ଆମେ ଜଗନ୍ନାଥଙ୍କ ସେବକ ଚୋର ନୁଁହ || We Are Servitors Of Lord Jagannath Not Thieves || Kanak News Digital

Sdílet
Vložit
  • čas přidán 27. 08. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
    For latest Odisha News Follow Kanak News:
    Visit: kanaknews.com/
    Watch Live: www.youtube.co...
    CZcams: / kanaknewsdigital
    Twitter: / kanak_news
    Facebook: / kanaknews
    #KanakNewsDigital #SunaBesh #JagannathTemple

Komentáře • 1,2K

  • @jayantakumardas8883
    @jayantakumardas8883 Před měsícem +187

    ମୁଁ ମାନୁଛି ତମେ ଚୋର ନୁହଁ କିନ୍ତୁ ବଡ଼ ବଡ଼ ଡକାୟତ।😁😁😁

  • @user-fb8fb5qc2n
    @user-fb8fb5qc2n Před měsícem +301

    ଏହି ମାନେ ଲୁଟେରା।ଜଗନ୍ନାଥ ଙ୍କୁ କେନ୍ଦ୍ର କରିଏମାନେ ଓଡ଼ିଶାକୁ ଥକୁ ଛନ୍ତି।

    • @Humanity299
      @Humanity299 Před měsícem +3

      ପ୍ରମାଣ ନ ଥାଇ କଥା କୁହନ୍ତି କି

    • @user-uw9kp6jj8x
      @user-uw9kp6jj8x Před měsícem +3

      Re magia tate lutithile balaku phar phar hana

    • @MRINDIA-sf3tk
      @MRINDIA-sf3tk Před měsícem +4

      ​@@Humanity299Tu kain pramana nabu tu kie ki ?

    • @sukantakumarsahoo9340
      @sukantakumarsahoo9340 Před měsícem +1

      Very truth

    • @sudarsanbehera4884
      @sudarsanbehera4884 Před měsícem +1

      ରାମାୟଣରେ ସୀତାଙ୍କ ସୁର୍ବଣ୍ଣ ସାଢୀର ପଣତ କାନି ଚୋରୀ କରୀ କାଟିଥିଲେ ବ୍ରାହ୍ମଣ ପ୍ରମାଣ ଅଛି ଯାହା ହଉ ଏବେ ବଦଳୀ ଯାଇଛନ୍ତି । ଚୋରୀ ସୁନା ହୋଇଥିଲେ ଦେଖେଇ ସର୍ବସାଧାରଣରେ ପିନ୍ଧି ପାରିବେନୀ
      କଥାରେ ଅଛି'।ଘୁଷୁରୀ ପ୍ରକୃତି ପଙ୍କେ ଲୋଟାଇ
      ମଣିଷ ପ୍ରକୃତି ମଲେତୁଟଇ । ସତରେ ଜଣ ଏମାନେ ବଦଳୀ ଗଲେ ।ସବୁ ସେଇ ଜଗାର ନିଳା

  • @vlogging602
    @vlogging602 Před měsícem +51

    ସେବାୟତ ମାନଙ୍କ ପାଖରେ ଏତେ ଆହାଙ୍କର ଗର୍ଵ ପ୍ରଭୁ ଜଗନ୍ନାଥ କେମିତି ସହୁଛନ୍ଥି

  • @nikunjaswar3313
    @nikunjaswar3313 Před měsícem +66

    ଯଦି ଆପଣମାନେ ମନ୍ଦିର ପରିସରରେ ଭକ୍ତମାନଙ୍କୁ ଟିକେ ଭଲ ବ୍ୟବହାର ଦେଖେଇଥାନ୍ତେ ତା ହେଲେ ଭକ୍ତ ମାନେ ଠାକୁର ଙ୍କୁ ଦର୍ଶନ କରି ଖୁସିମନ ରେ ଫେରିଆସିଥାନ୍ତେ। ପ୍ରାୟ ଲୋକ ଖରାପ ବ୍ଯବହାର କୁ ସାମ୍ନାକରି ଆସିଥାନ୍ତି। ଏ କଣ ଆମ ବଡ଼ ଠାକୁର କହିଛନ୍ତି। ତୁମେ ପରା ବଡ଼ ଦେଉଳ ର ବଡ଼ ଠାକୁର ଙ୍କ ପୂଜକ ବୋଲି କୁହ। ପ୍ରଶାସନ ଏଥିପ୍ରତି ଟିକେ ଧ୍ୟାନ ଦେଇଥିଲେ ଟିକେ ଭଲ ହୁଅନ୍ତା। ସତେ ଯେମିତି ନିଜ ବାପା ଜାଗା...ଭଳି ବ୍ୟବହାର ଦେଖେଇଥାନ୍ତି

  • @prakashbaral7568
    @prakashbaral7568 Před měsícem +401

    ସେବକ ଏତେ ଦେଖାଇ ହେବା କ'ଣ ଦରକାର.....????। ସେବକ ର ଅର୍ଥ ସରଳତା, ନମ୍ର, ବିନମ୍ରତା, ଶାଳିନତା, ଭଦ୍ର, ନମନୀୟତା ଏବଂ ସଚ୍ଚୋଟତା । ସେବକ ର ପରିଚୟ ଅଳଙ୍କାର ନୁହଁ, ଅଳଙ୍କାର ଗର୍ବ କୁ ପରିପ୍ରକାଶ କରେ। ସେବକ ପାଖ ରେ କିଛି ବି ନଥିଲେ ମଧ୍ଯ ସେ ସେବକ। ସେବା ହିଁ ତାର ଭଗବାନ ଙ୍କ ଠାରୁ ପରମ ଉପହାର।

    • @gemphu1234
      @gemphu1234 Před měsícem +9

      Se sebaka. Kehi santha ki sadhu nuhan. Tame et prasna karibaku kie. Kichhi salinata , Santi.. emiti kichhi rule nahin

    • @bhabishyasiddhant6631
      @bhabishyasiddhant6631 Před měsícem

      ​Abe murkha, se jau getup re achhi taku kehi sebaka kahibeni. Sebaka sabubele namra aau dekhei hueni. Se sabubele ta sebya ra chinta re thaye. Ei bhalia futania kete ta pain aji jagannath nka Naa kharap hauchi. Eita ta jatra party ra villain bhalia disuchi. Se ki seva Kariba. ​@@gemphu1234

    • @raveadventure8736
      @raveadventure8736 Před měsícem +23

      ​@@gemphu1234ek no choro. Bhagwan nka name re bahe paisa khauchanti

    • @rashmirekhajena796
      @rashmirekhajena796 Před měsícem

      Chor nahoithile ete kemiti pindhichh . Lajja laguni puni bujhi parunahinti.

    • @Straightalk99
      @Straightalk99 Před měsícem +15

      Chora au kichi nuhe

  • @M-ek8pr
    @M-ek8pr Před měsícem +77

    ପୁରୀ ଗଜପତି ମହାରାଜ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ,ସିଏ କେବେ ଏତେ ସୁନା ପିନ୍ଧି ବାହାରିବା ଦେଖି ନାହିଁ !!!...

    • @prakashbaral7568
      @prakashbaral7568 Před měsícem +1

      @@M-ek8pr are you absolutely correct.

    • @rahulpolei4102
      @rahulpolei4102 Před měsícem

      ମୋହା ପଇସାଲୋ ଭିଲୋକମାନକୁ ଠକୁଥିବା ନଜର ଅଛି

  • @himansupatra9717
    @himansupatra9717 Před měsícem +118

    ତିରୁପତି, ବଦ୍ରିନାରାୟଣ, ମଥୁରା, କାଶୀ କୌଣସି ଜାଗାରେ ପଣ୍ଡା ପଢ଼ିହାରୀ ଏମିତି ସୁନା ପିନ୍ଧୁଛନ୍ତି କି? ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ..

    • @pabitramohandandia274
      @pabitramohandandia274 Před měsícem +3

      Sata katha

    • @credit-life2001
      @credit-life2001 Před měsícem +1

      ଜଗା ର ସେବକ
      କିଛି ବିଶେଷତ୍ଵ ରହିବ ତାଙ୍କର ସେବକ ବି ସେତିକି ଧନୀ ❤

    • @himansupatra9717
      @himansupatra9717 Před měsícem

      @@credit-life2001ଆଜ୍ଞା ହଁ ଏହି ସୁନା ପିନ୍ଧି ମେଢ଼ ସାଜି ଥିବା ସବୁ ଅରିଜିନାଲ ବାକି ସବୁ ସେବକ ହେଲେ ସାବତ ମା ର...

    • @Myjungkook224
      @Myjungkook224 Před měsícem

      😅😅

    • @Myjungkook224
      @Myjungkook224 Před měsícem

      Bala

  • @yeshsahoo6027
    @yeshsahoo6027 Před měsícem +89

    କେତେ ମାରିକି ରଖିଚ ରେ ପଣ୍ଡା ଦଳ ଲାଗୁଛି ପଣ୍ଡା ଦଳ ସୁନା ବେଶ ହେଉଛନ୍ତି ଏମାନଙ୍କୁ CBI ତଦନ୍ତ କରାଯାଉ

  • @niranjanroutray7792
    @niranjanroutray7792 Před měsícem +205

    ତୁମେ ଯଦି ଚୋର ନୁହେଁ ତାହେଲେ ଏତେ ମୋଟା ଦାମୀ ଅଳଙ୍କାର ଏବଂ ବଡ଼ ବଡ଼ ମୁଦ୍ରିକା କେଉଁଠାରୁ ଆସିଲା?

    • @user-uw9kp6jj8x
      @user-uw9kp6jj8x Před měsícem

      To bopa magia deithila banduk rau rau hani jaiki tapkhre km kr dkh tm mnk abasta kn bala sevayat loka jdi chidebe magia tme banchiprib

    • @Flexify007
      @Flexify007 Před měsícem +2

      E sabu purba purusa ru dana alankara

    • @biswajit750
      @biswajit750 Před měsícem

      ତୋର କଣ ଫlଟୁଚି​ କି ରେ @@user-uw9kp6jj8x

    • @LokanathaSuar
      @LokanathaSuar Před měsícem

      ତମ ବାବା ଙ୍କର

    • @LokanathaSuar
      @LokanathaSuar Před měsícem

      @@niranjanroutray7792 ତେବୋଉ କୁ ପଚାର କଉଟୁ ଆସିଲା

  • @Pzxxxxxx
    @Pzxxxxxx Před měsícem +53

    ସବୁ ଚୋର ମାଗିହେ

  • @shakaharipruthivi8696
    @shakaharipruthivi8696 Před měsícem +21

    ମନ୍ଦିର ରେ ବହୁତ୍ ଧନ ରତ୍ନ ଟଙ୍କା ସୁନା ଅଛି। ଯେଉଁ ମାନେ ପାଖରେ ଅଛନ୍ତି ସେମାନେ ଖୁବ୍ ଧନୀ। ସୁବର୍ଣ୍ଣ ଓ ରତ୍ନ ରେ ମଣ୍ଡିତ। ଠିକ୍ କଥା। ହେଲେ ଏବେ ଠାକୁର କଳ୍କୀ ଅବତାର ରେ ଅଛନ୍ତି। ଯେତେବେଳେ ପାପ , ଅନ୍ୟାୟ,ଅଧର୍ମ, ଅତ୍ୟାଚାର ଚରମ ସୀମାରେ ପହଞ୍ଚି ସାରିଛି ସେତେବେଳେ
    ବନ୍ୟା, ବାତ୍ୟା, ଭୂକମ୍ପ,ମହାମାରୀ, ଯୁଦ୍ଧ,, ଅକାଳ ମୃତ୍ୟୁ, ଦୈବୀ ଦୁର୍ଘଟଣା, ଜୀବ ମାନଙ୍କ ଆକ୍ରମଣ, ମରୁଡି ,ମହରଗ, ଅଶାନ୍ତି, ଅହଙ୍କାର ଓ ଅଜ୍ଞାନତା ବଢ଼ି ଥାଏ। ଗୋଟେ ଯୁଦ୍ଧ ଓ ସାତ ଦିନ ର ପ୍ରଳୟ ହେବ। ତା ପରେ ଟଙ୍କା ସୁନା ରତ୍ନ ଭଣ୍ଡାର ପଡ଼ିଥିବ । ଲୋକ ଗୋଟେଇବେ ନାହିଁ। ମହାପୁରୁଷ ଙ୍କ କଥା ଅନ୍ୟଥା ହେବ ନାହିଁ। ଏବେ ଯାହା ପାଖରେ ଉଡାଜାହାଜ କି ହେଲିକେପ୍ଟର ଅଛି ତାଙ୍କୁ ଧନୀ କୁହା ଯାଏ। କାରଣ ଅନ୍ୟ ମାନେ ମାଟିରେ ଥିଲା ବେଳେ ଶୂନ୍ୟ ରେ ଧନୀ ଉଡ଼ି ମଜା ନେଉଥାଏ। ଏ ହେଉଛି ବସ୍ତୁ ର ସୁଖ। ବାସ୍ତବ ସୁଖ ପାଇଁ ଈଶ୍ୱର ଲୋଡା ହୁଅନ୍ତି। ସେ କଳ୍କୀ ଅବତାର ବୋଲି କଥାରେ କହନ୍ତି। କେତେ ଲୋକଙ୍କ ପାଖରେ ସେ ଅନୁଭବ ଅଛି। ଯେ ଠାକୁର ରୂପାନ୍ତରିତ ହୋଇ ଶେଷ ଓ ଶ୍ରେଷ୍ଟ ଅବତାର ହୋଇ ଗଲେଣି। ସଂହାର ସରିଲା ପରେ ସମସ୍ତେ କହିବେ। ସେତେବେଳେ, ରାମାୟଣ,ମହାଭାରତ ପରି କଳ୍କୀ ପୁରାଣ ଶେଷ ଲେଖା ସରି ଥିବ।

  • @stupidtens
    @stupidtens Před měsícem +18

    ଏ ପୁରୀ ପଣ୍ଡା ସବୁ ଜଗନ୍ନାଥ ଙ୍କ ର ସୁନା ମୁକୁଟ କୁ ଚୋରି କରିକି ଆଣି ପିନ୍ଧୁଛନ୍ତି

  • @nareshpanda4485
    @nareshpanda4485 Před měsícem +109

    ଲଜ୍ୟା ନାହିଁ ଏମାନଙ୍କୁ. ହଇଓ ତମେ କଣ ଜଗନ୍ନାଥ ଠୁ ବଡ଼.ତମେ ପରା ମହାପ୍ରଭୁ ଙ୍କ ସେବକ. ସେବାରେ ମନବୃତି ନାହିଁ.ଏତେ ଅଳଙ୍କାର ଆଣିଲେ କୋଉଠୁ. ସୁଦାମା ଚରିତ୍ରକୁ ମନେପକାନ୍ତୁ

    • @manajyotsnanayak8077
      @manajyotsnanayak8077 Před měsícem

      Sudama nku bhogoban mitra bhabe grahan korithile. Se angolagi sebaka nothile. Thakuronko nitiniyomo achhi, taku koriba pain sebaka nko abosyoko nischoyo. Se madhya kalia saaaanto nko iichha re hin chalichhi. Jebe saaaaante nije pindhuchhonti sunabeso re tanko seboko kahin pindhibeni. Se puni angolagi seboko. Kalia saaante ee jogota ra korta Amo pain amo Raja se🙏 jagata korta nko seboko bina alonkaro re rohiba anuchit. Seta amo thakuronko pain sobhaniyo nuhno auu uchit b nuhno. Se samastankor thakuro. Tanku buliba pain dekha koriba ta modhyo anuchit.

    • @nareshpanda4485
      @nareshpanda4485 Před měsícem

      @@manajyotsnanayak8077 ଏଇ ସେବକ ମାନେ ଭଗବାନ ଙ୍କ ମିତ୍ର

  • @Babaphakiryoutube
    @Babaphakiryoutube Před měsícem +141

    ଏତେ ସୁନା ଅଳଙ୍କାର ରତ୍ନ ଭଣ୍ଡାର ରୁ ଚୋରୀ କରିଛନ୍ତି ସେବାୟତ ବଡ଼ ଚୋର

  • @santoshkumarmishra2620
    @santoshkumarmishra2620 Před měsícem +34

    ଜଗନ୍ନାଥ ଛତିଆ ଚାଲିଗଲେ ଏମାନେ ଖାଇବାକୁ ପାଇବେନି. ଫୁଟାଣି କମିଯିବ. ଟାଙ୍କ ଭାଙ୍ଗିଯବ

    • @asishkumarnath2754
      @asishkumarnath2754 Před měsícem

      ଠିକ୍ ଭାଇ🙏🥰🙌

    • @LokanathaSuar
      @LokanathaSuar Před měsícem

      ତୋ ଘରକୁ ନେଇଜା ଜଗନ୍ନାଥ ଙ୍କୁ

  • @sanjurekhasahu116
    @sanjurekhasahu116 Před měsícem +10

    ଆପଣ ମାନେ ଚୋର ନୁହଁନ୍ତି ନିଶ୍ଚୟ । କିନ୍ତୁ ଆପଣ ମାନେ ନିଶ୍ଚିନ୍ତ ଭାବେ ଅମାନିଆ ଓ ଉଦଣ୍ଡ । ପ୍ରଶାସନର କୌଣସି ନିଷ୍ପତି କୁ ଆନ୍ତରିକତା ସହିତ ମାନନ୍ତି ନାହିଁ । ଅନୁରୋଧ ଟିକିଏ ଭକ୍ତି ଭାବ ନିଜ ଭିତରେ ଜାଗ୍ରତ କରାନ୍ତୁ । ଠାକୁରଙ୍କୁ ତଳେ ପକେଇ ଦେଇ ଓଡ଼ିଆ ଜାତିକୁ ଲଜ୍ଜିତ କରିବାର କାରଣ ହୁଅନ୍ତୁ ନାହିଁ।

  • @imshree99
    @imshree99 Před měsícem +99

    ତୁମେ ଯଦି ଚୋର ନୁହେଁ ତାହେଲେ ଏତେ ମୋଟା ଦାମୀ ଅଳଙ୍କାର ଏବଂ ବଡ଼ ବଡ଼ ମୁଦ୍ରିକା କେଉଁଠାରୁ ଆସିଲା? ଆମେ ସଧାରଣ ଲୋକେ ଜୀବନ ସାରା ଅର୍ଜନ କରି ବି ଏତିକି କରି ପାରୁନୁ। ହେଲେ ତୁମେ ଜଣେ ସେବକ ହୋଇ ଏତେ ସୁନା ଗହଣା ଆଣିଲେ କେଉଁଠୁ? ତୁମେ ହେଉଛ ଜଣେ ଜଣେ ମହାଠକ ଆଉ ମହାମୁର୍ଖ ଆମକୁ ଧର୍ମ ଓ ଭଗବାନ ନାମରେ ଯୁଗ ଯୁଗ ଧରି ଆମକୁ ଠକି ଚାଲିଛ।

    • @sunilkumarpatnaik6953
      @sunilkumarpatnaik6953 Před měsícem +5

      Emaney kete Income karanti ? Kete Income Tax diantI ?

    • @khirabatisanani4319
      @khirabatisanani4319 Před měsícem +1

      Right

    • @nandakishorepatra6260
      @nandakishorepatra6260 Před měsícem +5

      You are absolutely correct.They are cheating by the name of Jagannath

    • @snigdhasamantaray5389
      @snigdhasamantaray5389 Před měsícem

      Semana nka katha Jagannath bujibe.ame nije akhire dekhine se chori kari bara.kahiba thik nuhen.

    • @DamayantiMajhi-rn3dx
      @DamayantiMajhi-rn3dx Před měsícem

      ​@@snigdhasamantaray5389ame jadi sabu jagannath pakhare re chadi Dale haba nahi ama ku b swara uthai baku padi ba gute panda ate suna paila kahu thu gute ias officer to ate suna pindhu ni a kamiti paila 😮😮😮

  • @ANKITANDJEETLIFESTYLE
    @ANKITANDJEETLIFESTYLE Před měsícem +7

    🙏ଜୟ ଜଗନ୍ନାଥ 🙏
    ପୁରୀରେ କେବଳ ପଣ୍ଡା ମାନଙ୍କର ରାଜୁତି ଚାଲିଛି .... ସଧାରଣ ଲୋକଙ୍କୁ ଠାରୁ ପଣ୍ଡାମାନେ ଏତେ ଶୋଷଣ କରୁଛନ୍ତି ଯେ ନ କହିବା ଭଲ ।।।
    ଯିଏ ଯେମିତି କ୍ରମ କରିବ ତା ଫଳ ସେ ନିଷ୍ଟିତ ପାଇବ । ଭଗବାନ ସବୁ ଦେଖୁଛନ୍ତି ତାଙ୍କୁ କିଛି ଅଛପା ନାହିଁ ।

  • @BIJAYKUMANTU
    @BIJAYKUMANTU Před měsícem +73

    ଏଠି ଦି ମିଠା ଖାଇବାକୁ ମିଲେନି ଦିନକୁ ଲୋକଙ୍କୁ ଆଉ ମଉସା କହୁଛନ୍ତି 250 ଗ୍ରାମ ସୁନା କଣ ପିନ୍ଧି ପାରିବିନି 😢😢😢😢

  • @stupidtens
    @stupidtens Před měsícem +3

    ରତ୍ନ ଭଣ୍ଡାର ର ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଅଣାଯାଉ,କାରଣ ଜଗନ୍ନାଥ ଙ୍କ ଉପରେ କେବଳ ଶଙ୍କରାଚାର୍ଯ୍ୟ,ପୁରୀ ଗଜପତି,ଦଇତାପତି,ପ୍ରଶାସନ,ସେବାୟତ,ମୁଖ୍ୟମନ୍ତ୍ରୀ,ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ର ଅଧିକାର ନାହିଁ,ଯେ ସେମାନେ ଜଗତର ନାଥ ଜଗନ୍ନାଥ ଓ ତାଙ୍କ ସମ୍ପତି କୁ ନିଜର ପୈତୃକ୍ତ ସମ୍ପତି ମନେକରି,ଲୁଚକାଳି ଖେଳିଲା ଭଳିଆ ରତ୍ନ ଭଣ୍ଡାର କୁ ଲୁଟ କରିବେ |
    ଜଗନ୍ନାଥ ଜଗନ୍ନାଥ | ତେଣୁ ସାରା ବିଶ୍ୱ ଦେଖିବା ଦରକାର ରତ୍ନ ଭଣ୍ଡାର ର ରହସ୍ୟ | Live camera on କରିକି ବିଶ୍ୱକୁ ଦେଖାଅ | ବିଜେପି ସରକାର ଯଦି ସଚୋଟ ଆଉ ଚୋର ନୁହେଁ,ତାହେଲେ,ଏହାହିଁ କରିକି ଦେଖାଅ |
    ନଚେତ ଅନ୍ତ ରାଷ୍ଟ୍ରୀୟ କୋର୍ଟ କୁ ଯିବାକୁ ଏ ବିଶ୍ୱ ବାସୀ ତିଳେ ମାତ୍ର ପଛ ଘୁଞ୍ଚା ଦେବେନାହିଁ |
    ଏ ସାରା ବିଶ୍ୱର ମାଲିକ ହେଉଛନ୍ତି ଜଗନ୍ନାଥ,ଏ ସାରା ବିଶ୍ୱବାସୀ ଯାହା ଚାହିଁବେ ତାହା ହିଁ ହେବ |
    As Per The Jagannath God Theory Act Odisha.

  • @sibaprasadabehera5557
    @sibaprasadabehera5557 Před měsícem +53

    ଏମାନଙ୍କର ଜଗନ୍ନାଥ ନାରେ ମିଛ କଥା ସବୁ

  • @RoyalGM-P0987
    @RoyalGM-P0987 Před měsícem +46

    ଏତେ ସବୁ ଅଳଙ୍କାର ରତ୍ନ ଭଣ୍ଡାର ରୁ ଲୁଟ୍ କରିକି ପିନ୍ଧିଛି ଚର ସେବାୟତ

    • @snigdhasamantaray5389
      @snigdhasamantaray5389 Před měsícem +3

      Emiti kuhantuni.semane kichi punya karichanti.sethi pain ta semane Jagannath nka ra pujak.

    • @user-uw9kp6jj8x
      @user-uw9kp6jj8x Před měsícem +2

      Tu banda khia semne chori kala bele andhar re light dkhauthili mgia puri re je lela khela kruchi sbu sevayat gandimruchnti jaggnath nku dkha jauni tme jaiki mundao

    • @silentripu2875
      @silentripu2875 Před měsícem

      ବାଳ ନା ​@@snigdhasamantaray5389

  • @Odishajatra143
    @Odishajatra143 Před měsícem +15

    ଆଜ୍ଞା ଏମାନେ ହେଲେ ଚୋର

  • @Manojsethy-zv1qx
    @Manojsethy-zv1qx Před měsícem +8

    ଆ ଘରେ ଚଢ଼ାଉ ହେଉ ଏଇଟା ଚୋର ଟା ଜୟ ଜଗନ୍ନାଥ

  • @pratapkumarmohanty9899
    @pratapkumarmohanty9899 Před měsícem +9

    ଏ ଶଳା କୁ ଆଗ ବାନ୍ଧିଲେ ସବୁ ଲୁଟେରା ଧାରା ପଡିବେ। ଏ ମାନେ ଜଯମାନମାନଙ୍କୁ ଧମକଚମକ ଦଉଛନ୍ତି ଏତେ ଆମକୁ ଦାନ କର ନ ହେଲେ ତୁମ ବଂଶ ବୁଡ଼ିବ। ଏସବୁ ଲୋକନାଥ ମନ୍ଦିର ରେ ବେଶି ହଉଚି। ଏ ମାନେ ଲୁଟି ଲୁଟି ଗୁଣ୍ଡା ପାଲଟି ଯାଇଛନ୍ତି, ତେଣୁ ସେମାନଙ୍କୁ ଲୁଟିବ କିଏ।

    • @sasmitamajhi8179
      @sasmitamajhi8179 Před měsícem +1

      ଏମାନେ ଗୁଣ୍ଡା ହିଁ 😂

  • @abhayajena9099
    @abhayajena9099 Před měsícem +13

    ପୂର୍ଵ ପୁରୁଷ ଚୋରି କରି ରଖିଛନ୍ତି, ମୁଳୁରୁ ପାହାଚ ପାହାଚ, ଯଦି ଆପଣ କି ଆପଣଙ୍କ ପୂର୍ଵ ପୁରୁଷ ଚୋରି କରିଥିବେ ସେ ମହାପ୍ରଭୁ ଜାଣିଥିବେ, ଯଦି କରିନଥିବେ ସେ ମଧ୍ୟ ଜାଣିଥିବେ

    • @abinashswain5850
      @abinashswain5850 Před měsícem +1

      ଆଜ୍ଞା ପ୍ରଭୁ ଜଗନ୍ନାଥଙ୍କ ପାଖରେ ସବୁ ହିସାବ ଅଛି।

  • @swapnasundarswain5211
    @swapnasundarswain5211 Před měsícem +5

    ଆଈ ମା କାହାଣୀ ପରି ଲାଗିଲା ।।।।।।ଆପଣ ଯାହା କହିଲେ ସତ୍ୟ ସତ୍ୟ ତ୍ରିବାର ସତ୍ୟ ସେହି ମହାପ୍ରଭୁ ଜଗନ୍ନାଥ 🙏🙏🙏

  • @sunilkumarpatnaik6953
    @sunilkumarpatnaik6953 Před měsícem +26

    Income Tax kete deuchanti. ...

  • @nityashreebehera001
    @nityashreebehera001 Před měsícem +4

    ଯିଏ ଦକ୍ଷିଣା ଦେଲା ଆପଣଙ୍କ ସହିତ ସମ୍ପର୍କ ରଖିଲା ସିଏ ଭକ୍ତ ?
    ଦକ୍ଷିଣା ନଦେଲେ ଭକ୍ତ ନୁହଁ??
    7:25

  • @silentripu2875
    @silentripu2875 Před měsícem +22

    ମା ଗିହେ ତୁମକୁ ପୁରୀ ରାଜା ଜଗନ୍ନାଥ ମନ୍ଦିର ପୂଜା ପାଇଁ ରାଜସ୍ଥାନ ରୁ 1000 ବ୍ରାହ୍ମଣ ପରିବାର ଆଣି ଥିଲେ ତମେ କଣ କହୁଚ ଠାକୁର ଙ୍କ ବଂଶଜ

  • @SanjayKumar-jz2pg
    @SanjayKumar-jz2pg Před měsícem +6

    ମିଡ଼ିଆ ଆଗରେ ଅଳଙ୍କାର ପିନ୍ଧି ଦେଖେଇ ହେବା କଣ ଦରକାର, ଲୋକ ଚୋର କହିବେନି ଆଉ କଣ କହିବା ଦରକାର

  • @Babaphakiryoutube
    @Babaphakiryoutube Před měsícem +28

    ଦଇତାପତି ମାନେ ପକା ଗାଲୁଆ ଭକ୍ତ ଠାରୁ ଲୁଟ୍ ଏ ସୁନା ଗହଣା

  • @dipfragnant
    @dipfragnant Před měsícem +44

    ଯିଏ ଯାହା ଦଉଛି ନଉଛ ନା ଧମକେଇ ନଉଛ। ପୂର୍ବ ପୁରୁଷ ମାନେ ଆଣିଲେ କଉଠୁ। ତମେ ମାନେ ସେବା ନ କଲେ କଣ ପୂଜା ହେବନି। 200 ଗ୍ରାମ ଗୋଟେ ପିଢ଼ି ରେ ହେଲେ 5 ପିଢ଼ି ପାଇଁ 1kg। Tame ପିନ୍ଧି ଥିବା ସୁନା 1kg କି।

  • @Nihar523
    @Nihar523 Před měsícem +2

    ମୁସଲମାନ ମାନେ ନେଇନାହାନ୍ତି ଯେ ତମେ ମାନେ ସବୁ ଖାଉଥିବ, ସତ କଣ ସବୁ ଭଗବାନ ଜାଣିଥିବେ 🙏.

  • @minaketanhans8105
    @minaketanhans8105 Před měsícem +5

    ତୁମେ ସବୁ ପ୍ରତ୍ୟକ୍ଷ ଚୋର । ହେପ୍ରଭୁ ଜଗନ୍ନାଥ ରକ୍ଷାକର ।

  • @user-ib9ch8kw8t
    @user-ib9ch8kw8t Před měsícem +10

    👍, ଜୟ ଜଗନ୍ନାଥ 🙏

  • @Virago0074
    @Virago0074 Před měsícem +15

    କିଏ କେତେ ସତ କହୁଛି, କିଏ ମିଛ କହି କଥା ଭୁଲଉଚି ସେଇ ସବୁ କଥା ଭଗଵାନ ଜାଣିଛନ୍ତି।
    ସେ ସମସ୍ତଙ୍କୁ ନିଜ ନିଜର କର୍ମ ର ଫଳ ଦେବେ।

  • @kalandimurmu3303
    @kalandimurmu3303 Před měsícem +11

    ଏଇ ବ୍ରାହ୍ମଣ ମାନେ, ରତ୍ନ ଭଣ୍ଡାର ରେ ସପ୍ତ ଫଣା ସାପ ଅଛି, କଙ୍କାଳ ଅଛି, କହି ଲୋକଙ୍କୁ ଡରାଇ ଥାଆନ୍ତି, ଆଉ ନିଜେ ରତ୍ନ ଭଣ୍ଡାର କୁ ଚୋରି କରନ୍ତି।।

  • @Mukuniabhinetri1
    @Mukuniabhinetri1 Před měsícem +7

    ବୋହୂ କଷ୍ଟରେ ଧାଡି ରେ ଠିଆ ହୋଇ ମନ୍ଦୀର ଭିତର କୁ ଗଲି , ଜଗନ୍ନାଥ ଙ୍କୁ ମୁଣ୍ଡିଆ ମାରି ଜୁହାର ହେଲା ବେଳକୁ , ମୋ ଡେଣା ଧରି ଉଠେଇ ଦେଲେ , ତୁ ତାକର୍ କଲେ , ଏଇ ପଣ୍ଡା ମାନେ ,କଣ ଏହା ଠିକ୍ ହେଲା ,

  • @prasantapatro597
    @prasantapatro597 Před měsícem +5

    ଲୋକ ମାନେ ଜଗନ୍ନାଥକୁଁ ସୁନା ଦିଅନ୍ତି ଏମାନେ ନିଜକୁ ଦେଇଛନ୍ତି ଭାବି ନେଇଯାଆନ୍ତି 😂

  • @a.s.d6643
    @a.s.d6643 Před měsícem +13

    ବିଶ୍ଵାବସୁ ତ ଏମିତି ସୁନା ପିନ୍ଧି ପୂଜା କରୁନଥିଲେ ତଥାପି ଜଗନ୍ନାଥ ସନ୍ତୁଷ୍ଟ ହେଉଥିଲେ କିନ୍ତୁ ଆପଣ ଙ୍କୁ ଦେଖିଲେ ଜଣାପଡୁଛି ଜଗନ୍ନାଥ କିପରି ସନ୍ତୁଷ୍ଟ ହେଉଥିବେ

  • @srustidhardey5817
    @srustidhardey5817 Před měsícem +9

    ପଣ୍ଡା ମାନେ ଭକତ ମଙ୍କୁ ଟଙ୍କା ନିଅ ନି ❤❤ ଖୁସିରେନିଆ

  • @siddhibinayak2662
    @siddhibinayak2662 Před měsícem +5

    ତୁଳସୀ ମାଳି important ନା ସୁନା chain
    ସେବକ ବେକ ରେ ତୁଳସୀ ମାଳି ଶୋଭା ପାଇବା କଥା
    ତମେ କାଳିଆ କଥା କମ୍ ଓ ସୁନା କଥା ବେଶି ଭାବୁଥିବ

  • @rajsekharparichha6678
    @rajsekharparichha6678 Před měsícem +22

    No.1 chora..aou dakayat

  • @bidyutlatabehera9395
    @bidyutlatabehera9395 Před měsícem +7

    ଆମେ ଜଗନ୍ନାଥ ସେବକ ନୁହଁ... ଚୋର

  • @bijayakumarpanda7902
    @bijayakumarpanda7902 Před měsícem +18

    ରତ୍ନ ଭଣ୍ଡାର ରୁ ଚୋରୀ ହୋଇଥିବା ରତ୍ନ କୁଆଡେ ଗଲା?

    • @Priyanka_Chopra401
      @Priyanka_Chopra401 Před měsícem +1

      Dekha jhauni ki amane pora modifie kori pindhichonti

    • @pintukumar8823
      @pintukumar8823 Před měsícem

      ଜୟ ଶ୍ରୀ ଜଗନ୍ନାଥ 🙏🚩🙏 ସବୁ ଖାଲି କରିଦେଇଛନ୍ତି,​@@Priyanka_Chopra401

  • @probot1436
    @probot1436 Před měsícem +24

    Sevak nka SunaBesa

  • @kalandimurmu3303
    @kalandimurmu3303 Před měsícem +5

    ତମେ ବାଳ କି କର୍ମ କରୁଛ, ଖାଲି ମନ୍ଦିର ଭିତରେ ଭକ୍ତ ମାନଙ୍କୁ ହଟଚମଟ କରି ଲୁଟିଛ ,ଏ ସବୁ ଅଧର୍ମ ଭାବେ ଅର୍ଜିଛ। ବେ ନିୟମ ଭାବେ ଏତେ ସୁନା ରଖିଛ ମାନେ ତୁମ ଘର ରେଡ୍ ହୋଇ ତୁମକୁ ସଶ୍ରମ କାରାଦଣ୍ଡ ସହ ଅର୍ଥ ଦଣ୍ଡ, କରିବା ସଂଗେ ସଂଗେ ସମସ୍ତ ଆକାଉଣ୍ଟ ସିଜ୍ କରିବା ଦରକାର।।।

  • @smrutisethi1406
    @smrutisethi1406 Před měsícem +6

    ମୋତେ ଏତେ ସଫେଇ ଦିଅନା। ତମେ ମାନେ ହିଁ ଜଗନ୍ନାଥଙ୍କ ସୁନା କୁ ଚୋରି କରି modified କରି ପିନ୍ଧିଛ।

  • @anantamallick3634
    @anantamallick3634 Před měsícem +6

    ଏହାପର ଜନ୍ମରେ ବିଶ୍ୱସୀ କୁକୁର ଜନ୍ମ ନେବେ

  • @lachhamanbadajena4966
    @lachhamanbadajena4966 Před měsícem +8

    ଦେଉଳରେ କିଏ ନା ମୁଁ କଦଳି ଖାଉନି

  • @snehalatadalai9135
    @snehalatadalai9135 Před měsícem +3

    ହଁ ତୁମେ ଠକ ଆଉ ଚର

  • @srikanthssss9563
    @srikanthssss9563 Před měsícem +2

    ଜୟ ଶ୍ରୀ ଜଗନ୍ନାଥ, ଆପଣ ଆମ କୁ ବୁଝି ବେ ନାହିଁ ପ୍ରଭୁ, ସେବାୟତ ମାନେ ଏ ତେ ସେମାନେ ଙ୍କ ପାଖରେ ଆସିଲା କେଉଁଠୁ, ଲୁକ ମାନେ ଖାଇ ଵା ପାଉନାହାନ୍ତି, ପ୍ରଭୁ, ସେଥିପାଇଁ କଣ ପ୍ରଭୁ ଓଡିଶା ଗରିବ, ଯାହା ଦେଉଅଛ, ଯାହା କୁ ଦେଉନାହଁ, ପ୍ରଭୁ,

  • @dibyaranjanjena3672
    @dibyaranjanjena3672 Před měsícem +3

    Right. Jay jagannath

  • @MRMunda-vt9bm
    @MRMunda-vt9bm Před měsícem +8

    ଠାକୁର ନା ରେ ଖାଲି ଠକି ଚାଲିଛନ୍ତି। ଇଏ ଯେତିକି ସୁନା ପରିଧାନ କରିଛନ୍ତି ଠାକୁର କୁ ସେତିକି ସୁନା ପରିଧାନ କରାଇଛନ୍ତି କି ନାହିଁ ମୁଁ ଦନ୍ଦ ରେ ଅଛି। 🤔

  • @soumyas1817
    @soumyas1817 Před měsícem +1

    କି ସୁନ୍ଦର ଗପ ଟିଏ । ମନ ମୁଗ୍ଧକର ଆଃ ଆଃ । ତୁମର ପିଢ଼ିକୁ କିଏ ଏତେ ଦେଲା ? ସମୁଦାୟ ସମ୍ପ୍ରଦାୟ କୁ ହିସାବ କଲେ ତାର ହିସାବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁନାଠୁ ଟପିଯିବ।👏🏻👏🏻👏🏻

  • @MapraRit
    @MapraRit Před měsícem +1

    ମୁଁ ବହୁତ ଖୁସି।ମୋ ପ୍ରଭୁ ଙ୍କ ସେବକ ସୁନା ପିନ୍ଧନ୍ତି। ବଡ଼ ଠାକୁରଙ୍କ ସେବକ କଣ ଗରିବ ହୋଇ ରହିବେ। ଆମର ଗର୍ବ ହେଉଛନ୍ତି ଆମ ଠାକୁର।କିନ୍ତୁ ସେବାୟତ ମାନଙ୍କୁ ଏତିକି ଅନୁରୋଧ ଭକ୍ତ ଙ୍କୁ ଟିକେ ଭଲ ବ୍ୟବହାର କରନ୍ତୁ। ଜୟ ଜଗନ୍ନାଥ l🪷🙏

    • @Straightalk99
      @Straightalk99 Před měsícem

      😂 andh bakht 😂 tora bhalia gandi mara loka pai , ai gadi mara mane chora karuchanti

  • @dks1449
    @dks1449 Před měsícem +4

    ଥରେ ପୁରୀ ଯାଇଥିଲି ସେଠି ଗୋଟିଏ ସେବକ ମୋ ସାଥୀ ଠୁ ୫୦୦ ନେଇଗଲା

    • @pintukumar8823
      @pintukumar8823 Před měsícem

      ଆରେ ଭାଈ ଓଡିଆ 500 ବଙ୍ଗାଳୀ ବା 100000 ଯାଚିକି ଦେଉଛନ୍ତି 😂

  • @swadhinpanda1921
    @swadhinpanda1921 Před měsícem +5

    ଆରେ ତମେ ମାନେ ସେବାୟତଙ୍କ ସୁନା ଦେଖି ରାତିରେ ନିଦ ହଉନି ୧୦୦୦ ବର୍ଷା ବଂଶାନୁ ସେବାପୂଜା ବିଭିନ୍ନ ରାଜା ମହାରାଜା ଯମିଦାର ମନ୍ଦିରକୁ ଦର୍ଶନ ପୁଜା କରିବାକୁ ଆସନ୍ତି ସେମାନେ ଭୂମି ଦାନ ସୁବର୍ନ ଦାନ ଦେଇଥାଆନ୍ତି । ମୋଗଲ ଆକ୍ରମଣ ସମୟରେ ମନ୍ଦିର ଜଗନ୍ନାଥଙ୍କ ସୁରକ୍ଷା ପାଇଁ ସେବାୟତ ମାନେ ଯୁଦ୍ଧ କରି ଥିଲେ ଶ୍ରୀମନ୍ଦିର ଇତିହାସରେ ଲେଖାଅଛି ସେତେବେଳେ ରାଜା ମଧ୍ୟ ସେବାୟତ ପୁରକ୍ତତ କରିଥିଲେ । ବର୍ତ୍ତମାନ ମଧ୍ୟ ବିଭିନ୍ନ ବଡ ବଡ ଶିଳ୍ପପତି ମନେ ବ୍ୟକ୍ତିଗତ ପଣ୍ଡାଙ୍କୁ ଦାନ ଦିଅନ୍ତି । ସେମାନେ ତ ସମସ୍ତଙ୍କ ଆଗରେ ସୁନା ପିନ୍ଦୁଛନ୍ତି । ଏକଥା ଲୁଚା ରୋରା କଥା ଆସିଲା କୁଆଡୁ | କାହାର ଧନ ଦେଖି ଇର୍ଶା କରନ୍ତି |କର୍ମ କର ଶ୍ରୀଜଗନାଥ ମହାଲକ୍ଷୀମାନଙ୍କୁ ପ୍ରାଥନା କର ମୋତେ ତମ ସେବକ ପରିବାରରେ ଜନ୍ମ କର ପ୍ରଭୁ ସେବା କରିବି ସୁନା ପିନ୍ଧିବି | ଜାୟ ଜଗନାଥ

  • @kumarabhi86
    @kumarabhi86 Před měsícem

    ମୁଁ ମାନୁଛି ଆପଣ ସେବାୟତ କିନ୍ତୁ ସେବାୟତ ମାନେ କେବଳ ତୁଳସୀମାଳ ପକେଇବା କଥା ଏତେ ସୁନା କାହିଁକି ପିନ୍ଧିବେ

  • @AmiyaMallick-js7qy
    @AmiyaMallick-js7qy Před měsícem

    ମହା ପ୍ରଭୁଙ୍କର ସେବକ ଏତେ ରଙ୍ଗିଲା!

  • @adityaprasadtripathy8812
    @adityaprasadtripathy8812 Před měsícem +7

    ଏଟା ଅହଙ୍କାର ଏଇଟା ଆସକ୍ତି ଓ ଲୋଭୀ
    ଜଣେ ବ୍ରାହ୍ମଣ ବିନମ୍ରି, ଧିର ହେବା ଉଚିତ୍

    • @niharranjanmishra217
      @niharranjanmishra217 Před měsícem +1

      Sevaka mane Brahmana nuhanti. Sevaka seva karanti bhagwan nka ra, Puja karnti nahi. Semane Suara jati

    • @jibannayak8124
      @jibannayak8124 Před měsícem

      ​@@niharranjanmishra217brahmin videshi non odia tenu jagannath sebak hei paribeni

    • @niharranjanmishra217
      @niharranjanmishra217 Před měsícem

      ​​​@@jibannayak8124 Tu gote uneducated gadha ta.

  • @Reenabehera0
    @Reenabehera0 Před měsícem +3

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻

  • @feelthevibesguys
    @feelthevibesguys Před měsícem

    ଜଗନ୍ନାଥଙ୍କ ନାମ ଧରି ୟେ ମାନ ବହେ ଲୁଟ୍ କରୁଛନ୍ତି, ସମସ୍ତଙ୍କୁ ଅନୁରୋଧ ଜଗନ୍ନାଥଙ୍କ ହୁଣ୍ଡିରେ ଦାନ କରନ୍ତୁ। ଏମାନଙ୍କୁ ନାହିଁ।🙏

  • @user-sv5ni9lx2x
    @user-sv5ni9lx2x Před měsícem +1

    କହିଜାଣିଲେ କଥା ସୁନ୍ଦର ଏ ମାନଙ୍କୁ ଲଜ୍ୟା ଲାଗିବାକଥା ବହୁତ ଗର୍ବ ଏ ପଣ୍ଡାମାନଙ୍କର

  • @malayapatra9564
    @malayapatra9564 Před měsícem +12

    ମହାପ୍ରଭୁ ଜଗନ୍ନାଥଙ୍କ ସେବକ ମାନେ ଏମାନେ ବି ମହା ପ୍ରଭୁ ଠାକୁରଙ୍କୁ ନାଦାକି ୟାଙ୍କୁ ଡାକିବି

  • @sanjayakumarbehera5052
    @sanjayakumarbehera5052 Před měsícem +11

    ଯାକୁ ତୁରନ୍ତ ଆରେଟ କରାଯାଉ। ସଵୁ ଏଇମାନେ ଚୋର କରିଛନ୍ତି।

  • @livechart3501
    @livechart3501 Před měsícem

    ଜଗର୍ନାଥ ପିନ୍ଧିଲେ ନାହିଁ ବୋଲି ତାହା ତମେ ପିନ୍ଧିଦେଲ ଏହି ସୁନା ସବୁ ଚରି ସୁନା.

  • @user-bw4gr3xu8h
    @user-bw4gr3xu8h Před měsícem

    ଏମାନଙ୍କ ପୂର୍ବ ପୁରୁଷ ବାବାମାନେ ମନ୍ଦିର ଭଣ୍ଡାରରୁ ଲୁଣ୍ଠନ କରିଛନ୍ତି

  • @manashnayak2794
    @manashnayak2794 Před měsícem +3

    ଏ ଶବକ ସୁନା ପୁଳା ପୁଳା ଲଗେଇଛତି କଉଠୁ ଆଣିଲେ ଥରେ ମିଡ଼ିଆ ଵାଲା ପଚାର 💯ନଂବର ଚୋର 😂😂😂

  • @sibaprasadabehera5557
    @sibaprasadabehera5557 Před měsícem +5

    ତୁମେ କଣ ଦେବ ସବୁ ଜଗନ୍ନାଥ ଦେବେ

  • @srinibasabehera7566
    @srinibasabehera7566 Před měsícem

    ଆଜି ଯାଏ ଗଜପତି ମହାରାଜା ଦେହ ରେ ଏତେ ସୁନା ଦେଖିନି । ହେଲେ ଏମାନେ ଏତେ ସୁନା ମୋ ଜୀବନରେ ପ୍ରଥମ ଥର ଦେଖିଲି । ଏଇ ପଣ୍ଡା ମାନଙ୍କ ଘରେ ଯାଞ୍ଚ ହେଉ ।

  • @SatyaParida-hb6wy
    @SatyaParida-hb6wy Před měsícem +2

    Jaya jagarnath koti koti pranam 🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏

  • @kingrosan676
    @kingrosan676 Před měsícem +3

    ଜଗନ୍ନାଥଙ୍କର ସୁନାବେଶ ନା ତୁମର ସୁନାବେଶ ଜଗନ୍ନାଥଙ୍କର ସୁନା ଚୋରି କରିନାହାଁନ୍ତି ତ

  • @YTSkrishna
    @YTSkrishna Před měsícem +4

    ଏ ପଣ୍ଡା ମାନଙ୍କ ପାଖରେ ଜଣ ଜଣ ପାଖରେ 5kg ରୁ ଅଧିକ ସୁନା ଥିବ 100% sure

  • @saheblenka2788
    @saheblenka2788 Před měsícem

    ଏ ସବୁ ମହାପ୍ରଭୁ ଙ୍କ ରତ୍ନ, ଆପଣ ମାନେ ଏହା ଲୁଟୁଛନ୍ତି, ଆପଣ ବୁଝାଇବା ଆବଶ୍ୟକ ନାହିଁ, ସମଗ୍ର ଭାରତବାସୀ, ସର୍ବୋପରି ଓଡିଆ ଲୋକ ଜାଣନ୍ତି ପୁରୀ ର ପଣ୍ଡା ମାନଙ୍କ ସେବା ପଣିଆ

  • @gopinathdhal4371
    @gopinathdhal4371 Před měsícem

    ତମର ପୋଡ଼ୁଛି, ଖୋଲା ହେଲା ନେବାକୁ ସୁବିଧା ହେଲା । ତମେ ସେବକ । ଯୋଉ ମାନେ ଜମିଦାର ଥିଲେ ସେମାନେ କାଙ୍ଗଲ

  • @dashami757
    @dashami757 Před měsícem +17

    ଚୋର କେବେ କହେ ନାହିଁ ମୁଁ ଚୋର

  • @narasingha007
    @narasingha007 Před měsícem +7

    ନିରାଟ ସତ କଥା କହିଲ...ତୁମେ ସବୁ ଚୋର ନୁହଁ... ଚାଟୁକାର ସହ ମହା ଡକାୟତ ଗୁଡାକ....

  • @pritiranjansahoo7106
    @pritiranjansahoo7106 Před měsícem

    ମନ୍ଦିର ବେଢ଼ାରେ ତୁମେ ଆମ ମାନଙ୍କୁ ଯେପରି ବ୍ୟବହାର ଓ ଲୁଟ କର, ପ୍ରାୟ ସମସ୍ତେ ଏ ବିଷୟରେ ଅବଗତ l
    ସେବାୟତ ମନୋଭାବ ରହିବା ଦରକାର ଖାଲି ଗଣମାଧ୍ୟମ ରେ କହିଲେ ହେବନି

  • @bamadevjena3571
    @bamadevjena3571 Před měsícem +2

    ଦଶ ଆଙ୍ଗୁଳିରେ ଦଶଟା ସୁନା ମୁଦି ପିନ୍ଧି ନିଜକୁ ବଡ଼ ମହା ପଣ୍ଡିତ ଦେଖାଇ ହେଲେ ତମକୁ କେହି ଭଲ ପାଇବେନି,ଆନନ୍ଦ ବଜାରରେ ଗରିବ ଲୋକଟିକୁ ଯୋଉ ବେବହାର ତୁମେ ଦେଖାଉଚ୍ ତାହା ଭଗବାନ ଠିକ୍ ଜାଣିଛନ୍ତି, ଚଖା,ଆଇଚ , ପଲା, ଗାଁ ରୁ ,ଆଉ ଅଭଦ୍ର ଭାଷା,କଣ ପାଇଁ ଏତେ ଗର୍ବ,ତମର ଯଦି ମନ୍ଦିର ତମେ ସବୁକର goverment କଣ ପାଇଁ ଏତେ ଖର୍ଚ୍ଚ କରୁଛି

  • @surendrasenapati3904
    @surendrasenapati3904 Před měsícem +4

    Ama aga jauthulu satbala thik thila❤❤❤❤aba bhasa kharab karu chanti auu lootchanti ❤❤❤

  • @prashantpatra9883
    @prashantpatra9883 Před měsícem +5

    ଏ ଇ ଟା ଗୋଟେ ଚୋର

  • @RajivLochan-vn4ou
    @RajivLochan-vn4ou Před měsícem

    ଏଇ ଲୋକ ଟା କଥା ରୁ ନୁହ ଭେସୋ ପୋଷା ରୁ ଚୋର ଟା ,,,ତିନି ପୁରୁଷ ପାଖରୁ ବାପା ଚୋରି କରି ପୁଅ ପାଖରେ ଥୋଇ ଦେଇଛି ଏମିତି ଚାଲିଛି ଆଉ ଚାଲିବ ,,,, ଧଣ୍ଡୋ ଚୋର ପରିବାର ଏଇ ସେବାୟତ ମାନେ,,,

  • @ashiskumargochhayat7764
    @ashiskumargochhayat7764 Před měsícem

    Jay Jagannath

  • @subashpraharaj3131
    @subashpraharaj3131 Před měsícem +3

    ଏତେ ସୁନା ଓ ରୂପା କୋଉଠୁ ଆଣିଲ?

  • @abhayakumar2129
    @abhayakumar2129 Před měsícem +8

    Totally michha

  • @prafullakumarbehera7774
    @prafullakumarbehera7774 Před měsícem

    ସେବକ ମାନଙ୍କର ଏତେ ସୁନା ଅଳଙ୍କାର କେଉଁ ଠାରୁ ଆସେ l

  • @kirtansarathi3083
    @kirtansarathi3083 Před měsícem +1

    ଜଣେ ଜଣେ 250ଗ୍ରାମ ଗୋଟିଏ ଘରକୁ ଯଦି 5ଜଣ ଥାଆନ୍ତି ତାହେଲେ କେତେ ହେଲା

  • @innovativeartandcraftbyles8942

    ଆମେ ଜଗନ୍ନାଥ ଙ୍କୁ ଡେକିବୁ ନା ଏମାନଂକୁ

  • @subhrajyoti7809
    @subhrajyoti7809 Před měsícem +4

    ଦୟା କରି ରଥ ଉପରେ କେହିବି ରୁହନି 🙏🙏

  • @SashirekhaSahoo-rj1ih
    @SashirekhaSahoo-rj1ih Před měsícem +1

    Jay jagannthanka sebaka vagyare thile mele samatte hoeparibeni ❤yee sebakamane vagabannka ancahoethanti❤❤❤❤❤❤❤❤

  • @SM-uv9um
    @SM-uv9um Před měsícem +1

    ଏହି ପଣ୍ଡାମାନେ ପ୍ରଭୁ ଜଗନ୍ନାଥଙ୍କ ଅପେକ୍ଷା ଅଧିକ ଅଳଙ୍କାର ପିନ୍ଧିଛନ୍ତି |😮

  • @gpsoty
    @gpsoty Před měsícem +7

    Choro sabu puri panda

  • @kalandicharan4597
    @kalandicharan4597 Před měsícem +3

    ତୋଅ ବୋଉ ବିଆ 😂

  • @mrsonepuria9135
    @mrsonepuria9135 Před měsícem

    ପୁରୀ ମନ୍ଦିର ଭିତରେ ଯେମିତି ପ୍ରକାରେ ମୁଣ୍ଡରେ ମୟୁର ଚୁଳ ବାଡେଇ ପଇସା ଆଦାୟ କରୁଛନ୍ତି ପଣ୍ଡା ମାନେ ଯିଏ ଯାଇଛି ସେ ହିଁ ଜାଣିଛି...ଲାଗୁଛି ଯେମିତି ଆମେ ତାଙ୍କ ତାଙ୍କ ଠାରୁ ଧାର ନେଇଛୁ . ଛି ଲଜ୍ୟା..... ପଣ୍ଡା ନା ରେ କଳଙ୍କ ତମେ ମାନେ ସବୁ ପଣ୍ଡା ସମାନ ନୁହେଁ କିନ୍ତୁ ଏହା ଗ୍ରହଣୀୟ ନୁହେଁ...

  • @sujitpradhan1681
    @sujitpradhan1681 Před měsícem

    Right sebayat ❤❤❤❤❤❤ jay jaganath

  • @kalandicharan4597
    @kalandicharan4597 Před měsícem +3

    ଚୋର ବୋଉ ବିଆ😂

  • @chittakunar6549
    @chittakunar6549 Před měsícem +3

    Puri re jete sebayat sabu chora.

  • @AlakaSingh-vg6ol
    @AlakaSingh-vg6ol Před měsícem

    Jay jagannath