'ଓଡିଶା ଭଳି ଯୋଜନା କେଉଁ ରାଜ୍ୟରେ ଅଛି..ମିଥ୍ୟା ପ୍ରଚାରରେ ଲୋକ ସବୁ ଭୁଲିଗଲେ': Ramesh Chandra Chyau Patnaik

Sdílet
Vložit
  • čas přidán 6. 06. 2024
  • 'ଓଡିଶା ଭଳି ଯୋଜନା କେଉଁ ରାଜ୍ୟରେ ଅଛି..ମିଥ୍ୟା ପ୍ରଚାରରେ ଲୋକ ସବୁ ଭୁଲିଗଲେ': Ramesh Chandra Chyau Patnaik
    #drrameshchandrachyaupatnaik #bjd #prameyanews7 #naveenpatnaik #bskycard #healthbenefits #doctor #ganjam #scheme
    Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
    For Latest News Follow us on:
    Website: www.prameyanews7.com/
    CZcams: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha:
    • Nua Jibana Nua Asha
    ଶୁଣ...ଶୁଣ...ଶୁଣ:
    • Suna...Suna...Suna
    Explore Odisha:
    • Explore Odisha
    Breakfast Odisha:
    • Breakfast Odisha News7
    Maganna Oligi:
    • Maganna Oligi
    Biswas Abiswas Andhabiswas:
    • Biswas Abiswas Andhabi...
    Digital Special Stories:
    • Digital Special Stories
    Daffa | Crime Stories:
    • Daffa
    Jollywood Jalwa:
    • Jollywood Jalwa
    Face To Face:
    • Face To Face
    #PrameyaNews7 #News7 #OdishaNews

Komentáře • 1,4K

  • @dibya1803
    @dibya1803 Před měsícem +47

    ଏବେ ଲୋକେ କାନ୍ଦିବେ, କିନ୍ତୁ ଆଉ ମିଳିବ ନାହିଁ, ଓଡ଼ିଶା ଲୋକେ ଲକ୍ଷ୍ମୀ ଛଡ଼ା ହେଲେ।

    • @sambalpuriadebasish4327
      @sambalpuriadebasish4327 Před měsícem +3

      Bhala heichi nama neantu

    • @NewHorizon645
      @NewHorizon645 Před měsícem +1

      Aau kete barsa cm rahitante?? Loka khusi achanti je parivartana hela

    • @onemenarmy3532
      @onemenarmy3532 Před měsícem +1

      😅😅😅😅😅😅odisha loko ehithara bhala nama deichhanty pandu ,,ku😂😂😂😂odisha basi ,ama Priya jagatara natha jagganatha bi khusi😂😂😂😂

    • @Jkl-pooja
      @Jkl-pooja Před měsícem

      କୁଜି ନେତା ଲକ୍ଷ୍ମୀ ଛଡ଼ା ହେଲେ

  • @hrusikeshmallik3221
    @hrusikeshmallik3221 Před měsícem +4

    ଜୟ ଜଗନ୍ନାଥ, ଏହି ଭୁଲ୍ ପାଇଁ ରାମାୟଣ ଓ ମହାଭାରତ ସୃଷ୍ଟି ଅପେକ୍ଷା ରଖ ଓଡ଼ିଶାର ଭବିଷ୍ୟତ ବହୁତ ପସ୍ତେଇବ ନବୀନ ପଟ୍ଟନାୟକଙ୍କ ବିନା ❤❤❤

  • @iloveyouaps
    @iloveyouaps Před měsícem +193

    ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଜନ ମାନସରେ ସବୁଦିନପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହିବେ। କେହି ତାଙ୍କ ସ୍ଥାନ ନେଇ ପାରିବେ ନାହିଁ।

    • @user-ov1bd7zj7f
      @user-ov1bd7zj7f Před měsícem +6

      Naveen budaro age hehigal siye tike rest nehu। beacause naveen is remote control ExCM and pandian is CM

    • @SamiraPalai-rp9gl
      @SamiraPalai-rp9gl Před měsícem +3

      ନବୀନ ପଟ୍ଟନାୟକ ସାର୍ ଙ୍କ ର କିଛିଵି ବୟସ ହୋଇନାହିଁ ସେ ଶାସନ କରିପାରିବେ

    • @satyamsibammohanty1255
      @satyamsibammohanty1255 Před měsícem +2

      ନବୀନ ପଟ୍ଟନାୟକ ଓଡିଆ ମାନଙ୍କୁ ପାଖରେ ପୁରାନ୍ତି ନାହିଁ, ସାଢେ଼ ଚାରି କୋଟି ନୁହେଁ ଏକା ପାଣ୍ଡିଆନ ହିଁ ତାଙ୍କ ପରିବାର, ଅଣଓଡ଼ିଆ ଅଫିସରଙ୍କ ମେଳରେ ରହିବାକୁ ସେ ପସନ୍ଦ କରନ୍ତି, ବାଛି ବାଜି ଅଣଓଡ଼ିଆ ମାନଙ୍କୁ ନିଜ କାମ ପାଇଁ ନିଯୁକ୍ତି ଦିଅନ୍ତି, ଓଡ଼ିଆ ଓ ଓଡ଼ିଶାବାସୀଙ୍କ ପ୍ରତି ନବୀନ ବାବୁଙ୍କ ଦୃଷ୍ଟିଭଙ୍ଗୀ ଦେଖି ଓଡ଼ିଆମାନେ ତାଙ୍କୁ ଉପଯୁକ୍ତ ସ୍ଥାନ ଦେଇଛନ୍ତି !!!!!!

    • @user-ov1bd7zj7f
      @user-ov1bd7zj7f Před měsícem

      @@SamiraPalai-rp9gl naveen buda tome chela na servent. I am not any political party. I am servent of lord Jagannath. Tome Jagannath love kole punya milaba but. Naveen buda love kole khon milba

    • @SamiraPalai-rp9gl
      @SamiraPalai-rp9gl Před měsícem +2

      ଶୁଣ ଭାଇ ଆମେ ପୁରୀ ଲୋକ ମହାମାୟୀ ମା ହେଙ୍ଗୁଳା ମାତା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋର ଆରାଧ୍ୟ
      ତେଣୁ ଆମ ପୁରୀରେ। ଓ ଓଡ଼ିଶା ପାଇଁ ବହୁତ ଭଲ କାମ କରିଛନ୍ତି ନବୀନ ପଟ୍ଟନାୟକ ସାର୍
      କେନ୍ଦ୍ରରେ ଓଡ଼ିଶାରେ ବଡ଼ ବଡ଼ ନେତା ଥିଲେ ହେଲେ ଓଡ଼ିଶା ବାସୀ ଙ୍କ ପାଇଁ କରିଛନ୍ତି କଣ

  • @santoshdash5352
    @santoshdash5352 Před měsícem +113

    ସାର୍ ଆପଣଙ୍କ ବୟସ ଅନୁସାରେ ଆପଣ ଆପଣଙ୍କର ଏହି ଅଭିଜ୍ଞତା କୁ ମୋର ପ୍ରଣାମ ଏହି ଓଡ଼ିଶା ବାସୀ କୁହଳିଆ ଙ୍କ କଥାରେ ବିକାଶ ଚାଡ଼ି ବିନାଶ ଆଣିଲେ। ଆଉ ନବୀନ ବାବୁଙ୍କ ଭୁଲି ଗଲେ ଏହାର ପରିଣାମ ୫ବର୍ଷ ଭୋଗିବେ

    • @learnwithbini6060
      @learnwithbini6060 Před měsícem +3

      Right bhae

    • @KalingaLions
      @KalingaLions Před měsícem +4

      Hm ମାଗଣା ଖାଇ ଖାଇ ପେଟ ବାହାରି ଗଲାଣି ନା
      ଏବେ କମିଯିବ....

    • @Xuy788
      @Xuy788 Před měsícem +4

      ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...

    • @payalprincess6825
      @payalprincess6825 Před měsícem +2

      You are absolutely right bro😊.Jay Jagannath Prabhu 🌞🙏

    • @Slgopp
      @Slgopp Před měsícem +4

      ତୋର ଭଳି ଲୋକ କଣ ମୂର୍ଖ..ଶୁଖିଲା ସୁଅଙ୍ଗ ଖାଲି, ସଚେତନ ହୁଅ ଭାଇ..ସେବା ନୁହେଁ ଲୂଟ କଲେ,25yr ନବୀନ ସରକାର କିଛି କରି ନାହାଁନ୍ତି... ଦାଦନ ରେ ନମ୍ବର 1,ଓଡିଶା ଯଉ ଗରିବ କୁ ସେଇ ଗରିବ.. ମାଗଣା ଚାଉଳ ଉପରେ ନିର୍ଭର.. ଏପର୍ୟ୍ଯନ୍ତ ଲୋକଙ୍କୁ ରାସ୍ତା, ସ୍ୱାସ୍ଥ୍ୟ,ସ୍ୱଚ୍ଛ ପିଇବା ପାଣି, ବିଜୁଳି ମିଳି ପାରିନି. ଶିକ୍ଷିତ ବେକାରୀ 85%,ସ୍କୁଲ dropout 49%,ଓଡିଶା ର ଖଣି, ପାଣି, ମାଟି 60 ହଜାର କୋଟି ଟଙ୍କା ର ହବ ଏ bjd ଗୁଣ୍ଡାସବୁ ଲୂଟ କରିଛନ୍ତି.. କାହିଁକି ନା ସରକାର ନବୀନ ନୁହେଁ.. ଏ ଗୁଣ୍ଡା ମାନେ ଚଳାଉ ଥିଲେ...ଶିକ୍ଷିତ ହୁଅ, ସଚେତନ ନାଗରିକ ହୁଅ... ଏ ମାନସିକତା ର ପରିବର୍ତନ ଆଣ 🙏🙏🙏

  • @AnkitaSwain-xg8rm
    @AnkitaSwain-xg8rm Před měsícem +276

    Cm No 1 Naveen sir

    • @user-ov1bd7zj7f
      @user-ov1bd7zj7f Před měsícem +7

      No ୧correction of odhisa but Naveen is remote CM but pandian is CM

    • @sudhirsasmal8518
      @sudhirsasmal8518 Před měsícem +1

      Sir, do u support pandian ?

    • @user-ov1bd7zj7f
      @user-ov1bd7zj7f Před měsícem +2

      @@sudhirsasmal8518 i don't support pandian and Naveen buda I support lord jagannath because sehi Naveen and pandian lord jagannath ku vilage re bhikari koriki buhile .tome jadi odia hela babo odia devatha Naveen na lord jagannath.i ask you question

    • @RameshGaming2000
      @RameshGaming2000 Před měsícem +4

      ଆମେ ଜାଣୁ ତମେ କଣ ପାଇଁ No1 କହୁଛ 😂
      ନବୀନ କୁ ସହଜ ରେ ଭୂତେଇକି ଘୋଟାଲା କରି ପାରୁଥିଲ । ପଣ୍ଡିଆ କୁ ଲାଞ୍ଚ ଦେଇ ଚାକିରୀ କିଣି ପାରୁ ଥିଲ । ଅନେକ ସ୍କିମ୍ ନାମ ରେ ପଇସା ଲୁଟୁ ଥିଲ ।
      ଏବେ ସବୁ ନାମ ନେବ ଖାଲି ଟିକେ ଧର୍ଯ୍ୟ ଧର BJD ନେତା ମାନେ

    • @sushreesahu1946
      @sushreesahu1946 Před měsícem +1

      @@RameshGaming2000 au e sabu tume swachakhyu re dekhithila nuhe???

  • @jitossa9987
    @jitossa9987 Před měsícem +242

    Navin is great cm

    • @bapisadangi3373
      @bapisadangi3373 Před měsícem +4

      ହାରାମି ବିଜେଡି ନବୀନ ପଟ୍ଟନାୟକ କୁତାରତଳ ଖାଇବ ବିଜେଡିଦଳ ଅଳିଆଗଦା କୋରନାରୋଗ ଓଡ଼ିଶାରେ ବିନାଶ କରିଛି

    • @dmohanty5003
      @dmohanty5003 Před měsícem

      @@bapisadangi3373. Vaccine scam Suni chu ?

    • @amulyamohanty
      @amulyamohanty Před měsícem +2

      No1 ଗଣ୍ଡିମାରା

    • @nababarika4028
      @nababarika4028 Před měsícem +1

      Belajya,all

    • @Xuy788
      @Xuy788 Před měsícem

      ହଁ IAS ଅଫିସର ଙ୍କୁ ଦାୟିତ୍ୱ ଦେଇ ଚାକିରି 15-20 ଲକ୍ଷ ରେ ବିକି ଗରିବ ମେଧାବୀ ପିଲାଙ୍କୁ ଦାଦନ ଯିବାକୁ ବାଧ୍ୟ କରିବା ଯୋଜନା 😡😡

  • @RajKumar-dp2ip
    @RajKumar-dp2ip Před měsícem +35

    Miss you Navin sir 😢 best CM 😢😢😢 odisha bashi bujhi parileni😒🙏?

  • @durbashasahani4154
    @durbashasahani4154 Před měsícem +22

    ଘର ଢ଼ିଙ୍କି କୁମ୍ଭୀର ଆଜ୍ଞା,,,,,
    କ୍ଷମତା ଲୋଭି କିଛି କୁଚକ୍ରୀ ବେଈମାନ ନେତା ମାନେ
    ବିଜେପି ଠାରୁ କୋଟି କୋଟି ଟଙ୍କା ନେଇକି ନବୀନ ବାବୁ ଓ ବିଜେଡ଼ି କୁ ଧୋକା ଦେଇଛନ୍ତି,,,
    ତଥାପି ନବୀନ ବାବୁ ଆମ ହୃଦୟରେ ଅଛନ୍ତି 🙏🙏🙏

  • @saikhalli4019
    @saikhalli4019 Před měsícem +90

    ଓଡିଶା ବସି ଲୋଭରେ ମୃତୁ କୁ ଆମନ୍ତନ୍ କରିଛନ୍ତି sir

    • @Xuy788
      @Xuy788 Před měsícem +3

      ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ

    • @sushreesahu1946
      @sushreesahu1946 Před měsícem

      @@Xuy788 apnka bujhiba bhul sir. IAS mane jane jane prashasanika adhikari. Kichhi daitwa , adhikar o shakti semankara b achhi. Kintu semane b jane neta nka adhina re kama karibaku badhya.

    • @09SHIBA
      @09SHIBA Před měsícem

      Hau kana haba seita samaya kahiba...nabin babu harila pare pedi ru baharichanti...nahele pandu odisha chalei thanta

    • @Lofi_Girl05
      @Lofi_Girl05 Před měsícem

      ​@@Xuy788tte biharuni dusilani andha

    • @kadambinisahoo7621
      @kadambinisahoo7621 Před měsícem

      Right

  • @ChaglaBhutia
    @ChaglaBhutia Před měsícem +44

    Thank you sir Navin patanayak 💯❤ with me and very much talent person 🙏🙏🙏👏🌹💯

  • @user-pi1lc5ov3i
    @user-pi1lc5ov3i Před měsícem +57

    BJP ଆସିଗଲା ଏବେ ଆମ ଜିଲ୍ଲା ର କ୍ୟାପିଟାଲ କୁ ଜାଣିବା 😂😂😂😂

  • @Mr24811
    @Mr24811 Před měsícem +165

    ନବୀନ ଯୋଜନା ରେ ହାତ ମାରିଲେ ବିଜେପି ର ଅବସ୍ଥା ବହୁତ ଖରାପ ହୋଇଜିବ ତାକୁ ଠିକ୍ କରିବା ପାଇଁ ୫ ବର୍ଷ ଲାଗିଵ?

    • @bapisadangi3373
      @bapisadangi3373 Před měsícem +4

      ପିଠା କୁର କାଳିଆ ହାଲିଆ ବ୍ୟାଗ୍ ବାଳ ଚପଲ ଲୁଙ୍ଗି ଯୋଜନା

    • @user-kl9vp2gy4w
      @user-kl9vp2gy4w Před měsícem +2

      ବାଳ ଯୋଜନା

    • @user-yd7dq7ij6w
      @user-yd7dq7ij6w Před měsícem

      ହାତ ମାରିଲେ gandhibki ପିଠା ବାସି ହେଲାଣି

    • @competitivecenter826
      @competitivecenter826 Před měsícem

      ​@@bapisadangi3373jetebele rog re padi medical re kalabal hebu setebele janibu nabin bhal na modi mane padib kie kaha johana kamare asithila

    • @dmohanty5003
      @dmohanty5003 Před měsícem +9

      @@user-kl9vp2gy4w. IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani

  • @pradhanmitupradhanmitu5324
    @pradhanmitupradhanmitu5324 Před měsícem +91

    Right sir

  • @KUMARSONU-wf4ss
    @KUMARSONU-wf4ss Před měsícem +91

    Greatest chief minister in odisha Navin Babu

    • @deepakpatra8151
      @deepakpatra8151 Před měsícem +5

      ସେଇଥିପାଇଁ ତାମିଲ କୋଳରେ ବସୁଥିଲେ

    • @factsunloaded4808
      @factsunloaded4808 Před měsícem +1

      Best with low development (bottom 3 according to govt report)and heavy corruption...khali good images ra propaganda 🎉

    • @dmohanty5003
      @dmohanty5003 Před měsícem +1

      @@deepakpatra8151. ​​⁠. IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani

    • @riteshgudu9189
      @riteshgudu9189 Před měsícem +1

      ଏଥର ମୋଦୀ ଖାଲି ଧୁଅ ଧୁଅ କରିବ😂 BJP ନେତାଙ୍କୁ

    • @dmohanty5003
      @dmohanty5003 Před měsícem +1

      @@riteshgudu9189 bjp this one last time

  • @Xuy788
    @Xuy788 Před měsícem +16

    ହାଇସ୍କୁଲ ସ୍ମାର୍ଟସ୍କୁଲ କରିବି କିନ୍ତୁ ପ୍ରାଥମିକ ଶିକ୍ଷକ ଆଉ ଶିକ୍ଷାକୁ ବର୍ବାଦ କରିବି..1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କୁ ଗୋତି ଖଟାଇବି ଆଉ peon ଠୁ କମ ଦରମାରେ ଖଟାଇବି 😡😡

    • @sunilsamantaray5569
      @sunilsamantaray5569 Před měsícem

      Tame govt teacher bala Khali paisa Paisa heiki marucha.pilanku bhalase padheiba se chinta kebe karina .Khali anda khaiba pilankar .

    • @Xuy788
      @Xuy788 Před měsícem

      @@sunilsamantaray5569 ହଁ କାହିଁକି 3 ଟା Exam ଦେଇ Peon ଠୁ କମ ଦରମା ରେ ଖଟିବୁ ଯେଉଁଠି କି ଭାରତ ସାରା ସବୁଠେ 55000/- salary.. ଖାଲି ପ୍ରାଥମିକ ଶିକ୍ଷକ ନୁହନ୍ତି ଆଶା, ଅଙ୍ଗନୱାଡି, Outsourcing, ବ୍ଲକଗ୍ରାଣ୍ଟ, ଏପରିକି 12 ଲକ୍ଷ ଚାକିରିଆଙ୍କ ପରିବାର ପାଣ୍ଡା ବିରୋଧରେ ଭୋଟ ଦେଇଛନ୍ତି... ସେହିପରି ଗରିବ ମେଧାବୀ ଯେଉଁମାନେ ପାଣ୍ଡା ଚାକିରି ବିକାରେ କାନ୍ଦୁଥିଲେ ସେମାନେ ବି ପାଣ୍ଡା ବିରୋଧରେ ତାଙ୍କ ପରିବାର ସହ ମିଶି ଭୋଟ ଦେଇଥିଲେ, ଚାଷୀ ବି ପାଣ୍ଡା ବିରୋଧରେ ଭୋଟ ଦେଇଛନ୍ତି

  • @PrasadDora-zw1yy
    @PrasadDora-zw1yy Před měsícem +9

    Election ଗୋଟିଏ ପ୍ରକ୍ରିୟା, ଏପରି ହିଁ ହୁଏ। ଗୋଟିଏ ସରକାର ବହୁଦିନ ରହିଲେ ମନମୁଖୀ ଚାଲେ। ରାଜକୋଷ ଅପବ୍ୟବହାର ହେଲା। କୌଣସି ଯୋଜନା ଦିର୍ଘ କାଳୀନ ଯୋଜନା କରିନାହାନ୍ତି। ସ୍ଵଳ୍ପ କାଳୀନ ଯୋଜନା ଗୁଡିକ ରେ ରାଜ୍ୟ ର ବିକାଶ ହୁଏ ନାହିଁ। ରାଜକୋଷରୁ ଟଙ୍କା ଅପବ୍ୟବହାର ହେଲା। ମୂଖ୍ୟମନ୍ତ୍ରୀ ଘରୁ ବାହାରିଲେ ନାହିଁ। ରାଜ୍ୟ ରେ ଏକଛତ୍ରବାଦ ଶାସନ ଚାଲିଲା।

    • @subhasheesha
      @subhasheesha Před měsícem +2

      To gharu keteheba lutinele bodhe, au sabu rajyare sachit neta gudaka nare

  • @ranjieti5361
    @ranjieti5361 Před měsícem +165

    ମୁଁ ମରିଯିବି ନବୀନ ବାବୁ ଙ୍କୁ ଝୁରି ଝୁରି 😭😭😭😭😭😭😭😭😭😭😭😭

    • @commonman5937
      @commonman5937 Před měsícem +14

      ମୁଁ କାଠ ପଠେଇ ଦେବି ସତ୍କାର ପାଇଁ

    • @dillipnayak5386
      @dillipnayak5386 Před měsícem +10

      Mu bi kirosini debi

    • @bapisadangi3373
      @bapisadangi3373 Před měsícem +6

      🐌 ଗେଣ୍ଡା ଫାଟିଗଲା କାଟୁଚି

    • @user-ov1bd7zj7f
      @user-ov1bd7zj7f Před měsícem

      ​@@commonman5937Mu bhi wood send karibi।but tumo lord jagannath ku love Karo but Naveen only common man

    • @peacefulcommunity903
      @peacefulcommunity903 Před měsícem +9

      Vote dela bele bhabu nathila ki ?? Ebe kain Kumbhira kandana kanducha. Naveen Babu Bahut bhala, Ame sabu beimani kama kalu..

  • @smbhupatra
    @smbhupatra Před měsícem +55

    Right sir👍🙏🙏🙏

  • @kanchan_4807
    @kanchan_4807 Před měsícem +25

    No1CM of Odisa

  • @Nihar154
    @Nihar154 Před měsícem +9

    100% right sir

  • @ncdash4634
    @ncdash4634 Před měsícem +54

    Excellent sir

  • @RajalaxmiBehera-wn1ku
    @RajalaxmiBehera-wn1ku Před měsícem +17

    Right 👍

  • @chinmayacreations3271
    @chinmayacreations3271 Před měsícem +46

    ନବୀନ ବାବୁ ବହୁତ୍ ଭଲ ଲୋକ କେବଳ ତାଙ୍କ କର୍ମୀ ମାନେ ଗାଆଁ ଗାଆଁ ରେ ଠିକ୍ ସେ କାମ କଲେ ନାହିଁ ଓ ମନ ଧ୍ୟାନ ଦେଲେନି ସେଥିପାଇଁ ଆଜି ହାରି ଗଲେ

    • @lipun1531
      @lipun1531 Před měsícem +4

      Sala ama ethi 5 barsa re 3X development hela gote Dina agru 1000 tanka pai bikri hoigale

    • @riteshgudu9189
      @riteshgudu9189 Před měsícem +1

      Perfect

    • @Jotrimay
      @Jotrimay Před měsícem +1

      ସାର ଠିକି ଏଇଟା ବି ଗୋଟେ ପଣ୍ଟେ ଲୋକଙ୍କ ପାଖରେ ନିଜ ଏରିଆ ଠିକି ଭାବେ ଦେଖିଲେନି ବୋଧେ
      ଶତ୍ରୁଜୁ ଦ୍ରୁବଳ ଭାବିବା ଭୁଲୁ ବି

    • @tapankumarbehera7082
      @tapankumarbehera7082 Před měsícem

      No

  • @babupatnaik9767
    @babupatnaik9767 Před měsícem +4

    ଏବେ ଏସବୁ କହିଲେ କିଛି ମୂଲ୍ୟ ନାହିଁ, ଚାଷୀ ହୁଡ଼ିଲେ ବର୍ଷେ ଭୋଟର ହୁଡ଼ିଲେ ପାଞ୍ଚ ବର୍ଷ।

  • @KirstenYoup
    @KirstenYoup Před měsícem +3

    ସେଥିପାଇଁ ଓଡ଼ିଶା ଗରୀବ ଥିଲା। Naveen Pattnaik ଏହି ରାଜ୍ୟକୁ ପ୍ରଗତି ଆଡ଼କୁ ନେଇଛନ୍ତି। ପୁଣି ଖୁବ୍ ଶୀଘ୍ର ଏହା ଗରୀବ ହେବ।

  • @Mithi03278
    @Mithi03278 Před měsícem +11

    Jai Shree Jagannath 🙏 Love you Naveen babu ❤. Will miss you. You were, you are and you will be the best CM for us forever.🙏Lost our Kohinoor 😢.

  • @dhrubanandaparida1802
    @dhrubanandaparida1802 Před měsícem +13

    Agree 100%

  • @manasmanas7691
    @manasmanas7691 Před měsícem +7

    🙏🙏🙏🙏 ସତ କଥା କହି ଲେ ସାର୍ ଆପଣ ମାନେ ଥିଲେ ତ ପାଣ୍ଡିୟାନ୍ କଣ ପାଇଁ ଆଗକୁ ଆସି ସବୁ ମୁଁ କରୁ ଛି ବାହାଦୂରୀ ମାରୁ ଥିଲେ 🙏🙏🙏ସେଥି ପାଇଁ ଆମ ନବୀନ ବାବୁ ହାରିଲେ🙏🙏🙏

    • @sushreesahu1946
      @sushreesahu1946 Před měsícem +1

      Manas sir ....Pandian sir kebe b kahinahanti je sabu mu karuchi boli.se sabubele Nabin babu nka nirdesh re karichanti boli kahichanti o karichanti madhya. Apana tanka pratyek ti speech dhyana dei sunatu. Nabin babu harile tanka ati priya odisha basi nka murkhta o maithya aparchar pain jouthire odisha basi ete sahaja re biswas kari jibe boli bodhe se nije kebe bhabi nathibe

  • @rakeshpradhan6972
    @rakeshpradhan6972 Před měsícem +77

    Jay Nabin 🙏
    Miss You Nabin 😢 😞

  • @BijayaLaxmiPanigrahi-th2zo
    @BijayaLaxmiPanigrahi-th2zo Před měsícem +9

    U r absolutely right

  • @naraharipradhan4271
    @naraharipradhan4271 Před měsícem +11

    Great leader Naveen Patnaik sir

  • @RAKESH20249
    @RAKESH20249 Před měsícem +9

    Great person Navven Patnaik ❤️ Love' you sir

  • @swainyoutuber9324
    @swainyoutuber9324 Před měsícem +170

    Bjp jou ଯୋଜନା କରିବ ଆମେ ଦେଖିବୁ

  • @subashbarik377
    @subashbarik377 Před měsícem +13

    ନବୀନ ପଟ୍ଟନାୟକଙ୍କ ଏତେ ଶକ୍ତି ଥିଲା ଯେ ତାଙ୍କ ସହିତ ଲଢିବା ପାଇଁ ସାରା ଭାରତର ବିଜେପି ନେତା ମାନେ ଓଡିଶାକୁ ବାରମ୍ବାର ଆସିଛନ୍ତି ଆଉ ମିଛ ପ୍ରଚାର କରି ହରାଇଛନ୍ତି, ନବୀନ ସାର୍ ହାରିବି ଓଡିଶା ବାସୀଙ୍କ ହୃଦୟ ଜିତିଛନ୍ତି

    • @learnwithbini6060
      @learnwithbini6060 Před měsícem

      You are correct 💯

    • @SabitaSwain-wg8mr
      @SabitaSwain-wg8mr Před měsícem

      The son of prabadapurusa
      Naveen pattanaik is yugopurusa .No one will
      take his place even the p.m .

    • @UrmilaDas-nb6lj
      @UrmilaDas-nb6lj Před 25 dny

      Nabin sir nku bjp michhare hareichhi satare nuhen

  • @rabinarayanjena7092
    @rabinarayanjena7092 Před měsícem +25

    Naveen Sir is a great CM. Time will tell for the future of Odisha

    • @Xuy788
      @Xuy788 Před měsícem

      ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ

  • @anilswain570
    @anilswain570 Před měsícem +6

    ନବୀନ ❤Bjd❤❤❤

  • @SomanathBehera-zc8uc
    @SomanathBehera-zc8uc Před měsícem +5

    Apan right katha kahichhanti Aja

  • @learnwithbini6060
    @learnwithbini6060 Před měsícem +6

    2:42 pura point peace thila ama odisha re odisha people bujhi nae pari......we want Naveen pattnaik 💚🐚 cm

  • @Hrudanandah
    @Hrudanandah Před měsícem +5

    Thank you so much sir.

  • @Hrudanandah
    @Hrudanandah Před měsícem +7

    Naveen Babu jinious brand

  • @dineshasahu4561
    @dineshasahu4561 Před měsícem +23

    Correct Sir ❤❤

  • @utkalsethy1383
    @utkalsethy1383 Před měsícem +34

    The number 1 cm

    • @bapisadangi3373
      @bapisadangi3373 Před měsícem +1

      ଅତି ଫାଲତୁ ଦଳ ବିଜେଡି ଟାଉଟର ନବୀନ ପଟ୍ଟନାୟକ କୁତାରତଳ ଖାଇବ ବିଜେଡିଦଳ ଅଳିଆଗଦା କୋରନାରୋଗ ଓଡ଼ିଶାରେ ବିନାଶ କରିଛି

    • @dmohanty5003
      @dmohanty5003 Před měsícem

      @@bapisadangi3373.​​⁠. IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani

    • @bapisadangi3373
      @bapisadangi3373 Před měsícem

      @@dmohanty5003 odisha ର କଥା କହ

    • @Xuy788
      @Xuy788 Před měsícem

      ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ

  • @sonalisatapathy9067
    @sonalisatapathy9067 Před měsícem +6

    Number one CM Navin sir

  • @krishnabehera5308
    @krishnabehera5308 Před měsícem +7

    Naveen sir great

  • @khabarsilva6850
    @khabarsilva6850 Před měsícem +8

    Absolutely correct, we doubt will get a future CM like Naveen, no trust on this BJB.

  • @mylovemylive1620
    @mylovemylive1620 Před měsícem +27

    ଠିକ୍ କହିଛନ୍ତି। ସାର

    • @bapisadangi3373
      @bapisadangi3373 Před měsícem

      ପିଠା କୂର କାଳିଆ ହାଲିଆ ବ୍ୟାଗ୍ ବାଳ ଚପଲ ଲୁଙ୍ଗି ଯୋଜନା

    • @user-yd7dq7ij6w
      @user-yd7dq7ij6w Před měsícem

      ଆପଣ jantu😄

  • @user-ee5ex3oe6h
    @user-ee5ex3oe6h Před měsícem +6

    Navin sir 🙏🏼❤️ great cm

  • @makachandi7050
    @makachandi7050 Před měsícem +7

    I miss you Navin patnaik sir

  • @surendrabaral3066
    @surendrabaral3066 Před měsícem +22

    cm no 1 nsveen sir

  • @nationalanthem9596
    @nationalanthem9596 Před měsícem +3

    Sir ଆପଣଙ୍କ ଏ ଭିଡ଼ିଓ save କରି ରଖିବି... ସମସ୍ତ ଙ୍କୁ share କରିବି... ଜନସାଧାରଣ ମିଛ କଥାରେ ଭାସି ଗଲେ....

  • @Foodrecipes054
    @Foodrecipes054 Před měsícem +2

    Jay jagannath Nabin sir bahut sundar bahut bhala ❤❤❤❤❤❤❤❤❤❤❤❤❤❤

  • @sasmitamohapatra1792
    @sasmitamohapatra1792 Před měsícem +4

    Sata katha sir

  • @apkstatus9807
    @apkstatus9807 Před měsícem +4

    Great sir❤❤🙏🏻🙏🏻

  • @debaswinimohanta5016
    @debaswinimohanta5016 Před měsícem +5

    Next cm Naveen babu

  • @kartikeswarpandey4711
    @kartikeswarpandey4711 Před měsícem +4

    Exactly right

  • @user-jw2xe7vm2u
    @user-jw2xe7vm2u Před 24 dny

    ଧନ୍ୟବାଦ

  • @SipraGiri
    @SipraGiri Před měsícem +4

    Right sir ❤❤❤

  • @ashabiswasswain707
    @ashabiswasswain707 Před měsícem +3

    Right

  • @sujitkumardey47
    @sujitkumardey47 Před měsícem +2

    You are right sir

  • @naganbehera8830
    @naganbehera8830 Před měsícem +4

    Your advice is 💯 right

  • @mathatyou717
    @mathatyou717 Před měsícem +3

    You have said right things

  • @sriyansumohapatra5437
    @sriyansumohapatra5437 Před měsícem +5

    Miss you Naveen sir

  • @user-hx4ch3qb9v
    @user-hx4ch3qb9v Před měsícem +4

    You are right 😢😢😢

  • @debadattamohanty8902
    @debadattamohanty8902 Před měsícem +4

    ଆପଣ କଥା ସମ୍ପୂର୍ଣ୍ଣ ରୂପେ ସତ।

  • @SuravitandiTandi-wy5gm
    @SuravitandiTandi-wy5gm Před měsícem +4

    Pura right sir

  • @daisy15837
    @daisy15837 Před měsícem +9

    Bilkul thik katha.

  • @sibasethi3412
    @sibasethi3412 Před měsícem +2

    Thik kahile

  • @SandhyaSandhya-ts4jv
    @SandhyaSandhya-ts4jv Před měsícem +4

    Miss you sir ❤️ ❤️❤️❤️❤️

  • @user-pb4lr9pl2o
    @user-pb4lr9pl2o Před měsícem +4

    Correct 💯

  • @user-uv6lw6lw3o
    @user-uv6lw6lw3o Před měsícem +10

    CM No1ODISHA

  • @yashobantasahani3273
    @yashobantasahani3273 Před měsícem +1

    Great awareness 👍 congratulations to you

  • @Foodrecipes054
    @Foodrecipes054 Před měsícem +1

    Sir Jay jagannath apana thik kahuchhanti Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @jaymunaas2585
    @jaymunaas2585 Před měsícem +4

    World best cm

  • @souvaginigarnaik3715
    @souvaginigarnaik3715 Před měsícem +7

    Thank you sir

  • @user-nq8in9bw5k
    @user-nq8in9bw5k Před měsícem +2

    Our great CM

  • @sridharsahoo8540
    @sridharsahoo8540 Před měsícem +1

    You are having so much experience. You are telling absolutely true.

  • @prakashmaharana4889
    @prakashmaharana4889 Před měsícem +4

    Cm no.1ama naveen sir

  • @rabinarayanjena7092
    @rabinarayanjena7092 Před měsícem +7

    Odisha people ku bhakua baneichi BJP

  • @prangyapandariya6262
    @prangyapandariya6262 Před měsícem +2

    He is the best CM in India

  • @gamingworld-wh3rh
    @gamingworld-wh3rh Před měsícem +11

    Miss uu sir please come back next time

    • @user-ov1bd7zj7f
      @user-ov1bd7zj7f Před měsícem +1

      Bhai Naveen budaro age hehigal ahu khon karibao । siye tike rest Nehiki tanko bhaina pua or jioku anatu।

    • @lipun1531
      @lipun1531 Před měsícem

      ​@@user-ov1bd7zj7floka nije kahibe para kie heba
      Biju Babu jemiti nabin nku karinathile

    • @Xuy788
      @Xuy788 Před měsícem

      ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ

  • @mahendrapradhani2925
    @mahendrapradhani2925 Před měsícem +7

    Nabin Babu is the great.🎉

    • @bapisadangi3373
      @bapisadangi3373 Před měsícem

      ଅଳିଆଗଦା ନବୀନ ପଟ୍ଟନାୟକ କୁତାରତଳ ଖାଇବ ବିଜେଡିଦଳ ଅତି ଫାଲତୁ ଦଳ ଓଡ଼ିଶାରେ ବିନାଶ କରିଛି ବିଜେଡି

  • @suratratha7376
    @suratratha7376 Před měsícem +5

    C M No 1

  • @aravindapattanayak2966
    @aravindapattanayak2966 Před měsícem +1

    You are 100 % right sir 👍

  • @1MSMadhusmita
    @1MSMadhusmita Před měsícem +3

    people will regret vry soon

  • @krishnabehera5308
    @krishnabehera5308 Před měsícem +4

    God Navin sir ku aauthare CM karidia

    • @user-ov1bd7zj7f
      @user-ov1bd7zj7f Před měsícem

      Sehi god lord jagannath ku bikari korilki village dando ବୁଲେଇଲା। ସେ ଜଗନ୍ନାଥ ଓଡ଼ିଆ devota। ତାଙ୍କୁ madya Naveen buda and BJD chadile nahi।but my god is lord jagannath

  • @rameshkhan68
    @rameshkhan68 Před měsícem +32

    ପ୍ରତେକ 5ବର୍ଷ ରେ ସରକାର ବଦଳିବା ଦରକାର

    • @user-ov1bd7zj7f
      @user-ov1bd7zj7f Před měsícem

      Yes

    • @Deva5577-i3c
      @Deva5577-i3c Před měsícem +1

      ତାହାଲେ ମୋଦି ଆଜି କାହିଁକି କହୁଛି ଓଡିଶା ରେ 25 ବର୍ଷ ରହିବ ???

    • @lipun1531
      @lipun1531 Před měsícem

      ​​@@Deva5577-i3c25/5 barsa rahiba😂
      Sapna dekhuchi record bhagibaku BJD ra

    • @learnwithbini6060
      @learnwithbini6060 Před měsícem

      J bhal kama karuthile b badlaba k chiii

    • @learnwithbini6060
      @learnwithbini6060 Před měsícem

      ​@@Deva5577-i3csabuade modi haruche ethra Sethi pain odisha people nku bhakua kala

  • @nareshpanda9207
    @nareshpanda9207 Před měsícem +1

    Excellent speech

  • @ganeswarray4229
    @ganeswarray4229 Před měsícem

    ସୁନ୍ଦର ପରିବେଷଣ. ଧନ୍ୟବାଦ ସାରେ

  • @amarendrabehera2049
    @amarendrabehera2049 Před měsícem +6

    No one cm nabini sir ❤

    • @Xuy788
      @Xuy788 Před měsícem

      ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ

  • @PradeepkumarBhoi-ez3sb
    @PradeepkumarBhoi-ez3sb Před měsícem +7

    Nabin darakara

  • @madhupattnaik6417
    @madhupattnaik6417 Před měsícem

    Thk kahile sir.. Naveen sir nka sbu help ku bhuligale Loko mane mu nije kahuchi gote sadharana janata mu kichi wanting karini tanka thu bt se bhut gariba nka saha heichanti..seita re mu sada bele khusi hue dekhi ki..no-1 Naveen sir

  • @AjDas-pi7tp
    @AjDas-pi7tp Před měsícem +3

    Kings always King bjd 💚

  • @BibunaBibhuti
    @BibunaBibhuti Před měsícem +4

    Aasuchhi mahaabipada odisha. Sachetan samaya naahi

  • @rasmiranjanbehera7396
    @rasmiranjanbehera7396 Před měsícem +1

    ଜୟ ନବୀନ ବାବୁ

  • @chikumikukitchenvlogs1249
    @chikumikukitchenvlogs1249 Před měsícem +1

    Right 👍👍

  • @papunadethi9371
    @papunadethi9371 Před měsícem +12

    ମୁ ବି ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ

  • @Abirachandramajhi
    @Abirachandramajhi Před měsícem +10

    ଲୋକଙ୍କୁ ନ୍ୟାୟ ଦେବାରେ ନବୀନ ବାବୁ back foot ରେ

  • @trinatapangi546
    @trinatapangi546 Před měsícem +1

    Absolutely right 👍👍👍

  • @subhrasmitanayak5511
    @subhrasmitanayak5511 Před měsícem +1

    Right 👍👍👍👍

  • @subratroutsubratrout5598
    @subratroutsubratrout5598 Před měsícem +4

    Nabin sir au thare asibe