Malika Bhakta revealed Shocking Truth | Malika Future Prediction | Kalki Avtar | Satya Bhanja

Sdílet
Vložit
  • čas přidán 26. 06. 2021
  • #Malika #ମାଳିକା #SatyaBhanja
    For Malika Book
    Visit: satyabhanja.in/
    ----------------------------------------------
    Subscribe Now:
    / satyabhanja
    Follow on us:
    Facebook: / satyabhanjaofficial
    Twitter: / satyabhanja
    Telegram: t.me/satyabhanja
    LinkedIn: / satyabhanja
    Instagram: / satyabhanja
    Website: satyabhanja.in

Komentáře • 1,1K

  • @CARTOON_EXPRESS_195
    @CARTOON_EXPRESS_195 Před 3 lety +15

    ବାବା ଙ୍କୁ ଯାଇ ଆଉ ଥରେ ପଚାରନ୍ତୁ ସତ୍ୟ ବାବୁ 🙏ଜୟ ପଞ୍ଚସଖା🙏 🙏ଜୟ ଜଗନ୍ନାଥ🙏

  • @SashankaSekharPatel00
    @SashankaSekharPatel00 Před 3 lety +34

    ସାର୍ ଭିଡିଓ ଯେତେ ଲମ୍ବା ହେଲେ ହେଉ, ଶୁଣିବାକୁ ଭଲ ଲାଗେ।ଭିଡିଓ ୨ ଘଣ୍ଟା ୫ ଘଣ୍ଟା ହେଲେ ମଧ୍ୟ ହେଉ। 😊

  • @sukantasamal2470
    @sukantasamal2470 Před 3 lety +54

    ବାବାଙ୍କୁ ଆଉଥରେ ଯାଇ ପଚାରନ୍ତୁ ସତ୍ୟଭାଇ 🙏ଜୟ ଜଗନ୍ନାଥ 🙏

  • @jayantisamal3397
    @jayantisamal3397 Před 3 lety +19

    ବର୍ତ୍ତମାନ କଳି ଶେଷ ଅନନ୍ତ ଯୁଗ ପ୍ରକାଶ ...
    ସବୁଦେଶର pm ମାନେ ମଳିନ ପଡ଼ିଗଲେଣି , ଦେଶ ସାଶନ ତାଙ୍କ ପାଇଁ ଅସମ୍ଭାଳ ହେଲାଣି ...
    ଜୟଜଗନ୍ନାଥ 🙏 ହରିବୋଲ ।
    ଭଲ ଚିନ୍ତା କର , ଭଲ କର୍ମ କର ।

  • @jayjagannathagency3318
    @jayjagannathagency3318 Před 3 lety +43

    ନିରବାବାଙ୍କୁ ମୋର ଆନ୍ତରିକ ପ୍ରଣାମ।କଥା ଉଚ୍ଚ କୋଟିର।କଥାର ଶୈଳି ଅତି ଚମତ୍କାର।ଆଉଥରେ ତାଙ୍କ ସାକ୍ଷାତ କରନ୍ତୁ।ବହୁ ତତ୍ତ୍ବର ଅଧିକାରୀ👏👏👏👏

    • @bholabaghel1453
      @bholabaghel1453 Před 2 lety

      मैंने इसे बार बार देखा,,, आप दो नों विद्वानों को कोटिश़ प्रणाम जै श्री जगन्नाथ जी, ओम नमो शिवाय,,, मेरा भारत महान, आपका भगवत प्रेम बहुत सराहनीय है।

  • @apnadesh5646
    @apnadesh5646 Před 3 lety +67

    Video ଯେତେ ଲମ୍ବା ହେଲେ କିଛି ଅସୁବିଧା ନାହିଁ ବହୁତ ଭଲ ଲାଗୁଛି ଶୁଣିବାକୁ
    କଳି5000 ବର୍ଷ ପରଠାରୁ ଅନନ୍ତ କଳି ଆରମ୍ଭ

    • @sumantapaikaray6200
      @sumantapaikaray6200 Před 3 lety +1

      May be

    • @pritimanjari3349
      @pritimanjari3349 Před 3 lety +5

      2000 ମସିହା କୁ 5000 ବର୍ଷ ପୁରି ଯାଇଚି, ଏବେ ଚାଲିଚି ଅନନ୍ତ କଳି ଯୁଗ

    • @apnadesh5646
      @apnadesh5646 Před 3 lety +1

      @@pritimanjari3349 ତେବେ ଏବେ ଭଲ ହେବ ବୋଲି ଆଶା କରୁଛୁ ଭଗବାନ କରନ୍ତୁ ସମସ୍ତ ଜୀବଜଗତ ଶାନ୍ତିରେ ବଞ୍ଚନ୍ତୁ

    • @pritimanjari3349
      @pritimanjari3349 Před 3 lety +2

      @@apnadesh5646 ପାପି ମାନଙ୍କର ସଂଘାର ସମୟ ଆସି ଗଲାଣି, ଏବେ ଚାଲିବ ସଂଘାର ଲୀଳା

    • @apnadesh5646
      @apnadesh5646 Před 3 lety +5

      @@pritimanjari3349 ପୃଥିବୀର ଜନସଂଖ୍ୟା କମିଲେ ଯାଇ ଶାନ୍ତି ଆସିବ ଜନସଂଖ୍ୟା କମି ଯଉଁମାନେ ବଂଚିବେ ସେମାନେ ଅନ୍ତତଃ ଶାନ୍ତି ପାଇବେ ଆମେ ଚାହୁଁଛୁ କି ପୁନର୍ବାର ସତ୍ୟ ଫେରିଆସୁ

  • @TeamOdisha143
    @TeamOdisha143 Před 2 lety +4

    1955 ରେ ଠାକୁର ଜନ୍ମ ହୋଇଥିଲେ

  • @dipsrisrianshientertainmen9931

    🙏🙏 baba , aji ra episode ti bahut bholo lagila . Amiti sunibaku echa houchi 2hr vdo hele problem nahi . Jay Jagannath jay maa laxmi

  • @bideshiradhyradhyguruji6460

    ରାଧେ ରାଧେ ସତ୍ଯ ଭାଇ କେବେ ହବ ପଚାରିବା ଟା ଭୁଲ ହୋଇ ଜାଉଚି

  • @SingarRanjitkumar
    @SingarRanjitkumar Před 3 lety +45

    ମହାପୁରୁଷ ଙ୍କ ବାକ୍ୟ କେବେ ଅନ୍ୟଥା ହେବନି ବେଳୁ ହୁଅ ସାବଧାନ ଜୟ ପଞ୍ଚ ସଖା 🙏🙏

  • @Bhakti-Gitanjali
    @Bhakti-Gitanjali Před 10 měsíci +2

    " ଅକ୍ଷୟ ହେଉ ପୁଣ୍ୟ ଜଗତେ ସତ୍ୟ ଧର୍ମ ହେଉ ବିଜୟ " ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ପ୍ରଭୁ ।

  • @purnasrichandan7595
    @purnasrichandan7595 Před rokem +3

    ଧନ୍ୟବାଦ୍ ସତ୍ୟବାବୁ ଆପଣଙ୍କ ଜିଜ୍ଞାସା ମନୋଭାବ ଯୋଗୁଁ ଓଡ଼ିଶାର ସବୁଠାରୁ ମାଳିକା ଗବେଷଣା କେନ୍ଦ୍ର ଖୋଲା ଖୋଲି ପ୍ରଚାର ପ୍ରସାର ପାଇଁ।

  • @SPRITUALUNIVERSA
    @SPRITUALUNIVERSA Před 3 lety +7

    ବାବା କଳି ର ଶେଷ ହିସାବ ଦେଲେ କିନ୍ତୁ କଳକୀ ମହାପ୍ରଭୁ ଙ୍କ ର ନୁହେଁ।।। ସତ୍ଯ ଭାଇ ଆପଣ କୁହନ୍ତୁ।।।। ଦୟାକରି
    ଜୟ ଜଗନ୍ନାଥ ସ୍ବାମୀ🙏🙏🙏🙏

  • @susamapadhi4446
    @susamapadhi4446 Před 3 lety +8

    ଜୟ ଜଗନ୍ନାଥ ମହାପ୍ରଭୁ ଜୟ ମା ବିରଜା ନୀର ବାବା ଙ୍କ ମୁଖ ରୁ ମାଳିକା ବର୍ଣ୍ଣିତ କଥାମୃତ ଶୁଣି ବାକୁ ବହୁତ ଭଲ ଲାଗୁଛି 💖 💞 💖 🌹 🌹 🌹

  • @SashankaSekharPatel00
    @SashankaSekharPatel00 Před 3 lety +32

    ବହୁତ ସୁନ୍ଦର,ବାବା ପ୍ରକୃତ ଭକ୍ତର ଲକ୍ଷଣ 🙏🙏

  • @anjanpallai5646
    @anjanpallai5646 Před 3 lety +13

    ଓଁ ଗୁରୁ ।ବାବାଙ୍କ ଚରଣ ରେ ଆନ୍ତରିକ ପ୍ରଣାମ। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ନିରବାବା ଜୟ ସତ୍ୟ ବାବା ।

  • @jeebangaming3773
    @jeebangaming3773 Před 2 lety +3

    କଳିଯୁଗ ୫୦୦୦ ବର୍ଷ ପରେ ଅନନ୍ତ୍ର କଳି ଆସିବ ଜୟ ଜଗନ୍ନାଥ ନମଃ

  • @rasanandabarik5928
    @rasanandabarik5928 Před 3 lety +22

    🙏ଜୟ ପଞ୍ଚ ସଖା ଜୟ.

  • @jayjagannath4375
    @jayjagannath4375 Před 3 lety +6

    Satya babu chari ade na buli ehi baba nku dhar. Sabu milijiba. Ajira episode 100% satya.

  • @narayandalai9799
    @narayandalai9799 Před 3 lety +2

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲

  • @avgtdash
    @avgtdash Před 3 lety +4

    ଏତେ vdo ପରେ, ଏ vdo ରେ ଭୟ ଲାଗିଲା।ଯାହା ହେଉ, କିଛି ତତ୍ତ୍ଵ ଜାଣିବାକୁ ପାଇଲୁ।ସତ୍ୟ ବାବୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ , ବାବା ଙ୍କୁ କୋଟି ପ୍ରଣାମ

  • @sangrambarik2275
    @sangrambarik2275 Před 3 lety +15

    Jay Jagannath
    Jay Panchasakha 🙏🏻🙏🏻🙏🏻

  • @rikupradhan3075
    @rikupradhan3075 Před 3 lety +12

    Jay jagannath🙏🙏🙏🙏🙏 jay pancha sakha🙏🙏🙏🙏🙏

  • @susantabeherabhadrak
    @susantabeherabhadrak Před 2 lety +1

    ସତ୍ୟ ଭାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଏହି channel ମାଧ୍ୟମରେ ମାଳିକା ବିଷୟ ଗୁଡ଼ିକୁ ପ୍ରଚାର ପ୍ରସାର କରୁଥିବାରୁ ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ଆପଣ ଜଣେ ସାଧାରଣ ମାନବ ନୁହଁନ୍ତି କାରଣ- ଜଣେ ସାଧାରଣ ଲୋକ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲା ବେଳେ ଓ ନିଜ ପାଇଁ ଚିନ୍ତା କରୁଥିଲା ବେଳେ ଆପଣ ସମଗ୍ର ଓଡ଼ିଶାର ଲୋକଙ୍କ ମଙ୍ଗଳ ପାଇଁ ଚିନ୍ତା କରୁଛନ୍ତି ସେମାନେ କେମିତି ଭଲରେ ରହିବେ ଏବଂ ପାପକର୍ମରୁ ନିବୃତ୍ତ ରହିବେ really you are very great god bless you

  • @prasantadas4616
    @prasantadas4616 Před 3 lety +11

    Jay jagannath 💐🙏 jay panchasakha 💐🙏 jay bhakta gana 💐🙏

  • @jayjagannathagency3318
    @jayjagannathagency3318 Před 3 lety +4

    ମୋର ଅନୂରୋଧ ନେମାଳ ନିକଟ ଖଣ୍ଡସାହି ଗ୍ରାମର ସୁକାନ୍ତଦାସ ମହାରାଜ ଙ୍କ ସହିତ ଥରଟିଏ ସାକ୍ଷ୍ୟାତ କରନ୍ତୁ।ଅନେକ ତତ୍ତ୍ବର ଆବିସ୍କାର କରିହେବ।ଜୟ ଜଗନ୍ନାଥ

  • @shantibalamohanty8381
    @shantibalamohanty8381 Před 3 lety +1

    ଭାଈ ଏ ନର ହନୁମାନଙ୍କୁ କଣ କୋହିଲେ ପ୍ରମାଣ ଦେଖାନ୍ତୁ ହନୁମାନ ହି ପ୍ରଭୂ ଶିବ ଆଉ ରାଧା ହି ସୀତା ରାଧା ମା ଦୁର୍ଗା ନୁହଁନ୍ତି ତୋ ଶିବ ମା ଲକ୍ଷ୍ମୀ କୁ ଚାହିଁବେ ତୋ ପ୍ରମାଣ ଦିଅ କଉ ବେଡ଼ ଉପ ନିଷଦରେ ଲେଖା ହେଇଛି କି ଶିବ ମାନେ ହନୁମାନ ଆଉ ରାଧା ମାନେ ମା ଲକ୍ଷ୍ମୀ ତାକୁ ଚାହିଁଲେ ଆଉ ଶିବ ହି ହନୁମାନ ଏ ମାଗିହାଁ କହିଲେ ତୋ ପ୍ରମାଣ ଦିଅ କି ହନୁମାନ କୃଷ୍ଣ ହେଇ ରାଧା ସଂଗେ ରାଶ କଲେ, ବ୍ରମହା, ଵିଷ୍ଣୁ, ମହେଶ୍ୱର କୁ ଏ ବାବୁ ଉଲଟା ପାଲଟା କୋହିଲେ ଏଇଥି ପାଇଁ ସବୁ ରାଜ୍ୟର କରନା କମିଲା ଏ ଚୁ ଥିୟା ପାଇଁ କରନା କୋମୁନି ଭାଇ ପ୍ରୂଫ ଦେଇ ବିଡିଓ ଦେଖାଅ

  • @sudarshandas1676
    @sudarshandas1676 Před 3 lety +1

    ନିର ବାବା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏।
    ସତୀୟ ବାବୁ ଆପଣ ଙ୍କୁ ବି ଧନୀୟ ବାଦ୍🙏🙏🙏।
    ବହୁତ୍ ଭଲ ଲାଗିଲା ଭିଡିଓ ଟି। ମାଳିକା କଥା ଶୁଣିକି
    ବହୁତ୍ ଭଲ ପ୍ରୟାସ କରୁଛନ୍ତି ସାରା ବିଶ୍ଵ କୁ ମାଳିକା କଥା ଶୁଣେଇବା ପାଇଁ।।।।
    ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି ଆପଣଙ୍କୁ ସାତୀୟ ବାବୁ🙏🙏🙏

  • @krutibasmohapatra825
    @krutibasmohapatra825 Před 3 lety +7

    ସତ୍ୟ ଭାଇ ବ୍ରଜ ଅଙ୍କ ମହା ମିଳନ ବହି ପଡ଼ିଲେ ସବୁ ଜାଣିବ

    • @debasishpattanaik7891
      @debasishpattanaik7891 Před 3 lety +2

      Bhai braja anka kana? Braja anka mahamilana keun bahi, kie lekhichhanti?

  • @narayandalai9799
    @narayandalai9799 Před 3 lety +4

    ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @viewsgodlevel5557
    @viewsgodlevel5557 Před 2 lety +1

    ଠ ୩ ବାମେ ୫ ରଖିଲେ
    ଠକି ଯିବ ମୀନ ଶନି ଭଲେ।
    ଏହାର ମାନେ ହେଲା ୫୦୦୦
    ୫୦୦୦ ବର୍ଷ ପୁରିଲା ପରେ ମୀନ ରାଶିରେ
    ଶନି ଚଳନ ହେବ। ସେହି ଦିନଠାରୁ ଠାକୁର ଙ୍କର ଘୋର ଲିଳା ଆରମ୍ଭ ହେବ ଓ ଘୋର କଳି ଆରମ୍ଭ ହେବ।
    ଯେବେ ଠାରୁ ଦ୍ଵାପର ଯୁଗର ଶେଷ ହୋଇ
    କଳି ଆରମ୍ଭ ହୋଇଥିଲା ଶେବର ହିସାବ।
    ବର୍ତ୍ତମାନ କଳି ୫୧୨୨ ବର୍ଷ ଭୋଗ ହେଲାଣି।
    ୨୪ ମସିହାରେ ମୀନ ରାଶିରେ ଶନି ଚଳନ
    ହେବ। ସେହି ହିସାବର କଥା ଲେଖା ହୋଇଛି।
    ମଦନମୋହନ ସାମଲ କାରା କର୍ମଚାରୀ ସମାଜ ସେବୀ ମାଳିକା ବିଶାରଦ ରାଜନୀତି ବିଶାରଦ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତ ଓ ଜଣେ ବାସ୍ତବ ବାଦି ନେତା।ମୋ -୯୦୭୮୮୬୪୬୩୪
    ଗ୍ରାମ-ବରହମପୁର ବା ବ୍ରହ୍ମପୁର।(ରନ୍ତଗିରି ପାଖ)!

  • @ranendradash1258
    @ranendradash1258 Před 3 lety +40

    ନିର ବାବା ଙ୍କୁ କୋଟି କୋଟି ପ୍ରଣାମ 🙏🌹🌹🙏🙏🙏

    • @manojpatnaik9981
      @manojpatnaik9981 Před 2 lety

      Satya bhai it's true myself too small to give a year comments about your Beautiful program.

  • @sameerkumardalai2964
    @sameerkumardalai2964 Před 2 lety +11

    Nira baba knows everything about malika...One of the best interview I ever seen..thnk u Satya sir... 🙏🙏🙏🙏🙏

  • @caravancargo7840
    @caravancargo7840 Před 3 lety +8

    ଜୟ ଜଗନ୍ନାଥ 🙏🌹🌹🌹ଜୟ ପଞ୍ଚସଖା 🌷🌷ତ୍ରାହି ଅଚ୍ୟୁତ 🌹

  • @rikupradhan3075
    @rikupradhan3075 Před 3 lety +45

    Aapana mane kia kn pai video ku dislike karuchhanti .... Amiti video dekhibeni to au kemiti video dekhibe 🙏🙏🙏🙏🙏

    • @smileplease5551
      @smileplease5551 Před 3 lety +4

      You are right 🙏 . Papi mane kan bhogobannka kotha kebe sunonti , na dekhonti ?

    • @bidyadharajena1343
      @bidyadharajena1343 Před 3 lety

      @@smileplease5551 A

    • @anubhabkikatha
      @anubhabkikatha Před 3 lety +2

      ଡହରା କଥା, ଯାହାକୁ ମଣିଷ ତିଆରି କରିଛି ତାହା ଦିନେ ନା ଦିନେ ନିଶ୍ଚୟ ଭାଙ୍ଗିବ ଏଥିରେ ଆଶ୍ଚର୍ଯ୍ୟ ହବାରେ କଣ ଅଛି l ମୋର ଭବିଷ୍ୟତ ବାଣୀ ଶୁଣ
      1 - ପୁରି, କୋଣାର୍କ, ଆଉ ସବୁ ମସଜିଦ ଆଉ ଗୀର୍ଜା ଘର ସବୁ ଭାଙ୍ଗିବ
      2-ତାଜମହଲ, କୁତବ ମିନାର ଆଉ ସବୁ ଭାଙ୍ଗିବ
      ଖାଲି ଟିକେ ସମୟ ଲାଗିବ ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି
      ଏଠି ସବୁ ଚୋର ଟାଉଟର youtube ରୁ ପଇସା ପାଇଁ view ବଢାଇବାପାଇଁ ଚକ୍ରାନ୍ତ ଚାଲିଛି

    • @smileplease5551
      @smileplease5551 Před 3 lety

      @@anubhabkikatha Emiti sobu bani nastiko manonka ro .

    • @sushritabisoi1789
      @sushritabisoi1789 Před 3 lety

      Interviewer bhagavan nku pachha Kari basichhanti. Tike dhyan diantu. Panditji nka pari side hei basiba katha.

  • @abhaymallick9552
    @abhaymallick9552 Před 3 lety +19

    Satya Bhai Namaskar U are doing a great job when we are meeting holy personalities in this channel My best wishes 2 U and other brothers and sisters who are the audience

  • @mitaliinodisha777
    @mitaliinodisha777 Před 3 lety +9

    Jay Jagannath Satya baba 🙏🙏

    • @batapattanaik3401
      @batapattanaik3401 Před 3 lety

      Nihara murkhataa, o',augiyanta ku janai hua nahi, jugaauntaa jabak jauchhi ,papi sonhara kariba pain, tebe, Odisha re srikhetrare Jagsnath' avchant boli kan, sehi pravu papi nku kana papi Shohar" ku nijee baddhaa debe?eaeki murkhataa"prasan. Humar, tume kana ehaku bepar karuch.?

    • @pratiknaga
      @pratiknaga Před 3 lety +1

      Jay Jagannath. Jay Panchasakha.

    • @manasparida3144
      @manasparida3144 Před 3 lety

      @@pratiknaga Tama contact number ta deba

    • @pratiknaga
      @pratiknaga Před 3 lety +1

      @@manasparida3144 Bhai namaskar. Contact number mu debini. 😃

  • @Clipcom-zx4xh
    @Clipcom-zx4xh Před 3 lety +5

    A small hint what i got to know from this conversation is: 5004 th year will be the last year for kali juga if not then it will be the year on which lord kalki is going to birth.

  • @narayandalai9799
    @narayandalai9799 Před 3 lety +1

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @jayjagannath8129
    @jayjagannath8129 Před 3 lety +6

    ବାବା ଙ୍କ କଥା ଯେତେ ସୁନିଲେବି ଭଲ ଲାଗୁଛି
    ଅଛୁତ ସରଣମ୍ ଅଛୁତ ସରଣମ ଅଛୁତ ସରଣମ
    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏

  • @samirsethi3803
    @samirsethi3803 Před 3 lety +3

    ଜୟ ଜଗନ୍ନାଥ, ସାଧୁ ସନ୍ଥ ବୈଷ୍ଣବ ଭକ୍ତ ଗଣ ମୋର କୋଟି କୋଟି ଜନମର ଶଂରଣ୍

  • @tresurehunting2529
    @tresurehunting2529 Před 3 lety +2

    ଯେତେ ମାଳିକା ଭକ୍ତ ଅଛନ୍ତି, ସେମାନଙ୍କର ମାନବ ଜାତି ପ୍ରତି ଅବଦାନ କଣ, ଆପଣ ଭେଟିଥିବା କିଛି ଲୋକଙ୍କୁ ଛାଡିଦେଲେ most are looking selfish, coward and self centered.

  • @narayandalai9799
    @narayandalai9799 Před 3 lety +1

    ଜୟ 🌿🌺ଜବାନ 🌴🌻ଜୟ 🌴🌺କିଶାନ🍉🍈🍋🍇🍎🍎🌳🍍🌱🌲🌿🌱🍀🌴🌻ଜୟ 🌿🌺ଜବାନ 🌴🌻ଜୟ 🌴🌺କିଶାନ🍉🍈🍋🍇🍎🍎🌳🍍🌱🌲🌿🌱🍀🌴🌻

  • @bnmohanty8071
    @bnmohanty8071 Před 3 lety +4

    Satya Babu U. R really great.Ur chanel inspires people not to do sin,anger,violence and vein.Thanks,U go ahead ,God will help U.

  • @sibadattajena1691
    @sibadattajena1691 Před 3 lety +12

    24 ekakhyara kn kuhantu sir. Ekakhyara upare gote video anantu

  • @narayandalai9799
    @narayandalai9799 Před 3 lety +1

    ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🍀🌴ମାଁ🚩🌴 ମହାମାୟୀ🚩🍀🍒🍍🥥🥥🍌🍌🌿🌿🌲🌲🍒🍍🌺🍀🚩🌴🍎🌻🌱🌳☘️🥥🍋🍇🌿🌻🌱🌳☘️🍎🚩🌴🍀🌺🍍🍒🌲

  • @birendas248
    @birendas248 Před 3 lety +2

    Plz bhai ବାବା ଙ୍କୁ ପଚାରନ୍ତୁ ମାଳିକା ରେ ଲେଖା ହୋଇଛି ମାନେ ହେବ ଆମେମାନେ ଖରାପ, ଭଲ, ଦୁଷ୍ଟ, ଅସୁର, ସାଧୁ,ହେଲେ ବିପତି କଣ ଫେରି ଯିବ

  • @sureshkhatoi8851
    @sureshkhatoi8851 Před 3 lety +3

    Jaya jagannatha 🙏🏻🙏🏻🙏🏻
    Jaya jagannatha 🌻🌻🌻
    Jaya jagannatha 🙏🏻🙏🏻🙏🏻
    Jaya jagannatha 🌻🌻🌻
    🙏🙏🙏🙏🙏🙏🙏🙏🙏

  • @jayantisamal3397
    @jayantisamal3397 Před 3 lety +9

    Pranama baba 🙏

  • @bidyadharpatra9580
    @bidyadharpatra9580 Před 3 lety +1

    Omm namha bhagabate basu
    debayaa.

  • @TeamOdisha143
    @TeamOdisha143 Před 2 lety +1

    ଠାକୁର ମାନବ ଦେହ ଧାରଣ କରି ତ୍ୟାଗ କରିସାରିଲେଣି ଦେହ

  • @bighneswarmohanty2760
    @bighneswarmohanty2760 Před 3 lety +17

    ଜୟ ଜଗନ୍ନାଥ 🙏🙏🙏

  • @nrusinghbarik7083
    @nrusinghbarik7083 Před 3 lety +6

    Jay Jagannath swami 🙏🙏🙏 jay panchsakha 🙏🙏🙏 baba correct information deuchanti baba nku koti koti namaskar

  • @Keshabasrita_P1
    @Keshabasrita_P1 Před 2 lety +2

    Guruswami Saranam 😇🙏🙏

  • @hemantanaik6166
    @hemantanaik6166 Před 3 lety +1

    ସାର ଆପଣଙ୍କୁ ଅନୁରୋଧ ଆପଣ ସେଠାକୁ ଯାଇ ଅଧିକ ତଥ୍ୟ ହାସଲ କରନ୍ତୁ ଆଉ ସଂସାର ଵାସିକୁ ଜଣାନ୍ତୁ

  • @satyajitbhakti8458
    @satyajitbhakti8458 Před 3 lety +6

    ଜୟ ପଞ୍ଚ ସଖା🙏🙏🙏🙏🙏

  • @mitunayak8751
    @mitunayak8751 Před 3 lety +1

    ଭାଇ ତୁମ ଚ୍ୟାନେଲେକୁ ସବସକ୍ରାଇବି କରିବାକୁ ବାଧ୍ୟ ହଉଛି କାରଣ ଉଚକୋଟିର ଶିକ୍ଷା ମିଳୁଛି ଏଥିପାଇଁ ଧନ୍ୟବାଦ

  • @sudarsansahoo1865
    @sudarsansahoo1865 Před rokem

    🌹ଜୟଶ୍ରୀଜଗନ୍ନାଥମହାପ୍ରଭୁଙ୍କରଜୟ🌹🔥
    🌹🔥ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ ହରେ ରାମ ହରେ ରାମ ରାମ ରାମ ହରେହରେ🌹🔥🙏🙌

  • @manojkumarsahu7013
    @manojkumarsahu7013 Před 3 lety +8

    Om sai ram

  • @prasantasing771
    @prasantasing771 Před 3 lety +3

    ଆମେ କଣ ଯାଣିବୁ ମାଛ ମାଂସ ଖାଉ ଥିବା ଲୋକ / ଜୟ ଜଗନ୍ନାଥ କହିଦିନ ଆରମ୍ଭ ଓ ରାତି.ରେ ସୋଇବା ବେଳେ ଜୟ ଜଗନ୍ନାଥ ନାମରେ ଶେଷ

  • @sanjuktabhuyan6507
    @sanjuktabhuyan6507 Před rokem

    ନୀରବାବାଙ୍କର ଏଇ ଏପିସୋଡ୍ ବହୁତ୍ ଭଲ ଲାଗିଲା । ବ୍ରହ୍ମ ଏକାକ୍ଷର ଗୀତା ବିଷୟରେ ଯାହା କହିଲେ ତାହା ବହୁତ ଉଚ୍ଚ କୋଟିର ଥିଲା । ନୀରବାବା ଓ ସତ୍ୟ ବାବୁଙ୍କୁ ପ୍ରଣାମ । ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ତ୍ରାହି ଅଚ୍ୟୁତ, ଜୟ କଳ୍କିରାମ୍ ଙ୍କ ଚରଣ ତଳେ ଅନନ୍ତ କୋଟି ପ୍ରଣାମ ।🙏🙏🙏🙏🙏❤️❤️🌺🌺👌👌

  • @narayandalai9799
    @narayandalai9799 Před 3 lety +1

    ଜୟ 🌿🚩ମାଳିକା 🚩🌿ବଚନ🌿🚩jay🚩🌲 shree 🚩🍀ram🌴🌺
    jay 🌱🚩sita☘️🚩 maa☘️🚩🥥🌻🍌🥥🍌☘️🌿🍀🍎🍇🌳🌱🌺🍒🌲🚩🍀🌱🍀🌴🌿☘️🍀

  • @kanaklatadas9834
    @kanaklatadas9834 Před 3 lety +3

    ଜୟ ଜଗନ୍ନାଥ , ଜୟ ପଞ୍ଚସଖା 🙏🙏🙏

  • @guruswami7096
    @guruswami7096 Před 3 lety +9

    Satyababu, You got so many direct hints about Lord Kalki from so many Malika bhaktas. Which one is the most direct hint and which place does it indicate exactly?

    • @nibeditabehera5264
      @nibeditabehera5264 Před 3 lety +3

      Sorry sir bt what u do if u know the exact thing! Only thing is that u believe only in God only jagannath 🙏

    • @sankarshanojha9979
      @sankarshanojha9979 Před 3 lety

      @@nibeditabehera5264 ZZ XBOX Z ଆଉ ଆଉ

    • @sarojinijena4751
      @sarojinijena4751 Před 2 lety

      Niranjan Baba thik kahichanty Bhakta mela aaramva heijiba

  • @pratapbhai8603
    @pratapbhai8603 Před 2 lety +2

    ଜୟ ଜଗନ୍ନାଥ 🌹ଜୟ ପଞ୍ଚସଖା 🌹🙏🙏🌹

  • @chittaranjanpatra5323
    @chittaranjanpatra5323 Před 3 lety +2

    A babankara bahut Gyana o bhakti achhi.tanku bhala kari pachar antu Sabu jana padiba.prabhu Jagannath krupa rahichi.

  • @freefireboy6544
    @freefireboy6544 Před 3 lety +11

    Satya sir baba ଙ୍କୁ ପୁଣି ଜାଇ ପଚାରନ୍ତୁ

  • @basantkumarnayak6546
    @basantkumarnayak6546 Před 3 lety +3

    Thank you so Satya Babu
    This is seriously effects
    Please arrange to meet him again and again.
    Request for your best efforts

  • @Hariharpatra07
    @Hariharpatra07 Před 2 lety +2

    ଜୟ ଜଗନ୍ନାଥ ମହା ପ୍ରଭୂ ଭରଷା 🙏🙏🙏

  • @subashmeher9185
    @subashmeher9185 Před rokem

    ଶବପ୍ରଥମେ ମାଲିକା ଗାଉଥୀବା ଗୁରୁ ମାନଙ୍କୁ ମର କୋଟି କୋଟି ନମଃ କାର

  • @biswajitmoharana1465
    @biswajitmoharana1465 Před 3 lety +4

    ଜୟ ଜଗନ୍ନାଥ 🙏

  • @chandandehuri2383
    @chandandehuri2383 Před 3 lety +4

    Satya,Babu, ଆଉ,ଥରେ, ଯା ଅ ନ୍ତୁ, ପୋ ଥି,ବିଷୟରେ, ପଚା ରନ୍ତୁ,

  • @digambarbehera9039
    @digambarbehera9039 Před 2 lety +1

    ବାବା ତୁମ ପାଦେ ପଣାମ ,ଜୟ ଜଗନ୍ନାଥ,
    ଯିଏ ବୁଝି ପାରିଲା ତା ପାଇଁ ସତ ଯିଏ ବୁଝି ନପାରେ ତର ପାଇଁ ମିଛ....ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ,

  • @anupamanayak8568
    @anupamanayak8568 Před 3 lety +2

    ଧନ୍ୟବାଦ ସତ୍ୟ ।ଏଇ ବାବା ପୁଣି ଦରଶନ ମିଳିଲା ।ଧନ୍ୟ ମନେ କରୁଛୁ ।

  • @__dudebg__6957
    @__dudebg__6957 Před 3 lety +3

    Jay Sri Jagannath swami ki Jay hoo
    Jay Sri Radha Rani ki Jay Jay radhe Rani ki Jay Jay radhe Rani ki Jay Jay radhe Rani ki Jay Jay radhe Rani ki Jay hoo 🙏🙏🙏🙏🙏

  • @aswanibehera8591
    @aswanibehera8591 Před 3 lety +10

    Jay jagannath Swami🙏🙏🙏

  • @gnyanodiptaparida3613
    @gnyanodiptaparida3613 Před 3 lety +2

    ହଇରେ ମୂର୍ଖ ପଣ୍ଡିତ ତୁ ତ ଜାଣିଛୁ କହିବୁନୁ କାହିଁକି, ମୂର୍ଖ ଘୋଡା ଡିମ୍ବ ଜାଣିଛୁ, ପ୍ରଭୁ କଣ କଷ୍ଟ ପାଉଛନ୍ତି ତତେ କହୁଥିଲେ, ଶଳା ତମଭଳି ପାଖଣ୍ଡି ମାନେ କିଛି କାମ ଧନ୍ଦା ନକରି ଏମିତି ଗପ ଗପି ସମାଜ କୁ.... ମାରୁଛ.
    ହଇରେ ମୂର୍ଖ ସୃଷ୍ଟି ର କର୍ତ୍ତା ସବୁ କରୁଛନ୍ତି, ସଂସାର ର ସନ୍ତୁଳନ ପାଇଁ ମହାପ୍ରଭୁ ସବୁ ଗଢ଼ିଛନ୍ତି ଆଉ ପରିଚାଳନା ବି କରୁଛନ୍ତି, ତମଭଳି ମହା ମୂର୍ଖ ଗୁଡ଼ାଙ୍କୁ ହତ୍ୟା କରିବା କଥା

  • @amarnayak5375
    @amarnayak5375 Před 2 lety +2

    Nira baba apanaku koti koti pranam,
    JAYA JAGANNATH
    👏👏👏👏👏👏👏👏

  • @anupamanayak8568
    @anupamanayak8568 Před 3 lety +3

    Babanku koti koti Pranam .Jay Jagannath Jay Panchasakha .

  • @sarojparida2551
    @sarojparida2551 Před 3 lety +12

    ବାବା ଙ୍କୁ ପ୍ରଣାମ

  • @narayanabag8462
    @narayanabag8462 Před 2 lety +1

    ମାନବ ଧରମ ଭୁଲିଛି ମାନବ କରିଛି ପଶୁକୁ ଗତି,ହିଂସା ନୀତିରେ ମାରଣ ନୀତିରେ ପଶୁନୁ ଗଲାଣି ଜିତି।

  • @trilochandash4703
    @trilochandash4703 Před 3 lety +2

    Baba nku request aauthare tanka saha vetibapain🙏bahut bhalalahuchhi jay panchasakha

  • @madhusmitapradhan5873
    @madhusmitapradhan5873 Před 2 lety +3

    Maa sarala 🙏🙏🙏

  • @Radheshyam-ux9jq
    @Radheshyam-ux9jq Před 3 lety +2

    Baba nk malika katha bahut bhala lagila 🙏 pura thik katha kahuchhanti .... Dandabat pranaaama babanku 🙏🌹🙏

  • @rakeshmahuri489
    @rakeshmahuri489 Před 3 lety +1

    ନିର ବାବା ଆପଣଙ୍କ ପାଦ ତଳେ ଏ ଆକିଞ୍ଚନ ର ପ୍ରଣାମ 🙏🙏🙏

  • @nvbhabanisankardhal9167
    @nvbhabanisankardhal9167 Před 3 lety +11

    Jay Jagannath 🙏 Jay Panchasakha 🙏🔱

    • @damayantimalla4720
      @damayantimalla4720 Před 3 lety

      Jay pravu charama natha satya vai apana puni jai nira babanku vetantu dayakariki

  • @akshaymallik4212
    @akshaymallik4212 Před 3 lety +4

    ଧନ୍ୟ ତୁମେ ନିର ବାବା, ଧନ୍ୟ ତୁମ ସାଧନା । ଜୟ ପଞ୍ଚ ସଖା ।

  • @debasishpanda3006
    @debasishpanda3006 Před 3 lety +2

    ଜୟ ଜଗନ୍ନାଥ 🙏ଜୟ ପଞ୍ଚସଖା🙏

  • @smitamohanty914
    @smitamohanty914 Před 3 lety +2

    Gote doubt baba.... Ete desha mohadesha rahichhi kintu sabu ama odisha re kn pain haba?????? Au sabu desha rajya re kn ki6i kshyati habani.... Kuhantu dayakari baba 🙏🙏🙏🙏🙏jay jagannatha jagannatha 🙏jay kalki

    • @sunilbhola4843
      @sunilbhola4843 Před 3 lety +1

      ସାରା ବିଶ୍ୱପାଇଁ ମହାପୁରୁଷ ଲେଖିଛନ୍ତି, କେବଳ ଓଡିଶା ପାଇଁ ନୁହେଁ। ସମୟ ଆସିଯାଇଛି ନିଷ୍ଠାପ୍ରଭାବେ ଭଗବାନଙ୍କ ପଦପଦ୍ମରେ ନିଜକୁ ଆଶ୍ରିତ କରିବାପାଇଁ। ଜୟ ଶ୍ରୀ ମାଧ🙏🙏🙏

    • @user-ge1yk6il3x
      @user-ge1yk6il3x Před 3 lety

      ସ୍ୱୟଂ ନାରାୟଣ ପରା ଆମ ପୁରୀ ଶ୍ରୀ ମନ୍ଦିରରେ ରହୁଛନ୍ତି,, ଜାଣି ପାରୁନ ବୋଧହୁଏ,,ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 😢😢🙏🙏

  • @artcraftmusic
    @artcraftmusic Před 3 lety +5

    superb explanation ......we need this babas full views......he does have a lot explanation.....lets connect him......make a full episode of him.....great presentation.........

  • @narayandalai9799
    @narayandalai9799 Před 3 lety +3

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @narayandalai9799
    @narayandalai9799 Před 3 lety +2

    ହେ🍀 ମିଡିଆ☘️ ଭାଇ🌺 ଦୟାକରି 🌺କମେଟ୍ 🌻କେହି🌻 ଅପମାନ ☘️🌺କଲେ 🌺🌴ଦେହକୁ🌴🌺 ନେବେ ☘️ନାହିଁ🌺🌴🌳🌻🍀☘️🌲

    • @sankarmallik4234
      @sankarmallik4234 Před 3 lety

      ଏ ନିର ପାତ୍ର ,ଘର,,ବାରିମୂଳ. (ସାରଥି ଭଣ୍ଡ ବାବା ର ଆଶ୍ରମ ଗାଁ) ଏଜଣେ ୨ୟ ସାରଥି, ଯଦ ପମାଣ ଚାହାନ୍ତି. କଲ..୮୨୪ ୯୯୧ ୦୯୭୬

  • @urmilasahoo5807
    @urmilasahoo5807 Před 3 lety +1

    Baba 👏Jay Jagannath 2 Jay achutya👏👏Baba.Bahut bhalalagila VDO🙏Plz Au thare Baba nku Apan dekhakarantu Satya bhai🙏🙏🙏

  • @ranendradash1258
    @ranendradash1258 Před 3 lety +3

    ଧନ୍ୟବାଦ ନିର ବାବା ଙ୍କୁ

  • @rameshsahoo2725
    @rameshsahoo2725 Před 3 lety +3

    ସତ୍ୟ ବାବୁ ଏଭଳି ମିଥ୍ଯା ଓ ଅନ୍ଧବିଶ୍ୱାସ ପ୍ରଚାର ବନ୍ଦ ହେଉ।

  • @arunkumarbhuyan4595
    @arunkumarbhuyan4595 Před 2 lety +2

    Very good the intelligency and mysterious prediction of Nora Baba.
    Namaskar Nira Baba *

  • @TeamOdisha143
    @TeamOdisha143 Před 2 lety +1

    ମାଳିକା କଣ ଠାକୁରଙ୍କୁ ଆମେ ପାଇଛୁ

  • @debasisacharya4207
    @debasisacharya4207 Před 3 lety +3

    Jay Jagannath 🙏

  • @sarojinijena4751
    @sarojinijena4751 Před 3 lety +7

    ପୁରା ଠିକ କଥା ଜଣାଇଥିବାରୁ ଧନ୍ୟବାଦ

  • @niranjannanda445
    @niranjannanda445 Před 3 lety +2

    Prabhu ki Lila Pravu hi jane Pravu ki Jai Ho Jay SRI Ram.