Video není dostupné.
Omlouváme se.

Laxman Rekha - Odia Full Film ଲକ୍ଷ୍ମଣ ରେଖା | Sidhanta, Rachana, Bijoy, Uttam, Mihir | Sidharth TV

Sdílet
Vložit
  • čas přidán 19. 08. 2024
  • Star Cast -
    Siddhant Mahapatra
    Rachana Banerjee
    Bijoy Mohanty
    Uttam Mohanty
    Mihir Das
    Aparajita Mohanty
    Debu Bose
    Anita Das
    Bina Moharana
    Jairam Samal
    Runu Parija
    Byomkesh Tripathi
    Producer - Subas Rout
    Executive Producers - Purna Chandra Raut & Somya Ranjan Raut
    Screenplay & Director - Mohammad Mohsin
    Music - Akshaya Mohanty
    Dialogue Writer - Bijaya Mishra
    -----------------------------------------------------------------
    Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର CZcams Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    -----------------------------------------------------------------
    Watch & Subscribe to our other CZcams Channels:
    👉 Sidharth Music: / sidharthmusic
    👉 Namita Agrawal : / namitaagrawal
    👉 Sidharth Bhakti : / sidharthbhakti
    -----------------------------------------------------------------
    Enjoy & stay connected with us!
    👉 Like us on Facebook : / sidharthtvof. .
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvo. .
    -----------------------------------------------------------------
    #SidharthTV #SidharthMusic #SidharthBhakti #NamitaAgrawal #SitaramAgrawal

Komentáře • 947

  • @GovtamLenka
    @GovtamLenka Před 4 měsíci +4

    କେମିତି ଥିଲା ସେଦିନ☺️। ସବୁଦିନ 4ଟା ରେ ସ୍କୁଲ ଆସି ସିନେମା ଦେଖିବା। ସବୁ ରବିବାର ସନ୍ଧ୍ୟାରେ ସପରିବାର ମିଶି ସିନେମା ଦେଖିବା🥰🥰😍😍😘🥰

  • @thecoastalpanda1556
    @thecoastalpanda1556 Před 4 měsíci +7

    ସେ ଦିନ ସବୁ କେଡେ ସୁନ୍ଦର ଥିଲା.....ରବିବାର ୪ ଟା ବେଳ ସମୟ ଘର ର ସମସ୍ତ loka ଏକାଠି ହେଇ ଦେଖୁ ଥିଲେ....those old days were so awesome. Now we are dreaming of those old free time

  • @minatirout4428
    @minatirout4428 Před 2 lety +91

    ଏମିତି ପାରିବାରିକ ନାଟକ ଆଉ ଦେଖିବାକୁ ମିଳୁନାହିଁ,,old is gold,,, ଅତି ସୁନ୍ଦର

  • @Suryakanta0123
    @Suryakanta0123 Před rokem +151

    ଏହି ଫିଲ୍ମ ରେ କିଛି ଶିଖିବା କଥା ଅଛି , ଫିଲ୍ମ ଟି ଦେଖିଲା ବେଳେ ଆଖିରୁ ଲୁହ ଆସିଗଲା !! ଜୀବନ୍ତ ଅଭିନୟ 🙏🏼🙏🏼🙏🏼👍👍👍👍

  • @firojsahoo3045
    @firojsahoo3045 Před rokem +31

    ଓ କି ଫିଲ୍ମ୍ ବସିବା ଜାଗାରୁ ଉଠିବାକୁ ଇଛା ହଉନି❤️❤️❤️❤️❤️କୁଆଡେ଼ ଗଲା ସେ ପିଲା ଦିନ ପିଲାଦିନେ tv ଭଡ଼ାରେ ଆନିକି କ୍ୟାସେଟ୍ ପକାଇକେ ଗାଁ ଦାଣ୍ଡରେ ଦେଖିବାର ମଜା ଆଉ ଜୀବନରେ ଆସିବନୀ ସେ ମଜା,ଏବେ 42*ଇଞ୍ଚ led ଦେଖିଲେ ବି ମଜା ନାହିଁ ଯୋଉ ସାଙ୍ଗ ମାନେ ମୋ କଥାରେ ଏକମତ ଲାଇକ କର👍👍👍

    • @satyanayakodiavlogs
      @satyanayakodiavlogs Před 13 dny +4

      ସତ କଥା ଭାଇ ଏ ସିନେମା ଦେଖିଲେ ପିଲା ବେଳ କଥା ମନେ ପଡେ

    • @djhbbbsr..2735
      @djhbbbsr..2735 Před 6 dny +1

      ସତ କଥା ଆମର ବି ଏମିତ ଭଡା ଅଣା ହୁଏ ଟଲିରେ ଟିଭି, ସିଡି,, Social ଦିନ ମାନଙ୍କରେ ଅଣାହୁଏ ଆଉ ସେ କି ମଜା ପ୍ରଥମେ ଆଲବମ କେସେଟ୍ ଘନ୍ଟାଟେ ତା ପରେ ଓଡିଆ, ହିନ୍ଦୀ ଚଳଚ୍ଚିତ୍ର ରାତିସାରା ଚାଲିବ।😂❤

    • @jyotirmayeesamal2396
      @jyotirmayeesamal2396 Před 4 dny

      Aei sata katha bohut jinisa sikhibaku b miluthila hele abe ra film ra story na kahiba bhala

  • @skbulbulrout4440
    @skbulbulrout4440 Před rokem +58

    ଏ ଫିଲ୍ମ ଛୋଟ ବେଳେ ଦେଖୁଥିଲେ କାନ୍ଦ ଲାଗୁଥିଲା ଏବେ ବି really story ଯେତେ ଦେଖିଲେ ବି ନୂଆ😭😭😭

  • @pabitrabehera1917
    @pabitrabehera1917 Před rokem +76

    ମୁଁ ଭଲ ପାଏ ଓଡ଼ିଆଚଳଚ୍ଚିତ୍ର ପୁରୁଣା ସିନେମା ❤️❤️❤️

  • @sangramkumarmohanty6899
    @sangramkumarmohanty6899 Před rokem +53

    ୨୦୨୩ ମସିହା ରେ ମୁଁ ଏ ଫିଲ୍ମ ଦେଖି ନିଜକୁ ଧନ୍ୟ ମନେକରୁଚି,, ୟାକୁ ହିଁ କୁହନ୍ତି ଫିଲ୍ମ ❤️❤️❤️❤️ଜୀବନ୍ତ ଅଭିନୟ ଦେଖି ଆଖିରୁ ଲୁହ ଆସିଯାଉଛି,, ଏବେ ବି ଥିଏଟର ରେ ପକେଇଲେ ସୁପରହିଟ ହେବ

  • @explorewithanita
    @explorewithanita Před 4 měsíci +164

    2024 ରେ ae Film dekhibaku କୋଉ ମାନେ ଆସି ଚନ୍ତି

  • @rabindradash6381
    @rabindradash6381 Před rokem +10

    କୁଆଡେ ଗଲ ତୁମେ ବିଜୟ ମହାନ୍ତି, ମିହିର ଦାସ,ଅନିତା ଦାସ,।ଆଜି ତୁମ ଅଭିନୟ ସର୍ବଦା ମନେ ପଡୁଛି।

  • @anshumanbehera5691
    @anshumanbehera5691 Před 2 lety +46

    ଆଗଭଳି multi starrer family drama ଫିଲ୍ମ କାହିଁ ସତରେ mast ଫିଲ୍ମ 👌

  • @doctor9827
    @doctor9827 Před 4 měsíci +72

    2024 re କିଏ କିଏ ଦେଖୁଚ like kara😅

  • @routbunty2087
    @routbunty2087 Před 4 měsíci +33

    2024 ରେ କିଏ କିଏ ଦେଖୁଛ 😊

  • @Astute75
    @Astute75 Před rokem +23

    Bijay mohanty, runu parija, anita mohanty, sidhhant, debu bose, mihir das, nilu, rachana, jayee, braja, uttam mohanty, aparajita,.... ALL LEGENDS ARE HERE....... ଆଜିକା actor ଏମାନଙ୍କ ପାଖରେ kichi ନୁହଁ...... Superhit

  • @jagannathjena7701
    @jagannathjena7701 Před 2 lety +647

    ଏହି ଫିଲ୍ମ ଖାଲି ଫିଲ୍ମ ନୁହ । ଜୀବନର ପ୍ରତିଟି ମୁହୂର୍ତ୍ତ ରେ ଆମେ କିପରି ନିଜକୁ ସୁଧାରିବା ଏହିଠାରୁ ଶିଖିବାକୁ ମିଳିଲା । ମୋ ପିଲାଦିନର ଅଭୁଲା ସ୍ମୃତି।🙌🙏❤️

  • @gurucharangurucharan4256
    @gurucharangurucharan4256 Před 6 měsíci +9

    ନିଜହୃଦୟ ରେ ଭରିଯାଇଥିବା ଦୂଖ ପୁଣୀ ଥରେ ମନେପକେଇ ଦେଲାରେ ଏହୀପୁରୁଣାଚଳଚିତ୍ର ଏମିତୀ କାହାଣୀଗୁଡ଼ିକ ମାନିଵାକୁପଡିଵ ଧନ୍ଯବାଦ ନମସ୍କାର

  • @Odisha_5173
    @Odisha_5173 Před rokem +546

    2023 ରେ ae film dekhibaku କୋଉ ମାନେ ଆସିଛନ୍ତି ❤

    • @vikumahalik5560
      @vikumahalik5560 Před rokem +24

      Yes

    • @satyarajput1998
      @satyarajput1998 Před rokem +14

      Facebook re dekhi ki asili 😂

    • @SAITANGANG424
      @SAITANGANG424 Před rokem +4

      Mote bahut vala lage amiti old movie chada❤

    • @bapunnaik3513
      @bapunnaik3513 Před rokem +6

      Mu❤🎉

    • @Jaganbhai07
      @Jaganbhai07 Před rokem +3

      Mu asichi because mu Kanti odiya pua ,mo school life re dekhichi yebe dekuchi ,old age re bi dekibi ,ye sabu movie au asibani re yr

  • @ashishroutray_ashu9776
    @ashishroutray_ashu9776 Před rokem +8

    ଅବେକା ହିରୋ ହିରୋଇନ୍ ଆଉ ଅନ୍ୟ ଅଭିନେତା ଏଇ ମାନଙ୍କ ଠୁ ଶିଖିବା କଥା ବହୁତ ସୁନ୍ଦର୍ ଅଭିନୟ 😊

    • @MousumiDas-wk6hk
      @MousumiDas-wk6hk Před 11 měsíci

      Sikhile bi koriparibeni semananka voliaa

    • @ashishroutray_ashu9776
      @ashishroutray_ashu9776 Před 11 měsíci

      @@MousumiDas-wk6hk ସେଇଟା ତ ସତ କଥା ତଥାପି କିଛି ତ ଶିଖି କରିବା କଥା

    • @ShradhanjaliRout-bg1qs
      @ShradhanjaliRout-bg1qs Před 8 měsíci

      Aji ra hero heroine ta gote movie pare se khali english like but, then, so, and , finally, chobeibe.. Legand always legand... Bijay sir, mihir sir, anita mam, runu mam, rachana man🙏🙏🙏🙏

  • @kirurock1509
    @kirurock1509 Před rokem +4

    ଭାଈ ଓ ଭଉଣୀ ମାନେ ଏବଂ ସମ୍ମାନିତ ମାନେ ଏଇ ଚଳଚ୍ଚିତ୍ର ଟି ଏତେ ସୁନ୍ଦର ଅଭିନୟ , ୱାଆ ପୁରା ଆଖିରେ ଲୁହ ଆସିଗଲା ,ବିଜୟ ମହାନ୍ତି ଜଣେ ମହାନ ନାୟକ

  • @jousmitanaikvlogandcooking7552

    ସବୁ ବେଷ୍ଟ କଳାକାର ଏଠି। ଏମାନେ ଆଜି ନାହିଁ ବୋଲି ଆଜି ଓଡ଼ିଆ ସିନେମା ଅଧା ପାଣି ରେ 😔

  • @ranjitkumarshortvideo6952
    @ranjitkumarshortvideo6952 Před 2 lety +149

    Debu daa, Bijay sir, Mihir sir,Runu mam,Anita mam we miss all legend Actors Actresses 😓😓😓😓

    • @MousumiDas-wk6hk
      @MousumiDas-wk6hk Před 11 měsíci +2

      Semane banchithile odiaa industry Ate beloku bahut agaku jaisarantani rachana mam sindhant sir bi

  • @Engineer_of_india
    @Engineer_of_india Před rokem +4

    Sete bela ra odia cinema aji au dekhebaku milluni ati practical abhinaya bijay mohanty, uttam mohanty, debu bose , mihir das , siddhanta..... ati sundar abhinaya
    Kintu aji kali jau sabu odia cinema hauche sethere kebala sasta sanlapa ,sasta nirdeshana au Khali sasta abhinaya ..

  • @sarojkhatua2178
    @sarojkhatua2178 Před 4 měsíci +1

    ଯାହା ବି ହେଉ ଓଡ଼ିଆ ସିନେମା ଦେଖିବାରେ ବି ଗୋଟେ ମଜା ୮ ବର୍ଷ ପରେଓଡ଼ିଆ ସିନେମା ଦେଖିଲି so beautiful movie

  • @baijayantakumarnayak4206
    @baijayantakumarnayak4206 Před rokem +132

    Legends ଙ୍କ ଚମତ୍କାର ଅଭିନୟ ବିଶେଷ କରି ବିଜୟ ମହାନ୍ତି ଙ୍କ ଅତି ଚମତ୍କାର ଓ ହୃଦୟସ୍ପର୍ଶୀ 🙏🙏🙏🙏

    • @lipunnayak-ht8eh
      @lipunnayak-ht8eh Před rokem +4

      😊

    • @sanjaynayak1462
      @sanjaynayak1462 Před rokem +5

      ସତରେ ଆଗରୁ ଯେମିତି ଫିଲ୍ମି ଏବେ ସେଭଳି ନାହିଁ ସେଥିରେ କିଛି ଶିଖୁଥିଲେ କିନ୍ତୁ ଏବେ ସେଭଳି ଫିଲ୍ମି ନାହିଁ କିଛି ଭଲ ଲାଗୁନି 😂😂🙏🙏

    • @user-op1st3wx9b
      @user-op1st3wx9b Před 11 měsíci

      ​@@sanjaynayak1462P❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @cssantoshnayak9746
    @cssantoshnayak9746 Před 8 měsíci +2

    Aau mihir das, bijay mohanty Sir aasibeni odia industry ku..ebe jie sabu achhnty hero semane putani re bhar pur

  • @user-up3rd8li2d
    @user-up3rd8li2d Před 6 měsíci +3

    ବହୁତ୍ ବଢିଆ ଓଡିଆ ଫିଲ୍ମ! ଏହା ଆମ ସମାଜକୁ ଆଉ ସଂସାରକୁ ଏକାଠି ବାନ୍ଧି ରଖିବା ପାଇଁ ପ୍ରେରଣା କରିବ!

  • @user-kb7uq1qv4m
    @user-kb7uq1qv4m Před 5 měsíci +37

    2024 ରେ କିଏ କିଏ ଦେଖୁଛନ୍ତି ❤

  • @ganeshpradhan1403
    @ganeshpradhan1403 Před 2 lety +89

    Sidhant bhai complete package action stunt handsome acting dance looks sabu thire no 1 💯👑🔥❤

  • @AjayGupta-ec1yt
    @AjayGupta-ec1yt Před rokem +4

    This film is really of society. There are two types of daughter in law, one is mita and the other is mita's sister in law..mita type daughter broke the heaven like family and other type make home to heaven.

  • @santoshbarik-zs8ro
    @santoshbarik-zs8ro Před 7 měsíci +2

    Runu ......debu sir.....mihir das legend bijaya mohanty sir...aau dekhibuni kebe bi nuhaaa .....

  • @subhranshusekharsamal8916
    @subhranshusekharsamal8916 Před 10 měsíci +2

    ଏପରି ପ୍ରେରଣାଦାୟୀ ସିନେମା ଆଜିକାଲିକା ଯୁଗର ପିଲାମାନେ ଦେଖିବା ଉଚିତ୍।

  • @fitnessmotivations1189
    @fitnessmotivations1189 Před 2 lety +287

    ଏ film ଆଜିକା dateରେ release ହେଇଥିଲେ....
    200 crore onwards income କରିଥାଆନ୍ତା....

  • @satyapiraswain38
    @satyapiraswain38 Před 2 lety +18

    4 superstar 1 movie ohh 1 Bijay sir
    Uttam sir
    Mihiri sir
    Superstar sidhanta Rachana nilu

  • @abinashdastheattitude7941

    ଜୀବନ ର ଅର୍ଥ ଓ ସମ୍ପର୍କ ର ମୂଲ୍ୟ ବୁଝାଇ ଦିଏ ଏ ଫିଲ୍ମ ଛୋଟ ବେଳେ ଏ ଫିଲ୍ମ ର ମାନେ ବୁଝି ନ ଥିଲି ଆଜି ଏ ଫିଲ୍ମ ଦେଖି ମୋ ଆଖି ରେ ଲୁହ ଆସି ଯାଉଛି ବହୁତ୍ miss କରୁଛି ମୋ ପିଲା ଦିନ କୁ

  • @RajuBhairagapakahani
    @RajuBhairagapakahani Před 7 měsíci +2

    ଏମିତି ଫିଲ୍ମ୍ ଯେ ଆଖି ରୁ ଲୁହ ଆସି ଯାଉଛି

  • @shaktikanta9954
    @shaktikanta9954 Před 11 měsíci +1

    ଜୀବଂତ ଅଭିନୟ,ଏପରି ଚଳଚ୍ଚିତ୍ର ଆଉ ଦେଖିବାକୁ ମିଳୁ ନାହିଁ । ଏଥିପାଇଁ ଆମ ସଂସ୍କୃତି ଆଉ ପରମ୍ପରା ନିମ୍ନଗାମୀ।

  • @buluawain1360
    @buluawain1360 Před 8 měsíci +5

    ମୋ ଓଡିଶା ମୋ ଓଡିଆ ସିନେମା ଓ ପରିବାରଙ୍କୁ ଧନ୍ୟ ବାଦ ଓ ମୋର ଗୌରବ

  • @cutearchana321
    @cutearchana321 Před 11 měsíci +5

    I love u Rachana or sridhart❤❤❤

  • @debasishsahoo1148
    @debasishsahoo1148 Před 6 měsíci +1

    Bijay mohanty aparajita uttam babu au mihir das sir the best actors of odia cinema industry

  • @kartikadas5546
    @kartikadas5546 Před 2 lety +59

    Kete badhia dina thila SEte bele sunday re sabu family eka sangare basiki film dekhu

    • @bharatibishoyi6097
      @bharatibishoyi6097 Před rokem +1

      Only Sunday re ହିଁ film 🎥 dekhuthile ... ବହୁତ୍ ଭଲ time ଥିଲା... Missing that times 😢😢😔

  • @manasnaik4074
    @manasnaik4074 Před 2 lety +5

    ଚଳଚ୍ଚିତ୍ର ଟି ଅତି ବଢିଆ ଲାଗିଲା ବରିଷ୍ଠ ଅଭିନେତା ମାନେ ଅଛନ୍ତି କିନ୍ତୁ ବିଜୟ ଉତ୍ତମ ଦୁହେଁ ବରାବର ହେଲେ ବାପ ପୁଅ ଅଭିନୟ ରେ ଟିକେ ସୋଟ ହେଲାନି ଆଉ ସବୁ ଠିକ୍ ଅଛି

  • @thebharatglobalpower6411
    @thebharatglobalpower6411 Před 2 lety +81

    ଆମ ଚଳଚିତ୍ର କେତେ ସୁନ୍ଦର ଥିଲା । ହେଲେ ଏବେ କଣ କଲ ରେ ଚଳଚିତ୍ର ବାଲା ଟିକେ ସୁଧୁରିଯାଅ

    • @knowledgemaster5319
      @knowledgemaster5319 Před rokem +3

      Right

    • @garebinsan9062
      @garebinsan9062 Před rokem +3

      Hn j

    • @subhamsahoo544
      @subhamsahoo544 Před rokem

      @@knowledgemaster5319 À

    • @ChandanBehera-vl2gt
      @ChandanBehera-vl2gt Před 3 měsíci +2

      ଓଡ଼ିଆ ସିନେମା ର କଳାକାର ମାନେ ଯେପର୍ଯ୍ୟନ୍ତ ବିଜେଡି, ବିଜେପି, କଂଗ୍ରେସ ପ୍ରେମ ନ ଛାଡିଛନ୍ତି ସେ ପଯ୍ୟନ୍ତ ଓଡ଼ିଆ ସିନେମା ସୁଧୁରିବ ନାହିଁ

  • @lipansahoo8544
    @lipansahoo8544 Před rokem +4

    Hey samaya phereide mo pila dina 4pm time 😢😢😭😭😢😢. My childhood, my pure village never come again.

  • @jajatibehera9383
    @jajatibehera9383 Před 2 lety +6

    ଏଇଟା ହେଉଛି ମୋ ଓଡିଆ ସିନେମା
    ଦେଖିଲା ସମୟ ରେ ଆଖି ରୁ ଲୁହ ବାହାରିଯିବ
    ଆଉ ଆଜି ର ଛି ଛି
    ଶଳା ଖାଲି କପି

  • @subhashreeswain5934
    @subhashreeswain5934 Před rokem +12

    ସବୁ middle class family ର ଏ ସବୁ problem । ଏହା ସମ୍ପୂର୍ଣ୍ଣ ସତ୍ୟ ।😢

  • @sachidananda8115
    @sachidananda8115 Před 11 měsíci +8

    Full emotional 😭🙏😭 movie kandei dela 😭😭😭😭🙏🙏🙏🙏All actor and actress are doing mind blowing acting 😭

  • @sidharthadas124
    @sidharthadas124 Před 2 lety +25

    ମୁଁ ଏହି ଫିଲ୍ମ 2001 ମସିହାରେ ପ୍ରଥମେ ଦେଖିଥିଲି। କଳାଧଳା ଟିଭିରେ ଦେଖିଥିଲି, କିନ୍ତୁ ରଙ୍ଗିନ୍ ଟିଭି ନୁହେଁ।

  • @enjoythelittlethings843
    @enjoythelittlethings843 Před rokem +2

    ବହୁତ ସୁନ୍ଦର ଫିଲ୍ମ ଟି ।
    ପିଲାଦିନର ଏକ ଅଭୁଲା ସ୍ମୃତି....
    ବହୁତ କିଛି ଶିଖିବା ଦରକାର.......
    ଯୈଥ ପରିବାର.......

  • @pramoddhala1848
    @pramoddhala1848 Před 2 lety +9

    Emiti Sundar itihasha film kari jaichha tama mana nku ame Sabu bele mane rakhibu. Jay jagannath 🙏🙏🙏

  • @ratikantabarik8532
    @ratikantabarik8532 Před rokem +12

    Bijay mohanty at his peak...love the film❤

  • @user-bc4jm1nu6u
    @user-bc4jm1nu6u Před 10 měsíci +1

    ଏମିତି ଓଡ଼ିଆ ଫିଲ୍ମ ଦେଖିବାକୁ ଆଓ ମିଲୁନି। ଆଖି ରୁ ଲୁହ ଆସିଗଲା l

  • @santoshprusty7761
    @santoshprusty7761 Před rokem +2

    Emiti movie jete dekhi ahuri dekhi baku bhala lage actor nka acting re akhiru pani bahari pade. Best odia movies 👍👍👍👍2023 bhi mu dekhi ki khusi laguchi

  • @jitendradasjd2019
    @jitendradasjd2019 Před rokem +15

    ସମୟର ଆଜି ନାହିଁ କି କାଲି ନାହିଁ ଆମେ ଖାଲି ନିଜ ନିଜର ସୁବିଧା ପାଇଁ ସମୟ କୁ ଆଜି କାଲି ପହରଦିନ ଭିତରେ ବାଣ୍ଟି ଦେଇଛୁ.. ବେଷ୍ଟ ଡାଇଲଗ

  • @ansuashispanda5940
    @ansuashispanda5940 Před 2 lety +50

    ସ୍ୱର୍ଣିଭ ସ୍ମୃତି ❤️❤️❤️ ଚିର ଦିନ ପାଇଁ ହୃଦୟ ରେ ଛାପ ଛାଡ଼ି ଯାଇଛି

  • @MyLove_SARADA
    @MyLove_SARADA Před 8 měsíci +3

    ଅପରାଜିତା ❤😢

  • @b.k.sampadmalik156
    @b.k.sampadmalik156 Před 8 měsíci +1

    କେତେ ଭଲ ଥିଲା ସେ ଦିନ ଯୋଉ ଫିଲ୍ମ ଦେଖିବାକୁ ଆମେ ଏକାଠି ଦେଖୁଥିଲୁ କିନ୍ତୁ ଏବେ ଦେଖିବାକୁ ସେମିତିକା ଫିଲ୍ମ ନାହିଁ କି ସମୟ ବି ନାହିଁ😭😭😭

  • @diparanipanigrahi4141
    @diparanipanigrahi4141 Před rokem +7

    Ao bohu haba ta aparajita mam nka pari pura paribar ku bandhirakhipariba😢😢❤❤

  • @saratchandrabiswal8285
    @saratchandrabiswal8285 Před 2 lety +38

    Really heart touching movie, this movie was released 1996 i think, my college carrier (+2), i like very much, nowadays this type movie is day dream for us

  • @sambhusahoo6190
    @sambhusahoo6190 Před rokem +1

    ଏ ହଉଚି ଚଳଚ୍ଚିତ୍ର, କେତେ ସିଖନୀୟ କେତେ ସୁନ୍ଦର.
    ଆଉ ଆଜିକା ଚଳଚ୍ଚିତ୍ର ଛି..... ଛି... ଛି ..... ଏମିତିକା କରୁଛନ୍ତି

  • @gurucharangurucharan4256
    @gurucharangurucharan4256 Před 5 měsíci +1

    ଏହି ମୋ ଓଡିଶୀର ଚଳଚିତ୍ର ମାନିବାକୁ ପଡ଼ିବ ବୋଲି ଆପଣାମାନକୁ ଅନୁରୋଧ ଜଣାଉଅଛୁ ❤❤❤❤❤

  • @ganeshpradhan1403
    @ganeshpradhan1403 Před 2 lety +11

    Siddhant Bhainka action aou stunt pura 🔥🙆‍♂️🤷‍♂️🔥tanka pari action aou stunt kehi karipari nanti odia cinema re aji jake

  • @pintu9315
    @pintu9315 Před 2 lety +42

    ପିଲା ବେଳ ର କଥା ମନେ ଗଲା... 😔😔

  • @nandeswargiri3951
    @nandeswargiri3951 Před 2 lety +2

    ୟାକୁ କୁହନ୍ତି ଓଡ଼ିଆ ଚଳଚିତ୍ର l ଏଭଳି ଚଳଚିତ୍ର ରୁ ଓଡ଼ିଆର ସଂସ୍କୃତି ଦେଖିବାପାଇଁ ମିଳେ l ସତରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ସିଦ୍ଧାନ୍ତ, ଦେବୁ ବୋଷ, ରୁନୁ, ଅନିତା, ଅପରାଜିତା, ରଚନା, ଜୟୀ, ଭଳିଆ କଳାକାର ଆଉ ଓଲିଉଡ଼ ନା ଦେଖିବା ପାଇଁ ମିଳୁଛି ନା ଆଗକୁ ମିଳିବ l All lagend are in one movie..... 👏👏👏

  • @bidyutpravabeheratwinkle2796

    90's kid can understand d emotion...behind watching dis movie at sunday....

  • @fakirmohansahoo2079
    @fakirmohansahoo2079 Před rokem +8

    ସ୍ମୃତି ସବୁବେଳେ ସ୍ମୁତି ଏମିତି ଚଳଚ୍ଚିତ୍ର ଏବେ ଦେଖିବାକୁ ମିଳୁନାହିଁ,ଜୟ ଜଗନ୍ନାଥ 🙏🙏🙏

  • @tejarajkalsai8868
    @tejarajkalsai8868 Před 2 lety +7

    Puruna flim ra tale abe jau flim baharu6i no fighting fir v 1 no.

  • @rajupradhan1627
    @rajupradhan1627 Před rokem +3

    Sabu legends actors mane achhanti a film re😊

  • @subhasribehera4693
    @subhasribehera4693 Před 2 lety +12

    Emiti movie au kebe heiparibani 👌👌

  • @Jkl-pooja
    @Jkl-pooja Před 2 lety +5

    ଓଡ଼ିଆ ଫିଲ୍ମ ର Golden period

  • @biswajitmishra8339
    @biswajitmishra8339 Před rokem +6

    KETE SUNDARA MOVIE 😭😭 DEKHIKI AKHIRU LUHA BOHI JAUCHHI 😭

  • @mousumidas8820
    @mousumidas8820 Před 2 lety +189

    R. I. P Runu opa. Anita mam. Mihir Sir. Bijaya Sir... 😭😭😭😭

    • @debasishbehera3132
      @debasishbehera3132 Před 2 lety +10

      Debu bose 😭

    • @technicaltrick3162
      @technicaltrick3162 Před 2 lety

      czcams.com/video/LcZcCyE0sW0/video.html

    • @sb-tg4ik
      @sb-tg4ik Před 2 lety +6

      R i p boli kichhi ama sanskruti re nahi madam .... Omm shanti kuhajae.

    • @hamantabarik4084
      @hamantabarik4084 Před rokem

      ​@@aratigolekha3909 ଉଉଉଉଉନ୍ନୂନ୍ନ୍ନ୍ନ୍ନ୍ନ୍ନିନ୍ନ୍ନୁନୂଇଉ

    • @hamantabarik4084
      @hamantabarik4084 Před rokem

      ​@@aratigolekha3909

  • @swagatroutray479
    @swagatroutray479 Před 2 lety +57

    All legend are in one frame.... What a film... Sundar bahut sundar. Our old odia films are so good. N heart touching

  • @bablusahoo913
    @bablusahoo913 Před rokem +6

    All time all fevorite actors are together this movie 😅😅❤❤❤❤❤❤😊😊😊

  • @rahulk934
    @rahulk934 Před rokem +15

    Really this era was golden era of odia movie... missing my childhood memories

  • @RahulModi_
    @RahulModi_ Před rokem +5

    Best Movie of my Life❤❤❤

  • @lizamohanty4101
    @lizamohanty4101 Před 2 lety +13

    Au aemeti actors na acting dekhibaku miliba ❤️

  • @maheshbehera4879
    @maheshbehera4879 Před rokem +3

    Legendary actor bijay mohanty 😭😭😭

  • @ganeshpradhan1403
    @ganeshpradhan1403 Před 2 lety +18

    Siddhant rachana ❤👑

  • @Battleofdj
    @Battleofdj Před rokem +3

    Bijay mahanty ..utamm mohanty ...😢brilliant acting 😢

  • @debuprasadmalik7687
    @debuprasadmalik7687 Před 2 lety +19

    Vijay mahanty and Mihir das missu

  • @jogeshchoudhury4600
    @jogeshchoudhury4600 Před 2 lety +14

    Best movie ... now Emthi movie hele odia industry agakhu Jibho mataro Emthi actor ahou actors milibhe nahi bahut dhuk Rao khatha 😌😌😌😌

  • @ganeshpradhan1403
    @ganeshpradhan1403 Před 2 lety +12

    Love you muna bhai rachana bhauja ❤👑

  • @kumarpradeeplife
    @kumarpradeeplife Před 2 lety +16

    Bijaya sir you are ligend Odia industry,i miss you sir

  • @lingarajpradhan8473
    @lingarajpradhan8473 Před 2 lety +17

    Aji kalika hero ,heroine & all actor & actress manaku mora request aee film ru acting sekhantu 🙏🙏future rey odiya film industry improve kariba🙏🙏🙏🙏

  • @ganeshpradhan1403
    @ganeshpradhan1403 Před 2 lety +12

    Mast movie aji odia industry emtika movie khojuchi

  • @rashmitamalik7374
    @rashmitamalik7374 Před 2 lety +7

    Luv u so much Aparajita mam

  • @khirasindhutandi4213
    @khirasindhutandi4213 Před 18 dny

    ଦୁନିଆ ଭାସିଯିବ ପଛେ,କିନ୍ତୁ ଏଇ ମାନଙ୍କ ପରି କଳାକାର ଆଉ ଅଭିନୟ, ଓଡ଼ିଶାରେ କେବେବି ଦେଖିବାକୁ ମିଳିବନି, ❤ legends of our odia cenema industry.

  • @sarojsahu1734
    @sarojsahu1734 Před 8 měsíci +2

    Legend ଙ୍କର ଚମତ୍କାର ଅଭିନୟ ପୁରା ହୃଦୟ ସ୍ପର୍ଶି

  • @Social_challenge1
    @Social_challenge1 Před rokem +11

    No overacting this is a pure movie

  • @mrchandankumarsamal7986
    @mrchandankumarsamal7986 Před 2 lety +45

    Miss u 😭😭 mihir sir and Bijay sir 😭😭😭😭

  • @kdebendra398
    @kdebendra398 Před 10 měsíci +2

    Jibanta acting❤

  • @tulsinaik7282
    @tulsinaik7282 Před rokem +2

    Soto re family choleiba kete kosto j papa maa janonti

  • @Rajesh-hv9gt
    @Rajesh-hv9gt Před 2 lety +28

    This is called odia movie and odia culture

  • @susamanayak9818
    @susamanayak9818 Před 2 lety +4

    Debu boss bijya mahanty mihir das etc good actor really miss u

  • @and-hk3sj
    @and-hk3sj Před rokem +1

    Mu e flim 30 thara dekhilini pilati dinaru ...hele ebe b akhiru luha asijae avinaya dekhile ...❤bahut kichhi sikhibaku mile

  • @DevKumar-lz7li
    @DevKumar-lz7li Před rokem +2

    Bijay mohanty great actor❤

  • @MrTanmoyHacker
    @MrTanmoyHacker Před 7 měsíci +3

    I am 200% sure that the rachana banerjee voice has been odia dubbed. Still she manages to lip properly. Very amazing actor 👏

  • @ganeshpradhan1403
    @ganeshpradhan1403 Před 2 lety +19

    Movie habata emiti 💯

  • @sibabaral3499
    @sibabaral3499 Před rokem +1

    Super siddhant bhai

  • @laxmi7926
    @laxmi7926 Před rokem +1

    True example of family value. Tight slap 👋 on woke & libranduo ideology