Did Union Budget 2024 Justify Odisha's Fund Allocation?, BJD Expresses Discontent || Kalinga TV
Vložit
- čas přidán 7. 09. 2024
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
CZcams: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
ଓଡିଶା କୁ କାହିଁକି ଅବହେଳା.. ଓଡିଶା ରୁ ପରା କୋଡିଏ କୋଡିଏ ଟି ଲୋକସଭା ସଦସ୍ୟ ଯାଇଛନ୍ତି
@@desiavengersofficial580 ଭାଇ 5 ବର୍ଷ କିଏ ଦେଖିଛି ଏ ବର୍ଷ ପାଇଁ କାଇଁ
ସରକାର 5 ବର୍ଷ ରହିବ ନୀତିଶ ନାଇଡୁ ଉପରେ ଭରଷା ନାହିଁ
ଠିକ୍ କହିଛନ୍ତି ଆପଣ
କେବଳ MP ମାନଙ୍କ ପେଟ ଓ ଘୋର କଥା ଯେଉଁ ବାର୍ତ୍ତା ଜନସାଧାରଣ ଙ୍କୁ ଦେଇଥିଲେ ଆମେ ତୋ ବିକାଶ କଥା ସୁଣି ଖୁସିରେ କଣ ହେଇଗଲୁ ଆଉ 24 ବର୍ଷ ସରକାର କୁ ମଧ୍ୟ ଉପାଡ଼ି ଦେଲୁ । ସମୟ ଅଛି ଅପେକ୍ଷା କର ପରବର୍ତ୍ତୀ ନିର୍ବାଚନ ରେ ଫଳ ଜନତା ଦେବେ । ଆମେ ଓଡ଼ିଆ କେତେ ସ୍ଵାଭିମାନୀ ସେମାନେ ଆମ ସହ ଖେଳିବେ ?
ଲଲି ପପ ଓଡିଶା ଲୋକ ପାଇଲେ
@@koraputiaking1470 gale kn hela bunus Bihar andhraru milichhi
ଧର୍ମେନ୍ଦ୍ର ବାବୁ ତୁମକୁ ଟିକେ ଲଜ୍ୟା ନହିଁ.
Taku jadi laja laguthile se kebethu education ministery ru istafa dei saranta, neet scammer ku laja lageni
Anubhav ra Katha tk mane Padilla BJP BELAJYA PARTY
@@noobanimation8503Khangress Andhabhakta,To Khangress kete daechi ? Asiba ta BJD
Dhanmendra Pradhan laja saram sabu operation karideichi....
ଆକୁ ଲାଜ କି ସରମ କିଛି ନାହିଁ ।ପୁରା ଦେଶ ର ପିଲା ର ଭାବିଷ ସହ ଖେଳ ଖେଳିଛି ଛି ଛି କେମିତି କା ଲୋକ ଅଛନ୍ତି ଆମ ଓଡ଼ିଶା ରେ
ବାର୍ଦ୍ଧକ୍ୟ ଭତା 3000 ହେଲା କି ଧର୍ମେନ୍ଦ୍ର ବାବୁ ବାହାପିଆ କଥା କହୁଥିଲ ସମ୍ବଲପୁରରେ ନିର୍ବାଚନ ପୂର୍ବରୁ ରୁହ ରୁହ ଦିଆଯିବ ଠିକ ସମୟରେ ପାନେ
ଭାଇ ଫଳ ମିଳିବ ଧର୍ୟ ଧର ପରବର୍ତ୍ତୀ ନିର୍ବାଚନ ରେ
ଆସନ୍ତା ଇଲେକ୍ସନ ଆଗରୁ ଦେବେ
ବିଶ୍ବାସ ଘାତି ମୋଦି
25 barse B.balo milu theela.
@@ajitray1958 25 barsa bjp nathila odisha re,
@@noobanimation8503centre re Khangress 2014 purva ru au 2014 ru BJP ta thila
@@ajitray1958 25 barsa pare bi jadi kichhi milibani then sarkar change kari kn labha 😢 next time BJD
Right 👍
ମାଗିହା ନାଲି ଗାମୁଛା କୁଆଡେ ଗଲା
Se ghusuri gandi kana re gali galani😅😅😅
ନାଲି ବାଲାକୁ ଦେଖିଲେ ଗୋଡେଇ ଗୋଡେଇ ପିଟ ବିଜେପିର ଚାଟୁକାରିତା
Nali gamuchhara ta maa ku g
@@Baby33824kemiti achha baby
Dhar Dhar taku Dhar
ଓଡିଶାର 20 MP କୋଉ କାମକୁ ନୁହଁ।
ସେମିତି 100 MP ରହି କିଛି ଲାଭ ନାହିଁ ା
ମାଘିଆ ଧରମା ମୁହଁ ରେ ପୁଳାଏ ଗୋବର ବୋଳିଦିଅ,ଆଉ ଅନ୍ଧଭକ୍ତ ଙ୍କୁ ଓଡିଶା ରୁ ବାଡେଇ ବାହାର କର😂😂😂😂
ବିହାର ଠାରୁ ତଳକୁ ଖସି ଯିବ ଓଡ଼ିଶା
So many projects are already approved in odisha
@@desiavengersofficial580ଭାଇ ତୁମେ ସବୁ କମେଣ୍ଟ ରେ ଓକିଲାତି କରୁଛ? ଭକ୍ତ କି?
@@imshree99 karana ethare to bhali BJD o khangress Andhabhakta Mane kichi na jani gyana dauchanti.
@@desiavengersofficial580 thik achi mo point aa budget bi last 10 years pari sei same class ku favouring bala kn pai? Are 10 ta budget ani sabu budget re kichi na kicha dianta au Odisha kn pai milini 10 Barsha jai au kete year wait Kariba se
@@mastiwithfriends4791 BJP already confirmed 100000 crore projects and 100000 crore railway projects in 5 years.Au 10 baras re bi bahut milichi,Khorda Balangir bhali jau railway projects Khangress time ru 30 barsa dhari chaluthila 5 barsa bhitare compete Kariba bjp.Ethara budget bhala achi kintu au tike bhala hoi pari thanta,Mun bi BJD supporter but not BJD andhabhakta.
ୟେ ଚୌକି ବଞ୍ଚାଇବା ବଜେଟ ତେଣୁ
ଓଡ଼ିଶା ରେ BJP ସରକାର ଥିବା ସ୍ଵତେ
ରାଜ୍ୟ କୁ ବିଶେଷ ଧ୍ୟାନ ଦିଆଯାଉନାହିଁ
ଠିକ କହିଚ ଭାଈ
Right
Gote railway kama chalichi kama sarini@@desiavengersofficial580
Odisha ku no1 Kariba bjp aemiti 😢😢😢 michua bjp kukura Modi hatao odisha bachao budget re odisha ra kichi labha nahi
@@SudhansuPradhan-nc6pc bhai politics bujha Andhra au Bihar ra help re bjp sarkar karichi sethilagi adhika dhyana
ଏବେ ନାମ ନିଅରେ ବିଜେପି ସରକାର
Who said BJP already confirmed 100000 crore projects and 100000 crore railway projects in 5 years.
@@desiavengersofficial580 kn sabuthi same comment ta ready ta budget discussion pain mo saha pura last 10 years ra sabu budget
Ready ta??
@@mastiwithfriends4791 Khangress 10 barsa agaru kete daechi prathame kaha .
@@desiavengersofficial580 congress neglect kala boli ta aji bi odisha re congress weak se katha nai ethi jadi bjp bi seya Kariba ta fayda kn bjp govt save kala Odisha jadi se BJD ku deithanta 20MP tahele TDP JDU bhali BJD age bjp Odisha ku bhala budget deithanta mo point hela 20 MP deiki labha kn na thik minister milile na au kichi se 2 Minister 1 MP re bi 8 MP re bi 20 MP re bi ta 20 MP deiki labha kn??
@@desiavengersofficial580Congress 1st 10-15 barsa (1947-63) re jetiki deithila bjp deichi ? Sabuthi comment deba purbaru bhab. Bjp e it cell nku kete douchi ?
ଓଡିଶା ବିଜେପି MP ନିଜକୁ ନିଜେ ଫାସୀ ଲଗାଇବାର କାମ କଲେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ 20 ସିଟ ପାଇଲାପରେ କିଛି ମିଳିଲାନାହିଁ l MP ମାନଂକୁ ନିଜନିଜ ଏରିଆକୁ ଯାଇପାରିବେନାହିଁ l ସେମାନଂକୁ ଲଜ୍ୟା ଲାଗିବ l ଜୟ ଜଗନ୍ନାଥ 🙏🙏🙏
So many projects are already approved by BJP in odisha
Bekar katha@@desiavengersofficial580
Congress ku vote diare sabu .
bjpକୁ vote ଦେବନାହିଁ .
Bihar pain modi pm heichhi. Bihar nadei kn odisha ku debo
Ma giha pjp 😮😮
20 MP ବିଜେପି ଦଳର ଲୋକସଭାକୁ ଯାଇ ଓଡିଶା ଜନସାଧାରଣଙ୍କୁ ଅତି ସୁନ୍ଦର ଭାବରେ ଭକୁଆ ବନାଇଲେ
Who said BJP already confirmed 100000 crore projects and 100000 crore railway projects in 5 years.
ଏ budget କେବଳ Jumla ଜରୁରୀ ସମାଗ୍ରୀ ମାହାଙ୍ଗା
ଆଉ ଆମର 20 MP ଟି
ଆମକୁ ପୁଳାଏ ମିଳିବ
Au achhi je khaiba bala
Who said BJP already confirmed 100000 crore projects and 100000 crore railway projects in 5 years.
@@MNDIGITALSARAKANA 20 ଟା mp କି ଦବ ଅଛି ।କୁଆଡେ ଗଲେ ସେ ଅନ୍ଧ ମୋଦି ଭକ୍ତ ଆଜି କୋଉଠି ଅଛ ତମେ ଯାହା କୁ ଭୋଟିଂ କରିଚ ତାକୁ ଟିକେ ପଚର ତମ ମୋଦି ଧୋକା ଦେଇଦେଲ ଓଡ଼ିଶା ବାସୀ କୁ ।ଶଳା ଆମ ପଡିଶା ର 16 mp ଜେ 15000cr ଆଉ ଆମ କୁ କନ
@@desiavengersofficial580 ଆଜ୍ଞା 5 ବର୍ଷ କିଏ ଦେଖିଛି ନୀତିଶ ନାଇଡୁ ଉପରେ ଭରସା ନାହିଁ
@desiavengersofficial580 15year lagiba kama saribani
ଓଡ଼ିଶାକୁ ନମ୍ବର 1 କରିବାକୁ BJP ମିଛୁଆ ସରକାର କହିଥିଲେ ପରା ,ଏ BJP ସରକାର ବାଳ ସରକାର।
Jaeki dekh BJP odisha ku 56473 crore tanka daechi
@@desiavengersofficial580 bedhua michua party
@@abinashtarai6067 jaeki dekh state wise budget distribution list
@@desiavengersofficial580 param michua au galua govt Odisha ku kete developed karipakauchi seia dekhiba kebala baki achi
@@abinashtarai6067 thare jaeki dekh ta pare kahibu
Double ingine gov doble jhatka kichi ନାହିଁ ଓଡିଶା ପାଇଁ.
A Dharmendra Pradhan Ta Tautara a Odia na Bihari abe ame dought ree
ବିହାରକୁ 37,500 କୋଟି ଟଙ୍କା ମିଳିଛି
ଆନ୍ଧ୍ରପ୍ରଦେଶକୁ 15,000 କୋଟି + ଅତିରିକ୍ତ ମିଳିଲା |
ଆମେ ଓଡିଶା ଲୋକ ସମସ୍ତ ସାଂସଦ (ବିଜେପି) ଦେଇଛୁ .ଏଣୁ ଆମେ ପାଇଲୁ = ନିଶ୍ଚିତତା, ନିଶ୍ଚିତତା, ଆଶ୍ୱାସନା |
ବିଜେପି by
Odisha ku asmita,susmita,nabanita,aparajita etc modi deichhi😂😂😂
Who said BJP already confirmed 100000 crore projects and 100000 crore railway projects in 5 years.
ମାଗିଆ BJP କୁ ଅଣ୍ଡା ମାଡ଼ ଦରକାର, ଅଣ୍ଡା ରେଡି କର ଭାଈ ଓ ବେହେନୋ କୁଆଡେ ଗଲୁ ରେ ବଡିପୋଷା ଆଉ ଓଡ଼ିଶା ଆସିବା ନାମ ନବୁନି ଆସିଲେ ଅଣ୍ଡା ମାଡ଼ ଦେବୁ
@@desiavengersofficial580tama ghare aaniki deithine
ଓଡିଶାରୁ ଦଶ କୋଡ଼ିଏ ଟା ଏମ ପି ଆସନ ଦରକାର ଥିଲା ମୋଦୀଙ୍କର , ଓଡ଼ିଶା ମୁଖ୍ୟମନ୍ତ୍ରୀ ଆସନ ନୁହେଁ ; ଓଡ଼ିଆ ଲୋକ ଯାଚି ଯାଚି ବିଜେପି କୁ ମୁଖ୍ୟ ମନ୍ତ୍ରୀ ପଦ ଦେଇଛନ୍ତି । ମୋଦି କାହିଁକି ଓଡ଼ିଶାକୁ ଗୁରୁତ୍ବ ଦେବେ ?
Right 😊
Right 👍
@@BibhutiDalei-hz7xs correct
Bjp ku vote Dia gandi ku kila Nia
E sabu pandu tamilian pain
@@desiavengersofficial580 You are right
@@dillippradhan3536 jadi BJD pandu ku mundare basae na thanta au nija ahankara ku phopadi dae thanta tahele aji puni nabin patnaik cm thante
ଏ ମୋଦି ସରକାର ଓଡ଼ିଶା ବାସୀଙ୍କ ସୁଖ ଦୁଃଖର ସାଥୀ ନଥିଲା କି ଆଗକୁ ବି ରହିବନି ।
ମୋ ବାଳ ଧର୍ମେନ୍ଦ୍ର ଚୋର
ଓଡିଆ ଙ୍କ ପ୍ରତି ବିଶ୍ଵାସ ଘାତ କରିଛି କେନ୍ଦ୍ର ମୋଦି ସରକାର
Who said BJP already confirmed 100000 crore projects and 100000 crore railway projects in 5 years.
Vala heichi mara sabu Abe
@@desiavengersofficial580 @desiavengersofficial580 100000 crore means 1 trillion. India ra economy 4 trillion. Ta mane tu kahuchu 25% odisha ku deidela. Tu kou prakar ra educated jana paduchi😂
Election purabaru ea debu seya debu kahile jiti gala pare odisha ku g marile
@@UFSultimate I had already told you,1 lakh crore Indian rupees re taku puni dollar re convert Kara hue,1 trillion dollar Mane in indian rupees 83.7 lakh crore.bujhilu
ଓଡ଼ିଶା କୁ 1 ନମ୍ବର ଓଡ଼ିଶା କରିବେ ମୋଡ଼ି ଯି, କନ ଏଇ 1 ନମ୍ବର ଓଡ଼ିଶା, ସବୁ ତ ବିହାର ଆଉ ଆନ୍ଧ୍ର କୁ ଦିଆ ଗଲା, ଆମେ କନ ଭୋଟ ଦେଇ ଏ ମ ପି, 20 ଟା ଦେଇ କନ୍ ଠେଙ୍ଗା ମିଳିଲା ଆମକୁ.
ଯଦି ଧର୍ମେନ୍ଦ୍ର ପ୍ରଧାନ ଆଉ କୋଉ ପାର୍ଟି ର ହେଇ ଥାନ୍ତେ, ତ ବହୁତ୍ ବଡ଼ ବଡ ଭାସନ୍ ମାରି ଥାନ୍ତେ, ଏବେ ତ କୁହ କେନ୍ଦ୍ର ରେ ଥାଇ ଓଡ଼ିଶା କୁ କନ ଦେଲ, ଆମରି ଓଡିଶା ର ମିନିଷ୍ଟର ମାନେ ଆମକୁ ହିଁ ଠେଙ୍ଗା ଦେଖାଉ ଛନ୍ତି.......
Agaru paschimbangala odisha andhra ehi 3ti prbodayare thila. Tebe bihar ku kanhiki adhik diagala.
odissa pain kichi nahi....khali andhra ra capital pain 15000 crore
Vizag ta capital na hei BBSR thu developed. Ebe jou nua capital hauchi Indravati seta bi BBSR ku tapeideba au BBSR sei 70 barsa helani semiti padi rahichi.
Bhal heichhi jeumane paribartan chahuthile semanku bhal heichhi
ବେଇମାନ ଓଡ଼ିଶା ରୁ ଗାଏବ ହେଇଗଲୁ
Double engine But no speed
He is not the capable pm
Odia mendha nku thik heichhi,kn kalabe mg loko 😮😮😮😮😮😢😢😢😢
Chandrababu Naidu and Nitish kumar hataru Gale centre ru Modi govt.chalijiba,sethipaine budget re semanku emphasis diajaichhi
DHARMENDRA TANKA JIBAN RE ODISHA PAI KICHE KARI CHANTI NA KARI BE
A MODI GARNTEE
Who said BJP already confirmed 100000 crore projects and 100000 crore railway projects in 5 years.
@@desiavengersofficial580
Are Bokac#oda last 5 year budget analysis kariki kaha.
Odisha ku per year 10,000 cr railway budget miluchi last 5 year helani. Ei year kichi special nahi.....olta ei year re odisha ra share drop heichi. 6.2% ru kamiki 4.4% heichi
@@daveramsey4 BJD andhabhakta, Railway budget re adhika milichi overall budget ra tu katha kahuchu,Au Khangress time re ta setiki bhi milu na thila
Odisha ku new cm dele pora au kn darkar odisha basiku😅😅😅
1500000 darakar
ଓଡ଼ିଶା ରେ ମୂର୍ଖୋ ମାନେ ଓଛୋନ୍ତି...ଆମ୍ମାକୁ ମିଳିଲେ କନ ଟା କରିବ ଯେ...ଆମେ ତୋ ଓଡ଼ିଶା ବାସୀ ଧୋନି ଲୋକ...
@@desiavengersofficial580 How many times you are posting the same thing everywhere. This is nonsense.
@@thearyavartmedia because so many Andhabhakt are saying without any knowledge
ଓଡ଼ିଶା ଲୋକେ BJP କୁ ଜିତେଇଲେ
ଆଉ budjet ରେ ପର୍ଯ୍ୟଟନ କ୍ଷେତ୍ର ର ବିକାଶ ନାମକ ଲଲିପପ୍ ଧରେଇଦେଲେ ।।
ବିହାର ପାଇଁ 60 ହାଜର କୋଟି
ଆନ୍ଧ୍ରପ୍ରଦେଶ ପାଇଁ 15 ହଜାର କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି
ହେଲେ ଓଡ଼ିଶା ପାଇଁ କିଛି ନାହିଁ।।
ଯେଉଁ ଓଡ଼ିଶା ତାଙ୍କ ଦଳ କୁ 20 mp ସିଟ୍ ଓ ରାଜ୍ୟରେ ସରକାର ଗଢ଼ିବା ର ସୁଯୋଗ ଦେଲା ସେହି ଓଡ଼ିଶା ଆଜି ଅଣଦେଖା ହୋଇଛି।।😢😢
Andhra au Bihar ku milila because tanka ଆଞ୍ଚଳିକ ଦଳ ପାଖେ bargaining power achi bjp tanka bina govt kariparibani au odisha re ta BJD 0 khak miliba Odisha ku
Seithipain kahanti Prati state ku ଆଞ୍ଚଳିକ ଦଳ darkar ebe bi jadi bjd ku pura nasta Kari odisha ku budeibaku cahunchanti kichi loka🙄🙄
Who said BJP already confirmed 100000 crore projects and 100000 crore railway projects in 5 years.
@@venomdhamaka7595 ଭାଇ ମୁ ଖାଲି ସେ ଯୋ ଅନ୍ଧ ମୋଦି ଭକ୍ତ ଜା କୁ ଦେଖୁଛି ଆଜି କୋଉଠି ସୋଇପଡିଛେ। ଟିକେ ଲାଜ ଲାଗିଲାନି କେମିତି ତମେ 20 mp ଦେଲ ମୋଦି ଜେ କେମିତି ତମକୁ ଵୋକ ବନେଇଲା ଓଡ଼ିଆ ଅସ୍ମିତା କାହିଁକି । ଲୋକ ସେ ଓଡ଼ିଆ ଅସ୍ମିତା କଥା ରେ ସବୁ ଭାଷୀ ପଳେଇଲେ ।
@@mastiwithfriends4791banda sarkar ethara hatiba darrkar nhi evali kukura govt
@@desiavengersofficial580
Are Bokac#odalast 5 year budget analysis kariki kaha.
Odisha ku per year 10,000 cr railway budget miluchi last 5 year helani. Ei year kichi special nahi.....olta ei year re odisha ra share drop heichi. 6.2% ru kamiki 4.4% heichi
Odisha ku kichhi nadei no 1 kariba Yatra party
😂😂😂😂😂 i am sleeping today. In assembly ..says odisha MPsi😂😂😂
Neet ra rojgar re odisha development heba,wait.
Odia mane Lolipop re ta khus au kn darkaar.
ଓଡ଼ିଶା ବିରୋଧୀ ବିଜେପି
ଓଡିଶା କୁ କିଛି ନାହିଁ
ମୋଦି ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଦେଲା ଆଉ କଣ ଦରକାର
Bjpକୁ ଭୋଟ ଦେଲେ ମୋଦି କଥାରେ ଭାଷିଲେ ଆଗାମି ସରପଞ୍ଚ Bjd ଆସିବ ଲୋକମାନେ ଚିନ୍ତା କରନ୍ତୁ ନହେଲେ BJP ସରକାର ଓଡୀସାକୁ କିଛି ଦେବନାହିଁ
Modi ji odisha ku kana dela
Thenga
Tame mg jao BJD asu
Right 💯
Only one cm Naveen Pattnaik ❤❤ sir
Naveen kan pm thila
ଭଲ ହେଇଛି ଓଡ଼ିଶା ବାସୀ କୁ ଏବେ m pବିଜେପି ମାନେ ଭଲସେ ଭାଷଣ ମାରି ଚାଲ ଓଡ଼ିଶା ଆହୁରି ଆଗକୁ ବଢ଼ିବାରେ ଲାଗିବ
Now odhisa Trail to Bhihar rajaya , BJP will not develop odhisa
ଅପରାଜିତା କୁଆଡେ ଗଲୁ କଣ g ମାରାଉଛି।😆
BJP ନେତା ମାନେ ଲୋକ ସଭାରେ କଣ କରୁଛନ୍ତି l
Odisha is given you bumper majority
ଏବେ ଲଠେଇ କରିପାରିଲେନି ଆଗକୁ କଣ କରିବେ କଥା କୁହା କପିଳା ଆପଣ ମାନେ 🙏 ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ଏମିତି ତାକୁ ବୁଡେଇ ମାରନ୍ତୁନି ବିଜେପି ସରକାର 🙏
ବିଜେପି ସରକାର ହଟାଅ 👎🏻👎🏻👎🏻👎🏻👎🏻
BJP Hata o , Sabu Gujrat re developement kari be
Ta agaru kana ta miluthila
Eye 4 Barsha se bujhiba difference
ଓଡ଼ିଶା ପାଇଁ କେହି ନାହାଁନ୍ତି ସବୁତ ବିଜେପିର ଦେଲେ ନଦେଲେ କହିବ କିଏ ? ଖାଲି ଶୋଷଣ ର ଶିକାର ଭଗ୍ୟରେଅଛି।ଧର୍ଯଧର
Odia ku Lolipop milibo ❤❤
Kichhi ହେବନି ଖାଲି ଗେରୁଆ ଗାମୁଛା ଗୋଟେ ଗୋଟେ ଦେବେ mg 😂
Bjp ku vote deithiba loka nama nia 100 % ru 200
2024-25 Budget is election victory to Odisha
tourisum not grass root dev
........
21 ta seat ru 20 ta MP dela aau kan debe sabu ta dela
So many projects are already approved by BJP
@@desiavengersofficial580 example?
ଆନ୍ଧ୍ର ଆଉ ବିହାର ସକାସେ ସରକାରସାଣ୍ଡକଲା ତାଙ୍କୁନଦେଈଁ ଅସ୍ମିତାବାଲାଙ୍କୁଦେବେ ଦେଖି15ଟାmla,mpଖାଲିଡେଇଁବାଶ୍ଟାଟକରନ୍ତୁ ଦେଖିକେମେତିଦେବେନି ନାଁରାତିରେନିଦହବନି
Absolutely right sasmit Patra sir 🙏
BJP hatib time asiba jimithi BJD ku hateulu
ବିଜେପି ସରକାର କହୁଛି ଓଡ଼ିଶା କୁ ଏକ ନମ୍ବର କରିବ ଯିଏ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଇ ପାରୁନାହାନ୍ତି ସେ ଏକ ନମ୍ବର କେମିତି କରିବେ ଟାଉଟର୍ ଧର୍ମେନ୍ଦ୍ର ପ୍ରଧାନ ବଡ ବଡ କଥା କହୁଛି
BJD Sansadmananku Dhanyabad Sea Darakar
Great man is Naveen sir
Odisha ku kana pani anadekha krajauchhi.modi ji.
ଓଡ଼ିଶା ପାଇଁ ମୋଦି ପ୍ରଧାନମନ୍ତ୍ରୀ ହୋଇପାରିଲେ,କିନ୍ତୁ ଓଡ଼ିଶା ପାଇଁ କିଛି ନାହିଁ
ଟିକେ ଖରାପ ଲାଗୁନି ଧର୍ମେନ୍ଦ୍ର ପ୍ରଧାନ 😅ଛି ସତ କଥା, କହିବା କୁ ତମେ ବୁଲେଇ ବଙ୍କେଇ କହୁଛ
BJP thakidela 😂😂
Khangress Andhabhakta, BJP already confirmed 100000 crore projects and 100000 crore railway projects in 5 years.
ବିଜେଡି ଉତର।ଦାୟୀ ନୁହେଁ ଲୋକମାନେ ତାଙ୍କୁ ଗୋଟିଏ ସିଟ ବି ଦେଇନାହଁ
ଧର୍ମେନ୍ଦ୍ର ଏଇ ମାଟିର ପୁଅ ହୋଇ କଣ କଲା ଆମ ପାଇଁ 😮କଣ କହିବି କିଛି ବୁଝି ପାରୁନାହିଁ
Argus News କୁଆଡେ଼ ଗୋଲା 😡
Andhra pradesh is south not east😂😂😂
Dharmendra Babu ଓଡ଼ିଶା କୁ କନ ଆଣିଛ କହିପାରିବ 20 mp ଦେଲୁ ଆମକୁ କନ ଅନିଲ, ତମେ ବି 5 ବର୍ଷ ପରେ କୁଆଡେ ଜୀବ ରୁହ
2029 re Bjd asuchi❤🎉
20 MP BJP ko milia
But nothing to Odisha
No special package
ଅପେକ୍ଷା କର ଆଗକୁ ମୋଦି ଆଉ ଶାହା କହିଛନ୍ତି ଓଡ଼ିଶା କୁ ଦେଶରେ ନମ୍ବର୍ ୧ ରାଜ୍ୟ କରିବେ
ଅନ୍ଧଭକ୍ତ ତଥାବି ବୁଝିପାରିବେନି ତାଙ୍କୁ ଆହୁରି ସମୟ ଲାଗିବ ହେଲେ ସେତେବେଳେକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିବ
ଓଡ଼ିଶା no 1 ରାଜ୍ୟ ହେବ
ଯେଁଉ ଲୋକମାନେ ମୋଦୀ ର ପ୍ରତି କଥା କୁ ସତ ଭାବିକି ଭୋଟ ଦେଇଥିଲ ଫୁଲ କୁ ଶେଷରେ ସେ ତୁମର ବିଶ୍ୱାସ ସେ ବିଷ ଦେଲା । କାରଣ ସେ ଯଦି ଓଡ଼ିଶା କୁ ସ୍ଵତନ୍ତ୍ର ରାଜ୍ୟ କରିବ ।ନୀତେଶ କୁମାର ଯିଏ କି ବିହାର ରାଜ୍ୟ ର ମୁଖ୍ୟମନ୍ତ୍ରୀ ସେ bjp କୁ ସମର୍ଥନ କରିଛି ।ଓଡ଼ିଶା କୁ ସ୍ଵତନ୍ତ୍ର ରାଜ୍ୟ କଲେ ସେ ଆଉ ବିଜେପି କୁ ସମର୍ଥନ କରିବନି ।ଶେଷରେ ମୋଦୀ ର ପ୍ରଧାନ ମନ୍ତ୍ରୀ ଆସନ ରେ ରହିବା ଘଟା ହେବା ।ସେଥିପାଇଁ ସେ ବିହାର କୁ ଦବା ମୋଦୀ ।ଓଡ଼ିଶା ରାଜ୍ୟ କୁ ଏକ ନମ୍ବର ରୁ ଦୁଇ ନମ୍ବର କୁ ନେଇ ଆସିବ । ଜୟ ଭୀମ୍ ଜୟ ସମ୍ବିଧାନ ।ଜୟ ବାବା ସାହେବ୍ କି ଜୟ।💙💙💙💙💙💙💙
BJD jeetithile BJD pakhe bi JDU TDP bhali power thanta Odisha ku bhala milithanta 🙄🙄
@@mastiwithfriends4791 ଭାଇ ଆମେ କୌଣସି ଦଳ ରେ ନାହୁଁ କେବଳ ଜୟ ଭିମ୍ ।ଜୟ ବାବା ସାହେବ୍ 💙💙💙💙
Khangress ta change karila nija swartha pain Sambidhan ku.Sambidhan jau ta Dr.Ambedkar au ta ka sahajogi draft au present kari thile.Au aji Khangress Sambidhan ku banchae ba katha kuhe
ଅନ୍ଧ ଭକ୍ତ ଆପଣ ମାନେ ଖୁସି ତ୍
Nothing for Odisha
Biswasghati dala bjp
Great of Naveen sir
Jay Nabin
Bjp ଏହା ହେଉଛି ତୁମର ପ୍ରଥମ ସୁଯୋଗ ଆଉ ଯଦି ଏବେ ମଧ୍ୟ ଓଡ଼ିଶା ରେ ଉନ୍ନତି ହବନି ତ ହେଲେ ନୂଆ ସରକାର ଅନ୍ୟ ଦଳର ହବ। ଓଡ଼ିଶା ଲୋକ ଉନ୍ନତି ଚାହୁଁଛନ୍ତି ଯଦି କିଛି ଆଖି ଦୃଶିଆ ଉନ୍ନତି ନ ହୁଏ ତ ଏହା ହିଁ ଶେଷ ସୁଯୋଗ ହେବ।
ଆଉ ବାଳ ଥିବ ଜେ ଖାଇବ ସୋନ ପାପୁଡ଼ି, ଗେରୁଆ ଗାମୁଛା ଦେଖିଲେ ମାଡ଼ ଦରକାର ଅଣ୍ଡା ମାଡ଼ ଆଉ ଚପଲ ମାଡ଼
କଣ ନରେନ୍ଦ୍ର ମୋଦି ଏକ ନମ୍ବର କରିବେ ଓଡ଼ିଶା କୁ .....କୁଆଡେ ଗଲା ଏକ ନମ୍ବର 😅
Jay jagannath jay Naveen sir
20 MPs from Odisha from BJP , this is a disaster
ମୁନା ଖାଁ ବଡ଼ିଆ କଥା କହିଛନ୍ତି 👍
Double engine ra oil sari gala ki double Khali Katha kuha BJP engine
ଧମେନ୍ଦ୍ର ପ୍ରଧାନ କୁ ଟିକେ ଲାଜ ନାହିଁ
ଓଡିଶା ଲୋକମାନେ ଯେମିତି କଲେ ସେମିତି ପାଇଲେ
ସତେ ଯେମିତି ଚବିଶି ବର୍ଷ ଭିତରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ବହୁତ ମିଳିଥିଲା ଏବେ ଓଡ଼ିଶାରେ ସରକାର ବଦଳି ବାର ଦୁଇ ମାସ ଗଲା ପରେ କିଛି ମିଳିନି ବୋଲି ରଡ଼ି ଛାଡୁଛନ୍ତି 😂😂😂
ଭଲ ହୋଇଛି.
Bjd bi aneka thara 20 seat paichhi.kichhi opadi parini.Bihar and Andhra is running government now,so its ok for them
Nitish 18 seat deiki Bihar pain 1,52,000cr nei gale. Ei thara BJD 20 seat paithile Bihar thu bi besi funds pai thanta Odisha.
Sabu bele same situation nathae.....ei 5 year golden chance thila Odisha funds pain au ame BJP ku 20ta loksabha deicki bekar kari delu.
ନୀତିଶ ନାଇଡ଼ୁ ହାତରେ ଏବେ ମୋଦୀ।
After 5 year BJD in odisha... 100%
This is not India's budget but the budget of Bihar and Andhra. Odisha got Lollipop.Bihar 60000cr Andhra 15000cr