ମାଳିକା ବଚନ କହୁଛି ପୁଣିହେବ ମହାଭାରତ, ଋଷ କୁଟ ନଦୀ ନିକଟରେ ହେବ ମହାଯୁଦ୍ଧ,ଜର୍ମାନୀରେ ଜନ୍ମ ନେଇଛନ୍ତି ଅଶ୍ଵତ୍ଥାମା

Sdílet
Vložit
  • čas přidán 5. 09. 2024
  • Follow Us On
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - ho...
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

Komentáře • 517

  • @biswanathpatra877
    @biswanathpatra877 Před 2 lety +16

    ଯାହା ହେବ ଭଲ ହେବ, ଜୟ ଜଗନ୍ନାଥ

  • @mtutyunjaya3186
    @mtutyunjaya3186 Před 2 lety +6

    ଯାହା କରନ୍ତି ଭଗବାନ ପ୍ରାଣୀମାନଙ୍କର ମଗଂଳ ପାଇଁ🙏🙏🙏

  • @meerabaipanigrahi2839
    @meerabaipanigrahi2839 Před 2 lety +57

    ଠିକ୍ ଆଉ ବହୁତ୍ ବହୁତ୍ ଧନ୍ୟବାଦ, ମାଳିକା କୁ ଓଡ଼ିଶା ଭାସ୍କର ମାଧ୍ୟମ ରେ ଏକ ବିଶ୍ୱାସ ଆଉ ପରିବର୍ତ୍ତନ ରୂପ ଦେଇଥିବାରୁ.. ଅନେକ ମନୁଷ୍ୟ ପରିହାସ କରିବେ କିନ୍ତୁ ସମୟ ବହୁତ୍ ନିକଟରେ ଯେବେ ନିଜ ପ୍ରକୃତି ପାଇଁ ପ୍ରକୃତି ନିଜ ରୂପ ଦେଖାଇବ ସେବେ ପ୍ରତିଟି ହସ ଆଉ ପରିହାସ କେବଳ ଭକ୍ତି ଆଉ ତ୍ରାହି ରୂପେ ବଦଳିଯିବ...

  • @mangaltudu1472
    @mangaltudu1472 Před 2 lety +174

    ଯୁଦ୍ଧ ହେଉ କି ନ ହେଉ ହେଲେ ସବୁ ମିଡ଼ିଆ ବାଲା ମିଶିକି ନିହାତି ଯୁଦ୍ଧ କରେଇ ଦେବେ😂😂😂

  • @rajeshbiswal6358
    @rajeshbiswal6358 Před rokem +1

    ଜୟ ଜଗନ୍ନାଥ 🙏🙏🙏, ଜୟ ପଞ୍ଚସଖା 🙏🙏🙏

  • @satyapriyapradhan3883
    @satyapriyapradhan3883 Před rokem +1

    Jay Jagannath Swami

  • @snkarjeeofficial8882
    @snkarjeeofficial8882 Před 2 lety +10

    ହେବେ ଯୁଦ୍ଧ ଆରମ୍ଭ ହେଇଗଲାଣି ତ ସେଥିପାଇଁ ମାଳିକା ବଚନ ବାହାରିଲା କିନ୍ତୁ ଏହି ବିଷୟଗୁଡିକ ଯୁଦ୍ଧ ଆଗରୁ କହିଥିଲେ ହେଇଥାଆନ୍ତା ଯୁଦ୍ଧ ଆରମ୍ଭ ହେଲା ପରେ କହୁଛ ତେଣୁ ସବୁ ମିଛ ବଚନ

    • @kb6202
      @kb6202 Před 2 lety

      Satya bhanja youtube chenel dekha sabu agaru kuha jaichi

  • @rakeshmohapatra1459
    @rakeshmohapatra1459 Před 2 lety +35

    ହେ ଠାକୁର, ତୁମେ ଶୀଘ୍ର ଆସୀକି ଉଦ୍ଧାର କର 🙏

  • @bachan.kumarbehera3292
    @bachan.kumarbehera3292 Před 2 lety +2

    ଜଲ୍ଦିଯୁଦ୍ଦ କରାଯାଉ

  • @akupatro8802
    @akupatro8802 Před 2 lety +127

    ମାନବ ମାନଙ୍କର ଅନ୍ୟାୟ ବଢିଚାଲିଛି । ଯୁଦ୍ଧ ହେବା ଦରକାର।

  • @dbdas9171
    @dbdas9171 Před 2 lety +9

    ସୁନ୍ଦର ସଂଯୋଜନା ଗାଲୁ ମେଡିଆ

  • @rakeshmohapatra1459
    @rakeshmohapatra1459 Před 2 lety +13

    ଯୁଦ୍ଧ ହୋଇକି ସବୁ କିଛି ଧ୍ଵଂସ ହୋଇଯାଉ ଭଲ ହେବ, ଏ କଳି ଯୁଗରେ ବଞ୍ଚିକି କିଏ କାହାକୁ ଟେକିକି ଧରିଛି !??
    ଯୁଆଡେ ଦେଖିବା ଚୋରି, ବଳାତ୍କାର, ହିଂସା, ହଣା କଟା

  • @chudamanibhim8492
    @chudamanibhim8492 Před 2 lety +9

    ଅଶ୍ବସ୍ଥମା କେବେ ମଲେ ସେ ପରା ଅମରତ୍ବ ଲାଭ କରିଥିଲେ !

  • @saratchandramallick6671
    @saratchandramallick6671 Před 2 lety +20

    ଭାଈ ଦୟାପୂର୍ବକ ମାଳିକା ତାଳପତ୍ରର ପୋଥିଗୁଡ଼ିକୁ ଦେଖେଇବେ

  • @jitendrapradhan7788
    @jitendrapradhan7788 Před 2 lety +2

    ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @sgpm9513
    @sgpm9513 Před 2 lety +4

    କେବଳ ମହାପ୍ରଭୁ ଜଗନ୍ନାଥଙ୍କ ଚକ୍ର ବୁଲିବ.

  • @Sksk-pg3ht
    @Sksk-pg3ht Před 2 lety +25

    ମାଳିକା ସହିତ ରୁଷର କୌଣସି ସମ୍ୱର୍କ ନାହିଁ, ରୁଷ ବାସୀ ମହାଭାରତ କିମ୍ବା ମାଳିକା କୁ ବିଶ୍ୱାସ କରନ୍ତି ନାହିଁ, ଏହା ଭାରତରେ ହିଁ ଚଳିବ, ବାହାରେ ଏହା କୌଣସି ସତ୍ୟ ନୁହେଁ, ମାତ୍ର କାଳ୍ପନିକ, ଭାଇ ଏହା ମହାଭାରତ ଭାରତରେ ହେଲେ ହେଲେ ଭାରତ ପାଖରେ ବ୍ରୋମାସ୍ତ୍ର ରହିବା କଥା, ରୁଷ କୁ କେମିତି ପଠେଇଲେ, ରୁଷ ସରକାର କୁ ପଚାରିଲା ପରେ ପ୍ରକୃତ କଥା ଜଣା ପଡିବ, ମିଥ୍ୟା ପ୍ରଚାର କରନାହିଁ

    • @som-z7f
      @som-z7f Před 2 lety +2

      Ta apana Russia vishaya re o sethakara krishna premare pagala bhakta manananku Jani nahanti bodhe mahashay 🙏

    • @mylovelifejackyandjigu3382
      @mylovelifejackyandjigu3382 Před 2 lety +2

      @@som-z7f bhai sata kahile World ra sabuthu besi jaganath premi russia

    • @chanchalamana1310
      @chanchalamana1310 Před 2 lety

      Samaya krame sabu badaliba bhai

    • @Sksk-pg3ht
      @Sksk-pg3ht Před 2 lety

      Wourld no 1 christian,2nd muslim or etc..

    • @mamaliparida4833
      @mamaliparida4833 Před rokem

      Are vai rusia hau ki au kou desa hau mahavarat samayare kn desa ra sabu na thila se jugare.....murkha nka Vali kn sms karucha

  • @Jay-we5lg
    @Jay-we5lg Před rokem

    Jay jagnath 🙏🙏🙏🙏🇮🇳🇮🇳🇮🇳🇮🇳🇮🇳

  • @bikashswain5716
    @bikashswain5716 Před 2 lety +36

    ଯୁଦ୍ଧ ବନ୍ଦ୍ ହେଉ ଶାନ୍ତି ବଜାୟ ରଖନ୍ତୁ ଦୁଇ ଦେଶ କାରଣ ଗରିବ ଲୋକ ସଙ୍କଟକୁ ଆସିଯିବେ

  • @bhaskarbehera1589
    @bhaskarbehera1589 Před 2 lety

    Jai ho

  • @Ranjana965
    @Ranjana965 Před 2 lety +7

    Jay Shri Jagannathji 🙏🙏🙏💖💖💖

  • @KANTASOREN123
    @KANTASOREN123 Před 2 lety +1

    ମିଛ

  • @ChhabilaMunda
    @ChhabilaMunda Před rokem +2

    ମାନବ ମାନଙ୍କର ଅନ୍ୟାୟ ଦୃତ ଗତିରେ ବଢି ଚାଲିଛି । ଯୁଦ୍ଧ ହେବା ନିହାତି ଦରକାର । ଯୁଦ୍ଧ ହେଲେ ଯାଇଁ କିଛି ଲୋକ ବାଟକୁ ଆଶିବେ.....। ଜୟ ଜଗନ୍ନାଥ 🙏🙏🙏

  • @kanhucharanswain524
    @kanhucharanswain524 Před 2 lety +9

    ବାଳ କଥା ଅଶ୍ଵତ୍ଥାମା ତ ଅମର ସେ ପୁଣି ଜନ୍ମ କେମିତି ହେଲା । ଆଉ କିଛି ନିୟୁଜ୍ ନାହିଁ ଶେଷରେ ମାଳିକା ଵିଚାର 😀😀😀😀

  • @560mviewssahoo3
    @560mviewssahoo3 Před 2 lety +5

    ଭାଇ ମେହେର ଭାଗବତ ଗୀତା ଓ ମାଳିକା ଉପରେ ସପୂଣ୍ଣ ବିଶ୍ୱାସ ଅଛି ଆପଣ ଏହି ଭଳି ଖବର ଆମପାଖକୁପଠାନ୍ତୁ ମୁଁ sananda🙏🙏

  • @rasmitaswain7051
    @rasmitaswain7051 Před 2 lety +8

    Jay Jagannath 🙏🙏🙏

  • @gkdasofficialvlogs550
    @gkdasofficialvlogs550 Před 2 lety +4

    ତେବେ ଏହା ସତ୍ୟ କି ଭୁଲ୍ ଜଣା ନାହି, ଆଉ ଥରେ ପୁଣି ଯୁଦ୍ଧ ଚାଲିବ କି ନାହିଁ ତା ବି ଜାଣିନି କିନ୍ତୁ ଏତିକି ଲାଗୁଛି ଯେ ଯୋଉ କାହାଣୀ ସବୁ କହିଲ ତାକୁ ନେଇ ଯଦି ସିନେମା ଟି ପ୍ରସ୍ତୁତ କରା ଯାଏ ତେବେ ଏହା ବହୁତ୍ ଆଗକୁ ଚାଲିବ ନିଶ୍ଚୟ 😍 ହରି ଓମ୍ 🙏

  • @krutibasmohapatra825
    @krutibasmohapatra825 Před 2 lety +5

    ଯେବେ ଗଦା ଦଳ ରାଜନୀତିରେ ଆସିବ ଜାଣିବ ଆରମ୍ଭ ହେଲା

  • @meghanandasahoo8344
    @meghanandasahoo8344 Před 2 lety +36

    କୂଟ ପୋଖରୀ ଅଛି ବାଲେଶ୍ୱରରେ ,ରେମୁଣା ନିକଟବର୍ତୀ,ସେ ପୋଖରୀରେ ରହିଛି ମହାଭାରତର ଅସ୍ତ୍ରଶସ୍ତ୍ର।

    • @kunucreations6293
      @kunucreations6293 Před 2 lety +2

      Sata ki bhai

    • @meghanandasahoo8344
      @meghanandasahoo8344 Před 2 lety +2

      @@kunucreations6293 ଶତ ପ୍ରତିଶତ ସତ୍ୟ

    • @meghanandasahoo8344
      @meghanandasahoo8344 Před 2 lety

      @Jajati Bhuyan ଏହା ମାଳିକା ରେ ଲେଖାଅଛି ଗେଲୁ,ତୁମପାଇଁ ମୁଁ କାହିଁକି ଦେବି

    • @RajeshRaj-su6pm
      @RajeshRaj-su6pm Před 2 lety

      @Jajati Bhuyan Tu sala kukura kn janichhu

    • @mc143express
      @mc143express Před 2 lety +1

      କୁଟୋ ପୋଖରୀ, ବ୍ରଜ ପୋଖରୀ ଅମୋ ଗାଁ ପାଖରେ

  • @basantapatra2573
    @basantapatra2573 Před 2 lety +1

    Jai Shri Krishna 🙏🙏🙏🙏

  • @rohitdeep6678
    @rohitdeep6678 Před 2 lety +2

    Jay sri jagannatha 🙏🏻☘️🌸🌷🧘🧘

  • @prasadmajhi5559
    @prasadmajhi5559 Před 2 lety +8

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽

    • @AnilKumar-rb5sl
      @AnilKumar-rb5sl Před 2 lety

      Pancha sakha gang pura biswa ku topi pindhaibe boli ganjei tani sapatha neithile😂😂😂

  • @7starxxxgaming98
    @7starxxxgaming98 Před 2 lety +10

    ଫାଷ୍ଟ କୁହନ୍ତୁ ଆଶ୍ୱସ୍ତ ଥାମା ତ ଅମର ପୁଣି ଜନ୍ମ କେମିତି ନେଲା ସେଇଟା କହିଲେ

    • @suryakantamuduli157
      @suryakantamuduli157 Před 2 lety

      Jamaru e Sala nka news dekhani bhii... Kichi najaniki yedu syedu dekhauchanti

  • @justtimepass6743
    @justtimepass6743 Před 2 lety +13

    ଭଲ ବନେଇ ଚୁନେଇ କହୁଛନ୍ତି ,ଗଞ୍ଜେଇ ଖାଇଛ ,ନହେଲେ ଏତେ ଜ୍ଞାନ ପେଲି ନ୍ତନି

  • @Hkp912
    @Hkp912 Před 2 lety +19

    ଯୁଦ୍ଧ ହେବା ଆବଶ୍ୟକ ମହାପ୍ରଭୁ ଙ୍କ ଲୀଳା ନିଶ୍ଚୟ ପ୍ରକାଶିତ ହେବ। ହତିଯିବ କଳାବାଦଲ। ଉଦିତ ହେବ ସତ୍ୟ ସୂର୍ଯ୍ୟ ।ପୁଣି ଆରମ୍ଭ ହେବ ଦିବ୍ୟ ଯୋଗ । ଶେଷ ହେବ କଳି । ପାପୀ ପାଇବେ ବଳୀ। ଜୟ ଜଗନ୍ନାଥ 🙏🙏

    • @Sksk-pg3ht
      @Sksk-pg3ht Před rokem

      ଭାରତ ଚୀନ ଯୁଦ୍ଧ ହେଲେ ତମେ କଣ କରବ ଭାଇ ପୋକ ମାଛି ଭଳି ମରିବ,,,

  • @nitinojhaofficial4318
    @nitinojhaofficial4318 Před 2 lety

    ତମକୁ ପାଠ କିଏ ପଢେଇଛି। ଏତିକି ତ ଜାଣିଥିବା କଥା ଯେ ଅଶ୍ଵତ୍ଥାମା ଜଣେ ଚିରଞ୍ଜିବୀ ସେ କୃଷ୍ଣ ଙ୍କ ଠାରୁ ନ ମରି ସମୟ ର ଅନ୍ତ ଯାଏଁ ଭଟକି ବର ଅଭିଶାପ ପାଇଥିଲେ।। ପାଠ ପଢିଥିଲେ ସିନା ଜାଣିବ 🙏

  • @Deepakkumar_-4309
    @Deepakkumar_-4309 Před 2 lety +6

    ମୁଁ ଈଶ୍ୱର ବିଶ୍ୱାସୀ ❤. but ଏଇଟା ଗାଲୁଆ କଥା 😂😂😂. ତମର news ଵାଲା ଙ୍କୁ କଣ ଆଉ କଣ କୋଉ news ମିଳୁନି, ଆଜି ପ୍ରମାଣ ହେଇଗଲା ଓଡିଶା ଭାସ୍କର ହେଉଛି ଘଟିଆ news ଚ୍ୟାନେଲ ! Dec 22 2012 ରେ ଲେଖାଥିଲା ପୃଥିବୀ ଧ୍ବଂସ ହେବ, କିନ୍ତୁ ସେମିତି କିଛିବି ହେଲାନି l ତମର ଏମିତିକା news ଯୋଗୁଁ ଲୋକ ମାନଙ୍କର ହିନ୍ଦୁ ଧର୍ମ ଉପରେ ବିଶ୍ୱାସ ତୁଟି ଯାଉଛି l

  • @chandanbisoi5010
    @chandanbisoi5010 Před 2 lety +1

    Jay Jagannath Jay Maa Kali Jay Maa Tarini Sankata Harini

  • @amarendrasahani4808
    @amarendrasahani4808 Před 2 lety +1

    🙏🙏 Jay jaganntha 🙏🙏

  • @deviprasadswain1979
    @deviprasadswain1979 Před 2 lety +1

    He prabhu sabu tuma ichha 🙏🙏🙏🙏🙏

  • @laxmanshethy2976
    @laxmanshethy2976 Před 2 lety +10

    ବାଳ କଥା kuhani ଆଉ. ତମେ ମାନେ ଯଦି ଗୋଟେ ଗୋଟେ ପଣ୍ଡିତ କଇଁ ଆଗରୁ କହିଲନି . ଶଳା ହାରମ୍ ଡହରା. ସବୁ ଗୁଡାକ ତମେ ଜାଣିଛ ନୁହଁ କି

  • @prasantapadhan6192
    @prasantapadhan6192 Před 2 lety +1

    ଜାଇଫୁଲ ଲୋ ଜାଇଫୁଲ

    • @hpradhan6178
      @hpradhan6178 Před 2 lety

      ଏ ଟିକେ କରିଦେ ମୋତେ ଗେଲ

  • @basantinayak5912
    @basantinayak5912 Před 2 lety +11

    ଜୟ ପଞ୍ଚସଖା 👏👏👏👏👏ଜୟ jagannath👏👏👏🌳🌹🌳

  • @SHRABANN
    @SHRABANN Před 2 lety

    Best

  • @subaschandra3293
    @subaschandra3293 Před 2 lety

    କାହିଁକି ଲୋକଙ୍କୁ ବକରା ବନୋଉଛ ଲୋକଙ୍କ ମନରେ ଡର ସୃଷ୍ଟି କରି ଲୋକ ମାନେ ଯେତେବେଳେ ନଁଇ ପଡିଥିବେ ତାଙ୍କ ପଛ ଟେକି ଧରିବାକୁ ଅନେଇରହିଥିବ ଯେଉଁ ମାନେ ଡର ସୃଷ୍ଟି କରୁଛନ୍ତି କ'ଣ ନା ଆମେ ସବୁ ଓପାଡି ପକେଇଛୁ

  • @subashchandramajhi8363

    Jay jagannath. It will never happen..

  • @MkRana-yu6uh
    @MkRana-yu6uh Před 2 lety +5

    NET work ବନ୍ଦ ରହିଲେ ସବୁ ଠିକ୍ ହୋଇଯିବ

  • @KANTASOREN123
    @KANTASOREN123 Před 2 lety +12

    ଦେଶ ଦେଶ ଏମିତି ପରିସ୍ଥିତି ହେଲା ବେଳେ ମିଛ କହୁଚୁ

  • @satyabhau69
    @satyabhau69 Před 2 lety +12

    ଅଶ୍ୱଥାମ ପରା ମୁଁ ଏଇଠି ଭୋନ୍ସର ରେ ଅଛି, ଜର୍ମାନୀ ରେ ପୁଣି କିଏ ସେ ?

  • @malayakanhar9769
    @malayakanhar9769 Před 2 lety +1

    Jay siyaram 🙏🙏🙏jay jagarnath 🙏🙏🙏

  • @akashkhatua9070
    @akashkhatua9070 Před 2 lety

    ପାପି ମାନବ ମାନଂକର ଅତ୍ୟନ୍ତ ବଢୀଲାଣୀ ଯୁଦ୍ଧ ଦରକାର🙏🙏🙏🙏🙏🙏👍👍🙏👍

  • @srikanta671
    @srikanta671 Před 2 lety

    ଜୟ ଜଗନ୍ନାଥ ତୁମେ ରଖ

  • @debashishsundhi4829
    @debashishsundhi4829 Před rokem

    It is very serious and dangerous truth of odisha.i belive seriously.

  • @ajitkumarkabasi5047
    @ajitkumarkabasi5047 Před 2 lety

    ଜୟ ଜଗନ୍ନାଥ

  • @silentcity7665
    @silentcity7665 Před 2 lety +1

    I proud to be an indian

  • @dineshkumarnayak49
    @dineshkumarnayak49 Před 2 lety

    Jay Jaganath 🙏🙏🙏

  • @ramachandrajena8123
    @ramachandrajena8123 Před 2 lety

    ପ୍ରକୃତରେ ଯୁଦ୍ଧାମାନେ ଜନ୍ମ ନେବେ ନାହିଁ କିନ୍ତୁ ସେହି ଦେଶମାନେ ସେହି ମହାରଥୀ ମାନଙ୍କର ଭୂମିକା ଗ୍ରହଣ କରିବେ

  • @lucifermorningstar7297
    @lucifermorningstar7297 Před 2 lety +9

    ନଦୀ କୂଳରେ ଯୁଦ୍ଧ ତ ନାଇଁ ଆଉ କଣ ସବୁ ହେବ ।।🤣🤣🤣

  • @knowledgeisgod3652
    @knowledgeisgod3652 Před 2 lety

    ଆଜି ଯାଏଁ କେତେ ଜ୍ଞାନୀ ଆସିଛନ୍ତି ହେଲେ କେହି ଜଣେ ବି ମାଳିକା କୁ ସଠିକ ଡି-କୋଡ଼ କରି ପାରି ନାହାନ୍ତି 👍

  • @pritijena1238
    @pritijena1238 Před 2 lety

    Jai Jagannath🌷🌿 🌷🌿🌷🙏🏻🙏🏻

  • @prakashkumarbarik1886
    @prakashkumarbarik1886 Před 2 lety

    Nice

  • @skilldootsirsatyabanbehera2869

    Sami Brukhya Rajasthan re nahi. Sami Brukhya achhi Odisha ra Mayurbhanj Zilla re. Sami Brukhya eka darshaniya sthana. It's a tourist place of Odisha.

  • @babulimajhikjqqbabuli5800

    Jay jagarnath🙏🙏🙏

  • @keshabchandramallick3828

    fitting rely

  • @luckydupte60
    @luckydupte60 Před 2 lety

    କାହାକୁ ବିଶ୍ୱାସ କରିବୁ ।। ମାଳିକା ରେ ଲେଖା ହୋଇଛି ଅଶ୍ଵତ୍ଥାମା ଜର୍ମାନୀ ରେ ଜନ୍ମ ନେଇ ସାରଛନ୍ତି , ଆଉ ଅନେକ ଲୋକ ଏବଂ News Chanel ଖବର ଦିଅନ୍ତି ଯେ ମଧ୍ୟପ୍ରଦେଶ ର ବୁରା ନ ପୁର ଗାଁ ନିକଟସ୍ଥ ଅସିର ଗଡ କିଲା କୁ ପ୍ରତେକ୍ ଦିନ ଅଶ୍ଵତ୍ଥାମା ଆସି ଶିବଙ୍କ ମୂର୍ତ୍ତି କୁ ପୂଜା କରି ଚାଲି ଯାନ୍ତି। ତାଙ୍କ ମୁଣ୍ଡରୁ ରକ୍ତ ବୋହୂ ଥାଏ । ସେ କଳି ଯୁଗ ଶେଷ ହେବା ପର୍ଯ୍ୟନ୍ତ ଆଉ କଳ୍କୀ ଅବତାର କୁ ଅପେକ୍ଷା ରେ ପୃଥିବୀ ପୃଷ୍ଠରେ ଅପେକ୍ଷା ରେ ଅଛନ୍ତି । କଣ ସତ କିଛି ବୁଝା ପଡୁନି । କଣ ସତରେ ମହାଭାରତ ହୋଇଥିଲା , କଣ ସତରେ ଅର୍ଜୁନ , କର୍ଣ୍ଣ, ଶ୍ରୀ କୃଷ୍ଣ ଭଳି ଯୋଦ୍ଧା ଥିଲେ ନା ଏସବୁ ମନ ଗଢା ଗପ ? କାହା କୁ ବିଶ୍ୱାସ କରିବୁ , କଣ ସତ ??🙏🙏🙏🙏🙏🙏🙏🙏🤔🤔🤔🤔🤔

  • @pranabmishra5290
    @pranabmishra5290 Před 2 lety

    🙏🏼🙏🏼🙏🏼Best

  • @shivambehera3036
    @shivambehera3036 Před 2 lety

    Big fan

  • @sureshparida644
    @sureshparida644 Před 2 lety

    Vala laguchhi sunibaku

  • @sagalays1206
    @sagalays1206 Před 2 lety +1

    👌 👌 👌 hari

  • @rameshamallik4604
    @rameshamallik4604 Před 2 lety

    Jay jagannath

  • @artabandhupatra5116
    @artabandhupatra5116 Před 2 lety +2

    ଅଶ୍ୱତ୍ଥାମା ଯଦି ଚିରଞ୍ଜିବୀ ତାଙ୍କର ପୁଣି ଜର୍ମାନୀ ରେ ଜନ୍ମ କିପରି???

  • @philimansabar4059
    @philimansabar4059 Před 2 lety +1

    Emmanuel...

  • @satabdidas1087
    @satabdidas1087 Před 2 lety +2

    Interesting video

  • @sudamsudam5893
    @sudamsudam5893 Před 2 lety

    ଓଡ଼ିଶା ରେ ଅଛନ୍ତି ଶୟମ୍ ଭଗବାନ

  • @biswajitparida9137
    @biswajitparida9137 Před 2 lety

    Wait for karna

  • @sarojjena6132
    @sarojjena6132 Před 2 lety

    Jay Jagannath Saha hebe

  • @pabitrabanua5508
    @pabitrabanua5508 Před 2 lety

    Jay jagarnnath

  • @ajulyajena6912
    @ajulyajena6912 Před 2 lety

    Right

  • @ajaykumarlenka1669
    @ajaykumarlenka1669 Před 2 lety +3

    Jai jagarnatha swami nayan patha gami bhaba tume

  • @nandasanta2276
    @nandasanta2276 Před rokem

    ଲୋକସଂଖ୍ୟାଵଢିବାବହୁତସମସ୍ୟା,ଜାଗାମଧ୍ୟନାହିଁରହିବାକୁ

  • @bulbulswain331
    @bulbulswain331 Před 2 lety

    🌼 JAY SRI JAGANNATH 🪔

  • @alokanjaliexpress2954
    @alokanjaliexpress2954 Před 2 lety

    Prabhu jagatara natha jagannath Sara biswa ku rakhya Kara a karala paristiti ru 🙏🏻🙏🏻🙏🏻🙏🏻🙏🏻

  • @sipundas9474
    @sipundas9474 Před 2 lety

    ଏଭୟଙ୍କରପରିସ୍ଥିତ,ନିଶ୍ଚୟ ଧିରେ,ଧିରେଘନେଇଆସୁଛିମହାପ୍ରଭୁ।
    ଏଵିପଦରୁ,ମୁକୁଳୀପାରିବାଅତିକଷ୍ଟକର।
    ପାପିଙ୍କର,ଦୈ।ରାତ୍ମାଅତିମାତ୍ରାରେଅସହାୟ।ହୋଇପଡିଲାଣୀହେମହାପ୍ରଭୁ,ନିଶ୍ଚୟ ବିନାଶର।
    ସୁଚନା, ହଁ ଋଷିଆଓୟୁକ୍ରେନଯୁଦ୍ଧରସଙ୍କେତ।
    ମହାଭରତରପ୍ରଳୟଙ୍କରୀମହାଅସ୍ତ୍ରତୃତୀୟଵିଶ୍ଵଯୁଦ୍ଧ।
    ଋଷିଆଓୟୂକ୍ରେନ, ହଁ ଏହାରମାଧ୍ୟମ।ଜୟପଞ୍ଚସଖା,
    ଜୟ ଜଗନ୍ନାଥ,,,,,,,,,,

  • @suriyatk1992
    @suriyatk1992 Před 2 lety +2

    ବାଇବେଲ ପଢନ୍ତୁ,ଏ ମହାମାରୀ,ଯୁଦ୍ଧ ବିଷୟରେ ସବୁ ଜାଣିପାରିବେ ଆଉ ଆଗକୁ କଣ ସବୁ ଘଟିବାକୁ ଯିବ ତାହାର ସଂକେତ ବି ଅଛି...

  • @akashkhatua9070
    @akashkhatua9070 Před 2 lety

    ପାପି ମାନବ ଦାନବ ପାପ ବଢୀଲାଣି ଯୁଦ୍ଧ ଦରକାର

  • @dushmantabhuyan3519
    @dushmantabhuyan3519 Před 2 lety

    Radhe Radhe

  • @maheshkumarmahali
    @maheshkumarmahali Před 2 lety +9

    ଭକୁଆ,
    କୁତପୋଖରୀ ରୁଷ ରେ ନୁହେଁ, ବାଲେଶ୍ୱର ରେମୁଣା ରେ

    • @gkdasofficialvlogs550
      @gkdasofficialvlogs550 Před 2 lety +2

      ଆଉ ସମି ବୃକ୍ଷ ମୟୂର ଭଞ୍ଜ ରେ 👍

    • @AnilKumar-rb5sl
      @AnilKumar-rb5sl Před 2 lety +1

      Pancha sakha gang lokanku topi pindhaibare mahir thile

    • @maheshkumarmahali
      @maheshkumarmahali Před 2 lety +2

      @@AnilKumar-rb5sl
      ମାଳିକା ଲେଖା ସତ, କିନ୍ତୁ ଏହାର ଠାର ଗାର ବୁଝିବା ପାଇଁ, ଓଡ଼ିଆ ସାହିତ୍ୟ, ସଂସ୍କୃତ ଓ ବ୍ୟାକରଣ ଗତ ଜ୍ଞାନ ସହିତ ସାଧନା ବି ଆବଶ୍ୟକ। ନଚେତ ଭ୍ରମ ରେ ପଡିବା ନିଶ୍ଚିତ।

    • @FUNNYHARIBOL
      @FUNNYHARIBOL Před 2 lety

      @@gkdasofficialvlogs550 🤣

  • @thesupremeplayer2949
    @thesupremeplayer2949 Před 2 lety

    I love it

  • @padmalochansethy4055
    @padmalochansethy4055 Před 2 lety

    Jay ram

  • @mihirmohanty7652
    @mihirmohanty7652 Před 2 lety

    ସ୍କ୍ରିପ୍ଟ,ଗଞ୍ଜଡ଼ିଆ ଗୁଲି ଖଟି ପରି ଲାଗୁଚି।

  • @debashismohanty3008
    @debashismohanty3008 Před 2 lety

    😲😲😲😲😲😲

  • @bolbom4908
    @bolbom4908 Před 2 lety

    👍🙏🙏🙏

  • @laxmidharsasmal1597
    @laxmidharsasmal1597 Před 2 lety

    🌕‼️🌑 ଜୟ ଜଗନ୍ନାଥ

  • @surajmurmu2972
    @surajmurmu2972 Před 2 lety +3

    Odisha Bhaskar ମଉକା ଦେଖି ଚଉକା ମାରୁନି ତ😳😳😂😂😂

  • @madanmohankaibarta5333

    Bhaskar endtime

  • @arkitbaba3608
    @arkitbaba3608 Před 2 lety

    Ok

  • @arkitbaba3608
    @arkitbaba3608 Před 2 lety

    Jay Jagannath

  • @emojis2684
    @emojis2684 Před 2 lety +1

    ତମ news channel କୁ ମାଳିକା ସବୁ କହୁଛି🥺🥺

  • @harakumarghadai7828
    @harakumarghadai7828 Před 2 lety

    baah khub badhia analysis,au video anantu🙏

  • @chandandehuri2383
    @chandandehuri2383 Před 2 lety

    Thankes