ରେ ନୁହେଁ କାମ ରେ ବିଶ୍ୱାସ କରନ୍ତି ସେଥିପାଇଁ ତାଙ୍କ ନେତୃତ୍ୱ ରେ ଓଡ଼ିଶା ଆଜି ସବୁ କ୍ଷେତ୍ରରେ ବିକାଶ କରି ପାରିଛି ଆଗକୁ ମଧ୍ୟ ଏହି ବିକାଶ ଧାରା ଜାରି ରହିବ l

  • @mr.bettle8445
    @mr.bettle8445 Před měsícem +5

    Sir aapana best ❤

  • @SnehanjaliPriyadarshini-yb8db

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଦୃଷ୍ଟି ଶକ୍ତି ପ୍ରଖର, ଓଡ଼ିଶାର ସ୍କୁଲ ଓ କଲେଜ ଗୁଡ଼ିକୁ ବିଶ୍ୱ ସ୍ତରୀୟ ରୂପାନ୍ତରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି!

  • @JharanaraniPatra-ko8vr
    @JharanaraniPatra-ko8vr Před měsícem

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ବିକାଶ କୁ ପ୍ରାଧାନ୍ୟ ଦିଅନ୍ତି କିନ୍ତୁ ବିଜେପି ନିଜର ସ୍ୱାର୍ଥ କୁ ଚରିତାର୍ଥ କରିବା ପାଇଁ ରାଜନୀତି କରିବାକୁ ଆସିଛନ୍ତି |

  • @nileshdas9404
    @nileshdas9404 Před měsícem

    Bjp ଦଳ ର ଫାଲତୁ କଥା ଶୁଣି ସମୟ ନଷ୍ଟ କରିବା ଆଦୌ ଠିକ୍ ନୁହେଁ ।

  • @RoshanRanjanMahapatra
    @RoshanRanjanMahapatra Před měsícem

    ବିରୋଧୀ ଦଳ ଯେତେ ଜଳିଲେ କଣ ହବ ଓଡିଶା ର ରୂପାନ୍ତରଣରେ ବିଜୁ ଜନତା ଦଳ ର ନବୀନ ବାବୁ ଏବଂ ସଚିବ ପାଣ୍ଡିଆନ ଏକ ମାଇଲ ଖୁଣ୍ଟ ଭାବରେ ଠିଆ ହେଇ ସମସ୍ତ ଦୁଃଖିଙ୍କ କଥା ବୁଝୁବା ସହ ଓଡିଶା ର ବିକାଶ ରେ ଲାଗିପଡିଛନ୍ତି।

  • @sanjukta_sethi
    @sanjukta_sethi Před měsícem +4

    ଶାସନରେ ସ୍ୱଚ୍ଛତା ଓ କାର୍ଯ୍ୟନିଷ୍ଠା ସ୍ୱଭାବ ଯୋଗୁଁ ଆମର ପ୍ରିୟ ନବୀନ ବାବୁ ସବୁବେଳେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଅଟନ୍ତି।

  • @user-ew4ql2dx6j
    @user-ew4ql2dx6j Před měsícem +2

    Assam odisha se bi garib hai😂😂😂

  • @JharanaraniPatra-ko8vr
    @JharanaraniPatra-ko8vr Před měsícem

    ବର୍ତମାନ ଭାରତର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି l

  • @jitendrachampati9627
    @jitendrachampati9627 Před měsícem

    Naveen sir please explain what is the meaning of BAHUJANA SUKHYA BAHUJANA HITAYA IN Sanskrit... The basic rule of politics... Are there every body happy in odisha

  • @GOPALBEHERA-iw3fl
    @GOPALBEHERA-iw3fl Před měsícem +10

    ନବୀନ ଙ୍କ ଜିଲ୍ଲା ବିକାଶରେ bjp ଦଳ ବାଧକ ହେଉଛିନ୍ତି. ତଥାପି ନବୀନ ପଟ୍ଟନାୟକ ବିକାଶ ପରେ ବିକାଶ କରୁଛନ୍ତି l

    • @user-cs1tf1ss3k
      @user-cs1tf1ss3k Před měsícem +3

      ପେଳ ବିକାଶ କରିଛି,25 ବର୍ଷ ହେଲା,ମୂର୍ଖ ଭଳିଆ କହ

    • @AkashNayak-dv4yx
      @AkashNayak-dv4yx Před měsícem +1

      BJD ହଟାଓ , corruption ବନ୍ଦ କର 😮😮

  • @nileshdas9404
    @nileshdas9404 Před měsícem

    Bjp ଦଳ ର ପ୍ରାର୍ଥୀ ଙ୍କ କଥା ରେ କ'ଣ ଅଛି ସେମାନେ ନିଜ ଦଳ ର ଉନ୍ନତି ପାଇଁ ଯାହା ପାରୁଛନ୍ତି ତାହା କହୁଛନ୍ତି ।

  • @RoshanRanjanMahapatra
    @RoshanRanjanMahapatra Před měsícem

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ପ୍ରତିଶ୍ରୁତି ଦିଅନ୍ତି ତାହାକୁ ସୁଚାରୁରୂପେ ସମ୍ପାଦନା କରିବାର ସାମର୍ଥ୍ୟ ମଧ୍ୟ ରଖନ୍ତି, ଏହାହିଁ ତାଙ୍କର ଶାସନର ନୀତି ବିଜେପି ଭଳି ମିଡ଼ିଆ ଆଗରେ ମିଛ ଓ ଗୁଜପ ରଖି ନଥାନ୍ତି।

  • @RoshanRanjanMahapatra
    @RoshanRanjanMahapatra Před měsícem

    ପ୍ରତେକ କ୍ଷେତ୍ରରେ ରାଜ୍ୟକୁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ନବୀନ ବାବୁ l ରାଜ୍ୟରେ ହଉଚି ବିକାଶ ଲୋକମାନଙ୍କ ପାଖରେ ପହଚୁଛି ସମସ୍ତ ସୁବିଧା ତେଣୁ ଓଡିଶା ବାସୀଙ୍କ ଆଶ୍ରିବାଦ ରହିବ ବିଜେଡି ଉପରେ।

  • @Pzxxxxxx
    @Pzxxxxxx Před měsícem

    Odisha has become no 1 on his own ଯୋଜନା like ଛତା , ଜୁତା,ପିଠା, ଟୋପି cycle , Laxmi, କାଳିଆ ମାଲିଆ ଅଳିଆ। ବିଯୁ ଯୁବ ବାହିନୀ।।।

  • @sathyasaibaba1000
    @sathyasaibaba1000 Před 29 dny

    I am From Patna (Bihar) and have visited Odisha several times.
    I can Say with Confidence and Conviction that Shree NAVEEN PATNAIK Ji 🙏 is The BEST Chief Minister, Any State of India EVER HAD.
    Infact We Indians need Educated Leaders (like Shree NAVEEN PATNAIK JI🙏) to Lead Our Country,,,, instead of an Illiterate Tea Seller from Gujarat

  • @PratikDas-zs3zw
    @PratikDas-zs3zw Před měsícem

    ଓଡିଶା ର ଗରିବୀ ରାଜ୍ୟ ରୁ ଏକ ପ୍ରଗତିଶୀଳ ରାଜ୍ୟ ରେ ପରିଣତ କରି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @aparichitamohanty7814
    @aparichitamohanty7814 Před měsícem

    ନିର୍ବାଚନ ବେଳେ
    ଓଡ଼ିଶା ମୁହାଁ ହୋଇଥିବା ବିରୋଧୀ ‘ନିର୍ବାଚନ ଟୁରିଷ୍ଟ’ ବୋଲି ଆକ୍ଷେପ କରିବା ସହ ସେମାନେ ମିଛ କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
    ବୋଲି ଶାଣିତ ସ୍ବରରେ ଆକ୍ରମଣ କରିଛନ୍ତି
    ମୁଖ୍ୟମନ୍ତ୍ରୀ ।

  • @JharanaraniPatra-ko8vr
    @JharanaraniPatra-ko8vr Před měsícem

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @itschinmayeepradhan3633
    @itschinmayeepradhan3633 Před měsícem

    ବିଜେପି ଦଳ ର କର୍ମୀ ମାନେ ସର୍ବଦା ନିଜ ସ୍ଵାର୍ଥରେ ଅନ୍ଧ, ସେମାନଙ୍କୁ ନିଜ ସ୍ଵାର୍ଥ ଛଡ଼ା ଅନ୍ୟ କିଛି ଦେଖାଯାଏ ନାହିଁ ।

  • @sanjukta_sethi
    @sanjukta_sethi Před měsícem

    BJD ପ୍ରତି ଓଡ଼ିଶା ର ଜନସାଧାରଣ ଙ୍କ ଭରସା ଓ ବିଶ୍ଵାସ ବିରୋଧୀ ଙ୍କୁ ହୋସ ଉଡ଼ାଇବ।।

  • @suchi3022
    @suchi3022 Před měsícem +1

    Ha ha😂. This is Epic 👌👌

  • @manaswinidash3208
    @manaswinidash3208 Před měsícem

    Truly said Sir.. BJP's promises are nothing but a joke..

  • @itschinmayeepradhan3633
    @itschinmayeepradhan3633 Před měsícem

    ଓଡ଼ିଶାରେ ବିଜେପି ସରକାର ଆସିଲେ ସବୁ ଥାଳ ଧରି ଭିକ ମାଗିବେ l

  • @SnehanjaliPriyadarshini-yb8db

    ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ଶାର ସାଡ଼େ ଚାରିକୋଟି ଓଡିଆଙ୍କୁ ତାଙ୍କର ପରିବାର ବୋଲି ଭାବନ୍ତି । ପରିବାରର ସଦସ୍ୟମାନଙ୍କର ସ୍ଵାସ୍ଥ୍ୟ ରକ୍ଷାପାଇଁ BSKY ନବୀନ କାର୍ଡ ଯୋଗାଇଦେଇଛନ୍ତି ବୋଲି ଭାଷା ସମିଳନୀ ସଭାରେ 5t ଅଧକ୍ଷ ଲୋକମାନକୁ ଦର୍ଶାଉଛନ୍ତି l

  • @JharanaraniPatra-ko8vr
    @JharanaraniPatra-ko8vr Před měsícem

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନ କୁ ବାହାରିବା କ୍ଷଣି ବିରୋଧୀଙ୍କ ମୁଣ୍ଡ ଟିଣ ହୋଇଯାଏ l

  • @JharanaraniPatra-ko8vr
    @JharanaraniPatra-ko8vr Před měsícem

    ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କାମ ବେଶୀ ରେ ବିଶ୍ୱାସ କରନ୍ତି।ସେଥିପାଇଁ ଓଡ଼ିଶା ର ଜନତା ବିଗତ ୨୫ ବର୍ଷ ଧରି ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଆସୁଛନ୍ତି l

  • @hardworkneverdies5679
    @hardworkneverdies5679 Před měsícem +2

    Pride of odisha nabin ji

    • @DNS7960
      @DNS7960 Před měsícem

      😮😮😮😮😮😮

    • @hardworkneverdies5679
      @hardworkneverdies5679 Před měsícem

      @@DNS7960 sir language is just a medium to communicate with a person and enviornment..which language u prefer inneeded development does matter which nabin is doing very well..
      If u judge a human being then rip ur thought..
      ଯଦି ଭାଷା ଠିକ୍ ସେ ଆସୁନି ବୋଲି ଅଟେ ଅସୁବିଧା ଆପଣଙ୍କର ମୋଦି କୁ ତ English ଆସୁନି ଗୋଟେ pm ହେଇକି.. ଧର୍ମେନ୍ଦ୍ର ପ୍ରଧାନ କୁ English ଆସୁନି ଗୋଟେ education minister ହେଇକି

    • @hardworkneverdies5679
      @hardworkneverdies5679 Před měsícem

      @@DNS7960 25 ବର୍ଷ ଶାସନ ରେ ନବୀନ ଜି ଙ୍କୁ କେବେ ଦୁର୍ନୀତି କରିବାର ଶୁଣିଛନ୍ତି କି???ମୋଦି ସାରା ଭାରତ ରେ ed CBI ଲଗେଇକି sitting ରାଜନେତା ଙ୍କୁ ଜେଲ୍ ପୁରାଉଚି କାହିଁକି ନବୀନ ବାବୁ ଙ୍କୁ 10 ବର୍ଷ ହେଲାଣି arrest କରୁନାହାନ୍ତି..ନବୀନ ସେତିକି ସ୍ୱଚ୍ଛ ଭାବମୂର୍ତ୍ତି.. language matter kareni for us