Nachibi Mun Joudina To Bahaghara Re | Full Video | Humane Sagar | Omm & Aishwarya | OdiaNews 24

Sdílet
Vložit
  • čas přidán 3. 05. 2023
  • Watch New Full Video Of Nachibi Mun Joudina To Bahaghara Re Staring Omm & Aishwarya, Human Sagar New Song
    Video Credits-
    ✽ Song : Nachibi Mun Joudina To Bahaghara Re
    ✽ Story-Screeplay-Direction: Ok Brother
    ✽ Cast: Omm, Aishwarya, Khusi, Alok & Others
    ✽ Singer : Humane Sagar
    ✽ Music : Abinash Mishra
    ✽ Lyrics : Puspak Parida
    ✽ BGM: NabaJyoti Panda
    ✽ DOP: Dhiren Sahoo
    ✽ Ass. DOP: Dipu
    ✽ Edit: Chikun
    ✽ DI: Ripan
    ✽ Makeup: Pitabas
    ✽ Hair: Eti
    ✽ Mixed & Mastring : Milan Studio Cuttack
    ✽Poster: Piyush & Rn Dash
    ✽ Producer : Shubhransu Nayak
    ✽ Music Label - Odia Music Records
    Special Thanks To Papu Sahoo
    #nachibimunjoudinatobahagharare #fullvideosong #humanesagar #odianews_24
    Listen To The Song Now On:
    JioSaavn : bit.ly/3pbW30A
    Wynk : bit.ly/3pbBxNH
    Spotify : bit.ly/3AT3gVO
    Amazon Music : bit.ly/3NFlMc2
    Apple Music : bit.ly/418yrHn
    CZcams music : bit.ly/3NWK9lF
    Enjoy Nachibi Mun Joudina To Bahaghara Re Odia Song Video & Subscribe Our Channel For More Updates
  • Hudba

Komentáře • 1K

  • @Tunatarai
    @Tunatarai Před rokem +1304

    ପ୍ରେମ କାହା ପାଇଁ ଖୁସି ତ କାହା ପାଇଁ ଦୁଃଖ କିଏ ହସୁଛି ତ କିଏ କାନ୍ଦୁଚି ଯଦି ଏମିତି ପ୍ରେମ ସମସ୍ତଙ୍କୁ ମିଳନ୍ତା ଆଜି କେତେ ପ୍ରେମିକ ରାତିରେ କାନ୍ଦୁ ନ ଥାନ୍ତେ😢

  • @abdchakra
    @abdchakra Před rokem +109

    ଭାଇ ଟଙ୍କା ଆଗରେ ପ୍ରେମ ହାରି ଯାଉଛି ଆଜି କାଲି 😢... ହୃଦୟ ଭାଙ୍ଗିଲେ ଏତେ ଯନ୍ତ୍ରଣା ହୁଏ ବୋଲି ଆଜି ଅନୁଭବ କଲି 😢💔😓

    • @mpgamingmp1638
      @mpgamingmp1638 Před 7 dny

      @@abdchakra ନାଇଁ ଭାଇ ପ୍ରେମ ଆଗରେ ଟଙ୍କା ହାରିଯାଉଛି ଯଦି ପ୍ରେମ କୁ ଟଙ୍କା ଦ୍ୱାରା କିଣାଯାଇଥାନ୍ତା ତାହାଲେ କିଏ ମରିନଥାନ୍ତେ

  • @RanjitTarai
    @RanjitTarai Před rokem +294

    💖ପ୍ରେମ ଗୋଟେ ଏମିତି ଜିନିଷ ଯାହା ଜୀବନରେ ଥରେ ହୋଇଥାଏ 😊 କାହାକୁ କାନ୍ଦିବା ଶିଖେଇ ଦେଇଥାଏ ଓ କାହାକୁ ହସିବା।😔

  • @sumantasahu143s
    @sumantasahu143s Před rokem +286

    ଜୀବନ ରେ ଥିରେ ପ୍ରେମ କରିବା ଉଚିତ ❤❤❤
    ତା ପରେ ଜାଣିହୁଏ କାହିଁକି ମଣିଷ ରାତିରେ କାନ୍ଦେ 😢😢😢😢

  • @djs1kdp
    @djs1kdp Před 9 měsíci +39

    ଦିନେ ଏଇ ଗୀତ ଶୁଣିଲେ ଯିଏ ରାଗୁଥିଲା ଆଜି ପୁଣି ତା ପାଇଁ ଏଇ ଗୀତ ଶୁଣୁଛି କାହିଁକିନା ତାର ବାହାଘର ଠିକ ହେଇ ସାରିଛି ଆଉ ସିଏ ମୋଠାରୁ ଦୁରେଇ ବି ଯାଇଛି 😭😭

  • @rabindradehury5913
    @rabindradehury5913 Před rokem +39

    କିଏ ଯଦି ଭଲ ପାଇ ଥିବ ନା ତାହେଲେ ସେ ହିଁ ପ୍ରେମ ର ମୂଲ୍ୟ ବୁଝି ପାରିବ

  • @jkcreations399
    @jkcreations399 Před rokem +336

    ଓମ୍ ଭାଇ ଙ୍କ ଆକ୍ଟିଂ ଓ ହ୍ୟୁମାନ ସାଗର ଭାଇ ଙ୍କ ସ୍ଵର ଉଭୟ ହୃଦୟ ସ୍ପର୍ଶି ହୋଇଛି।

  • @dmitun01editing66
    @dmitun01editing66 Před rokem +148

    ପ୍ରେମ ଯେତେବେଳେ ଯାଏ ଦୁଃଖ କଷ୍ଟ ଦେଇ ଯାଏକିନ୍ତୁ କିଛି ଟା ଶିଖେଇ ଦେଇ ଯାଏ ଯାହା
    ମାରିବା ଯାଏ ମାନେ ରହେ😭 କାହାକୁ ବଦନାମ କରିବା ଅପେକ୍ଷା ନିଜେ ବଦଳି ଯିବା ଭଲ
    କାହିଁକି ନା ବଦନାମ କଲେ ଖୁସି ମିଳେ ନାହିଁ ବଦଳିଗଲେ ଖୁସି ମିଳେ ❤

  • @mrutyunjayapatra9293
    @mrutyunjayapatra9293 Před rokem +151

    ‌ଜିବନ ରେ ଥରେ ପ୍ରେମ କରିବା ଦରକାର ,
    ତାହେଲେ ଜାଣୀପାରିଵ ପ୍ରେମ କଣପାଇଁ ନକରିବା ଦରକାର😔😔😔

  • @biswaranjannayak2532
    @biswaranjannayak2532 Před rokem +91

    So sad song 😢
    ଭଲ ପାଇବା ରେ ଏମିତି କଣ ପାଇଁ ହୁଏ କେଜାଣି😢 ମନ କଥା କହି ହୁଏନି କି ପ୍ରତାରଣା କୁ ସହି ହୁଏନି😢

  • @minaketansahu5959
    @minaketansahu5959 Před rokem +24

    ସତରେ ଭାଇ ଆଖୀ ରୁ ଲୁହ ବାହାରିଆସିଲା😢 hart touching ❤

  • @priyanshocreation
    @priyanshocreation Před rokem +147

    ପ୍ରେମରେ କେହି କାହାକୁ ଧୋକା ଦେଇନଥାନ୍ତି । ବାସ୍ ଗୋଟେ ଭଲ ପୁଅକୁ ଗୋଟେ ଖରାପ । ଝିଅ ମିଳିଥାଏ ଆଉ ଆଉ ଗୋଟେ ଖରାପ ପୁଅ କୁ ଗୋଟ,ଭଲ ଝିଅ😢😭💔

  • @ipsitapradhan8999
    @ipsitapradhan8999 Před rokem +101

    କାହିଁକି ଏମିତି ହୁଏ ଯିଏ ଭାଗ୍ୟରେ ନଥାଏ ତା ସହିତ ଦେଖା ହୁଏ କାହିଁକି 😭

  • @rajapujarisiexpress6300
    @rajapujarisiexpress6300 Před rokem +15

    ମୋ ହୃଦୟ କୁ ଛୁଇଁଛି ଏ ଗୀତ ଆଉ ଭାଇ ଭାଉଜ ଙ୍କ ଅଭିନୟ ଦୀଲସେ ❤❤❤ୟୁ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🥰🥰🌹🥰🥰🌹🥰🌹🥰🌹🥰🌹🥰🌹🥰🌹🌹🥰🌹❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @bhakti.com908
    @bhakti.com908 Před rokem +35

    ଏତେ ଦୁଃଖ ସହିକି କେମିତି ହସୁଛ # really heart touching story 😢

  • @bhagirathisahu6282
    @bhagirathisahu6282 Před rokem +33

    ସମସ୍ତ ଙ୍କ ଭାଗ୍ୟରେ ପ୍ରେମ ନଥାଏ 😭😭😭

  • @HarapriyaBehera-gc2fp
    @HarapriyaBehera-gc2fp Před 2 měsíci +32

    ପ୍ରେମ ସମସ୍ତଙ୍କ ଭାଗ୍ୟରେ ମିଳେ ନାହିଁ ମିଳେ ଯଦି ବହୁତ କଷ୍ଟ ସହିବାକୁ ପଡେ

  • @rajkamalkar973
    @rajkamalkar973 Před 3 dny +1

    ଯେହେତୁ ମୁଁ ପ୍ରତିଦିନ ରାତିରେ ଶୋଇବା ସମୟରେ ଏହି ଗୀତ ଶୁଣେ, ମୁଁ ଏକ ମନ୍ତବ୍ୟ ଛାଡିଥିଲି | ଧନ୍ୟବାଦ 🙏

  • @user-eg2nx4pw3h
    @user-eg2nx4pw3h Před 15 dny +2

    ହେ ଜଗନ୍ନାଥ କାହିଁକି ଏମିତି ହୁଏ ଯିଏ ଭାଗ୍ୟରେ ନଥାଏ ତା ସହିତ ଦେଖା ହୁଏ କାହିଁକି

  • @santilatachampati339
    @santilatachampati339 Před rokem +10

    Finally 😢😢😢vdo asila bhari 😢😢sad song+hummm sir+omm bro= super combination

  • @Mahi_Official74
    @Mahi_Official74 Před rokem +19

    ପ୍ରଥମେ ଧନ୍ୟବାଦ ହୁମାନ ଭାଇ ଅତି ସୁନ୍ଦର ସହ ଗୀତ କୁ ସ୍ୱର ଦେଇଛନ୍ତି l ଓମ ଭାଇ ସତରେ ନିଆରା ଅଭିନୟ 🙏

  • @deepticreations798
    @deepticreations798 Před rokem +6

    ଆଜି ବହୁତ ଦିନ ପରେ ଗୋଟେ ସୁନ୍ଦର ଭିଡ଼ିଓ ଦେଖିବାକୁ ମିଳିଲା ବହୁତ ବଡ଼ିଆ ହେଇଛି super story odia news 24 my best youtube Chanel

  • @manaskumarnaik8048
    @manaskumarnaik8048 Před 11 měsíci +8

    ପ୍ରେମ ତ ଚିରନ୍ତନ ଶାଶ୍ଵତ । ପ୍ରେମିକୁ ପାଅ କି ନପାଅ ତାକୁ ଜୀବନ ସାରା ଭଲପାଇବା ଦେବା ହିଁ ପ୍ରକୃତ ଭଲପାଇବା । ଆଉ କାହାର ହେଇଗଲେ ତୁମ ପ୍ରେମ ତା ପାଇଁ କେବେ ସରିବନି ।। ବରଂ ଆହୁରି ବଢ଼ି ଯିବ ।। ❤️❤️

  • @crushmusical
    @crushmusical Před rokem +3

    Making Bahut sundar heichi... song ra lyrics ta Bahut heart touching heichi... Bahut hit haba ...al the best team 24

  • @lambodarbehera5019
    @lambodarbehera5019 Před rokem +3

    Bhai bahuta bhala laguchi next kebe... Hero pura👌👌aau amo heroin 🙏🙏🙏❤️❤️❤️❤️💐💐💐💐💗💗💗💗nachi bi mu jaudina ta mo bahagha ra re , bhai satare so beautiful 😍❤️❤️❤️❤️❤️❤️❤️

  • @pratapsurvlogs1
    @pratapsurvlogs1 Před rokem +383

    ଜୀବନରେ କୋଉ ଝିଅକୁ love କରିବା ଅପେକ୍ଷା ନିଜକୁ love କର ଦେଖିବ ଜୀବନରେ କେବେ କାନ୍ଦିବନି ।। ନିଜର ବାପା ମା କୁ love କର ।।

  • @sumantasahu143s
    @sumantasahu143s Před rokem +14

    ପ୍ରେମ ମାନେ ବୁଜି ହୁଏ ❤❤❤

  • @Rakeshcreation031
    @Rakeshcreation031 Před rokem +63

    ମୋ ଲାଇଫ ରେ ବି ଏମିତି ଚାଲିଛି 😭💔💔💔💔💔

  • @sabitrihembram3165
    @sabitrihembram3165 Před rokem +7

    So sweet om bhai & Aishwarya dii❤❤❤

  • @rakeshkumarbiswal2623
    @rakeshkumarbiswal2623 Před rokem +4

    ସମସ୍ତଙ୍କ ଜୀବନରେ ପ୍ରେମ ତ ନିହାତି ଆସିଥାଏ ହେଲେ ସମସ୍ତେ ନିଜ ପ୍ରେମ କୁ ନିଜ ଜୀବନସାଥି ରୂପେ ପାଇ ପାରନ୍ତି ନାହିଁ ।
    କିଛି ପ୍ରେମ ତ କେବଳ ଅଧୁରା ରହିବା ପାଇଁ ତ ଆରମ୍ଭ ହେଇଥାଏ

  • @pinky78801
    @pinky78801 Před rokem +28

    ପ୍ରେମ ଜୀବନ ରେ ଥରେ ହୁଏ ❤ଆଉ ଯଦି ସେଇ ଭଲ ପାଇବା ନମିଳେ ତାହେଲେ ଜୀବନ ଟା ପୁରା ନଷ୍ଟ ହେଇ ଯାଏ,କିଛୀ ଵୀ ନଥାଏ ଆଉ ଜୀବନ ରେ ♥️♥️😒😒😒

  • @Kjr_lubun001
    @Kjr_lubun001 Před rokem +14

    ବହୁତ୍ ବଢିଆ Sad Song 😈
    😢😢😢my love Story Pari Heichhi Song😢😢😢😢😢

  • @saminabehera3027
    @saminabehera3027 Před rokem +7

    Best actor omm Bhai allways 🙏

  • @kalyanidasdas2462
    @kalyanidasdas2462 Před rokem +2

    ସତ ଭଲ ପାଇବା ସବୁବେଳେ ଏମିତି କାନ୍ଦେ

  • @rajabhatta395
    @rajabhatta395 Před rokem +6

    Omm ଭାଇ କେବଳ ଦୁଃଖ ଭାର ଗୀତ ପାଇଁ ଫିଟ୍ ଅଭିନୟ ସମସ୍ତଙ୍କର ଖୁବ୍ ସୁନ୍ଦର

  • @bidya9355
    @bidya9355 Před rokem +4

    Bahut sundar video ❤❤

  • @jeetendramajhi6881
    @jeetendramajhi6881 Před rokem +49

    Omm top actor in album industry 👌super👌

  • @dillipkumarpadhi3458
    @dillipkumarpadhi3458 Před rokem +3

    ଅତି ସୁନ୍ଦର ହୋଇଛି relly 👌🏻❤️👌🏻

  • @pabitrakhillar1795
    @pabitrakhillar1795 Před rokem +4

    Omm bhai acting pura jabardast bhai always hero

  • @MKAllSportsHighlights
    @MKAllSportsHighlights Před rokem +4

    Bhai acting next level 2janankara super ❤ heroine bi bahut cute 🥰

  • @khagendralenka1379
    @khagendralenka1379 Před rokem +2

    Bhi Dil jitinela Tama pai mo tarafaur 🙏🙏🙏♥️♥️♥️♥️♥️♥️♥️♥️♥️♥️♥️ Happy wala love anding ♥️♥️♥️♥️

  • @MiliMalick-nt4jb
    @MiliMalick-nt4jb Před 21 dnem +1

    Bahut.sunadr.gita❤❤❤👌👌last.sin.bahut.padhiathila

  • @mrofficial0295
    @mrofficial0295 Před rokem +23

    ମୁଁ ତ କହିବି ଆମ ସମସ୍ତଙ୍କୁ ଜୀବନ ରେ ପ୍ରେମ କରିବା ଦରକାର ଆଉ ଧୋକା ଖାଇବା ଦରକାର କାହିଁକି ନା ଆମକୁ ସେ ଧାକା ଖାଇବା ପରେ ଆମେ ଜୀବନ ରେ ବହୁତ କଥା ସୀଖିବାକୁ ମିଳିଥାଏ। ଆଉ ଧୋକା ଦେଇଥିବା ଲୋକ ଭାବିବା ଦରକାର ।

    • @GoutamKumarNayak
      @GoutamKumarNayak Před 8 měsíci

      ୟେ ସବୁ ଫିଲ୍ମ ଆଉ ରିଲ୍ସ ରେ ସମ୍ଭବ 😢

  • @badmasjuju6646
    @badmasjuju6646 Před 7 měsíci +3

    ଭାଇ ରେ ପୁରା ସାଙ୍ଘାତିକ ଭିଡ଼ିଓ...most ଲାଗିଲା..song ସାଙ୍ଗକୁ acting scrept ସବୁ କିଛି most.. ପୁରା Movie ଦେଖିଲା ଭଳି ଲାଗିଲା ❤❤❤

  • @ChandanKumar-kw9ve
    @ChandanKumar-kw9ve Před rokem +16

    Seriously omm bhai ur last dance step is awesome love u brother keep it up 👍❤🤭

  • @sonalika5642
    @sonalika5642 Před rokem +5

    Hayee re e prema. Kete kasto mono bhitare dukho thae b hasite pade 😢😢😢 MO prema hni adhura rahigola😢😭😣

  • @excelmuzik7538
    @excelmuzik7538 Před rokem +4

    Beautiful personality 0m Dhal.
    Beautiful actor||
    Humane & Omm jodi to be continued...

  • @pawansahh.777
    @pawansahh.777 Před rokem +4

    ଶେଷରେ ଯୋଉ ଡାନ୍ସ ହେଲା ଭାଇ ପୁରା କଟକ ଗଣେଶ ଭସାଣୀ ନାଚ । ମନ କିନିନେଲ ଭାଈ। Love from Cuttack

  • @suryacreationodia
    @suryacreationodia Před rokem +16

    ସାଙ୍ଗୁଣା ବସିଛି ଡାଳରେ ଏ ଟୋକିଙ୍କ ପ୍ରେମ ମୋ ବାଳରେ

  • @anilkumarlifestyle5058
    @anilkumarlifestyle5058 Před rokem +3

    ଓମ ଭାଇ ଙ୍କ ଅଭିନୟ ବହୁତ ସୁନ୍ଦର ହେଛି ଏ ଗୀତ ରେ 👌👌

  • @kumarbabul.2241
    @kumarbabul.2241 Před rokem +7

    ପ୍ରେମ ଗୋଟେ ରୋଗ ଯାହାକୁ ଥରେ ହେଲା ସିଏ ମଲା ହେଲେ ଯିଏ ସଚା ଭଲପାଇଥିବ ତା ଭଲ ପାଇବା କେବେବି ମରିବନି 😢😊❤

  • @AkashDas-jf6vk
    @AkashDas-jf6vk Před rokem +25

    ଏ କଳିଯୁଗ ରେ ନାଁ ସଚ୍ଚା ପ୍ରେମର ମୂଲ୍ୟ କିଛି ବି ନାଇଁ ଯିଏ ସଚ୍ଚା ପ୍ରେମ କଲା ସିଏ ଧୋକା ଖାଇଲl 😢😢😢

  • @bikramnial2464
    @bikramnial2464 Před 16 dny +1

    2024, July present kon kon hai❤❤❤ love this song ❤️👌

  • @rajkamalkar973
    @rajkamalkar973 Před 3 dny +1

    প্রতিদিন রাত্রে ঘুমানোর সময় যেহেতু এই গানটা শুনি তাই একটা কমেন্ট রেখে গেলাম...💔 কয়েক বছর পর আবার এসে দেখবো গানটি শুনতে এসে কতজন কমেন্টে লাইক করেছে।। ধন্যবাদ 🙏

  • @desisankirtana3259
    @desisankirtana3259 Před rokem +4

    Such a wanderful songs... Jia prema karicha sia janipariba.. Like kara kaha akhiru luha asi jaichi video dekhiki

  • @rocky.grocky.g1587
    @rocky.grocky.g1587 Před rokem +4

    Bahut bhal song te ❤️🎵

  • @cutemama1639
    @cutemama1639 Před měsícem

    ଜେମିତି ଆଜି ମୁଁ ସାରା ଜିବନ କାନ୍ଦୁଚି

  • @Ratnakarmohanty1998
    @Ratnakarmohanty1998 Před 8 měsíci +1

    Omm bhai tu video sobu bhalo houchi mora pasanda bhai

  • @exploreduniya8442
    @exploreduniya8442 Před rokem +8

    Mind-blowing 🎉🎉🎉

  • @laxmidharsahoo2360
    @laxmidharsahoo2360 Před rokem +8

    This is my favourite love story ❤❤❤❤

  • @pankajdalei2192
    @pankajdalei2192 Před rokem +1

    Om bhai Sabu bele no 1 hero only 4u album💕💕❤️❤️❤️❤️❤️❤️❤️💕💕🥰🥰🥰🥰🥰🥰🥰🥰

  • @SPBshortstatus4746
    @SPBshortstatus4746 Před rokem +2

    Omm actiing like Anubhav

  • @pujalinbarik8404
    @pujalinbarik8404 Před rokem +23

    Meaning of love is sacrifice for your partner to see your partner is happy

  • @smilersworld99
    @smilersworld99 Před rokem +3

    Last seen gajab love you omm bhai❤❤❤❤

  • @satyabagarty171
    @satyabagarty171 Před rokem +2

    Bahut sundar

  • @satyanandamohanty-hl4gs
    @satyanandamohanty-hl4gs Před rokem +1

    Super 3, But once again demanding for dance in your next video,

  • @dwibediprasadsahoo5083
    @dwibediprasadsahoo5083 Před rokem +3

    Best acting ❤❤❤❤❤❤❤❤❤ super vhai❤❤❤❤❤❤❤❤❤❤❤❤❤

  • @deepikanaik1812
    @deepikanaik1812 Před rokem +10

    My favourite jodi❤❤❤❤

  • @user-tx5jl9cc6f
    @user-tx5jl9cc6f Před 2 měsíci

    ଆପଣଙ୍କୁ ଅନୁରୋଧ କରୁଛି କି ଆଗକୁ ଆପଣ ଅଧିକ ଆଲବମ୍ କରନ୍ତୁ❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉

  • @dillwalabapundill5994

    Khatarnak video heichi
    Very nice

  • @nkedit07
    @nkedit07 Před rokem +7

    Heart touching story 😊

  • @oye_p___k
    @oye_p___k Před rokem +12

    Wow Heart touching ❤️vdo mind blowing choreography 🙏

  • @GautamDas-bw1hq
    @GautamDas-bw1hq Před 2 měsíci

    Mai bengali hu but mujhe pata nahi tha udea song itna aacha hota hai.mai is song ka diwana ho gaya really so sweet language ♥️

  • @lalupujaentertainment3440

    Jabardast ❤️❤️❤️❤️❤️❤️❤️❤️❤️❤️

  • @sushantbarik2642
    @sushantbarik2642 Před rokem +6

    Omm is always best actor

  • @_suchitra_lifestyle
    @_suchitra_lifestyle Před rokem +8

    Outstanding 😊❤

  • @sin_i_
    @sin_i_ Před rokem +1

    Sabu story tharu ea story tk alaga achhi☺️

  • @samirranjansahu8030
    @samirranjansahu8030 Před rokem +1

    Jabardast

  • @rajabhatta395
    @rajabhatta395 Před rokem +7

    Really heart touch song and acting excellent thanks again

  • @sibanandabariksibanandabar101

    Mind blowing ❤

  • @santanubarik-jq4hn
    @santanubarik-jq4hn Před 16 dny

    Bhouta bhala heichi 😊

  • @UpendraKumarBehera
    @UpendraKumarBehera Před 10 měsíci +1

    ଓଁମ ଭାଇଙ୍କର ଶେଷ Dance Very Awesome .

  • @kalyanicreation9981
    @kalyanicreation9981 Před rokem +5

    Heart touching ❤

  • @odiamasti4187
    @odiamasti4187 Před rokem +10

    My favorite actor❤🎉🎉

  • @narayanrout1984
    @narayanrout1984 Před rokem

    🙏ଭଗବାନ କୁ ଡାକୁଚି ସମସତଙ୍କୁ ତାଙ୍କ ଭଲ ପାଇବା ମିଳୁ ❤🙏

  • @Ajaybarala-ld3hm
    @Ajaybarala-ld3hm Před rokem

    Satare omm bhainka acting na pura 100 100re chamatkar

  • @pintucreation7428
    @pintucreation7428 Před rokem +22

    Love 💕 from Kendrapara ❤️ Jay jagannath 🙏

  • @SantanuDas-861
    @SantanuDas-861 Před rokem +8

    Beautiful 😍😍

  • @Introvert_said
    @Introvert_said Před rokem +1

    Jhr 🔥🔥

  • @badboyramesh252
    @badboyramesh252 Před rokem +1

    ଭଲ ପାଇବାର ବେଦନା ବୁଝିବାକୁ ହେଲେ ସଚା ହୃଦୟ ଦରକାର

  • @ajaychelberi1196
    @ajaychelberi1196 Před rokem +4

    Omm brother very beautiful 😍 movie and song 🥰

  • @akashdelangtoka915
    @akashdelangtoka915 Před rokem +3

    Hart toching song and so sweet song

  • @santoshpradhan7492
    @santoshpradhan7492 Před rokem

    Bahuta bhala om bhai....love u......semiti aga ku badhi chala ...

  • @kajalkajal3305
    @kajalkajal3305 Před rokem

    Wow video ti bahut vala lagila ❤️❤️❤️❤️

  • @homefilms9689
    @homefilms9689 Před rokem +15

    Mind blowing story & song & Omm bhai acting was best for emotional videos ❤❤❤ Best album hero of 21st century Omm bhai love u ❤ Ur big fan Shakti from Bhubaneswar ❤

  • @uditnarayan6454
    @uditnarayan6454 Před rokem +8

    Really heart touching 💔💔💔

  • @mrganulolodia1491
    @mrganulolodia1491 Před rokem

    2nd ଅନୁଭବ ❤🔥

  • @user-pf9oh5vk8l
    @user-pf9oh5vk8l Před 6 měsíci

    Mana khusi heigala dekhiki ❤❤❤

  • @birendratandi8700
    @birendratandi8700 Před rokem +9

    Excellent story❤

  • @karunapadhan6567
    @karunapadhan6567 Před rokem +6

    So sweet ❤❤❤