Mu Jagannath, Mahabharat,Mu chakare bulaye sara jagata,ମୁଁ ଜଗନ୍ନାଥ ମହାଭାରତ...ମୁଁ ଚକରେ ବୁଲାଏ ସାରା ଜଗତ
Vložit
- čas přidán 27. 08. 2024
- Odia Jagannath bhajan.
Song- Mu Jagannath mu jagatara Natha,
Mahabharat Mahabharat.....
Mu chakare bulaye sara jagata,
ମୁଁ ଜଗନ୍ନାଥ ମୁଁ ଜଗତର ନାଥ ,
ମହାଭାରତ ମହାଭାରତ ,
ମୁଁ ଚକ ରେ ବୁଲାଏ ସାରା ଜଗତ ।
Singer- Subash Das
Edited by- Rajib Lochan Mahanta
ମୁଁ ଯେବେ ଛୋଟ ଥିଲି ଆମ ଯାତ୍ରା ରେ ଏ ଗୀତ ଶୁଣିଥିଲି ମୋତେ ଖୁସି ଲାଗେ ଜୟ ଜଗନାଥ
Mu b
Abe b semiti bhai
Mu b❤❤
Mu b
Ebe bhi aama gan re jatra hele ehi Gita ti first laganti❤
ମଞ୍ଚରେ ଏ ସବୁ ଯେତେବେଳେ ଜଗନ୍ନାଥଙ୍କୁ ଏକାକୀ ରଖି ଦେଖାଯାଉଥିଲା , ଲାଗୁଥିଲା ସତରେ ଭଗବାନ ଆସୁଛନ୍ତି 😢😢
ସତରେ ପିଲା ଦିନେ ଯେବେ ନାଟକ ଆରମ୍ଭ ହୁଏ ପ୍ରଥମ ଏଇ ଭଜନ୍ ଟି ବାଜିବ ତାପରେ ନାଟକ ଆରମ୍ଭ ହେବ,,,,,,,କୁଆଡେ ଗଲା ସେ ପିଲା ଦିନ😢😢😢😢😢😢😢😢
❤
❤❤❤❤❤❤❤❤❤❤❤
❤❤❤❤❤❤❤
❤❤❤❤❤❤
Bhai ebe bi bajuchi opera re... 😊
ଓଃ ନମ୍ଃ ନାରାୟଣ ବାସୁଦେବାୟ ନମ୍ଃ 🪔🐚🙏🏻 ହୃଦୟ ଛୁଇଁଲା ଧନ୍ୟବାଦ ସାର୍
ମହାଭାରତ କୁ ବୁଝିବା ଲୋକ କେବେ ହେଲେ ବି ଅଧର୍ମ ମାର୍ଗକୁ ଯାଏନାହିଁ ❤
2024 ରେ କୋଉ କୋଉ ମାନେ ଏ ଗୀତ ଟିକୁ ଶୁଣୁଚ 🥰🥰🥰🥰👌👌👌👌👌 କର ଜୟ ଜଗନ୍ନାଥ ❤❤❤❤⭕‼️⭕
Jay Jagannath
❤
🎉
@@SukanMali-km5tdA.F.K.MA.❤❤❤0
Mora bahut pasanda
ବହୁତ ଲୋକପ୍ରିୟ ଭକ୍ତି ପୂର୍ଣ୍ଣ ଗୀତ 👍
❤❤❤😊😊😊😮😮😮
ମୋତେ ଏହି ଗୀତ ବହୁତ ଭଲ ଲାଗୁଛି ପଛ This is a heart beat song 😊
ଏହି ଗୀତ ଶୁଣିଲେ ମନେପଡେ ସେହି ଯାତ୍ରା କଥା
ପ୍ରଥମେ ଏହିଗୀତରେ ସାଉଣ୍ଡ ଚେକ୍ ହୋଇଥାଏ |
ଯେତେ ବି ପୂଜା ପର୍ବ ବାହାଘର ବ୍ରତ ଘର ସବୁ ଥିରେ ଏ ଗୀତ ଫାର୍ଷ୍ଟ ବାଜେ ଆମୋ ଆଡେ ଏ ଗୀତ ର ସ୍ମୃତି କିଛି ଅଲଗା ପ୍ରକାର ❤❤❤
ହୃଦୟ କୁ ଛୁଇଁଲା ଦେହ ଥରି ଉଠିଲା ଲୋମ ଟାଙ୍କିରି ଉଠୁଛି 🙏⭕❗⭕🙏
ଧନ୍ଯ ବାଦ୍ ଭାଇ
ଯିଏ ଗାଇଛନ୍ତି ଏ ଭଜନ ଟିକୁ ତାଙ୍କ କଣ୍ଠରେ ଭଗବାନ ସୋୟଙ୍ଗ ନିଜେ ଗାଇଛନ୍ତି ଜୟ ଜଗନ୍ନାଥ 🙏🏻
Subash das
Right.
U Uhave to get get it is the only thing you have to do it😅for a😂😅
😂W
Correct
ସବୁ ତୋର ମାୟା କାଳିଆ ସୁନା 🙏🙏🙏🙏😭🙏🙏🙏🙏🙏🙏🙏🙏🙏😭😭😭🙏❤️❤️❤️❤️❤️❤️❤️
ଓମ୍ ସାଈରାମ ନୀଳମାଧବ ନମ୍ଃ 🙏🙏🙏🌹🌹🌹🌹 ବହୁତ ସୁନ୍ଦର
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
ଏଇ ଗୀତଟି ପୃଥିବୀ ଉପରେ ବୁଝାଉଛି❤❤❤❤❤❤❤❤❤❤❤❤❤❤❤🎉
ଯୋଉଠି ଦେଖିବ ପ୍ରଭୁଙ୍କୁ ପାଇବ ହେ ପ୍ରଭୁ ସମସ୍ତଙ୍କୁ ଭଲ ରେ ରଖ. ମାନବ ସମାଜ କୁ ସଠିକ ଦିଗଦର୍ଶନ ଦିଅ ପ୍ରଭୁ ମହାବାହୁ ଅନନ୍ତ କୋଟି ଦଣ୍ଡବତ 😭😭😭🙏🙏🙏🙏🙏
ଅତି ସୁନ୍ଦର ଭଜନ odia nombar- 1ଭଜନ
ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା 🎉 ତୁମେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻 ଜୟ ଶ୍ରୀ ଅଚ୍ୟୁତ
ଏମିତି ଭଜନ ଆଉ ହବନି ଏ ଭଜନ ଯେମିତି ଲାଗେ ନିଜେ ଭଗବାନ ଗାଇଛନ୍ତି 🙏🙏
👍
🙏
@@rainyqueen🙏🙏🙏🌹🌹🌹🌹🌹🌹🌹
ମୁଁ ଶୋଇଲା ବେଳେ ଏହି ଗୀତ କୁ ଶୁଣି ସୁଏ । କିଏ ଅଛ ଏମିତି ମହା ପୁରୁଷ ଲାଇକ ❤ ଗୋଟେ କର।Jay Jagannath ⭕‼️⭕
Jay jagannath swami odisha ra ea loka priya bhajan sabudina pae achhi au rahiba Jay jagannath swami amiti brabhu sabu odisha bashi nku bhalare rakha jay jagannath 🙏🙏🙏🙏
Ea ae vali song... Jahaki Odia Manisha te kebe egnore kariparini ki kariparibani .... Jai jagannath 🙏🙏🙏🙏🙏🙏🚩🚩🚩🚩🚩🚩🚩🚩
ଜୟ ଶ୍ରୀହରିନାରାୟଣ ଓଁ ନମୋ ଭଗବତେ ବାସୁଦେବାୟ 🙏🙏🙏🙏🙏🙏🙏👏👏👏👏👏👏👏
Sei iccha mayanka saran nia manab samaj jai jagannath
ହେ କାଳିଆ ସଂସାର ରୂପକ ଭଵ ସାଗରରୁ ଉଦ୍ଧାର କର 😢😢😢😢
Judhha Mun Karichhi Pachhe Dharini Ashtra Nice Line❤❤❤❤❤❤
ସେମହାପ୍ରଭୁ ସବୁ ତାଙ୍କରି ଇଚ୍ଛା
ପିଲା ଦିନ କଥା ମନେ ପଡ଼ିଲା ଗୀତ ଶୁଣି ଅତି ସୁନ୍ଦର ଭଜନ ମୋର ଭାରି ପସନ୍ଦ
A geta sunile jete dukha thile bi mana khusi hoijauchhi
I love this song choto belara smurti ai gita mun aganbadi gala bele mo jeje maa nka sahita dekhe kintu bahut dina pare ai gita suni aji bahut khausi laguchhi
Mu chota bele bhabuthili ai song ta bhaban nije gaichanti setebele jani na thili jay jagannat ati chamatkar rachna Sangita nirdeshana sa madha 🙏
Bhai unki bani he ye
,
ମୁଁ ପିଲାବେଳୁ ଦେଖି ଆସିଛି ଜୟ ଶ୍ରୀ କ୍ରୀଷ୍ଣା ❤
🙏🏻ଜୟ ଜଗନ୍ନାଥ 🙏🏻
Bahut sundar bhajan
Joy jagannath❤❤❤❤❤
ଗାଁ ମେଳଣ ବେଳେ ଯାତ୍ରା ହବା ପୂର୍ବରୁ ଏ ଗୀତ ବାଜେ ତା ପରେ ନାଟକ ଆରମ୍ଭ ହୁଏ
Satare
Aame januchu hela😂😂😂😂
@@sipubal1282 0p😊😊😊
Murkha ea gita nuha re pagala
👍🏻
Bahut sundar sawar mai is geet ki kadar karta hun
Jay bir bajarangbali Jay siyaram Jay radhe Krishna Jay sree mahakal Jay mataji Jay jaggnatt Swami ♥️♥️🙏🙏
Ati Sundar
Really ଲାଗେ ଭଗବାନ ଙ୍କ ମୁଖନିଃସୃତ ବାଣୀ 🙏🙏🙏🙏🙏
❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ଜୟ
ଜୟ ଶ୍ରୀ ରାମ ଜୀ ଜୟ
ଜୟ ହନୁମାନ ଜୀ ଜୟ ❤
ପ୍ରଭୁ ଦୃଷ୍ଟ ଵିନାଶି ଶନ୍ତ ପାଳୁ ତୁମେ ନାଥ ପରମ ଦୟାଳୁ ମହାଵାହୁ ଜୟ ଜଗନ୍ନାଥ
ପ୍ରଭୁ ଅଖୟ ହେଉ ପୁନ୍ୟ ଜଗତେ ଧର୍ମ ହେଉ ଯୁଗେ ଯୁଗେ ଜୟ ଜଗନ୍ନାଥ ଜୟ ❤❤❤❤❤❤❤❤❤❤
Jay jaganath Swami Nayan patha gami bhaba tume he prabhu samastanku bhala re rakha
Jai jagarnath ଏହି ଭଜନ ଅତି ଚମତ୍କାର ଜୟ ଜଗନ୍ନାଥ 🙏🌼🌼🌼
Hare krishna❤
Bahut bhal lagla jay shree krishna 🙏🙏🙏🙏🙏🙏🙏
काश ए भजन की कभी समाप्ति ही ना हो ।।
बस सुबह शाम सुनता ही जाऊं ❤️🙏🥰🥰
Jay Shree sita ram ❗
ଏଇ ଗୀତ ଏବେ ବି ଆମ ଯାତ୍ରା ଆରମ୍ଭ ରେ ସୁଣାଉ
जय श्री जगन्नाथस्वामि🚩🚩❤️❤️❤️🙏🙏❤️❤️❤️🚩🚩
ମୁଁ ଛୋଟ ବେଳେ ଭାବୁଥିଲି ଏଇ ଗୀତ ଟା ଭଗବାନ ନିଜେ ଗାଇଛନ୍ତି..... ସେତେବେଳେ ଜାଣି ନ ଥିଲି ଜୟ ଜଗନ୍ନାଥ ଅତି ଚମତ୍କାର ରଚନା ସଂଗୀତ ନିର୍ଦ୍ଦେଶନା... ସୁ ମଧୁର କଣ୍ଠ 🙏🙏🙏🙏🙏
Pura ସେପରି ଲାଗେ🙏
) b
@@manjuladash3373http
@@manjuladash3373p
qq❤
ଏହି ଗୀତ ବହୁତ ଭଲ ଲାଗିଲା
হরেকৃষ্ণ হরেকৃষ্ণ হরেকৃষ্ণ দণ্ডপাত প্রভু ❤❤❤❤❤❤
ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା
ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ
ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ
ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ
ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ
ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏
Jay Jagannath swami
ଏହି ଗୀତ ଟି ଶୁଣିଲେ ଆମକୁ ଶାନ୍ତି ମିଳୁଚି
Jay jagannath🙏🙏🙏🙏
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
Jai Jagannath Swami Nayana Patha Gami Bhaba Tume Prabhu 🙏❤️
Bahia vacancies czcams.com/video/UzNSFDY7Wxs/video.html
Vajan
ଏଇ ଗୀତଟି ଆମ ଗାଁ ରେ ଯାତ୍ରା ସମୟରେ ପ୍ରଥମେ ଲାଗେ ତା ପରେ ଯାତ୍ରା ଆରମ୍ଭ ହୁଏ ♥️
Jai jagannath prabhu ji ki jai 👏🙏👏🌷🌺
Jay Jagannath 🙏🙏🙏👍👍👍🙏🙏🙏🙏
Ek namber song
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏❤️
Jay Jagannath🙏🙏🙏
JAY JAGANNATH BROVU 🙏🙏🙏🙏😍
Jai Jagannath 🎉
This beautyfull song Refreshed my childhood memories .. 😢😢....❤❤
ଏ ଗୀତ ଜିଏ ରଚନା କରିଛନ୍ତି ତାଙ୍କୁ କୋଟି ପ୍ରଣାମ, ଧନ୍ୟ ସେ ଧନ୍ୟ ତାଙ୍କର ଲେଖା ସ୍ୱୟଂ ସହାୟକ ଭଗବାନ
Jay sri krishna🙏🙏🙏🙏🙏🙏🙏
Jay jaganath ❤❤❤
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻👍😊
jay Jagannath swami 🙏🙏🙏
Jai jagannath
Jai Jagannath♥️🙏🙏🙏♥️
Jay shree jagarnath 🕉️🕉️🕉️❤️❤️❤️🙏🙏🙏🚩🚩🚩👍👍👍
Ehi Bhajan suniladinu bhut bhalalage,joy jagrnatha,
Jay Jagannath 🙏🙌
Jay shree krishna bhagban🙏🙏🙏adharmara ra binash kara prabhu. Dharmara jaya heu
ଜୟ ଜଗନ୍ନାଥ ❤❤❤❤🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏
Jai shree krishna
Jay shree rama 🙏🙏🙏
Most energetic spirituality song...
Jay jaganath ❤
Nice song.jai jagannath
ଜୟ ଜଗନ୍ନାଥ ପ୍ରଭୁ 🙏🙏🙏
hii
ka,karucha
oye
Jai shree Krishan❤❤❤
ଜୟ ଜଗନ୍ନାଥ 🙏💓
Jai shree Krishna ❤️🚩
🙏🌺Jay Jagannath 🌺🙏
ବାସ୍ତବ ଏଵଂ ହୃଦୟ ସ୍ପର୍ଶ ସଙ୍ଗୀତ
Jay jagannath ❤❤
Kari karau thai mo binu anya goti nahin prabhu jay Jagannath 🌺🌺🌺🌺🙏🙏🙏🙏🙏
My favourite song jai jagannath 🙏🙏🙏🙏🙏
Sabu thu ei gita hrudaya sparsaa ❤❤❤❤❤
ରାମଲୀଳା ରେ ଏଇ ଗୀତ ବାଜେ ❤
Jay shree krishna 🙏🙏🙏🙏🙏🙏
This a deep devotional songs and heart touching and it creates immotinal feeling in my mind when I listen to this song. Many many thanks who has written this song and also my heartiest congratulations to renowned playback singer Subash Das.
I don't know you are massage 😉
ମୁଁ ଛୋଟ ଥିବା ବେଳେ ଜେବେ ବି ଏ ସଙ୍ଗିତ ସୁଣେ ବହୁତ ଖୁସି ଲାଗେ ଜୟ ଶ୍ରୀକୃଷ୍ଣ 🙏🙏
ବହୁତ ସୁନ୍ଦର ଭଜନ ଯେତେବେଳେ ଶୁଣିବ ନୂଆ ଲାଗିବ ଆମ ଗାଁ ଯାତ୍ରାରେ ଏବେବି ଆଗେ ଏ ଗୀତ ବାଜୁଛି