ସବୁ ଯାତ୍ରା ପାଟି ଆଖଡ଼ା କେଉଁଠି ଚାଲିଛି | ଆଜି ନୁଆ ଯାତ୍ରା ଅନୁଷ୍ଠାନ ଆଖଡ଼ା ପୂଜା | today odia jatra news

Sdílet
Vložit
  • čas přidán 22. 06. 2024
  • ସବୁ ଯାତ୍ରା ପାଟି ଆଖଡ଼ା କେଉଁଠି ଚାଲିଛି | ଆଜି ନୁଆ ଯାତ୍ରା ଅନୁଷ୍ଠାନ ଆଖଡ଼ା ପୂଜା | today odia jatra news

Komentáře • 15

  • @parthasarathi7720
    @parthasarathi7720 Před měsícem +1

  • @AlokMohapatra-o8p
    @AlokMohapatra-o8p Před měsícem +1

    ସନ୍ତୋଷ ସାର ସମସ୍ତ ଯାତ୍ରା ପାର୍ଟି ମାନଙ୍କୁ ଅନୁରୋଧ କରନ୍ତୁ ସବୁ ନାଟକ ରେ ଶିଶୁ କଳାକାର ରଖିବା ପାଇଁ

  • @JatindraNaik-wd2mp
    @JatindraNaik-wd2mp Před měsícem +1

    goodmorning,mausa,rama

  • @DebaprakashGochhayat
    @DebaprakashGochhayat Před měsícem +6

    ଆଗରୁ ଯାତ୍ରା ପାର୍ଟି ରେ ... ଗଣନାଟ୍ୟ ପରେ ଅପେରା ଏବେ ଖାଲି ମହଲ , ମନ୍ଦିର , ଦରବାର ଚାଲିଛି 😅

  • @SuchitraNayak-gc2qc
    @SuchitraNayak-gc2qc Před měsícem +1

    Sir Sai samrat close heigala kii

  • @alekhapradhan4471
    @alekhapradhan4471 Před měsícem +1

    Sir please purnima didi and mandakini B didi kou pater please please

    • @SujitkumarMohapatra-zh7vw
      @SujitkumarMohapatra-zh7vw Před měsícem +1

      ପୂର୍ଣ୍ଣିମା କର ଯାତ୍ରା ସ୍ଵର୍ଣ୍ଣ ମନ୍ଦିର,ମନ୍ଦାକିନୀ ବିଶ୍ଵାଳ ଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

    • @AlokMohapatra-o8p
      @AlokMohapatra-o8p Před měsícem

      ମନ୍ଦାକିନୀ ବିଶ୍ଵାଳ ଯାତ୍ରା ରାଜନନ୍ଦିନୀ ରେ ରହିଲେ

    • @SujitkumarMohapatra-zh7vw
      @SujitkumarMohapatra-zh7vw Před měsícem

      ମନ୍ଦାକିନୀ ବିଶ୍ଵାଳ ନୁହେଁ ମନ୍ଦାକିନୀ ରାଉତ ଯାତ୍ରା ରାଜ ନନ୍ଦିନୀ ରେ ରହି ଅଛନ୍ତି।

  • @AlokMohapatra-o8p
    @AlokMohapatra-o8p Před měsícem +1

    ଯାତ୍ରାଶ୍ରୀ ବିଶ୍ଵ ଦରବାର first camp କୁରୁଡ଼ା, ବାଲେଶ୍ୱର ରେ ଯାତ୍ରା କରେ