Will CM Mohan Majhi give consent for CBI probe into Naba Das murder case? || Satyapatha

Sdílet
Vložit
  • čas přidán 15. 06. 2024
  • Will CM Mohan Majhi give consent for CBI probe into Naba Das murder case? || Satyapatha
    #satyapatha #nabadas #mohanmajhi #naveenpatnaik #cbi #fbi #jharsuguda #deepalidas #odishapolitics #bjd #bjpodisha
    Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
    For Latest Updates Follow us:
    Web: www.satyapatha.com/
    CZcams: / @satyapatha
    Facebook: / satyapatha.in
    Instagram: / satyapatha.media
    Twitter(X): / satyapathalive

Komentáře • 190

  • @jchoudhury274
    @jchoudhury274 Před 10 dny +33

    ନବ ଦାସ ମମିତl ପରୀ itisri ମାହାଙ୍ଗା ACF କେସ ରେ CBI ତଦନ୍ତ କଲେ ଓଡ଼ିଶା ବାସୀ ଙ୍କୁ ନ୍ୟାୟ ମିଳିବ ଜୟ ଜଗନ୍ନାଥ

  • @pitambarchoudhury5967
    @pitambarchoudhury5967 Před 10 dny +20

    ମାନ୍ୟବର ଲଗାନ୍ତୁ ସିଏମ ଙ୍କୁ ସନମାନ ଦିଅନ୍ତୁ

  • @prasantamohapatra7767
    @prasantamohapatra7767 Před 10 dny +47

    ସତ୍ୟବାବୁ, ନବୀନଙ୍କ ନାମ ନେଲାବେଳେ ଆପଣ ମାନ୍ୟବର କହୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନାମ ନେଲାବେଳେ ମୋହନ ଚରଣ ମାଝୀ ବାରମ୍ବାର କହୁଛନ୍ତି l ଆପଣ ମୋହନ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ଉପରେ ଖୁସି ନାହାନ୍ତି, ନହୁଅନ୍ତୁ କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ମାନ୍ୟବର l ଆପଣ ମାନନ୍ତୁ କି ନମାନନ୍ତୁ ଓଡିଶାବାସୀଙ୍କର ଯାଏଆସେ ନାହିଁ l

  • @dolagobindasahoo9267
    @dolagobindasahoo9267 Před 10 dny +11

    ହତ୍ୟାର ଶିକାର ହୋଇଥିବା ମନ୍ତ୍ରୀଙ୍କ ପରିବାର ଲୋକ ଚାହୁଁ ନାହାନ୍ତି ଏହାର cbi ତଦନ୍ତ ହଉ ।ସରକାର କାହିଁକି ଉପରେ ପଡ଼ି ଫୋପଡ଼ ଖାଇବାକୁ ଚେଷ୍ଟା କରୁଛନ୍ତି ?
    ଅନ୍ୟ ପକ୍ଷରେ Acp ସୌମ୍ୟରଞ୍ଜନ ଆତ୍ମହତ୍ୟା ଘଟଣା,ଛୋଟ ଝିଅ ପରି ହତ୍ୟା ଘଟଣା ଓ ଛୋଟ ପୁଅ ପିହୁର ନିଖୋଜ ଘଟଣାର cbi ତଦନ୍ତ ହବା ଆବଶ୍ୟକ କାରଣ ଏହି ତିନି ପରିବାର ଚାହୁଁଛନ୍ତି cbi ତଦନ୍ତ ହେଲେ ତାଙ୍କୁ ଉଚିତ୍ ନ୍ୟାୟ ମିଳିବ ।

    • @user-go9hq3jv2k
      @user-go9hq3jv2k Před 10 dny

      Saumya ranjan atmahatya au saumya mahapatra murder case ra file reopen heba katha

  • @trilochanpatnaik6321
    @trilochanpatnaik6321 Před 10 dny +76

    କ୍ଷମା କରିବେ ସତ୍ୟପ୍ରକାଶ ବାବୁ double ingine ସରକାର ର ମୁଖ୍ୟମନ୍ତ୍ରୀ କଣ ମାନ୍ୟବର ହେବାକୁ ଯୋଗ୍ୟ ନୁହନ୍ତି କି? ନବୀନ ବାବୁଙ୍କ ଆଗ ପଛ ଓ ମଝିରେ ତିନିଥର ମାନ୍ୟବର ଲାଗୁଥିଲା ତ।

    • @alekhakumarsahu7529
      @alekhakumarsahu7529 Před 10 dny +2

      Our honourable CM will definitely enjoy sleepless nights if investigation is made. Half of bigger shots will will be in jail. There will be vacancy of one or two lakhs.

    • @saratpaik3654
      @saratpaik3654 Před 10 dny +4

      ଆପଣ ଠିକ କହିଲେ ଓଡ଼ିଶାରେ ST ମାନଙ୍କ ସନମାନ ନାହିଁ

    • @user-ry6wy8no4m
      @user-ry6wy8no4m Před 10 dny +2

      ଠିକ କହିଛନ୍ତି

    • @sundargarhsng9463
      @sundargarhsng9463 Před 10 dny

      😅

    • @ramakantapanda6476
      @ramakantapanda6476 Před 9 dny

      Right

  • @kalandimurmu3303
    @kalandimurmu3303 Před 10 dny +18

    ନବୀନ ପଟ୍ଟନାୟକ ex, Mohan majhi is manyabar.ଭାଷାରୁ ଜଣା ଯାଉଛି ଆପଣ ନବୀନ ସରକାରଙ୍କ ପକ୍ଷପାତିତା ଅଟନ୍ତି

  • @roshnimohapatra2797
    @roshnimohapatra2797 Před 10 dny +3

    ସବୁ ଆରମ୍ଭ ର ଶେଷ ପରି ଦୁଦ୍ଦାନ୍ତ ବିଜେଡି
    ଦଳ ର ଶେଷ ହେଇଯାଇଛି ନବୀନ୍ ବାବୁ ଗୋଟିଏ ଦୁଷ୍ଟ ଅମଣିଷ ତାମିଲ ଲୋକ ସହ ସମ୍ପର୍କ
    ରଖି ନିଜର ଭାବମୂର୍ତ୍ତି କୁ କଳୁଷିତ କରି କଣ ପାଇଲେ....?ପାଣ୍ଡିଆନ୍ କୁ ଜେଲଦଣ୍ଡ ରେ ଦଣ୍ଡିତ କରାଯିବ ......

  • @ramratan3907
    @ramratan3907 Před 10 dny +17

    Public demand CBI investigation only

  • @kalandinayak463
    @kalandinayak463 Před 10 dny +7

    CBi inquiry must required.

  • @gagankumargiri7293
    @gagankumargiri7293 Před 10 dny +11

    First corruption in government recruitment Exam ra cbi investigation hou

  • @samarmohapatra-jr3ne
    @samarmohapatra-jr3ne Před 10 dny +2

    ନବୀନ ବାବୁ ଙ୍କ ନାମ ଆଗରୁ ମାନ୍ୟବର ଉଠି ପୂର୍ବତନ ମୁଖ୍ୟମନ୍ତ୍ରୀ ସମସ୍ତ ଗଣମାଧ୍ୟମ କହିବା ଉଚିତ , ମୁଖ୍ୟମନ୍ତ୍ରୀ ଆସନ କୁ ସମସ୍ତେ ସମ୍ମାନ ଦିଅନ୍ତୁ

  • @ommvisual3747
    @ommvisual3747 Před 10 dny +9

    ସତ୍ୟ ବାବୁ ପ୍ରଥମ କଥା ହେଲା ମୁଁ କୈାଣସି ଦଳର ସଂପୃକ୍ତ ନାହିଁ କିନ୍ତୁ ଆପଣ ନବୀନ ପଟ୍ଟନାୟକଙ୍କ ନାମ ଧରିବା ଆଗରୁ କାହିଁକି ମାନ୍ୟବର ଲଗାଇ ବାର୍ତ୍ତା ଦେଉଥିବା ବେଳେ ଆମର ମୂଖ୍ୟମନ୍ତ୍ରୀ ପାଇଁ ସେଇ ମାନ୍ୟବର ଲଗାଉ ନାହାଁନ୍ତି ତମେ କଣ ଓଡ଼ିଶାରେ ନୂଆ ମୂଖ୍ୟମନ୍ତ୍ରୀକୁ ସନ୍ମାନ ସିଖିନ ନା ପସନ୍ଦ କରୁନ ଯଦି ଅଭ୍ୟାସ ତ ଠିକ୍ ଅଛି ନ ହେଲେ ତମେ ଗୋଟେ ଭଲ ଲୋକ ନାହିଁ ତମ chennal କୁ unsubscribe କରି ବାହାରି ଯିବା ଭଲ ହେବ

  • @akshayakumarnayak3480
    @akshayakumarnayak3480 Před 10 dny +1

    Arun bothra is a good story teller should be awarded by sahitya akademi

  • @user-tl5vu1xo7n
    @user-tl5vu1xo7n Před 9 dny

    ସତ୍ୟପାଠ ରେ ସଂପୂର୍ଣ୍ଣ ସତ୍ୟ ପ୍ରକାଶ ପାଇଁ ଅଶେଷ ଧନ୍ୟବାଦ

  • @AmitKumar-ny4zr
    @AmitKumar-ny4zr Před 10 dny +1

    ଆପଣ ଙ୍କୁ ଧନ୍ୟବାଦ ନିରପେକ୍ଷ ହବା କୁ

  • @kailashchandramohanty4776

    ସତ୍ୟବାବୁ ଓ ସତ୍ୟ ପାଠ କୁ ଅନେକ ଅନେକ ଶୁଭେଚ୍ଛା l ସମ୍ପ୍ରତି ସାମାଜିକ ଗଣମାଧ୍ୟମ ହେଉ କି ଛପା ଗଣମାଧ୍ୟମ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ ମାନେ ଖବର ପ୍ରସାରଣ କ୍ଷେତ୍ରରେ ନିର ପେକ୍ଷତା ଅବଲମ୍ୱନ କରୁନଥିବା ମନ ହୁଏ l ଆଶା କରେ ସତ୍ୟପାଠ ଏହାର ବ୍ୟତିକ୍ରମ ଭାବେ ଉଭା ହେବ l କେବଳ ନିଛକ ସତ୍ୟ ପ୍ରକାଶ ରେ ବ୍ରତୀ ହେବ l

  • @dr.ramakantasa1048
    @dr.ramakantasa1048 Před 9 dny +3

    ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ (ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ) ସମ୍ମାନ ଦେବା ଶିଖନ୍ତୁ । ଚାଟୁକାରିତାରୁ ଦୁରେଇ ରହି ନିଷ୍ପକ୍ଷ ବାର୍ତ୍ତା ପ୍ରସାରଣରେ ଧ୍ୟାନ ଦେବା ଆବଶ୍ୟକ ।

  • @dhirenmovies6771
    @dhirenmovies6771 Před 10 dny +3

    ମାନ୍ୟବର , ସତ୍ୟ ବାବୁ ଆପଣଙ୍କର କଥା ବାର୍ତ୍ତା ଏବେ ଠିକ୍ ରହୁନି।

  • @dillipkumarswain5649
    @dillipkumarswain5649 Před 10 dny +1

    We want CBI investigation on Naba Das murreder case.

  • @sukumarrana9091
    @sukumarrana9091 Před 10 dny +1

    Excellent presentation! Thanks a lot.

  • @bishnuprasannapal
    @bishnuprasannapal Před 10 dny +1

    ସତ୍ଯ ବାବୁ ମୁଁ ଆପଣଙ୍କୁ ଅନ୍ୟ ଏକ ପ୍ରସଙ୍ଗ ରେ ସମାଲୋଚନା କରିଥିଲି।
    ଆଜି କିନ୍ତୁ ପ୍ରଶଂସା କରୁଛି।
    ଅତି ସୁନ୍ଦର ନୀର୍ଭିକ ସତ୍ଯ ର ଉପସ୍ଥାପନା।

  • @sudarsansethi4920
    @sudarsansethi4920 Před 8 dny

    CBI Inquiry must Required

  • @prafullasahoo1199
    @prafullasahoo1199 Před 4 dny

    Immediate.Truth should
    Come to Light.

  • @kalandimurmu3303
    @kalandimurmu3303 Před 10 dny +21

    ନବ ଦାସ ଙ୍କ ସିବିଆଇ ତଦନ୍ତ ହେବା ଦରକାର। କିନ୍ତୁ ଏହା ନବୀନ୍ ସରକାର ସମୟରୁ ଆରମ୍ଭ ହେଇଥିଲେ ଭଲ ହୋଇଥାଆନ୍ତା

  • @ParabirPanda-to3rh
    @ParabirPanda-to3rh Před 10 dny +4

    We do want corruption cases be looked into first,then others

  • @purusottammohanta5662
    @purusottammohanta5662 Před 10 dny +1

    Very good 👍

  • @dillipkumarmohanty268

    VERY GOOD

  • @FunnyChowChow-jg1ps
    @FunnyChowChow-jg1ps Před 9 dny

    Great

  • @paleisgroup4886
    @paleisgroup4886 Před 10 dny

    Meaningful......❤

  • @suvashreeray5494
    @suvashreeray5494 Před 9 dny

    Full truth.

  • @bijaykhuntia868
    @bijaykhuntia868 Před 10 dny

    His duty...& Public demand...

  • @GaganDhal-gg1lx
    @GaganDhal-gg1lx Před 9 dny

    If u came,Do your duty...CBI.

  • @BibhuduttaBiswal
    @BibhuduttaBiswal Před 9 dny

    Bandhu tamaku dhanyabad

  • @CreationOdia1234
    @CreationOdia1234 Před 10 dny +1

    ଗୋପାଳ ଦାସ ସତରେ ପାଗଳ ନା ଅଭିନୟ ରେ ପାଗଳ Test କରି ତୁରନ୍ତ ଦଣ୍ଡ ଦିଆ ଯାଉ

  • @fullmastientertainmentworl6584

    Request to hon'able cm sir
    Pls reopened the all murder and missing case

  • @pradiptamohanty1364
    @pradiptamohanty1364 Před 10 dny +2

    Odisha re jete sabu murder hoichhi bjd govt thiba samaya re..
    Kounasi ti case ra result zero boli odisha basi abagata....
    Se sabu case gudik reopen heba darakar CBI investigation dwara....
    Eha pachhare sure sadajantra hoichhi....

  • @abinashjena6846
    @abinashjena6846 Před 10 dny

    Good news

  • @bipracharanjena2736
    @bipracharanjena2736 Před 10 dny +2

    CBI should enquire into matters withim a stipulated time

  • @sanjayasundaray8839
    @sanjayasundaray8839 Před 10 dny

    Very good decision

  • @abinashjena6846
    @abinashjena6846 Před 10 dny

    Good

  • @arjunpurohit6499
    @arjunpurohit6499 Před 10 dny

    CBI should investigate Mamata Meher /Gobinda Sahu case as well.

  • @santoshkumarmishra2620

    ନବଦାସଙ୍କ ପରିବାର CBI ତଦନ୍ତ ଚାହଁୁ ନାହାନ୍ତି. ଫାଲତୁ ଲୋକମାନଙ୍କର କାହିଁଙ୍କି - ଫାଟୁଛି ଆମେ ଜାଣାପାରୁନୁ. ପରୀ ପିହୁ ମମିତା ବେବିନା ଇତିଶ୍ରୀ ପରିବାର ବାରମ୍ବାର CBI ତଦନ୍ତ ପାଇଁ ଦାବୀ କରିଆସୁଥିଲେ ତାଙ୍କ କଥା ଶୁଣାଯାଉ ନାହିଁ. ଏହା ସ୍ବଛ ଶାସନର ନମୂନା.

  • @Business-inodia
    @Business-inodia Před 10 dny +1

    This is very right step taken by BJP Govt.in Odisha.

  • @souravmishra2048
    @souravmishra2048 Před 10 dny +1

    Bhai ate bada sanstha karicha at least bhala mic te use kara EarPods re karucha voice clear asuni

  • @user-wj3lf4xi7n
    @user-wj3lf4xi7n Před 10 dny +1

    This is the reason for the investigation of C B I investigation.

  • @umeshchandrapan4550
    @umeshchandrapan4550 Před 10 dny

    Very good sir,

  • @bichitrakumarnayak4659

    CBI tadanta kara jau .. nhele asami dhara padibeni.. mohan sir nku request je emiti kete case achhi apana taku sathik tadanta pain cbi nku handle karanti sir.. apana pura hero hoi jibe

  • @user-jx2hj4wc2v
    @user-jx2hj4wc2v Před 10 dny

    Karun sir nice

  • @sunilpatnaik5118
    @sunilpatnaik5118 Před 10 dny

    Jau bhala haba... CBI investigation bhala hau

  • @JinagaSombabu-gn5wt
    @JinagaSombabu-gn5wt Před 10 dny

    CBI ENQUIRY RIGHT

  • @basantanayak8390
    @basantanayak8390 Před 9 dny

    CBI ହାତକୁ କେସ ଗଲା ପରେ ଡିପ ଫ୍ରିଜର ରେ ରହିଲା ବୋଲି ଜାଣି ନିଅ.... ଷ୍ଟାମ୍ପ ପେପର ରେ ଲେଖି ଦେବି ଯଦି କହିବ 🙏

  • @user-mj3hl3zz8u
    @user-mj3hl3zz8u Před 10 dny

    Right

  • @jyotismanojha8057
    @jyotismanojha8057 Před 9 dny

    ଭାଷଣବହୁତ ଲମ୍ବା ହେଉଛି

  • @trilochanpatnaik6321
    @trilochanpatnaik6321 Před 10 dny +2

    ବୋଥ୍ରା is well convercent about murder of NABA Das but it is doubt he helped the then government.

  • @user-ew4ij1sj6v
    @user-ew4ij1sj6v Před 10 dny +1

    Yes

  • @rnk6817
    @rnk6817 Před 10 dny

    Now all be dragged ..even naveen also..respected CM to take stong action..to open all corruption

  • @satishchandrabehera7291

    ମାନ୍ୟବର ଶବ୍ଦ କ'ଣ ସତ୍ୟପାଠ ରୁ ଉଠିଗଲା କି?

  • @gobindachandrajena4560
    @gobindachandrajena4560 Před 10 dny +1

    Jharsuguda prasasan ku first tadanta parisara vukta kara jau tk se time r adhikari nku

  • @parameswarpatra3209
    @parameswarpatra3209 Před 9 dny

    Jiba darkar nabank file

  • @Mukul-999
    @Mukul-999 Před 10 dny +1

    ଭାଇ ମାନେ ମନେରଖ BJD ବାଲା ଲୋକଙ୍କ ଭିତରୁ ଗୋଟିଏ ହୋଇଥାଇ 😮

  • @satyabratapanda4824
    @satyabratapanda4824 Před 10 dny

    Satya sir paralakhemundi forest officer death katha tike sarakarnkara najar ku anantu.

  • @bidyadharsamantaray2948

    ସମ୍ପୂର୍ଣ ଭାବରେ ଆଶା କରିକି ବସିଛୁ ଅପେକ୍ଷା କରିବୁ ବିଜେପି ସରକାର କଣ କରୁଛି

  • @anadicharanojha5736
    @anadicharanojha5736 Před 10 dny

    It Should be enquired by BJP Government. Satyamev Jayate.

  • @shankardmishra121
    @shankardmishra121 Před 8 dny

    Sir ଆପଣ ଆଶୁତୋଷ ଙ୍କ Hindi CZcams channel କୁ ଦେଇଥିବା interview ରେ ଦେଇଥିବା preelection opinion on the results କାହିଁକି ଭୁଲ ହେଲା?

  • @nagendrapattnaik2860
    @nagendrapattnaik2860 Před 10 dny

    Neet scam should be given priority is the today's call

  • @pnathlon9240
    @pnathlon9240 Před 9 dny

    Cbi inquary heo

  • @aprameya6623
    @aprameya6623 Před 10 dny

    CBI inquiry heba uchith

  • @NayakRamakanta-uj8kf
    @NayakRamakanta-uj8kf Před 9 dny

    ସବୁ କେଶ ର ପର୍ଦାଫାଶ କରାଯାଉ

  • @PrasantaMohapatra-yg8fo

    ନବ ଦାସ୍ କେବଳ ଜଣେ କାହାର ବାପା,ବା ସ୍ୱାମୀ,ଭାଇ ନ ଥିଲେ.....ସେ ଓଡ଼ିଶାର ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ,ତାଙ୍କ ହତ୍ୟା ନିଶ୍ଚିତ ଏକ ରାଜନୈତିକ ହତ୍ୟାକାଣ୍ଡ.....
    ଏହାର ତଦନ୍ତ CBI ଦ୍ୱାରା ହେବା ଜରୁରୀ।

  • @gajendrabharasagar7704

    Tadanta hebar darkar sir na hele aasanta time re sameste guli khaibe

  • @somanatha5657
    @somanatha5657 Před 10 dny +1

    Administration has done the murder of Naba Das as Gopal Das was the part of Adminstration. It is very clear Pandian has done this by help of Kutte. As only one minister who was against of Pandian. Naba Das has offended Pandian several time whose revenge he had taken trough Kutte

  • @ramakantabehera4856
    @ramakantabehera4856 Před 10 dny

    Sure dhara padijiba Naba das morder case CBI sure success heba

  • @debiprasadrath5247
    @debiprasadrath5247 Před 10 dny

    namita pari case cbi ka dia jau

  • @skvision606
    @skvision606 Před 5 dny

    ମେହେର ହତ୍ୟା କେଁକାରୀ ମଧ୍ୟ୍ୟ ସିବିଆଇ କୁ ଦିଆଯାଉ !!!!! ସବୁ ଧରା ପଡିବେ !!!!!

  • @arjunpradhan5615
    @arjunpradhan5615 Před 10 dny

    ସତ୍ୟ ବାବୁ ନବ ଦାସ୍ ହତ୍ୟା ପୁରୁଣା ହୋଇ ଗଲାଣି ବର୍ତ୍ତମାନ ନୂଆ ସରକାରଙ୍କୁ କାହିଁକି ଉସ୍କାଉ ଛନ୍ତି।ନୂଆ ସରକାର ଙ୍କୁ ହଇରାଣ କରିବାକୁ ଚାହୁଁ ଛନ୍ତି କି।

  • @padmanrana6923
    @padmanrana6923 Před 10 dny

    CBI ଦ୍ୱାରା ଯାଞ୍ଚ କରାଇଦେଲେ ସରକାର ସଫଲତା ହୋଇଯିବେ .....????

  • @basantapalei9278
    @basantapalei9278 Před 8 dny

    Pari case bi CBI ku diajau

  • @Ajitpanda2739
    @Ajitpanda2739 Před 10 dny

    ଗୁଳି କୁଆଡେ ଗଲା କ୍ରାଇମ ବ୍ରାଞ୍ଚ କୁ ଗୁଳି କାହିଁକି ମିଳିଲା ନାହିଁ

  • @shinquanone8714
    @shinquanone8714 Před 10 dny

    ସେଥିରେ ମୁଣ୍ଡ ପୁରା ଅ ନି। ଅନ୍ୟ developmental କାମ ରେ ଧ୍ୟାନ ଦିଅନ୍ତୁ।

  • @pruthvirajbalabanta6268

    It is suspected BJD killed Naba Das, CBI inquiry necessary, her daughter made immediately BJD MLA to make family happy and forget the murder case, no CBI inquiry demand from his family nor BJD demands for it

  • @roadpattiroster
    @roadpattiroster Před 7 dny

    ପ୍ରଥମେ ମାନ୍ୟବର ଲଗାନ୍ତୁ ଲlଗୁଛି ଏ ଚେନାଲ BJD ଚେନାଲ୍ 😮😮

  • @user-co8kp4tj6c
    @user-co8kp4tj6c Před 10 dny

    ସରକାର ରେ ଥିବା ଜଣେ ମନ୍ତ୍ରୀଙ୍କୁ ସରକାରୀ ଲୋକ, ସରକାରୀ ବନ୍ଧୁକ ଗୁଳିରେ ହତ୍ୟା କଲେ, ନବ ଦାସ ପରିବାର ଗୋଟିଏ MLA ପଦ ପାଇ ଖୁସି ଓ ନିରବ, ଆପଣ ଅତି ରଂଜିତ କରି ପରି ବେଷଣ କରୁଛନ୍ତି।

  • @jubarajshi2025
    @jubarajshi2025 Před 10 dny

    ଲାଗୁଛି ସତ୍ୟପ୍ରକାଶ ବାବୁ ଏଥିରେ 5t ର ହାତ ରହିଥିବ

  • @sushilnanda6868
    @sushilnanda6868 Před 9 dny

    Sj Mohan charan Majhi kuhantu .samman dei sambad prochar karantu.

  • @narendrakpalai3995
    @narendrakpalai3995 Před 9 dny

    I am sure that No fruitful result will be come out on CBI inquiry, only politicalise the matter and highlighting the issue by so called Mr Satya Babu to blame the ex government.

  • @bijayashankartripathy8748

    Please come to the point with out lengthy introduction.

  • @mukeshdas6816
    @mukeshdas6816 Před 10 dny

    Khali Bada Bada Gapile habani Action neiki Punish daba darkar

  • @sushilnanda6868
    @sushilnanda6868 Před 9 dny

    Ab ayega asli khel ka maja.😅😅😅😅

  • @nabinbeura3225
    @nabinbeura3225 Před 10 dny

    ବିସ୍ମରଣ ଆସିଥିବା ଅଚଳତା ଆସିଥିବା ନବୀନ ବାବୁ ସଭାରେ କହିଲେ, ସଭ୍ୟମାନେ ବୁଝିଗଲେ. ଭଲ ତ. ସଭ୍ୟ, ସଭା ଓ ସଭାପତି ସବୁ ଏକାକାର.

  • @pnathlon9240
    @pnathlon9240 Před 9 dny

    Sp and collector is dosi

  • @rajkishoresamal969
    @rajkishoresamal969 Před 10 dny

    Prathama byabahara Hara sikhiki asantu tapare kaheba

  • @budhadevpanda467
    @budhadevpanda467 Před 10 dny

    ରାଜନୈତିକ ହତ୍ୟାକାଣ୍ଡ ପଛରେ ଯୋଉ ମାନେ ଅଛନ୍ତି ସମସ୍ତେ ଜାଣନ୍ତି
    ଚୌକି ଲୋଭ ପାଇଁ ସଭିଁଏ ଚୁପ୍

  • @biranchinarayanmishra160

    Naba Das paribarteMamita Meher hatyara CBI enquary heu

  • @user-dc5oj3nw3b
    @user-dc5oj3nw3b Před 9 dny

    Yes momita meher morder case ku b

  • @user-hj1yl6ch2h
    @user-hj1yl6ch2h Před 10 dny

    Eha hele nua Sarkar nk bada padakhyap heba.

  • @RabindraKumarbiswal-ds3mk

    Do something for farmers...do something for unemployed youths.dont make only jumlas

  • @laxmankisku9671
    @laxmankisku9671 Před 10 dny

    CBI ku nihati jiba darakar...

  • @user-fq5gb9ep9e
    @user-fq5gb9ep9e Před 6 dny

    ନା ଆଉ B J P ଦଳ ଏ ତେ ଦିନ ପରେ ତାଙ୍କ ହାତକୁ ସାସନ ଭାର ଆସିଛି B J D ଦଳ ର ଅନ୍ୟା ଚାରି ନେତାଙ୍କୁ କେବେ ବି ଛାଡି ବେ ନାହଁ,ତାଙ୍କୁ ଦୟା କଲେ ଭଗବାନ୍ କେବେ କ୍ଷମା ଦେବେ ନାହଁ ।

  • @user-qq2xg3yh4b
    @user-qq2xg3yh4b Před 9 dny

    Cbi tadanta turanta hayba darakar odisha rajakoshra tanka khaithiba tankara tadanta hayba darakara

  • @arabindamohanty835
    @arabindamohanty835 Před 10 dny

    Sir
    Ageyn. Pari. Pehu.
    Nameta. Ku. Kaybay
    Neaya meleba. 🙏🙏🙏🙏🙏🙏🙏🙏🙏🙏