KN GHATILA ASTAMA BHAKTA MELI RE || DEKHANTU AHI VEDIO RE ll

Sdílet
Vložit
  • čas přidán 16. 05. 2024
  • Kn ghatila astama bhakta meli re // dekhantu Aji vedio re // #2024 #bhaktameli #olasunimatha #astamabhaktamel #olasunigumpha #mahapurusaarakhitadas
    #bhaktidebananda #bhagabatabani #nagabastamaa banadurga #bhaktidebananda
    Support Bhakti Debananda CZcams Channel
    like
    share
    subscribe

Komentáře • 17

  • @biswabhusanrath2814
    @biswabhusanrath2814 Před měsícem

    Jay Jagannath. 🙏

  • @dasarathadash8065
    @dasarathadash8065 Před 2 měsíci +3

    Jay jagannath

  • @Bhakti-Gitanjali
    @Bhakti-Gitanjali Před 2 měsíci +2

    ଜୟ ଜଗନ୍ନାଥ, ସନ୍ଥ, ସାଧୁ, ଜ୍ଞାନୀ , ପଣ୍ଡିତ , ତଥା ଦିବ୍ୟ ଅନୁଭୂତି ଓ ଶକ୍ତି ପାଇ ଥିବା ମା ମାନଙ୍କୁ ମଧ୍ୟ ମୋର ଭକ୍ତି ର ସହ ପ୍ରଣାମ । ବହୁତ୍ ସୁନ୍ଦର୍ ବକ୍ତବ୍ୟ ପ୍ରଦାନ କଲେ ମା ଶକ୍ତି ସ୍ୱରୁପିଣି ନର ଦେହ ଧାରୀ ଦୁର୍ଗା ଦେବୀ । ସମାଜ ର ମଙ୍ଗଳ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ଅଶେଷ ଅନନ୍ତ ଲୀଳା । " ଜନ ସେବା ହିଁ ଇଶ୍ଵର ସେବା ଓ ଇଶ୍ଵର ପ୍ରାପ୍ତି ର ସର୍ବତ୍କୃଷ୍ଣ ପନ୍ଥା " । ସମାଜ ର ହିତ ନିମନ୍ତେ ସେ କେତେ ପ୍ରକାର ର ଲୀଳା କରୁଛନ୍ତି ଏ କଥା କେବଳ ଆଧ୍ୟାତ୍ମିକ ଶ୍ରେଣୀ ର ମାନବ ଗଣ ବୁଝି ଛନ୍ତି ଏବଂ ଯେଉଁ ମାନେ ଉପକୃତ ହେଉଛନ୍ତି ସେମାନେ ଜାଣିଛନ୍ତି । କିନ୍ତୁ ଅଜ୍ଞାନୀ, ଅଧର୍ମ, କୁସଂସ୍କାରୀ ମାନବ ଗଣ ଦୈବୀ ଶକ୍ତି ର ମାହାତ୍ମ୍ୟ ବୁଝିବେ ବା କିପରି ? ଆପଣ ଆପଣଙ୍କ କର୍ତ୍ତବ୍ୟ କରି ଚାଲନ୍ତୁ ଏବଂ ସାଧୁ ସନ୍ଥ ଗଣ ମଧ୍ୟ ସାଧୁତା ମେଳି କରି ଚାଲନ୍ତୁ । ନିଜ କର୍ତ୍ତବ୍ୟ କର୍ମରେ ଅବହେଳା କରନ୍ତୁ ନାହିଁ । ଯୁଗେ ୟୁଗେ ଦୈତ୍ୟ, ଦାନବ, ଦେବ, ଗନ୍ଧର୍ବ , କିନ୍ନର , ପିଶାଚ ତଥା ମାନବ ଙ୍କ ମଧ୍ୟରେ ଲୀଳା ରହି ଆସି ଅଛି । ଏଣୁ କଳି ଯୁଗେ ମଧ୍ୟ ରହିବ। ଯୁଗ ପରିବର୍ତ୍ତନ ହେବାକୁ ଯାଉ ଅଛି ତେଣୁ ଦେବତାଙ୍କ କର୍ତ୍ତବ୍ୟ ଦେବତା କରିବେ ସତ୍ୟ ଧର୍ମ ନିଶ୍ଚୟ ବିଜୟ ହେବ ।ଜୟ ଜଗନ୍ନାଥ ସ୍ଵାମୀ ।

  • @Nabadhavhakti13
    @Nabadhavhakti13 Před 2 měsíci +2

    ଜୟ ଜଗନ୍ନାଥ ଜୟ ପଞ୍ଚସଖା 🚩🙏🙏🙏🙏🙏

  • @Rahuljt8ol
    @Rahuljt8ol Před 2 měsíci +2

    ପୁରୁଷ ଙ୍କ ଛୁଆ ଜନ୍ମ କରିପାରିବ ନାହିଁ ତହଲେ ପୁରୁଷ କେମିତି ମା ହେଲା ମା ନାମରେ କଳଙ୍କ ଲଗାଇଲେ କଣ ହେବ

  • @Nagraj522
    @Nagraj522 Před 2 měsíci +6

    ଏମାନେ କେବଳ ଭୂଆ ବୁଲାଉଛନ୍ତି ମୀରା didi ତମକୁ ଜାଣିଛି ମୁଁ share chatre ତମେ ପାଗଳ ଭାବନି ଲୋକମାନେ ସବୁ ଜାଣିଛନ୍ତି କିଛି ଜଣା ନାହିଁ କେବଳ ଠକିବା ଜାଣିଛ ଲୋକଙ୍କୁ

  • @BalaramPradhan-pj8ww
    @BalaramPradhan-pj8ww Před 2 měsíci +2

    🚩🚩🚩ଜୟ ଜଗନ୍ନାଥ 🚩🚩🌹🌹🌹🪷🙏🙏

  • @kabimaharana8432
    @kabimaharana8432 Před 2 měsíci

    ଭକ୍ତି ବଳରେ କିପରି ଭଗବାନଙ୍କୁ କେମିତି ଦେଖିବା ବୁଝାଇ ଦିଅ ଜୟ ଜଗନ୍ନାଥ

  • @shakaharipruthivi8696
    @shakaharipruthivi8696 Před 2 měsíci +2

    ନିଜକୁ ନିଜେ ଭକ୍ତ, ଠାକୁର, ଅବତାର,ମହାପୁରୁଷ କହିଲେ କିଏ ହେବେ ନାହିଁ। ମେଳି ଅର୍ଥ କଣ? ଏକଜୁଟ ହେବା। ଦେଖିବା କୁ ମିଳେ କିଛି ଅଳ୍ପ ଲୋକ ବସିଥିବେ। ନିଜ ନିଜ ଭିତରେ ଗପୁଥିବେ। କିଏ କଣ କହୁଛି ମେଳି ହୋଇ ସ୍ଥିର ହୋଇ ଶୁଣିବା କି ବସିବା ଭକ୍ତ ମାନଙ୍କର(ତଥାକଥିତ) କାହିଁକି ହେଉ ନାହିଁ। କଳି ର ଭୟଂକର ପ୍ରଭାବ। ଦଶ ମିନିଟ କି କୋଡ଼ିଏ ମିନିଟ୍ ନିଶ୍ଚଳ ହୋଇ ବସିବା ର ଅଭ୍ୟାସ କାହିଁକି ନାହିଁ? ପ୍ରଥମ ହେଲା ତ ସ୍ଥିରତା।
    ନିରବତା ତା ପରେ ଆସିବ। ଶୁଣିବା ପାଇଁ ଯେମିତି କେହି ପ୍ରସ୍ତୁତ ନୁହଁନ୍ତି। ନିରପେକ୍ଷ ନ ହେଲେ କାନ ବି ଠିକ୍ ଠିକ୍ ଶୁଣି ପାରେ ନାହିଁ। ତେଣୁ ଆଗେ ବସିବା ଶିଖିଲେ ସବୁ ଠିକ୍ ଠିକ୍ ହେବ।

  • @rabinarayandash6716
    @rabinarayandash6716 Před 2 měsíci

    Jay maa olashuni

  • @SJ14
    @SJ14 Před 2 měsíci

    ମା ପ୍ରଣାମ 🙏

  • @SusantSusant-wn4wn
    @SusantSusant-wn4wn Před 2 měsíci

    Jay Jagannath ⭕‼️⭕🙏🙏🙏🙏

  • @user-pz4ti5tx4k
    @user-pz4ti5tx4k Před 2 měsíci

    Maa namskar

  • @bipinmaharana753
    @bipinmaharana753 Před 2 měsíci +1

    ବାଳ ଜଣା

  • @sunilsuryakantapanda9441
    @sunilsuryakantapanda9441 Před 2 měsíci

    ଓଳାଶୁଣୀ ମହନ୍ତ ବୋଧେ ଦେଖିନି ତୋତେ......😂😂

  • @Nagraj522
    @Nagraj522 Před 2 měsíci +1

    ଏମାନେ ସମସ୍ତଙ୍କୁ ପାଗଳ କରୁଛନ୍ତି ଏମାନେ କିଛି ଜାଣିନାହାନ୍ତି ମା ସତ ଅଛନ୍ତି ଏମାନେ ଲୋକଙ୍କୁ ଭୁଆ ବୁଲାଉଛନ୍ତି ମୀରା କୁ ଜାଣିଛି

    • @Nagraj522
      @Nagraj522 Před 2 měsíci

      ଆରେ ଭାଇ share chatre